🔵Exclusive One-To-One With Odisha Deputy CM Pravati Parida | Kanak News

แชร์
ฝัง
  • เผยแพร่เมื่อ 2 พ.ย. 2024

ความคิดเห็น • 237

  • @allhadinipatel1655
    @allhadinipatel1655 หลายเดือนก่อน +59

    Mam ହରଘର ଜଳ ra ସୁବିଧା ସବୁ ଠାରେ ହୋଇନାହିଁ, ଆଜି ପର୍ଯ୍ୟନ୍ତ ଅଧୁରା ଅଛି, tenu ତାର ବ୍ୟବସ୍ଥା ଟିକେ ହେଇପାରିଲେ ଭଲ heba🙏ମୋର ଏହି ଅନୁରୋଧ ti କନକ news mam ଙ୍କ ପାଖକୁ pathantu

    • @kb42001
      @kb42001 หลายเดือนก่อน +6

      କି dilouge ମ ଭାଇ ମାରୁଛ

    • @BidyadharSahoo-pl4hf
      @BidyadharSahoo-pl4hf หลายเดือนก่อน

      G66g hu
      6v​@@kb42001

    • @pareshdas1093
      @pareshdas1093 25 วันที่ผ่านมา

      Qaaa😊

  • @jasobantaswain2249
    @jasobantaswain2249 หลายเดือนก่อน +66

    ଆଜି ଡେଟ ରେ କେତଜଣ apply କରିଛନ୍ତି କହିବେ କି
    ୩ ଦିନ ହେଲାଣି entry ହେଇପାରୁନି

  • @bolangirboybgr550
    @bolangirboybgr550 หลายเดือนก่อน +11

    5000 re business.
    Alu kg 50
    Onion kg 60
    Dal-200
    Ke business heba

  • @susantapradhan3350
    @susantapradhan3350 หลายเดือนก่อน +9

    ଜୟଜଗନ୍ନାଥ ❤❤❤

  • @BapiBhoi-cv5ce
    @BapiBhoi-cv5ce หลายเดือนก่อน

    I am very glad to watching your nice ditsition

  • @RanjitSahu-cu4qy
    @RanjitSahu-cu4qy หลายเดือนก่อน +37

    ଲୋକଙ୍କୁ ଭକୁଆ ବନାଉଛ ସୁଭଦ୍ରା ଯୋଜନା ବିଷୟରେ ମିଡିଆ ରେ ଭାଷଣ ମାରୁଛ କିନ୍ତୁ ଗ୍ରାଉଣ୍ଡ ରେ ସିଚୁଏସନ୍ ଅଲଗା ସୁଭଦ୍ରା ସାଇଟ ଖୋଲୁନି ଲୋକ ଆବେଦନ କଣ କରିବେ ଆଉ ଯେ ଉ ମୋ ସେବା କେନ୍ଦ୍ର ଆଉ ଜନ ସେବା କେନ୍ଦ୍ର ରେ ମହିଳା ମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି ମାଗଣା ଆବେଦନ କରୁଛନ୍ତି ବୋଲି ଯାହା ନାହି ତାହା କହୁଛନ୍ତି

    • @sasmitabhoi-l5m
      @sasmitabhoi-l5m หลายเดือนก่อน +2

      Magana heuni janaseva kendra re 50rupees neuchanti

  • @keshrihans
    @keshrihans หลายเดือนก่อน +17

    ଆରେ ଭାଇ ଆବେଦନ ଚାଲିନି ସୁଭଦ୍ରା portal hack ହେଇ ଯାଇଛି ରାତି 12:AM ରୁ କିଏ ଜଣେ Hack କରି ଦେଇଛି

    • @pareshkumar8249
      @pareshkumar8249 หลายเดือนก่อน

      Nirat soto kotha Bhai. Mu mo ID ru jetebele Login koli setebele au kaharo ID re open hela. Tenu mu b janigoli j Hack hoichhi site.

  • @iproudtobeindian3022
    @iproudtobeindian3022 หลายเดือนก่อน +20

    ପାଞ୍ଚ ହଜାର ଟଙ୍କା ଏ ଯୁଗରେ କିଛି ନୁହ ଲୋକ ଗୋଟିଏ ଦିନରେ ଖର୍ଚ କରିଦେବେ
    ନିର୍ବାଚନ ଆଗରୁ ଯାହା କହିଥିଲେ ଦୁଇ ବର୍ଷ ରେ ୨୫୦୦୦/୨୫୦୦୦ ର ଦୁଇଟା ଭଉଚର ମିଳିବ ବୋଲି ତାହା ଠିକ୍ ଥିଲା

  • @mangulicharanmallick1187
    @mangulicharanmallick1187 หลายเดือนก่อน +13

    ମାଡାମ ସୁଭଦ୍ରା ଯୋଜନା ଆପ୍ଲାଏ କରିବାର ସୁଯୋଗ ସମସ୍ତଙ୍କୁ ଦିଆଯାଉ। ଦେଶ ଗୋଟିଏ ,ସମ୍ବିଧାନ ଗୋଟିଏ । ଭିନ୍ନ ଭିନ୍ନ ନିୟମ କାହିଁକି । ଏହାଦ୍ୱାରା ଜ୍ଞାନ ସଙ୍କୁଚିତ ହୋଇଯାଉନିତ

  • @chandankumarshi9466
    @chandankumarshi9466 หลายเดือนก่อน +8

    କଥାର କିଛି ଭେଲୁ ନାହିଁ, ପ୍ରତ୍ୟେକ ଦୁଇ ତିନି ଘଣ୍ଟାରେ ଭିନ୍ନ ଭିନ୍ନ ଷ୍ଟେଟମେଣ୍ଟ.... ଯେଉଁ ଯୋଗ୍ଯତାର ମାନଦଣ୍ଡ କଥା ପୂରଣ କରିବା କଥା କହୁଛନ୍ତି, ଫର୍ମ ପଛପଟେ ଯେଉଁ ଲେଖା ହୋଇଛି ,କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଠାରୁ ମାସିକ 1500/- କିମ୍ବା ବାର୍ଷିକ 18000/-ପାଉ ନ ଥିବେ, ସେ ଜାଗାରେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, MBK, CRP, Bank mitra, Prani mitra ମାନେ, ଟିକ୍(√)ଚିହ୍ନ ମାରିବେ କେମିତି? ତା ପରେ ଯାଞ୍ଚ କିଏ କରିବ? ଯଦି ଦେବାର ଅଛି ସେ ଯୋଗ୍ଯତା ଧାଡିଟିକୁ ଉଠେଇ ଦିଆଯାଉ ଅଥବା ସେ ସୀମାକୁ ବଢାଇ ମାସିକ 12000/-କି 15000/-କରାଯାଉ । ନ ହେଲେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁ ନ ଥିବା ଲୋକଙ୍କୁ ଦିଆଗଲେ, ତାହା Corruption ରେ ଗଣାଯିବ।

  • @suhanirout2757
    @suhanirout2757 หลายเดือนก่อน +10

    Site can't be reached kan pain aame bohut hairana houchu

  • @alekhajena3218
    @alekhajena3218 หลายเดือนก่อน +3

    The government should first solve the server issues. The site is showing many difficulties.

  • @SarojiniSarojinisahoo-pi3um
    @SarojiniSarojinisahoo-pi3um หลายเดือนก่อน +34

    ସବୁ ପ୍ରହସନ,ଏମିତି ଅବେବସ୍ତା ଆଗରୁ ହେଇନଥିଲା,କାଳିଆ ଯୋଜନା ଲୋକେ ନିର୍ବିଘ୍ଣ ରେ aplly କରିପାରୁଥିଲେ,

  • @ExcitedBoatLake-pf2qs
    @ExcitedBoatLake-pf2qs หลายเดือนก่อน +7

    Game changer haa haa

  • @User5-z6m
    @User5-z6m หลายเดือนก่อน +1

    Madam ji very good all right .

  • @charukalabastiacharukalaba2481
    @charukalabastiacharukalaba2481 หลายเดือนก่อน

    Cute dress 💖💖💖

  • @ASISH_JENA
    @ASISH_JENA หลายเดือนก่อน +7

    ଅତି ସୁନ୍ଦର୍ କଥା ଜୟ ସିରାମ୍

  • @nirmalbarik6360
    @nirmalbarik6360 หลายเดือนก่อน +5

    Kichhi link asuni server nahin 17 re kaan heba

  • @archanarout7568
    @archanarout7568 หลายเดือนก่อน

    Yes

  • @maminamali7170
    @maminamali7170 หลายเดือนก่อน +4

    Link to nahin. Puni current v nahi

  • @PritamSethi-be5dm
    @PritamSethi-be5dm หลายเดือนก่อน +1

    ଦିଦି ଆମେ ବିଜେପି ଲୋକ ଏମିତି କରନ୍ତୁ କେମିତି ବିଜେଡି ଠାରୁ ଆଗୁଆ ରହିବେ 😊😊😊

  • @ParvatiSahu-eo8tu
    @ParvatiSahu-eo8tu หลายเดือนก่อน

    Portal ta kholuni kemiti kie applay karipariba madam?
    Au jadi bahut late re jane applay kariba taku kana prathama kisti tharu arambha kari sesa kisti parjyanta 50 hajar tanka kana milipariba ki??? Na adha tanka miliba?

  • @Srinibashrath-w7j
    @Srinibashrath-w7j หลายเดือนก่อน +1

    Jama side kholuni,4 tarikh ru aji parjant how many porsens apply?

  • @samuelgamanga9447
    @samuelgamanga9447 หลายเดือนก่อน +3

    Website hacked hehichi tahabisayare kahu nahanti kintu alaga alaga bisayare kahuchanti hack bisayare alochana karantu.

  • @ranibehera676
    @ranibehera676 หลายเดือนก่อน

    Dhanyabada madam🙏🙏🙏👌👌👌

  • @biswajitdash6022
    @biswajitdash6022 หลายเดือนก่อน +4

    ଯୁଗାନ୍ତକରୀ ଯୋଜନା ଟା କେଲେଙ୍କରି ଯୋଜନା ରେ ପରିଣତ ହେଇଗଲା

  • @CreativeNatureLife
    @CreativeNatureLife หลายเดือนก่อน

    Please share the ground level report (Kanak News),not reply or discussion inside the studio room, very critical situation in ground level,link or website not working properly.
    Jay Jagannath 🙏🚩🙏

  • @odiajhiarani6034
    @odiajhiarani6034 หลายเดือนก่อน +2

    ଏସବୁ କଥା ମିଛ କିଛି ହଉନି ଆମେ କାମ ବନ୍ଦ କରି ଘରେ ବସିଛୁ ଏଇ ସୁଭଦ୍ରା ପାଇଁ କିନ୍ତୁ ଏଟ୍ରି ହୋଇପାରୁନି

  • @kamallochanraksa231
    @kamallochanraksa231 หลายเดือนก่อน

    Jogana jaha bi thau niriha or simple mahila candidate jamiti banchita na huantu taha prati,mostly focus rakhantu ,then jogana strong jogana Kariba pai prayas Abe too chalu rakhantu,o subhadra ku bi safal karantu true is true

  • @zinazina8111
    @zinazina8111 หลายเดือนก่อน +1

    Portal open hau nahi

  • @ChinmayeeMohapatra-x9c
    @ChinmayeeMohapatra-x9c หลายเดือนก่อน

    Jai shree Jagannath

  • @CutemiliShort_66
    @CutemiliShort_66 หลายเดือนก่อน +4

    ମାଡାମ ମୋତେ ମିଳିଲେ ମୁ ସିଲେଇ ମେସିନ ଗୋଟେ ଆଣିବି ବୋଲି ଭାବୁଚି 😢

    • @babulasahu1439
      @babulasahu1439 หลายเดือนก่อน

      Satare ki

    • @MaminaDas-gt6nf
      @MaminaDas-gt6nf หลายเดือนก่อน

      କେଳେଙ୍କାରୀ ଯୋଜନା ​@@babulasahu1439

    • @pradiptamoharana9175
      @pradiptamoharana9175 หลายเดือนก่อน

      ବାଣ୍ଡଟାଆଣିବୁ

  • @lipi3799
    @lipi3799 หลายเดือนก่อน

    Sir🙏,,+3 pila scholarship pauthile,, subhadra yojana apply kariparibe ki

  • @biswajitdash6022
    @biswajitdash6022 หลายเดือนก่อน +1

    କଲ ସେଣ୍ଟର୍ ଝିଅ ମାନେ ପଇସା ନେବେ ନା ସେମାନେ ବି ସେବା ରେ ନିଯୁକ୍ତ ଅଛନ୍ତି ଟିକେ ସଠିକ୍ ଉତ୍ତର ଦିଅନ୍ତୁ ।। ସୁଭଦ୍ରା ଭଉଣୀ ମାନେ ପଚାରୁଛନ୍ତି।। ଯଦି ଜନ ସେବା କୁ ପଇସା ଦେବା ପାଇଁ ମନା କଲେ ସରକାର ତାହେଲେ କଲ ସେଣ୍ଟର୍ ଝିଅ ମାନେ ବି ଫ୍ରି ରେ ସେବା କରିବେ ତ।।

  • @nirmalbarik6360
    @nirmalbarik6360 หลายเดือนก่อน +3

    March 8 au rakhi purnim kaan heba
    Sabubele katha badalauchhanti

  • @PunyabantaJal
    @PunyabantaJal หลายเดือนก่อน

    ମୋର ପଇସା ପଡିଛି ହେଲେ ଖାତାରେ ଆସି ନାହିଁ ଖାଲି ମେସେଜ୍ ଆସିଛି ଆଉ ଖାତା ନମ୍ବର ଟା ଭୁଲ ଅଛି

  • @lipun9478
    @lipun9478 หลายเดือนก่อน +7

    Said bahut hoirana karuchhi Jana sadharana nku !

  • @PuspalataBehera-k2o
    @PuspalataBehera-k2o หลายเดือนก่อน

    Kamplan kouthi dabu

  • @RamaBisoi-or2gi
    @RamaBisoi-or2gi หลายเดือนก่อน +1

    Sabu mhilanku masaku 1000 diajiba❤ .

  • @dhabalabehera8216
    @dhabalabehera8216 หลายเดือนก่อน

    Ok

  • @ashutoshsamantaray4901
    @ashutoshsamantaray4901 หลายเดือนก่อน +2

    ସମୀର ଦାସ ଙ୍କ ପାଇଁ ଆଜି mam ଆଜି ଫୁଟାଣି ମାରୁଛନ୍ତି

  • @SukuJani143
    @SukuJani143 หลายเดือนก่อน

    Sir mora aadhara re link tiba number no dei ki alaga number dia jae chi sir Mara very faei heba ki nae

  • @bimaladad499
    @bimaladad499 หลายเดือนก่อน +1

    12:57

    • @bimaladad499
      @bimaladad499 หลายเดือนก่อน

      13:08 13:08

  • @SupriyaBiswal-v7r
    @SupriyaBiswal-v7r หลายเดือนก่อน

    Mam apan gap kahuchanti bodhe 30barsha purbaru 5000mulya janichanti janinahanti mu vabuchi apana jani nahanti

  • @bhikaripradhan3777
    @bhikaripradhan3777 หลายเดือนก่อน

    Jayjagarnath

  • @ranjanparida9070
    @ranjanparida9070 หลายเดือนก่อน

    Jadi apply time re name asila but title asunahi tebe kan miliba nanhi

  • @subhashreepradhan8060
    @subhashreepradhan8060 หลายเดือนก่อน

    Mam prani mitra khusi mitra post kebe bahariba

  • @tikechandmajhi4263
    @tikechandmajhi4263 หลายเดือนก่อน +3

    Pancha barsare miliba 50000 tanka na gotia barsare 10000

  • @biswajitdash6022
    @biswajitdash6022 หลายเดือนก่อน +2

    ପରିଡା ନାନୀ ଯୋଉ ତେର ଟଙ୍କା ରେ ସେବା କରିବାକୁ କହିଛି ସେ ତେର ଟଙ୍କା କେବେ ମିଳିବ ତ ଠିକ ନାହିଁ ଆମେ ଚାଲ ଆଉ ଗୋଟେ ମହତ କାମ କରିବା ସୁଭଦ୍ରା ମାନଙ୍କ ପାଇଁ ....200 ଖଣ୍ଡେ ତେର ଟଙ୍କିଆ ପ୍ୟାଡ଼ କିଣିକି ରଖିବା ଯାହାର ସଫଳତା ପୂର୍ବକ କାମ ହବ ତାକୁ ଗଲା ବେଳେ ଗୋଟେ ଗୋଟେ ପ୍ୟାଡ଼ ଧରେଇ ଛାଡିବା ...ତ ୟାଠୁ ବଡ଼ ମହତ ସେବା ଗୋଟେ vle କଣ ବା କରି ପାରିବ ....ସୁଭଦ୍ରା ମାନେ ଜଣାନ୍ତୁ କେମିତି ତାଙ୍କ ଭାଇ ମାନଙ୍କୁ ଏ ଭଣ୍ଡ ସରକାର ବଳାତ୍କାର କରୁଛି ବିନା ବେତନରେ

  • @sujitkumarbarik6808
    @sujitkumarbarik6808 หลายเดือนก่อน +1

    ok

  • @Arjunmajhi1996
    @Arjunmajhi1996 หลายเดือนก่อน +5

    CSC id Hack auchi

  • @satyabati473
    @satyabati473 หลายเดือนก่อน

    "ଆପଣ ହି ବିଚାର କରିବେ"
    ମୁଁ କିନ୍ତୁ ଗୋଟେ ଅନୁରୋଧ କରିବି ।
    ମୁଁ ବି ସୁଭଦ୍ରା ପାଇବା ପାଇଁ ଯୋଗ୍ୟ ହିତାଧିକରି।
    କିନ୍ତୁ ଆପଣ ଆମକୁ ସୁଭଦ୍ରା ଯୋଜନା ନ ଦିଅନ୍ତୁ ପଛେ ସେଇ ପଇସା ହଉ କି ନହେଲେ ଅନ୍ୟ କିଛି ଯୋଜନାରେ ପ୍ରତି block ରେ ଗୋଟେ କର୍ମ ଶସ୍ତା ଖୋଲନ୍ତୁ ଯେମିତି ଲୋକ ସେଇଠି କାମ କରି ପ୍ରତି ମାସରେ ପଇସା ରୋଜଗାର କରିପାରିବେ । ମୁଁ କହୁନି ଏହି ଯୋଜନା ପଇସାରେ କିଛି କରି ହେବନି ମୋ ପାଖରେ ରେ ତ ବହୁତ୍ ଆଇଡିଆ ଅଛି କିନ୍ତୁ ସାତ କହିଲେ ସମସ୍ତେ କଣ ପାରିବେ ?

  • @NamitaJena-w1b
    @NamitaJena-w1b หลายเดือนก่อน

    ଆସିନାହିଁ

  • @RENUBhoi-dl3mx
    @RENUBhoi-dl3mx หลายเดือนก่อน

    ଲୋକାଲ Utube ରେ ଗଲତ information ସବୁ ଲୋଡ ହେଉଛେ ଯେନ ଥି ଲୋକ ମାନେ ହଇରାଣ ହେଉଛନ୍ତି,

  • @pratya8884
    @pratya8884 หลายเดือนก่อน +1

    Kain samaste kn vote deinathile ki government employee nku katideucha

  • @badboys-lv3tl
    @badboys-lv3tl หลายเดือนก่อน +2

    5 hajare hata kharcha dei puni vota hateiba.. 😂

  • @pratimamajhi1738
    @pratimamajhi1738 หลายเดือนก่อน

    Jeu Mane odisha bhaha re kana karibaku jai chanti semane kemiti subhadra yajna pai apply Kari be tanka pai kana niyam rakhichanti mam

  • @PritamSethi-be5dm
    @PritamSethi-be5dm หลายเดือนก่อน

    ଦିଦି ସଭାପତି ଓସମଦିକା କୁବି ସାଲେରି କିଛି ଦିଆଯାଉ ❤❤

  • @biswajitswain1875
    @biswajitswain1875 หลายเดือนก่อน +1

    Janasebakendrare.100.neuchanti

  • @EdnraMajhi-ho6ie
    @EdnraMajhi-ho6ie หลายเดือนก่อน

    Subhadra yojna re jou mane 17 tareekh pore onlyne kareebe semanku puni 50000 pancha barsa re miliba ki nahi

  • @samsach7978
    @samsach7978 หลายเดือนก่อน +1

    ଆବେଦନ ପ୍ରକ୍ରିୟା କେଉଁଠି ଚାଲିଛି ଗଧ😅

  • @kishorchandrabehera6742
    @kishorchandrabehera6742 หลายเดือนก่อน

    ମାଡମ୍ govt. Officer mane pc au lancha nauchhanti semananku strict karantu au ସୁଭଦ୍ରା ଭଲିଆ ସବୁ dept re toll free no prachar କରାନ୍ତୁ ଏହି ଖଟିଖିଆ ଦୋକାନିଙ୍କୁ କାଇଁ ଏତେ strict.

  • @manoranjanpanda1017
    @manoranjanpanda1017 หลายเดือนก่อน

    ମୋ ଘରଣୀ ଶାସ୍ତ୍ରୀନଗର ରେ ଥିବା ମୋ ସେବା କେନ୍ଦ୍ର ରେ ଦରଖାସ୍ତ ଦେଇଛନ୍ତି , କିନ୍ତୁ ମୋ ସେବା କେନ୍ଦ୍ର କିଛି ରୀସିପଟ୍ ଦେଇ ନାହାନ୍ତି ।

  • @loveyouzindegi4981
    @loveyouzindegi4981 หลายเดือนก่อน

    Ekyc kana

  • @santoshkumarswain6547
    @santoshkumarswain6547 หลายเดือนก่อน +1

    ଲୋକେ ସବୁ ବୁଝି ଗଲେଣି ପ୍ରଭାତୀ ଅପା

  • @satyavision4566
    @satyavision4566 หลายเดือนก่อน

    😮😮😮😮

  • @samsach7978
    @samsach7978 หลายเดือนก่อน +1

    Deputy Cm ଟିକେ ମୁହଁ ଚୁପ୍ ରଖନ୍ତୁ bakwas କରନ୍ତୁ ନାହିଁ

  • @SantoshPradhan-rb8vl
    @SantoshPradhan-rb8vl หลายเดือนก่อน +1

    Dinasara sarver errar applaivhari samasya kiasudariparib tike chestakarantu

  • @benudharpatra9256
    @benudharpatra9256 หลายเดือนก่อน +1

    ଖଟିଖିଆମାନେ ଏକାଠି ରୁଣ୍ଡ,
    ଆମେ ମାଗଣାଖିଆଙ୍କୁ ସୁଭଦ୍ରା କୁଣ୍ଡ l

  • @badboys-lv3tl
    @badboys-lv3tl หลายเดือนก่อน +1

    Loka au ola nuhanti..

  • @RPCREATION-2.0
    @RPCREATION-2.0 หลายเดือนก่อน

    Kyc pending kon pain hoichhi kohile

  • @pritypriyaghadei
    @pritypriyaghadei หลายเดือนก่อน

    Digital appra abasyak kahiki clear kara

  • @samsach7978
    @samsach7978 หลายเดือนก่อน

    ଥରେ Deputy CM ସହିତ VLEs ମାନଙ୍କୁ ଭେଟ୍ ହେବା ମୋର ଅନୁରୋଧ।

  • @SenhalatapatraPatra
    @SenhalatapatraPatra หลายเดือนก่อน

    Madam mu gote gariba mahila mubi kichi bepara karibaku chanhuchi jodi mora ase mu apanaka pakhare chira runi hei rahibi sabu dina pain 🙏🙏🙏🙏🙏

  • @jitendrapradhan6562
    @jitendrapradhan6562 หลายเดือนก่อน

    ନା ରାସନ୍ କାଡ ରେ ଇ କେ ୟା ସି କରିହେଉଚି ନା ଶୁଭଦ୍ରା ରେ applay କରି ହେଉଛି। ଖାଲି ଟାଇମ୍ ଗଡି ଚାଲିଛି। ନେଟ problem ହେଉଛି side ଖୋଲୁନି। କେତେ ରାତି ଅନିଦ୍ରା ହେବୁ। Janasebakendra ଆଉ dillar ପାଖକୁ ଦୌଡୁଥିବୁ ।

  • @atpmedia9138
    @atpmedia9138 หลายเดือนก่อน

    କାହାର ଆୟ ଦେଖି ଆୟ ବର୍ଗ ନିର୍ଣ୍ଣୟ କରାଯିବ ମହିଳା ର ନ ମହିଳା ର ପରିବାର ର ?

  • @ramakantabehera4856
    @ramakantabehera4856 หลายเดือนก่อน

    🎉😢 eligible Criteria jau kahu chhanti sei galabatare kete phasi rahijibe kanak news dayakari katha tiku record re rakha nohele pare manibe nahi

  • @mamanikeswaribisendraNaik
    @mamanikeswaribisendraNaik หลายเดือนก่อน

    ନିରହ ଲକଙ୍କୁ ହଇରାଣ କରିବେ ନାଇଁ ଭଲ ରେ କଥା ବାର୍ତା କରନ୍ତୁ

  • @itishreebehera2853
    @itishreebehera2853 หลายเดือนก่อน +1

    17 re jia entry he e thiba paeba katha ta kahibaru besi loka haeran hauchanti, aaga paeba pain vida .

  • @SenhalatapatraPatra
    @SenhalatapatraPatra หลายเดือนก่อน

    Madam nka katha kete Sundar

  • @narendrabiswal2088
    @narendrabiswal2088 หลายเดือนก่อน

    Portal hack jaichi mam au dangura pita nahi

  • @DebiGoud440V
    @DebiGoud440V หลายเดือนก่อน +1

    ଇଏ ଖାଲି ଭାସଣ ମାରି ଜାଣିଛି

  • @bidesisahoo9859
    @bidesisahoo9859 หลายเดือนก่อน +4

    ଜୟ ଜଗନ୍ନାଥଙ୍କୁମୋର କୋଟି କୋଟି ପ୍ରଣାମ ମୋଦୀ ଜୀ କୁ ବି ସତରତାରିଖ ଜନ୍ମଦିବସ ତେଣୁ ଆପଣଙ୍କୁ କୋଟି କୋଟି ପ୍ରଣାମ ଆଉକୋଡିଏ ବରଷ ଭାରତର ପ୍ରଧାନମନ୍ତ୍ରୀ ହୁଅତୁ ଜୟ ଶ୍ରୀ ରାମ ପାଖରେକୋଟିପ୍ରଣାମ ମାମ କରିଚାଲତୁ କୁକୁର ବିଜେଡି କଂଗ୍ରେସ ଭୋକିବେ

  • @umakantamohanty508
    @umakantamohanty508 หลายเดือนก่อน

    ଏବେ ଇ, କେୟାସି ଉଠାଇ ଦିଆଯାଇଛି ସେମାନେ ଟଂକା ପାଇବେତ ସେ ବିଷୟ ରେ ଗୋଟେ ଭିଡିଓ କରି ଛାଡଂତୁ

  • @santoshkumarsahu3225
    @santoshkumarsahu3225 หลายเดือนก่อน

    KFC 1930 ରେ ଷ୍ଟାର୍ଟ ହୋଇଥିଲା ବର୍ତମାନ ଏବେ 2024....ସେତେବେଳେ ର 5000 ଆଉ ଏବର 5000 ଭିତରେ ଆକାଶ ପାତାଳ ଫରକ 😢😢😢

  • @rojalininaik1825
    @rojalininaik1825 หลายเดือนก่อน

    ଆଳୁ କିଣାରେ ମହିଳା ମାନେ ସୁଭଦ୍ରା ଟଙ୍କା ସରେଇଦେବେ 5 year re ମାସକୁ 823ଟ ଟଙ୍କା
    Thank q bjp govt

  • @LatakumariSahukar
    @LatakumariSahukar หลายเดือนก่อน

    ବ୍ୟବସାୟ କରୁଥିବା ଭିନ୍ନକ୍ଷମ ମହିଳା ସୁଭଦ୍ରା ଯୋଯନା ପାଇପାରିବେ କି

  • @jitendrabehera4613
    @jitendrabehera4613 หลายเดือนก่อน

    Setebelo to 5k aau ebaro 5k bahut different madamm

  • @Pitarbadadhangada-u9f
    @Pitarbadadhangada-u9f หลายเดือนก่อน

    Subhadra pain Suna Bandha Kari mobile kinile laka OTP send paain

  • @BasantiDalabehera
    @BasantiDalabehera หลายเดือนก่อน

    Bala katha kahuchie sabu micha kahuchie side asunie madam

  • @gourakrishnasarangi7618
    @gourakrishnasarangi7618 หลายเดือนก่อน +7

    Faltu yojana 9:39

  • @gamingworld-wh3rh
    @gamingworld-wh3rh หลายเดือนก่อน +2

    Pariba dokan kariba pai deuchanti

  • @Lipsasahoocookingchanel
    @Lipsasahoocookingchanel หลายเดือนก่อน

    Jajpur kichhi panchayatre form anganbadi bantunahanyi k jeu mane form fillop kariparunahanti kounasi sahayat karunahanti ... ebang jana seba kendra gote form 10 rs ebang form pichha 50 nauchhanti . Mam apana scheme karuchhabti thik achhi bt gaonra amt stree loka achhanti form fillop janunahanti. Kn pain apana subhadra re 10000 yearly dauchhanti jananai so srthipain angabadi karmi nka dwaara aware kareiba darkar plz ...notice my line

  • @harshasahu374
    @harshasahu374 หลายเดือนก่อน

    ପୁଅ ଚାକିରି ଝିଅ ଚାକିରି କରିଥିଲେ ସୁଭଦ୍ରା ଟଙ୍କା ମିଳିବକି ତାର ମା ଆକୁ ? କେମିତି ଆପଣ କିପରି ଜାଣିବେ ତା ପୁଅ , ଝିଅ ଚାକିରି କରିଛନ୍ତି ?

  • @Bibhishantuikatuikabibhi-ei7fn
    @Bibhishantuikatuikabibhi-ei7fn หลายเดือนก่อน

    ପାଞ୍ଚ ହଜାର କିଛି ହେବନି

  • @santoshkumarswain6547
    @santoshkumarswain6547 หลายเดือนก่อน +1

    ପାଞ୍ଚ ହଜାର ରେ ଫାକ୍ଟ୍ରି ଟା ହବ

  • @roshankumarpatra4642
    @roshankumarpatra4642 หลายเดือนก่อน +2

    Bhasono adhiko khali Naveen babu nka dhuli soman nuho 😂😂

  • @lipunsahu2066
    @lipunsahu2066 หลายเดือนก่อน +3

    Bjp ethi thakuchhi

  • @mamanikeswaribisendraNaik
    @mamanikeswaribisendraNaik หลายเดือนก่อน

    ମୁଦି ଯୋଉଟା କରିଲେ ସେଇଟା କରିବେକି ମୋଦି ଖାଇଲେ ଖାଇବେକି ପ୍ରଭାତୀ ମେଡମ ଆପଣ ଓଡିଶା ର ହେଇ ଗୁଜୁର୍ଟି ମନ୍ତ୍ରୀ କୁ ବିଶ୍ୱାସ କରୁଛ

  • @pratimamajhi1738
    @pratimamajhi1738 หลายเดือนก่อน

    Odisha sa ra bahut jhia Mane praya bahar desh re Kam karuchho nti semane subhadra yojana kemiti pai pari be mam tanka pai kana subhidha rahichi