Are babu costal belt ra loka jau subidha pai se subidha ama e pate nahi sabu tame costal bale asi ethi chakiri Kariba au ama ra ethi kara pila bekar rahibe
@@SetumaniParadhanare bhokua pashim odisha aau dakhina odisha ro matru bhasa odia nuha it's different from odia, don't try to impose language forcefully and let us preserve our language
Subidha miluchi nahi be, setiki icha achi patha padhiba pain. Bopa maa ra jid pila ku patha padheiba pain. ok first logic Jana. Kn costal area re pila dadana jaunahanti??? Ama gan ru gada pila dadan jauchanti. Tahale?? Eligibility bi kichi jinisa achi ki nahi. Jie adhika mark rakhiba se paiba. Ethire problem kn?? Au jadi semiti problem tahale sabu job Jilla vitika hau
@@sadanandabarge ta op re st post kn pai khali 100ru 30gala. Pare b 570ru 156fill up heaichi op re Pila apate form hi pakaunahati Ki chinta dhara tamara Meritious pila paiba uchit
R bhai education hau ki jou job v Merit basicre hi ase Odisha pilanka sahita complete karik tama pila kn pai job nei parunahati kuha Puri bbsr re st pai post 570 vacancy thila op re But 100ru 30cut off gala parr be 167post fill up hela Tama pila apate kn pai form pakau nahati kuha post khali rahuchi reservation thaik tama pila nei parunahati Problem job nuhe problem seathi education ra vala teacher milihi pilanka improve haba au se compete karik paiparibe st bahut km cut off jaichi ta pare b jadi pila nei parunahati post se kemit gote vala student gadhiba kebe bhabicha abisayare Education samastanka pai saman re Bhai
@@ranjansisa5026 bbsr Cuttack au puri re sabuthu adhika post st pai baharuchi 20percentage post b fill up hauni Ya bisayar kn kahiba Ame 70rakhik merit ru katuchu but 30 cut off jaik b pauna 10th pass pai 33/ percentage ta pare b job neiparuna Aeta kebala tama political leaders manaka pai Sethi education uparr kehib dhyana deinahati But vala teacher nku tame oppose karucha
@@Sankarvlog...A agreed bro , amo koraput re pila jaka tha adhha Ghoda modua 🤡 mada pi ki class jannti (teacher) Auu koraputia language re podheile govt. Exam Jibana re clear Kari paribe nahi କାଠ ku କାଟ କହିଲେ ବାଳ ଶିଖିବେ।। Sabu Andra ru Bed certificate kini anuchhonti auu desia bhasa re podhauchhonti 1 class 2 class pilannku Tanke kemiti develop karibe emiti hele Koraput ra keteko modua jaka netannka Saha misi politics karuchhonti ebe ✅
And this is not only about requirement... it is about education ...those who have good knowledge they can teach better... I hope you will understand. I am not against district wise selection but against of degradation of quality education.
Eitiki bujhiba darkar ki jadi e coastal belt ra pila tanka dist re jai padhei nathanti tebe aji sikha ra a aa bi jani nathante au jadi costal belt ra pila sethi job kale problem
Primay school children should be learned through their local languages for reduced the drop out rate of students in KBK districs which is primary objective of RTE Act 2009
Tama jilla re other district posting percentage kete au undecided koraput district ra posting percentage there compare karantu. Au last but not least "Sistachara toh nija gharu hin mili thae"
ଆମର ଦାବି ଜିଲ୍ଲା କି ବ୍ଲକ ନୁହଁ , ଘର ଘର ଭିତ୍ତିକ ନିଯୁକ୍ତି ଦିଅନ୍ତୁ , କାରଣ ଆମ ଘରେ ଥିବା ସପ୍ତମ ଶ୍ରେଣୀ ପଢିଥିବା ପିଲାଟି ନିଯୁକ୍ତି ହୋଇ ଯାଆନ୍ତା 😂😂😂
ଶିକ୍ଷକ ଆର ଆଇ ଅମିନ କିରାଣୀ ସବୁ ନିଜ ନିଜ ନିଯୁକ୍ତି ହେଉ
ଆରେ ମୂର୍ଖ
କୋଷ୍ଟାଲ ବେଲ୍ଟ ରେ ଅ ଟା କଣ ଆମ୍ବ ପରି ଆଉ ମାଲକାନଗିରି ରେ ଅ ଟା କଣ ପଣସ ପରି
Hahahaha
Are babu costal belt ra loka jau subidha pai se subidha ama e pate nahi sabu tame costal bale asi ethi chakiri Kariba au ama ra ethi kara pila bekar rahibe
ପଶ୍ଚିମ ଓଡ଼ିଶାରେ ବୀ ଏହା ହେବା ଦରକାର ଆମର ପିଲା ଏଠି ଭଲସେ ଓଡ଼ିଆ ବୁଝି ପାରୁ ନାହାଁନ୍ତି
Unite kara
ଓଡ଼ିଆ ଶିଖିଲେ ସିନା ବୁଝିବୁ.... ଛତିଶଗଡର ଲୋକ କ'ଣ ହିନ୍ଦୀ ଭଲରେ ବୁଝନ୍ତି? ଝାରଖଣ୍ଡର ଲୋକେ କ'ଣ ହିନ୍ଦୀ ଭଲରେ ବୁଝନ୍ତି? ତଥାପି ସେମାନେ ହିନ୍ଦୀ ଶିଖନ୍ତି
Odia medium patha odia re hin lekhajaichhi
Han aau kete din....😂😂😂😂😂😂😂😂 Kari paka jaldi
@@SetumaniParadhanare bhokua pashim odisha aau dakhina odisha ro matru bhasa odia nuha it's different from odia, don't try to impose language forcefully and let us preserve our language
ଜିଲ୍ଲା ଭିତ୍ତିକ ନିଯୁକ୍ତି ଆମର ଦାବି। କୋରାପୁଟ ଆମ ଜିଲ୍ଲା, ଚାକିରି କରିବେ କେବଳ ଆମରି ପିଲା। ଜୟ କୋରାପୁଟ।
ଜିଲ୍ଲା ଭିତ୍ତିକ ଆମ ଦାବି ❤
Patha padhi ki nelu ni nija jila re 😂 patha satha kichi nahi chali asile ama dabi
ଅନ୍ୟ ଜିଲ୍ଲା ର ପିଲା ପାଇଛନ୍ତି ସେମାନଙ୍କୁ ନିଜ ନିଜ ଜିଲ୍ଲାରେ ନିଯୁକ୍ତି ଦିଆଯାଉ
@@bikashkumarjena6134tanku tama gaan re posting kari diya bhai mona kia kola
Right
ଉତ୍ତମ ବିଚାର ଧାରା, ତୃତୀୟ ଓ ଚତୁର୍ଥ ଶ୍ରେଣୀର ଚାକିରୀ ଗୁଡ଼ିକୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦିଆଯାଉ।କୋଷ୍ଟାଲ ବେଲ୍ଟର ପିଲାମାନେ ବଡ଼ ବଡ଼ କିୟା ମାନଙ୍କୁ ହାତକରି ଅର୍ଥ ଦେଇ ଚାକିରୀ ହାତ ଅଛନ୍ତି
ଜିଲ୍ଲା ଭିତିକ ନିଯୁକ୍ତି ହେବା ଦରକାର
"କୋଶଳ" ରାଜ୍ୟ ଗଠନ କେବଳ ଗୋଟିଏ ଉପାୟ❤❤
Bhubaneswar ପିଲା Bhubaneswar re job କରିବେ, ବାହାରିଆ ପିଲାମାନଙ୍କୁ job ଦବୁନାହିଁ
କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲା ର ପିଲାମାନେ ଓଡିଶା ର କଉ କଉ ଜିଲ୍ଲା ରେ ଅଛନ୍ତି ଯଦି ଜାଣି ଛନ୍ତି, ସେମାନଙ୍କୁ ଲିଷ୍ଟ କରାଯାଉ ବା ନିଜ ଜିଲ୍ଲା କୁ ଖେଦେଇ ଦିଆଯାଉ, ପାଠ, ଚାକିରୀ, କାମ ଯାହା କରୁଥିବ
ବହୁତ୍ ସୁନ୍ଦର୍ କଥା କହୁଛନ୍ତି। କୋଷ୍ଟଲ ବେଲ୍ଟ ପିଲା ସହିତ ଲୋକାଲ ପିଲା ସହ ସମାନ ହେବେକି । ସେମାନଙ୍କୁ ଯାହା ସୁବିଧା ମିଳୁଛି ପଶ୍ଚିମ ଓଡ଼ିଶା ଭାଇମାନଙ୍କୁ ବି ସେହି ସୁବିଧା ମିଳୁନି ଏଇଟା ପୁରା ସତକଥା।ସେଥିପାଇଁ ସରକାର ଜିଲ୍ଲା ଭିତ୍ତିକ ଚାକିରି ଦେବା ଜରୁରୀ ହୋଇପଡିଛି। ନହେଲେ କେବେ ବି ସେମାନେ ଚାକିରି ପାଇବେନି।ଦେଖନ୍ତୁ ନିଜ ଜିଲ୍ଲା ଅନୁପାତରେ ଦେଖିଲେ କଟକିଆ ମାନେ ଆସି ବହୁତ୍ ଚାକିରି କରୁଛନ୍ତି।ଏଇଟା ବହୁତ୍ ଅନ୍ୟାୟ ହୋଇଛି।ଏବେ bjp ସରକାର ନିଶ୍ଚିତ ଜିଲ୍ଲା ଭିତ୍ତିକ ଚାକିରି ଦେବେ❤❤❤❤
Subidha miluchi nahi be, setiki icha achi patha padhiba pain. Bopa maa ra jid pila ku patha padheiba pain. ok first logic Jana. Kn costal area re pila dadana jaunahanti??? Ama gan ru gada pila dadan jauchanti. Tahale?? Eligibility bi kichi jinisa achi ki nahi. Jie adhika mark rakhiba se paiba. Ethire problem kn?? Au jadi semiti problem tahale sabu job Jilla vitika hau
ପଶ୍ଚିମ ଓଡ଼ିଶା ରେ କେବଳ ପଶ୍ଚିମ ଓଡ଼ିଶା ର ଶିକ୍ଷକମାନଙ୍କୁ ଦିଆଯାଉ🎉🎉🎉
Right bro
@@sadanandabarge ta op re st post kn pai khali 100ru 30gala. Pare b 570ru 156fill up heaichi op re
Pila apate form hi pakaunahati
Ki chinta dhara tamara
Meritious pila paiba uchit
ଭାଇ ତୋ ଲେଖାରୁ ଜଣା ପଡୁଛି ତମେ ପିଲାମାନଙ୍କୁ କଣ ପଢେଇବ...😂
@@suryakantamahalik3462 tame mane au pai bani😂😂😂😂
@@suryakantamahalik3462🤣😑😑
Very good message to Odisha.. Thanks to the peoples of Malkangiri, Navarangpur, koraput and Kalahandi district.. Educational revolution...
Good job,,dist wise job dia jau
Absolutely right 👍👍
ଏହା ବହୁତ୍ ବହୁତ୍ ବଢିଆ କଥା ❤
ଆମର ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଦରକାର, ଜିଲ୍ଲା ଭିତ୍ତିକ ଦରକାର
ରାଜନୀତି ଚାଲିଛି ସବୁ..ସେତେଦିନ କୁଆଡ଼େ ଥିଲ ..
Correct answer 👍🗿
ବହୁତ ବଢିଆ କଥା ଜୟ ଜିଲ୍ଲାର ପୁଅ ଝିଅ ଚାକିରୀ ଦେବା ନିହାତି ଜରୁରୀ other ଜିଲ୍ଲା ର ଲୋକଙ୍କୁ ମନା କରାଯିବ
କଥା ଇନେ merit ର ନାଇଁସେ...କଥା ହେଲା development ର... କଟକିଆ ମାନକର ପାଖେ ସବୁ ସୁବିଧା ରହୁଛେ,ତାଙ୍କର ଛୁଆ ମାନେ ଛୋଟ ବେଳୁ ଘର ତରାର convent school ଆଉ ବଡ ବଡ University ମାନକେ easily ପଢ଼ି ପାରୁଛନ ଯେତେବେଲେ କି ଆମର ପଶ୍ଚିମ ଓଡ଼ିଶା ର ଛୁଆ ମାନେ Govt school କେ ପଢ଼ି ଯିବାର୍ ଲାଗି ବି କେତେ problem କେ face କରବା କେ ପଡୁଚେ ଆଉ ସେନେ ଫେର କଟକିଆ ମାଷ୍ଟର ମାନେ ଅଛନ ଜେନ କି ଖାଲି ପଶ୍ଚିମ ଓଡ଼ିଶା କେ ପଇସା କମେଇ ଆଏସନ୍ ନା କି ପାଠ ପଢେଇ ଆଏସନ୍...ଯଦି ଆମର ପଶ୍ଚିମ ଓଡ଼ିଶା ର ପିଲା ମାନେ ଆମର area ନେ ଏକା job କରବେ ତେବେଯାଇ ଆମର ପଶ୍ଚିମ ଓଡିଶା ର development ହେବା
R bhai education hau ki jou job v
Merit basicre hi ase
Odisha pilanka sahita complete karik tama pila kn pai job nei parunahati kuha
Puri bbsr re st pai post 570 vacancy thila op re
But 100ru 30cut off gala parr be 167post fill up hela
Tama pila apate kn pai form pakau nahati kuha post khali rahuchi reservation thaik tama pila nei parunahati
Problem job nuhe problem seathi education ra vala teacher milihi pilanka improve haba au se compete karik paiparibe st bahut km cut off jaichi ta pare b jadi pila nei parunahati post se kemit gote vala student gadhiba kebe bhabicha abisayare
Education samastanka pai saman re Bhai
Katha state merit re rahela ଔଷଧ ରାଗରେ ତାଟିଆ କାମୁଡୁଛ
Paisa kameibaku !!😂😂😂
ଏକ ଦମ ସତ କଥା ପଦେ ଲେଖିଲେ ଦା
Sonu bhai pura thik Katha kohile
Bhala heichi👌👌👌👌👌
ଟିକ କଥା ଆମ ମାଲକାନଗିରି ଜିଲ୍ଲା ଆମ ପିଲା ଚାକିରୀ ପାଇବେ 👌👌👌👌👌
ଜିଲ୍ଲା ବିତ୍ତିକ ହେବା ଦରକାର କଣ Mkg,Kput, NP ur and Rgada, ପିଲାମାନେ ଦାଦନ ପାଇଁ କଣ କେରଳ, ତାମିଲନାଡୁ ହାଇଦ୍ରାବାଦ ଯିକେ କି । ଏବଂ BBSR, CUTTACK.ପିଲାମାନେ ରାଜା ହେବ ଆମେ ମାନେ କଣ ମରିବୁ ।
Mark adhika rakha job kara
Sc st re accha marka rakha
@@ranjansisa5026 bbsr Cuttack au puri re sabuthu adhika post st pai baharuchi 20percentage post b fill up hauni
Ya bisayar kn kahiba
Ame 70rakhik merit ru katuchu but 30 cut off jaik b pauna
10th pass pai 33/ percentage ta pare b job neiparuna
Aeta kebala tama political leaders manaka pai Sethi education uparr kehib dhyana deinahati
But vala teacher nku tame oppose karucha
Mark qualifying rakha auu job kara
Dv bele kn soi thile ki?😂
Mu ବି ଗଜପତି ର ଆଦିବାସୀ ପିଲା ... କିନ୍ତୁ ଏମାନଙ୍କୁ ମୁ support karoni,, ଆରେ ଭାଇ st seat ର reservation ଅଛି, ଆପଣମାନେ ଭଲ mark rakhi ଚାକିରି କର ,, st seat ta reservation ଅଛି ନା ..??
ନିଜ ନିଜ ଜିଲ୍ଲାରେ ଚାକିରୀ କରିଲେ ହିଁ ବହୁତ ଭଲ ହେବ ,,, କାହିଁକି ନା ଅଲଗା ଜିଲ୍ଲା ରେ ଚାକିରୀ କରିଲେ ଦାଦନ ଖଟିଲା ଭଲି ହେବ ୍😅
😅😅😊
ଆପଣଙ୍କ ଜିଲ୍ଲାରେ ଭଲ merit ରେ ଥିବା ପିଲା ଶିକ୍ଷକ ହେଲେ ଆପଣଙ୍କ ଜିଲ୍ଲା ର ହିଁ ଶିକ୍ଷା ବ୍ୟବସ୍ଥା ସୁଦୃଢ ହେବ ।
ସୁଦୃଢ ହେବ ନାହିଁ କାହିଁକି ନା ଆମ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଭାଷା ଆଲଗା, ଆମ language re ଯଦି ଶିକ୍ଷା ଦିଆଯିବ ତା ହେଲେ ଆମ ପିଲା ଉପକୃତ ହେବେ, ତା ସହିତ ଆମ ପିଲାଙ୍କୁ ଯଦି ନିଯୁକ୍ତି ଦେବେ ତା ହେଲେ ଆମ ଜିଲ୍ଲାର ପିଲାମାନେ job ବି ପାଇବେ ଆଉ ବେକାରୀ ରହିବେ ନାହିଁ
Ju ta sudruda hehuchi jihe msg karuchi se asiki mkg class room re bosiki dekho tme future IAS hebo😮.
Wrong
Amo jila re bando sabu desia maghiyaaaaaa jaka ulta palta podhauchhonti Shikya Gandi morei haba
@@Sankarvlog...A agreed bro , amo koraput re pila jaka tha adhha Ghoda modua 🤡 mada pi ki class jannti (teacher) Auu koraputia language re podheile govt. Exam Jibana re clear Kari paribe nahi କାଠ ku କାଟ କହିଲେ ବାଳ ଶିଖିବେ।। Sabu Andra ru Bed certificate kini anuchhonti auu desia bhasa re podhauchhonti 1 class 2 class pilannku Tanke kemiti develop karibe emiti hele Koraput ra keteko modua jaka netannka Saha misi politics karuchhonti ebe ✅
ଜିଲ୍ଲା ର ଲୋକସଂଖ୍ୟା ଅନୁପାତରେ ସଂରକ୍ଷଣ ଦେବା ପାଇଁ ସରକାର ଆଇନ ତିଆରି କଲେ ଏହି ସମସ୍ୟା ର ସମାଧାନ ହୋଇ ପାରିବ।
Best leader❤
Good job malkangirian
ଯଦି ସଠିକ୍ ଓଡିଆ ଭାଷା ଦରକାର, ତେବେ ଜିଲ୍ଲାୱାରୀ ନିଯୁକ୍ତି ପନ୍ଥା "ଓଡିଆ ଭାଷା ଦକ୍ଷତା ହାସଲ" ଅସମ୍ଭବ।
ନିଜ ଜିଲ୍ଲାରେ ନିଯୁକ୍ତି ହଉ
ଏ ଭାଇ ଙ୍କୁ କଣେ ସେପଟୁ ଆସିଥିବା ଶିକ୍ଷକ ପାଠ ପଢ଼ାଇଛନ୍ତି ତେଣୁ ଆଜି ବସିକି କଥା କହୁଛନ୍ତି ଜାଣିବା ଆବଶ୍ୟକ
FLରେ ମାସ ମାସ ଧରି ଘରକୁ ଯିବା କଥା ଟିକେ କୁହନ୍ତୁ,ସାର୍।
ଅଧିବାସୀ ନେତା ବୋଲି କମ୍ ସମୟ ଦେଲେ ଆଲୋଚନା କୂ
ଏହା ଖାଲି ରାଜନିତି କରୁଛନ୍ତି ଆଉକିଛି ନୁହେଁ
Very good 💯 percent right
Thank you for protest❤❤❤❤
ଏହି ପିଲା ମାନେ ନିଜ ଜିଲ୍ଲା ରେ ଚାକିରି ପାଇବା ପାଈଁ ସରକାର ପାଖରେ ପୂର୍ବ ରୁ Complain କରୁଥିଲେ। ସେତେବେଳେ ହେଲେ ପିଲା ସାଙ୍ଗ ରେ ସ୍ୱର୍ ଉଠାଇଥାନ୍ତ ।
ଆନ୍ଦୋଳନ କରି ଥିବା ରୁ ବହୁତ ଖୁସି ଲାଗୁ ଛି ।
ଜିଲ୍ଲା ଭିତ୍ତିକ ହେବାଦରକାର I am from Nabarangapur district Chandahandi block
Agaru protest karibara thila
Sahi vitika nijukti karuna
Pila nka vabiswat katha vaba jou Mane 50% mark rakhi parunahanti se kn padheibe pila nku
Tui za rusha ukren karibu@@VlogbyNibi
@@BasantiDei-k9u 😁😁😁😁😁😁😁😁😁😁😁so sad
Resulation asila time ରେ ବିରୋଧ କରିବାର ଥିଲା.... ଏବେ କରିବା ଟା ପୁରା ଭୁଲ୍
ସବୁଠାରୁ ଜାଲ ଶିକ୍ଷକ ଙ୍କ ସଂଖ୍ୟା ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ାରେ କାହିଁକି?
ମେଧା ଛାତ୍ର ଆଉ average ଛାତ୍ର କଥା ଯଦି କୁହା ଯାଏ, ତ ଏଠାରେ ଥିବା ଅନୁନ୍ନତ ପରିବେଶ ତଥା guidance ଅଭାବ ରେ ପାଠ ପଢାର ପ୍ରଭାବ, ଆଉ ତା ସାଙ୍ଗକୁ ଶିକ୍ଷକ ଅଭାବ ଜନିତ କ୍ଳାସ ଫାଙ୍କାର ସାମ୍ନା କରି ସାହାସିକତାର ସହ ଆଗକୁ ବଢ଼ିଥିବା ପିଲା ମାନେ ଏଠାକାର।
ଆପଣ ବୋର୍ଡ ପରୀକ୍ଷା ଇଲେକ୍ରିକ ଲାଇଟ୍ ତଳେ ବସି ପଢି ଦେବା ସ୍ଥଳେ ଏମାନେ ଡିବି ଆଉ ଲଣ୍ଠନ ରେ ପଢିବା ପିଲା।
ପରୀକ୍ଷାରେ ମଧ୍ୟ କପି କରି ଭଲ ମାର୍କ ଆଣି ପାସ୍ କରିବା ପାଇଁ ଇଛା ପ୍ରକାଶ ନ କରିବା ସାଧୁ ପିଲା ଏମାନେ।
ଯଦି ବାସ୍ତବ କଥା କୁହାଯାଏ, ତ ଶିକ୍ଷା ଛୋଟ ଛୋଟ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ। ଛୋଟ ପିଲା ନିଜ ଆଞ୍ଚଳିକ ଭାଷାରେ ନିପୂଣ ଥାଏ। ତେଣୁ ଅଞ୍ଚଳ ଭିତ୍ତିକ ଭାଷାର ପ୍ରଭେଦ ଯେ ଏଠାକାର ପିଲାକୁ back foot କୁ ନେବାରେ ବେସ୍ ଭୁମିକା ଗ୍ରହଣ କରୁଛି ତାହା ମଧ୍ୟ ବୁଝିବା ଦରକାର।
NEP 2020 ରେ ଆଞ୍ଚଳିକ ଭାଷା ର ସହଯୋଗରେ ଶିକ୍ଷାଦାନର ଗୁରୁତ୍ବ କୁ ଯୋର୍ ଦିଆ ଯାଇଛି।
ବାହାର ଜିଲ୍ଲାରୁ ଏ ଅଞ୍ଚଳରେ ଶିକ୍ଷକ ଚାକିରୀ apply କରି, ତାର କିଛି ଦିନ ପରେ Transfer ହୋଇ ନିଜ ଅଞ୍ଚଳକୁ ଚାଲି ଯିବା ଏକ ବ୍ୟାପାର ହୋଇ ଯାଇଛି। ଯାହାର ପ୍ରଭାବରେ ଏ ଅଞ୍ଚଳର ଅନେକ ସ୍କୁଲ୍ ସଦା ଶିକ୍ଷକ ଅଭାବର ଶୀକାର ହେଉଛି। ପିଲାଙ୍କ ଉପରେ ତାହାର ବେଶ ପ୍ରଭାବ ପଡୁଛି।
Late ରେ ହେଉ ପଛକେ, ଏ ଜିଲ୍ଲାର ଲୋକେ ସଚେତନ ହେଲେ। ଏବେ ଏଠାକାର ଲୋକ ବୁଝି ଗଲେଣି ଯେ ଅନ୍ଯ ଜିଲ୍ଲାରୁ ନିଜକୁ ମେଧାବୀ ର ପରିଚୟ ଦେଇ ଏ ଜିଲ୍ଲାରେ posting ପାଇଁ ଶିକ୍ଷକତା କରିଆସୁଥିବା ସେମାନେ ବର୍ଷ ବର୍ଷ ବିତେଇ ଦେଲେଣି, କିନ୍ତୁ ଏଠାରେ ଗୋଟିଏ ହେଲା ମେଧା ପିଲା ବାହାର କରି ପାରୁ ନାହାଁନ୍ତି ସେମାନେ। କାରଣ କ'ଣ?
ଅର୍ଥାତ୍ ଏହି ଜିଲ୍ଲାରେ ଚାକିରୀ କରି, ଏଠାର ଦାନା ପାଣିରେ ନିଜ ପରିବାର ପୋଷଣ କରି ଏଠାର ଲୋକଙ୍କୁ ଠକି ଚାଲି ଛନ୍ତି କି? ଏଣୁ ଏହି experiment ଟିକୁ ସରକାର ଯଥା ଶିଘ୍ର ବନ୍ଦ କରି ଆଞ୍ଚଳିକ ଭିତ୍ତିରେ ଶିକ୍ଷକ ଭର୍ତ୍ତି ପ୍ରତି ଧ୍ୟାନ ଦେବା ଏ ଅଞ୍ଚଳ ପାଇଁ ଶ୍ରେୟସ୍କର। ନ ହେଲେ ଏ ଆଦିବାସୀ ଅଧ୍ୟୁଷିତ ତଥା ପଛୁଆ ଅଞ୍ଚଳ ଟି ଯୁଗ ଯୁଗ ପାଇଁ ଏଭଳି ସଦା ସର୍ବଦା ପଛରେ ହିଁ ରହିକି ଥିବ ।
Apana nka katha mulyvan Satare Mu bhi JT paichhi jajpur re kintu bhadrak pila mo 240 ru 200 rakhichhi
ଆଜ୍ଞା ଆଗକୁ MP MLA ମଧ୍ଯ coastal beltରୁ ଆସିବେ ଆଉ ଶାସନ କରିବେ ।ଆମ ଅଵିଭକ୍ତ କୋରାପୁଟ ଜିଲା ର ଯେତେ ରାଜ ନୈତିକ ଦଳର ମୁଖ୍ୟ ମାନେ କାପୁରୁଷ ସେମାନେ ନିଜ ଅଞ୍ଚଳର ବିଭିନ ସମସ୍ୟାଗୁଡିକୁ ସମ୍ପର୍କରେ କହିବାକୁ ଡରନ୍ତି।ଏମାନଙ୍କ ପାଇଁ ଆମ ଅଞ୍ଚଳ ପଛୁଆ।ଏଠି କି ଚୋପା ଗଣତନ୍ତ୍ର ଚାଲିଛି।ଆମ ଅଞ୍ଚଳକୁ ଠକିକି ଓଡିଶା ଏକ ନମ୍ବର କେଵେ ହେଵ ନାହିଁ ।
ଅବିଭକ୍ତ କୋରାପୁଟ ଜିଲ୍ଲା ହେଉଛି ପଞ୍ଚମ ଅନୁସୂଚିତ ଜନଜାତି ଜିଲ୍ଲା ଏହି ଜିଲ୍ଲାରେ କେବଳ ନିଜ ଜିଲ୍ଲାରେ ଏହି ଅଞ୍ଚଳ ର ପିଲା ଚାକିରି କରିବେ ଯଦି ଅନ୍ୟ ଜିଲ୍ଲା ର ପିଲାଙ୍କୁ ନିଯୁକ୍ତି ଦିୟାଯାଏ ତାହାହେଲେ ଗାଁ ସ୍କୁଲ ସ୍କୁଲ ରେ ଯାଇ ଧୋକା ମାରି ବିଧା କରାଯିବ
I am not from coastal belt.
Tame sahi nijukti byabasta kara.ground level ru requirement paaiba.Ias oas b sahi ru bahar kara.
@@News_Odisha. Are bhai tama pakhe jadi knowledge achi Tama district re compition karo na kahiki ୬୦୦ kilometres asiba
Chance dia heithila boliki kalu na.
Tame mane soinathile aame chance paainathantu.bahut jaldi nida ru uthila.
Notification dekhiki soipadithila.
And this is not only about requirement...
it is about education ...those who have good knowledge they can teach better...
I hope you will understand. I am not against district wise selection but against of degradation of quality education.
Odisha ku alagaa karideba re tame maane
ହେଲେ ସବୁ ବିଭାଗ କର ବାଳ ନାଟକ ପରିବେଷଣ କରୁଛନ୍ତି ନେତା
What u say right 💯 percentage
Very Good Action 💯👍🔥❤️
କେତେବେଳେ ନିଜ କୁ ପ୍ରଶ୍ନ କରନ୍ତୁ କାହିଁକି ଆପଣ ଙ୍କ ଜିଲ୍ଲା ର ପିଲା ପାଉନାହାନ୍ତି? ଆପଣ ଙ୍କ ଜିଲ୍ଲା ର ପିଲା ଗୋଟେ ଯଦି 10 ରଖିବ ଆଉ ବାହାର ଗୋଟେ ଜିଲ୍ଲା ର ପିଲା 90 ମାର୍କ ରଖିଥିବା ତେବେ ମୁଁ ଅଭିବ୍ୟକ୍ତ କୋରାପୁଟ ଜିଲ୍ଲା ର ପ୍ରତ୍ୟେକ ଆଦରିଣୀୟ ଜନସାଧାରଣ ଙ୍କୁ ପଚାରୁଛି.. ଆପଣ ମାନ ଙ୍କ ପିଲା ଙ୍କୁ କିଏ ଗୁଣାତ୍ମକ ଶିକ୍ଷା କିଏ ଦେବ?
ଆପଣ ମାନେ ହିଁ ବିଚାର କରନ୍ତୁ.. ଆଜି ଆପଣ ଙ୍କ ପିଲା ଙ୍କ ଭବିଷ୍ୟତ ଏଇ ଭଳି ଓଡିଶା କୁ ଭାଙ୍ଗୁଥିବା କୁଜି ନେତା ପାଇଁ ନଷ୍ଟ ହବ କୁ ଯାଉଛି! ଗୋଟିଏ ଓଡିଶା ସମସ୍ତ ଙ୍କ ଅଧିକାର ଅଛି ସବୁ ସ୍ଥାନ ରେ ନିଯୁକ୍ତି ପାଇପାରିବେ. ଆପଣଙ୍କ ଜିଲ୍ଲା ର ମେଧାବୀ ପିଲା ବି ଚାକିରୀ ପାଇଛନ୍ତି... କଥା ହଉଚି ଯିଏ ଭଲ ପରିଶ୍ରମ କରିବ ସେ ହିଁ ଗୁଣାତ୍ମକ ଶିକ୍ଷକ ହେଇପାରିବ..ଆଉ ଶେଷରେ ସେଇ କୁଜି ନେତାଙ୍କୁ ପ୍ରଶ୍ନ କି ଆପଣ ଙ୍କ ଜିଲ୍ଲା ର ପିଲା ବେକାର ହେଲେ ଆପଣ ଙ୍କୁ ଯେତେ ବାଧୁଛି ଅନ୍ୟ ଜିଲ୍ଲା ର ପିଲା ବି ବେକାର ହେଲେ ସେମାନ ଙ୍କୁ ସେତିକି ବାଧୁଛି... ଯାଜନ ଅନ୍ୟ ଜିଲ୍ଲା ର ପିଲା ବି ଯାଉଛନ୍ତି... ତେଣୁ ଆସନ୍ତୁ ଆମେ ମିଳିମିଶି ଗୁଣାତ୍ମକ ଶିକ୍ଷା ପାଇଁ ଲଢ଼ିବା...🙏🙏
Eitiki bujhiba darkar ki jadi e coastal belt ra pila tanka dist re jai padhei nathanti tebe aji sikha ra a aa bi jani nathante au jadi costal belt ra pila sethi job kale problem
Bane .ba
Kuch na
ଏହି ପଦକ କଥା କାହିଁ high school teacher time ରେ କହିଲନି। ସେଇଠି ମିଳୁଛି ତ ଗୁଣାତ୍ମକ ଶିକ୍ଷା ???
ରଖ ହେ ତମ ମାର୍କ , ରେଜଲ୍ଟ ବାହାରିଛି କି ମାର୍କ ର ଫୁଟାଣି ଦେଖଉଛ
ତମେ ଯେତେ ମାର୍କ ରଖି ଚାକିରୀ କଲେ କଣ ହେବ କୋରାପୁଟ ପ୍ରତି ମମତା ନଥିବ । 6 ବର୍ଷ ପରେ ଡିଆଁ ମାରିବ । ଆମେ କେତେ ଦେଖିଛୁ ଟ୍ୟାଲେଣ୍ଟ
ଭାଷା ଭିତ୍ତିକ ନିଯୁକ୍ତି ଦିଆଯାଇଛି ଏ ଭାଇ ଜାଣିଛନ୍ତି କିନ୍ତୁ କରୁନାହାନ୍ତି
କୋରାପୁଟ ଜିଲ୍ଲାରୁ ପ୍ରାୟ ପିଇ ଦାଦନ୍ ସମିକ୍
ଭଲ ହେଇଛି
Bjd ସରକାର ସମୟରେ ଖାଲି ଭୋଟ ପାଇଁ ଏଭଳି ଭୁଲ କରିଦେଲା ଆଗରୁ କଂଗ୍ରେସ ଓ bjp ସମୟରେ ଏମିତି ନଥିଲା ଏବେ ଆଶା କରାଯାଉଛି bjp ସରକାର ନିଶ୍ଚିତ ଭାଲେ ଲୋକଙ୍କ ସୁବିଧା ପାଇଁ ଜିଲ୍ଲା ଭିତ୍ତିକ ଚାକିରି ଦେବେ।
ତମ ଜିଲ୍ଲାରେ ତମେ ଶକ୍ଷିକ,ଡାକ୍ତର, ଜିଲ୍ଲାପାଳ ନ୍ୟାୟ ଧିଶ,ଏବ ଝାଡୁଦାର ଏବଂ ଜିନିଷ ପତ୍ର,ଅନ୍ୟ ଜିଲ୍ଲାଠୁ ନ ଆଣିବା ଆବଶ୍ୟକ।
Yes it should be done according to district
ଜିଲ୍ଲା ଭିତ୍ତିକ ନିଯୁକ୍ତି ହେବା ନିହାତି ଜରୁରୀ।ଯଦି ସମସ୍ତେ ସମାନ ଜ୍ଞାନୀ ତେବେ KBK stamp କାହିଁକି ଲଗେଇଛନ୍ତି।କେହି ଟିକେ କହିବେକି??
Good Sonu brother thank you.
Should be done - କରିବା ଦରକାର
ଏମାନେ ଓଡ଼ିଶାର ବିଭିନ୍ନ ଜାଗାର ମଣିଷ ମୃଖ ଲକ
Salute sir.....
ଭାଇନା କହିବା କଥା ହେଲା ପୁଣି ଜିଲ୍ଲା ଚୟନ ପଦ୍ଧତି ହେଉ ସରଳ ଭାଷାରେ ସେ ଏକଥାଟା କହି ପାରୁ ନାହାନ୍ତି ।
great sir
Very good
District wise pilanku diajau C,D category employee
Good step
Right sonu agya
Thik korichonti public ,kete au onyayo sohibe.. good job
Good 👍
Read in your own district, get a job in your own district. That's the only solution, to overcome the protest.
ସରକାର ମଧ୍ୟ ତୁମ ଜିଲ୍ଲା ର କରିଦିଅ
Pabitra bhai , କୁଆଡେ଼ ଗଲ,
The justification of the leader is quite justifiable.But the government should actively consider it
Thats correct DR ,IAS,OAS,and other s
ପାଇଁ.....kana ନିଷ୍ପତ୍ତି ରହିବ।
Thanks information vedieo
Primay school children should be learned through their local languages for reduced the drop out rate of students in KBK districs which is primary objective of RTE Act 2009
You are right.
ଯଦି ଦାବି କରିବାର ଅଛି ତା ହେଲେ ନିଜ ଆଦିବାସୀ ଭାଷା ରେ ବହି ଲେଖା ଯାଉ ଓ ତା ପରେ ଦାବି କରାଯାଉ ଯେ ତମେ ଆମ ଭାଷା ରେ ପାଠ ପଢ଼ାଇ ପାରିବନି ବଲି ।
1smst ନିଜ ଜିଲ୍ଲା ଟା ପରେ ଅନ୍ୟ
👍👍👍
We want district wise selection...It is a District cader post we want district wise selection..
Mu cm mahon sir ku januchii moro bii same dabii mubi graguat staff nures kintu moro kichi valu nahi
❤ Bhauta Bhala sir
ପ୍ରଶ୍ନ ଭଲରେ ପଚାରନ୍ତୁ
ଡାକ୍ତର ତୁମ ଜିଲ୍ଲାର ପିଲାଙ୍କୁ ଦିଅ, କେତେ ଚୁଳ ଜଣାପଡିବ
Bhubaneswar pila Bhubaneswar re job karibe, baharia pila Bhubaneswar ku asibe nahi
Jay Jagannath good 👍 sir
Dadan kanhiki any state ku jaichh tm district re rahi km karun
ବିଗତ ସରକାରର କିଛି ବାସ୍ତବତା ନାହିଁ।କାରଣ ପାଣ୍ଡୁ ଯୋଜନାରେ ଶିକ୍ଷକ ନିଯୁକ୍ତି ରାଜ୍ୟଭିତ୍ତିକ କରି ଶିକ୍ଷକ ମାନଙ୍କୁ ଅନ୍ୟ ଜିଲ୍ଲାକୁ ପଠେଇଲେ।ଉଦ୍ଦେଶ୍ୟ ଶିକ୍ଷକ ଅନ୍ୟ ଜିଲ୍ଲାରେ ରହି ହଇରାଣ ହେବ।ଦରମା ସବୁ ଖର୍ଚ୍ଚ ହୋଇଯିବ ଦୂରରେ ଥିବାରୁ। ବଦଳି ତ ହୋଇପାରିବନି ବିଲକୁଲ୍।ଇତିଶ୍ରୀ ମାନେ ରାୟଗଡ଼ା ଆଦି ଅନ୍ୟ ଜିଲ୍ଲାରେ ମରିଯିବେ।ଶିକ୍ଷକ ଶିକ୍ଷୟତ୍ରୀ ଆନ୍ଦୋଳନ କରିପାରିବେନି।ପୁଣି ମାହାଲମାଣ୍ଡା ଉପାଖ୍ୟାନ ନ କହିବା ଭଲ।ଇଏ ହେଲା ପାଣ୍ଡୁର ଶିକ୍ଷକ ଶୋଷଣ ଯୋଜନା।ଲେନିନ୍ ମହାନ୍ତି ଆଦିବାବୁ ମାନେ ଏବେ ଭଲ ଭାବେ ବୁଝ ତୁମ ନବିନ୍ ପାଣ୍ଡୁ ସରକାରର ପ୍ଲାନ୍। ଯେଉଁଥିପାଇ ପାଇଁ ଆଜି ଜିଲ୍ଲାଭିତିକ କରିବାପାଇଁ ବିଗତ ସରକାର ଦ୍ଵାରା ଆରମ୍ଭ ଯୋଜନାକୁ ବିରୋଧ କରାଯାଉଛି।ଆଉ ମିଡ଼ିଆ କୁ ତୁମେ କଣ ସଫେଇ ଦେବେ ବିଜେଡି ନେତୃବୃନ୍ଦ ?ବିଜେଡି ସରକାରକୁ ଆସି କରିବ କଣ?ଅତି କମ୍ ରେ ୫ବର୍ଷ ଅପେକ୍ଷା କର।ବିକଳ ହୋଇ ରାଜ୍ୟବାସୀଙ୍କୁ ଦିଅଁ ଦେଖେଇବାକୁ ଚେଷ୍ଟା କରୁଛ।ଆଉ ପାରିବନି।କେହି ଶୁଣିବେନି ବିଜଡିର ଭାଷଣ। ଏବର ସରକାର ବୁଝନ୍ତୁ ବିଗତ ସରକାରର ପ୍ଲାନ୍।ସବୁ ଅନ୍ୟ ଜିଲ୍ଲାରେ ଶିକ୍ଷକଙ୍କୁ ବଦଳି କରି ଦିଅନ୍ତୁ ନିଜ ଜିଲ୍ଲାକୁ।ତା ପରେ ଯଦି ଯେଉଁ ଜିଲ୍ଲାରେ ଖାଲି ରହିବ ପଦଵି ସେଗୁଡିକୁ ପୁରଣ କରାଯାଉ।ଏବର ଜନପ୍ରିୟ ସରକାର ପାଣ୍ଡୁ ତଥା ନବିନ ସାର୍ ଙ୍କ ମାଷ୍ଟର ପ୍ଲାନ୍ କୁ ବୁଝି କାର୍ଯ୍ୟକାରୀ କରିବାକୁ ଲାଗିପଡିଲେ ପୂର୍ବ ସରକାରର ହୀନ ଉଦ୍ଦେଶ୍ୟ କାର୍ଯ୍ୟକାରୀ ହିଁ ହେବ।ଏବେ ବି ଶହ ଶହ ପିଲା ଅନ୍ୟ ଜିଲ୍ଲାରେ କାର୍ଯ୍ୟରତ।ଛୁଟି ନେବା ବି ତାଙ୍କ ପକ୍ଷରେ କଷ୍ଟ।ଯିବା ଆସିବାରେ ଛୁଟି ସମୟ ସରିଯାଉଛି। ଶିକ୍ଷା ସହାୟକ ନିଯୁକ୍ତି ଆରମ୍ଭ ବେଳେ ନିୟମ ରହିଥିଲା ନିଜ ଗ୍ରାମ/ପାଖ ଗ୍ରାମ/ପାଖ ପଞ୍ଚାୟତ ରେ ଚାକିରୀ କରିବାର। ପରେ ସରକାର ଜାଣି ଜାଣି ନିଯୁକ୍ତିକୁ ରାଜ୍ୟସ୍ତରୀୟ କରିବା ସହିତ ଉପକୂଳ ଜିଲ୍ଲାରେ ପଦବୀ ବାହାର ନକରି ବାର ବାର ପଶ୍ଚିମ ,ଦକ୍ଷିଣ ,ଉତ୍ତର ଜିଲ୍ଲା ଗୁଡ଼ିକରେ ଅଧିକ ପଦବୀ ବାହାର କରିଥିଲେ।ଶହ ଶହ ପିଲା ଏବେ ନିଜ ଜିଲ୍ଲା ବାହାରେ ରହି ହଇରାଣ ହେଉଛନ୍ତି। ଶିକ୍ଷାଦାନ କରିବା କଷ୍ଟକର ତାଙ୍କ ପକ୍ଷରେ ଏଅସୁବିଧା ସବୁ ଥିବାରୁ।ବର୍ତ୍ତମାନର ପିଲାମାନେ ଏ ଯେଉଁ ସମସ୍ୟା ଭୋଗ କରିବାକୁ ଯାଉଛନ୍ତି ତାହା ବିଜେଡି ସରକାରର ହାତ ଗଢା କାମ।ମନ୍ତ୍ରୀ ଯେଉଁ କହୁଛନ୍ତି ପିଲାମାନେ ଚଏସ୍ ଲକ୍ କରିଛନ୍ତି ,ନିଜେ ସେ ଜିଲ୍ଲା ବାଛିଛନ୍ତି,ଦରଖାସ୍ତ କରିଛନ୍ତି ଚାକିରୀ ପାଇଁ ସେମାନେ ତ କରିବେ।ଏହା ନୂଆ କଥା ନୁହେଁ।ପ୍ଲାନ୍ ପାଣ୍ଡୁ ତଥା ବିଗତସରକାରର।ସରକାର ଏସବୁ ଭଲ ଭାବେ ବୁଝି ନିଜ ଜିଲ୍ଲାକୁ ଫେରେଇ ଦିଅନ୍ତୁ ।କଷ୍ଟକର କାମ ଏହା ।ତଥାପି ସରକାର ଯୋଜନା କରି ଫେରାନ୍ତୁ ନିଜ ଜିଲ୍ଲାକୁ।ଶିକ୍ଷକ ମାନେ ଆଗ ବଞ୍ଚନ୍ତୁ ଭଲରେ। ଯେଉଁ ଜିଲ୍ଲାରେ ଛାତ୍ର ଛାତ୍ରୀ ସେଇ ଜିଲ୍ଲାରେ ପାଆନ୍ତୁ୍ ଚାକିରୀ।ସମସ୍ୟା ସମାଧାନ ହୋଇଯିବ।🙏🏻🙏🏻🙏🏻*
ସବୁ ଜିଲ୍ଲା ରେ ସ୍କୁଲ ଅଛି
ନିଜ ନିଜ ଜିଲ୍ଲା ରେ ଚାକିରୀ କର
Tu ta gote 10th fail Tu kn job karibu
Aama jilare vacant thile sina aame pakeibu
Merit re pila gale pilanka shikhya vala heba😂😅sabudine chhuaa murkha heiki rahibe🤣
@@pradiptapuspapalak7666
ତୁ ଜ୍ଞାନୀ ଟା ବୋଲି ୭୦୦ କିମି ଚାକର କାମ ପାଇଁ ଯାଉଛୁ
@@JyosnaraniDevi-vh6ow
କାହିଁକି ନାହିଁ ?
ଇଂରାଜୀ ମିଡିଅମ୍ ରେ ଛୁଆ ଙ୍କୁ ପଢାଉଛ, ପିଲା ଅଭାବ ରୁ ଶିକ୍ଷକ ପଦ ଉଛେଦ ହେଉଛି
ତୁମ ଜିଲ୍ଲା ର ପିଲା ପାଠ ନ ପଢି, ମାଓବାଦୀ ସବୁ ହେଇଯାଅ
District wise bhala heba
Bahut badhia Bahar ra pilaku not allowed
ଗ ରେ ଘୋଇଠା ମାରି ମାଲକାନଗିରି ରୁ ଖେଦ ଶଳାଙ୍କୁ
ମୂର୍ଖ ଦଳ ... ପୁରା ଦେଖା ଯାଉଛି ତୁମେ ତୁମ ଦଳକୁ ନେଇ ରାଜନୀତି କରୁଛ , jts matter ଗୋଟେ ମାଧ୍ୟମ ମାତ୍ର.... ଆଉ ରହିଲା ନିଜ ଜିଲ୍ଲା ଙ୍କୁ priority ନ ଦେବା ...ମେଣ୍ଢାଗୀହା ସବୁ ଜିଲ୍ଲା ରେ ସେମିତି ହେଇଛି ,ସବୁ ଜିଲ୍ଲା ଗୋଟେ ଗୋଟେ କରି ଦେଖ...
Tama jilla re other district posting percentage kete au undecided koraput district ra posting percentage there compare karantu.
Au last but not least
"Sistachara toh nija gharu hin mili thae"
ଗୋଟିଏ କଥା କହିରଖିବା କୁ ଚାହିଁବି, ଯେତେବେଳେ ଆମ ଓଡ଼ିଶା ର ୩୦ ଜିଲ୍ଲା ଅଛି, ଗୋଟିଏ ଜିଲ୍ଲାର ପିଲା ଯଦି ଅଲଗା ଜିଲ୍ଲାରେ ପାଇଲେ, ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ତ କୋରାପୁଟ ମାଲକାନଗିରି କଳାହାଣ୍ଡି ବଲାଙ୍ଗିର ରାୟଗଡ଼ା ନବରଙ୍ଗପୁର ନୂଆପଡ଼ା ଆଦି ଜିଲ୍ଲାର ପିଲା ମାନେ ଆସୁଛନ୍ତି ପାଠପଢିବାକୁ ଆମ ଜିଲ୍ଲା କୁ ତାହେଲେ ଆମେ କଣ ବିରୋଧ କରିଛୁ କି?।
Full support
❤️
ଆମକୁ ଆମ ଗାଁରେ ଚାକିରି ଦିଅ। ଆଉ ଗାଁର ୱାର୍ଡ ମେମ୍ବର କୁ ମୁଖ୍ଯମନ୍ତ୍ରୀ କରାଯାଉ। ଆମର ଦାବି।
😂😂😂
😂😂😂
😂😂😂😂
ସେ ଝିଅ କଥାରେ କଥାରେ କହିଦେଲା ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ଥିତି
Sir thik karuchhanti bahut bhal padakhyap,🙏
Abhibhakta koraput zilla ku nua rajya manyata dia jaun.
@@isakhial3737 au tama gharaku gote district ra manyata dia jiba.. tu habu collector🤣🤣
🙏🙏🙏🙏🙏🙏🙏
ଆଦିବ।ସି ଜିଲ୍ଲା ରେ ପ୍ରଥମେ ଜିଲ୍ଲା ପିଲା seletion ହେବା ପରେ ଅନ୍ୟା ଜିଲ୍ଲା ପିଲା 2nd selection ହେଉ।
ମେରିଷ୍ଟ ଲିଷ୍ଟରେ ଆସି ପାରୁନ, ତଥାପି କୋଟା ଲଗେଇକି ବି ନୁହଁ 😂 ଅପାରଗ
@@SetumaniParadhan ତମ iq level high achi ସେଥି ପାଇଁ ନିଜ ଜିଲ୍ଲା ତମେ job ନ ପାଇ ଅନ୍ୟ ଜିଲ୍ଲା ଆସୁଛ।ନିଜକୁ ବେଶୀ ଜ୍ଞାନୀ ଭାବେନି। IAS merit ରେ ଆସିଲା ପରି କହୁଛ।