ଦରମା ଟିକେ ବଢ଼େଇଲେ, ପିଲାଙ୍କୁ ପଢେଇବାକୁ ଆହୁରି ଭଲ ଲାଗିବ। Schematic recruitment, new joinee thank CM.

แชร์
ฝัง
  • เผยแพร่เมื่อ 5 ต.ค. 2024
  • ଦରମା ଟିକେ ବଢ଼େଇଲେ, ପିଲାଙ୍କୁ ପଢେଇବାକୁ ଆହୁରି ଭଲ ଲାଗିବ। Schematic recruitment, new joinee thank CM. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our TH-cam Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

ความคิดเห็น • 250

  • @sahooarati1818
    @sahooarati1818 4 ชั่วโมงที่ผ่านมา +35

    ମୋହନ ସାର୍ ନିଯୁକ୍ତି ଦେଲେ କିନ୍ତୁ VACANCY ନବୀନ ପଟ୍ଟନାୟକ ବାହାର କରିଥିଲେ🙏🏽❤

  • @suryakantamahalik3462
    @suryakantamahalik3462 13 ชั่วโมงที่ผ่านมา +66

    ପ୍ରାଥମିକ ସ୍କୁଲରେ ପିଲାତ ପଢ଼ୁନାହାନ୍ତି... ସରକାରଙ୍କୁ ଅନୁରୋଧ କି ଯାହାର ପିଲା ପ୍ରାଥମିକ ସ୍କୁଲରେ ପଢ଼ିବେନି ତାଙ୍କୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ କରାଯାଉ.... ତାଙ୍କ ରାସନ କାର୍ଡ କାଟିଦିଆ ଯାଉ.

    • @TwinCityStory
      @TwinCityStory 13 ชั่วโมงที่ผ่านมา

      th-cam.com/video/lGbg85xTWi0/w-d-xo.html

    • @saumitrakhuntia2163
      @saumitrakhuntia2163 12 ชั่วโมงที่ผ่านมา +3

      Right

    • @WonderWave03
      @WonderWave03 12 ชั่วโมงที่ผ่านมา +5

      *What about Govt. Employees who Didn't Send Their Children to Govt. Schools*

    • @AnnapurnaJena-h5d
      @AnnapurnaJena-h5d 11 ชั่วโมงที่ผ่านมา +7

      Kemiti padhibe agnya patha jama b padha hauni ...pancham shreeni pila t 2 ka panakia kahi paru nahanti

    • @Exploringworld12367
      @Exploringworld12367 5 ชั่วโมงที่ผ่านมา

      Au teacher manankar salary katajau​@@AnnapurnaJena-h5d

  • @pabitramishra145
    @pabitramishra145 13 ชั่วโมงที่ผ่านมา +57

    ରାଜ୍ୟ ସରକାର ସମସ୍ତ କନିଷ୍ଠ ଶିକ୍ଷକମାନଙ୍କୁ ସ୍ଥାୟୀ କରିବା ଉଚିତ।

    • @AnuradhaPradhan-f5e
      @AnuradhaPradhan-f5e 12 ชั่วโมงที่ผ่านมา +2

      Bjd sarkar ଥିଲାବେଳେ କହିଲନି ସେ କଥା

    • @TwinCityStory
      @TwinCityStory 12 ชั่วโมงที่ผ่านมา

      th-cam.com/video/lGbg85xTWi0/w-d-xo.html

    • @Rjgrjg1234
      @Rjgrjg1234 12 ชั่วโมงที่ผ่านมา +2

      @@AnuradhaPradhan-f5enahi mohan babu 7-8year pare debe regular sarama

    • @subhransudalai8360
      @subhransudalai8360 7 ชั่วโมงที่ผ่านมา

      ସେମାନେ କରୁନଥିଲେ ତେଣୁ ବାହାପିଆ ବି କରିବେନି ଇଏ କି ନ୍ୟାୟ​@@AnuradhaPradhan-f5e

    • @pradyutlakra5183
      @pradyutlakra5183 6 ชั่วโมงที่ผ่านมา

      ​@@AnuradhaPradhan-f5eApanakna kahiba katha nabin sarkar samayare jemiti chaluthila semiti chaliba...ta hele sarkar parivartan kari ki labha

  • @srikantsahoo3504
    @srikantsahoo3504 12 ชั่วโมงที่ผ่านมา +38

    ଦରମା ପାଇଲା ବେଳକୁ ବହୁତ କଷ୍ଟ ଲାଗିବ...ଗୁପଚୁପ ଵାଲା ୟାଙ୍କ ଠାରୁ ଅଧିକ ରୋଜଗାର କରିବେ।ଓଡ଼ିଶାର ଏକମାତ୍ର ଭିକମଗା ଚାକିରୀ ହେଉଛି ଏହି ଚାକିରୀ।ଏହା ନିହାତି କଟୁ ସତ୍ୟ କଥା ଅଟେ।ଏହା ଅନ୍ୟାୟ ଅଟେ।

    • @Singh77359
      @Singh77359 7 ชั่วโมงที่ผ่านมา +8

      ବେସରକାରି ଶିକ୍ଷକର ଦରମାକେତେ ଜାଣିଚଟି ତଥାପି ସେ ପାଠପଢଉଛନ୍ତି ଓ ତମଭଲି ମୋ ଭଲି ଅନେକ ଭଲପିଲା ବାହାରୁଛନ୍ତି

    • @Jai_jagganath
      @Jai_jagganath 6 ชั่วโมงที่ผ่านมา

      @@srikantsahoo3504 this much salary is enough for 6 hr duty. Christmas (9), Dusshera (10), summer vacation (2mnth) and other local & national holidays.

    • @Sahoo5009
      @Sahoo5009 5 ชั่วโมงที่ผ่านมา

      @@Singh77359 ବେସରକାରୀ ଆଉ ସରକାରୀ ଭିତରେ ଫରକ ଅଛି । ସେ ପାଠ ପଢ଼ି exam crack କରି ପାରିଲେନି ବୋଲି ବେସରକାରୀ ହେଲେ ଅଥଚ ଜଣେ ପାଠ ପଢ଼ି compttvi ପରୀକ୍ଷା ଦେଇ ପାସ କରି ଚାକିରି କରିଚି । ତେଣୁ ସେ ଉଚିତ୍ ପ୍ରାପ୍ୟ ପାଇବା ପାଇଁ ଯୋଗ୍ୟ କି ନାହିଁ

    • @ManasiSingh-pc2dz
      @ManasiSingh-pc2dz 3 ชั่วโมงที่ผ่านมา +2

      Right କହୁଚ

    • @chandantarai2465
      @chandantarai2465 3 ชั่วโมงที่ผ่านมา

      Private teacher have no quality to get salary more than a government teacher

  • @Priyanshuslearningactivity
    @Priyanshuslearningactivity 10 ชั่วโมงที่ผ่านมา +30

    Junior teacher ମାନଙ୍କୁ ସରକାର ଦାନରେ ଚାକିରି ଦେଉନାହାନ୍ତି ହକ୍ state basis selection ରେ rank ଆଣି ପାଇଛୁ ତେଣୁ ସେମାନଙ୍କୁ regular basis ରେ appointment ଦିଆଯାଉ।

    • @Singh77359
      @Singh77359 7 ชั่วโมงที่ผ่านมา +2

      ନବିନକୁ କହୋଲନି 😂

    • @motivationforme8375
      @motivationforme8375 5 ชั่วโมงที่ผ่านมา

      Agaku puni district selection hauchi kichi karina

    • @RKB_1985
      @RKB_1985 5 ชั่วโมงที่ผ่านมา

      ଲୋକଙ୍କ ଟିକସ ଟଙ୍କାରୁ ତ ଦରମା ନେବ

    • @litubidika5463
      @litubidika5463 2 ชั่วโมงที่ผ่านมา +1

      ​@@RKB_1985କାହାକୁ। ଲୋକଙ୍କ ଟିକସରୁ ଦରମା ମିଳୁନାହିଁ | PM, CM, President,CJI,MP,MLA etc.ଆପଣଙ୍କ ମତରେ କେବଳ ଶିକ୍ଷକ ଟିକସରୁ ଦରମା ପାଉଛନ୍ତି।

  • @Sahoo5009
    @Sahoo5009 12 ชั่วโมงที่ผ่านมา +33

    ଯେଉଁମାନେ regular କରିବା କଥା ନ କହି ଖାଲି salary ଟିକେ increse କରିବା କଥା କହୁଛନ୍ତି, ସେମାନେ ଶିକ୍ଷକ ହେବା କି regular ଭାବେ ନିଯୁକ୍ତି ପାଇବାକୁ ଆଦୌ ଯୋଗ୍ୟ ହିଁ ନୁହଁ ।

    • @purnimapayal.49..42
      @purnimapayal.49..42 11 ชั่วโมงที่ผ่านมา +1

      Absolutely right Teachers manakara jetiki requirement baharuchi kahar bi baharuni khali ta salary katha

    • @beupdate7733
      @beupdate7733 11 ชั่วโมงที่ผ่านมา

      ​@@purnimapayal.49..42ହଁ 6yr ପରେ ବାହାରୁଛି...16009÷6=? ବର୍ଷକୁ କେତେ ପୁଣି salary କେତେ..?9000 ଟଙ୍କା.... ଗୋଟେ ପିୟନର ଦରମା ପରା 18k...?
      କିଏ ହୋ ତମେ.... କଥା ହଉଚ... କିଛି knowledge ରଖ
      ବହୁତ୍ ପିଲାଙ୍କ ବୟସ ବି ସରିଗଲା ଏହି 6 ବର୍ଷ ଭିତରେ ତା ପାଇଁ କିଏ ଦାୟୀ...

  • @suryanarayannayak4740
    @suryanarayannayak4740 4 ชั่วโมงที่ผ่านมา +7

    ପ୍ରସ୍ତୁତ ହେଇଯାଅ ଆନ୍ଦୋଳନ ପାଇଁ, ଦରମା କାହିଁ increase ହେଉ ନି????

  • @nirmalkumarpatra9710
    @nirmalkumarpatra9710 13 ชั่วโมงที่ผ่านมา +25

    Eha pare strike pai bbsr asijibe

  • @pralayaofficial1060
    @pralayaofficial1060 12 ชั่วโมงที่ผ่านมา +8

    ସ୍ଥାୟୀ ନିଯୁକ୍ତି ଆମର ଦାବି

  • @subashpradhan5457
    @subashpradhan5457 12 ชั่วโมงที่ผ่านมา +17

    Nabin pattanaik dhanybad deba uchhiti

    • @munamad8829
      @munamad8829 5 ชั่วโมงที่ผ่านมา

      Navin pattnaik betrayed jtc

  • @prabinkumarnayak5324
    @prabinkumarnayak5324 11 ชั่วโมงที่ผ่านมา +9

    କାମ କଲା କିଏ, ନାମ ନେଲା କିଏ ( ଦାନେ ଦାନେ ପେ ଲେଖା ହୋତା ହେ ଖାନେ ବାଲା କ ନାମ) journalist should speak truth in front of public, previous govt complete recruitment process, this govt given only appointment letter

  • @sunilkumarpatnaik6953
    @sunilkumarpatnaik6953 14 ชั่วโมงที่ผ่านมา +11

    Forest Department rey bhi heavy posting diajau. .... Ex-Army personal nku preference diajau.

  • @dhoombarttadm5387
    @dhoombarttadm5387 6 ชั่วโมงที่ผ่านมา +2

    Khordha district ରେ ଚୟନ ପ୍ରକିୟାରେ ଅନିୟମିତ ଭଳି ଲାଗୁଛି। ନା merit rank published କଲେ, ନା ସେଲେକ୍ସନ process rule କୁ ଫୋଲୋ କଲେ, 😢😢

  • @niharranjanbehera6626
    @niharranjanbehera6626 4 ชั่วโมงที่ผ่านมา +5

    ଚାକିରୀ କରିବା ପୂର୍ବରୁ କଣ ଜାଣି ନଥିଲ, ଦରମା କେତେ?
    ଆଜିବି ଭୁବନେଶ୍ୱର ରେ 9k ରେ ପିଲାମାନେ ଚାକିରୀ କରୁଛନ୍ତି.

    • @skpro1238
      @skpro1238 2 ชั่วโมงที่ผ่านมา +1

      kou post re

    • @parsuramnaik500
      @parsuramnaik500 ชั่วโมงที่ผ่านมา

      kan hela sethiru.. eb padhuthu thao par ssb pai prepare karibe

  • @antaryamiswain6937
    @antaryamiswain6937 3 ชั่วโมงที่ผ่านมา +4

    ଦରମା ବଢ଼ିଲେ ପେଟ ପି ଶୋଇବ ନା କଣ
    ପଢ଼ା ପଢ଼ି ପରେ ଦେଖିବା

  • @GokulandaMajhi
    @GokulandaMajhi 6 ชั่วโมงที่ผ่านมา +1

    କିଛି ହେବନି... ନବୀନ ସରକାର ଙ୍କ ବେଳେ ଯେମିତି ଥିଲା ଏବେ ବି ସେମିତି ରହିବ ବେଶୀ ଆଶା କରନି... ଆମେ ଆଶା କରି କରି ବୁଢା ହେଲୁଣି

  • @jyotiprakashdash8940
    @jyotiprakashdash8940 13 ชั่วโมงที่ผ่านมา +9

    Vote policy

  • @patnaikmanoj8507
    @patnaikmanoj8507 12 ชั่วโมงที่ผ่านมา +11

    ଶିକ୍ଷକତା ଏତେ ସହଜ ନୁହଁ... ଏମିତି ଶିକ୍ଷକ ଅଛନ୍ତି ଯିଏ ସରକାର ଙ୍କ ଠାରୁ ଟଙ୍କା ଟେ ବି ଅନୁଦାନ ନ ପାଇ ଅବସର ନେଇଛନ୍ତି🙏🏻ଆପଣ ମାନେ କହୁଛନ୍ତି ନିଯୁକ୍ତି ପତ୍ର ପାଇବା ସାଙ୍ଗେ ସାଙ୍ଗେ ରେଗୁଲାର କରାଯାଉ 🙏🏻🙏🏻🙏🏻

    • @pradyutlakra5183
      @pradyutlakra5183 6 ชั่วโมงที่ผ่านมา +2

      Equal work equal pay-BJP Menifesto ...au gote katha odisha ra praye samasta bibhag regular appointment pauthiba bele JUNIOR TEACHER nku kahinki nuhe

    • @Sahoo5009
      @Sahoo5009 5 ชั่วโมงที่ผ่านมา

      @@patnaikmanoj8507 ସେଇଟା ସେମାନଙ୍କର ଅଧିକାର । ଯଦି ସେମିତି ନୁହଁ, ତାହେଲେ ସ୍ବାସ୍ଥ୍ୟ ସେବା ଦେଉଥିବା ନର୍ସ ଯେବେ strike କରିଥିଲେ ତାଙ୍କୁ ପଚାରି ଥାନ୍ତେ କି ମଦର୍ ଟେରେସା ତ ସେବା କରି ଦରମା ମାଗୁ ନଥିଲେ । ତୁମେ କାହିଁକି ଦରମା ମାଗୁଚ ଆଉ regular କହୁଛ ? ସବୁ କଥା ସମାନ ନଥାଏ ।

    • @skpro1238
      @skpro1238 2 ชั่วโมงที่ผ่านมา

      @@pradyutlakra5183 kahinki na sikhyakata sahaja nuhen

    • @Nchinmayee
      @Nchinmayee 24 นาทีที่ผ่านมา

      ​@@pradyutlakra5183thik katha kahichanti. Samaste darama neba belaku nebe au khali junior teacher nka belaku loka manankara ae comparison kn pain.

  • @user-ee8ur3uq6e
    @user-ee8ur3uq6e 12 ชั่วโมงที่ผ่านมา +4

    Odisha re Contractual systems sompurno bhabe abolished heba uchit..au jeun school results khorap kore,kimba students patho no janile,ba jani no thile,tahele sei school ro Teachers mananku utwardai koriba dorkar..au Teachers nku modhyo punishment ro bebosta heba dorkar.class 1 ru Odia,English re sikheiba uchit.Engineering students manaku modhyo sujog dia jau. Ias,oas,type exam heba uchit.cutoff 50% rokha jau.teachers nku ologa kamore loga no jau.attendance online fingerprint kora jau Teacher au students ro.dekhibofuture re odisha re excellent students baharibe..Hostel bi somost garibo pain kora jau.sobu school re sports stadium kora jau. Saturday day sports day,Sunday music day hou.au dance,music,sport Teacher bi appoints korajau.

  • @renubalamohapatra7437
    @renubalamohapatra7437 3 ชั่วโมงที่ผ่านมา +1

    ଅନେଇ ଥାଅ ଦରମା ବଢେଇବେ।

  • @manasranjanbehera8987
    @manasranjanbehera8987 ชั่วโมงที่ผ่านมา +2

    ସରକାରୀ ଚାକିରିଆ ଙ୍କ ଛୁଆ ସରକାରୀ ସ୍କୁଲ ରେ ପଢିବା ବାଧ୍ୟତାମୂଳକ କରାଯାଉ

    • @parsuramnaik500
      @parsuramnaik500 ชั่วโมงที่ผ่านมา

      seita au heba kahucha.. sarkari lokon pila sabu convent re padhuchanti

  • @Gbdgnp1919
    @Gbdgnp1919 5 ชั่วโมงที่ผ่านมา +4

    High school teacher starting salary=50,000
    Aau
    Primery teacher n ka salary=11,000
    A sabu odishare kn chalichi
    😂😂😂

    • @suryakantrout-1136
      @suryakantrout-1136 2 ชั่วโมงที่ผ่านมา

      Qualification difference

  • @Ttyilojg
    @Ttyilojg 3 ชั่วโมงที่ผ่านมา +2

    ଆମ ଓଡ଼ିଶା ସରକାର ବିଦ୍ୟାଳୟ ରେ ନିଜ ଛୁଆ ଙ୍କୁ ଟେକି ଦେବା ଆଗରୁ 1000 ଥର ଭାବିବେ 😢😢
    ଯୋଉ ବାଳ ପାଠ ପଢା ହେଉଛି 😅😅😅😅😅

    • @kaminipravadhakad6743
      @kaminipravadhakad6743 2 ชั่วโมงที่ผ่านมา

      Mobile dekha chalichi school mananka re

  • @asishmuduli6208
    @asishmuduli6208 13 ชั่วโมงที่ผ่านมา +5

    Epate nijukti milila sepate ri Amin pain big protest haba bhala au odisha government 😂😂

    • @TwinCityStory
      @TwinCityStory 13 ชั่วโมงที่ผ่านมา

      th-cam.com/video/lGbg85xTWi0/w-d-xo.html

  • @SPD1206
    @SPD1206 4 ชั่วโมงที่ผ่านมา +1

    ସରକାର ପିଲାମାନଙ୍କ ଭବିଷ୍ୟତ ଗଢ଼ିବେନି 😜
    ଶିକ୍ଷକ ଗଢିବେ 🙏
    ତମେ କଣ ଆଗକୁ ତାଡିବ ସମୟ କହିବ 🤣🤣

  • @jollybhaimovez
    @jollybhaimovez 5 ชั่วโมงที่ผ่านมา +4

    ଏ ସବୁ କିଛି ନବୀନ ବାବୁ ଙ୍କ
    ଜୟ ନବୀନ❤❤❤

  • @sunilkumarpatnaik6953
    @sunilkumarpatnaik6953 14 ชั่วโมงที่ผ่านมา +7

    Pila nku bhala padhai ley, Govt nischaya darama badhaibey. ..

  • @sitdesiavlogs5579
    @sitdesiavlogs5579 12 ชั่วโมงที่ผ่านมา +1

    କିନ୍ତୁ ଦୁର୍ବାଗ୍ୟ ର ବିଷୟ ନବରଙ୍ଗପୁର ଜିଲ୍ଲାର ବହୁତ୍ କମ୍ ପାଇଛନ୍ତି ।

    • @RajeshSahu-rz5of
      @RajeshSahu-rz5of 11 ชั่วโมงที่ผ่านมา

      Kan Kariba ...tk kuha patha tk bhala re padhibe ...😂😂😂

  • @amareshjena7172
    @amareshjena7172 13 ชั่วโมงที่ผ่านมา +4

    ସବୁ ନବୀନ ଖେଳ ଭବିଷ୍ୟ ପାଇଁ କାଳ

    • @mukeshsahu8233
      @mukeshsahu8233 13 ชั่วโมงที่ผ่านมา +1

      ହଁ ନିଯୁକ୍ତି କାଢିଲେ ନବୀନ,
      ନିଯୁକ୍ତି ପତ୍ର ବାଣ୍ଟୁଛି ମୋହନ

    • @Rjgrjg1234
      @Rjgrjg1234 12 ชั่วโมงที่ผ่านมา +2

      Naveen dayaru job te milichi pilanku e bjp sala 5year re odisha ku khaijiba

  • @bishwaranjanmohanta1417
    @bishwaranjanmohanta1417 19 นาทีที่ผ่านมา

    11 ହଜାର ନୁହେଁ ରେ ଏମାନେ ପାଇଁ 1 ଲକ୍ଷ୍ୟ ପାଇବେ ଆଉ ଅଳ୍ପ ଦିନ pare

  • @prafullaguntha4464
    @prafullaguntha4464 3 ชั่วโมงที่ผ่านมา +1

    Agreement karicha ...

  • @swadeshpalei8296
    @swadeshpalei8296 13 ชั่วโมงที่ผ่านมา +6

    Job bjd prog hi set karithilaa

  • @bikramnayak8341
    @bikramnayak8341 4 ชั่วโมงที่ผ่านมา

    ଧନ୍ୟବାଦ୍ ଜଣାଅ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ❤

    • @AjitKumarsahoo-v6l
      @AjitKumarsahoo-v6l 4 ชั่วโมงที่ผ่านมา

      Tame kara tama ku daechi bodhe 😂

    • @rakeshnayak6559
      @rakeshnayak6559 4 ชั่วโมงที่ผ่านมา

      A nijukti kie bahara karithila,jouta sata seita sabubele sata ,au tame mane teacher abe tharu amiti huani au michha kuhani​@@AjitKumarsahoo-v6l

  • @debashishpaikray1333
    @debashishpaikray1333 2 ชั่วโมงที่ผ่านมา +1

    ଜଇନ କରିବା ପୂର୍ବରୁ ଆପଣ ଦରମା ବିଷୟରେ ଜାଣି ନଥିଲେ କି, ଯଦି ଜାଣିଥିଲେ ତେବେ କମ ଦରମା ଜାଣି ବି ଜୟେନ କାହିଁକି କଲେ.

    • @chinmaydas460
      @chinmaydas460 2 ชั่วโมงที่ผ่านมา +1

      Bas thik kotha kohile 😂😂

    • @AshokKumar0804
      @AshokKumar0804 ชั่วโมงที่ผ่านมา

      Right

  • @prakashjena7988
    @prakashjena7988 14 ชั่วโมงที่ผ่านมา +4

    Reporter brother look like NICHOLAS POORAN

  • @RMJT19
    @RMJT19 12 ชั่วโมงที่ผ่านมา +2

    Mo moto at least 3 year regular work kori sarontu then permanently they must be selected

  • @rajneeshkumar1303
    @rajneeshkumar1303 12 ชั่วโมงที่ผ่านมา +2

    Salary Zomato, Sweegy pila thu kam 11K re bike chaleiba ki... Cycle peli peli tumara 6 yrs katiba😄😂

  • @sakuntaladei725
    @sakuntaladei725 13 ชั่วโมงที่ผ่านมา +4

    arambha heigala
    govt samvala

  • @SantoshSabar-k2g
    @SantoshSabar-k2g 12 ชั่วโมงที่ผ่านมา

    Congratulations 🎉🎉🎉🎉 To all....💐💐💐💐💐💐💐💐💐💐💐💐💐💐💐💐💐💐

  • @kiranmeher5824
    @kiranmeher5824 12 ชั่วโมงที่ผ่านมา +1

    Regularization junior Teachers

  • @prabhupriyapratihari2775
    @prabhupriyapratihari2775 12 ชั่วโมงที่ผ่านมา +1

    Please B.Ed qualified mananku ehipari snkya garisthare nijukti diajau

  • @manojmahalik9188
    @manojmahalik9188 13 ชั่วโมงที่ผ่านมา +2

    Odisha police re majhi sarkar 1331 post re soipadile

  • @madhusmitarout8097
    @madhusmitarout8097 3 ชั่วโมงที่ผ่านมา +1

    Regular karidea

  • @MahendraMahapatra-k2y
    @MahendraMahapatra-k2y 12 ชั่วโมงที่ผ่านมา +4

    Paisa gachare phaluchi

  • @amareshjena7172
    @amareshjena7172 13 ชั่วโมงที่ผ่านมา

    Regularise junior teacher
    High school teacher regular ।primary teacher contractual and 6yrs service ମୂଳ ଚାକିରୀରେ ଗାଁ ହେବ ନାହିଁ। ବାସ୍ତବିକ ଚାକିରି 6 ବର୍ଷ ପରେ

    • @TwinCityStory
      @TwinCityStory 13 ชั่วโมงที่ผ่านมา

      th-cam.com/video/lGbg85xTWi0/w-d-xo.html

  • @pradeepkupatra7020
    @pradeepkupatra7020 13 ชั่วโมงที่ผ่านมา +3

    Padai bare pura 0 gov school

  • @kumarnayak8861
    @kumarnayak8861 13 ชั่วโมงที่ผ่านมา +3

    You are all teachers .We know. Please Don't use mobile while teaching inside the class.

    • @TwinCityStory
      @TwinCityStory 13 ชั่วโมงที่ผ่านมา

      th-cam.com/video/lGbg85xTWi0/w-d-xo.html

  • @PradeepKumarTiu
    @PradeepKumarTiu 3 ชั่วโมงที่ผ่านมา +1

    Regular salary heba nihati jaruri...

  • @RAMESHCHANDRAMALIK-mv3fh
    @RAMESHCHANDRAMALIK-mv3fh 6 ชั่วโมงที่ผ่านมา

    Right

  • @sameerkumar6114
    @sameerkumar6114 9 ชั่วโมงที่ผ่านมา

    Adhika teacher recruitment heu,aou prati school re regular inspection heu,jemiti pila manaknu private school bhali teaching milu,ta upare dhyana diya jau. Nijara skill,talent anusare yearly increment heu.aou jo mananku kichi na jana thae adhika salary mili asuchi agaru semanka salary kama jau

  • @JAGAMAMALIJS
    @JAGAMAMALIJS 10 ชั่วโมงที่ผ่านมา

    Thanks to naveen pattanayak

  • @rajibparida999
    @rajibparida999 10 ชั่วโมงที่ผ่านมา +2

    Jadi 11000chakiri kariparibani Anya pilanku deidia chakiri ,Kariba darakar nahi.

  • @jyotshnamohapatra810
    @jyotshnamohapatra810 13 ชั่วโมงที่ผ่านมา +3

    Purbaru prathamiko sikhyaka mananka darama katha mane pakantu apana mananku khusi lagibo je apana mane 11000 paibe first ru setebele ta contractual 1500 pau thile

    • @sullushaikh9275
      @sullushaikh9275 13 ชั่วโมงที่ผ่านมา

      Agaru kn thila na thila seita matter nuha... problem hauchi odisha govt contractual uthei deichi...but still only junior teacher schematic rahila kahinki????

    • @bichitrasahoo442
      @bichitrasahoo442 13 ชั่วโมงที่ผ่านมา

      Tame etikire chaliparibata

    • @ajitbehera98
      @ajitbehera98 6 ชั่วโมงที่ผ่านมา +1

      24 barsa tale 1500 bahuta thila ebe 11000 re chaliba bahuta kasta

  • @AnnapurnaJena-h5d
    @AnnapurnaJena-h5d 11 ชั่วโมงที่ผ่านมา +1

    Govt...school re pancham shreeni pila nku 2 ka panakia asuni...jie tution hauchi se kahuchi aau jie tution jauni taku kichhi b asuni😢😢😢😢

    • @banitasethi656
      @banitasethi656 9 ชั่วโมงที่ผ่านมา

      Private school re ta ete patha heuchi private school pila kn pain tuition jauchanti

  • @Singh77359
    @Singh77359 7 ชั่วโมงที่ผ่านมา +1

    ୧୧ହଜାର ବି କମ୍ ନୁହଁ ସେ ହିସାବରେ ପାଠ ତ ପଢାଅ ଜଣେ englishmedium ଓ ଶିଶୁ ବିଦ୍ୟା ମନ୍ଦିର ରେ ତ ସେତିକିବି ଦରମାଦିଆଜାଉନି ତଥାପି ଭଲ ପାଠ ପଢାନ୍ତି ତେଣୁ ପ୍ରଥମେ ଭଲପାଠ ପଢାଅ ପରେ ଦରମା ସରକାର ନିଶ୍ଚୟ ବଢେଇବେ କାରଣ ଏହା ନବିନ ନୁହଁ

    • @b9gi6
      @b9gi6 2 ชั่วโมงที่ผ่านมา

      Kemity padheibe..no punishment area...mdm ku hateile pilanku padhei hab

  • @Hjkh3855
    @Hjkh3855 13 ชั่วโมงที่ผ่านมา +4

    Au tike badheile darama, chair chhadi bed re aramse soibaku subidha hava.

    • @modernentertainmentchannel7322
      @modernentertainmentchannel7322 12 ชั่วโมงที่ผ่านมา

      Bala na.....tu jodi primary school revpidhinothantu aji Bala msg v lekhi pari no thantu 😂😂😂...nije to Berozgar anpadh 😂😂😂

    • @Hjkh3855
      @Hjkh3855 12 ชั่วโมงที่ผ่านมา +1

      @@modernentertainmentchannel7322 Bas tame aukaat ku asigala behave show kariki, if you are a teacher you shouldn't type like these filthy words, au baki salary katha jadi salary deserve karuchha besi JT re kai achha kichhi bada padabi nia, and you never know ki mu income karuchi ki nai, bas opinion deichi pilanka patha padha ra sochaniya paristiti pai bahut thaka au alasua teachers hi dai. If you are a literate I believe you will get my point. Thank you.

    • @modernentertainmentchannel7322
      @modernentertainmentchannel7322 12 ชั่วโมงที่ผ่านมา

      @@Hjkh3855 MU JT re nahi Maigiha...hela but To bholia Maigiha Gandi morei huo

    • @modernentertainmentchannel7322
      @modernentertainmentchannel7322 12 ชั่วโมงที่ผ่านมา +2

      @@Hjkh3855 Sum Maigiha.......To Baparo Jodi paristiti volo nhi tebe tote Bholo ki KHAIBAKU pi baku ki pindhib ki Voloki podheibaku sakhyama Hebe nahi.....Aji Teacher mananku abohela Kara jauthibaru To Bholia nicho chinta dhara Maigiha manisa janmuchhonti....Tu JANINU maigiha Government Teacher ku Abahela Kara jauthibaru Bahare PATHOO BEPARI BEPAR CHOLEICHHONTI 😂.... Education is Free for all ...but To bholia Maigiha pain aji Sei PATHO BEPARI tankara samrajya bodhouchhonti.....

    • @modernentertainmentchannel7322
      @modernentertainmentchannel7322 12 ชั่วโมงที่ผ่านมา +1

      @@Hjkh3855 Are maigiha Sun...tu jodi literate Tu ate Nichho bhabontu nahu..... America ro Aji sikshya bebasta kahinki ate majbut tu janinu.....Tu Jodi januntu tebe amiti kotha kuhontu nahun....Sabu Topper Pila volo Income Kariba asare Doctor Engineer heba ku Echha prakash Karuchhonti but Teacher hebaku kahinki Karu nahanti maigiha......Jodi Teacher mananKara Salary BESI milonta tebe Dekhibu 🤞 Kete volo volo Teacher Amori Future Generation paibe....Jemiti medical line ba Engineering line re pila competition Karuchhonti au volo sikshit pila Pauchjonti sei bholia Teaching line re b volo teacher asibe...but Tu Maigiha kichhi janinu

  • @thestar7394
    @thestar7394 2 ชั่วโมงที่ผ่านมา +1

    Samste jani rakhantu Naveen kichi bi karinahati totally ignore karichanti prathamika sikhya sikhyaka manaku abahela karichanti high school nku regulal karidela prathamika manaku kalane asa ama ktha rakhile mohan sarkar we love mohan majhi

  • @subhashreedas3639
    @subhashreedas3639 13 ชั่วโมงที่ผ่านมา +3

    #Abolish Contractual system for Jtc

  • @Shanvika106
    @Shanvika106 5 ชั่วโมงที่ผ่านมา +1

    Ebe appointment pau pau 11000 kam hela tama agaru jaumane appointment heichanti 3000 ru start karithile ....

  • @dipfragnant
    @dipfragnant 5 ชั่วโมงที่ผ่านมา +1

    Ghara bhada- 3000
    Ration-6000
    Annyana-1000
    Petrol-1000
    Hei Gala hisab

  • @ranjankumardash2969
    @ranjankumardash2969 5 ชั่วโมงที่ผ่านมา +1

    School କୁ ଗଲେ ଯୋଶ ଟା ଜଣା ଯିବ 😮

  • @jogeswargond6379
    @jogeswargond6379 4 ชั่วโมงที่ผ่านมา +1

    ସବୁ କାମ ତ ପଇସା ଆଶାରେ କାମ କରୁଚ ଆଉ କେତେବେଳେ ପିଲାଙ୍କୁ ପାଟ ପଡାଇବ

    • @pkm2513
      @pkm2513 4 ชั่วโมงที่ผ่านมา

      Tu jau kama karuchu magana karuchuna

    • @chinmaydas460
      @chinmaydas460 2 ชั่วโมงที่ผ่านมา

      ​@@pkm2513hmm nohele patha podheiki pilanku piedeuchanti na 😂😂

  • @MahendraMahapatra-k2y
    @MahendraMahapatra-k2y 12 ชั่วโมงที่ผ่านมา +3

    Darama kamiba darkar

  • @gokulapatra-uo2sr
    @gokulapatra-uo2sr 12 ชั่วโมงที่ผ่านมา +1

    Kte mark paiki chakiri kala bhai kahi pariba ki tuma category re kte cutoff jai6i

  • @bikashchandrabehera6008
    @bikashchandrabehera6008 4 ชั่วโมงที่ผ่านมา

    Govt job slary paii kqnduchhanti ,,aau pvt job kete kama karanti ,,,jetiki stress aau document work karanto,,semane kn manisa nuhanti,,,jou master 70 hajar vali pauchhanti semane jou bala padhanti valavabe jana,,tume sabu young ,aau ebeka generation chhua job karichha,,,etiki request chhuanku patha padhao,salary demand kar ki tuition kintu schhol re chuuanku thik se padhao,,, fundament aga vala vabe sikhao,,,govt aa prati action niantu,,,

  • @AJAYSAMAL-oy1zj
    @AJAYSAMAL-oy1zj ชั่วโมงที่ผ่านมา

    I am extremely sorry to say that JTS teachers have no salary yet. It's only a fractional funding given by political higher dignitaries on behalf of the service rendered by them.

  • @Sky-c2s
    @Sky-c2s 12 ชั่วโมงที่ผ่านมา +4

    Naveen ro nijukti mohan name😅😅😅

    • @manojkumarnayak1678
      @manojkumarnayak1678 11 ชั่วโมงที่ผ่านมา

      ନବିନ କେବଳ ନିଯୁକ୍ତି କାଢନ୍ତି, ହେଲେ ନିଯୁକ୍ତି ଦେଇପାରନ୍ତି ନାହିଁ.

    • @JAGAMAMALIJS
      @JAGAMAMALIJS 10 ชั่วโมงที่ผ่านมา

      Ekection asigala​@@manojkumarnayak1678

    • @Manasteacher
      @Manasteacher 9 ชั่วโมงที่ผ่านมา +1

      Nabin emiti apaman janaka agreement anithhila pandian budhhi re

    • @rakeshnayak6559
      @rakeshnayak6559 3 ชั่วโมงที่ผ่านมา

      ​@@manojkumarnayak1678Han ba megha juade chhata siade

  • @Jai_jagganath
    @Jai_jagganath 9 ชั่วโมงที่ผ่านมา +4

    Only 6 hr duty,life time only 1 kind of teaching. No new technologies will grab your job. More numbers of holidays.Every DA will provided. Also maximum children moves to english medium,no one in odia primary. So why should u will paid more

    • @pradyutlakra5183
      @pradyutlakra5183 6 ชั่วโมงที่ผ่านมา

      Apanakna duradrusti,,apanakna chintadhara ku samman saha grahan karuchu.. dhanyawad

    • @Shanvika106
      @Shanvika106 5 ชั่วโมงที่ผ่านมา

      Tate ete badhuchi tahale govt teacher heluni Jani thantu majja ki sajja

    • @Jai_jagganath
      @Jai_jagganath 2 ชั่วโมงที่ผ่านมา

      @@Shanvika106 mote badhunhi. Every job has own responsibility. Compare to other jobs,this one is better. See the situation of Pvt employees.

  • @archanabarik2330
    @archanabarik2330 4 ชั่วโมงที่ผ่านมา +1

    Patha padhha Kum darama tike adhika darkar Auu 😂😂😂😂

  • @ODISHATITAN
    @ODISHATITAN 12 ชั่วโมงที่ผ่านมา

    Regular kebe habani aeta gurantee

  • @NALAYAKKUNAL
    @NALAYAKKUNAL 5 ชั่วโมงที่ผ่านมา

    Regular

  • @minakshidehury3189
    @minakshidehury3189 38 นาทีที่ผ่านมา

    କିଏ ପଢୁଛି

  • @JitendraPatra-rf2qr
    @JitendraPatra-rf2qr 7 ชั่วโมงที่ผ่านมา

    Year anusare bahut kam

  • @binodinibiswal1622
    @binodinibiswal1622 6 ชั่วโมงที่ผ่านมา

    Emane nijukti patra pau pau darama badheiba katha kahileni...hau thik acchi..hele pila jadi padhunahanti ba school bhala result karuni school uthei daba darkar

  • @Explore_with_romu
    @Explore_with_romu 4 ชั่วโมงที่ผ่านมา

    Joining date kebethu....?

  • @SIBAPRASADMISHRA-e1l
    @SIBAPRASADMISHRA-e1l 11 ชั่วโมงที่ผ่านมา

    Prathamta. Reporter bhai nku Anuradha actual number ku jancha karantu
    Satare kete jan nijukti Pai chanti jancha kari reporting karantu

  • @pkumar3797
    @pkumar3797 13 ชั่วโมงที่ผ่านมา +2

    Mu bujhi paruni Sabu pila ta sisumandira au English medium re padhile.emananku posting dela kain.yadi dela private school close kara.

  • @rakeshparida1989
    @rakeshparida1989 13 ชั่วโมงที่ผ่านมา +3

    Age jaeki pilanku padhaa job re nijukti hau hau darama badha

  • @chaitanyabehera5363
    @chaitanyabehera5363 12 ชั่วโมงที่ผ่านมา

    Sikhak mananku regular karantu

  • @Jothi-ou8vq
    @Jothi-ou8vq 2 ชั่วโมงที่ผ่านมา

    Salary kam hele chadidia job ahuri bhala haba

  • @susmitapandey2536
    @susmitapandey2536 4 ชั่วโมงที่ผ่านมา

    Ebe Jai lower pmg re Jai basa ... regular pain

  • @norendragomango6295
    @norendragomango6295 6 ชั่วโมงที่ผ่านมา

    Regular Post diho salary tho Kom ki kuchi Bhai

  • @RKB_1985
    @RKB_1985 5 ชั่วโมงที่ผ่านมา

    ଶିକ୍ଷକ ସବୁ ବେଳେ ଭୋକିଲା lକାମ ଆଗେ କର ତାହା ପରେ ଦରମା hike ra Katha kuha l ଅନେକ ସମୟରେ ଏମାନେ strike କରିବାରେ ବେସ୍ତ କିନ୍ତୁ ପିଲା କୁ ଭଲ ପଢ଼ାଉ ନାହାନ୍ତି

  • @subashpradhan5457
    @subashpradhan5457 12 ชั่วโมงที่ผ่านมา

    Kebe A post Kia bahara karithila

  • @Subhakrishna895
    @Subhakrishna895 12 ชั่วโมงที่ผ่านมา

    Sabu agaru sikheiki pacharuchhanti

  • @ajitdakua1986
    @ajitdakua1986 3 ชั่วโมงที่ผ่านมา

    Tame sabu job re join karu karu demand.jaha padheiba jana paduchhi....

  • @sksahu-xr9gz
    @sksahu-xr9gz 2 ชั่วโมงที่ผ่านมา

    Are mor bhau bhuni mane salary 11 k ru 13 14 k 2026 re hei jiba 2017 ku 18 k piba amty hi govt badhaye sabu thara

  • @purnachandrapatrapurnachan774
    @purnachandrapatrapurnachan774 ชั่วโมงที่ผ่านมา

    Jia padhiba adhik darama dele adhik padhaiba a kiniti

  • @invinciblenag8492
    @invinciblenag8492 3 ชั่วโมงที่ผ่านมา

    Junior teacher hau ki se jou teacher hau patha padhanti nahi job paila pars Khali rajaneeti Chale.

  • @sudheersahoo2017
    @sudheersahoo2017 6 ชั่วโมงที่ผ่านมา

    Junior Teacher recruitment Naveen Patnaik government baharkarithila....Dhanyabaad paaiba hakdar Naveen Patnaik..... Jadi Mohan majhi government ehi recruitment baharkarithante tahale tanku Dhanyabaad janeithante.... RI Exam re ta durniti charama sima re pahanchilani, aau ethi anyara kama ra bahabahi sarakar neuchanti.... 😂😂😂😂

  • @birenapat1199
    @birenapat1199 8 ชั่วโมงที่ผ่านมา

    Jhia mane anya bele bahut gapanti regular katha jama kahunahanti

  • @surendrabidika2289
    @surendrabidika2289 7 ชั่วโมงที่ผ่านมา

    Tike pila mananku patha padhai le bhola hei thanta, sabu sir mane kam se kam School gale pila agoku padhi be..

  • @ODISHATITAN
    @ODISHATITAN 12 ชั่วโมงที่ผ่านมา

    Bhai mane tame satare one day labour re join kala

  • @SuryaPadhi-t5y
    @SuryaPadhi-t5y 10 ชั่วโมงที่ผ่านมา

    Akathi 16000 jaiki lower pmg re basibe. Next meet up. 😂

  • @SatyajitDixit-g7y
    @SatyajitDixit-g7y 3 ชั่วโมงที่ผ่านมา

    Government school re pila kamileni kn pai ajatha posting

  • @PradeepMohanty-y2g
    @PradeepMohanty-y2g 14 ชั่วโมงที่ผ่านมา +6

    11000 tame 365 kete day holiday achhi kuha. Tamaku kahiki besi salary debe. Jeu jhia marriage karinaha mo sahita conta kr

    • @sanjulatabehera7975
      @sanjulatabehera7975 14 ชั่วโมงที่ผ่านมา +1

      11 nuhan 9k asiba
      2nd nija block re job karithile etiki re hueta chalibaku chesta karithante..
      But Anya districts re 9k re kemiti...?
      Ghara 4/5 k,khaiba 3k,bike 1k,
      Sarila then amara mobile recharge,nija deha kharap hele,gharaku nijara family 1 tanka deiparibuni..
      Sabubele manasika asanti re rahibu..
      Pilanku gunatmaka sikhya kemiti....
      Nije khusi rahile pilanku khusire padheiheba..

    • @Suresh_Asst_Teacher
      @Suresh_Asst_Teacher 14 ชั่วโมงที่ผ่านมา +2

      Holiday kan podiki khaibu na labour kama karibaku jibu

    • @murali3632
      @murali3632 13 ชั่วโมงที่ผ่านมา

      Teacher leave less than other govt. Servants.......

    • @generalpublicsoul1765
      @generalpublicsoul1765 13 ชั่วโมงที่ผ่านมา

      Thik kahila. se pila ra age ku dekha. ama age ku dekha.
      odishaa re 1te pila te budha hei jauchi, job nahin.. aeithi Govt jou loka ra besi chuti dina. se loka ku subidha karauchu darama dei dei.
      Mohan Majhi kichi januni. bekar re. teacher 17000 bahar karichi. kama dhanda kichi nahin.
      --------
      Darama tamaku badhei daba, aau other post kana tatia kamudi be.
      chuti kete paucha re teacher maane barsa ku.
      summer vacation, winter vacantion, festival vacantion, se sabu holiday aau kou job re pauchi kea.
      ete ଦରମା deba katha nahin teacher mananku. saman kamaku samaan darama. chuti barsa ku 90 days nei gala.
      aau kana kariba be Teacher maaner salary?
      ki patha khali jai padheiba boli, regular grade pay re ଦରମା paiba. chee se sarkar ku.
      OSSSC, OSSC re loka nku setiki job ଦରମା dauna kahin ki?
      11100 pare direct 20000 paiba. taa pare grade pay paiba.
      auri aDHIKA ଦରମା kana kari b be aehi maane?

    • @Suresh_Asst_Teacher
      @Suresh_Asst_Teacher 12 ชั่วโมงที่ผ่านมา

      @@generalpublicsoul1765 tame sabu gote gote pagala....

  • @jojanagandhamohanty-hr4eg
    @jojanagandhamohanty-hr4eg 6 ชั่วโมงที่ผ่านมา

    Prathamika school teacher Khali reels au soiba..

  • @topperexam1826
    @topperexam1826 13 ชั่วโมงที่ผ่านมา

    School ku pila asile salary badiba.

  • @sampadbarik8802
    @sampadbarik8802 ชั่วโมงที่ผ่านมา

    Teacher ku laja nahi
    Ki sarkar ku saram nahi
    9000tanka re asigale job kariba pain
    Minimum wages b hauni

  • @Mayurbhanj355odisha
    @Mayurbhanj355odisha 14 นาทีที่ผ่านมา

    Ajika time re 11000 tanka kan hebo,darama brudhi heba nihati abashyaka