Ek bar ho sake to thoda South Indian costume mein donon aao na ek song lekar video jitne bhi odisa ke log South mein rahte hain aapko bahut pyar karte hain to thoda South costume mein dekhna chahte Hain
Satare amti love vagyare thile mile Rupa vauja ❤pin2 Bhai nka ra jagannth sabu bele a 2jana nka jodi ku khusire rakhithiba 🙏mora sabu ayusha tama 2jana nku lagijau god tama family ku sabu bele valare rakhantu mora atiki prathana jagannth nka pakhare🙏🙏❤️
ମୋର ଓଡ଼ିଶାର ସମସ୍ତ ପରିବାରକୁ ବହୁତ ସାରା ଭଲ ପାଇବା ଆପଣ ମାନଙ୍କ ଭଲ ପାଇବା ପାଇଁ ଆମେ ଆଜି ଗୁଟେ ଗୁଟେ ନୂଆ ଜୀବନ ପାଇ ଘରକୁ ଫେରିଛୁ ମହାପ୍ରଭୁ ଜଗନ୍ନାଥ ପାଖରେ ଏତିକି କାମନା ଆପଣକୁ ସେ ଭଲରେ ରଖନ୍ତୁ ଆଉ ଗୀତଟି କେମିତି ଲାଗିଲା ମତା ମତ ଜଣାଇବେ ଭୁଲ ଥିଲେ କ୍ଷମା କରିବେ ଜୟ ଜଗନ୍ନାଥ 🙏🙏🙏❤❤❤
ବହୁତ ସୁନ୍ଦର ହେଇଛି ଭାଇ,👌❤️
Fantastic bhai bhauja 🥰
Super 👍
❤❤❤❤❤❤❤❤👌
So beautiful song 🎵 ❤❤❤
ଗୀତଟି ବହୁତ ବହୁତ ସୁନ୍ଦର ହେଇଛି ❤❤❤ love you all team members ❤❤❤
No in
ଧନ ର ଗ୍ୟାରେଣ୍ଟି କାହା ମନ କୁ ଛୁଇଁଲା 💖💖💖♥️♥️♥️💖💖💖
❤
ଗୀତ ଟି ଭଲ ହେଇଚି
ହେଲେ ଏ ଦୁଇଜଣ ନୁହେଁ କି ନୃତ୍ୟ ନୁହେଁ ଏକଦମ୍ ବେକାର ନୃତ୍ୟ
@@nayak.creation1991 tome koriloni jaiki ଅନିୟ ku କାହିଁକି kohucha
00000@@nayak.creation1991
Reply❤❤❤❤❤😂😂😂😂😂😂
Song ta pura match karuchii 2 jodi nku ❤ bhagwan khusi re rakhantu ❤️🧿
ବହୁତ୍ ସୁନ୍ଦର ହେଇଛି ଗୀତ ଟି ଭାଇ ଭାଉଜ ❤❤❤❤❤ love you bhai bhaujo ❤❤
ବହୁତ ସୁନ୍ଦର ହେଇଛି ଏହି ଗୀତ ଟି❤❤❤ ତୁମ ଦୁଇ ଜଣଙ୍କୁ ବହୁତ ସାରା ଭଲପାଇବା ❤❤❤
Nice bro
ଧନର ଗ୍ୟାରେଣ୍ଟି ❤️❤️❤️ ବହୁତ୍ ସୁନ୍ଦର ଗୀତ🎶
ତୁମ ଯୋଡ଼ି ବହୁତ୍ ସୁନ୍ଦର ❤ ସବୁ ବେଳେ ଖୁସି ରେ ରୁହ 😊❤
Love you bhai & bhauja
Songbhalaheichi❤❤❤❤❤❤ 0:41 0:42
ଧନର ଗ୍ୟାରେଣ୍ଟି❤❤ବାଃ ଅତି ସୁନ୍ଦର୍ ଗୀତଟି🎶🎵.... ଲଭ୍ ୟୁ ପିଣ୍ଟୁ ଭାଇ❤ରୂପା ଭାଉଜ 🥰😘... ଆହୁରି ଏମିତି ଭଲ ଭଲ ଆଲବମ୍ ଭିଡ଼ିଓ ନେଇକି ଆସନ୍ତୁ😊🎉... God bless u both🙏🙏👍🏻
Wow supb album vai & vauja ......khas kari besi vl laguchi costume collection ta.....❤🎉 well done brooooo.......😊❤
ପରିଶ୍ରମର ଫଳ ଏ ଗୀତ ଟି ଵହୁତ ସୁନ୍ଦର ହେଇଛି ❤❤
Tq❤️❤️❤️
ସୁନ୍ଦର୍ ତୃପ୍ତି ର ଅବସାଦ ନାହିଁ, ଯେତେ ଦେଖୁଥିଲେ ମନ ପୁରୀ ଉଠୁଥାଇ❤❤.... ସେମିତି ଏକ charecter ନେଇକି ଆସିଛନ୍ତି ଆମ ପିଣ୍ଟୁ ଭାଇ❤ରୂପା ଭାଉଜ🥳😍କାହାକୁ ଏଇ ଭିଡ଼ିଓ ଟି ଭଲ ଲାଗିଲା ଲାଇକ୍ କର👍🏻👍🏻👍🏻
Ha pa mahu jharuchi
Super duper heichi ❤❤
Tq❤❤❤
@Lijtq❤❤❤aPankajLife
@@rupapin2khushiexpress443 wl cme 🙏🙏
ଏହିଗୀତଟି ବହୁତ ସୁନ୍ଦର ଲାଗିଲା 😍😍ଆମ ପିଣ୍ଟୁ ଭାଇ ରୁପା ଭାଉଜର ଗ୍ୟାରେଣ୍ଟି 😍😍love you all team member's😍😍
Wow!!!!!! So sweet both of you...nice song and beautiful acting..God bless both of you with your little angel Khushi maa❤❤❤❤❤🌹🌹🌹🌹🌹
ଅତି ସୁନ୍ଦର ହୋଇଛି ଧନର ଗ୍ୟାରେଣ୍ଟି
ଜୟ ଜଗନ୍ନାଥ ❤ ପିଣ୍ଟୁ ବାବୁ & ରୂପା ମାଡ଼ମ
Ok ok
ବହୁତ ସୁନ୍ଦର ହେଇଛି God blass you......
Bahut bhala heichi ❤❤
Bahut sundar laguchi❤❤❤❤
ବହୁତ ସୁନ୍ଦର ହେଇଛି ଗୀତଟି ❤❤❤
ବହୁତ୍ ସୁନ୍ଦର ଲାଗୁଛି ❤
Super❤❤❤❤❤❤❤❤
Bahut extreme level heichi ❤
Finally song aasigala re ❤❤❤
Mind blowing presentation ❤️ pin2 bhai nd bhauja
Jagannata tamaku sabubele khushi re rakhantu
Joumane mayurbhanj ru dekhichonti like karibe ❤
ପିଣ୍ଟୁ ଭାଇ ଓ ରୁପା ଭାଉଜ ଗୀତ ଟି ବହୁତ୍ ସୁନ୍ଦର୍ ହେଇଛି ତୁମେ ଘର କୁ ଆସିଲା ପରେ ସମସ୍ତେ ତୁମକୁ ଦେଖିଲା ପରେ ବହୁତ୍ ଖୁସି ଲାଗିଲା ଏମିତି ସବୁବେଳେ ଖୁସିରେ ରୁହନ୍ତୁ ଜୟ ଜଗନ୍ନାଥ ଭାଇ 🙏🙏
ଅତି ସୁନ୍ଦର ଗୀତ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Bahuta sundara hechi bhai❤❤❤❤❤
କହିବାର ଭାଷା ନାହିଁ ବହୁତ ସୁନ୍ଦର ହେଇଚି... ❤️❤️❤️❤️
ବହୁତ ସୁନ୍ଦର ଗୀତ ❤❤❤
ବହୁତ ସୁନ୍ଦର ହେଇଛି ଗୀତ ଟି ❤❤❤❤🎉🎉🎉❤❤❤❤
Bhai bhaujha song ti bohut bhala heichi ♥️♥️♥️
ବହୁତ ସୁନ୍ଦର ହେଇଛି ଗୀତ ଟି ଭାଇ ଭାଉଜ ମହାଦେବ ଆପଣଙ୍କୁ ଭଲରେ ରଖନ୍ତୁ ❤ love you bhai & bhauja ❤
ସୁପର ଗିତ ❤️❤️
ଅତି ସୁନ୍ଦର ଭାବରେ ଏ ଗୀତ ଆଉ ନାଚ କୁ ପରିବେଷଣ କରିଥିବାରୁ ବହୁତ୍ ଭଲ ଲାଗିଲା
👌🏾👌🏾👌🏾👌🏾👌🏾👌🏾 Naesi sang
ଗୀତଟିଭଲଲାଗିଲା😂❤❤❤❤❤❤
ଏହି ଗୀତଟି ବହୁତ୍ ଭଲ ଲାଗିଲା ❤❤❤❤ ଆଉ ରୂପା ❤❤ ପିଣ୍ଟୁ ଙ୍କ ଏକ୍ଟୀଙ୍ଗ ଡାନ୍ସ ସୁପର ହେଇଛି ❤❤❤❤👌🏻👌🏻👌🏻👌🏻love you All team's members 🎉🎉🎉🎉🎉👌🏻👌🏻👌🏻👌🏻👌🏻👌🏻👌🏻👌🏻👌🏻❤️❤️❤️❤️❤️
Tq❤️❤️❤️
🎉🎉❤❤❤❤❤❤❤❤
ପରିଶ୍ରମର ଫଳ ଏ ଗୀତ ଟି ବହୁତ ସୁନ୍ଦର ହେଇଛି 🥰🥰🥰❤❤❤ love you khushi maa ❤❤❤❤
ହଁ ମୁଁ ବି ପରିଶ୍ରମ କରୁଛି ❤
Bahuta Sundar heichi Gita ta God bless you Bhai bhauja ❤❤❤❤❤
ଏହି ଗୀତ ବହୁତ ଭଲ ହେଇଛି ❤❤❤
କାହାକୁ ଏ ଗୀତ ଭଲ ଲାଗୁଛି like କର 👌
ମତେ ବାଳ ପରି ଲାଗିଲା ଗୀତ
ଗୀତଟି ବହୁତ ସୁନ୍ଦର ହେ ଇଛି ❤️❤️❤️❤️love you all team members ❤❤❤❤🙏🙏
Nicepintubhai
ସବୁ ଗିତଠୁ ଏ ଗୀତ ପୁରା ଅଲଗା ପ୍ରକାର ହେଇଚି ଭାଇ❤️❤️❤️❤️
Xxxl
ବହୁତ ସୁନ୍ଦର ହୋଇଛି ଭାଇ ଭାଉଜ
Gita ti bahuta sundar hoichhi manaku chhuinla pari hoichhi❤❤❤❤❤❤
❤❤❤bahut sundar heichi❤❤❤❤thakura tumaku valare rakhantu.❤❤❤❤
Wow bahut hi badhiya lagila video dekhi satare bahut hi sunder heichi zabardast performance 👌🏻👌🏻👌🏻👌🏻
So beautiful ❤️❤️❤️
So Beautiful ❤️
ମୋରୋ ଘର ଝାଡ଼ଖଣ୍ଡ ହେଲେ ମୁ ଓଡିଆ ଗୀତ ଶୁଣି ବାକୁ ବୋହୁତ ଭଲ ଲାଗେ❤❤❤❤❤❤❤❤❤❤😊
❤️❤️❤️❤️
Bhai tuma no dia
Michara
Jodi number one❤❤❤❤❤
ବହୁତ ସୁନ୍ଦର❤❤❤❤
ଭାଇ ଭାଉଜ ଗୀତ ବହୁତ ବହୁତ ବହୁତ ବହୁତ ବହୁତ ସୁନ୍ଦର ହୋଇଛି ଜୟ ଜଗନ୍ନାଥ ଆଗକୁ ମାଡ଼ି ଚାଲ ସମସ୍ତ ଟିମ୍ କୁ ଅନେକ ଅନେକ ଧନ୍ୟ ବାଦ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ଧନର ଗ୍ୟାରେଣ୍ଟି ଗିତ ବହୁତ ସୁନ୍ଦର ହେଇଛି ମନକୁ ପୁରା ଛୁଇଁ ଗଲା ଲଭ୍ ୟୁ ଦିଦି ଭାଇ ତମ ଦେହ ଭଲ ହେଇଯାଇଛି ଆଉ ଦିଦିର ଭିଡ଼ିଓ ଦେଖି ବହୁତ ଖୁସି ଲାଗିଲା ବାବା ଧବଳେଶ୍ଵର ତମକୁ ଦିଦି କୁ ଆଉ ତମ ପରିବାରକୁ ସବୁବେଳେ ଖୁସିରେ ରଖନ୍ତୁ ଲଭ୍ ୟୁ ❤❤❤❤❤❤❤❤❤❤❤❤❤
Nici.1
Super ❤❤❤❤
ଏହୀ ଗିତ ଟି ବହୁତ ସୁନ୍ଦର ହେଇଛି ଭାଇ ଓ ଭାଉଜ ଜୟ ଜଗନ୍ନାଥ ଭାଇ ଭାଉଜ ❤❤❤❤❤❤👌👌👌👌👌
ଗୀତ ଟି ବହୁତ ସୁନ୍ଦର ହେଇଛି ଭାଇ ଦିଦି ❤❤❤ beautiful jodi 🥰🥰🥰
ଗୀତ ବହୁତ ବହୁତ ସୁନ୍ଦର ହୋଇଛି ❤❤❤❤I love you all team members ❤❤❤❤
ବହୁତ ଭଲ ଲାଗିଲା ❤❤❤❤❤❤
ବହୁତ୍ ବଢିଆ ଲାଗିଲା ଧନ ର ଗ୍ୟାରେଣ୍ଟି ❤❤❤🎉 ଗୀତ ପିଣ୍ଟୁ ଭାଇ ରୂପା ଭାଉଜ j bhagan bhala re rakhu Jay ଜଗନ୍ନାଥଙ୍କ ଙ୍କୁ ପ୍ରଥାନ ମୋର
Lipu
❤U❤
ପରିଶ୍ରମର ଫଳ ଏ ଗୀତ ବହୁତ ସୁନ୍ଦର ହେଇଛି ଭାଇ ଭାଉଜ ❤❤❤❤❤
ଗୀତଟି ବହୁତ ସୁନ୍ଦର ହେଇଛି ❤ଧନର ଗ୍ୟାରେଣ୍ଟି ❤ love you all 🥰
Tq❤❤❤
🥰🥰🥰🥰
Most heaichi Gita ta❤❤
Mind-blowing Video Pin2 Bhai & Rupa Bhauja ❤❤❤❤
ରୁପା ପିଣ୍ଟୁ ବହୁତ ବଢିଆ ହେଇଚି ଏଇ ଗୀତ କାରଣ ଏତେ ପରିଶ୍ରମ କରିଛ ଏହି ଗୀତ ରେ ତାହା ସ୍ପଷ୍ଟ ଦେଖାଯାଉଛି ସେଥିପାଇଁ ତ ତୁମ ଦିହ ଅସୁସ୍ଥ ହେଇଗଲା ସୁପର 👌ସୁପର
Bahut bahut bahut bahut bahut bahut bahut badhia heichi bhaii......gita ti pura 👍👍👌👌👌👍👌👌👍🔥👍🔥🔥🔥👌🔥🔥🔥🔥🔥🔥🔥🔥
Super 🎉song Bhai bhaujo 😍😍😍 dance bi mast 😘😘
ପିଣ୍ଟୁ ଭାଇ ରୂପା ଭାଉଜ ସତରେ ଗୀତଟି ବହୁତ ସୁନ୍ଦର ହୋଇଛି ଆଉ ଶୁଣିବାକୁ ବହୁତ ଖୁସି ଲାଗିଲା ❤ ❤❤❤❤
Right answer
Tq❤❤❤
ଗୀତ ଟି ବହୁତ ଭଲ ହଇଛି so beautiful ❤️❤️❤️❤️
Very nice song so beautiful song Bhai & Bhauja😊😊
Bhauto bhalo lagila bhai bhauji
👏bhala heichi👏
ଅତି ସୁନ୍ଦର ଗୀତ ହୋଇଛି ଭାଇ ଭାଉଜ Iove you 👏👏❤❤💐
Nice music and video ❤❤❤❤❤love you both of you ❤️❤️❤️❤️❤️❤️❤️❤️❤️
Tq❤❤❤
Bhai pathame dekhilathu akhire luha asigala pare bohutu bhala lagila 😘😘😘😘😘😘😘😘😙
Pintu Bhai au Rupa bhauja nka music video pura aatma bhitare pasi jauchi❤ pura love love fell gita ta❤
ଭଉତ୍ ସୁନ୍ଦର ହେଇଛି ଭାଈ ❤❤❤ ଏ ଗୀତ ଲାଗି ଭଉତ୍ କଷ୍ଟ ବି ପାଇଚ
ଗୀତଟି ମସ୍ତ ହୋଇଛି ପିଣ୍ଟୁ ଭାଇ ରୂପା ଭାଉଜ ରଗୀତଟି ଜବରଦସ୍ତ
Ek bar ho sake to thoda South Indian costume mein donon aao na ek song lekar video jitne bhi odisa ke log South mein rahte hain aapko bahut pyar karte hain to thoda South costume mein dekhna chahte Hain
Very nice ରୁପା &ପିଣ୍ଟୁ nice ଗୀତ
Satare amti love vagyare thile mile Rupa vauja ❤pin2 Bhai nka ra jagannth sabu bele a 2jana nka jodi ku khusire rakhithiba 🙏mora sabu ayusha tama 2jana nku lagijau god tama family ku sabu bele valare rakhantu mora atiki prathana jagannth nka pakhare🙏🙏❤️
Super Gita Bhai ❤❤❤❤❤❤❤❤
Super Gita bro
ଗୀତ ଟି ବହୁତ ସୁନ୍ଦର ହେଇଛି ❤️👍 ପୁରା ପୁରି super 👌😘 costum ବି ବହୁତ ସୁନ୍ଦର ଗୀତ ପାଇଁ ତମ ଦି ଜଣଙ୍କୁ କେତେ ଜେ କଷ୍ଟ ସହିବାକୁ ପଡ଼ିଛି ଭାଈ 😭 ପରିବାରର ସମସ୍ତଙ୍କୁ ମଧ୍ୟ ବହୁତ କଷ୍ଟ ସହିବାକୁ ପଡ଼ିଛି ବୋଉ ମନ କୁ ବେଶୀ ଭାଇ 😭 କିନ୍ତୁ ଭିଡିଓ ଦେଖିକି ମନ ପୁରା ଖୁସି ହୋଇଗଲା❤️❤️❤️😘🥰❤️❤️❤️ Jay maa Durga Jay mataji ki Jay 🙏🙏🙏🥳🥳🥳
ଭାଇ ଭାଉଜ ଭଲ ହେଇଚି
Bahut badhiya heichhe❤
So pretty bhai and bhaujo ❤❤
Ira mohanty pura ghantuchonti ❤😂
Wow......❤so beautiful 😍
⭕‼️⭕ଜୟ ଜଗନ୍ନାଥ ଭାଇ ଶୁଭ ସକାଳ ର ଶୁଭେଚ୍ଛା ⭕‼️⭕ଭାଇ ଗୀତ ଟି ବହୁତ ବଢିଆ ହୋଇଛି ବହୁତ ଭଲ ଲାଗିଲା 🌹🌹🌹super bro 👌👌👌👌👌🌹🌹🌹
Bohut sunder heichi gito ti
ବହୁତ ବହୁତ ଭଲ ହୋଇଛି ଗୀତ❤❤❤ସବୁ ଗୀତ ଠାରୁ ପୁରାପୁରି ଅଲଗା ହୋଇଛି❤❤❤ଜୀବନ ସହିତ ପରିଶ୍ରମ ଫଳ ମିଳିଗଲା ଭାଇ ଓ ଭାଉଜ ଆଜି ଗୀତକୁ ଦେଖି❤❤❤
Bahutu vl heichi Bhai bhauja❤❤❤❤❤❤❤
Nice video 👌👌👌👌👌💗💞💞💞💖💖💐💐💐💐👏👏
କିଏ କିଏ ଜଗତସଂହପୁର ରୁ ଏ ଭିଡିଓ ଦେଖୁଛ like ଟିକେ ହେଇ ଯାଉ 😀😀😀☺️☺️
ନବୀନ ଗ୍ୟାରେଣ୍ଟି, ମୋଦି ଗ୍ୟାରେଣ୍ଟି ପରେ ବଜାରକୁ ଆସିଲା ଧନର ଗ୍ୟାରେଣ୍ଟି😂
ଲଭ କରିବ ତମେ ମୋଦି ନବୀନ କଣ garanty ଦେବେ ନା କଣ
ସତ କଥା କହିଲ ଭାଇ
@@princeraja1048 ତମେ ଭାଇ ବୁଝିବା ଭୁଲ
😂😂😂😂@@princeraja1048
😂😂😂😂😂😂@@princeraja1048
❣️Sabu gita thu tk niara ei Gita ti. mo di au bhai kna saha sabubele jagannath🔘❗🔘 thantu..Emiti parisrama
Pae deha kharap hoigala jagannath kna dayaru thick heijau deha ..🙏🏻
❤
ମୋତେ କଣ like ମିଳିବନି 😍😍😍😍
Gita.ta.best.and.bast 100
Ek GP😊😊😊 FC😊o gov hom
Bhuta bhal achi ❤❤❤❤❤
Super hit❤❤❤❤❤rupa pint2 sai baba tumaku bhalare rakhantu Jay jaganath❤❤❤❤❤
ହୃଦୟସ୍ପର୍ଶୀ ଭିଡିଓଟିଏ
Nice video 👌👌👌👌👌 ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️ super dance ❤️❤️❤️❤️❤️❤️❤️❤️❤️❤️❤️ very nice location 💞💞💞💞💞💞💞💞 Pintu Bhai and Rupa BHAUJA ❤️❤️❤️❤️❤️