ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
🙏ଜୟ ଜଗନ୍ନାଥ🙏,,, 🙏ସାର୍ 🙏ହରର୍ମୁନିଅମ୍ ରେ ,,, (ଲା ଲାରେ ଲାରେ ଲା ।।।। ଲା ଲାରେ ଲାରେ ଲା)।।।।। ମୂଜିକି ନୋଟେସନ ଦିୟତୁ ସାର୍ ପ୍ଲଜ୍।।।।।,।।। ଅତିକି ମୋର ଅନୁରୋଧ 🙏🙏🙏
ଜୟ ଜଗନ୍ନାଥ।ନୋଟେସନ୍ ଭଲ ଲାଗିଲା, ଧନ୍ୟବାଦ।
Satare gurujii ke de madhura swaraaj.
ବଂଶୀରେ, ପ୍ରେମରେ ତୋ ସାତସୁର ବନ୍ଧାବଂଶୀରେ, ପ୍ରେମରେ ତୋ ସାତସୁର ବନ୍ଧାଯେଉଁ ସୁରେ ତୁ ବାଜିଲେ ଶୁଭେ ରାଧା-ରାଧା, ଶୁଭେ ରାଧା-ରାଧାଯେଉଁ ସୁରେ ତୁ ବାଜିଲେ ଶୁଭେ ରାଧା-ରାଧା, ଶୁଭେ ରାଧା-ରାଧାବଂଶୀରେ, ପ୍ରେମରେ ତୋ ସାତସୁର ବନ୍ଧାବଂଶୀରେ, ପ୍ରେମରେ ତୋ ସାତସୁର ବନ୍ଧାବାଉଁଶ ଖଣ୍ଡେ ତୁ ଏମିତି ପୀରତି କାହୁଁ ଶିଖିଲୁ?ବରଜନଗରେ କୁଳର ନାରୀକୁ କୁଳଟା କଲୁବାଉଁଶ ଖଣ୍ଡେ ତୁ ଏମିତି ପୀରତି କାହୁଁ ଶିଖିଲୁ?ବରଜନଗରେ କୁଳର ନାରୀକୁ କୁଳଟା କଲୁଯମୁନା କୂଳେ, କଦମ୍ବ ମୂଳେଯମୁନା କୂଳେ, କଦମ୍ବ ମୂଳେବୁଡ଼ାଇ ମାରିଲୁ ପୀରତିର ଜଳେସୁରେ-ସୁରେ ଡାକିନେଇ ବୋଳିଦେଲୁ ନିନ୍ଦାବଂଶୀରେ, ପ୍ରେମରେ ତୋ ସାତସୁର ବନ୍ଧାବଂଶୀରେ, ପ୍ରେମରେ ତୋ ସାତସୁର ବନ୍ଧାଏବେ ସେ କହ୍ନେଇ ଗୋପପୁରେ ନାହିଁ, ଶ୍ରୀକ୍ଷେତ୍ରେ ଅଛିପୀରତି କୁଞ୍ଜରୁ ଭକତି କୁଞ୍ଜକୁ ଚାଲି ଆସିଛିଏବେ ସେ କହ୍ନେଇ ଗୋପପୁରେ ନାହିଁ, ଶ୍ରୀକ୍ଷେତ୍ର ଅଛିପୀରତି କୁଞ୍ଜରୁ ଭକତି କୁଞ୍ଜକୁ ଚାଲି ଆସିଛିହାତ ଯେ ନାହିଁ, ଧରିବା ପାଇଁହାତ ଯେ ନାହିଁ, ଧରିବା ପାଇଁବଂଶୀରେ ଆଉ ତୁ ବାଜିବୁ ରେ କାହିଁ?କୋଟି-କୋଟି ରାଧା ଏଠି, ନାହିଁ ଟିକେ ନିନ୍ଦାବଂଶୀରେ, ପ୍ରେମରେ ତୋ ସାତସୁର ବନ୍ଧାବଂଶୀରେ, ପ୍ରେମରେ ତୋ ସାତସୁର ବନ୍ଧାଯେଉଁ ସୁରେ ତୁ ବାଜିଲେ ଶୁଭେ ରାଧା-ରାଧା, ଶୁଭେ ରାଧା-ରାଧାଯେଉଁ ସୁରେ ତୁ ବାଜିଲେ ଶୁଭେ ରାଧା-ରାଧା, ଶୁଭେ ରାଧା-ରାଧାବଂଶୀରେ, ପ୍ରେମରେ ତୋ ସାତସୁର ବନ୍ଧାବଂଶୀରେ, ପ୍ରେମରେ ତୋ ସାତସୁର ବନ୍ଧାପ୍ରେମରେ ତୋ ସାତସୁର ବନ୍ଧାପ୍ରେମରେ ତୋ ସାତସୁର ବନ୍ଧା
Sir nice songCongratulations for 10k😘😘😘😘😘
Jai Jagannath. Thanks for your teaching through TH-cam.
Hare krushna
Jay Jagannath. Very nice.
Awesome sir thank you very much
Awesome 👌
O my god ,best song and thanks for giving notification sir. Really it's so nice 😊 nd out standing playing music . god bless you.jai shri radhe Krishna .🙏🙏🙏🙏🌼🌼🌼🌼🌼🌼
Many many thanks 😊
Awesome
Very nice
Thank you thank you thank you so much sir 🙏🙏 apanka nku gotia request achhi sir gabhare gajara nau chi sakhi Gita ra notetion diantu sir
💘
Good
Thanks sir 🙏🙏🙏
Sir satay juge maa go
Nice
Thank you sir. Gote ramalila Gitara swara please
Sir ଆଉ ଗୋଟ album dunia you tube channel karantu Odia album pain
Sir pls upload "ମିଛ ଦୁନିଆ ରେ ଗୋଟିଏ ସତ"
Kou raag re heichhi gita
Sir please upload tumabina jagannath subash das
Namaskar, puruna tarini bhajan bi diantu.
Sir anurodha to pari thakura nathile jagare notisaon Saha diantu
Which raag???
Sir Lalita labanga lata play please note sir
Sir subscribe Kari de
🙏ଜୟ ଜଗନ୍ନାଥ🙏,,, 🙏ସାର୍ 🙏ହରର୍ମୁନିଅମ୍ ରେ ,,, (ଲା ଲାରେ ଲାରେ ଲା ।।।। ଲା ଲାରେ ଲାରେ ଲା)।।।।। ମୂଜିକି ନୋଟେସନ ଦିୟତୁ ସାର୍ ପ୍ଲଜ୍।।।।।,।।। ଅତିକି ମୋର ଅନୁରୋଧ 🙏🙏🙏
ଜୟ ଜଗନ୍ନାଥ।
ନୋଟେସନ୍ ଭଲ ଲାଗିଲା, ଧନ୍ୟବାଦ।
Satare gurujii ke de madhura swaraaj.
ବଂଶୀରେ, ପ୍ରେମରେ ତୋ ସାତସୁର ବନ୍ଧା
ବଂଶୀରେ, ପ୍ରେମରେ ତୋ ସାତସୁର ବନ୍ଧା
ଯେଉଁ ସୁରେ ତୁ ବାଜିଲେ ଶୁଭେ ରାଧା-ରାଧା, ଶୁଭେ ରାଧା-ରାଧା
ଯେଉଁ ସୁରେ ତୁ ବାଜିଲେ ଶୁଭେ ରାଧା-ରାଧା, ଶୁଭେ ରାଧା-ରାଧା
ବଂଶୀରେ, ପ୍ରେମରେ ତୋ ସାତସୁର ବନ୍ଧା
ବଂଶୀରେ, ପ୍ରେମରେ ତୋ ସାତସୁର ବନ୍ଧା
ବାଉଁଶ ଖଣ୍ଡେ ତୁ ଏମିତି ପୀରତି କାହୁଁ ଶିଖିଲୁ?
ବରଜନଗରେ କୁଳର ନାରୀକୁ କୁଳଟା କଲୁ
ବାଉଁଶ ଖଣ୍ଡେ ତୁ ଏମିତି ପୀରତି କାହୁଁ ଶିଖିଲୁ?
ବରଜନଗରେ କୁଳର ନାରୀକୁ କୁଳଟା କଲୁ
ଯମୁନା କୂଳେ, କଦମ୍ବ ମୂଳେ
ଯମୁନା କୂଳେ, କଦମ୍ବ ମୂଳେ
ବୁଡ଼ାଇ ମାରିଲୁ ପୀରତିର ଜଳେ
ସୁରେ-ସୁରେ ଡାକିନେଇ ବୋଳିଦେଲୁ ନିନ୍ଦା
ବଂଶୀରେ, ପ୍ରେମରେ ତୋ ସାତସୁର ବନ୍ଧା
ବଂଶୀରେ, ପ୍ରେମରେ ତୋ ସାତସୁର ବନ୍ଧା
ଏବେ ସେ କହ୍ନେଇ ଗୋପପୁରେ ନାହିଁ, ଶ୍ରୀକ୍ଷେତ୍ରେ ଅଛି
ପୀରତି କୁଞ୍ଜରୁ ଭକତି କୁଞ୍ଜକୁ ଚାଲି ଆସିଛି
ଏବେ ସେ କହ୍ନେଇ ଗୋପପୁରେ ନାହିଁ, ଶ୍ରୀକ୍ଷେତ୍ର ଅଛି
ପୀରତି କୁଞ୍ଜରୁ ଭକତି କୁଞ୍ଜକୁ ଚାଲି ଆସିଛି
ହାତ ଯେ ନାହିଁ, ଧରିବା ପାଇଁ
ହାତ ଯେ ନାହିଁ, ଧରିବା ପାଇଁ
ବଂଶୀରେ ଆଉ ତୁ ବାଜିବୁ ରେ କାହିଁ?
କୋଟି-କୋଟି ରାଧା ଏଠି, ନାହିଁ ଟିକେ ନିନ୍ଦା
ବଂଶୀରେ, ପ୍ରେମରେ ତୋ ସାତସୁର ବନ୍ଧା
ବଂଶୀରେ, ପ୍ରେମରେ ତୋ ସାତସୁର ବନ୍ଧା
ଯେଉଁ ସୁରେ ତୁ ବାଜିଲେ ଶୁଭେ ରାଧା-ରାଧା, ଶୁଭେ ରାଧା-ରାଧା
ଯେଉଁ ସୁରେ ତୁ ବାଜିଲେ ଶୁଭେ ରାଧା-ରାଧା, ଶୁଭେ ରାଧା-ରାଧା
ବଂଶୀରେ, ପ୍ରେମରେ ତୋ ସାତସୁର ବନ୍ଧା
ବଂଶୀରେ, ପ୍ରେମରେ ତୋ ସାତସୁର ବନ୍ଧା
ପ୍ରେମରେ ତୋ ସାତସୁର ବନ୍ଧା
ପ୍ରେମରେ ତୋ ସାତସୁର ବନ୍ଧା
Sir nice song
Congratulations for 10k😘😘😘😘😘
Jai Jagannath. Thanks for your teaching through TH-cam.
Hare krushna
Jay Jagannath. Very nice.
Awesome sir thank you very much
Awesome 👌
O my god ,best song and thanks for giving notification sir. Really it's so nice 😊 nd out standing playing music . god bless you.jai shri radhe Krishna .🙏🙏🙏🙏🌼🌼🌼🌼🌼🌼
Many many thanks 😊
Awesome
Very nice
Thank you thank you thank you so much sir 🙏🙏 apanka nku gotia request achhi sir gabhare gajara nau chi sakhi Gita ra notetion diantu sir
💘
Good
Thanks sir 🙏🙏🙏
Sir satay juge maa go
Nice
Thank you sir. Gote ramalila
Gitara swara please
Sir ଆଉ ଗୋଟ album dunia you tube channel karantu
Odia album pain