Damdar Khabar: Wealth Of Lord Jagannath's Servitor Jagannath Swain Mohapatra In Puri

แชร์
ฝัง
  • เผยแพร่เมื่อ 27 พ.ย. 2024

ความคิดเห็น • 225

  • @bhubanajena2782
    @bhubanajena2782 4 หลายเดือนก่อน +42

    ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ନ ଖୋଲିବାର ଏମଧ୍ୟ ଗୋଟିଏ କାରଣ |

  • @buddhadebdas3613
    @buddhadebdas3613 5 หลายเดือนก่อน +107

    ଜଗୁନି ନୁହେଁ ଶକୁନି

  • @niranjanmaity8227
    @niranjanmaity8227 5 หลายเดือนก่อน +43

    ଏକ କୋଟି ଟଙ୍କା.. ଯିଏବି ଦାନ କରିଥାନ୍ତୁ ନାଁ କାହିଁକି ପ୍ରଭୁ ଜଗନ୍ନାଥଙ୍କ ଉଦେଶ୍ୟ ରେ କେହି ଦାନ କରିଥିବେ...!!
    କିନ୍ତୁ ଏ ମହାଶୟ ଦକ୍ଷିଣା ଭାବି ନେଇଗଲେ.....
    ଜୟ ଜଗନ୍ନାଥ 🙏🙏🙏🙏

    • @hehemvro9837
      @hehemvro9837 4 หลายเดือนก่อน +1

      Thik kahila bhai

    • @BijoyKumarDas-rc1ss
      @BijoyKumarDas-rc1ss 4 หลายเดือนก่อน +3

      ପ୍ରଶ୍ନ ପଚାରିଲେନି ତ ତମକୁ ଦକ୍ଷିଣା 1କୋଟି ଦେଇଥିବା ଭକ୍ତ ଜଗନ୍ନାଥ ଙ୍କ ହୁଣ୍ଡି କୁ କେତେ ଦେଇ ଛନ୍ତି. ହେ ପ୍ରଭୁ ଟଙ୍କା ଦେ ନ ହେଲେ ସଦବୁଦ୍ଧି ଦେ, ନ ହେଲେ ଟଙ୍କା ଖର୍ଚ୍ଚ ପାଇଁ ରୋଗ ଦେ

  • @umeshrath1660
    @umeshrath1660 4 หลายเดือนก่อน +26

    ପୁରୀ ଏ ମାଗିଆ ପଣ୍ଡା ତୁଳସୀ ଟିକେ ଦେଲେ ମାଗିଆ 50 ,100
    ମାଗୁଛନ୍ତି ଓ ବାହାରୁ ଆସୁଥିବା ଲୋକ ଙ୍କୁ ପଇସା ଲୁଟୁ ଛନ୍ତି
    ଓଡ଼ିଶା ନା କୁ ଖରାପ କରୁଛନ୍ତି

  • @jaylaxminarayan4337
    @jaylaxminarayan4337 5 หลายเดือนก่อน +28

    ବଢା ଟାଉଟର

  • @Abhimanyu-fy3dz
    @Abhimanyu-fy3dz 5 หลายเดือนก่อน +26

    ସେମାନେ ପୂଜା କରୁନାହାନ୍ତି ସେମାନେ ବେପାର କରୁଛନ୍ତି ଭକ୍ତ ଙ୍କ ନଜରରେ ମହାପ୍ରଭୁ ଅଛନ୍ତି ନହେଲେ ଏହି ଡକାଇୟତ ମହାପ୍ରଭୁ ଙ୍କୁ ବିକିସାରନ୍ତେଣି ବହୁତ ଅନୀତି ହେଉଛି ଦ୍ୱାପର ଯୁଗରେ ଏମିତି ଅନୀତି କରିଥିଲେ ଯାଦବ ମାନେ କଣ ହେଲା ସବୁ

  • @KishorkumarMeher-y1e
    @KishorkumarMeher-y1e 4 หลายเดือนก่อน +19

    ଏମାନଙ୍କୁ ଇ ଡି କାହିଁକି ଧରୁନି।ଏମାନେ ଖାଲି ପ୍ରଭୁଙ୍କ ସେବା କରିପାରନ୍ତି।

  • @sibasambhumishra4135
    @sibasambhumishra4135 4 หลายเดือนก่อน +8

    ଜଗନ୍ନାଥ ଙ୍କୁ ସାକ୍ଷୀ ରଖି ଏ ମାନେ ଲୁଟୁଛନ୍ତି

  • @sangramhos2
    @sangramhos2 5 หลายเดือนก่อน +45

    He prabhu apanka panda nku koti koti miluchi hele apanka Bada dandare bhoka upasa re loka souchanti manima apanku kn tk Daya laguni bada thakure

    • @ajitmahapatra7328
      @ajitmahapatra7328 5 หลายเดือนก่อน

      Previous life sin ,you will be punished...it's all karma..they are servant of lord Jagannath, you are a bhogi 😂😂😂😂

    • @AnonymousX_09
      @AnonymousX_09 4 หลายเดือนก่อน +1

      ​@@ajitmahapatra7328lawda logic 😂😂😂😂

    • @Sabyasachi-c5c
      @Sabyasachi-c5c 4 หลายเดือนก่อน

      Toh muha ku laja nahi...read satyarth prakah

  • @NimaiCharanpanda-n4h
    @NimaiCharanpanda-n4h 5 หลายเดือนก่อน +19

    ଜଗନ୍ନାଥ ଙ୍କ ସୁନା ରୂପା

  • @thirdeye9492
    @thirdeye9492 4 หลายเดือนก่อน +6

    ଅସତ୍ୟ ଅଧର୍ମ ଅକର୍ମ କରେ
    ରାଜସ୍ୱ ଦେବସ୍ୱ ହଡପେ ଖରେ
    ଯେତେ ମ୍ଳେଛ ଖଣ୍ଟ ଭ୍ରଷ୍ଟ ପାଷାଣ
    ପାଖଣ୍ଡି ଭଉଁରୀରେ ଲଣ୍ଡଭଣ୍ଡ
    ସତ୍ୟଧର୍ମ ଦୟା ଯେ ଆଚରଇ
    ସେବା ଗୁଣେ ନାରାୟଣ ଲଭଇ
    ଜୟ ଜଗନ୍ନାଥ 🙏🏼❤️

  • @balaramkhuntia1550
    @balaramkhuntia1550 5 หลายเดือนก่อน +35

    ଭାଇ ଆମ ଧର୍ମ ଆମ ଗର୍ବ ଆଉ ପରିଚୟ,କିଛି ଲୋକ ଭାବନ୍ତି,ଗରିବ,ନିସହାୟ ଲୋକଙ୍କ ଦାନା ମାରି,ବ୍ରାହ୍ମଣଙ୍କୁ ଦାନ କଲେ ପାପ କ୍ଷୟ ହୁଏ।ଆଉ ସେମାନେ ପର ପଇସା ମାରି ଦାନ କରନ୍ତି,ଭାବନ୍ତି, ଆମେ ମୁକ୍ତି ପାଇଗଲୁ। ଦାନ କରିବାର ଅଛି ତ ବୃଦ୍ଧା ଆଶ୍ରମରେ କର।ଅନାଥ ଆଶ୍ରମରେ କର।

    • @jaymaa627
      @jaymaa627 5 หลายเดือนก่อน

      All the best ❤❤

    • @pradeepmishra4601
      @pradeepmishra4601 4 หลายเดือนก่อน

      Gariba brahmana bi achhanti...Dana deipariba....jeu jatira loka heu asahaya lokaku Dana dele purnya mile

    • @BijoyKumarDas-rc1ss
      @BijoyKumarDas-rc1ss 4 หลายเดือนก่อน

      ଏକଦ ଠିକ୍

  • @rameshnayak1305
    @rameshnayak1305 5 หลายเดือนก่อน +57

    ରତ୍ନ ଭଣ୍ଡାର ରୁ ଚୋରି କରିଛି ଶକୁନି ସ୍ୱାଇଁ

  • @BimbadharMangaraj
    @BimbadharMangaraj 4 หลายเดือนก่อน +1

    ଜଗନ୍ନାଥ ମନ୍ଦିର ରେ ଯେତେ ସେବାୟତ କାମ କରୁଛନ୍ତି
    ସେମାନଙ୍କର ସଂପତି ଆକଳନ କରାଯାଉ ଏବଂ ତାଂକ ପରିବାର ର
    ସଂପତି ଓ ରୋଜଗାର ର ଉସ୍ଚ
    କଣ ସାର୍ବଜନୀନ କରାଯାଉ

    • @soumitramohanty8110
      @soumitramohanty8110 4 หลายเดือนก่อน

      @@BimbadharMangaraj E.D. emananka ghara raid kariba katha.

  • @babunamallick5594
    @babunamallick5594 4 หลายเดือนก่อน

    ଏଇ ମାନଙ୍କ ପାଇଁ ଦେଶବିଦେଶରେ ଆମ କୋଟି ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସଂସ୍କୃତି ନିନ୍ଦିତ ହେଉଛି, ଏଇମାନେ ପ୍ରଭୁ ଜଗନ୍ନାଥ ନାମ କୁ ବିକ୍ରି କରି ମାଲା ମାଲ ହେଉଛନ୍ତି ଏବଂ ପୁରୀ କୁ ଅସୁଥିବା ଭକ୍ତ ମାନେ ଏଇ ମାନଙ୍କ ଦ୍ୱାରା ଲୁଟ୍ ର ଶିକାର ହେଉଛନ୍ତି

  • @himansupatra9717
    @himansupatra9717 4 หลายเดือนก่อน +5

    ପ୍ରକୃତ ସେବାୟତ ଦେଖିବାକୁ ଅଛି ତ ମନ୍ଦିର ପୁରୋହିତ ସିଦ୍ଧେଶ୍ଵର ମହାପାତ୍ର ଙ୍କୁ ଦେଖନ୍ତୁ. ଏ ଗୁଡା କ ରକ୍ତ ଶୋଷl ଜୋକ.

    • @BijoyKumarDas-rc1ss
      @BijoyKumarDas-rc1ss 4 หลายเดือนก่อน

      ତାଙ୍କ ନମ୍ବର ଦିଅ ଯୋଗାଯୋଗ କରିବା

  • @satyamsibammohanty1255
    @satyamsibammohanty1255 5 หลายเดือนก่อน +11

    VVVIP ପୂଜକ, ସାଧାରଣ ମଳିମୁଣ୍ଡିଆ ଓଡ଼ିଆଙ୍କର ପୂଜକ ଇଏ ନୁହେଁ !!!

  • @sudipkumarparida3029
    @sudipkumarparida3029 4 หลายเดือนก่อน +2

    ରତ୍ନ ଭଣ୍ଡାର କିଛି ଦୁର୍ନୀତି ଗ୍ରସ୍ତ ଲୋକ ମାନେ ଲୁଟ ପାଟ କରି ରଖିଛନ୍ତି.... ଏ ପକା ଟାଉଟର 😃

  • @Abhimanyu-fy3dz
    @Abhimanyu-fy3dz 5 หลายเดือนก่อน +2

    ଯୋଉ ଦାନ ହୁଣ୍ଡିରେ ପଡିଥାଏ ସେହି ଅର୍ଥ ମହାପ୍ରଭୁ ଙ୍କ କାଜିୟ ରେ ଲାଗିଥାଏ ବ୍ରାହ୍ମଣ ଙ୍କୁ ଯିଏ ଦିଅନ୍ତି ତାକୁ ସେହି ବ୍ରାହ୍ମଣ ନିଅନ୍ତି

  • @radhakrishnapatra852
    @radhakrishnapatra852 4 หลายเดือนก่อน +1

    ପୁରା ମିଛୁଆ ଲୋକ ଟା

  • @bholanathmishra1817
    @bholanathmishra1817 4 หลายเดือนก่อน +4

    ଆଉ ଦୁଇ କୋଟି ମମତା ମହାଶୟା ଙ୍କ ଠାରୁ ପ୍ରତି ବର୍ଷ ନେଇ ଆସୁ - ଭାଲୁ hair ଭାଲୁ କୁ ସଜା ।ଅନ୍ୟ ସାଧାରଣ ଭକ୍ତ କୁ ଏହା ଶୁଣାଇ ଲାଭ କଣ ?? ।ଭକ୍ତ ନିଜେ ଯେଉଁ ଭକ୍ତି ହିଁ ଦୂର ରୁ କରେ ତାହାହିଁ ଦୂଲ୍ଲଭ ।ଜୟ ଜଗନ୍ନାଥ ଜୟ ।।

  • @ramakantagahir4419
    @ramakantagahir4419 4 หลายเดือนก่อน

    ଏ ମାଗିହେ ନିରୀହ ଜନତାଙ୍କୁ ଲୁଟିଥାନ୍ତି ଭିକାରି ଶଳେ.।.

  • @anshidailyvlog2023
    @anshidailyvlog2023 4 หลายเดือนก่อน +1

    ଏମାନେ ସବୁ କୋଠ ପୁଅ ଆଉ ଆମେ ସବୁ ଫକଡ ରାମ ସବୁ ଲୁଟେରା

  • @tarun-zl2vh
    @tarun-zl2vh 4 หลายเดือนก่อน +1

    ଜଗୁନି ମହାପାତ୍ର ଜଗନ୍ନାଥଙ୍କ ବାଡ଼ଗ୍ରାହୀ ନୁହନ୍ତି। ସେ ସୁଭଦ୍ରା ଙ୍କ ବାଡ଼ଗ୍ରାହୀ

  • @chinmaypanda4025
    @chinmaypanda4025 4 หลายเดือนก่อน +1

    Jay jagannath swami jai

  • @AjitNayak-rk9xl
    @AjitNayak-rk9xl 4 หลายเดือนก่อน +2

    Jay jaggannath

  • @nirmalprasad4154
    @nirmalprasad4154 5 หลายเดือนก่อน +42

    ୟେ ବାବୁ ପୂଜା କଲେ ଭଗବାନ ଙ୍କ ସହିତ ସିଧା ସଳଖ କଥା କରେଇ ଦେବେ

    • @sibanibisoyi1330
      @sibanibisoyi1330 5 หลายเดือนก่อน +4

      😂😂

    • @SS.953
      @SS.953 5 หลายเดือนก่อน

      😂😂😂

    • @susantanayak9220
      @susantanayak9220 5 หลายเดือนก่อน

      😂😂😂😂

    • @bibhudatta3493
      @bibhudatta3493 5 หลายเดือนก่อน

      Ea MG ta

    • @BijoyKumarDas-rc1ss
      @BijoyKumarDas-rc1ss 4 หลายเดือนก่อน

      କର୍ମ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ. ଶିଳ୍ପ ପତି ଭିକାରି କୁ ଡ୍ରେସ ପାଇଁ କୌଣସି ଦାତବ୍ୟ ଅନୁଷ୍ଠାନ କ କୋଟିଏ ଦେଇ ନ୍ ଥିବେ. ଗୋରୁ ମାରି ଯୋଗଦାନ କରିଥିବେ, ଈଶ୍ୱର ଙ୍କୁ ଭୟ କରି.

  • @KarunakarNayak-xz1is
    @KarunakarNayak-xz1is 27 วันที่ผ่านมา

    Jay jagarnath

  • @banamalipradhan2382
    @banamalipradhan2382 4 หลายเดือนก่อน +1

    ଭାରତ ବାସୀ ବହୁତ ଅନ୍ଧ ବିଶ୍ୱାସୀ, ଗରିବ ଙ୍କୁ ନଦେଇ, ଏ ଭଣ୍ଡ ଗୁଡିକୁ ଦେବା କେତେ ଦୂର ଉଚିତ, ବିଚାର କରନ୍ତୁ

  • @jtvodiaentertainment5879
    @jtvodiaentertainment5879 4 หลายเดือนก่อน +1

    ଖାଇଯା ଖାଇଯା ସବୁ

  • @BkNayak-s7z
    @BkNayak-s7z 4 หลายเดือนก่อน +1

    ଭିକ ନଦେଇ ଥାଳ ଭାଗିବ ଏ କେଉଁଠି କା ନ୍ୟାୟ , ଦୁନିଆରେ କେହି ମୂର୍ଖ ନୁହନ୍ତି

  • @Tv9odisha1
    @Tv9odisha1 4 หลายเดือนก่อน +2

    ପଇସା ନେଇ ପୂଜା କରିବା ମାନେ ବେପାର

  • @laxmidharjena7759
    @laxmidharjena7759 5 หลายเดือนก่อน +8

    ଯିଏ ଯେତେ ପାପ କରେ ସିଏ ସେତେ ଦାନ କରେ। କିନ୍ତୁ ପାପ ଏମାନଙ୍କୁ ଦାନ ଦେଲେ ଛାଡ଼େ ନାହିଁ।ଆଛି ତ ଗରିବଙ୍କୁ, ଅସହାୟ, ଅନାଥାଶ୍ରମ , ବୃଦ୍ଧା ଶ୍ରମ କୁ ଦିଅ।ପାପ ଧୋଇଯିବ।

  • @Jayasenv
    @Jayasenv 4 หลายเดือนก่อน

    Se dakhina tama ku daethile na thakura nku ❤❤❤

  • @soumitramohanty8110
    @soumitramohanty8110 4 หลายเดือนก่อน +1

    E a seva karunahanti dacoity karuchhanti.Prabhu Shree Jagannatha nka na re lootu chhanti.Shree Mandira gote bhala rojgar ra bzns hub hoigalani.Aau sethipaeen Mahaprabhu dhire dhire tanka asali rupa dekhauchhanti

  • @gopinathdhal4371
    @gopinathdhal4371 4 หลายเดือนก่อน

    ଠାକୁର ଙ୍କ ଦାନ ନିଜ ପକେଟ ରେ, ଦକ୍ଷିଣା ଯଦି ଏକ କୋଟି ହୁଏ ପୂଜା କେତେ ଟଙ୍କାରେ ଦେଇଥିଲେ ।

  • @gopalmalana7504
    @gopalmalana7504 3 หลายเดือนก่อน

    Ja gannatah. Swami

  • @parsuramsahoo7509
    @parsuramsahoo7509 4 หลายเดือนก่อน

    Jay yagannath🎉🎉🎉🎉🎉🎉🎉

  • @sanjeebkumarsahoo5132
    @sanjeebkumarsahoo5132 5 หลายเดือนก่อน +19

    ଧର୍ମ ବେପାର 😀🤣🤣🤣

  • @dravaranibal590
    @dravaranibal590 5 หลายเดือนก่อน +2

    Jay jagannath

  • @mypoems-wy9qb
    @mypoems-wy9qb 5 หลายเดือนก่อน +4

    40 50 ଲକ୍ଷ ର ପୂଜା ବି ହୁଏ...!!!???

    • @BijoyKumarDas-rc1ss
      @BijoyKumarDas-rc1ss 4 หลายเดือนก่อน

      ଦୟନା ତୁଳସୀ ରେ ମୋ ପ୍ରଭୁ ସନ୍ତୁସ୍ତ, ପଣ୍ଡା ମାନେ କଣ ଦାସିଆ ବାଉରୀ ଠୁ ବଡ. ପୁରୀ ରେ ୟେ ପରମ୍ପରା କେବେ ରୋକ୍ ଲାଗିବ. ମନ୍ଦିର ଭିତରେ prayar hall ଟେ ନହିଁ, ଯୋଉଠି ଜଗନ୍ନାଥ ଙ୍କୁ ଭକ୍ତି silently conentrationସହିତ ଧ୍ୟାନକରି ପାରିବ.

  • @PrasantNayak-vm6xf
    @PrasantNayak-vm6xf 4 หลายเดือนก่อน +2

    ଜଗୁନି ବଡ ଚୋର ଇଆଟା ନିରାଟ ସତ୍ୟ ତା ମୁହଁ ଦେଖିଲେ ଜଣାପଡୁଛି

  • @krutideepadas1657
    @krutideepadas1657 5 หลายเดือนก่อน +6

    କାହାକୁ ଟାର୍ଗେଟ କରନାହିଁ politician ମାନେ 10 କୋଟି 30 କୋଟି କମ୍ପାନୀ ମାନଙ୍କଠୁ ନଉଛନ୍ତି ସେଟା କାହାକୁ ଦେଖା ଯାଉନି pandian 500 cr ଟଙ୍କା ରେ helicopter ରେ ବୁଲୁଛି ସେଟା କାହାକୁ ଦେଖା ଯାଉନି BJD ର ticket ପାଇଁ pandian ଆଉ ବବି 30 କୋଟି ରୁ 60 କୋଟି ନଉଛନ୍ତି ତା ଉପରେ ବି କୁହ ଆମ ଠାକୁର ହେଲେ ବଡ଼ ଠାକୁର ତାଙ୍କ ମୁଖ୍ୟ ବାଡ଼ ଗ୍ରାହି ସର୍ବାଧିକ 1 କୋଟି ନେଇଛନ୍ତି ତ ହେଲେ Naveen Patnaik କଣ ଜଗନ୍ନାଥ ଙ୍କ ଠୁ ବଡ଼ ତାର ଚେଲା ମାନେ ଶହ ଶହ କୋଟି ନଉଛନ୍ତି

    • @morningsun-l6m
      @morningsun-l6m 5 หลายเดือนก่อน

      Tate sabu jana ,sala pabana

  • @ahwankar4695
    @ahwankar4695 5 หลายเดือนก่อน +4

    E bhali kichi sevayat nka pain sabu sevayat nku samaste bhabuchanti koti pati boli ..

  • @tusarkantasahu1064
    @tusarkantasahu1064 4 หลายเดือนก่อน

    ମୁଁ ବି ଜଣେ ସରକାରୀ ଚାକିରିଆ... ମୁଁ କାମ କରିବା ନିମନ୍ତେ କାହାକୁ କିଛି ଡିମlଣ୍ଡ କରେ ନାହିଁ.. ଲୋକେ ଖୁସି ରେ ଯାହା ଦିଅନ୍ତି... ଏହା ର ଅର୍ଥ ଯାହା.. ଜଗନ୍ନାଥ ଙ୍କ ପୂଜା ପାଇଁ ଦେଉଥିବା ଅର୍ଥ ବି ସେଇଆ... ଦାକ୍ଷିଣା ନୂହେଁ...

  • @pramilapani9960
    @pramilapani9960 4 หลายเดือนก่อน

    🙏❤🙏❤

  • @abhijitsahu634
    @abhijitsahu634 5 หลายเดือนก่อน

    ମହାପ୍ରଭୁ ଙ୍କ ସେବକ , କୋଟି ଜନ୍ମ ର ପୁର୍ଣ୍ୟ, ସବୁ ସେ ମହାପ୍ରଭୁ ଙ୍କ କୃପା 🙏🙏🙏🙏🙏🙏🙏

  • @upendrakumarpanda7106
    @upendrakumarpanda7106 5 หลายเดือนก่อน +6

    ୟେ ଶଳା ଚୋର କେତେବେଳେ ନିଜକୁ ଗୁରୁ କରିସାରିଲାଣି 😂😂😂 ଧନ୍ୟ ତୁମେ ଧନ୍ୟ ତୁମର ସେ ଶିଷ୍ୟ

    • @soumitramohanty8110
      @soumitramohanty8110 4 หลายเดือนก่อน

      @@upendrakumarpanda7106 Actually,mote lageni a bhanda panda manankara kichhi astrology knowledge achhi boli.Mahaprabhunka keteguda seva chhada aau kichhi gyana emanankara nahin.

  • @Reenabehera0
    @Reenabehera0 5 หลายเดือนก่อน +1

    Jay jagannath 🙏🏻🙏🏻🙏🏻🙏🏻🙏🏻

  • @Business-in-Odia
    @Business-in-Odia 5 หลายเดือนก่อน +3

    Sir Gote katha pacharantu.How much Rs.he has doneted to poor people of Odisha in the time of Corona period in Odisha.How much time he has visited to Puri Hospital to see the poor people of Odisha. If he is a Only great pujak of Lord Jagannath.

  • @bhabanisankarnath8888
    @bhabanisankarnath8888 5 หลายเดือนก่อน +3

    ବ୍ରହ୍ମଚୋର , ତଦନ୍ତ କେବେ ,ଏଟା income tax ଦେବ କି ନାହିଁ ।

  • @Silujena-x9b
    @Silujena-x9b 4 หลายเดือนก่อน

    He baba khiaa bramha chora

  • @patrakshirod7509
    @patrakshirod7509 4 หลายเดือนก่อน +1

    ଏମାନେ ହେଲେ ଚୋର ସେବକ ନୁହଁ

  • @subratkumar2185
    @subratkumar2185 5 หลายเดือนก่อน +1

    ଆରେ ମୂର୍ଖ ସେହି ପଇସାକୁ ଅନ୍ଧ,ଛୋଟ ଦେ

  • @pradeepmishra4601
    @pradeepmishra4601 4 หลายเดือนก่อน +4

    Sebayata kama pain employment baharu...anyamane sujoga paibe...bahut gariba brahmana achhanti..ahaku banshagata nakarajau

    • @dayanidhimahalik95
      @dayanidhimahalik95 4 หลายเดือนก่อน

      Bhala upadesh tie deichhanti grahana jogya .

  • @jitendramalla1184
    @jitendramalla1184 5 หลายเดือนก่อน +1

    Ame ta ate tanka dei paribuni... Kana ama katha Mahaprabhu sunibeni...... Are se para Jagannath. Dhanya tanka lila...

  • @HukumiSabar-wd8xq
    @HukumiSabar-wd8xq 5 หลายเดือนก่อน +5

    Amane sabu bad thaka o papi,Jagannath nare lutuchanti,

  • @gopinathdhal4371
    @gopinathdhal4371 4 หลายเดือนก่อน

    ଆପଣ ଏବେ ଠାକୁରଙ୍କ ସେବକରୁ ଗୁରୁ ବି ହୋଇଗଲେଣି 😂😂😂

  • @NiruPradeepreels
    @NiruPradeepreels 5 หลายเดือนก่อน

    ❤❤❤❤

  • @SantoshkumarPatra-qx4nj
    @SantoshkumarPatra-qx4nj 4 หลายเดือนก่อน

    Panda mane mandira vitare bahut anyaya karuchhanti

  • @PROTECTHINDUS
    @PROTECTHINDUS 4 หลายเดือนก่อน

    SAVE SRI JAGANNATH MANDIR, SAVE SRI JAGANNATH DHAM, SAVE HINDUS.SRI JAGANNATH TEMPLE TRUST IS SLEEPING.

  • @nandinimohapatra6240
    @nandinimohapatra6240 4 หลายเดือนก่อน +1

    Se Jagannath nka pain kharcha karibaku deathle, seta Tama dakhina kemti hela

  • @parsuramsahoo7509
    @parsuramsahoo7509 4 หลายเดือนก่อน

    Mamata didi aek koti debar karann ,brahmha bibhrata nuhen ta , se samyare sunnajauthila bramhha chori hoi gala ,ratra re bramhha paribartan na hoi dinare hela, satre kann aeha mahaprabhu nka ichhare hela... Jay jagannath❤🎉🎉🎉🎉🎉❤

  • @aayushofficial_vlogs2936
    @aayushofficial_vlogs2936 4 หลายเดือนก่อน

    Super michua ta, sabu mandir ra tanka mariki neiki suna pindhichi

  • @pabitrasahoo8563
    @pabitrasahoo8563 4 หลายเดือนก่อน

    Santa Chita Silence Dhyan se nirbicharita stiti may paramatma ko anubhav Kiya ja sakta hai aur sare question ka answer bhi milta hai

  • @pabitranath5075
    @pabitranath5075 5 หลายเดือนก่อน +8

    Ratna vandara suna sabu aaka dehare 😂😂😂😂

  • @pradeepkumarmohapatra235
    @pradeepkumarmohapatra235 4 หลายเดือนก่อน +1

    Last ku kn hab sabu athi rahijiba 😢ram nam saty he 😢

  • @JitendraPradhan-e1m
    @JitendraPradhan-e1m 5 หลายเดือนก่อน +7

    Odisha lokanku free kar

  • @techyiclips
    @techyiclips 4 หลายเดือนก่อน +2

    Educated pila ethi job pain kanduchi..jaguni ethi koti pati

  • @Biswaranjan-l6q
    @Biswaranjan-l6q 5 หลายเดือนก่อน +16

    Puri re dakhina 100 tanka na dela panda Mane nebeni

  • @laxmipriyamohapatra7121
    @laxmipriyamohapatra7121 5 หลายเดือนก่อน +2

    Kahaku dekhi Irsha kariba thik nuhe Tanku Vagawan deichhanti Koti Janma ra Punya Bale se Mahapravu Nka ra Seva kariba ra Param Soubhagya paichhanti Jahara Karma vul thiba Purba janma re se Hina hei buluchi aji Sethire kn achhi Sabu Sei Kalia Ra Ichha Se Janichi taku kn kariba ra achhi
    Jay Heu Mo Mahapravu Shree Jagannath nka ra🙏🚩

    • @bibhudattamishra2471
      @bibhudattamishra2471 4 หลายเดือนก่อน

      Faltu logic gutako deuna temple SC St obs ku pujari Karu naa imithi kohi kohi Brahmins mane ancient period re luti luti jaha Ochi pua taru pua taru khai le saru ni religious athe sentiment weak india people jaha ra fyaad nehuchanthi Brahmins pandit Mane SC St obs ku pujari Kara jau

  • @bibhudattamishra2471
    @bibhudattamishra2471 4 หลายเดือนก่อน +1

    Mgyyy paisa lutera Mane govt mandir re SC St obs ku pujari karanthu......

  • @amitavsarangi1883
    @amitavsarangi1883 4 หลายเดือนก่อน

    ଏମାନେ Dakayet

  • @Chudailcartoonnew
    @Chudailcartoonnew 5 หลายเดือนก่อน

    It was really one unknown fact. Out of imagination. Unexpected. Not acceptable in the name of god.

    • @AbhiKumar-do3rr
      @AbhiKumar-do3rr 5 หลายเดือนก่อน

      Its not Unknown fact its common fact everyone's who lives in Puri they know.

  • @sitakantdash9766
    @sitakantdash9766 4 หลายเดือนก่อน +1

    Daitapati kebe thu puja kaleni tankar puni sisya kouthu asile

  • @rabindrareddy8666
    @rabindrareddy8666 5 หลายเดือนก่อน +1

    Vigilance lagao..

  • @SB-fi9up
    @SB-fi9up 4 หลายเดือนก่อน

    Yaku dakhina kuhanti?

  • @deepakmsingh8453
    @deepakmsingh8453 5 หลายเดือนก่อน +2

    Tax paid or not!

  • @rajeshmahankuda2608
    @rajeshmahankuda2608 5 หลายเดือนก่อน

    Altton ribbon jaguni baba

  • @jeebanjyotimishra7395
    @jeebanjyotimishra7395 5 หลายเดือนก่อน +2

    Why dakhina for daita, is he brahmin

  • @pujabehera5685
    @pujabehera5685 5 หลายเดือนก่อน

    ଆଉ ତେବେ...... ଛିଃ ଛିଃ

  • @gopalmalana7504
    @gopalmalana7504 5 หลายเดือนก่อน

    Ja gannatah swami

  • @anusahu5442
    @anusahu5442 5 หลายเดือนก่อน

    Emane Ratna Bhandar luti chanti .

  • @gurucharannayak4162
    @gurucharannayak4162 4 หลายเดือนก่อน

    Thakura na re emane banchanti

  • @deepakmsingh8453
    @deepakmsingh8453 5 หลายเดือนก่อน

    Find the fact !

  • @bijulisahoo9462
    @bijulisahoo9462 5 หลายเดือนก่อน

    Tanka n dele amane hairan karanti

  • @dayanidhimahalik95
    @dayanidhimahalik95 4 หลายเดือนก่อน

    Se 1 koti javannath nku dei thibe panda taku hadap karthiba .

  • @Pzxxxxxx
    @Pzxxxxxx 4 หลายเดือนก่อน

    ଚୋର ସଲେ ସବୁ ଲୁଟି ନେଲେ

  • @sarangibibhu
    @sarangibibhu 5 หลายเดือนก่อน

    Why income tax department is silent ? I request income tax department to check wether this gentleman has filed his income tax return properly ?????

  • @bidyadharpradhan3590
    @bidyadharpradhan3590 วันที่ผ่านมา

    cora

  • @Somnathdas-k8s
    @Somnathdas-k8s 5 หลายเดือนก่อน

    Senayat mahaprabhu amemane sunuthilu prabhu jagannnath nka bada bhai prabhu balaram boli kintu ebe janapaduchhi sri jagnnath bada bhai apana apananka daru bi baneibaku padiba odisha sarkaranka pakhyaru

  • @Sashmitapattanayak
    @Sashmitapattanayak 4 หลายเดือนก่อน

    😅 0:06

  • @obeyr8232
    @obeyr8232 4 หลายเดือนก่อน

    Panda, sevayats mane besi paisa lovi hoi galeni.. _please be kind and helpful to devotees_

  • @Bkblog64
    @Bkblog64 4 หลายเดือนก่อน

    Ratna bhandar re suna au aluta thiba

  • @renubalapattanayak5526
    @renubalapattanayak5526 5 หลายเดือนก่อน +1

    Tax ??

  • @ranjitkumarbhattacharya3668
    @ranjitkumarbhattacharya3668 4 หลายเดือนก่อน

    Whether he pays Income Tax or not?

  • @saratnayak1567
    @saratnayak1567 4 หลายเดือนก่อน

    No such incidents in any temple .

  • @MamataNaik-zb1ci
    @MamataNaik-zb1ci 5 หลายเดือนก่อน

    😮😁😁😄😄😀😀

  • @SatyanarayanJena-p6f
    @SatyanarayanJena-p6f 4 หลายเดือนก่อน

    Yanka pachhare vigilance lageidia

  • @Debasish_mohanty465
    @Debasish_mohanty465 5 หลายเดือนก่อน +1

    03:24 mamata banerjee networth 15 lakh officially 😂 🤣 sabu khola karuchanty desa ku