Who really is the creator of the world?//ପ୍ରକୃତରେ ଜଗତର ସୃଷ୍ଟି କର୍ତ୍ତା କିଏ ?//odia christian message

แชร์
ฝัง
  • เผยแพร่เมื่อ 7 ก.พ. 2025
  • Join this channel to get access to perks:
    / @susamacharindia
    Well come to my susamachar india chanel, this is a changing life message chanel. You know true this is change your life at this time
    Follow my blog:- susamachar333....
    Follow my twitter :- / susamachari
    Disclaimer :-
    video is for educational purpose only.Copyright Disclaimer Under Section 107 of the Copyright Act 1976, allowance is made for "fair use"for purposes such as criticism,comment,news reporting ,teaching,scholarship,and research. Fair use is a permitted by copyright statute that might otherwise be infringing Non-profit,educational or personal use tips the balance in favor of fair use.#susamacharindia#
    #ଓଡ଼ିଆ ବାକ୍ୟ
    #ଯୀଶୁ ଙ୍କ ବାକ୍ୟ
    #ବାକ୍ୟ
    #message
    #odia bakya
    #odia message
    #odia christian message
    #oriya christian message
    #oriya message
    #odiya
    #oriya
    #odisha
    #orissa

ความคิดเห็น • 543

  • @Sarojkumardash-zs9zl
    @Sarojkumardash-zs9zl 4 หลายเดือนก่อน +5

    ନିଜ ଧର୍ମ କଥା କହ ଅନ୍ୟ ଧର୍ମକୁ ଆଙ୍ଗୁଠି ଦେଖାନା ବୁଝିଲୁ ।

  • @ramakantamallick3574
    @ramakantamallick3574 3 ปีที่แล้ว +29

    ଭାଇ ଆହୁରି ଏ ପ୍ରକାର ନୂଆ ନୂଆ ଭିଡିଓ ବନାନ୍ତୁ
    ଶୁଣିକି ବହୁତ ଭଲ ଲାଗିଲା।ପୁରାଣ ଯେ ସବୁ ମିଛ ତାହା ପ୍ରମାଣ କରି ଥିବାରୁ ବହୁତ ବହୁତ ଧନ୍ୟବାଦ।

  • @salinipatniya4088
    @salinipatniya4088 3 ปีที่แล้ว +9

    GOD bless you sir ପ୍ରଭୁ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶୀର୍ବାଦ କରନ୍ତୁ ଓ ଆତ୍ମିକ ଵୁଦ୍ଧି ଓ ଞାନ ଦିଅନ୍ତୁ ଆମେନ୍। 🙏🙏🙏❤️❤️❤️👍👍👍☺️☺️

    • @gyanendradigal7215
      @gyanendradigal7215 2 วันที่ผ่านมา

      ଚିନ୍ତା କରି କହ ମରୁଖ ପରି କଥା ହେଉଛୁ ପୁରାଣ ବିଷୟ ତୁ କିଚି ଜାଣି ନୁ t

  • @krushna.majhi.official.986
    @krushna.majhi.official.986 3 ปีที่แล้ว +17

    ସତ୍ୟ ବିଷୟ କହିଥିବା ସକାଶୁ ଧନ୍ୟବାଦ୍ ଆଉ ଆଗକୁ ସତ୍ୟ ବିଷୟ କୁହନ୍ତୁ

  • @kunnamandal3252
    @kunnamandal3252 3 ปีที่แล้ว +7

    ଆରେ ମୁର୍ଖ ପରେହେଶ୍ୱର କିଏ

    • @sukumarkhasla5017
      @sukumarkhasla5017 3 ปีที่แล้ว +1

      Parameswaro houchonti jagataro srusti karta bujhilo...

    • @narendrasabar4707
      @narendrasabar4707 3 ปีที่แล้ว

      Tu soda murkho

    • @JIROMAND
      @JIROMAND 3 ปีที่แล้ว

      😅😅😅😅😅😅😜😜

    • @mohankamar2060
      @mohankamar2060 2 ปีที่แล้ว

      Shiba sir semane Jani nahanti

    • @NarendraMandangi-o4v
      @NarendraMandangi-o4v 3 หลายเดือนก่อน

      ପ୍ରକୃତରେ ପୃଥିବୀର ସୃଷ୍ଟି କର୍ତ୍ତା ହେଉଛନ୍ତି ଯୀଶୁଖ୍ରୀଷ୍ଟ ଭାଇ ।

  • @SantanuMajhi-mc6ih
    @SantanuMajhi-mc6ih 4 หลายเดือนก่อน

    ମା ରେ ଆରଭ ମାରେ ସେଷ। ଆରେ ମୃଖ୍

  • @arjunkalundia-wq9ug
    @arjunkalundia-wq9ug 4 หลายเดือนก่อน

    Jaye jisu❤❤❤❤❤❤

  • @sushantasabar4361
    @sushantasabar4361 2 ปีที่แล้ว +1

    ଶିବ ବଗଭାନ୍‌

  • @sanskruti1
    @sanskruti1 9 หลายเดือนก่อน +2

    ପୁରାଣ ଜଣେ ଜଣେ କବିଙ୍କ ଦ୍ୱାରା ଲିଖିତ ତେଣୁ ଏହି କାଳ୍ପନିକ ବା ଅପଭ୍ରଂଶିତ ତେଣୁ ଏହି ସେ ପରି ଏ ମଲ୍ଲିକ ବାବୁ ଜଣକର ସେତିକି ଜ୍ଞାନ ନାହିଁ ଯିଏକି ଶ୍ରୀମଦ୍ ଭଗବତ ଗୀତା ର ଭାବାର୍ଥ କୁ ବୁଝାଇ ପାରିବେ କିମ୍ବା ମନୁ ଶୃତୀ ର ଭାବାର୍ଥ କୁ ବୁଝିପାରିବେ

  • @pinkynaik3191
    @pinkynaik3191 3 ปีที่แล้ว +8

    Jesus is a creater of the world 🙏🙏🙏🙏🙏🙏🙏🙏🙏 thank you Jesus

  • @nilabarik5482
    @nilabarik5482 2 ปีที่แล้ว +2

    Praise the lord God bless you sir thankyou so much

  • @mohannaik4783
    @mohannaik4783 2 ปีที่แล้ว +2

    ଏକ ମାତ୍ର ଯୀଶୁ ଖ୍ରୀଷ୍ଟ

  • @PratyushSingh-qy9rs
    @PratyushSingh-qy9rs 6 หลายเดือนก่อน

    Gob bless you sir bahut badhia message sir Aman 🙏✝️🙏🛐🙏

  • @jayanandgamango9929
    @jayanandgamango9929 3 ปีที่แล้ว +6

    Bahut badhia sikhya....eka matra iswara srusti karta,Prabhu jisu christa ta Bina kehi mahan kehi nahanti...Sabu deba debata mane ta kahi nahanti ma pskhya,ki sikhya samastanku jai prachara Kara kahi....Khali niyama anujai kemiti paliba aau kemiti sapha rahiba se samasta bisaya sikhya but Mana paribartana Kara kahi kau debata kahi nahanti..karana semane gote bhagaban nahanti.... God amaku pruthibiku bhala Kama Kariba pain patheichhanti aau loko mane janinahanti prakruta srusti karata kie tenu Jai prachara Kara,Mana paribartana kara kahichhanti...ethire ta janiba kn kasta srusti karata ta gotia Jesus 🙏🙏🙏🙏🇳🇪🇳🇪🇳🇪

  • @Sambhumaharona
    @Sambhumaharona 9 หลายเดือนก่อน +1

    ଆପଣଙ୍କ ଚର୍ଚ୍ଚ ରେ ଏ ସବୁ ଭାଷଣ ମାରନ୍ତୁ । ନ ହେଲେ ଆପଣ ଧର୍ମ ବିରୁଦ୍ଧରେ ଯିବେ।🙏🙏🙏🙏

  • @shriradhakrupa
    @shriradhakrupa 3 ปีที่แล้ว +12

    ମୋ ମତରେ ମାନବ ସବା ହିଁ ମାଧବ ସେବା | ଯଦି ତୁମେ ସମାଜ ପାଇଁ କିଛି କରିବାକୁ ଚାହେଁ ତେବେ ମନୁଷ୍ୟ ରେ ସବା କର | ଧର୍ମ କୁ ଅପମାନ କରନାହିଁ | ସବୁ ବେଳେ ବାପା ମାଆ ଙ୍କ ସବା କର | କାରଣ ସେ ହିଁ ତୁମକୁ ଭୂପୃଷ୍ଟ କୁ ଆଣି ଛନ୍ତି

    • @shriradhakrupa
      @shriradhakrupa 3 ปีที่แล้ว

      ସେ ହିଁ ପ୍ରକୃତ ଭାଗବନ୍

    • @Jb-rn4gu
      @Jb-rn4gu 3 ปีที่แล้ว

      ହଁ ପ୍ରକୃତ କଥା !!

    • @mohankamar2060
      @mohankamar2060 2 ปีที่แล้ว

      right 👍👍👍 sir

    • @diloxgaming4493
      @diloxgaming4493 2 ปีที่แล้ว

      100% Right

    • @crazysony...7667
      @crazysony...7667 ปีที่แล้ว

      Exactly 💯

  • @bimalmajhi3981
    @bimalmajhi3981 2 ปีที่แล้ว +2

    ପ୍ରକୃତରେ ତୋତେ କିଏ ଜନ୍ମ ଦେଲା ତୋର ବାପା କି ମା ପୁରାଣ ପଡ଼ିଛୁ ବେଳେ କହ

  • @Sukdevhesa
    @Sukdevhesa 2 ปีที่แล้ว +1

    Jesus is 🌎 Creater ❤️❤️❤️ Jai mashi ki🙏🙏🙏 Only jesus ❤️❤️❤️

  • @rocky-nb2cv
    @rocky-nb2cv 26 วันที่ผ่านมา

    Bramha srusti karichi ❤❤❤

  • @NarendraMandangi-o4v
    @NarendraMandangi-o4v 3 หลายเดือนก่อน

    ସତ କଥା କହିଲ ସାର୍ । ଧନ୍ଯବାଦ ପୃଥିବୀର ସୃଷ୍ଟି କର୍ତ୍ତା ହେଉଛନ୍ତି ଯୀଶୁଖ୍ରୀଷ୍ଟ , ପୃଥିବୀର ପଶୁ, ପକ୍ଷୀ, ବୃକ୍ଷ ଲତା, ଜଳକୁ ମଧ୍ୟ ଯୀଶୁ ହିଁ ସୃଷ୍ଟି କରିଛନ୍ତି, ସୃର୍ଯ୍ୟ, ଚନ୍ଦ୍ର, ଓ ତାରା ଗଣ ଏବଂ ମନୁଷ୍ଯକୁ ମଧ୍ୟ ଯୀଶୁ ହିଁ ସୃଷ୍ଟି କରିଛନ୍ତି ଓ ସେ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କରିଛନ୍ତି ତେଣୁ ଏହି ପୃଥିବୀରେ ମଣିଷମାନେ ପୁରୁଷ ଓ ସ୍ତ୍ରୀ ହିଁ ଦେଖା ଯାଉଛନ୍ତି, କେବଳ ତାହା ନୁହେଁ ଦିନ, ମାସ, ବର୍ଷକୁ ମଧ୍ୟ ଯୀଶୁ ହିଁ କରିଛନ୍ତି, ଏହା ବାସ୍ତବରେ ସତ୍ୟ ସାର୍, ଭାଇମାନେ ଯଦି ଏହି ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ବାଇବଲ ଟିକେ ପଢନ୍ତୁ, ବାଇବଲ ରେ ଯାହା ଲେଖା ହୋଇଛି ସବୁ ସତ, କିନ୍ତୁ ଆପଣ ବିଶ୍ଵାସ କରନ୍ତି କି ନ କରନ୍ତି ସେଇଟା ତମ ଉପରେ ରୋହିଲା । ଯୁଗ ଶେଷ ହୋଇ ଯିବ, ଯେତେ ବେଳେ ପ୍ରଭୁ ଯୀଶୁ ଜଗତରେ ଆସିବେ ସେତେ ବେଳେ ଆପଣ ଜାଣିବେ ପ୍ରକୃତରେ କିଏ ସୃଷ୍ଟି କର୍ତ୍ତା ଅଟନ୍ତି । ଦେଖିବା ଯୁଗ ଶେଷ ସମୟରେ ତମେ ଯେଉଁ ଦେବା ଦେବି ମାନଙ୍କୁ ପୂଜା କରୁଛ ନା ସେମାନେ ଆସିବେ କି ନାହିଁ, ସେତେ ବେଳେ ଜଣିବ ଯେ କିଏ ସତ୍ୟ ।
    ଏହି ବିଷୟରେ ଜାଣିବାକୁ ହେଲେ ଦୟାକରି ବାଇବଲ ପଢନ୍ତୁ ।

  • @markdalabehera6948
    @markdalabehera6948 2 ปีที่แล้ว +2

    Praise the LORD
    ଯେତେ ଯାହା କହନ୍ତୁ!!!ବାଇବଲ ହିଁ ସତ୍ୟ ଅଟେ I

  • @SantanuMajhi-mc6ih
    @SantanuMajhi-mc6ih 4 หลายเดือนก่อน

    ୧୪୫୦ ରେ ଜନ୍ମଗ୍ରହଣ କରିଥୀଲୁତୁଇ

  • @sananachika3680
    @sananachika3680 2 ปีที่แล้ว

    Thank you sir

  • @subashchandrabrekbeda1842
    @subashchandrabrekbeda1842 3 ปีที่แล้ว +1

    Very nice

    • @pravatimallik4738
      @pravatimallik4738 2 ปีที่แล้ว

      ମୁଁ ହିନ୍ଦୁ କିନ୍ତୁ ।ଏ ସମାଜ କୁ ମୋର ପ୍ରନ୍ସ? ଆମେ ମାନେ ସମସ୍ତେ ଭଗବାନ ଙ୍କ ର ସନ୍ତାନ ଆମର ପୁରାଣ କହିଲା ଜାତି ୪ ରୁ ସୁଦ୍ର ।ଏ ସମସ୍ତ ଙ୍କୁ ଗଢିଛି ଜଣେ । ହେଲେ ସୁଦ୍ର ମାନେ ଅଛୁଆଁ ହେଲେ କେମିତି? । ମନ୍ଦିର ଭିତରକୁ ପସିବା ମନା ଏମିତି ବହୁତ କିଛି । ସବୁକୁ ସମୟ ନାହିଁ ।ତେବେ ପୁରାଣ ମିଛ ଭଗବାନ ମିଛ ସବୁ ମନବଢା କାହାଣୀ ଆମେ କି ହିନ୍ଦୁ।?

  • @Jitendra-gn7xp
    @Jitendra-gn7xp 7 หลายเดือนก่อน

    Jay masih ki 🙏☝️👑💯💯

  • @rajkumarhembram1303
    @rajkumarhembram1303 12 วันที่ผ่านมา

    Bhagaban gotiye......

  • @aquashisvlogs007
    @aquashisvlogs007 3 ปีที่แล้ว +5

    ବ୍ରହ୍ମା, ବିଶ୍ନୁ, ମହେଶ୍ୱର ସମସ୍ତେ ଅଲଗା ଅଲଗା

  • @sushantibidika9876
    @sushantibidika9876 11 หลายเดือนก่อน

    Thank you sir🫳🙏🙏praise the Lord

  • @NikhilNikhil-kb2sh
    @NikhilNikhil-kb2sh ปีที่แล้ว

    🙏🙏🙏🙏

  • @DuhkheeRam
    @DuhkheeRam ปีที่แล้ว

    Aagyan,namaskar,aapananku,bahut bahut dhanyabad,eparibhabedharmashastraadhyayanakaribauchit,tebejaishresthasrustikarttakiesamastesachetanhoijbepruthibeevasi,jetechestasattwemadhyaiswarasabhinkaagocharaatanti,

  • @AjayaBhoi-f4y
    @AjayaBhoi-f4y ปีที่แล้ว

    God blease you

  • @aquashisvlogs007
    @aquashisvlogs007 3 ปีที่แล้ว +3

    ଅଳପ ଵିଦ୍ୟା , ଭୟଙ୍କର୍.....ତମେ କିଛି ଜାଣି ନାହ।।

    • @SusamacharIndia
      @SusamacharIndia  3 ปีที่แล้ว +1

      ଯଦି ତମେ ଜାଣିଛ ଯଦି କହିଦିଅ..

    • @JIROMAND
      @JIROMAND 3 ปีที่แล้ว

      Hn bhai bisaya alaga, kahuchhi alaga

  • @yuvrajkumar5331
    @yuvrajkumar5331 2 ปีที่แล้ว

    Jai masii

  • @chandanmallik3546
    @chandanmallik3546 2 ปีที่แล้ว +1

    God bless you sir 🙏 praise the lord

  • @ramakantanayak9041
    @ramakantanayak9041 ปีที่แล้ว

    Praise the lord sir lovely sir massage

  • @deebakarraita8912
    @deebakarraita8912 3 ปีที่แล้ว +8

    ପୁରାଣ ଗାଇବାପାଇଁ ଧନ୍ୟବାଦ ଭଗବାନ ତୁମ ଜୀବନକୁ ସାର୍ଥକ କରତୁ

  • @Dillip2634
    @Dillip2634 2 ปีที่แล้ว

    Jay Jagannath 🙏🏿🙏🏿🙏🏿🙏🏿🙏🏿🙏🏿🙏🏿

  • @bdmajhi9905
    @bdmajhi9905 3 ปีที่แล้ว +12

    ଆରେ ମୁରକ୍ ପରମେଶ୍ଵର କିଏ ଶଳା ଆମ ହିନ୍ଦୁ ଧର୍ମ କୁ ଏମିତି କହି ବୁ କିରେ ତତେ କିଏ ବେ ଶଳା ପାଷ୍ଟର କଳା
    ମ ପାକେ ଆସେ ତତେ ପଡେଇବି ପାଠ
    ଆମ ହିନ୍ଦୁ ଧର୍ମ ଅନୁସାରେ କେ ବେ କହିବୁ ନାହିଁ ok
    ମ ବାଲ ଜିଶୁ ଚର ଶଳା

    • @nandosinku82
      @nandosinku82 3 ปีที่แล้ว

      ଆରେଅଦ ସୋଥିୟକୁ ନଜାଣି ଏତେକାହିଁକି ଛାଟିପିଟି ହେହୁଛୁ

    • @edityboysagar4824
      @edityboysagar4824 3 ปีที่แล้ว

      ଭଲ କତା କହିଛ ଭାଇ 👈

    • @sudarbabu5020
      @sudarbabu5020 3 ปีที่แล้ว

      𝔯𝔦𝔤𝔥𝔱 𝔨𝔞𝔱𝔥𝔞 𝔟𝔥𝔞𝔦

    • @mrmusicyt7000
      @mrmusicyt7000 2 ปีที่แล้ว

      👌👌👌👌👌

    • @aptapmondo6688
      @aptapmondo6688 2 ปีที่แล้ว

      Apananka muharaja katha bhasa seitahi apanankara dharma jauta hindu dharma ok

  • @jesusvoice5905
    @jesusvoice5905 3 ปีที่แล้ว +4

    Wow brilliant Paster god bless you

  • @kartiksahoo4938
    @kartiksahoo4938 3 ปีที่แล้ว +1

    M g

  • @mercycharchika563
    @mercycharchika563 3 ปีที่แล้ว +3

    Prabhunkar jaya heu
    Dhanyabaad Bhai very good message

  • @Aswinagomango
    @Aswinagomango 3 ปีที่แล้ว +2

    Yes Bible is right

  • @sushantasabar4361
    @sushantasabar4361 2 ปีที่แล้ว

    ବାଦ

  • @tapaswinimallick3526
    @tapaswinimallick3526 3 ปีที่แล้ว +2

    Hallelujah 🙏✝️🙏🕊️🕊️🥺🕊️❤️🙏🏼🙏🏼🙏🏼✝️✝️🙏🏼🙏🏼🙏🏼🙏🏼

  • @mrmohandash2213
    @mrmohandash2213 2 ปีที่แล้ว +1

    Thanks sir God bless you

  • @BipinKumar-pm3zg
    @BipinKumar-pm3zg 10 หลายเดือนก่อน

    Sir right answer Jay masiha
    Dhanaybada prabhu Tu me

  • @AjayaBhoi-f4y
    @AjayaBhoi-f4y ปีที่แล้ว

    Very nice message

  • @pintubaral2047
    @pintubaral2047 2 ปีที่แล้ว

    ଏହି ଆଲୋଚନା କରିବା ସମୟରେ ବିଭିନ୍ନ ପ୍ରକାରର

  • @SantanuMajhi-mc6ih
    @SantanuMajhi-mc6ih 4 หลายเดือนก่อน

    ମା ହିଁ ସୃଷ୍ଟି ହେଇଛି ମାନବ ଜାତିକି ମାଁ ନଥାନ୍ତି କେମିତି ଜନ୍ମଗ୍ରହଣ କରୀ ଥାଆନ୍ତେ

    • @NarendraMandangi-o4v
      @NarendraMandangi-o4v 3 หลายเดือนก่อน

      ମନୁଷ୍ଯ କୁ କିଏ ସୃଷ୍ଟି କରିଛନ୍ତି ଭାଇ ତାହା ପ୍ରଥମେ ଜାଣନ୍ତୁ । ବାଇବଲକୁ ପଢନ୍ତୁ ହେଲେ ଜାଣିବ, ପରେ ମା କଥା ଜାଣିବ ।

  • @babulikumar-bl7ti
    @babulikumar-bl7ti ปีที่แล้ว

    ଏକ ମାତ୍ର ସତ୍ୟ ଈଶ୍ୱର ଯେ ତୁମେ ତୁମ ପ୍ରେରିତ ଯୀଶୁ ଖ୍ରୀଷ୍ଟ କୁ ଯାଣିବା ଅନ୍ତତଃ ଜୀବନ ଅଟେ

  • @kumarabhi5572
    @kumarabhi5572 3 ปีที่แล้ว +4

    ଆରେ ଯୀଶୁ ଖ୍ରୀଷ୍ଟ ଭଗବାନ ନୁହ ସେ ଜଣେ ସଫଳ ପୁରୁଷ ମହା ପୁରୁଷ। ଆଛା ମତେ କହି ପାରିବ ପ୍ରୃଥିବି ର ଏମିତି ଗଟେ ଚର୍ଚ ଯ ଉଠି କି ଯୀଶୁଙ୍କ ଦ ଇବି ଶକ୍ତି କାମ କରୁଛି। ଯଦିଓ ଯୀଶୁ ସୃଷ୍ଟି କର୍ତା ତାଙ୍କୁ ଜନମ କଲେ ଯେଉଁ ମା ସିଏ କେଉଁଠି ଥିଲେ ସୃଷ୍ଟି ତ ନଥିଲା
    ସବୁଠୁ ସୁନ୍ଦର ଆଉ ବଡ କଥା ଷଷ୍ଠ ଶତାବ୍ଦୀରେ ଯୀଶୁ ଖ୍ରୀଷ୍ଟ ଓଡିଶା ପୁରି ଧାମ ଆସି ଥିଲେ ଜଗନ୍ନାଥଙ୍କୁ ଦର୍ଶନକରବାକୁ ତମ ବାଇବଲ୍ ରେ ବି ଲେଖା ଅଛି। ତମେ କଣ କଣ ବକୁଛ ନିଜେ ବୁଝି ପାରୁଛ ତ?

    • @sonusa2868
      @sonusa2868 3 ปีที่แล้ว

      Pagal ai sethir lager ea kherstian hela

    • @edityboysagar4824
      @edityboysagar4824 3 ปีที่แล้ว

      ଠିକ କଥା

  • @SantanuMajhi-mc6ih
    @SantanuMajhi-mc6ih 4 หลายเดือนก่อน

    ତୋ ଠାରୁସକିଏକିଏ ହେଲେ ଜନ୍ମ

  • @santoshsamal8319
    @santoshsamal8319 3 ปีที่แล้ว +10

    ଏହି ପୁରାଣ କେଉଁ ଇଂରାଜୀ ପୁରାଣ ର ଅନୁବାଦ ଟିକେ ଜଣାଇବେ । ହିନ୍ଦୁ ପୁରାଣ ଶାସ୍ତ୍ର କୁ କପି କରିବା ଓ କେବଳ ଜୋସୁଆକୁ ଯୋଡ଼ି ଦେଲେ ସୃଷ୍ଟି ସର୍ଜନା ହୋଇନଥାଏ।

  • @BhubanaMuduli-l5q
    @BhubanaMuduli-l5q 7 หลายเดือนก่อน

    Prakruta srusti pram Brahma onm swarupa Sri Vishnu

  • @mamatalifestyle...8870
    @mamatalifestyle...8870 2 ปีที่แล้ว +1

    Praise the lord Jesus papa 💓💞💞

  • @sukumarkhasla5017
    @sukumarkhasla5017 3 ปีที่แล้ว +5

    Jesus Christ is the almighty God it is true, thanks sir👌

  • @KasamDigel
    @KasamDigel ปีที่แล้ว

    You are right men

  • @prakashrout2180
    @prakashrout2180 3 ปีที่แล้ว +3

    May God Bless This Pastor. More And More Knowledge May God Give Him

  • @herodraika1865
    @herodraika1865 2 ปีที่แล้ว

    Prise the lord sir

  • @MaleshaGuluduka
    @MaleshaGuluduka 11 หลายเดือนก่อน

    ଅନେକ କ୍ରିଷ୍ଟୀୟ ମଣ୍ଡଳୀ ଅଛି ହେଲେ କେଉଁମଣ୍ଡଳୀ ସତ୍ୟମଣ୍ଡଳୀ

  • @karuababu1241
    @karuababu1241 3 ปีที่แล้ว +2

    Nice video

  • @kamalgahir8044
    @kamalgahir8044 2 ปีที่แล้ว

    Halleluah

  • @iamawarrior4817
    @iamawarrior4817 3 ปีที่แล้ว +6

    ଆରେ ଗାଲୁଆ ସଡା ତମ ବାଇବେଲରେ ଯୀଶୁ କେଉଁଠି ନିଜେ କହିଛି ସେ ଭଗବାନ ବୋଲି ଓ ଆଉ ସେ ବିଶ୍ଵବ୍ରହ୍ମାଣ୍ଡ କୁ ସୃଷ୍ଟି କରିଛି ବୋଲି କାହିଁ ଦେଖେଇଲୁ KJV ବାଇବେଳରେ ?????

    • @aptapmondo6688
      @aptapmondo6688 2 ปีที่แล้ว

      Tama bhagabat gitare lagua sada bali kouthe lekha heichi seita kuha

    • @studytechodia3723
      @studytechodia3723 ปีที่แล้ว

      Old testament ପଢ଼ ଭାଇ

    • @jyotigupta9448
      @jyotigupta9448 11 หลายเดือนก่อน +1

      Proof you never read Bible 😂 John chapter 1 verse 2

    • @KamallochanKhillo-ct2ec
      @KamallochanKhillo-ct2ec 4 หลายเดือนก่อน

      ଭାଇ,,,ତୁମେ Bible କୁ ପଡ଼ିଲେ ତ ଜାଣିବ ? ଆଉ ପଡ଼ିଲେ ବି ସେ ଜ୍ଞାନ ଚକ୍ଷୁ ତୁମର ନାହିଁ , ବୁଝିବ କେମିତି ? ତୁମ ଜ୍ଞାନ ଚକ୍ଷୁ ଅନ୍ଧ ହୋଇଯାଇଛି , ସତ୍ୟ କି ମିଥ୍ୟା ଚିନ୍ତା କରିବା କି ନିଜେ ଟିକେ ଭାବିବାକୁ ଶକ୍ତି ନାହିଁ ,ତୁମେ କଣ ବୁଝିବ !!!!!

    • @KamallochanKhillo-ct2ec
      @KamallochanKhillo-ct2ec 4 หลายเดือนก่อน

      ଅନ୍ଧୋଭକ୍ତ ମାନେ

  • @arunbhai1220
    @arunbhai1220 3 ปีที่แล้ว +4

    Praise the lord jesus

  • @premratanvisiting3213
    @premratanvisiting3213 2 ปีที่แล้ว

    ଆପଣ ସିଧା ସଳଖ ହିନ୍ଦୁ ମାନଙ୍କ ଶାସ୍ତ୍ର କୁ ହିଁ ଟାର୍ଗେଟ କରୁଛନ୍ତି ,,, ମୁସଲମାନ ମାନଙ୍କୁ ଟାର୍ଗେଟ କଲେ ତୁମକୁ ଦୁଇଖଣ୍ଡ କରିଦେବେ ,,,👍

  • @radharamandas
    @radharamandas 5 หลายเดือนก่อน

    ଯଦି ଜଣେ କହିବ ପ୍ରଧାନ ମନ୍ତ୍ରୀ ମୁଖ୍ୟ, ଆଉ ଜଣେ କହୁଛି ଯେ ମୁଖ୍ୟ ମନ୍ତ୍ରୀ ମୁଖ୍ୟ, ଆଉ ଜଣେ କହୁଛି ଜିଲ୍ଲାପାଳ ମୁଖ୍ୟ, କଣ ଏମାନେ କହିବା ଭୁଲ, ନା ଭୁଲ ନୁହେଁ, କାହିଁ କି ନା ଦେଶରେ ପ୍ରଧାନ ମନ୍ତ୍ରୀ ମୁଖ୍ୟ, ରାଜ୍ୟରେ ମୁଖ୍ୟ ମନ୍ତ୍ରୀ ମୁଖ୍ୟ, ଜିଲ୍ଲାରେ ଜିଲ୍ଲାପାଳ ମୁଖ୍ୟ । ଠୀକ୍ ସେହି ପରି ପୁରାଣରେ କେତେ ବେଳେ କାହାକୁ କୁହା ଯାଇଛି। ମୁଁ କହି ଥିଲି ନା,ମାଛ ମାଂସ ଜୁଆ ପଶା ନିଶା ଧ୍ରୁମ ପାନ , ଅବୈଧ ସ୍ତ୍ରୀ ସଙ୍ଗ କରୁ ଥିବା ବ୍ୟକ୍ତି ହିନ୍ଦୁ ଶସ୍ତ୍ରକୁ ବୁଝି ପାରିବେ ନାହିଁ ବୋଲି । ଠୀକ୍ ସେମିତି ତୁମେ ଉପର ଉଦାହରଣ ପରି ବୁଝି ପାରୁ ନାହିଁ ।

  • @shyamalvlogs9639
    @shyamalvlogs9639 3 ปีที่แล้ว +1

    ଏ ଗୀତର କବି କିଏ ଲେଖିଛନ୍ତି ଆଜ୍ଞା। ଆପଣ ଇତିହାସ ପଢ଼ିଥିବେ ଜାଣିଥିବେ ମୋର ଆପଣଙ୍କୁ ଦୁଇଟି ପ୍ରଶ୍ନ ପଚାରୁଛି ମୋର ପ୍ରଥମ ପ୍ରଶ୍ନଟି ହେଲା (୧)ଭାରତରେ ପ୍ରଥମ ଖ୍ରୀଷ୍ଟ ଧର୍ମ କୋଉଜାଗାରେ ପ୍ରଚାର ହେଇଥିଲା, ପ୍ରଚାର କିଏ ଥିଲେ ଆଉ ସେ କେଉଁ ଜାଗାରେ ଥିଲେ କେଉଁଠି ରହିଲେ।
    (୨)ମୋର ଦ୍ଵିତୀୟ ପ୍ରଶ୍ନଟି ହେଲା , ଯଶୁଖ୍ରୀଷ୍ଟ ଶ୍ରୀ କ୍ଷେତ୍ର ଧାମପୁରୀକୁ କେତେ ଖ୍ରୀଷ୍ଟାଦ୍ଧରେ ପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରି ଆସିଥିଲେ, ଏହାର ଉତ୍ତର ଆପଣ ରଖିବେ। (୩) ମୋର ତୃତୀୟ ପ୍ରଶ୍ନଟି ହେଲା ବ୍ରହ୍ମା କିଏ, ବିଷ୍ଣୁ କିଏ, ଶିବ କିଏ ଗୋଟି ଗୋଟି କରି ସମସ୍ତ ପ୍ରଶ୍ନର ଉତ୍ତର ଦେବେ । ଆପଣ ଭାଗବତ ପଢୁଥିଲେ ନାଁ ନମଃ ଇ ନୃସିଂହ ଶରଣ ଅନାଦି ପରମ କାରଣ ଇଆରକାରଣ କ'ଣ...? ଈଶ୍ଵର କିଏ..? ବାଇବେଲ କ'ଣ ପୁରାଣ କ'ଣ କବି କିଏ ଏହାର ଉତ୍ତର ରଖିବେ । ଆପଣ ଗାଇବା ଅନୁସାରେ ସବୁ ମିଛ କେବଳ ଯିଶୁଖ୍ରୀଷ୍ଟ ହିଁ ସତ ଆଉ ସବୁ ମିଛ ଏସବୁ ଜିନିଷ ଭାରତ ବର୍ଷରେ ମିଛ ଆପଣ ଏକ ମାତ୍ର ଉଦ୍ଧାର କର୍ତ୍ତା ଅଟନ୍ତି । ଆପଣ କଳି ଯୁଗର ଭଗବାନ ବା ଈଶ୍ଵର ଅଟନ୍ତି। ଏହା ଆପଣ ସତ୍ୟ ପ୍ରମାଣିତ କରୁଛନ୍ତି। ଆପଣ କହିବାକୁ ଗଲେ ଭାରତୀୟ ଲୋକ ନା ଭାରତ ବାହାରୁ ଆସିଛନ୍ତି । ଭାରତର ଗୋଟିଏ ଆର୍ଯ୍ୟ ସଂସ୍କୃତି ଦେଶ ଏହିଭାରତ ଭୂମି ମୁନି ଋଷିଙ୍କ ତ୍ୱପ ଭୂମି ଅଟେ। ନଅଗୋଟି ଦ୍ଵିପ ମଧ୍ୟ ରେ ଶ୍ରେଷ୍ଠ ଦ୍ଵିପ ହେଉଛି ଜମ୍ବୂ ଦ୍ଵିପ ଭାରତ ଭଗବାନ ନିଜେ ପୃଥିବୀର ଭାରା ଉସ୍ଫାପ କରିବା ପାଇଁ ଶ୍ରୀ ହରି ଦଶ ଅବତାର ହୋଇ ମର୍ତ୍ତ୍ୟମଣ୍ଡଳରେ ଜନ୍ମ ହେଇଥିଲେ। ଭଗବତ୍ ଗୀତାରେ ଲେଖା ଯାଇଅଛି , ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହେଲେ ମଧ୍ୟ ଅବଶ୍ୟ ମରଇ। ଏହାର ଅର୍ଥ ପ୍ରାଞ୍ଜଳ ଭାବରେ ବୁଝେଇ ବେ ଆଜ୍ଞା, ଆମେ ସମସ୍ତେ କୋଳିର ପାପି ମଣିଷ, ହେ ପରମ ଆତ୍ମା ଆମେ ଏ ପର୍ଯ୍ୟନ୍ତ ଅବିଜ୍ଞ ଅଛୁ ଆପଣ ଟିକେ ଆମକୁ ଜ୍ଞାନ ଦିଅନ୍ତୁ।

    • @aptapmondo6688
      @aptapmondo6688 2 ปีที่แล้ว

      Jetebele jisu christa jagataku asithile setebele hinduhi nathila muslim mane sinduku hindu bali kahibaru hindu se 33 koti debata asithibe semane33 koti debata kie ete jananku ame kemiti janibu

  • @dhanphulpangi1427
    @dhanphulpangi1427 2 ปีที่แล้ว

    Very great full message sir

  • @chinutakri4373
    @chinutakri4373 3 ปีที่แล้ว +1

    Very nice video sir

  • @charanbagcharanbag5013
    @charanbagcharanbag5013 2 ปีที่แล้ว

    Very nice sir very much,, more words

  • @Sd-nu9xg
    @Sd-nu9xg 3 ปีที่แล้ว +5

    ଆପଣ ପ୍ରଭୁ ଯୀଶୁ ଙ୍କ ଭଲ କାମ ଯୀଶୁ ଙ୍କ ଆଦେଶ ତାଙ୍କ କଥା ଯୀଶୁ ଙ୍କ ଭଲ ପାଇବା ଯୀଶୁଙ୍କ ସ୍ପର୍ଶରେ ରୋଗ ଭଲ ହେଉଥିଲେ ସେ ସବୁ କୁହନ୍ତୁ ଆମେ ଶୁଣିବୁ ହେଲେ ଆପଣ ଆଉ ହିନ୍ଦୁ ଶାସ୍ତ୍ର ରେ କଣ କୁହାଗଲା ତାକୁ କହିବା କିଛି ଦରକାର୍ ନାହିଁ ଆପଣ ଜାଣିବା ଦରକାର୍ କି ଆପଣ ବି ଗୋଟେ ହିନ୍ଦୁ ପରିବାର ରେ ଜନ୍ମ ହୋଇଛନ୍ତି ଆପଣ ହିନ୍ଦୁ କ୍ରିଷ୍ଟିଆନ କେମିତି ଭଲରେ ରହିବେ a ପୃଥିବୀ ପୃଷ୍ଟରେ ସେ ବାର୍ତ୍ତା ଦିଅନ୍ତୁ ଖରାପ୍ ଭାବିବେନି ମୁଁ ଜାଣିଚି କ୍ରିଷ୍ଟ୍ ଧରମ କେତେ ଭଲ କେବେ କୌଣସି ପ୍ରାଣୀକୁ କଷ୍ଟ ନ ଦେବାପାଇଁ ଲେଖା ଅଛି

    • @ramakantamallick3574
      @ramakantamallick3574 3 ปีที่แล้ว

      ଭାଇ ଆପଣଙ୍କ ସୁ ପରାମର୍ଶ ପାଇଁ ଧନ୍ୟବାଦ।
      ଏ ଭାଇ ଯାହା ହିନ୍ଦୁ ଶାସ୍ତ୍ରରେ ଲିପିବଦ୍ଧ ଅଛି ତାହା
      ପଡିକି ଶୁଣାଇ ଛନ୍ତି।ବେଦ ଠାରୁ ଆରମ୍ଭ କରି ପ୍ରତେକ ଶାସ୍ତ୍ରରେ ଯୀଶୁଖ୍ରୀଷ୍ଟ ଉଧାର କରତା ବଲି ଲେଖା ଯାଇଛି।ମାତ୍ର ପଣ୍ଡିତ ମିନେ ତାହା ପ୍ରକାଶ କରୁ ନାହାଁନ୍ତି।

    • @Sd-nu9xg
      @Sd-nu9xg 3 ปีที่แล้ว +1

      @@ramakantamallick3574 Mu Abe apanku same question karibi apana believe karibe ki? Kebe bi karibeni ..Apana kahiba Katha mu bi believe karibini ..kahinki na mu Hindu mu Hindu sastra ..Bhagabat Gita athite biswas karibi ....mu atiki apanaku request karuchi Apana kaunasi dharamaku akhep karatuni ..Mu apanaka vedio ta kahinki dekhili jehetu mora gote biswas bharasa je Prabhu jisu nka bisayare mu kichi nua janibi tankara chamatakarita bisayare janibi ...Mu choto bele Prabhu jisu nka film dekhichi a manaba jatinka pain ki Balidan deichanti ...mu Kandi pakeichi Abe bi mora sabu mane Achi ...

    • @Sd-nu9xg
      @Sd-nu9xg 3 ปีที่แล้ว

      @@ramakantamallick3574 Prabhu jisu Mo hrudaya re already acahanti

    • @Sd-nu9xg
      @Sd-nu9xg 3 ปีที่แล้ว

      ପ୍ରଭୁ ଯିଶୁ ଙ୍କୁ ଏତିକି ପ୍ରାର୍ଥନା କରୁଛି a ସମଗ୍ର ପୃଥବୀ ବାସୀଙ୍କୁ Corona dauru ରକ୍ଷା କରନ୍ତୁ

    • @rjscreationcom
      @rjscreationcom 3 ปีที่แล้ว +3

      @@Sd-nu9xg Good Message..
      Jay Sri Ram
      Jay Jagannath
      Jay Hind.. Bonde Bharat Maata-

  • @digalranjita4840
    @digalranjita4840 3 ปีที่แล้ว +4

    Thank You Jesus 🙏🙏🙏 Hallelujah Praise the Lord 🙏❤️🙏 Amen

  • @bgmehendidesine9629
    @bgmehendidesine9629 3 ปีที่แล้ว +1

    Jaya Sree srustikarta iswara apananku koti koti dhanybad

  • @baikunthanathbadamundi2020
    @baikunthanathbadamundi2020 2 ปีที่แล้ว +1

    Brahma bisnu maheshwar hin srusti karichanti jai hindu

  • @adityamohapatrathankyou4703
    @adityamohapatrathankyou4703 3 ปีที่แล้ว +1

    Jay sri jagannath jay sri ram jay sri krishna jay bharot mata ki jay jay hind

  • @vrm.fromassam.9986
    @vrm.fromassam.9986 3 ปีที่แล้ว +5

    Praise the Lord,
    You are blessed by jesus,
    Yes... Jesus is our savior. Jesus is true God. Don't worship any other gods, only Jesus is true God.

    • @george6103
      @george6103 2 ปีที่แล้ว

      Praise the lord its true how connects all holy books

    • @Rakesh-lx2jp
      @Rakesh-lx2jp ปีที่แล้ว

      Jesus christ is the messenger of Allah.He is not Gid.God is Allah.

  • @rameshbeshra1455
    @rameshbeshra1455 3 ปีที่แล้ว +1

    Thanks sir

  • @jutashbhuyan1140
    @jutashbhuyan1140 3 ปีที่แล้ว +2

    Amen

  • @govinda9534
    @govinda9534 ปีที่แล้ว

    Krushna bande Agata guru

  • @gaurangobhuyan6403
    @gaurangobhuyan6403 2 ปีที่แล้ว

    Apana jisu crista srusti kala samare tilaki dhrma gruna kari kaiba sabutaru maha papa apana jisu crista madiya kiyamakari paribenai

  • @sfrinku4158
    @sfrinku4158 12 วันที่ผ่านมา

    ଆମ ପୁରାଣ ସବୁ ସଂସ୍କୃତ ରେ ଲେଖା, ତେଣୁ ସଂସ୍କୃତ ରେ ଉଚ୍ଚାରଣ କର। ସଂସ୍କୃତ ଭଲ ରେ ବୁଝିଲେ ପୁରାଣ ବୁଝିବ।

  • @udbiswayt9936
    @udbiswayt9936 2 ปีที่แล้ว

    I love you jejes

  • @sudarbabu5020
    @sudarbabu5020 3 ปีที่แล้ว +4

    ତମର ଧର୍ମକୁ ପ୍ରଚାର କର ଭାଇ ହିନ୍ଦୁ ମୁସଲମାନ ଧର୍ମ କୁହିନ କର ନାହିଁ

  • @ommnaik1565
    @ommnaik1565 3 ปีที่แล้ว +1

    Thank you jisu

  • @adityapradhan2790
    @adityapradhan2790 3 ปีที่แล้ว +2

    Praise the lord , Thank you sir

  • @laxmidharnaik7894
    @laxmidharnaik7894 2 ปีที่แล้ว

    Jay masih ki 🙏 Amen 🙏🙏🙏

  • @shankarcharki126
    @shankarcharki126 3 ปีที่แล้ว +2

    You are right sir 🙏 praise the lord 🙏 hallelujah hallelujah hallelujah 🙏amen amen amen 🙏🙏🙏

  • @udhabkhora3092
    @udhabkhora3092 3 ปีที่แล้ว +5

    Jesus hin sara pruthivi ra srustikarta.

  • @pankajhalba2215
    @pankajhalba2215 3 ปีที่แล้ว +4

    Praise the lord sir

  • @kumargangajena8918
    @kumargangajena8918 3 ปีที่แล้ว +1

    Thankyou ankal

  • @sailendrahembram1147
    @sailendrahembram1147 3 ปีที่แล้ว +3

    Hari omm Baba bhalaki

    • @SusamacharIndia
      @SusamacharIndia  3 ปีที่แล้ว

      th-cam.com/video/EIvKEQjXCis/w-d-xo.html

  • @nikadimassabar2143
    @nikadimassabar2143 3 ปีที่แล้ว

    Hallelujah

  • @narayanhembram1903
    @narayanhembram1903 2 ปีที่แล้ว

    Good blesse you sir

  • @RanjitKumar-wg2ms
    @RanjitKumar-wg2ms 2 ปีที่แล้ว

    Praise the Lord Jesus

  • @tapaswinimallick3526
    @tapaswinimallick3526 3 ปีที่แล้ว +4

    Stay blessed bhai, lord Jesus Christ 🙏✝️🙏🏼 give u lot off happy nd god always fulfill ur all desire... And thank u so much Bhai for supporting this line.....

  • @truthwillsetfreeyouall7830
    @truthwillsetfreeyouall7830 2 ปีที่แล้ว

    Praise the Lord sir.. Apanka pain mu prabhu nku dhanyabad deuchhi.. Mote gote satyapuran bahi darkar

  • @chakrajitsabar4032
    @chakrajitsabar4032 2 ปีที่แล้ว

    Bible bholore padho jisunka Sisyamananka Katha bhinya bhinya
    ଯଥା - ନାରୀମାନେ ଯୀଶୁଙ୍କ ସମାଧି ପାଖରେ କାହାକୁ ଦେଖିଲେ
    ମାଥିଉ : ଜଣେ ସ୍ୱର୍ଗଦୂତଙ୍କୁ (28:2)।
    ମାର୍କ : ଜଣେ ଯୁଵାଙ୍କୁ (16:5)।
    ଲୂକ : ଦୁଇଜଣ ବ୍ୟକ୍ତିଙ୍କୁ (24:4)।
    ଯୋହନ : ଦୁଇଜଣ ଦୂତଙ୍କୁ (20:12)।
    ଏଣୁ ବାଇବେଲ ଈଶ୍ୱରଙ୍କ ବାଣୀ ନୁହେଁ ।
    ସାଧନା ବଳରେ ଯିଏ ଯେପରି ଦେଖିଲା ସିଏ ସେପରି ଲେଖିଲା । ସତ୍ ଶାସ୍ତ୍ର କୌଣସି ଧର୍ମ ବିରୋଧରେ କୁହେ ନାହିଁ । କିନ୍ତୁ ବାଇବେଲରେ ଅନେକ ଗୁଡିଏ ହିନ୍ଦୁ ବିରୋଧରେ କୁହାଯାଇଛି । ହିନ୍ଦୁ ଧର୍ମଶାସ୍ତ୍ରରେ ଅନ୍ୟ ଧର୍ମ ବିରୋଧରେ ଉଲ୍ଲେଖ ନାହିଁ। ଏଣୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ହିନ୍ଦୁ ପରିବାରରେ ଜନ୍ମ ହୋଇଥିବାରୁ । ଭାରତ ମାତା କୀ ଜୟ୍।

  • @rituharijan3833
    @rituharijan3833 3 ปีที่แล้ว +3

    Halelua

  • @radharamandas
    @radharamandas 5 หลายเดือนก่อน

    ହଇରେ ପକେଇଲା , ଯେଉଁ ଦିନ ସୂର୍ଯ୍ୟ ଓ ଚନ୍ଦ୍ର ସୃଷ୍ଟି ହେଲା,ସେହିଦିନ ଠାରୁ ଦିନ ରାତି ସପ୍ତାହ ବର୍ଷ ହେଲା । ତାମାନେ ସେହି ଦିନ ଠାରୁ ସମୟ(କାଳ)ର ସୃଷ୍ଟି ହେଲା । ଏଣୁ ସେହି ଦିନ ଠାରୁ ସମୟ ଗଣନା ହେବା କଥା, ତୁମର ବାଇବେଲ ରେ ସେହିଦିନ ଠାରୁ ନା ହୋଇ ଯିଶୁ ଙ୍କ ଠାରୁ ହୋଇଛି, ତୁମେ କେଡେ ମୂର୍ଖ ଏ କଥା ବୁଝି ପାରୁ ନାହିଁ ଯେ ଯିଶୁ ସୃଷ୍ଟି କର୍ତ୍ତା ନୁହଁନ୍ତି ।

  • @AKASH-rj5gh
    @AKASH-rj5gh 3 ปีที่แล้ว

    Super