Is it a sin to eat beef?//ଗୋ ମାଂସ ଖାଇବା ପାପ କି?//odia christian message //odia bakya
ฝัง
- เผยแพร่เมื่อ 7 ก.พ. 2025
- Join this channel to get access to perks:
/ @susamacharindia
Well come to my susamachar india chanel, this is a changing life message chanel. You know true this is change your life at this time
Follow my blog:- susamachar333....
Follow my twitter :- / susamachari
Disclaimer :-
video is for educational purpose only.Copyright Disclaimer Under Section 107 of the Copyright Act 1976, allowance is made for "fair use"for purposes such as criticism,comment,news reporting ,teaching,scholarship,and research. Fair use is a permitted by copyright statute that might otherwise be infringing Non-profit,educational or personal use tips the balance in favor of fair use.#susamacharindia#
#ଓଡ଼ିଆ ବାକ୍ୟ
#ଯୀଶୁ ଙ୍କ ବାକ୍ୟ
#ବାକ୍ୟ
#message
#odia bakya
#odia message
#odia christian message
#oriya christian message
#oriya message
#odiya
#oriya
#odisha
#orissa
Praise the lord, Amen
Very nice Jay masihi ki ⛪
Naice tiching sir god bless you
ଆପଣ ବହୁତ ଭଲ ପ୍ରେରଣା ସମାଜକୁ ପ୍ରଦାନ କରିଛନ୍ତିି ଆଜ୍ଞା।
All r good question and also good answer.....tq so much Bhai.....
Good bless you
🙏Jay gow mata ki jay bharat mata ki jay hindustan ki jay sri ram ki🙏 ⛳⛳⛳🙏jay sri krishna ki jay 🙏
ଏମାନେ ଖ୍ରୀଷ୍ଟିଆନ ଧର୍ମ ର ପ୍ରଚାର ଓ ପ୍ରସାର ପାଇଁ ହିନ୍ଦୁ ଧର୍ମ ର ସାହାରା ନେଉଛନ୍ତି।ଲୋକ ଙ୍କୁ ଭୁଆଁ ବୁଲାଇବା ପାଇଁ ଚର୍ଚ୍ଚ ନ ଲେଖି ଲେଖିବେ ଯୀଶୁଙ୍କ ମନ୍ଦିର
ସତରେ ଭାଇ
ଆପଣଙ୍କ ଙ୍କ କାମ ଆପଣ ଶୁଣନ୍ତୁ ଶେଷ ପର୍ଯ୍ୟନ୍ତ ତାପରେ ଆପଣ ପ୍ରଶ୍ନ କିମ୍ବା ଯୁକ୍ତି କଲେ ହେବ |ଆପଣ ଙ୍କ ମୂଲ୍ୟହୀନ comment ପାଇଁ ଧନ୍ୟବାଦ, ପ୍ରଭୁ ଆପଣ ଙ୍କ ସ ପରିବାର କୁ ଆଶୀର୍ବାଦ କରନ୍ତୁ |
@@SusamacharIndia ତୁମ ର ଧର୍ମ ଚିକଣିଆ କଥା କହି ଲୋକଙ୍କୁ ଶୋଷଣ କରିବା
@@SusamacharIndia ମାଗଣା ଖିଆ
ଭୋକ ସମ୍ଭାଳି ନପାରି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଛ
Yes sar good tech
ହିନ୍ଦୁ ଧର୍ମ ଅନୁସାରେ ଗାଈ କୁ ଗୋମାତା ବୋଲି ସମ୍ବୋଧନ କରାଯାଇଛି..... କାମଧେନୁ ମଧ୍ୟ କୁହନ୍ତି... ଗୋ ମାତା ଙ୍କୁ ପୂଜା କଲେ ଅଶେଷ ପୁଣ୍ୟ ମିଳେ... ଏ ସନାତନ ଧର୍ମ ର ସିଦ୍ଧାନ୍ତ.... କିନ୍ତୁ.... ଏହି ବିଷୟ ପ୍ରତି ଅନ୍ୟ ସମ୍ପ୍ରଦାୟ ର ଲୋକ ମାନେସମାଲୋଚନା କରିବା ଅନୁଚିତ.... ବିଶ୍ୱାସ ଉପରେ କୁଠାର ଘାତ କରିବା ପାପ ଅଟେ
ସେହିପରି.... ଯୀଶୁ ମାସି ଙ୍କୁ ଶାନ୍ତି ର ଦୂତ ବୋଲି ବିଶ୍ୱ ଜନତା ମାନନ୍ତି......କିନ୍ତୁ କେହି ତାଙ୍କ ସମ୍ପ୍ରଦାୟ କୁ ସ୍ୱୀକାର କିମ୍ବା ଅସ୍ବୀକାର କରିବା ତାଙ୍କ ବ୍ୟକ୍ତିଗତ ନିଷ୍ପତି
@@charamaparibar7093 ମୁଁ ଜଣେ ଖ୍ରୀଷ୍ଟିଆନ, ଆପଣ ଠିକ୍ କୋହିଛନ୍ତି କୌଣସି ସମ୍ପ୍ରଦାୟ ଲୋକ ଅନ୍ୟ ସମ୍ପ୍ରଦାୟ ଧାର୍ମିକ ବିଶ୍ୱାସ ବିଷୟରେ ସମାଲୋଚନା କରିବା ଯୁକ୍ତିଯୁକ୍ତ ନୁହେଁ । କେବଳ ନିଜ ବିଶ୍ୱାସ( ସତ୍ୟ) କୁ କୋହିବା ଉଚିତ୍ । ପ୍ରଚାରକ ଭାଇ ହିନ୍ଦୁ ଧର୍ମ ରୁ ଆସିଛି ତେଣୁ କରି ସେ ବିଷୟରେ କୋହି ଦେଇଛନ୍ତି ✝️
Keshaba Chandrankara Jay 🙏🙏
ଲୋକେ ଘୁଷୁରୀ କୁ ମଧ୍ୟ ପୂଜା କରି, ଟନ୍କା ହାସଲ ପାଇଁ ପ୍ରାର୍ଥନା କରନ୍ତି ଏବ ଼ ପାଳନ କରି ତାହାକୁ ତାଡଣା ଦିଅନ୍ତି, ତାହା କଣ ପୁନ୍ୟ ?ଘୁଷୁରି ନିଜ ଘର ପାଖରେ ମଧ୍ୟ ରହିଥାଏ, କାଦୁଅ ପାଣିରେ ବିଶ୍ରାମ ନେଇ ଥାଏ, ସେଥିରେ ସେ ଯ ଖାଦ଼ୟ ଖାଇଥାଏ ସେଥିରୁ ଜଣାଯାଏ ଯେ ତାର ,ଆଖ ପାଖର ପରି ବରତନ କେତେ, ତାହା ଉପର ସୁନ୍ଦର ଭିତରେ ବା,ବେବିଲିୟନ ମାନେ କୌଣସି ପ୍ରକାରର ମ।ସଂ ଭଜନ କରୁନଥିଲେ, ଏପରି ଦାନିଏଲ ମଧ୍ୟ।ବାଇବଲ ରେ କଣ, ଗାଈ, ପୋଢ, ଘୁଷୁରୀ ମାଂସ ଖାଇବା ପାଇଁ ଲେଖା ହୋଇଅଛି କି,?କିନ୍ତୁ ଭାଗବତ ଗୀତାରେ ରୁଚିକର ବା ସ୍ୱାଦିଷ୍ଠ ଖାଦ୍ୟ ଖାଇବା ପାଇଁ ଲେଖା ହୋଇଅଛି ।ପ୍ରଭୁ ଯୀଶୁ କଣ ଗୋ ମଂ।ସ ଖାଇଥିଲେ କି? ଆପଣ ଯୀଶୁ ଖାଇଲା ପରି ବ୍ୟାଖ୍ୟା କଣ ପାଇଁ କରୁଛନ୍ତି? ନିଜେ କହି ପ୍ରଭୁଙ୍କୁ ଅପମାନ ଦେଉଛନ୍ତି।ସ,ଇତାନର ଲୋକମାନେ ହି ଗୋ ମାଂସ ଖାଆନ୍ତି କାରଣ ପ୍ରଭୁ ଯୀଶୁ କେବେ ଗୋମାଂସ ଖାଇନଥିଲେ।କାରଣ ପ୍ରଭୁ କୌଣସି ଜୀବକୁ ହତ୍ୟା ବା ବଳିଦେଇ ଖାଇବା ପାଇଁ କହୁନଥିଲେ। ରୁଚି ଖାଦ୍ୟ ଏବଂ ବଳି ବା ହତ୍ୟା ଖାଦ୍ୟ ର ଫରକ ମନୁଷ୍ୟର ପ୍ରକୃତ ଆଧ୍ୟାତ୍ମିକ ଗତିରୁ ପ୍ରାପ୍ତ ହୋଇଥାଏ ଯେମିତି ଧାର୍ମିକ ଓ ପ୍ରଚାରକ ମଧ୍ୟରେ ଆକାଶ ଝୁଆଁ ଫରକ ରହିଛି ଜଣେ ପ୍ରଚାରକ କେବେ ବି ଧାର୍ମିକ ରେ ଗଣତି ନୁହନ୍ତି। ଜଣେ ମୂଲିଆ କେବେବି ଶିକ୍ଷକରେ ଗଣତି ନୁହନ୍ତି ।
Jay Sri Ram-
Jay hind-
ପ୍ରତିବାଦ ପାଇଁ ଧନ୍ୟବାଦ :
ହତ୍ୟା କରି ଖାଇବା ମହା ପାପ, ଦଶ ଆଜ୍ଞା କଥା କଣ ଏତେ ଶୀଘ୍ର ଭୁଲି ଯାଇଛନ୍ତି।
Thank you bhai ଅତି ସୁନ୍ଦର ମେସେଜ, god bless you
God bless you sir biutifull message
Jai Krishna
Praise the lord 🙏🙏
Thank you Bhai
ଅତି ସୁନ୍ଦର ମେସେଜ ପ୍ରଭୁ ଆପଣଙ୍କୁ ଆଶ୍ରୀବାଦ୍ କରନ୍ତୁ। ଆମେନ୍
Praise the lord💓💚💜💛💖🙏🙏🙏
ଆଜ୍ଞା ସବୁ ଠିକ୍ କହିଲେ ଯେ, ଗୋଟିଏ ମାଁ ଗୋଟିଏ ପୁଅକୁ କିମ୍ବା ଝିଅ କୁ ଜନ୍ମ କରିବା ଦଶ ମାସ ଦଶ ଦିନ ଗର୍ଭରେ ରଖିଥାଏ ଆଜ୍ଞା,ଦଶ ବର୍ଷ ନୁହେଁ
ଆପଣ କହିବା ହିସାବରେ ଗୋ ବଧ କରିବା ପାପ but ବାଇବେଲ ରେ ଲେଖା ଅଛି ଯେ ଖୁରା ବିଶିଷ୍ଟ ଓ ଯିଏ ପାପୁଲି କରିଥାଏ ତାର ମାଂସ ଖାଇବା ଉଚିତ ବୋଲି ।
ମାଂସ ଖଅ ହେଲେ ବଧ କରନି।
❤️👌👌👌👌
Jay mashi 🙏🙏🙏🙏🙏🙏🙏🙏🙏
ଶୁଣନ୍ତୁ ଆଜ୍ଞା ଆପଣ ଆପଣଙ୍କର ଧର୍ମ ର ପ୍ରଚାର କରନ୍ତୁ କିନ୍ତୁ ହିନ୍ଦୁ ଧର୍ମ ଉପରେ କମେଣ୍ଟ ଦିଅନ୍ତୁ ନାହିଁ
ଆମେ କୌଣସି ଆକ୍ଷେପ କରିବା ଭଳି ଚିନ୍ତାଧାରା ଵା ଯେ କୌଣସି ଲୋକଙ୍କ ଭାବନାକୁ ଖଣ୍ଡନ କରୁନଁହୁ ଆଜ୍ଞା ଏହା ଏକ ସଚେତନ ଏବଂ ଶିକ୍ଷା ଅଟେ, ଏହା ଯିଏ ଦେଖିଲା ତାହା ପାଇଁ ଶିକ୍ଷା ଟିଏ, ଯଦି ଏହା ଆପଣଙ୍କ ବ୍ୟକ୍ତି ଗତ ଜୀବନ ରେ ଯଦି କୌଣସି ବ୍ୟାଘାତ ପହଞ୍ଚାଇଛି ତେବେ ଏଥିପାଇଁ ଆମେ ଆପଣଙ୍କୁ କ୍ଷମା ପ୍ରାର୍ଥନା କରୁଛୁ |ଯଦି ଆପଣ ଯଦି ଏହି ଭିଡିଓ ରୁ କିଛି ଶିଖିଛନ୍ତି ତେବେ ଆମେ ଖୁସି ଅଟୁ, ଯଦି ଆପଣ ଆମର ଆଉ ଭିଡ଼ିଓ ଦେଖିବେ ତେବେ ଆହୁରି ଭଲ ଲାଗିବ, ଆଉ ଅନେକ ଶିଖିବାକୁ ପାଇବେ ସମୟ ବାହାର କରି ନିଶ୍ଚୟ ଦେଖନ୍ତୁ, କାରଣ ଶିକ୍ଷା ପାଇବାପାଇଁ ଆମେ christian ହୋଇ ମଧ୍ୟ ହିନ୍ଦୁ ଧର୍ମ ଗ୍ରନ୍ଥ,ପୁରାଣ, ଉପନିଷଧ, ଇତ୍ୟାଦି ପଢ଼ୁଛୁ କିନ୍ତୁ ଆମେ ତାହା ଘୃଣା କରୁନୁ ତେଣୁ ଚିନ୍ତାଧାରା କୁ ବଦଳାଇବାକୁ ଚେଷ୍ଟା କରନ୍ତୁ ଆଜ୍ଞା ଅନ୍ତତଃ ଶିକ୍ଷିତ ହିସାବରେ |
Jay sri ram:
ଏହାର ପ୍ରତିବାଦ କର jay sri ram
Kn kahila ghurna karuna tame pa sei christan jau mane andhra re hindu mandira nasta karucha
ଯେଉଁ ହିନ୍ଦୁ ମାନେ ହିନ୍ଦୁ ଶାସ୍ତ୍ର ବିଷୟରେ ଜାଣି ନାହାନ୍ତି, ନାମକୁ ମାତ୍ର ହିନ୍ଦୁ,ସେମାନେ ଭୁଲ କରି ଥାଆନ୍ତି ।ବାପା ମା ଆର୍ଥିକ ଉନ୍ନତି କରିବାରେ ସାହାଯ୍ୟ କରିଥାନ୍ତି, ପରମାର୍ଥ ଉନ୍ନତି କରିବାରେ ନୁହେଁ ।
ବହୁତ ପାପ
Jai sri ram 🙏🙏 ur right
Jay sri ram
Jay hanuman
supab sar jay jagannath jay jagannath jay jagannath jay jagannath
Joy jesus
Jay yiesu. God Is Great
Good job.
Praise the Lord 🙏🏻🙏🏻🍬✝✝✝✝
Yes yes
Very nice
ଦେଖନ୍ତୁ ବାଇବେଲ ଯାହାକୁ ଆଧାର କରି ଲେଖା ଅଛି ସେ ତୋ.. ଜଣେ ମନୁଷ୍ୟ ଏକଦେଶୀ ଆଉ ପାପୀ ମଣିଷ ମାତ୍ର lକାରଣ ଯୀଶୁ ଅନେକ ପାପ କରିଛନ୍ତି ବାଇବେଲ ତାହା ପ୍ରାଞ୍ଜଳ ଭାବରେ ସ୍ପୋଟ କରୁଛି l ହେଲେ ଆପଣ ମାନଙ୍କ ଆଖି କଣl ହେଇଚି ତାଙ୍କ କରିଥିବା ପାପ ଓ ନିଜ କରୁଥିବା ପାପ ଜୋମା ଦେଖା ଯାଉନାହିଁ l
ଆପଣ ମାନେ ନିରାକାର ପରମେଶ୍ବରଙ୍କୁ ଆକାର ଦେଇ ଯୀଶୁ ଯେ କି ଜାଣେ ମନୁଷ୍ୟ ମାତ୍ରକେ ତାଙ୍କୁ ପରମେଶ୍ଵର କହି ମିଥ୍ୟl ପ୍ରଚାର୍ କରୁଛନ୍ତି l ଆଉ ବହୁତ୍ ବଡ଼ ପାପ ଓ ଅନ୍ଧ ବିଶ୍ୱାସକୁ ନେଇ ପ୍ରଚାର୍ ପ୍ରସାର କରୁଛନ୍ତି l ଆଉ ବାକିତକ ତାଙ୍କ ଯେଉଁ ଚେଲlମାନେ...! ଯେଉଁ ଚେଲlମାନେ ବାଇବେଲ ଲେଖିଛନ୍ତି ସେ ସମସ୍ତେ ମନୁଷ୍ୟ ଆଉ ପାପୀ l ଆଉ ବାକି ଆପଣଙ୍କ ଭଳି ନିଜକୁ ମହାଜ୍ଞାନି କହୁଥିବା ଲୋକ ଅହୁରି ଭି ବହୁତ୍ ବଡ଼ ପାପୀ ଅଟନ୍ତି l କାରଣ ନିଜ ଦୋଷକୁ ଲୁଚେଇ ଅନ୍ୟର ଦୋଷକୁ ଦେଖେଇ ହେବା ବହୁତ୍ ବଡ଼ ଅପୋରଧ ଅଟେ l ଗୋ ହତ୍ୟା କରିବା ବାଇବେଲ ମତରେ ମଣିଷ ମାରିବା ସଙ୍ଗେ ସମାନ ତେବେ,.. ଗୋ ହତ୍ୟା କଣ ପାପ ନୁହଁ କି ??? ତାହା ହେଲେ ମଣିଷକୁ ଭି ମାରି ଖାଓ...!! କାରଣ ଆପଣଙ୍କ ମୋତ ଅନୁଯାୟୀ ଯାହାକୁ ଯାହା ଭଲ ଲାଗେ ତାହା ଖାଇବା ବା ହତ୍ୟା କରିବା ପାପ ନୁହଁ !!!!!!! ୟୁ ଆର୍ ଟାଇଟ୍ ok !!!!!!!!!
ଭାଇ ଆପଣ ପ୍ରଭୂ ଯୀଶୁଙ୍କର ଗୋଟିଏ ଭୂଲ
ପାଇଲେ ମୁଁ ପ୍ରଚାର ଛାଡ଼ି ଦେବି।
@@ramakantamallick3574
ନିହାତି ଆପଣ ଏହିଭଳି ମିଥ୍ୟା ପ୍ରଚାର୍ ବନ୍ଦ କରିବା ଜରୁରୀ l କାହିଁକି ନା.. ଆପଣଙ୍କ ଭଳି ଅନେକ ବ୍ୟକ୍ତି ମିଥ୍ୟା ପ୍ରଚାର୍ ପ୍ରସାର କରି ଆଜି ଅନ୍ଧବିଶ୍ବାସକୁ ସାରା ପୃଥବୀରେ ଖେଳେଇ ଯାଇଛନ୍ତି l
କାରଣ ପରମେଶ୍ବର ଓ ମନୁଷ୍ୟ ଭିତରେ ଆକାଶ ପାତାଳର ଫରକ୍ l
ଦେଖନ୍ତୁ ମନୁଷ୍ୟ ଏକଦେଶି ଓ ପରମେଶ୍ୱର୍ ସର୍ବତ୍ର ଦିବ୍ୟମନ୍ l
ମନୁଷ୍ୟ ଜାଣତରେ ହେଉ ଅବା ଅଜlଣତରେ ହେଉ ଅନେକ ଭୁଲ୍ କାମ କରିବସେ ଓ ପରେ ପଶ୍ଚତାପ କରେ l କିନ୍ତୁ ପରମେଶ୍ୱର ଯେଉଁ ନିଶ୍ୱତି ନେଇ ଏତେ ବଡ଼ ବିଶ୍ଵ ସୃଷ୍ଟି କରିଛନ୍ତି , ତାହାରି ନିର୍ଦ୍ଧାରିତ ସମୟ ପୂର୍ବରୁ ନିଜେ ମଧ୍ୟ ଭାଙ୍ଗି ପାରିବେ ନାହିଁ l କିନ୍ତୁ ମନୁଷ୍ୟ ନେଇଥିଲେ ନିଶ୍ଵତି ଦରକାର୍ ପଡ଼ିଲେ ଭାଙ୍ଗିଦେଇ ପାରେ l
ପରମେଶ୍ବର କେବେବି କୌଣସି ରୂପ ଧାରଣ କରନ୍ତି ନାହିଁ l କାରଣ ସେ ନିରାକାର l ତାଙ୍କର କୌଣସି ଆକାର ନାହିଁ l ସେ ବାୟୁ ସଦୃଶ ସର୍ବତ୍ର ଦିବ୍ୟମlନ ଅଟନ୍ତି l
ଆପଣ ଯାହାଙ୍କୁ ଈଶ୍ୱରଙ୍କ ଅବତାର ବୋଲି ମିଥ୍ୟା ପ୍ରଚାର୍ କରୁଛନ୍ତି ବା ଯାହାଙ୍କୁ ଈଶ୍ୱର ବୋଲି କହୁଛନ୍ତି ସେ ମାରୀୟମଙ୍କ ପୁତ୍ର ଯୀଶୁ ଓ ତାର ବାପା ଯଶେଫ ଥିଲେ l
ବାଇବେଲରେ ସଂପୂର୍ଣ୍ଣ ମିଥ୍ୟା ଲେଖା ଅଛି ବିନା ପୁରୁଷ ସଂସ୍ପର୍ସ ସେ ଯୀଶୁଙ୍କୁ ଗର୍ଭ ଧାରଣ କରି ଥିଲେ ବୋଲି l
ପ୍ରକୃତ ସତ ଏହା ଯେ ପରମେଶ୍ବର ସୃଷ୍ଟି ଆରମ୍ଭରୁ ଅର୍ଥାତ୍ ଅନାଦି କାଳରୁ ଏହା ସ୍ଥିର କରିଛନ୍ତି ଯେ ଜଣେ ନାରୀ ରଜଶାଳl ହେଲାପରେ ସେ ଯଦି କୌଣସି ପୁରୁଷ ସମ୍ପର୍କରେ ଆସେ ବା ଉଭୟଙ୍କର ଶାରୀରିକ ମିଳନ ହୁଏ ତେବେ ଯାଏ ସେ ସ୍ତ୍ରୀ ଗର୍ଭ ଧାରଣ କରି ପ୍ରସବ କରେ l
ଏହା ହେଉଛି ବିଧିର ବିଧାନ l
କିନ୍ତୁ ବାଇବେଲ ଈଶ୍ୱର ଆଜ୍ଞାକୁ ସଂପୂର୍ଣ୍ଣ ରୂପରେ ଭାଙ୍ଗି ମିଥ୍ୟା ଲେଖା ଯାଇଅଛି l
ଦେଖନ୍ତୁ ଯୀଶୁ ଯଦି ଆପଣଙ୍କ ଅନୁଯାୟୀ ପରମେଶ୍ବର ଥିଲେ ତେବେ ତୋ ସେ ସର୍ବଜ୍ଞ ହେବାକଥା l
ସେ ଯୋଉଠି ଥିଲେ ସେହି ସ୍ଥାନରୁ ହିଁ ଲାଗିଥିବା ଭୂତକୁ ଛଡେଇ ଦେଇ ପାରିଥାନ୍ତେ !!! କଣ ଆବଶ୍ୟକ ଥିଲା ଯେ , ଜଣକୁ ଭୂତ ଚଡ଼େଇବା ପାଇଁ ହଜାର ହଜାର ସଂଖ୍ୟାରେ ଘୁଷୁରୀ ପୋଲକୁ ସମୁଦ୍ର ଜୁଆରରେ ବୁଡ଼େଇ ମାରିବା ????
ଏ କଣ ଯୀଶୁଙ୍କର ଚାଲାକି ପଣିଆ ନା ମହାନତା ନା ଈଶ୍ୱର ପଣିଆ l ଏଥିରୁ ସ୍ପଟ ଭାବରେ ଜଣାପଡୁଛି
ତାଙ୍କ ପାଖରେ ଏମିତି କୌଣସି ମହାନ୍ କାମ କରିଲା ଭଳି ପାବାର ନ ଥିଲା l ତେଣୁ ଜଣକୁ ଭୂତ ଛଡେଇ ବାକୁ ଯାଇ ହଜାର ହଜାର ସଂଖ୍ୟାରେ ଘୁଷୁରୀଙ୍କ ଜୀବନ ନେଇଛନ୍ତି l ତେଣୁ ସେ ଜଣେ ଆଇନ୍ କାନୁନ୍ ଅନୁଯାୟୀ ଅପୋରଧି ବା ପାପୀ ଅଟନ୍ତି l
ଯୀଶୁ ଦିନେ ରାସ୍ତାରେ ଜିବା ସମୟରେ ତାଙ୍କୁ ବହୁତ୍ ଭୋକ ହେଉଥାଏ ତୋ ସେ ଜିବା ବାଟରେ ଡିମ୍ବିରି ଗଛ ଟିଏ ଦେଖିଲେ , ଦୁଃର୍ଭାଗ୍ୟ ବଶତଃ ଋତୁର ପରିବର୍ତ୍ତନ ହେବା ହେତୁ ସେହି ବୃକ୍ଷରେ କୌଣସି ଫଳ ନ ଥିଲା l ତୋ ଯୀଶୁ ରାଗିଯାଇ ସେହି ବୃକ୍ଷକୁ
ଅଭିଶପ୍ତ କରେଇ ବୃକ୍ଷକୁ ଶୁଖେଇ ମାରିଦେଇଥିଲେ l
ଏହିପରି କରିବା କଣ ପରମେଶ୍ବରଙ୍କ କାମ ନା ବୁଦ୍ଧିମାନର କାମ l
ଏହିସବୁ ପ୍ରମାଣରୁ ଜଣା ପଡ଼େ ଯେ ଯୀଶୁ ଜଣେ ମନୁଷ୍ୟ ଓ ସାଧାରଣ ଆମଭଳୀ ଲୋକ ଥିଲେ l
ସେ ମଧ୍ୟ ଅନେକ ପାପ କରିଛନ୍ତି l
ତାଙ୍କ ବିଷୟରେ ଲେଖାଯାଇଥିବା ପୁସ୍ତକ ମଧ୍ୟ ଅପବିତ୍ର ବାଇବେଇ ଅଟେ l କାରଣ ଯେଉ ପାପୀ କିଛି ଟଙ୍କା ପାଇଁ ଯୀଶୁଙ୍କୁ ଗିରଫ କରେଇ ଥିଲେ , ସେହି ପାପୀ ଅପରାଧୀ ମାନଙ୍କ ଦ୍ୱାରା ଲିଖିତ ପୁସ୍ତକ କେବେକି ପବିତ୍ର ହେଇ ପାରେନା l ତେଣୁ ପବିତ୍ର ବାଇବେଲ କହିବା ବା ବାଇବେଲ ଉପରେ ଲେଖିବା ବହୁତ୍ ବଡ଼ ପାପ ବା ଅପରାଧ l
ଆଉ କେତେ ପ୍ରମାଣ ଦରକାର୍ ବନ୍ଧୁ ?????????
ସମଜଦlରକ ଈଶାରା କାଫି ହେ ହେ ଦସ୍ତ l
ପ୍ରକୃତ ସତ୍ୟକୁ ଜlଣ ସତ୍ୟ ପଥରେ ଚାଲ
ତେବେ ଜାଏ ଆତ୍ମାକୁ ଶାନ୍ତି ମିଳିବ l
ଏହି ପରି ଅନେକ ନୂଆ ନୂଆ ସୁନ୍ଦର୍ ଉପଦେଶ ସତ୍ୟ ଉପରେ ଜାଣିବାକୁ ଚାହୁଁଛନ୍ତି ତେବେ ମୋ ସହିତ ଫେସୁକରେ ଓ ଅନ୍ୟାନ୍ୟ ମାଧ୍ୟମରେ ଯୋଗ କରନ୍ତୁ ଧନ୍ୟବାଦ୍ ।।
ସେ କେବଳ ଆମ ଭଳି ଜଣେ ମନୁଷ୍ୟ ମାତ୍ର l ଆଉ ମନୁଷ୍ୟ ମାତ୍ରକେ ପାପୀ ଅଟନ୍ତି l କଥା କହିବାରେ ହେଉ ବା ଅଜାଣତରେ ବାଟ ଚାଲିଲା ବେଳେ ଅନେକ କିଟlଣୁ ଆଦି ମୂତ୍ୟୁ ବରଣ କରିଥିବେ ତୋ
କୌଣସି ନା କୌଣସି କାରଣ ଯୋଗୁ ମନୁଷ୍ୟ ପାପୀ ଅଟେ l ଜି
ନିଜ ଦୋଷକୁ ଲୁଚେଇ ମିଥ୍ୟା ପ୍ରଚାର୍ କରୁଥିବାରୁ
ପରମେଶ୍ଵର ଅର୍ଥାତ୍ ଈଶ୍ୱର ହେଉଛନ୍ତି ସର୍ବଜ୍ଞ
ଆଉ ସେ ବର୍ତମାନ , ଅତୀତ ଓ ଭବିଷ୍ୟତରେ
କଣ ହେଲା ,ହୋବ ଓ ହେବାକୁ ଯାଉଛି ସେ ସମସ୍ତ ବିଷୟ ଗୁଡ଼ିକୁ ର ଟିକିନିଖି ଖବରକୁ ରଖନ୍ତି l
ତାଙ୍କ ଅଜlଣତରେ କୌଣସି ଅଣୁ ପରମାଣୁ ଠାରୁ ଆରମ୍ଭ କରି ବିଶାଳ ପୃଥିବୀ ପୃଷ୍ଠରେ ଥିବା ସମସ୍ତ ପ୍ରକାର ପ୍ରାଣୀ ଉଦ୍ଭିଦ ଓ ଆକାଶ ମଣ୍ଡଳ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ତୁଲେଇ ପାରିବେ ନାହିଁ l ସମସ୍ତ କାର୍ଯ୍ୟ ପରମେଶ୍ଵରଙ୍କ ଦ୍ୱାରା ହିଁ ହୋଇଥାଏ l
ତେଣୁ ପରମେଶ୍ବରଙ୍କୁ ସର୍ବଜ୍ଞ କୁହାଯାଏ l ଏହି ଜଗତରେ
କୃଷ୍ଣ 16108 କନ୍ୟା ରଖିଥିଲା ଆଜି କିଏ ଗୁଟେ ରୁ ପାଞ୍ଚଟା କୁ ରଖେ ତାକୁ ଫାଶି ହୋଇଯାଏ ଭଗବାନ ଯାକୁ କୁହାଯାଏ ସେହି ଆମର ବାପା ହଇଥାଏ ବାପା ଜଦି ସେହି ପରି ଶିକ୍ଷା ଦିଅନ୍ତି ପୁଅ କୋଣ ବାପାର ପରମ୍ପରା ଅନୁସାରେ ଚାଲେ ଆଉ ମରେ କୋଣ ସେହିପରି ବାପ କାର ବାପା ହେବା ଅନୁଚିତ..ଆଉ ଗାଈ ତାର ପୁଅ ସହିତ ଧର୍ଷଣ ହୁଏ କଣ ମଣିଷ କୁ ବୁଦ୍ଧି ବିବେକ ନାହିଁ ଖାଲି ଧନ ଅର୍ଜନ କରିବାକୁ ଇଚ୍ଛା ଧନ ସମ୍ପତ୍ତି ସବୁ ବେକାର. ସ୍ୱର୍ଗ ହିଁ ହେଉଛି ଚିରସ୍ଥାୟୀ
@@puspitayoutubevideos.1143 ଜାଦୀୟ ଗୋଟିଏ ବାଘ ର ଶିକାର ରେ ଆପଣ ପୋଡି ଥାନ୍ତି ତ ଆପଣଙ୍କୁ କିଏ ବଞ୍ଚାଇ ରଖିବାକୁ ଚେଷ୍ଟା କରିବ ନାହିଁ କିମ୍ବା ତୁମ୍ଭର କଷ୍ଟ ଅନୁଭବ କରିବ ନାହିଁ ତେବେ ତୁମେ କଣ ଭାବ ସମସ୍ତ ମନୁଷ୍ଯ ଏହା ହିଁ ଭାବିବେ କି ମ ହାତରେ ମାରଣାସ୍ତ୍ର ଧରି ଥାନ୍ତି କି ତାହା ଭି ପାପ. ତ ଘୁସୁରି କଣ ମଣିଷ ଠାରୁ ବଡ଼ କି.?????
Jay hindu
Nice massage ❤️❤️❤️❤️❤️❤️
👌👋👍🙏
Right sir god bless you 👍👍👍👍
Praise to lord sri ram jay sri ram
Very nice video
ଭାଇ ଭଉଣୀ ସମ୍ଭୋଗ କରି ସଂସାର ସୃଷ୍ଟି
ନିଜର ପିତା ଙ୍କୁ ନିଶା ଶକ୍ତ କରି ସମ୍ଭୋଗ କରି ସଂସାର ରଚିବା ବାଇବେଲରେ ଲେଖା ଅଛି.ବାଇବେଲ ପାପ ନୁହେଁ କି??
ପାପର ବିଚାର ପାପ??
ସାର ନମସ୍କାର, ଆପଣ ବାଇବଲ ବିଷୟରେ ଜାଣିଛନ୍ତି ।ସେତେବେଳର ପରିସ୍ଥିତି ଅନୁସାରେ ବାପା ଝିଅ ସମ୍ଭୋଗ କରିବା ସମୟ ଥିଲା, ତାହା ବୋଲି ଏବେ ଆମେ ବେବେକ ବନ୍ତ ହୋଇ ସେକର୍ମ କଲେ ଅନୁଚିତ ହେବ ବୋଲି ମୁଁ ଭାବୁଛି । ଏହି ଧର୍ମର ଲୋକେ ଉଡାଯାହାଜ, ବୁଡାଯାହାଜ, ରେଳ, ବିଜୁଳି,ଯେତେ କଳ କାରଖାନା, ମୋବାଇଲ, ସେହି ମନେ ହି କଲେ, ଆମେ ତାହାକୁ ମାନୁ ନ ମାନୁ କିନ୍ତୁ ତୁଚ୍ଛ କରିବା ଅନୁଚିତ ଭାବୁଛି, ପୃଥିବୀର 60 ରୁ 70 ଭାଗ ଲୋକ ଏହି ଧର୍ମକୁ ମାନନ୍ତି, ଏମାନଙ୍କ ମଧ୍ୟରେ କେହି ବି ଜାଣିବା ଲୋକ ନାହାନ୍ତିକି, ଭାରତରେ ଜନ୍ମିତ ବୌଦ୍ଧ ଧମ ଭାରତ ଛାଡି ପୃଥିବୀର 15 ରୁ 20 ଦେଶ ରାଜ ଧର୍ମ ଭାବେ ମାନନ୍ତି କିନ୍ତୁ ଭାରତରୁ ଉଭାନ ହୋଇଛି, ଆମକୁ ଅନ୍ଧହାର ଭିତରେ ରଖା ହୋଇଛି ।
Praise the lord Jesus ✝️🙏🏼✝️🕊️♥️🕊️ Hallelujah 🙏🏼✝️🕊️🕊️🕊️ ,stay blessed bhai.....
ଆମେ ପିଲା ଦିନୁ ଗାଈ କ୍ଷୀର ପିଇ ଚୁ ଓ ନିଜ ମା କ୍ଷୀର ମଧ୍ୟ ଖାଇଛୁ। ତେଣୁ ଯାହାର ଆମେ କ୍ଷୀର ପିଇଚୁ ସେ ଆମର ମା । ତେଣୁ ଗାଈ କୁ ମାରିକି ଖାଇବା ଯାହା ନିଜ ମା କୁ ମାରୀକି ଖାଇବା ତାହା ।ଯେଉଁମାନେ ଗାଈ ମାଂସ ଖାଇଛନ୍ତି ସେମାନେ ମହାପାପ କରିଛନ୍ତି ।ତାର କୌଣସି ପ୍ରାୟଶ୍ଚିତ ନାହିଁ । ନର୍କ ଯିବା ପାଇଁ ପ୍ରସ୍ତୁତ ରୁହ ।
ଗୋ ମାତା ଯେ ପୂଜା କରେ ସେ କେବେ ବିକ୍ରି କରେ ନାହିଁ କି ଫିଙ୍ଗେନାହିଁ ।
ଭାଗବତ ବାଣୀ ଠିକ୍ ଭାବେ ବୁଝିନାହାନ୍ତି ।
( ଖାଦ୍ୟରେ ଭଲମନ୍ଦ ନାହିଁ ) - ଭୁଲ
( ଖାଦ୍ୟରେ ଭଲ..
ମନ୍ଦ ନାହିଁ )- ଠିକ୍
କୈାଣସି ଧର୍ମ ବିଷୟରେ ସଠିକ୍ ଭାବେ ନବୁଝି
ମନ୍ତବ୍ୟ ଦେବା ମୁର୍ଖାମି ର ପରିଚୟ ।
ମରି ଗଲା ପରେ ଫିଙ୍ଗେ ନାହିଁ ତ ଆଉ କଣ କରେ ଭଉଣୀ
ଘରେ ପୂଜା କରେ।
ଆପଣ ବି Bible ପଡି ନାହାନ୍ତି ନ ହେଲେ ମେଡ଼ାମ ସେ ଜୀବନ୍ତ ଯୀଶୁଙ୍କୁ ଛାଡ଼ି ଗାଈ କୁ ପୂଜା କରି ନ ଥାନ୍ତେ l ଆପଣ bible ଭଲସେ ପଡନ୍ତୁ ମେଡମ ଏବଂ ସତ୍ୟ କଣ ଜାଣନ୍ତୁ ଏବଂ ପରିତ୍ରାଣ ପାଇବେ ଯୀଶୁ ହିଁ ଅନନ୍ତ ଜୀବନ ଦାୟକ ପରମେଶ୍ୱର ଅଟନ୍ତି l 🙏🙏🙏
ଗାଈ ଗୁଟେ ପୋଷୁ ତାର ନିଜ ପୁଅ ସାଥିରେ ଧର୍ଷଣ କରିବା କୁ ପଛାଉନାହାନ୍ତି ତାର ନିଜର ପିଲା ତାକୁ ଧର୍ଷଣ କରେ ଯଦି ମଣିଷ ସେହି ପ୍ରକାରର ବ୍ୟବସ୍ଥା କରି ଥାନ୍ତେ ତୋ?????
good question ..
sir ... Amen, god bless you
ଏହି ଭିଡ଼ିଓରେ ଗୋମାତା ଙ୍କ ବିଷୟରେ କହିବାକୁ ଯାଇ ଜନ୍ମ କରିଥିବା ପିତାମାତାଙ୍କୁ ଅବହେଳା ଓ ତାଡନା କରାଯାଉଛି ବୋଲି କହିଛନ୍ତି..
ଟିକେ ଭାବି ଦେଖିଲ.. ଯେଉଁ ଦେଶରେ ଜନ୍ମ ହେଲ ସେ ଦେଶର ଜନ୍ମଭୂମି ପାଣି ପୱନ ରେ ବଢ଼ିଲ. ସେ ଦେଶ ଜନ୍ମଭୂମି ମାଆର ସଂସ୍କୃତି ପରମ୍ପରା ଧର୍ମକୁ ତାଡନା କରୁଛ. ଗୋଇଠା ମାରୁଛ ଭାରତ ମାତାଙ୍କୁ ଅପମାନିତ କରୁଛ.
ନିଜର ଜନ୍ମକରା ପିତାମାତାଙ୍କୁ ମଧ୍ୟ ତାଡନା କରୁଛ ଅବମାନନା କରୁଛ 😭ହଁ ରେ ଇତିହାସକୁ ଦେଖ..😍ଏହି ଦେଶର ସଂସ୍କୃତି ପରମ୍ପରା ସନାତନ ହିନ୍ଦୁ ଧର୍ମ ବହୁ ପୁରାତନ ରେ ବା ବା..ଯେଉଁ ଦିନଠୁ ଇଂରେଜ ( ଖ୍ରୀଷ୍ଟିଆନ )ମାନେ ଆସିଲେ.ସେହି ଦିନଠୁ ଅତିସରଳ ଭାରତୀୟଙ୍କମଧ୍ୟରେ ଖ୍ରୀଷ୍ଟିଆନ ଧର୍ମ ପ୍ରଚାର ପ୍ରସାର କରେଇଲେ.ଖ୍ରୀଷ୍ଟିଆନ ପାଦ୍ରୀ ମାନେ ଛାପଖାନା ବସାଇ ଖ୍ରୀଷ୍ଟିଆନ ଧର୍ମର ପ୍ରସାର କଲେ. ଏପରିକି ଧର୍ମାନ୍ତ କରଣ ପାଇଁ ବାଧ୍ୟ କରାଗଲା
ଏହାର ଜଳନ୍ତ ଉଦାହରଣ 1857ସିପାହୀ ବିଦ୍ରୋହ.ଭାରତୀୟ ସିପାହୀଙ୍କ ଗୁଳିରେ ଗୋଚର୍ବି ବୋଳା ଗୁଳି ବେବହାର କରାଇଲେ. ଦାନ୍ତରେ ଚର୍ବି ଛଡେଇ ବେବହାର କରେଇଲେ.
ଆଦିମ କାଳରୁ ବାସ କରୁଥବା ସରଳ ନିରୀହ ଆଦିବାସୀ (ଆଦିମ କାଳରୁ ବାସ କରୁଥିବା )ମାନେ ଅନେକ ଖ୍ରୀଷ୍ଟିଆନରେ ପରିବର୍ତନ ହେଇଗଲେ.. ଟିକେ ଭାବ ତୁମ ପୂର୍ବଜ ପିତାମାତା କଣ ପୂର୍ବେ ଖ୍ରୀଷ୍ଟିଆନ ଥିଲେ ନା.. ରେ.. ନା.. ସେମାଙ୍କୁ ବାଧ୍ୟ କରାଯାଇ ଥିଲା ବାଧ୍ୟ.ହେ ମୋର ପ୍ରିୟ ବନ୍ଧୁଗଣ ଦେଖ ତୋମର ପୂର୍ବଜ ପିତାମାତାଙ୍କୁ ଏହା ଦ୍ୱାରା ତାଡନା ଦେଉନାହଁ କି?? ଏହା ଦ୍ୱାରା ପିତାମତଙ୍କ ଠାରେ ପାପ କରୁନାହଁ କି??
ନିଜେ ପାପ କରୁଛ ଅଥଚ ଅନ୍ୟକୁ ପାପୀ ବୋଲି କହୁଛ.. ସୁଧୁରି ଯାଅ ବନ୍ଧୁ ସୁଧୁରି ଯାଅ
ଈଶ୍ୱର ତୋମର ମଙ୍ଗଳ କରନ୍ତୁ...
Praise the Lord hallelujah amen amen
Excellent msg brother God bless you all 🙏
Sir Isaiah 66:3,Sacrifice ବା ବଳି ଦାନ ବିଷୟରେ କୁହେ, ପୁରାତନ ନିୟମରେ ବଳିଦାନ, Bull, Sheep, Goat, Dove, ବଳିଦାନ କରୁ ଥିଲେ,କିନ୍ତୁ Isaiah 66:3- ରୁ ଲେଖା ଅଛି, ବଳି କରିବା ମନା ବା ମାରିବା ମନା, Bible ରେ ଅନେକ bull ବଳି ଦାନ କରିଛନ୍ତି, Jews ମାନଙ୍କ favorite meat, ଘରୁ ମାଂସ,Genesis 18:7 ପଢ଼ନ୍ତୁ, ପୁରାତନ ନିୟମ ସମୁଦାୟ ପଢ଼ନ୍ତୁ, ସେମାନଙ୍କ favorite meat କଣ ଥିଲା, ତାଙ୍କ ମୂଳ ବ୍ୟାବସାୟ, ଘରୁ, ପ୍ରତ୍ୟେକ ଭୋଜି ରେ ଘରୁ ମାରୁ ଥିଲେ, ଘରୁ ମାରି ବା ପାପ ନୁହେଁ, ଘରୁ କୁ ଆତ୍ମା ନାହଁ.
I like you
Veree Good Veree Good Very Good
💙💙💙💙💙💚💚💚💚💛💛💛💜💜💜👍👍👏👏👏👏👏👏👏👏👏👏👏👏👏👏👏👏👏🖤🖤🖤🖤🖤💛💛💛💛💚💚💚💚💖💖💖💖
Super
Mu Hindu dharamara last28 year hela pooza karuchhi but mara kana hela jisu bapa bisayare janibaku bahut ichha heuchhi.plz sir jisu bapanku kemiti prayer karibi.plz in formation sir.
Please contact your number
9437804311
Bible padhantu Mathew 6.9-13 and Luke 11.2-4
ମଣିଷ ମାଂସ ଵି ଖ୍ରୀଷ୍ଟିଆନ ଇଆପ ମାନେ ଖାହନ୍ତୁ
Beautiful msg tq
Amen
ଧନ୍ୟବାଦ୍ ଭାଇ ।
ଆପଣ ଠିକ୍ କହିଲେ ହିନ୍ଦୁ ମାନେ ଘରେ ଗାଈ କୁ ପୂଜା କରନ୍ତି ହେଲେ ବାହାରେ ଗଲେ ଗୋ ମାଂସ ନହେଲେ ମୋଦ ପିଇପାରନ୍ତି ନାହିଁ
Chritian,ମାନେ,ଗାଈ,କାଅହିଁକି, ରଖୁ,ଛନ୍ତି, ତା,ପରେ,ବିକି,ଦିଅନ୍ତି, hindu,loko, ମାନେ, ଖିର,ବାହାର,କରି,ପୂଜା, ଲଗାନ୍ତି, କିନ୍ତୁ christan,ଲକ,ମାନେ,ଗାଈ,ରଖନ୍ତି ,ଖୂର,କାଢନ୍ତୀ,ଛା,କରନ୍ତି, ବିକନ୍ତି, ଗାଈ,ମାରିକି,ତାର,ମାଂସ, କୁ,ଖାଇଥାଆନ୍ତି, ଆଉ,କୁକୁଡା ପାଳନ, କରି, ତାକୁ, ବିକନ୍ତି, ମାରି,ଖାଇଥାଆନ୍ତି, ହିନ୍ଦୁ ଲକ,ମାନେ, କିଣିବା, କୁ,ଗଲେ, ଦିଅନ୍ତି, ନାହିଁ, କଣ,କୁକୁଡା, ରେ, ଯୀଶୁ, ରହୁଛନ୍ତି, କି,ଆମ,ଯୀଶୁ କୁ,ମାରି,ଖାଇଦେବେ,ଭଳି, ଭାବୁଥାନ୍ତି,,ଉପଦେଶ, ଦେଉଛନ୍ତି, ତମର,chritian ଲକ,ମାନେ,ପଥକୁ, brasto,କରନ୍ତି, ହିନ୍ଦୁ ଲକ ମାନଙ୍କୁ, ପୁଷୁରାଇ,Christian,କରି,ମଜାକ୍,କରୁଛ, ତମର, Christian,ଲକ,ମାନେ, କଫଁରମିଶନ,ଶିଖି,ଝିଅ, ମିନେ,ହିନ୍ଦୁ, ଲକ, ମାନଙ୍କୁ, ଯାଉଛନ୍ତି, ତାକୁ, ଅଟକାଇ,ପାରୂନ,,ଲକ କୂ,ହିନ,ଭାବ,ନାହିଁ, ଭଳି, ଉପଦେଶ, ଦେଊଛ,ଲକ,କୁ,ହିନ,ଭାବୁଥାନ୍ତି, ଏଇଟା ଉପଦେଶ କି,ଘୃଣା, କରନ୍ତି ଏମିତି ଉପଦେଶ କି
Are magya bando kotha kohuchu bedhua.......engrez manonko guno gaucho re chutiya bhokua giyapo lajo laguni tote sola baya to maa ku engrez mane gei thile tu Sethu baharilu .....india re Christian no thiba agoru hindu thila tu kn baharo desoru asichu na kn ate bando phutani maruchu .....forgein ro guno gaee tampor bando dekhauchu
Giyapo baya .....jishu nijoku bonchai parila nai tote kn bonchaibo
Manso modo kotha kohuchu sola tote lajo nai re phusi tomo category mane kn ki .....jia jaha khaile Toro kn jauchi to bapa poisa deuni
Dekhiki kotha barta kore
Right answer sir Amen
Praise the lord
ଉତ୍ତମ ବାକ୍ୟ ଆଜ୍ଞା ଧନ୍ୟବାଦ
Wow good message
Hindu manonku gai pori posu budhi achi .
ସାର୍ ମୁଁ ଓଡ଼ିଶା ରେ ଥିବା ସମୟରେ ବି ଖାଉଥିଲି ଆଉ ବର୍ତ୍ତମାନ ମୁମ୍ବାଇରେ ବି ଖାଉଛି!! ପ୍ରଭୁ ଙ୍କୁ ଜାଣିଥିବା ଲୋକ ମାନେ କୋଉମାନେ ସବୁ ଖାଉଛନ୍ତି ଦୟାକରି କମେନ୍ଟ୍ କରନ୍ତୁ!!
Pls BROTHER contact your number
@@ramakantamallick3574 7008088405
Praise the lord of Jesus Christ 🙏
Nice video👌👌
Thanku super màssage
Hn papa
Nice message Sir
Amen ❤️
Very very beautiful news bro thanks
Helo
Amen..
Goog discussion
Nice message sir I really like you
Nice message sir God bless you 💝 I like you, 💝
Jay jagarnath
Praise the Lord Jesus blessing me amen
Hallelujah hallelujah hallelujah hallelujah 👍👍🙏🙏🙏
Sir you are great... God bless you sir
Advice
Thank you for valuable message
Thank you sir love you Jesus 📖📖
Really sir
ମୁର୍ଖ ଓଡିଆ ଭାଷା ତତେ ଆସୁଛି ତ ଭଲରେ ।କୋଟି କହିଲେ ତୁ କଣ ବୁଝୁଛୁ ।ବଣରୁ ଆଇଛୁ ବଧେ ତୁ। ସେଥିପାଇଁ ତତେ ସୁଧ ଓଡିଆ ଭାଷା ଆସୁନି।
କାଳିଦାସ ପଣ୍ଡିତ ତୁ,ତୋ ମାଁ ତୋତେ ଆମେରିକାରେ ଜନ୍ମ କରିଛି ବଧେ ବେଶି ଇଂରାଜୀ କହୁଥିବୁ।
Good thing.right
Tq sir
Ram
My god 🙏 mom and dad 🙏
Very good sir it is correct for human
ଯିଶାଇୟ ୬:୩ ରେ ଗୋ ହତ୍ୟା ମଣିଷ ହତ୍ୟା ସଦ୍ରୁଷ ବୋଲି ଲେଖା ହୋଇନାହିଁ ।
Are 66:3 ba🤦
Ama hindhu dharma ku ninda diyantu nahi
Ama world 🌎🌎🌍🌍 re
Ama dharma granta 18 khanda Ramayana & bhagabhat gita and bahut purana
Bistu purana Madhya puana ,laxmipurana,jala purana , surjya purana , Bayu purana,agini purana, shiva purana,forida purana, krushna purana, hanuman chalissha, amiti bahut amara dharmagranta achhi
Amara gatia bhagabhat gita re(1,60,000) sloka rahichhi
Au Tama baebelre kete sloka rahichhi
Ama hindu dharma ra jala,agni,surjya, chandra , tara,pruthhibi,pabana ,arthhat
Asabu nathhile tame Tama kissu sahita marithhanta
Puni ama hindu dharma ku ninda kari kahuchha
Lajha laguni tamaku
,Tame Tama cristan ra rahashya de khao
Linga raj temple, Shri jagarnnath temple Puri,ama ghataga maa tarini example bus re Nadia pathau thibu jadi Nadia nelani taha hele batare buss poltiheijiba ahamu100% pramana deuchhi , atha tate mane rahila ta ,Hello au dine Hindi ku apaman karibu ta karibu jai jagarnnath 🙏🙏🙏🙏 manerakh sabu dharma saman ama bharat desh heichhi dharma nirapekya rashtra
❤️❤️❤️🙏🙏🙏 Jai maa tarini ❤️❤️🙏🙏🙏🙏 jai jagarnnath god🙏🙏🙏🙏
Praise the Lord amen hallelujah God bless you brother
ରୂଚି ହେଲେ ଗୋ ମାଂସ ଖାଇଲେ ମଧ୍ୟ ପାପ ନାହିଁ
Chi gai mansa kia
ସତରେ ବାଇବଲରେ ଲେଖାଯାଇଛି ଯେ ଗୋ ବଧ କରେ ସେ ମଣିଷ ହତ୍ୟା କଲା ପରି କିନ୍ତୁ ନିଜ ବାଇବଲ ନିଜେ ପାଳନକରିପାରୁନାହାନ୍ତି ବୋଲି ଅଜବ ପ୍ରକାରେ ମେସେଜ ଦେଉଛନ୍ତି
ଶାସ୍ତ୍ର ରେ ଲେଖା ହୁଈ ଥାଇ ପରେ ଯେଉଁ ସ୍ଥାନ ଯେମିତି ମିଳଇ ସେମିତି ଖାଦ୍ୟ କିନ୍ତୁ ଯେଉଁ ଧର୍ମ ଗ୍ରନ୍ଥ ରେ ଯେମିତି ଲେଖା ହୁଇଛି ସେମିତି ପାଳନ କଲେ ପ୍ରଭୁ ଓ ଭଗବାନ ତାଙ୍କୁ ନିଜ ସ୍ଥାନରେ ରଖିବା ପାଇଁ ପଛ ଗୁଞ୍ଛା ଦେବେ ନାହିଁ ଏହା ନିରାଟ ସତ୍ୟ ଅଟେ
Amen🙏 Amen🙏
ଯିଶାଇୟ 66:3
ଯେ ଗୋବଧ କରେ, ସେ ମନୁଷ୍ୟ ହତ୍ୟାକାରୀ ପରି ହୁଏ;
PRABHUKI MAHIMA HEU AMENA
Bro kahiki u hindu dharma birodare kahuchanthi.
Thank you sir
Thanks you sir Jesus life
Sir gaiku kahiki maa Saha tulona Kara gola kahikina jetebele gote maa chuaku janma diye se maa taro nijo chuaku hi khiro diye kintu gai taro chua ku khiro deba sahito se Anya chuanku bi khiro diye tenu Kari Hindu dharmare gaiku puja korajaye
ଗଧ ବି ତ କ୍ଷୀର ଦେଉଛି
@@koraputreels apan kan gadha khira piuchonti
@@Manasteacher thik kahilo bhai
Praise the lord sir 🙏🙏
ଗାଈ ଆଉ ବଳଦ ମଧ୍ୟରେ ପାର୍ଥକ୍ୟ ଜାଣିଛନ୍ତି ନା ନ ଜାଣି ବୁଝାଉଛନ୍ତି । ବାଳ ଟା ବୁଝାଉଚ୍ଚ ।ଚାନେଲ ଟା ଖୋଲି ଦେଇଛ ବୋଲି ମନଇଚ୍ଛା କହୁଛ
Thank you so much sir