Bapa maa nku basi gulu gula dia jauni guru deba baba mananku rasagola dia jauchhi. Baba aau guru sabu bhanda. Kuha jauchhi guru marga darsaka ketoti guru marga darsaka na marga vrasta kari nije puja pauchhti
Ho Baba tk clear Kara kesaba kali juga end heba purba ru Kai death hela ? Kai bhandami karucha..sea janea kalki upasak hoithipare but never kalki avatar.sambala nagra mane bujhcha na nahi.....
12 hato khanda barambar kahucha...saethu jona paduchi kate malika adhyana kara jaechi...kaliki avatra nka 12 hata khanda ra tatwa ta ku bujhubaku ahuri chesta au adhyana kariba uchit...jiye adhyana kareni se kalki mane 12 hata khanda bujhibe...but jiye adhyana kare malika ku se kebe bhi kahiboni kaliki mane 12 hato khanda...kalki bhagban nka apaman hobo kali yug re, kate baba nijaku kalki kahibe saeta bhi malika re lekha haechi....jaha sabu sata hae hae jauchi...kaliyug ra sesho samaya ra sanket mili mili jauchi...
@@swarnakhetratv han apana thik kahichanti but ama pakahre sei dibya chakhura abasyakata achi jaha dora ame tanku chinhi pariba . kintu ama ra simita gyana re ame kahaku suchita kari pariba nahi je e kalki purusa boli. chakada madana re bahuta bkata nka katha lekha jaichi apana satya bhaja channel ku dekhantu jou manak name uapsatpana kara jaichi semane ahankara au garaba re micha sata kahi lokankau sathika patha ru banchita karuchqanti. kintu jadi seman eparkutrare bhakata hei tahnet ta bhaganabku chinhibare kaunasi asubidha upujanta nahi. dhaybad
ହରି ହରି ବୋଲ ଓଁ କେଶବ ଚନ୍ଦ୍ରାୟ ନମଃ
ଓଁ ଗୁରୁ ସ୍ୱାମୀ 🙏🙏🙏❤️❤️🙏🙏🙏🙏ଚରମ ନାଥାୟ ନମଃ
Hare rama krishna
🙏🏻Guruswami🙏🏻
Correct 💯 sir
Jay Jagannath Jay pancha Sakha sarana Nana nku pranam.papi Mane 4/5years paribartan heba?
Jay Jagannath 🙏🙏🙏
ଜୟ ଜଗନ୍ନାଥ ଜୟ ପଞ୍ଚ ଶଖା 🙏🙏🙏🙏🙏
Thank you sir
Mo keshba sundor
ଆଜିର ସନ୍ଧି ସମୟରେ,ଅଜ୍ଞାନ୍ତ ବନବାସରେ
,,,,,, ଭଗବାନ ଆସୁଛନ୍ତି,,,,,,,,,2022
00===ସମୟକୁ ଅପେକ୍ଷା କରନ୍ତୁ===0
==00ଠିକ୍ ଯାଗାରେ ପହଞ୍ଚାନ୍ତୁ00==
th-cam.com/video/uxMLg19fcIY/w-d-xo.html
Jay jagannath jay pancha sakha 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଗୁରୁସ୍ଵାମି ଙ୍କ ବଚନ ଶୁଣି ଜୀବନର ସାର୍ଥକ କରୁଛି
ଆଡ୍ରେସ=ଭଗଵତି ପିଠ, ବ୍ରାହ୍ମଣୀ ତୋଠ
ଜୋଡି କୁହ,କଦଳୀ ଡିହ
ସ°ଵଳ ଶବ୍ଦ ଓଡ଼ିଆ ନା ସ୍°ସ୍କୁତ ଶବ୍ଦ
ଦୁଇଟା ସ°ଵଳ ଗ୍ରାମ,,ଉତ୍ତରପ୍ରଦେଶରେ ପୁରୁଣା ସ°ଵଳ,ନୁଆ ସ°ଵଳ ଓଡ଼ିଶାର ଯାଜପୁର
th-cam.com/video/uxMLg19fcIY/w-d-xo.html
mo Maya mote agochara......
Kalki nka bisaya re Zaha kahile taha apn chini bare 👍 Zaha kahile se ha hin
Kesaba ku chinha adesade vranti re bulani
Jay jagannth Swami 🌸🙏🌸
ପ୍ରଣାମ ପ୍ରଭୁ
ପୂର୍ଣ୍ଣ ବ୍ରହ୍ମ କେଶବ ନାରାୟଣ ସତ୍ୟ ନାରାୟଣ
Bapa maa nku basi gulu gula dia jauni guru deba baba mananku rasagola dia jauchhi. Baba aau guru sabu bhanda. Kuha jauchhi guru marga darsaka ketoti guru marga darsaka na marga vrasta kari nije puja pauchhti
Apana kana guru grahana karichhanti ....mote aga kuhantu.....??? Kana taa bhabiki sms karidelaa ??? Jia guru grahana karini ta vitare amiti bhabana aashibani .......
ସଦ ଗୁରୁ ଯେବେ ମାରେ ଗୋଇଠା ଅନ୍ଧାର ଘରେ ଜଳେ ବୈଇଠl ,ଆଉ ଆପଣ କେମିତି କହିଦେଲେ । ଗୁରୁ ବାବା ଯେତେ ସବୁ ଭଣ୍ଡ ବୋଲି।
କେଶବ ଙ୍କୁ କେତେ ବର୍ଷ ହେଲାଣି?? ଅଜ୍ଞାନ କେତେ% ମାହାଙ୍ଗା ରୁ ଗଲାଣି।
ମାହାଙ୍ଗା ରୁ ଅଜ୍ଞାନ ନ ଯାଉ, ଆପଣ ଜ୍ଞାନୀ ହୁଅନ୍ତୁ
ଜ୍ଞାନ ଏବଂ ଅଜ୍ଞାନ ସବୁ ପରଆତ୍ମା ଙ୍କ ପାଖରୁ ସୃଷ୍ଟି ତେଣୁ ଜ୍ଞାନୀ ଏବଂ ଅଜ୍ଞାନୀ ରହିବେ ସଂସାର ଥିବା ଯାକେ ରହିବେ।
ମହାଭାରତ ଯୁଦ୍ଧ ରେ କ'ଣ ଅଧର୍ମ ସ୍ଥାପନ କରାଯାଇଥିଲା କି ???
Tume kn Janina pacharuchha
Bhaiji apana gyanare asanti om shanti
Tantra agaru thila
Kou keshaba re baba
ଭାଇ, ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟ ସେବକ ଶ୍ରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଙ୍କୁ ଥରେ ପଚାରି ବୁଝିବେ ଶ୍ରୀ କେଶବ ଠାକୁର 🙏 କିଏ। ଗୁରୁ ସ୍ବାମୀ 🙏❤️ ଚରମ ନାଥ 🙏
ଭଗବାନ ଗୁରୁସ୍ୱାମୀ ତୁମର ମଙ୍ଗଳ କରନ୍ତୁ, ଜୟ ଶ୍ରୀ ଗୁରୁସ୍ୱାମୀ🙏 ସମ୍ବଳ ବାସୀ କଳ୍ଳକୀ ପୁରୁଷ ଠାକୁର କେଶବ ଚନ୍ଦ୍ର ଙ୍କୁ ଅନନ୍ତ କୋଟି ସାଷ୍ଟାଙ୍ଗ ପ୍ରଣାମ🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଯାହା ବି ଲେଖି msg କରୁଚୁ ..
ଟିକିଏ ଭାଷା ଜ୍ଞାନ ଦେଈ ଲେଖ .
@@dayasagardayasagar755 ha 😂.....ବାଟରେ ହାତୀ ଯେତେବେଳେ ଯାଏ ସେତେବେଳେ କେତେ କୁକୁର ଭୁକନ୍ତି।।।।।।
ହେଲେ ହାତୀ ରେ କିଛି ଯାଏ ଆସେ ନାହିଁ।
ଏମିତୀ କେତେ କୁକୁର ଭଳି ଲୋକ ଅଛନ୍ତି ।ତାଙ୍କ କଥା କିଏ ଶୁଣେ।
@@swarnakhetratv
ମର୍କଟସ୍ୟ ସୁରା ପାନମ ...
ତସ୍ମିନି ବୃଶ୍ଚିକ ଦଂଶନମ ...
ତଦ ପରେ କିମ୍ ଦୃଶ୍ୟମ ...
***
ତୁ ତ ଗୋଟେ ଏମିତି ... ମୂଢ ମୂର୍ଖ ..
ଛାଡ ତୋତେ କହି ଲାଭ କଣ ...??
ତୋ ମଗଜ ଘର ତ ଗଡବଦ ଅଛି .
@@swarnakhetratv
ତୁ ଗୋଟେ ଘୁଷୁରୀ ସହ ସମତୁଲ ନୁହଁ ..
ନିଜକୁ ନିଜେ ହାତୀ ବୋଲି କହୁଚୁ କି ରେ ...
ତୋ ମୁଣ୍ଡ ରେ ଖଡ଼ି ଛୁଆଁ ଦାଗ ଲାଗିଚି ନା ନାହିଁ ରେ ...
@@dayasagardayasagar755 ଯେତେ ଭୁକିଲେ କଣ ହେବ। ହାତୀର ଫରକ ନାହିଁ । ଏମିତି କେତେ ହେଉଛନ୍ତି । ତୋ କଥା କିଏ ଶୁଣେ ।
Kalki avatar asibe auhuri time achi..kintu amaku thik rastra chalibani padiba amara level ku badheibaku padiba thik sarkar bachibaku padiba.
Guruswami 🙏🙏 bhai ,bahut bhala pramana dele bhai
Purba abatar re asura ku marile kanhiki
Good knowlage i am proud of you jai jagnath jai guru dev
ଖୁବ୍ ସୁନ୍ଦର ବିଚାର
Bibin Bhai ama gaan loka 🙏🙏
Dhanyabada
Jay jagannath🙏🙏🙏
bhai aapanakar bahut sundar bichar
🙏🙏JAY JAGNNATH SWAMI 🙏🙏
Adhunika japuchanti Prabhu nama rasha ambruta rasha nama rashare japu nahanti
କଳ୍କୀ ଅବତାରୀ ବ୍ରହ୍ମ ଶ୍ରୀକେଶବ 🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🙏
Guruswami bhai 🙏🙏🙏🙏 many many thanks Raju bhai.
Guruswami ❣️❣️❣️.
Ramakant AP.
Ho Baba tk clear Kara kesaba kali juga end heba purba ru Kai death hela ? Kai bhandami karucha..sea janea kalki upasak hoithipare but never kalki avatar.sambala nagra mane bujhcha na nahi.....
th-cam.com/video/uxMLg19fcIY/w-d-xo.html
Bahut badhia lagla sir apanankara katha
ସବୁ ମିଛ ଯଦି ସତରେ କେଶବ ଚନ୍ଦ୍ର କଳ୍କୀ ତାହେଲେ ମାହାଙ୍ଗା କଣ ବିରଜା ମଣ୍ଡଳ ରେ ଯାଉଛି କି?
Achyuta Nanda kana bhul lekhichhnti ki ..biraja mandala jouta jiraja khetra kn samana ki ....tarjama kara ....
Hn mahanga re jauchhi ...
ଏମାନଙ୍କୁ ପଚାରନ୍ତୁ ହିମାଂଶୁ ..
ମାଳିକା ରେ କୋଉଠି କେତେ no ପୃଷ୍ଟା ରେ
ମାହାଙ୍ଗା ବିରଜା ମଣ୍ଡଳ ରେ ଆସୁଚି ଏବଂ କେଶବ କଳ୍କୀ ପୁରୁଷ ବୋଲି କୋଉଠି ଲେଖା ଅଛି ....??
ୟାଙ୍କ ପାଖରେ ସଠିକ୍ ତଥ୍ୟ ନାହିଁ .
କିଛି ଲୋକ କୁ ଭୁତେଇ ଗୋଟେ ପ୍ରହସନ କରୁଛନ୍ତି .
Highcourt କୁ ଏମାନେ ଯିବେ
କିଛି ଦିନ ମଧ୍ୟରେ
@@dayasagardayasagar755 tu sala raha
@@Skm.entertainment
ହଇ ରେ ବେହିଆ ଗୁ ଖିଆ ଘୁଷୁରୀ ପଶୁ .
ହଇ ରେ ଅଜ୍ଞାନ ମୂର୍ଖ .. ଅପାଣ୍ଡବ .
ତୁ କୋଉ ଗାଈ ର ଗୋବର କି ରେ ..
ତୁ ମୋତେ face କରି ତର୍କ ବିତର୍କ କରିବୁ .
Sansaraku sajadibara artha melchha sanhara kariba khanda pralaya hei. Samaste achyuta boleibe prakuta achyuta ku chinhiba kasta. Kalagiri kouthi baba
Aatatayee nku bhi chadi deba. Tahale Rama Krushna tahale bhul Kari thile.
Bhul thik tume kana ...bachhi paribaa bhagaban nku tuma ghyana re ...
ଜୟ ଜୟ କଳ୍କୀ ରାମ ଜୟ ଜୟ ଶ୍ରୀଗୁରୁ ସ୍ୱାମୀ ପ୍ରଣାମ୍
Khub sundar o saral alochana. Jay Gurudev. 🙏
Jay jagannatha MAA Laxmi MAA 🙏 MAA
Guruswami bhai 🙏
🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ 🗽
Bhai Jay Jagannath Jay panchasakha
ସମ୍ପୂର୍ଣ୍ଣ ଠିକ କଥା କହୁଛନ୍ତି ମହାଶୟ।
Jay Jagannath Swami 🙏🙏🙏
ବାଃ ! ଚମତ୍କାର
ଏତେ ବଡ଼ ପ୍ରଶ୍ନ ର ଏତେ ସୁନ୍ଦର ଉତ୍ତର ।
ବହୁତ ସୁନ୍ଦର ଆଲୋଚନା ।
He kesab thakura apananka pankaja re sarana
Gutudev mahangagram jebe sambala gram taha ki Biraja mandala Apu khira Nadi. Keun Nadi
Achhi malikaa ..re ...Gupta khira dhara jaria nai dakhina Tate janamibi muhni.......
@@swarnakhetratv
ତୁ ଏ ସବୁ ସାଉନ୍ତ ସାଇତି କି ରଖ
ତୋ କାମ ରେ ଆସିବ .
ସବୁ ବୋବଳି ଛାଡି ଯିବ
ଆଉ କିଛି ଦିନ ପରେ ..
Jay jagnath swim 🙏🙏🙏🙏🙏
Achuta malika re
Nama re mhima sujane ghosh
Nama re sarana Achuta dasa
🙏Guruswami 🙏
Adhunika gitare nachu chanti Prabhu nama rasha ambruta rasha nama rashare nachu nahanti
Radhe radhe guru ji aponanku kote kote pranam🙏🙏🙏🙏
Ravana ku Rama marile kanhiki
Sabu vdeo dekhantu ...milijiba Sabu samadhana
Jay jagannatha
କି ସୁନ୍ଦର କତା ଟା କହିଲ ବିପିନି ଭାଇ ,, ଗୁରୁସ୍ୱାମି
ଭଲରେ ବୁଝେଇ କହିଚନ୍ତି ଭାଇ ଭାଇ ଙ୍କୁ ଆମର ଗୁରୁସ୍ବାମୀ🙏🙏🙏🙏🙏
କିଛି ସତ୍ୟତା ନାହିଁ ଏଥି ରେ ..
ମାଳିକା ଗ୍ରନ୍ଥ ରେ ନାହିଁ ଏମିତି ଯୁକ୍ତି .
Jaijagannath. Puri.batamangala
Ate sundara bhabe bujheichhanti bohut dhanyabad.... Amiti... Katha ame janinathilu.. Abe loka nka mati brahma ku dura kariba pain.... Particular katha kahichhanti👍👍👍😍💯💯💕
Joy guru swami Saranam kesabji paramatpane nhomo bhagabate basudeba Kalki Ram
ଲୋକମାନଙ୍କୁ ଭୁଲ ତଥ୍ୟ ଦିଅନି
Thik taa kana kuhantu plz
ଠିକ ଟା କଣ କୁହନ୍ତୁ ତ ?
Kalki janma ebe nebe ba neichhanty
ॐଗୁରୁ ସ୍ୱାମୀ ଅଚ୍ୟୁତାନନ୍ଦ ପଞ୍ଚସଖା ନମଃ
ବିପିନ ଭାଇ ଭଲ।ବୁଝେଇଛନ୍ତି
Kalki bisaya re bhul kahuchha tame
Tume kana janichha kuhantu
ପଣ୍ଡା ମହାଶୟ ଆପଣଙ୍କ ଉତ୍ତର ଦିଅନ୍ତୁ।
😀 ଫେରିଲା ବେଳକୁ ବି ବାଟରେ ପ୍ରବୋଚନ କାର୍ଯ୍ୟକ୍ରମ ହେଇ ଗଲା 🤔 ସ୍ବାଗତ ଯୋଗ୍ୟ ସେହି ଭାଇ ମାନଙ୍କ ପ୍ରଚେଷ୍ଟା ଯେ ସତ୍ୟ ର ସନ୍ଧାନରେ ଓ ସତ୍ୟତା କୁ ଜାଣିବାକୁ ଆଗ୍ରହ , ଠାକୁର ଶ୍ରୀ କେଶବ ନିହାତି ତାଙ୍କ ଭିତରୁ ଦ୍ଵନ୍ଦ ଅନ୍ଧକାର କୁ ଆଲୋକ ପ୍ରକାଶ କରନ୍ତୁ ।
Dhanyabada
Sundar alochana
ହେ ପ୍ରଭୁ ମାଧବ ଇଏ ମାନ ଙ୍କୁ ସଦ ବୁଦ୍ଧି ଦିଅ ମାଳିକା କୁ ଭୁଲ କରି ଲେଖି ଯୋଡ଼ୀ ମିଛ ରେ ନିରୀହ ଲୋକ ମାନକୁ ଭୁଲ କଥା କହୁଛନ୍ତି ବିପିନ ଭାଇ ମାହାଙ୍ଗା ଯଦି ସମ୍ବଳ ଗ୍ରାମ ତାହେଲେ ସେ ବ୍ରାହ୍ମଣ ପରିବାର କିଏ ଓ ଯଯାତି କେଶରୀ ରଜା ତାଙ୍କୁ କୋଉଠି ରଖିଛନ୍ତି ସବୁ ପୁରାଣ ପଢୁ ଛନ୍ତି ନା ମନ ଗଡା କାହାଣୀ କହୁଛନ୍ତି ପ୍ରଭୁ ଙ୍କ ପ୍ରେମ ରେ ଯଦି କଲ୍କୀ ଠାକୁର ଆମେ ଜାଣିଛୁ କେଶବ ବାବା ପ୍ରଭୁ ଙ୍କର ଅସଂ ଅବତାର କିନ୍ତୁ କଳଙ୍କି ଠାକୁର ଅଲଗା ସେ ଆସିବେ ଯାଜପୁର ନାଭି ଗୟା ସମ୍ବଳ ଗ୍ରାମାରେ ସେ ଗ୍ରାମ ଅଛି କ୍ଷୀର ନଦୀ ବି ଅଛି ଠାକୁର କଣ କିଛି କହି ନା ହେନ୍ତୀ ତୁମକୁ ତୁମେ ବାବା ମାୟାରେ ପଡ଼ୀଚ୍ ଵିଷ୍ଣୁ କୁଟ ମାୟା ତାଙ୍କୁ ବ୍ରହ୍ମା ଶିବ ଜାଣିପାରିବେ ନୀ ତୁମେ ସାରେ କେମିତି ଜାଣିବ ଭୁଲ ରେ ମିଛ ରେ ବାବା କାହାକୁ ମତି ଭ୍ରମ କରଂତୁଂ ନୀ ଯଦି ନ ଜାଣିଛ ଖାଲି ନିଜର ଗାରିମା ଅଉ ନିଜକୁ ଟେକିବକୁ କଣ ଯାହା ପରିବା ତାହା କହିବା ଟାକୁ ଟିକେ ଡର ଟାକୁ ଟିକେ ଡର ନ ହେଲେ ସୁଧ ମାଉସ ହେବେ ପଥ ଭ୍ରଷ୍ଟ ଯଦି ଆପଣ ମାନ ଙ୍କ ମନ ଙ୍କୁ ମୁ କଷ୍ଟ ଦେଇଥିବି ମତେ କ୍ଷମା କରିବେ ରାଧେରାଧେ
ଭାଇ ଠିକ୍ କଥା କହିଲ
ଏତେ ବ୍ୟତିବ୍ୟସ୍ତ ହେବା ଦରକାର ନାହିଁ ,ଯଦି ମହାଶୟ ଭୂଲ କହୁଥିବେ ତେବେ ସେ ଦଣ୍ଡିତ ହେବେ ଆଉ ଯଦି ଆପଣ ଭୁଲ କହୁଥିବେ ତେବେ ତେବେ ବୁଝିବାକୁ ହେବ ଆପଣ ବିଷ୍ଣୁ କୁଟ ମାୟାରେ ପଡିଛନ୍ତି।
ବିପିନ ଭାଇଙ୍କୁ ଜଣେ ଯାହା ତାହା ମଣିଷ ବୋଲି ଜ୍ଞାନ କରିବେ ନାହିଁ। ଥରେ ତାଙ୍କ ସହ ମିଶିଲେ ଜାଣି ପାରିବେ ସେ କିଭଳି ମଣିଷ। କେତେ ବସ୍ତବବାଦୀ। ସୃଷ୍ଟି ର ଅନେକ ଅମିମାଂସତ ପ୍ରଶ୍ନ କୁ ମିମାଂସା କରି ପାରନ୍ତି। ଆପଣ ଯଦି ସତ୍ୟ କୁ ଜାଣିଛନ୍ତି ତେବେ ଅବିଚଳିତ ରୁହନ୍ତୁ, ବ୍ୟସ୍ତ ହୁଅନ୍ତୁ ନାହିଁ। ସତ୍ୟର ଜୟ ହେବ।
ଏମାନେ ଆପଣଙ୍କୁ ନିରୀହ ଲୋକ ପରି ଜଣା ପଡୁଛନ୍ତି କିରେ ବାବୁ ସେ ପରl କହିଲେ, ତାଙ୍କ ଭିତରୁ ଦୁଜଣ ଶିକ୍ଷକ ପଢା ଶୁଣା ବ୍ୟକ୍ତି ଜଣା ଶୁଣା ଲୋକ ଆପଣଙ୍କ qualification କଣ? ।ସେମାନେ ପରା ଦୁନିଆକୁ ଶିକ୍ଷା ଦେଉଛନ୍ତି ତାଙ୍କୁ କିଏ?ଠକିବ ।ବୁଝିଲ ବାବୁ ଆପଣ ଠିକ ଭାବରେ ଖବର ନିଅନ୍ତୁ କେଶବଙ୍କ ବିଷୟରେ।
ଭାଇ ତୁମେ କଣ କେଶବ ଠାକୁର ଙ୍କର ବିଷୟରେ କିଛି ଜାଣିଛନ୍ତି ନ ନାଇ
ଯଦି ଜାଣିନା ତେବେ ଜାଣିବାକୁ ଚେଷ୍ଟା କର
ନ ଜାଶି ଥିବା କଥା କଶ ପାଇଁ କହୁଛନ୍ତି
Thik kahile jay Jagannath
ଜୟ ଶ୍ରୀ ଗୁରୁସ୍ୱାମୀ 🙏🙏
Vast knowledge
Mahabharata kahiki hoithila
Tume kn janina
2022..agt..10..tarikha ..heba..khela ..hua..sabadhan
Guruswami🙏
Thank you for your explanation of Kalki
12 hato khanda barambar kahucha...saethu jona paduchi kate malika adhyana kara jaechi...kaliki avatra nka 12 hata khanda ra tatwa ta ku bujhubaku ahuri chesta au adhyana kariba uchit...jiye adhyana kareni se kalki mane 12 hata khanda bujhibe...but jiye adhyana kare malika ku se kebe bhi kahiboni kaliki mane 12 hato khanda...kalki bhagban nka apaman hobo kali yug re, kate baba nijaku kalki kahibe saeta bhi malika re lekha haechi....jaha sabu sata hae hae jauchi...kaliyug ra sesho samaya ra sanket mili mili jauchi...
ତୁମେ ଆଉ ବଡ କଥା କଣ ଟା କହିଲ କି ?
12 ହାତ ଖଣ୍ଡା ପ୍ରସଙ୍ଗ ପଡିଛି ବୋଲି ବାର ବାର କୁହା ଯାଉଛି ନା । ଓଲଟା ବୁଝୁଛ
ଜୟ ଜରିଆ କୁଳିଆ ନମଃ ।
ବହୁତ ସୁନ୍ଦର ମନ୍ତବ୍ୟ ।
ପୂର୍ବ ଜନ୍ମର ଥିଲେ ବାସନା
ସଦଗୁରୁ ତାହାଙ୍କୁ ମିଳଇ ସିନା ।
jadi kesaba chandra kalki abatra ta aji paryanata kahinki kalanka binasa hoinahi aji bi samaja pratha bharatsa hoichi . apanka mata mataku ame sanmana deuchu but kaliki eka sotantra abatara . jaha ku ama bhali sadhara mana janiba au taku upastapana kariba atanata kasat sadhay. dhaynabada
ଭଲ ମନ୍ଦ, ପାପ ପୁଣ୍ୟ ସୃଷ୍ଟି ର ଦୁଇଟି ପାର୍ଶ୍ଵ।ଉଭୟ ସୃଷ୍ଟି ପାଇଁ ଆବଶ୍ୟକୀୟ ଏବଂ ଚିରନ୍ତନ। ଯେମିତି ଧାନ ସାଙ୍ଗରେ ଅଗlଡ଼ି। ଭଲ ସାର ଔଷଧ ଦେଲେ ଅଗlଡ଼ିର ମାତ୍ରା କମି ଯାଇପାରେ, ହେଲେ ଅଗlଡ଼ି ରହିବ ନିଶ୍ଚୟ। ସମ୍ପୂର୍ଣ୍ଣ ବିଲୋପ ହେବ ନାହିଁ। ଠାକୁର କେଶବଚନ୍ଦ୍ର ଙ୍କ ସଂସ୍ପର୍ଶରେ ଆସି ପ୍ରଖ୍ୟାତ ନାମା ଗୁଣ୍ଡା ଡକାୟତ ସବୁ ଗିନୀ ଧରି ନାମ ଗାଉଛନ୍ତି। ସମୟ କହିବ ସତ୍ୟ କିଏ। ଯାହାଙ୍କ ନାମରେ ରାମାୟଣ ଭାଗବତ ଭଳି ଯୁଗlନୁବାଡଦ ର ପୁରାଣ ରଚନା ହେବ ସିଏ ଅବତାର ବୋଲି ପରିଗଣିତ ହେବେ। ହିମାଳୟ ରେ ଜଣେ ବିଶିଷ୍ଟ ଋଷି କଳି ଯୁଗର ପୁରାଣ ଲେଖି ଚାଲିଛନ୍ତି। ସାଦର ପ୍ରଣାମ
@@swarnakhetratv han apana thik kahichanti but ama pakahre sei dibya chakhura abasyakata achi jaha dora ame tanku chinhi pariba . kintu ama ra simita gyana re ame kahaku suchita kari pariba nahi je e kalki purusa boli. chakada madana re bahuta bkata nka katha lekha jaichi apana satya bhaja channel ku dekhantu jou manak name uapsatpana kara jaichi semane ahankara au garaba re micha sata kahi lokankau sathika patha ru banchita karuchqanti. kintu jadi seman eparkutrare bhakata hei tahnet ta bhaganabku chinhibare kaunasi asubidha upujanta nahi. dhaybad
A BABA MANE KATHA KAHI GADI CHADHI BULUCHANTI KALAKI ..............................
Thik Katha kahucha
Vdeo taa dekhiki Aya sikhi thibaru dhanyaba .....
Kau jagare satsang thila bhai🙏🙏
Redakhola..
Raju bhai a bhai mane kie
Jay prabhu kalki avatar
Guruswami. Sri sri sri kesabachandra Thakur ji ki jay.
Guruswami👏👏👏👏👏
ଜୟ ଶ୍ରୀ କଳ୍କୀ ପୁରୁଷ କି ଜୟ
Jay guruswami. Satya bhai
Bhai mithya katha Biraja mandala re LalitaGiri Ratnagiri Achhi Mahanga reNahi
Kiaa kahilaa
WhatsApp no debe malikaa page photo utheiki deidebi ....ok ...
ଆଉ ଯୁକ୍ତି ର ସମୟ ନୁହେଁ ଏବେ ଧର୍ମ ତନ୍ତ୍ର ର ପ୍ରତିଷ୍ଠାକୁ ସ୍ବାଗତ କରନ୍ତୁ ।ଗୁପ୍ତ ସବୁବେଳେ ଗୁପ୍ତ ।ସମୟ ଉପନୀତ ଅଳ୍ପ ଦିନର ପ୍ରତୀକ୍ଷା ମାତ୍ର ।ସୁକର୍ମ ହିଁ ଏହାର ସ୍ବାଗତର ମୁଖ୍ୟ ଉପହାର ।
Your guru is shri kalki .you are panchashaka Achuyta .people does not know it .
Achyuta Nanda nka Katha bhul hoijiba Bhai ...nija Mana Katha amiti prakash karantuni lajya lagibaa
Jay Jagannath Swami prvu Nayan patha gami Bhaba tume.
Prathama katha hela Kalia ra Maya devata mananku bi agochara . Tenu esabu alochana kariba bhul . Prabhunkara bhakti kara esabu murkhami karana
ଯିଏ ସତ୍ୟକୁ ଜାଣିଥାଏ ସେ କଣ ଅନ୍ୟର ମନ୍ତବ୍ୟ ରେ ପ୍ରତିକ୍ରିୟାଶୀଳ ହୁଏ ? ସତ୍ୟବାଦୀ କେବେ ଅନ୍ୟର କଥାରେ ବ୍ୟତି ବ୍ୟସ୍ତ ହୁଏ ନାହିଁ। ଉପନିଷଦ କହିଲେ "ସତ୍ୟମେବ ଜୟତେ" । ସୃଷ୍ଟି ର ସକଳ ଜୀବ ଜଗତ ମଧ୍ୟରେ ଈଶ୍ୱର ବିଦ୍ୟମାନ। ଜଣେ ଆଧ୍ୟାତ୍ମିକ ପ୍ରେମି ମଣିଷ ଅନ୍ୟ କାହାକୁ ମୂର୍ଖ ବୋଲି କହେ ନାହିଁ। ଏହା ଶାସ୍ତ୍ର ସିଦ୍ଧାନ୍ତ ବାଣୀ।
Bhai tame mane bhul bujamana jogu duniara kotikoti loka patha varsta heuchhanti
🙏🙏JAY GURU BHAI,🙏🙏
Guru swami🙏🙏🙏🙏
ସତ୍ୟ ସତ୍ୟ ସତ୍ୟ
Mo Manali paila nahi
Asubidha ta kouti rahilaa ...