ପ୍ରକୃତରେ କେଶବ ବାବା କିଏ ? Who Is Really Keshav Baba ?

แชร์
ฝัง
  • เผยแพร่เมื่อ 15 ก.ย. 2024
  • ପ୍ରକୃତରେ କେଶବ ବାବା କିଏ ? Who Is Really Keshav Baba ?
    Please Subscribe My TH-cam Channel "Ek Hindustani Prakash" And Like, Share, Comment My Video And Press The Bell 🔔 Icon । Jai Jagannath Jai Achyutanand ।
    ଆପଣମାନେ ଯଦି "ଏକ ହିନ୍ଦୁସ୍ଥାନୀ ପ୍ରକାଶ" ର ଦୁଃଖ, ସୁଖ ସହିତ ଯୋଡି ହୋଇ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆମର ଫୋନ୍ ପେ ନମ୍ବର - 6370530988 ରେ ସହଯୋଗ କରିପାରିବେ । କାହାରିକୁ ବାଧ୍ୟ ବାଧକତା ନାହିଁ ।
    #achyutanand #malika #guptamalika #kaliyugamalika #ekhindustaniprakash #jayakishoriji #malikarahasyakaliyuga #babaartatrana #khandagirikumbhamela #sandeepmaheswari #bhabisyamalika #malikabachana #malikabichara #malikabachanatodayvideo #viralodishamalika #odiamalikabachana #endofkaliyug #guptamalika #kaliyugamalika #hadidasmalika #arakhitadasmalika #nilachaldham #nidhivan #achyutanandamalikainhindi #jaiphulamalika #bhabisyabani #purijagannathtemple #prabachana #prathanatv #malikanewepisode #anirudhacharyajimaharaj #devkinandanjimaharaj #chitralekhaji #carryminati #saurabhjoshi #swamipragyananandji #kripalujimaharaj #amoghliladas #gaurgopaldas #srilaprabhupada #bababalia #jorandagadi #balajisarkar #ayodhyarammandir #dwarka #manojdey #rambhadracharyajimaharaj #motivationalvideo #devotionalvideo #sanatandharma #sadhubani #vivekbindra #otvnews #odishabhaskar #kalingatv #kanaknews #nandighoshatv #argusnews #news7 #dharavi

ความคิดเห็น • 117

  • @NiranjanMohanty-sx7uj
    @NiranjanMohanty-sx7uj 5 หลายเดือนก่อน +5

    Jay Jagannath Jay Panchasakha Jay Sri Achyutananda Jay

  • @NIRASHAPATRA-v3v
    @NIRASHAPATRA-v3v 5 หลายเดือนก่อน +8

    ପିତାମାତା ସମସ୍ତଙ୍କ ଠାରୁ ଉର୍ଦ୍ଧରେ ଏହା ଜଗତକୁ ଶିକ୍ଷା ଦେବାକୁ ଏ ମନ୍ଦିର ତିଆରି କରି ଉଦାହରଣ ସୃଷ୍ଟି କରିଛନ୍ତି ,ଯାହାକି ଭାରତରେ ପ୍ରଥମ ।ପୁଣି ଚୈତ୍ର ପୂର୍ଣ୍ଣିମାରେ ସତ୍ୟ,ତ୍ରେତୟା, ଦ୍ୱାପର ଓ କଳି ଚାରି ଯୁଗର ଚାରଟି ମଣ୍ଡପରେ ନାମ ସଂକୀର୍ତ୍ତନ ହୋଇଥାଏ ଯାହା କି ବିଶ୍ୱରେ ପ୍ରଥମ ।ଯଦି ସିଏ ଯାହା କରିଛନ୍ତି ଏବଂ ବର୍ତମାନ ମଧ୍ୟ ତାଙ୍କ ସୁକ୍ଷ୍ମ ରେ ଯୋଉ କାର୍ଯ୍ୟ ଚାଲିଛି ସବୁ ଅଲୌକିକ ତଥା ଅବିଶ୍ୱନିୟ ।ଏଣୁ ଯିଏ ଧାରା ନେଇ ତାଙ୍କ ପ୍ରଦର୍ଶିତ ପଥରେ ଚାଲିଛି କୌଣସି ବିରୋଧତ୍ମକ ମନ୍ତବ୍ୟ ବିନ୍ଦୁଏ ବି କାମ ଦେବନି ।କେବଳ ପ୍ରଭୁଙ୍କ ସହିତ ଭାବଭକ୍ତିର ସଂଯୋଗ ।ଆଉ କିଛିବି ନୁହଁ ।ଜୟ ଶ୍ରୀ ଚରମନାଥ❤❤❤

  • @guruswami7096
    @guruswami7096 5 หลายเดือนก่อน +19

    ଭକ୍ତ ର ଭଗବାନ ଯୁଗେ ଯୁଗେ । ସମସ୍ତ ଙ୍କୁ ସେ ଧରା ଦିଅନ୍ତିନି । ତ୍ରେତୟାରେ ଶବରୀ ,ବିଜ୍ଞାନୀ କୈବର୍ତ୍ତ ଙ୍କୁ ଉଦାହରଣ ଭାବେ ନିଆଯାଇ ପାରେ । କେଶବଙ୍କୁ ଚିହ୍ନିବାକୁ ହେଲେ ତାଙ୍କ ସ୍ବ ହସ୍ତ ଲିଖିତ ଚରମ ଶାସ୍ତ୍ର ପାଠ କରିବା ଆବଶ୍ୟକ।

    • @RajanSahoo-y3i
      @RajanSahoo-y3i 5 หลายเดือนก่อน +1

      Jay kesab Narayan

    • @SaraswatiRaut-mh2iz
      @SaraswatiRaut-mh2iz 4 หลายเดือนก่อน

      ​@@RajanSahoo-y3i😊😮😮😮😮

  • @NagenjenaNagenjena
    @NagenjenaNagenjena 4 หลายเดือนก่อน +3

    ଭାଇ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣ କେଶବ ଚନ୍ଦ୍ର ଙ୍କ ବିଶ୍ୟରେ ଭିଡିଓ କରି ଥିବାରୁ ❤

  • @l.s.pratap4649
    @l.s.pratap4649 6 วันที่ผ่านมา

    Guruswami 🙏🏻🙏🏻🙏🏻

  • @MotivationOdisha-f5b
    @MotivationOdisha-f5b 4 หลายเดือนก่อน +3

    ଭାଇ ଆପଣ ଠାକୁରଙ୍କୁ ବାବା କୁହନ୍ତୁ ନାହିଁ , ଦୟାକରି 🙏🏻🙏🏻

  • @rajlaxmipatro4370
    @rajlaxmipatro4370 5 หลายเดือนก่อน +7

    Keshaba baba kn dayakari keshava prabhuuu kuhantu pls

    • @gangadharpatra4295
      @gangadharpatra4295 4 หลายเดือนก่อน +1

      Alpana malika padhantu janiparibe

  • @guruswami7096
    @guruswami7096 5 หลายเดือนก่อน +4

    ଆପଣ ନିଜେ ଅଧିକ ଗପୁଛନ୍ତି । ଯାହାଙ୍କୁ ପ୍ରଶ୍ନ କରୁଛନ୍ତି , ତାଙ୍କୁ କହିବାକୁ ସୁଯୋଗ ଦିଅନ୍ତୁ । ସେମାନେ ଅନୁଭବୀ ।

  • @user-oj6ck8ld6t
    @user-oj6ck8ld6t 4 หลายเดือนก่อน +2

    ପ୍ରକ୍ରୁତରେ ଏ ବାବା ଜଣକ ମାହାଙ୍ଗାର ଜଣେ ଅନୁଶୁଚିତ ଜନଜାତୀର sc.st ସପ୍ରଦାୟର ଗ୍ରହଣଖଣ୍ଡିଆ ଭାବରେ ଜନ୍ମ ହୋଇଥିବାରୁ ଭଗବତଦୀକ୍ଷା ଗ୍ରହଣକରିଥିଲା ରୋଗରୁ ମୁକ୍ତିପାଇବାପାଇ଼ ସେ କେଉଁ ଠାକୁର ନୁହେଁ କି ଭଗବାନ ନୁହେଁ ତା'ର ମୂର୍ଗଭକ୍ତମାନେ ବୁଝିନପାରି ବ୍ରହ୍ମା ବିଷ୍ଣୁ ମହେଶ୍ଵର ସମସ୍ତ ଦୀଅ ଦେବତା ଦେବୀ ମାନେ ଦୁଇ ହାତରୁ ବାହାରୁଥିବା ର ବିଦ୍ରୁପ କରି ଲୋକମାନଙ୍କୁ ଭୁଆବନାଉଛନ୍ତି ଏଲୋକ ଭବିଶ୍ୟବାଣି କରିଥିଲା ୨୦୧୫ ୧ ୩୦ ଦେହଛାଡିବବୋଲି କିନ୍ତୁ ୨୦୧୪ ୧୨ ୩୧ ତାରିଖରେ ଭୁବନେଶ୍ଵର ଆପୋଲୋ ହସ୍ପିଟାଲରେ ଚିକିତ୍ସା ଧିନ ଅବସ୍ଥାରେ ମରିଯାଇଛି ତେଣୁ

    • @dayasagardayasagar755
      @dayasagardayasagar755 4 หลายเดือนก่อน +1

      ଏ କଥାକଥିତ୍ ଠାକୁରର liver ,kidney
      ରୋଗରେ ରାମ ନାମ ସତ୍ୟ ହେଇଯାଇଛି .

    • @gangadharpatra4295
      @gangadharpatra4295 4 หลายเดือนก่อน

      Jadi tu thakura Bali Mani naparichhu Tahele tu na man kintu tu amiti kahiparibu nahi 🤬😡

  • @ranjankumarpatra2284
    @ranjankumarpatra2284 5 หลายเดือนก่อน +5

    ବ୍ରହ୍ମା ଶିବ ବିଷ୍ଣୁ କଣ କେଶବଙ୍କ ଠାରୁ ଜନ୍ମ? ତୁମମାନଙ୍କର ଆଉ ଚାନେଲ ବାଲାଙ୍କ ମୁଣ୍ଡ ଠିକ ଅଛିତ ? ପ୍ରଳାପର ଗୋଟେ ସୀମା ଅଛି , କେତେବେଳେ ସନ୍ଥ କହୁଛ ତ କେତେବେଳେ ଭଗବାନ କହୁଛ, ତୁମର କିଛି କାମଧାମ ନାହିଁ ନା କଣ?

    • @dayasagardayasagar755
      @dayasagardayasagar755 4 หลายเดือนก่อน

      ବଡଦାଣ୍ଡ ସହ ଏକୁ ତୁଳନା କରୁଚ ...??
      ଧେତ୍ ତେରିକ .

    • @NIRASHAPATRA-v3v
      @NIRASHAPATRA-v3v 4 หลายเดือนก่อน +1

      ଆସନ୍ତା 24 ତାରିଖରେ ଚୈତ୍ର ପୁର୍ଣିମାକୁ ସ୍ଵର୍ଣକ୍ଷେତ୍ର ଆଶ୍ରମ ମାହାଙ୍ଗା କୁ ଦୟା କରି ଆସନ୍ତୁ ନା ସେଦିନ ସେଠାରେ କଣ ହେଉଛି ଦେଖିସାରିଲା ପରେ ଜାଣିପାରିବେ ,ସେ କିଏ? ତାପରେ ମନଇଚ୍ଛା ତାଙ୍କ ବିଷୟରେ କମେଣ୍ଟ ଦେବେ ପ୍ରଣାମ

    • @UpakulOdisha
      @UpakulOdisha 4 หลายเดือนก่อน +3

      ସିଏ ଥିବେ ତ ସେଠି?? କଣ ହଉଚି ସେଠି?? ବେକାରିଆ ବାକଚତୁରତା ସହ କହୁଛନ୍ତି ଆପଣ.... ଧନ୍ୟବାଦ 🙏🏻🙏🏻

    • @NIRASHAPATRA-v3v
      @NIRASHAPATRA-v3v 4 หลายเดือนก่อน +1

      ​@@UpakulOdishaବାକ ଚତୁରତା ନୁହଁ।ସେ ସ୍ତୁଳରୁ ସୁକ୍ଷ୍ମ କୁ ପରିବର୍ତ୍ତନ ହେଲା ପରେ ବି କିଭଳି ଏତେ ବଡ ବଡ କାର୍ଯ୍ୟକ୍ରମ ଚାଲିଛି ଦେଖିଥାନ୍ତେ ।ମତାମତ ଦେବା ପୂର୍ବରୁ ତାଙ୍କ ବିଷୟରେ ଭଲଭାବରେ ଜାଣିସରିଲାପରେ ନକାରତ୍ମକ ମନ୍ତ୍ୟବ ଦେଲେ ଭଲ ହୁଅନ୍ତା

  • @odiabhaktiLBP
    @odiabhaktiLBP 5 หลายเดือนก่อน +3

    Nije age achyutananda malika padha aau jana se kie baba kahiba agaru

  • @rushimalatritharushikulyap7607
    @rushimalatritharushikulyap7607 5 หลายเดือนก่อน +1

    ❤❤ ଜୟ ଜଗନ୍ନାଥ ❤❤

  • @dayasagardayasagar755
    @dayasagardayasagar755 4 หลายเดือนก่อน +4

    ଏଇଟା କଣ ତୀର୍ଥସ୍ଥାନ ଯେ ...
    ଲୋକ ତୀର୍ଥ କରିଯିବେ .
    ****
    ସେଠୀ କିଛିବି ସତ୍ୟତା ନାହି
    ସେଇଠି ସବୁ ଅନ୍ଧ ବିଶ୍ବାସର ପ୍ରଳାପ .

  • @sabitribahadur7739
    @sabitribahadur7739 3 หลายเดือนก่อน +1

    gara

  • @rameshdehury2167
    @rameshdehury2167 5 หลายเดือนก่อน

    Jay jagannath 🙏🙏🙏

  • @SpiritZ_123
    @SpiritZ_123 4 หลายเดือนก่อน +1

    Jay guru ❤🙏🌷🙏🌷🌷🌷🌷🌷🙏🙏🙏🙏🙏

  • @dr.khitishkumarpathi3602
    @dr.khitishkumarpathi3602 5 หลายเดือนก่อน +2

    Achhutananda Malikakaru Saha Saha Pramana paibe bhai.I am from Balasore Baliapal.Prabachka Promod Pustinku Daya Karo Bhetibe.

  • @chaturbhujagarnayak
    @chaturbhujagarnayak 5 หลายเดือนก่อน +8

    କେଶବ ଠାକୁର ଙ୍କୁ କେଶବ ବାବା କୁହନ୍ତୁ ନାହିଁ ଭାଇ ତାଙ୍କନା କେଶବ ଠାକୁର ନା ଭାଇ ଆପଣ ନାମ କାହିଁକି ବଦଳାଉଛନ୍ତି

  • @sarbeswarnayak4381
    @sarbeswarnayak4381 4 หลายเดือนก่อน +1

    Jay keshaba

  • @dayasagardayasagar755
    @dayasagardayasagar755 5 หลายเดือนก่อน +9

    ରାଣ୍ଡୁଆଲୋକର ଭାଣ୍ଡୁଆଗପ...
    ବ୍ରହ୍ମା ବିଷ୍ଣୁ ମହେଶ କୁଆଡେ ...
    ୟେ କେଶବଜେନା ଠୁ ସୃଷ୍ଟି ....!!
    ଏମିତି କଳୁଷିତ ଭାବନା ତମେ କେମିତି
    ଭାବିଲକିରେ ମୁର୍ଖ ଅଜ୍ଞାନଅପାଣ୍ଡବ ଦଳ ..??
    ତମକୁ ନର୍କରେ ବି ଜାଗା ନାହି .
    ତମ ଅଲଣା ଭାବନାରେ ଲୁଣ ପଡିନି
    ଏମିତି ପେନ୍ଦୂଆ ଭାବକୁ ନିଆଁଲଗେଇ ଦିଅରେ
    ମନ୍ଦିର ଆଉ ସମାଧି ଭିତରେ ଫରକ୍ ବୁଝିବାକୁ try କର .

    • @raghunathrout3001
      @raghunathrout3001 หลายเดือนก่อน

      Tu bahut bada gyani pandit ta

    • @dayasagardayasagar755
      @dayasagardayasagar755 8 วันที่ผ่านมา

      ​@@raghunathrout3001
      ଓଃ
      ଶୁକୁଟି ଅଦା ଶୁଣ୍ଠି ..
      ହଉ ହେଲା...
      ଥଣ୍ଡା ଦିନେ ଆସିବୁ କାମରେ .

    • @raghunathrout3001
      @raghunathrout3001 8 วันที่ผ่านมา

      @@dayasagardayasagar755 ପଣ୍ଡିତ ମହାଶୟ ତମକୁ ଶୀତ ଦିନେ ନଡ଼ିଆ ତେଲ ଦରକାର ହେବା

  • @sabitribahadur7739
    @sabitribahadur7739 3 หลายเดือนก่อน +1

    ❤❤❤❤❤❤

  • @purnachandrasahoo5350
    @purnachandrasahoo5350 5 หลายเดือนก่อน +3

    ଯିଏ ସସ୍ଵୟ୍ଯ ପ୍ରଭୃ ତାଙ୍କ କୋଟି କୋଟି ଟଙ୍କାର ତୁଳନା କରି ଭୁଲ୍ କରିନି।ସିଏ ସାରା ବ୍ରହ୍ମାଣ୍ଡର ମହାନାୟକ ମହାପ୍ରଭୁ ଜଗନ୍ନାଥଙ୍କ।

  • @odiateccsk5592
    @odiateccsk5592 5 หลายเดือนก่อน +2

    Guru swami

  • @basudebabhoi4882
    @basudebabhoi4882 4 หลายเดือนก่อน +1

    ଓଁ କେଶବ ନାରାୟଣ ନମଃ,,,,

  • @dr.khitishkumarpathi3602
    @dr.khitishkumarpathi3602 5 หลายเดือนก่อน +1

    Jay Guru Swami

  • @odiabhaktiLBP
    @odiabhaktiLBP 5 หลายเดือนก่อน +2

    Khali Chanel kholiki jie jaha kahila gapa suniki chadile habani nije age jana sabu bisayare nije malika padha

  • @user-yt4ml6nr1u
    @user-yt4ml6nr1u 5 หลายเดือนก่อน +2

    Prabhu nka bisayare ta sabu pramana paucha je se thakura boli puni baba boli kanhiki kahucha please 🙏 baba boli kuhani

  • @ranjanbarik7321
    @ranjanbarik7321 5 หลายเดือนก่อน +1

    Jay Guru swami.

  • @lathorps4515
    @lathorps4515 5 หลายเดือนก่อน +1

    Prakash Bhai apana dhanya hele Swarna Khetra re pada dei.
    Guruswami pranam

  • @BiswaranjanSasmal
    @BiswaranjanSasmal 4 หลายเดือนก่อน

    Guruswami nk charanare koti koti
    Pranam,,,,,

  • @rajendrasamal3284
    @rajendrasamal3284 4 หลายเดือนก่อน +1

    ଭାଇ କେଶବ ଠାକୁରେ କୁହନ୍ତୁ ଦୟାକରି

  • @lataranirath7905
    @lataranirath7905 2 หลายเดือนก่อน

    Jay charamanathha ki jay 🙏🙏 Ananta koti pranam 🙏🙏

  • @lingarajdalua524
    @lingarajdalua524 4 หลายเดือนก่อน +3

    ଦୟାକରି ବାବା ସନ୍ଥ ଏସବୁ କୁହନ୍ତୁନି ଚଳନ୍ତି ଭଗବାନ ସିଏ ନଚେତ୍ ଏତେ ଲୋକ ଭକ୍ତ କଣ ପାଗଳ

  • @prasantkumar5521
    @prasantkumar5521 4 หลายเดือนก่อน +2

    Kesab ek bhanda baba

  • @odiabhaktiLBP
    @odiabhaktiLBP 5 หลายเดือนก่อน +1

    Tame malika bisyare janiki jaicha na semiti Chanel kholiki bulucha

  • @amiyasethy9439
    @amiyasethy9439 4 หลายเดือนก่อน

    Jay guru swami keshaba 🙏🙏🙏

  • @jagnyanarayanbishoyi2160
    @jagnyanarayanbishoyi2160 5 หลายเดือนก่อน

    Jay gurudev

  • @UpamaBehera-jy8jl
    @UpamaBehera-jy8jl 3 หลายเดือนก่อน

    Kebala babare apan rahigale na prabhunkar kichhi anubhuti paile

  • @purnachandradas2676
    @purnachandradas2676 4 หลายเดือนก่อน

    Pranam ❤️

  • @MamaliSahoo-u3f
    @MamaliSahoo-u3f 5 หลายเดือนก่อน +1

    Dekhantu dayakari purna bramha charamanatha nku santha saha tulana karantuni 🙏 "Baba"word ra use janiki ta pare use karantu
    Thakura nku baba kahuchhanti
    Katha ra sanjamata rakhantu

  • @shyamshyamanujdas8628
    @shyamshyamanujdas8628 3 หลายเดือนก่อน

    Jay shree guruswami 🙏 saranam

  • @satyabratapradhan1339
    @satyabratapradhan1339 4 หลายเดือนก่อน +1

    Jadi bhagabana tahele kete asuranku marichanti

    • @PinkyPinky-sh9tt
      @PinkyPinky-sh9tt 4 หลายเดือนก่อน +2

      Kali jugare asura hele manisa .
      Au manisa vitare thiba krodha anhakara...aguda jadi damana hua tahele asurika sakti ra binasa heba

  • @asitrout7659
    @asitrout7659 5 หลายเดือนก่อน

    🙏🙏🌹ପ୍ରଣାମଗୁରୁସ୍ୱାମୀଙ୍କରଜୟ

  • @odiabhaktiLBP
    @odiabhaktiLBP 5 หลายเดือนก่อน +1

    Ate thara nemalo asicha sethu bhai age malika neiki padha achyutananda malika padha janiba kesav kie baba na bhagaban

  • @sabitribahadur7739
    @sabitribahadur7739 3 หลายเดือนก่อน +1

    garawsmay❤❤❤❤🎉🎉🎉😮😮😮😮😮😮😅😅😊😊🎉🎉🎉🎉🎉🎉😮😮😮❤❤❤❤❤❤❤❤❤❤

  • @odiabhaktiLBP
    @odiabhaktiLBP 5 หลายเดือนก่อน +1

    Bhai age bhala ki janiki jaa malika pramana paiki jaa baba kahiba agaru hajar thara bhaba

  • @shyamshyamanujdas8628
    @shyamshyamanujdas8628 3 หลายเดือนก่อน

    Guru nk guru guruswami 🙏 bhagaban nk bhagaban shree keshaba thakura

  • @user-gl2gj1dl4l
    @user-gl2gj1dl4l 5 หลายเดือนก่อน

    ଜୟ ଚରମ ନାଥ ଜୟ ଶ୍ରୀ ପାଦୁକା ମହାରାଜ କି ଜୟ

  • @user-xo7sw8xj8w
    @user-xo7sw8xj8w 5 หลายเดือนก่อน +1

    Please kesaba baba kuhantuni se amar thakur

  • @ShibanandSahu-kd5ck
    @ShibanandSahu-kd5ck 5 หลายเดือนก่อน

    Guru Swami ❤❤❤❤❤

  • @anupamavlog643
    @anupamavlog643 5 หลายเดือนก่อน +1

    Please tame kesaba baba kuhani

    • @JAGRATINDIALIVE
      @JAGRATINDIALIVE  5 หลายเดือนก่อน +2

      ଦେଖନ୍ତୁ ଆଜ୍ଞା ଆପଣ କ'ଣ ଆଉ ଜଣେ ଗୁରୁଙ୍କୁ ଠାକୁର ବୋଲି ଡାକିବେ । ପ୍ରଭୁ ଶ୍ରୀକୃଷ୍ଣଙ୍କୁ କେଇଟା ଲୋକ ଠାକୁର ଶ୍ରୀକୃଷ୍ଣ ବୋଲି ଡାକୁଛନ୍ତି । ପ୍ରଭୁ ଶ୍ରୀରାମ ଙ୍କୁ କେଇଟା ଲୋକ ଠାକୁର ଶ୍ରୀରାମ ବୋଲି ଡାକୁଛନ୍ତି ବା ଜଗନ୍ନାଥଙ୍କୁ ଠାକୁର ଜଗନ୍ନାଥ ବୋଲି କେତେ ଲୋକ ଡାକନ୍ତି ତେଣୁ ଦେଖନ୍ତୁ ଆଜ୍ଞା ଆପଣଙ୍କ ଭକ୍ତି ଅଛି ଶ୍ରଦ୍ଧା ଅଛି ଆପଣ ଏହାକୁ ଗ୍ରହଣ କରୁନାହାନ୍ତି କିନ୍ତୁ ମତେ କାହିଁକି ବାଧ୍ୟ କରୁଛନ୍ତି କାରଣ ମୁଁ ଜଣେ ମିଡ଼ିଆ ବାଲା । ଦୟାକରି ମତେ ବାଧ୍ୟ କରନ୍ତୁ ନାହିଁ । ଯିଏ ବାବା ଡାକୁଚି ଠିକ୍ ଯିଏ ଠାକୁର ଡାକୁଚି ମଧ୍ୟ ଠିକ୍ । ତେଣୁ ଆପଣ ଡାକୁଛନ୍ତି ଡାକନ୍ତୁ କିନ୍ତୁ କାହାରିକୁ ବାଧ୍ୟ କରନ୍ତୁ ନାହିଁ ।

    • @Dragon66231
      @Dragon66231 5 หลายเดือนก่อน +1

      😂😂😂😂

  • @dineshkumarmahanta5304
    @dineshkumarmahanta5304 5 หลายเดือนก่อน

    Jai charamanathaya nomo nomo

  • @biswabhusanrath2814
    @biswabhusanrath2814 5 หลายเดือนก่อน

    ଜୟ କେଶବ ଠାକୁର । 🙏🙏🙏

  • @bishnupriyaacharya1927
    @bishnupriyaacharya1927 5 หลายเดือนก่อน +2

    ❤❤❤keshaba ba ba. Prakrutare se thakura🙏🙏🙏🙏🙏🙏🙏

  • @devendranathdas9636
    @devendranathdas9636 5 หลายเดือนก่อน +1

    ପ୍ରଭୁଙ୍କ ବିଷୟ ରେ ଭଲ ଭାବରେ ସବୁ ବିଷୟ ଟିକି ନିଖି ସଂଗ୍ରହ କରି, ସବୁ ସ୍ଥାନ ଗୁଡିକୁ ଭଲ ଭାବରେ ଦେଖି ଶୁଣି ଯୋଜନା ବଦ୍ଧ ଭାବରେ ଭିଡିଓ କରିବା ଉଚିତ. ପ୍ରଭୁଙ୍କୁ ଜାଣନ୍ତୁ, ଅନୁଭବ କରନ୍ତୁ ଆପେ ଆପେ ଜାଣି ପାରିବେ

  • @ajitmohanty2840
    @ajitmohanty2840 5 หลายเดือนก่อน

    Joy guru charamnath

  • @slayeropbolte2978
    @slayeropbolte2978 5 หลายเดือนก่อน +2

    galapare kehi pherantini.se Jane vakta thile vagaban nuhne.

  • @niranjanSamal-m8s
    @niranjanSamal-m8s 5 หลายเดือนก่อน +1

    Vadrami b jana nahinee ki. Yeita mane kn. Pariprakash karibar kala jana nahinee ki. Avadra koutikar

  • @RaghabaMahanty-xr5it
    @RaghabaMahanty-xr5it 5 หลายเดือนก่อน

    ❤️🙏🙏🙏❤️

  • @Rohit-xm4qe
    @Rohit-xm4qe 5 หลายเดือนก่อน +4

    Prakash babu se heuchanti nije srasta harinku chinhi ba ete sahaja nuha

  • @srcreative6285
    @srcreative6285 4 หลายเดือนก่อน

    Guruswami 🌹🌺🌹❤️🙏🙏🙏

  • @satyabratasutar7685
    @satyabratasutar7685 4 หลายเดือนก่อน +1

    ତୁ ଗୋଟିଏ ବଡ଼ ପ୍ରଚାରକ ତୁ ଟିଭି ଚ୍ୟାନେଲ କୁ ପଳା.

  • @jaylaxminarayan4337
    @jaylaxminarayan4337 4 หลายเดือนก่อน +1

    ତାହେଲେ ବାଵା କେମିତି ମଲେ କୁହନ୍ତୁ

  • @pravasinimall8488
    @pravasinimall8488 25 วันที่ผ่านมา +1

    ଦୟାକରି ଆପଣ ବାବା ଶବ୍ଦ ଉଚ୍ଚାରଣ କରନ୍ତୁ ନାହିଁ ।

  • @RameshChandraMahanta-v9r
    @RameshChandraMahanta-v9r 4 หลายเดือนก่อน

    Dhanyabad

  • @abhinnasundarpradhan9658
    @abhinnasundarpradhan9658 4 หลายเดือนก่อน +1

    Bhanda baba

  • @jagankumarjena6465
    @jagankumarjena6465 5 หลายเดือนก่อน

    ଗୁରୁଃସ୍ୱାମୀ 🙏🏻

  • @manojpatra3478
    @manojpatra3478 4 หลายเดือนก่อน +1

    ତମେ ଭାଇ ପଇସା ପାଇଁ ଏଇସବୁ video କରୁଛ,,, କିନ୍ତୁ ମୁଁ କହୁଛି ଆପଣ ଯେତେ ବି ଆମ ଠାକୁର ଙ୍କୁ ବାବା ବୋଲି କହିବେ ସେତିକି ଆମର ଦୃଢ଼ ବିଶ୍ୱାସ ଥିଲା ରହିବ ଆଉ,,, ଆପଣ କଣ ଯେତେ ବଡ channel ବାଲା ଆସିଲେବି ଯାହାକୁ ପ୍ରଭୁ ଚେତନା ଦେଇ ନାହାନ୍ତି ସେ କେବେବି ବୁଝି ପାରିବେନି ,,, ଖାଲି ଏତିକି କହିବି ଆପଣ ଆମ ଯୁଗ ର ପରିସମାପ୍ତି ସମୟରେ ଠାକୁରଙ୍କ ସବୁ ଜିନିଷ ଦେଖାଉ ଥିବାରୁ ସମସ୍ତେ ଟିକେ ଦେଖନ୍ତୁ,, କିନ୍ତୁ ଭାଇ ଆପଣ ଏତେ ସ୍ତରକୁ ଯାଇ ନାହାନ୍ତି j ତାଙ୍କୁ ବୁଝି paribe

  • @tikigandha944
    @tikigandha944 5 หลายเดือนก่อน

    Guruswami ❤❤❤❤

  • @NagenjenaNagenjena
    @NagenjenaNagenjena 4 หลายเดือนก่อน

    ଗୁରୁ ସ୍ବାମୀ

  • @sanjitsunani6791
    @sanjitsunani6791 4 หลายเดือนก่อน

    Baba kanje kahu chha bhai

  • @rojalinrosy
    @rojalinrosy 4 หลายเดือนก่อน

    Shree keshab.Guruswami

  • @ajitnarayanmahalik89
    @ajitnarayanmahalik89 16 วันที่ผ่านมา

    Tu SABUBELE BABA KAN PAIN KAHUCHU

  • @SurprisedBackpacker-sd6lg
    @SurprisedBackpacker-sd6lg 5 หลายเดือนก่อน +2

    Guruswami

  • @dayasagardayasagar755
    @dayasagardayasagar755 4 หลายเดือนก่อน +3

    Channel ଖୋଲି ଯାହା ତାହା
    ପବ୍ଲିକରେ posting କରିଦେଲେ
    ତାକୁ ପବ୍ଲିକ ଗ୍ରହଣ କରିବେନାହିଁ
    ସେଇଥିପାଇଁ ତମ video କୁ
    ପବ୍ଲିକ ପସନ୍ଦ କରୁନାହାଁନ୍ତି ..
    ଆନନ୍ଦବଜାର ମହାପ୍ରସାଦ ବଡଦାଣ୍ଡ
    ଏତେ ଶସ୍ତା ନୁହେଁ ହୋ ...
    ଏ ବଗାର ଗାଁକୁ ବଡ଼ଦାଣ୍ଡ , ଆନନ୍ଦବଜାର
    ଏଠାର ଭାତ ଡାଲମା ଖଟାକୁ
    ମହାପ୍ରସାଦକହି ବିଲୁଆରଡ଼ି କରୁଚ ..!!
    ତମକୁ ମହାପାପ ଦୋଷ ଲାଗିବ .
    ତମେ ମହାପାପି କୁଳାଙ୍ଗାର .
    ***
    କିଛି ଲୋକ,ତଥ୍ୟହୀନ
    ଶାସ୍ତ୍ରହୀନ ମୂଲ୍ଯହୀନ କଥାକହି
    ଗୋଟେସଧାରଣ ଜୀବକୁ ଈଶ୍ୱରସଜାଇ ଦେଲେ..
    ତାକୁ ସର୍ବସାଧାରଣ ଗ୍ରହଣକରିବେ କି ...??
    ମାଳିକାରେଲେଖା ଅଛି ବୋଲି
    ଯୋଉଲୋକ କହୁଚି ,ତାଙ୍କୁ ପ୍ରମାଣ ମାଗନ୍ତୁ .
    ତାକୁ କୁହ ସେ ମାଳିକା page କହୁ .
    ତାକୁ ସୋସିଆଲ ମିଡିଆରେ ଦେଖାଅ .😢

    • @sujitjena1364
      @sujitjena1364 4 หลายเดือนก่อน

      Jaha kahucha tara uttara tame nishichit bhabare paiba...

    • @dayasagardayasagar755
      @dayasagardayasagar755 4 หลายเดือนก่อน

      ​​@@sujitjena1364
      ତମେ ମତେ ଆଉ patch ପକା କଥା
      କୁହନା ...
      କିଏ ଗଙ୍ଗା , କିଏ ଗଙ୍ଗୁଆନାଳ ..
      ମୋତେ ଭଲଭାବେ ଜଣାଅଛି.
      ଏ ଲୋକ ସମ୍ପର୍କରେ କିଛି ଠୋସ଼୍
      ପ୍ରମାଣପତ୍ର ନାହିଁ.

  • @JatindraNaik-wd2mp
    @JatindraNaik-wd2mp 4 หลายเดือนก่อน

    Kalahandi* dahusudnara

  • @MamaliSahoo-u3f
    @MamaliSahoo-u3f 5 หลายเดือนก่อน

    Apana sudra ra artha janichhanti na khali use karuchhanti

  • @arjunjani5052
    @arjunjani5052 5 หลายเดือนก่อน

    Keshaba heuchanti god.

  • @user-fi1pb2zk8o
    @user-fi1pb2zk8o 5 หลายเดือนก่อน

    Bapa ma nka mandira न kari bapa मा school kari thanta.mandira tiari निशा thakura nka mundare bi achhi.

  • @lilimagarnaik5408
    @lilimagarnaik5408 4 หลายเดือนก่อน +1

    Sea baba nuhanti be utube kari michha gapuchhu sea soyam bhagaban

    • @babulasahu305
      @babulasahu305 4 หลายเดือนก่อน +1

      ଏ ମାଲୋ ସ୍ଵୟଂ ଭଗବାନ୍ ଡରିଗଲି ତମ କମେଏନ୍ଟ ଦେଖି।

    • @babulasahu305
      @babulasahu305 4 หลายเดือนก่อน +1

      ହଉ ତମେ ତ ସବୁ ଜଣେ ଜଣେ ଭଗବାନ୍

  • @ranjan6148
    @ranjan6148 5 หลายเดือนก่อน

    Chakul khaiba loka bindha Kan pany ganuchha

  • @srbiswal1786
    @srbiswal1786 5 หลายเดือนก่อน

    Ete gapuchha kai

  • @slayeropbolte2978
    @slayeropbolte2978 5 หลายเดือนก่อน

    mu purba vedeo re pramana chadichi. amiti ghare rahuthiba baba ate paisa kouthu asila .sabu loka nk paisa.ramadas kahniki luchiki asuthile.malika re ta lekha achi ramadasa khyata karibe.ta se lichiki asuthile.

    • @NIRASHAPATRA-v3v
      @NIRASHAPATRA-v3v 5 หลายเดือนก่อน

      ପ୍ରଭୁ ଚରମରେ ଲେଖିଛନ୍ତି ଯେ ଦୁଷ୍ଟ ପୁଅ ମୋର ଶିଷ୍ଟ ପୁଅ ବି ମୋର ।ଯିଏ ଯୋଉ କାର୍ଯ୍ୟ ପାଇଁ ଧରାପୃଷ୍ଠକୁ ଆସିଛନ୍ତି ସିଏ ସେଇ କାର୍ଯ୍ୟ କରିବେ ,ଏଣୁ ଯିଏ ଯାହା କହିବେ ନୀରବରେ ସହିଯିବୁରେ ।କାହାକୁ ପ୍ରତିବାଦ କରିବୁ ନାହିଁ ।ଯିଏ ଯେଭଳି ସେପରି କାର୍ଯ୍ୟ କରୁଛନ୍ତି ।ଏଣୁ ଯିଏ ଯେତେ ସମାଲୋଚନା କଲେ ବି ଠାକୁରଙ୍କ ଭକ୍ତଙ୍କୁ କିଛି ଫରକ ପଡୁନି ।ତାଙ୍କ ବିଷୟରେ ପୁଙ୍ଖାନୁପୁଙ୍ଖ ନ ଜାଣି ନକାରତ୍ମକ ମନ୍ତବ୍ୟ ଦେବା ଅନୁଚିତ ।

    • @ganeswarpatra8884
      @ganeswarpatra8884 5 หลายเดือนก่อน +1

      Nai tumaku dekheki asibe

  • @biswajits7909
    @biswajits7909 5 หลายเดือนก่อน

    Apanka Ra Bohut jaluchi Jaha apanka katha ru Jana paduchi Mandira 3 koti houki 4 koti Apana Kanduchanti kn pain 😂😂😂

  • @pradeepkumarmohapatra235
    @pradeepkumarmohapatra235 5 หลายเดือนก่อน +2

    Sarthi baba ra copy.😂😂😂

    • @manoranjanbehera7016
      @manoranjanbehera7016 5 หลายเดือนก่อน +4

      ତୁମ ସ୍ତ୍ରୀ ସାରଥି ବାବାଙ୍କ ପଲଙ୍କ ସେବା ପାଇଥିଲେ କି

    • @rajlaxmipatro4370
      @rajlaxmipatro4370 5 หลายเดือนก่อน +1

      Tamaku tike lazza lagiba katha karana kichi na Jani ete bada katha kahucha😂😂😂😂

    • @ganeswarpatra8884
      @ganeswarpatra8884 5 หลายเดือนก่อน

      Mauna muhan ku chinhiba pain kati janma tapa sadhya nuhei

    • @jd-ig6uj
      @jd-ig6uj 5 หลายเดือนก่อน

      Kichhi janina ,sarathi kuhani.

  • @MahendranathSamal
    @MahendranathSamal 5 หลายเดือนก่อน

    Jay guru swami

  • @swayangshibammohanty3346
    @swayangshibammohanty3346 5 หลายเดือนก่อน

    Guru Swami

  • @animeamv2317
    @animeamv2317 4 หลายเดือนก่อน

    Jayguruswami🎉🎉🎉🎉🎉❤❤❤❤❤❤❤🎉🎉🎉🎉🎉❤❤❤❤❤❤❤❤❤🎉🎉🎉🎉