'ବିଲେଇ ନୁହେଁ ବାଘୁଣୀ ଭଳି ଗର୍ଜିବୁ' | Brahmagiri BJP MLA Upasna Mohapatra | EP 25 | Argus Podcast

แชร์
ฝัง
  • เผยแพร่เมื่อ 5 ก.ย. 2024
  • ୨୦୧୪ରେ ମୁଁ ବହୁତ କାନ୍ଦିଥିଲି : ଉପାସନା ମହାପାତ୍ର
    #ArgusDigital #arguspodcast #arguspodcastwithsangram #SangramwithArgus #KichiKathaKichiBarta #Upasanamohapatra
    01:55 - Intro
    03:23 - ' ଖେଳିବା ବୁଲିବା ବୟସରେ ମୁଁ ରାଜନୀତିରେ ପ୍ରବେଶ କରିଥିଲି '
    06:55 - ' ମୋ ବାପା ମୋ ପାଇଁ ପ୍ରେରଣା '
    08:31 - ' ମୁଁ ଆଗ୍ରେସିଭ ପଲିଟିକ୍ସରେ ବିଶ୍ୱାସ କରେ '
    11:31 - ' ଲୁଲୁ ମହାପାତ୍ରଙ୍କ ଭଳି ଜଣେ ନେତାଙ୍କୁ କଂଗ୍ରେସ ଦଳ ଯଥେଷ୍ଟ ସମ୍ମାନ ଦେଇପାରିନଥିଲା '
    12:59 - ' ୨୦୧୪ ନିର୍ବାଚନର ଫଳାଫଳ ପରେ ମୋ ଆଖିରୁ ଲୁହ ଗଡିଯାଇଥିଲା '
    14:47 - ' ମୁଁ ପାଇକ ଘରର ଝିଅ ଯାହା କୁହେ ରୋକଠୋକ୍ କୁହେ '
    15:36 - ' ମୋତେ ବିଜେପି ଦଳକୁ ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ନେଇ ଆସିଛନ୍ତି '
    16:10 - ' ନିର୍ବାଚନ ପୂର୍ବରୁ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ ହୋଇଛି '
    21:24 - ' କ୍ଲବ, ପାର୍ଟି କରିବା ପାଇଁ ମୋ ପାଖରେ ସମୟ ନଥିଲା '
    23:46 - ' ପିଲାଦିନେ ମୋର ସ୍ବପ୍ନ ଥିଲା ମୁଁ ସାମ୍ବାଦିକ ହେବି '
    25:41 - ' ଆମ ନିର୍ବାଚନ ମଣ୍ଡଳୀର ଲୋକମାନେ କହିଥିଲେ ତୁ ବାଘର ଝିଅ ବାଘୁଣୀ ହେଇ ଗର୍ଜିବୁ '
    Follow us on Instagram :
    / argustvdigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    'ମୋତେ କହିଥିଲେ, ବିଲେଇ ନୁହେଁ ବାଘୁଣୀ ଭଳି ଗର୍ଜିବୁ' | Brahmagiri BJP MLA Upasna Mohapatra | EP 26 | Argus Podcast
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argustvdigital
    TH-cam- / @argusdigital.official
    Instagram: / argustvdigital

ความคิดเห็น • 909

  • @debabratamishra9633
    @debabratamishra9633 หลายเดือนก่อน +182

    ଉପାସନା ମହାପାତ୍ର ଜଣେ ଦାମ୍ଭିକ ସାହସୀ ଯୁବନେତ୍ରୀ। ଭାଷାଜ୍ଞାନ ବହୁତ ସୁନ୍ଦର 👌🙏

  • @sureshroutray8767
    @sureshroutray8767 หลายเดือนก่อน +200

    ଉପାସନା ଙ୍କ ର... ବାର୍ତ୍ତା ସ୍ପଷ୍ଟ...ତାଙ୍କ ଠାରୁ ଆମେ ନିରପେକ୍ଷ... ଏବଂ ଉର୍ନ୍ନତ ରାଜନୀତି ଆଶା କରୁ ଭଗବାନ ଆପଣ ଙ୍କୁ ସୁସ୍ଥ... ନିରୋଗ ରଖନ୍ତୁ ଆପଣ ପ୍ରତି ଗରିବ ଲୋକର ଗୋଟେ ଆଶା ହୁଅନ୍ତୁ 🌸🌸🌸

  • @harekrushnamajhi71
    @harekrushnamajhi71 หลายเดือนก่อน +36

    ସ୍ପଷ୍ଟବାଦୀ
    ମାର୍ଜିତ ଭାଷା
    ଅତି ସୁନ୍ଦର ଉତ୍ତର
    ବହୁତ ଖୁସି ଲାଗିଲା।

  • @debabratamishra9633
    @debabratamishra9633 หลายเดือนก่อน +75

    ଖୁବ୍ ସୁନ୍ଦର, ଶକ୍ତିଶାଳୀ, ସ୍ପଷ୍ଟ ଓ ପରିପକ୍ୱ ଉତ୍ତର ରଖିଛନ୍ତି ବିଧାୟିକା।🙏🙏 ସମ୍ମାନ 🙏🙏

  • @ramachandrapanipani7424
    @ramachandrapanipani7424 หลายเดือนก่อน +60

    ବାଃ ! ଯୋଗ୍ୟ ପିତାଙ୍କର ଯୋଗ୍ୟା କନ୍ୟା । ବାପାଙ୍କ ପ୍ରତି ଏତେ କୃତଜ୍ଞ ଭାବ ! ଧନ୍ୟା କନ୍ୟା !

  • @kumarjaga6872
    @kumarjaga6872 หลายเดือนก่อน +145

    The point is:ଗୋଟେ ପରିବାରର ସଂସ୍କୃତି ଆଉ ପରମ୍ପରା ଯଦି ଠିକ ରହିବ ଏମିତି ଉପାସନା ଭଳି ଦାୟାଦ ଜନ୍ମ ହେବ...Salute to u!!!...

  • @villagetocapitaljourneyyy1571
    @villagetocapitaljourneyyy1571 หลายเดือนก่อน +13

    ଏହି ପରି ଯୁବ ନେତ୍ରୀ ଆଜିକା ସମୟ ର ଆବଶ୍ୟକତା

  • @ramachandrapanipani7424
    @ramachandrapanipani7424 หลายเดือนก่อน +34

    ଓ ! ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀ ଜଗନ୍ନାଥଙ୍କ ଜନ୍ମଦିନରେ ଜନ୍ମ । ସୌଭାଗ୍ୟବତୀ । ଶୁଭ ଜନ୍ମଦିନ !

  • @supravapandit613
    @supravapandit613 หลายเดือนก่อน +9

    ଉପାସନା madam nka ଉପସ୍ଥାପନ ଖୁବ୍ ଚମତ୍କାର ଥିଲା।।

  • @bhagirathibarik9956
    @bhagirathibarik9956 หลายเดือนก่อน +11

    ଆପଣଙ୍କ ଦକ୍ଷତା ଆପଣଙ୍କୁ ବହୁତ ଆଗକୁ ନେବ ନିଶ୍ଚୟ ଭବିଷ୍ୟତରେ 👏👏

  • @debendrapaikaray2991
    @debendrapaikaray2991 หลายเดือนก่อน +112

    ବ୍ରହ୍ମଗୀରି ଆକାଶରେ ଏକ ଉଜ୍ଜ୍ବଳ ତମ ନକ୍ଷତ୍ର ଆମ ଝିଅ ଉପାସନା ମହାପାତ୍ର। ଜୟ ଜଗନ୍ନାଥ।

  • @sanjuktadalai
    @sanjuktadalai หลายเดือนก่อน +15

    ଦେବସ୍ନାନ ପୂର୍ଣ୍ଣିମାରେ ଜନ୍ମ ଉପାସନା ଙ୍କ ରାଜନୀତି କ୍ଷେତ୍ରରେ ପ୍ରବେଶ ଓଡ଼ିଶା ମାଟି ପାଇଁ ଗର୍ବ ଓ ଗୌରବ ଆଣିଦେଉ । ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ ତୁମ ଉପରେ ବରଷି ଯାଉ ।

  • @Volleyball524
    @Volleyball524 หลายเดือนก่อน +47

    ସ୍ପଷ୍ଟବାଦି ହେଇଥିବାର ଦେଖି ବହୁତ୍ ଖୁସି ଲାଗିଲା.... ରାଜନୀତିରେ ସ୍ବାଗତ ଆପଣଙ୍କୁ.

  • @simanchaldora1699
    @simanchaldora1699 หลายเดือนก่อน +51

    ମୋ ମତରେ ଉପାସନା ମହାପାତ୍ର ଙ୍କ ଭଳି, ଶିକ୍ଷିତ ଆଉ ସଚ୍ଚୋଟ ନାଗରୀକ ରାଜନୀତି କରିବା ଦରକାର, ସେ କୌଣସି ଦଳର ହଉନା କାହଁକି.. ପ୍ରତିନିଧି ଭଲ ହେବା ଦରକାର ଆଉ ମନ ଭିତରେ କିଛି ଚ୍ୟାଲେଞ୍ଜ ରହିବା ଦରକାର ବାସ..

  • @ramachandrapanipani7424
    @ramachandrapanipani7424 หลายเดือนก่อน +24

    ଭାଇ ସଂଗ୍ରାମ ଷଡ଼ଙ୍ଗୀଙ୍କ ସାକ୍ଷାତକାର ଗୁଡିକ ଖୁବ୍ ଭଲ ଲାଗୁଛି । ଧନ୍ୟବାଦ ।

  • @bhubanmohantyvlogs437
    @bhubanmohantyvlogs437 หลายเดือนก่อน +12

    ନେତା ଏମିତି ହେବା ଦରକାର, ଶିକ୍ଷା ଆଉ ସଂସ୍କାର, ଦକ୍ଷତା ଓ ସାହସ, ଇତିହାସ ଆଉ ଭବିଷ୍ୟତ ଦୁରଦୃଷ୍ଟି ରଖୁଥିବା, ନିଷ୍ଠାପର କାର୍ଯ୍ୟ ସହ ପାଇକ ଓଡିଆ ଠାଣି ହିଁ ସାନଭଉଣୀ କୁ ଭବିଷ୍ୟତ ର ସୁଯୋଗ୍ୟ ନାତ୍ରୀ ରୂପ ଦେବ. ଇତିହାସ ତୁମକୁ ଅପେକ୍ଷା କରିଛି ଓ ତୁମେ କାମ ରୁ ନାମ ବଡ଼ କରି ପାରିବ. All the best 👍👍👍

  • @niharranjanmohanty3378
    @niharranjanmohanty3378 หลายเดือนก่อน +76

    ବହୁତ ସୁନ୍ଦର ଥିଲା ଏ interview

  • @ayusmangaming4086
    @ayusmangaming4086 หลายเดือนก่อน +83

    ବହୁତ ସୁନ୍ଦର ଉପସ୍ଥାପନା ଥିଲା

  • @Godeepak
    @Godeepak หลายเดือนก่อน +104

    ଆପଣଙ୍କ ପାଖରୁ ଓଡ଼ିଶାବାସୀ କିଛି ଆଶା କରୁଛନ୍ତି 🎉🎉🎉❤❤❤

  • @narasinghasahu3501
    @narasinghasahu3501 หลายเดือนก่อน +11

    ଏଇମିତି ଓଡ଼ିଆ ଝିଅ ଆମ ମାଟିର ଗର୍ବ । ଜଗନ୍ନାଥ ‌ତାଙ୍କୁ ସହାୟ ହୁଅନ୍ତୁ।

  • @santoshkumarsahoo8671
    @santoshkumarsahoo8671 หลายเดือนก่อน +29

    ଉପାସନା ମହାପାତ୍ର କିଭଳି ଜଣେ ପିତୃଭକ୍ତ, ସାହାସୀ, ନିର୍ଭୀକ ଓ ସଚ୍ଚୋଟ ୟାଙ୍କ ଠାରୁ ନିର୍ଲଜ ଦୀପାଳି ଦାସ ବହୁତ କିଛି ଶିଖିବାର ଅଛି, ଜୟ ଜଗନ୍ନାଥ ❤

  • @binodnayak5778
    @binodnayak5778 หลายเดือนก่อน +38

    ଉପାସନା ଙ୍କ ଆଗାମୀ ଭବିଷ୍ୟତ ସୁଭମୟ ହେଉ। ଜୟ ଶ୍ରୀ ଜଗନ୍ନାଥ

  • @ashisbehera9876
    @ashisbehera9876 หลายเดือนก่อน +14

    ଉପାସନାଙ୍କ ବାର୍ତାଳାପ ବହୁତ ସରଳ ଏବଂ ସୁନ୍ଦର

  • @bishnucharnrana3282
    @bishnucharnrana3282 หลายเดือนก่อน +48

    Mrs. Upasana Mohapatra is so young dynamic and energetic lady in Odisha politics.

  • @bandanapanda
    @bandanapanda หลายเดือนก่อน +29

    Jiye Odisha payinka kama Karibaku chahunchi Aau Jiye sachot loka thibe semaane hi Odisha ku ageiki nei pariba. Strong and powerful women should take the lead in Odisha. Nari Shakti Jindabaad. 🙏🏻🙏🏻

  • @kanhucharanasahu522
    @kanhucharanasahu522 หลายเดือนก่อน +23

    ଅତି ସୁନ୍ଦର ବାର୍ତ୍ତାଳାପ 🙏ଜୟ ଜଗନ୍ନାଥ 🙏

    • @joshna222
      @joshna222 หลายเดือนก่อน

      😅 ମା

  • @amitnayak6018
    @amitnayak6018 หลายเดือนก่อน +23

    Mrs. Uppasana is a honest person & confidence is high level. Good girl Good blessed you 🎉

  • @BabaJCBBaba-e8w
    @BabaJCBBaba-e8w หลายเดือนก่อน +50

    ଭବିଷ୍ୟତର "ମୁଖ୍ୟମନ୍ତ୍ରୀ" ... ଲେଖିକି ରଖିଥାନ୍ତୁ,,, it's my prediction

    • @saratchandrabiswal8285
      @saratchandrabiswal8285 หลายเดือนก่อน +3

      Jagannath nka bless rahu tama katha sata hau, really nice think 🙏

    • @user-xm2kp7vc1j
      @user-xm2kp7vc1j หลายเดือนก่อน +1

      never

    • @prahlladpradhan
      @prahlladpradhan หลายเดือนก่อน +1

      ଗର୍ବ, ଅହଂକାର, ଇର୍ଷା ବହୁତ ଅଛି ମୂଖ୍ୟମନ୍ତ୍ରୀ କେବେ ହୋଇପାରିବ ନାହିଁ କିନ୍ତୁ ମାନୁଛି ତାଙ୍କ ପାଖରେ ଜ୍ଞାନ ଅଛି ଆପଣଙ୍କୁ ଲାଗୁଛି କି ? ସେ ଜନ ସାଧାରଣଙ୍କ ସହିତ ହାତ କୁ ହାତ ମିଶାଇ କଥା ଶୁଣିବେ ?

    • @BabaJCBBaba-e8w
      @BabaJCBBaba-e8w หลายเดือนก่อน

      @@prahlladpradhan ପ୍ରହଲ୍ଲାଦ ବାବୁ,,!! ଆପଣଙ୍କ ନାଁ ଟା ତ ଆମ ହିନ୍ଦୁ ବେଦ ଶାସ୍ତ୍ର ସହିତ ଅନେକ ସାମଞ୍ଜସ୍ୟ ରଖେ, "ପ୍ରହଲ୍ଲାଦ" ହେଉଛନ୍ତି ଜଣେ ପ୍ରଖର ବିଷ୍ଣୁ ଭକ୍ତ,,,🙏 ତାଙ୍କ ବାପା ହିରଣ୍ୟକଶିପୁ ଥିଲେ ଅତ୍ୟନ୍ତ ନକରାତ୍ମକ, ନୃଶଂସ, ବଳଶାଳୀ ଆଉ ପ୍ରଭାବଶାଳୀ ରାଜା ।
      ଆଉ ଆପଣ ହେଉଛନ୍ତି ଆଜି ର ପ୍ରହଲ୍ଲାଦ,,,! ଆପଣଙ୍କୁ ମୋର କହିବାର କଥା, ଅନ୍ୟ ପ୍ରତି ମନ୍ତବ୍ୟ ଦେବା ସମୟରେ ନିଜକୁ ସକରାତ୍ମକ ଆଭିମୁଖ୍ୟ ରଖିବାକୁ ପଡେ...!
      ଅନ୍ୟ ପକ୍ଷରେ ଯିଏ ନିଜେ ଗର୍ବି, ଯିଏ ନିଜେ ଅଂହକାରୀ ସିଏ ଅନ୍ୟକୁ ତତ୍ କ୍ଷଣାତ ଇଂଗିତ କରିଥାଏ...!!
      ଯେମିତି ପ୍ରହଲ୍ଲାଦ ତାଙ୍କ ବାପାଙ୍କୁ ବିଶ୍ବାସ ର ସହିତ କହିଥିଲେ, ଏଇ ଖମ୍ବରେ "ବିଷ୍ଣୁ" ଅଛନ୍ତି, ଏବଂ ତାହା ସତ୍ୟ ପ୍ରମାଣିତ ହେଇଥିଲା ଏବଂ ହିରଣ୍ୟକଶିପୁ କୁ ଭଗବାନ ବିଷ୍ଣୁ ନୃସିଂହ ଅବତାରରେ ଛାତି ବିଦାରି ଦେଇଥିଲେ...!!!
      ଆଉ ବାକି ରହିଲା, ଉପାସନା ଙ୍କ କଥା, ତାଙ୍କୁ ତ ମୁଁ ସିଧା ସିଧା ଦେଖିନାହିଁ, ମିଶି ନାହିଁ କିମ୍ବା କଥା ହେଇନାହିଁ,, ତଥାପି ମୁଁ ଯୋର୍ ଦେଇ ତାଙ୍କ ଭବିଷ୍ୟତ ଗଣନା କରି କହୁଛି, ସେ ଦିନେ ନା ଦିନେ ଜଣେ ମହୀୟସୀ ହେବାର ସୁଯୋଗ ପାଇବେ। ଧନ୍ୟବାଦ,,,,,🙏
      ଶେଷରେ ଆପଣଙ୍କୁ ମୋର ଅନୁରୋଧ ରହିବ, Dr. Kumar Vishwas ଙ୍କର ରାମ କଥା ଦେଖନ୍ତୁ ବହୁତ ସକରାତ୍ମକ ବୁଦ୍ଧି, ବିବେକ ଲାଭ କରିପାରିବେ ଏହା ଆପଣଙ୍କ ପାଇଁ ତଥା ଆପଣଙ୍କ ପରିବେଶ ର ଉନ୍ନତିକରଣ ପାଇଁ ସହାୟକ ହେବ।

    • @sdash578
      @sdash578 หลายเดือนก่อน +1

      Munda bodhe kama karuni e keve bi hei paribani cm

  • @ashokkumarsahoo7041
    @ashokkumarsahoo7041 หลายเดือนก่อน +14

    ରାଜନୈତିକ ଭବିଷ୍ୟତ ଉଜ୍ଜଳ ହେଉ. ବହୁତ ସୁନ୍ଦର ସାକ୍ଷାତକାର ଏବଂ ଉପାସନା ଙ୍କ ଉତ୍ତର ଆହୁରି ମନ ଛୁଆଁ

  • @chakrasahoo4868
    @chakrasahoo4868 หลายเดือนก่อน +12

    ବହୁତ୍ ସୁନ୍ଦର ସତରେ କି ଭାଗ୍ୟ ଶହେ ମୁରୁଖରୁ ଭଲ ଏକ ଗୁଣି ପୁଅ,,ଏକ ଚାନ୍ଦ କରେ ଦେଖ ଆକାଶ ଆଲୁଅ । ଆପଣଙ୍କ ଚଲାପଥ ସୁ କୁସୁମିତ ହେଉ ଜୟ ଜଗନ୍ନାଥ,,,,

  • @ramachandrapanipani7424
    @ramachandrapanipani7424 หลายเดือนก่อน +13

    ବ୍ରହ୍ମଗିରିକୁ ଏତେ ଅବହେଳା କରାଯାଇଥିବା ଦୁଃଖର ବିଷୟ । ଉପାସନା ବ୍ରହ୍ମଗିରିର ସର୍ବବିଧ ଉନ୍ନତି କରିବେ ବୋଲି ଆଶା ।

  • @PadminiBhokta-om5ol
    @PadminiBhokta-om5ol หลายเดือนก่อน +69

    ମୁ ବୌଦ୍ଧ ଡିଷ୍ଟିକ ର ଉପାସନା ଙ୍କୁ ବହୁତ ସନମାନ କରେ 👌👌👌👌👌👌

  • @jyotiranjanjena8251
    @jyotiranjanjena8251 หลายเดือนก่อน +230

    ଲୁଲୁ ଭାଇ ଆମର ରହେ........... ଉପାସନା ଦିଦି ଙ୍କୁ ମନ୍ତ୍ରୀ ପଦ ମିଳିବାର ଥିଲା ଜଣେ ଉଚ ଶିକ୍ଷିତା ହିସାବ ରେ ଏବଂ ଲୁଲୁ ପରିବାର ର ଝିଅ ସେ ବହୁତ ଭଲ କାମ କରିଥାନ୍ତେ but ଦୁର୍ଭାଗ୍ୟ

    • @chandramajhi8049
      @chandramajhi8049 หลายเดือนก่อน +12

      Right

    • @whatisthis1900
      @whatisthis1900 หลายเดือนก่อน +9

      100 ta uchha sikhita baharibe ....😂 samastanku kana ministry deideba na kana😂😂😂

    • @SumantaKumarPradhan-dm1tk
      @SumantaKumarPradhan-dm1tk หลายเดือนก่อน +10

      ଆଗକୁ ବହୁତ ସମୟ ଅଛି... ନିଶ୍ଚିତ ମନ୍ତ୍ରୀ ହେବେ

    • @pradipbehera4181
      @pradipbehera4181 หลายเดือนก่อน +3

      ଟଙ୍କା ଜୋଠି ଉପାସନା ସେଇଠି ବାପା କଗେସ ଝିଅ ବିଜେପି

    • @kanhajena5569
      @kanhajena5569 หลายเดือนก่อน

      ,y9 le pp​@@whatisthis1900

  • @nachiketapurohit9921
    @nachiketapurohit9921 หลายเดือนก่อน +7

    "Mu kchi SIKINAHI ,Euthu Sabukhici Sikhibaku heba ""
    This thinking & attitude undoubtedly will make & lead you a leading leader of Odisha .
    Nachiketa Purohit

  • @badaamajatrakathaa6385
    @badaamajatrakathaa6385 หลายเดือนก่อน +12

    ବକ୍ସି ଜଗବନ୍ଧୁ ମହାନ୍ ଥିଲେ, ଧନ୍ୟବାଦ

  • @udayanathsahoo3935
    @udayanathsahoo3935 หลายเดือนก่อน +12

    Your talency is extremely admirable
    Odisha expect some thing more from you
    Jaya JAGANNATH Swami

  • @pradeeppattnayak.1894
    @pradeeppattnayak.1894 หลายเดือนก่อน +3

    ଉପାସନା,ଜଗନ୍ନାଥଙ୍କ ଆଶୀର୍ବୀଦ ତୁମ ଉପରେ ଅଛି ।ତୁମେ ବହୁତ ଆଗକୁ ବଢିବାର ଅଛି।ଫଳପ୍ରତି ଆଶା ନରଖି ସମାଜ ପାଇଁ କାମକର। ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।ମୋର ଶୁଭ କାମନା ଶୁଭାଶୀର୍ବାଦ ରହିଛି ।ଆଗକୁ ବଢନ୍ତୁ,ପାହାଡ ଶୀର୍ଷରେ ପହଞ୍ଚିବା ପ୍ରୟାସ ଜାରି ରହୁ ।ରାଧେ ରାଧେ ।

  • @minaketandharua2116
    @minaketandharua2116 หลายเดือนก่อน +2

    Fantastic interview and appropriate answers.Bright future ahead of Upasana Mohapatra.Keep it on.

  • @tarunbiswal
    @tarunbiswal หลายเดือนก่อน +7

    Sangram sir i really appreciate your
    Journalism. I watch only your podcast is Odisha. I really love your fearless work.

  • @thesigmagirlliki
    @thesigmagirlliki หลายเดือนก่อน +5

    Maja asigala.... Next Podcast with Suraj Bhai 🔥

  • @manmohanjaybikashbagh1686
    @manmohanjaybikashbagh1686 หลายเดือนก่อน +4

    Our sir Rajat ku Kujur greatly intimated with ur father madam when he studied BJB college...at that time I was in university did rest of peace and rally at pol sc department for ur father ...I remember that day ...

  • @Kanharbhai
    @Kanharbhai หลายเดือนก่อน +4

    Upasana bhali sahasi and dakshyata jubanetri nku mun first time dekhili.god bless you bhauni

  • @DiptiMohapatra-vb2dl
    @DiptiMohapatra-vb2dl หลายเดือนก่อน +17

    Mate upasana nka katha barta bahut pasand ❤

  • @sanjuktasahoo4701
    @sanjuktasahoo4701 หลายเดือนก่อน +5

    Very nice mo pakhare bhasa nahin kahibaku amiti jadi sabu jillare raja netri rahibe odisa sunara rajya au Rama rajya heijiba❤❤❤ I really love you Upasana diiii❤❤❤❤

  • @4in1dhamaka92
    @4in1dhamaka92 หลายเดือนก่อน +24

    ପଦ୍ମ ଫୁଲ ଫୁଟେ ରେ ବ୍ରହ୍ମଗିରି ବାସେ ରେ
    ଆମେ ସବୁ ଉପାସନା ସାଥିରେ ଏହି ଗୀତ ଭଲ ଲାଗେ ମତେ
    ହେଲେ ମୁଁ ଜାଣେ କଂଗ୍ରେସ ଦଳ ର ପିଲା ଆଇ ଲଭ କଂଗ୍ରେସ

    • @sunilpanda499
      @sunilpanda499 หลายเดือนก่อน

      I love congress

    • @binatirani8303
      @binatirani8303 หลายเดือนก่อน

      What you have seen in congress party generally & the member whom you know personally.
      They have devided the Nation.
      Rahul gandhi is powerful only for money. 6:17

    • @binatirani8303
      @binatirani8303 หลายเดือนก่อน

      ωну & fσя ωнαт.
      ∂ємєяιтѕ αяє мσяє than merits.
      O yes richest family.
      Pundit family_highest class.
      In india kafers are living.
      Modi ji not so qualified as you think.
      Modiji is belongs to lower caste
      Sonia is a foreigner
      At last what you will learn fr BJP.
      Please leave in peace with your family & let the nation go to hell.

  • @sunilsethistudyvlogs.6277
    @sunilsethistudyvlogs.6277 หลายเดือนก่อน +7

    Maam ବ୍ରହ୍ମଗିରିରେ ଥିବା ଅଲାରନାଥ କଲେଜ ର ଛାତ୍ରଛାତ୍ରୀ ଙ୍କ ପାଇଁ ଙ୍କ maam କିଛି କରନ୍ତୁ..

  • @kedarjikaanr8181
    @kedarjikaanr8181 หลายเดือนก่อน +15

    Thank u Sangram sir apana Upasana ma'am ku podcast ku ani thibaru

  • @santoshkumarmukhi1056
    @santoshkumarmukhi1056 หลายเดือนก่อน +8

    Upasana mohapatra mam nka interview ku bahut wait karithilu ame sabash argus news

  • @jitendranayak5456
    @jitendranayak5456 หลายเดือนก่อน +3

    Excellent Interview 👍ଜୟ ଜଗନ୍ନାଥ 🙏

  • @Godeepak
    @Godeepak หลายเดือนก่อน +14

    ଅତିସୁନ୍ଦର କାର୍ଯ୍ୟକ୍ରମ,,,

  • @Saanvishorts810
    @Saanvishorts810 หลายเดือนก่อน +12

    Thank you sir upasana didinku aanithibaru

  • @barshaswain8005
    @barshaswain8005 หลายเดือนก่อน +1

    Jay Jagannath ♥️🙏😭♥️♥️♥️♥️🙏🙏🙏🙏🙏😭😭😭😭♥️😭😭😭😭😭😭🙏🙏🙏🙏🙏🙏♥️♥️♥️♥️♥️

  • @binatapanigrahi4170
    @binatapanigrahi4170 หลายเดือนก่อน +23

    Ama Bahut dina ru UPASANA Madam nka interview pai wait karithilu.

  • @user-ij9jp6ex8s
    @user-ij9jp6ex8s หลายเดือนก่อน

    ମୋର ଉପାସନା ଝିଅ କୁ ଆଶୀର୍ବାଦ ରହିଲା ସେ ଆମ ଓଡ଼ିଶା ର ଭବିଷ୍ୟତ ମୁଖ୍ୟମନ୍ତ୍ରୀ ହୁଅନ୍ତୁ।thankyou upasana

  • @rojalinisethi2548
    @rojalinisethi2548 หลายเดือนก่อน +15

    Our Beloved M.L.A respected Upasana Madam❤❤❤ We the people of Brahmagiri Proud of you Mam❤❤Yor are my favourite ❤❤❤

  • @BipinhardwarePaints
    @BipinhardwarePaints 4 วันที่ผ่านมา

    ମହାପ୍ରଭୁଙ୍କ ଆଶୀର୍ବାଦ ରୁ ଉପାସନା ମହାପାତ୍ର ଭବିଷ୍ୟତରେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ହୁଅନ୍ତୁ ।ଜୟ ଜଗନ୍ନାଥ

  • @user-kr3tv2kv2p
    @user-kr3tv2kv2p หลายเดือนก่อน +8

    Agei chala lokanka subhechha tuma saha rahichi.sakhyatkar bhala lagila,dhanyabad.

  • @nrusinghasanu5732
    @nrusinghasanu5732 19 วันที่ผ่านมา

    ବହୁତ୍ ଚାଲାକ୍ ଉପାସନା ଦିଦି ଆଶା କରୁଛି ବହୁତ୍ ଭଲ ଭାବେ ଲୋକଙ୍କ ଦୁଃଖ ବୁଝ ଲୋକମାନଙ୍କ ହୃଦୟରେ ରହିଥାଓ

  • @birajrout6831
    @birajrout6831 หลายเดือนก่อน +6

    ବହୁତ୍ ସୁନ୍ଦର

  • @SwoyampravaSubhanandini-bu2hz
    @SwoyampravaSubhanandini-bu2hz หลายเดือนก่อน

    Beautiful directive, agressive approach,to the point answering ,very practical and royality in nature and spoken language,words....many many thanks... May lord Jagannath bless u (Mrs. Upasana).

  • @bhagabanpanda3444
    @bhagabanpanda3444 หลายเดือนก่อน +3

    ମହାପ୍ରଭୁ ଆପଣଙ୍କର ସଦା ମଙ୍ଗଳ କରନ୍ତୁ🎉🎉🎉

  • @niharpalai3774
    @niharpalai3774 หลายเดือนก่อน +1

    ବହୁତ୍ ସୁନ୍ଦର ଥିଲା Interview 🙏

  • @sureshchandradas88
    @sureshchandradas88 หลายเดือนก่อน +3

    Wonderful interview. I see in Upasana the leader of the Odisha politics

  • @subhasipra5707
    @subhasipra5707 หลายเดือนก่อน +2

    What a confident ❤ the way she is talking literally mind blowing 🎉

  • @PradyumnaKumarSahoo-il4hx
    @PradyumnaKumarSahoo-il4hx หลายเดือนก่อน +24

    Like father like daughter

  • @rajendrapradhan8014
    @rajendrapradhan8014 หลายเดือนก่อน +2

    Never watched such a wonderful interview in my life . God Bless . Jai Shree Jagannath 🤲👏🙏

  • @user-wk3kk8lj1b
    @user-wk3kk8lj1b หลายเดือนก่อน +5

    ବହୁତ ସୁନ୍ଦର ବାର୍ତ୍ତା

  • @amiyapanda7856
    @amiyapanda7856 หลายเดือนก่อน +1

    Perhaps we're listening to the future chief minister of our state............may not in near future but definitely it'll happen oneday.........stay blessed.

  • @Parikudtoka100
    @Parikudtoka100 หลายเดือนก่อน +11

    ବହୁତ୍ ବହୁତ୍ ଭଲ ଲାଗିଲା ଜୟ ଜଗନ୍ନାଥ ⭕❗⭕🙏🙏🙏

  • @user-dr6zh7iz8k
    @user-dr6zh7iz8k หลายเดือนก่อน +2

    Very Talented woman with positive mindset.I hope she will be a great political leader in near future.

  • @user-yr2dd3ki9q
    @user-yr2dd3ki9q หลายเดือนก่อน +18

    Sangram Babu plz Invite Dr Debasmita Sharma kendrapada Aul. She is good person Bhala interview debe. Plz dakantu ❤

  • @gangadharpradhan6453
    @gangadharpradhan6453 หลายเดือนก่อน +2

    Maa, your replies were so quick, appropriate, and wonderful. Go ahead.

  • @munasmruti1888
    @munasmruti1888 หลายเดือนก่อน +64

    ସୁରଜ୍ ଭାଇ କୁ invite karathu

  • @RaghuarSinha
    @RaghuarSinha 9 วันที่ผ่านมา

    A very good interview solemnised with a Daughter & the best identification for her A DAUGHTER in all respect. Thanks

  • @globaldigitalservices1202
    @globaldigitalservices1202 หลายเดือนก่อน +3

    ମୁଁ ସବୁବେଳେ ବହୁତ ଆନନ୍ଦିତ ଅନୁଭବ କରେ କାହିଁ କି ନ ସେ ଜଣେ ସ୍ପଷ୍ଟବାଦି ଏବଂ ଜଣେ ଉଚ୍ଚ ଶିକ୍ଷିତା ବିନା ଅହଂକାର ଓ ଗର୍ବରେ ସେ ନିଜକୁ ଜନ ସେବାରେ ସମର୍ପଣ କରିଦେଇଛନ୍ତି l ମହାପ୍ରଭୁ ଜଗନ୍ନାଥ ଏବଂ ପ୍ରଭୁ ଅଲାରନାଥ ଆପଣଙ୍କୁ ବହୁତ ଶକ୍ତି ଏବଂ ସାମର୍ଥ୍ୟ ଦିଅନ୍ତୁ l

  • @debabratamishra9633
    @debabratamishra9633 หลายเดือนก่อน +5

    ସୂରଜ ସୂର୍ଯ୍ୟବଂଶୀ ❤ ଙ୍କ ସାକ୍ଷାତକାର ଅପେକ୍ଷାରେ ଆମେ ଦର୍ଶକ।

    • @dandadharachand2822
      @dandadharachand2822 หลายเดือนก่อน +1

      Banda suraj maduaa

    • @tarachandpanda9481
      @tarachandpanda9481 หลายเดือนก่อน

      ​@@dandadharachand2822kia drinks karuni college time re

  • @ramachandrapanipani7424
    @ramachandrapanipani7424 หลายเดือนก่อน +2

    ଉପାସନା ମହାପାତ୍ର ରାଜନୀତିରେ ୧୯ ବର୍ଷରୁ ପ୍ରଵେଶ କରି ବେଶ୍ ଅଗ୍ରଗତି
    କଲେଣି । ଆହୁରି କରିବେ ।

  • @soubhagyaranjandas9746
    @soubhagyaranjandas9746 หลายเดือนก่อน +5

    Most waited episode thanku argus tv

  • @santoshp5536
    @santoshp5536 หลายเดือนก่อน +3

    ବହୁତ ସୁନ୍ଦର ଉପସ୍ଥାପନା

  • @SuvakantaSubham
    @SuvakantaSubham หลายเดือนก่อน +15

    My favourite young politician

  • @dillippatra3068
    @dillippatra3068 หลายเดือนก่อน

    Super. I like upasana mam.. U r great👍

  • @subratrath9941
    @subratrath9941 หลายเดือนก่อน +14

    Jay Jagannath

  • @ramakantabera3207
    @ramakantabera3207 หลายเดือนก่อน

    Upasana is multi-talented lady for youth generation and she will be up coming C.M and P.M,

  • @raghumaninayak9593
    @raghumaninayak9593 หลายเดือนก่อน +3

    I support to Madam Upasana Mahapatra jay Jagannath jay Shreeram 🧿❗🧿🧡🧡🧡🙏

  • @GeetaPradhan-zd2hw
    @GeetaPradhan-zd2hw หลายเดือนก่อน +1

    ବ୍ରହ୍ମଗିରି ର ଆଲୋକ ବର୍ତ୍ତିତା. ଆଲୋକିତ କରିବେ ବୋଲି ଆମର ଦୃଢ ଆଶା. ଯୁବ ଶକ୍ତି ର ପ୍ରେରଣା.

  • @hariharpatnaik8500
    @hariharpatnaik8500 หลายเดือนก่อน +5

    God bless you.Jai Jagannath.

  • @dassagar290
    @dassagar290 หลายเดือนก่อน +1

    ଅତି ସୁନ୍ଦର ବାର୍ତାଳାପ ❤🎉 ଦୟା କରି ଏହି ପ୍ରୋଗ୍ରାମ ଜାରି ରଖନ୍ତୁ...

  • @kishordash7365
    @kishordash7365 หลายเดือนก่อน +4

    ସ୍ବାଭିମାନୀ ନେତାଙ୍କ ଝିଅ ସ୍ବାଭିମାନୀ ହେବେ ନିଶ୍ଚୟ।।

  • @SunitaPradhan-d7u
    @SunitaPradhan-d7u 2 วันที่ผ่านมา

    Baksi jagbandhu bi dyadhar nka rakt upasana...... Pura khola kth khuchnti madam.... God bless u madam

  • @NatrajNatrajchhatoi
    @NatrajNatrajchhatoi หลายเดือนก่อน +7

    Sangram sir kanak news re bi bhl news padha nti ethire bi nice plz call frm singar kumar bapi

  • @souravswain5556
    @souravswain5556 หลายเดือนก่อน

    Inspiration for youth ones...❤ That is upasana Mohapatra...🌸

  • @ramachandrapanipani7424
    @ramachandrapanipani7424 หลายเดือนก่อน +15

    ଇଂରାଜୀ ଓ ଓଡ଼ିଆରେ ଦକ୍ଷତା ଲାଭ କରି ଅନର୍ଗଳ କହି ଯାଉଥିବା ଉପାସନା ଜନ ସାଧାରଣଙ୍କ ଦୁଃଖ ବୁଝି ସେମାନଙ୍କ ସେବା କରିପାରିବେ ।

  • @user-dr1ic6bi3c
    @user-dr1ic6bi3c หลายเดือนก่อน

    ଜୟ ଶ୍ରୀ ଜଗନ୍ନାଥ

  • @gopaldas7470
    @gopaldas7470 หลายเดือนก่อน +6

    Mero obhi bhai ke behen jay Jagannath,joy aalarnnath

  • @chinmaymohanty7345
    @chinmaymohanty7345 หลายเดือนก่อน

    All political leadership must learn such disciplinary talk so spontaniously from two great young daughters like Upasana Mohapatra & Sofia Firdosh. Really proud of you.. 👍🏼🌹👍🏼

  • @ramachandrapanipani7424
    @ramachandrapanipani7424 หลายเดือนก่อน +3

    ଯେଉଁ ଝିଅକୁ ଅନ୍ୟମାନେ ଭଲ ପାଇବାକୁ ଡରନ୍ତି, ସିଏ ପୁଣି ଉତ୍ତମ ସାଙ୍ଗଙ୍କୁ ଭଲ ପାଇ ବିବାହ କରିଛନ୍ତି ଏବଂ ସ୍ୱାମୀ ଏବେ ପତ୍ନୀଙ୍କୁ ରାଜନୀତିରେ ଆଗେଇବାରେ ସହାୟତା କରୁଛନ୍ତି ଜାଣି ଖୁସି ଲାଗିଲା ।

  • @shibashankardas4633
    @shibashankardas4633 หลายเดือนก่อน +1

    Great upasana, you are a star of odisha,

  • @MRcreation2023
    @MRcreation2023 หลายเดือนก่อน +6

    Upasana is like fire.... Excellent future leader ♥️♥️

  • @DebaBhaiOfficial7
    @DebaBhaiOfficial7 หลายเดือนก่อน +1

    ସତରେ ନ୍ୟୁଜ୍ ଚ୍ୟାନେଲ୍ ❤❤❤🎉🎉🎉🎉 ବହୁତ ସୁନ୍ଦର

  • @chinmaya1886
    @chinmaya1886 หลายเดือนก่อน +5

    Jay Jagannath Jay Upasana ❤