Jiye Odisha payinka kama Karibaku chahunchi Aau Jiye sachot loka thibe semaane hi Odisha ku ageiki nei pariba. Strong and powerful women should take the lead in Odisha. Nari Shakti Jindabaad. 🙏🏻🙏🏻
"Mu kchi SIKINAHI ,Euthu Sabukhici Sikhibaku heba "" This thinking & attitude undoubtedly will make & lead you a leading leader of Odisha . Nachiketa Purohit
Beautiful directive, agressive approach,to the point answering ,very practical and royality in nature and spoken language,words....many many thanks... May lord Jagannath bless u (Mrs. Upasana).
Our sir Rajat ku Kujur greatly intimated with ur father madam when he studied BJB college...at that time I was in university did rest of peace and rally at pol sc department for ur father ...I remember that day ...
Perhaps we're listening to the future chief minister of our state............may not in near future but definitely it'll happen oneday.........stay blessed.
Very nice mo pakhare bhasa nahin kahibaku amiti jadi sabu jillare raja netri rahibe odisa sunara rajya au Rama rajya heijiba❤❤❤ I really love you Upasana diiii❤❤❤❤
All political leadership must learn such disciplinary talk so spontaniously from two great young daughters like Upasana Mohapatra & Sofia Firdosh. Really proud of you.. 👍🏼🌹👍🏼
ଉପାସନା ମହାପାତ୍ର ଜଣେ ଦାମ୍ଭିକ ସାହସୀ ଯୁବନେତ୍ରୀ। ଭାଷାଜ୍ଞାନ ବହୁତ ସୁନ୍ଦର 👌🙏
ଖୁବ୍ ସୁନ୍ଦର, ଶକ୍ତିଶାଳୀ, ସ୍ପଷ୍ଟ ଓ ପରିପକ୍ୱ ଉତ୍ତର ରଖିଛନ୍ତି ବିଧାୟିକା।🙏🙏 ସମ୍ମାନ 🙏🙏
ଉପାସନା ଙ୍କ ର... ବାର୍ତ୍ତା ସ୍ପଷ୍ଟ...ତାଙ୍କ ଠାରୁ ଆମେ ନିରପେକ୍ଷ... ଏବଂ ଉର୍ନ୍ନତ ରାଜନୀତି ଆଶା କରୁ ଭଗବାନ ଆପଣ ଙ୍କୁ ସୁସ୍ଥ... ନିରୋଗ ରଖନ୍ତୁ ଆପଣ ପ୍ରତି ଗରିବ ଲୋକର ଗୋଟେ ଆଶା ହୁଅନ୍ତୁ 🌸🌸🌸
ସ୍ପଷ୍ଟବାଦୀ
ମାର୍ଜିତ ଭାଷା
ଅତି ସୁନ୍ଦର ଉତ୍ତର
ବହୁତ ଖୁସି ଲାଗିଲା।
Goodgarls
ବାଃ ! ଯୋଗ୍ୟ ପିତାଙ୍କର ଯୋଗ୍ୟା କନ୍ୟା । ବାପାଙ୍କ ପ୍ରତି ଏତେ କୃତଜ୍ଞ ଭାବ ! ଧନ୍ୟା କନ୍ୟା !
Mrs. Upasana Mohapatra is so young dynamic and energetic lady in Odisha politics.
ବହୁତ ସୁନ୍ଦର ଉପସ୍ଥାପନା ଥିଲା
ଆପଣଙ୍କ ଦକ୍ଷତା ଆପଣଙ୍କୁ ବହୁତ ଆଗକୁ ନେବ ନିଶ୍ଚୟ ଭବିଷ୍ୟତରେ 👏👏
Jiye Odisha payinka kama Karibaku chahunchi Aau Jiye sachot loka thibe semaane hi Odisha ku ageiki nei pariba. Strong and powerful women should take the lead in Odisha. Nari Shakti Jindabaad. 🙏🏻🙏🏻
Mrs. Uppasana is a honest person & confidence is high level. Good girl Good blessed you 🎉
The point is:ଗୋଟେ ପରିବାରର ସଂସ୍କୃତି ଆଉ ପରମ୍ପରା ଯଦି ଠିକ ରହିବ ଏମିତି ଉପାସନା ଭଳି ଦାୟାଦ ଜନ୍ମ ହେବ...Salute to u!!!...
ବ୍ରହ୍ମଗୀରି ଆକାଶରେ ଏକ ଉଜ୍ଜ୍ବଳ ତମ ନକ୍ଷତ୍ର ଆମ ଝିଅ ଉପାସନା ମହାପାତ୍ର। ଜୟ ଜଗନ୍ନାଥ।
ବହୁତ ସୁନ୍ଦର ଥିଲା ଏ interview
ସ୍ପଷ୍ଟବାଦି ହେଇଥିବାର ଦେଖି ବହୁତ୍ ଖୁସି ଲାଗିଲା.... ରାଜନୀତିରେ ସ୍ବାଗତ ଆପଣଙ୍କୁ.
ଓ ! ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀ ଜଗନ୍ନାଥଙ୍କ ଜନ୍ମଦିନରେ ଜନ୍ମ । ସୌଭାଗ୍ୟବତୀ । ଶୁଭ ଜନ୍ମଦିନ !
ଏହି ପରି ଯୁବ ନେତ୍ରୀ ଆଜିକା ସମୟ ର ଆବଶ୍ୟକତା
ଭାଇ ସଂଗ୍ରାମ ଷଡ଼ଙ୍ଗୀଙ୍କ ସାକ୍ଷାତକାର ଗୁଡିକ ଖୁବ୍ ଭଲ ଲାଗୁଛି । ଧନ୍ୟବାଦ ।
Didi nko kotha suni bohut khusi laguchhi,mono ku Santi milila,amo Odisha ro develop nischita❤❤❤
ଦେବସ୍ନାନ ପୂର୍ଣ୍ଣିମାରେ ଜନ୍ମ ଉପାସନା ଙ୍କ ରାଜନୀତି କ୍ଷେତ୍ରରେ ପ୍ରବେଶ ଓଡ଼ିଶା ମାଟି ପାଇଁ ଗର୍ବ ଓ ଗୌରବ ଆଣିଦେଉ । ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ ତୁମ ଉପରେ ବରଷି ଯାଉ ।
Your talency is extremely admirable
Odisha expect some thing more from you
Jaya JAGANNATH Swami
ଉପାସନା ଙ୍କ ଆଗାମୀ ଭବିଷ୍ୟତ ସୁଭମୟ ହେଉ। ଜୟ ଶ୍ରୀ ଜଗନ୍ନାଥ
"Mu kchi SIKINAHI ,Euthu Sabukhici Sikhibaku heba ""
This thinking & attitude undoubtedly will make & lead you a leading leader of Odisha .
Nachiketa Purohit
Sangram sir i really appreciate your
Journalism. I watch only your podcast is Odisha. I really love your fearless work.
Thank u Sangram sir apana Upasana ma'am ku podcast ku ani thibaru
ଆପଣଙ୍କ ପାଖରୁ ଓଡ଼ିଶାବାସୀ କିଛି ଆଶା କରୁଛନ୍ତି 🎉🎉🎉❤❤❤
ନେତା ଏମିତି ହେବା ଦରକାର, ଶିକ୍ଷା ଆଉ ସଂସ୍କାର, ଦକ୍ଷତା ଓ ସାହସ, ଇତିହାସ ଆଉ ଭବିଷ୍ୟତ ଦୁରଦୃଷ୍ଟି ରଖୁଥିବା, ନିଷ୍ଠାପର କାର୍ଯ୍ୟ ସହ ପାଇକ ଓଡିଆ ଠାଣି ହିଁ ସାନଭଉଣୀ କୁ ଭବିଷ୍ୟତ ର ସୁଯୋଗ୍ୟ ନାତ୍ରୀ ରୂପ ଦେବ. ଇତିହାସ ତୁମକୁ ଅପେକ୍ଷା କରିଛି ଓ ତୁମେ କାମ ରୁ ନାମ ବଡ଼ କରି ପାରିବ. All the best 👍👍👍
ମୋ ମତରେ ଉପାସନା ମହାପାତ୍ର ଙ୍କ ଭଳି, ଶିକ୍ଷିତ ଆଉ ସଚ୍ଚୋଟ ନାଗରୀକ ରାଜନୀତି କରିବା ଦରକାର, ସେ କୌଣସି ଦଳର ହଉନା କାହଁକି.. ପ୍ରତିନିଧି ଭଲ ହେବା ଦରକାର ଆଉ ମନ ଭିତରେ କିଛି ଚ୍ୟାଲେଞ୍ଜ ରହିବା ଦରକାର ବାସ..
Ama Bahut dina ru UPASANA Madam nka interview pai wait karithilu.
Our Beloved M.L.A respected Upasana Madam❤❤❤ We the people of Brahmagiri Proud of you Mam❤❤Yor are my favourite ❤❤❤
ଉପାସନା madam nka ଉପସ୍ଥାପନ ଖୁବ୍ ଚମତ୍କାର ଥିଲା।।
Thank you sir upasana didinku aanithibaru
Fantastic interview and appropriate answers.Bright future ahead of Upasana Mohapatra.Keep it on.
ଭବିଷ୍ୟତର "ମୁଖ୍ୟମନ୍ତ୍ରୀ" ... ଲେଖିକି ରଖିଥାନ୍ତୁ,,, it's my prediction
Jagannath nka bless rahu tama katha sata hau, really nice think 🙏
never
ଗର୍ବ, ଅହଂକାର, ଇର୍ଷା ବହୁତ ଅଛି ମୂଖ୍ୟମନ୍ତ୍ରୀ କେବେ ହୋଇପାରିବ ନାହିଁ କିନ୍ତୁ ମାନୁଛି ତାଙ୍କ ପାଖରେ ଜ୍ଞାନ ଅଛି ଆପଣଙ୍କୁ ଲାଗୁଛି କି ? ସେ ଜନ ସାଧାରଣଙ୍କ ସହିତ ହାତ କୁ ହାତ ମିଶାଇ କଥା ଶୁଣିବେ ?
@@prahlladpradhan ପ୍ରହଲ୍ଲାଦ ବାବୁ,,!! ଆପଣଙ୍କ ନାଁ ଟା ତ ଆମ ହିନ୍ଦୁ ବେଦ ଶାସ୍ତ୍ର ସହିତ ଅନେକ ସାମଞ୍ଜସ୍ୟ ରଖେ, "ପ୍ରହଲ୍ଲାଦ" ହେଉଛନ୍ତି ଜଣେ ପ୍ରଖର ବିଷ୍ଣୁ ଭକ୍ତ,,,🙏 ତାଙ୍କ ବାପା ହିରଣ୍ୟକଶିପୁ ଥିଲେ ଅତ୍ୟନ୍ତ ନକରାତ୍ମକ, ନୃଶଂସ, ବଳଶାଳୀ ଆଉ ପ୍ରଭାବଶାଳୀ ରାଜା ।
ଆଉ ଆପଣ ହେଉଛନ୍ତି ଆଜି ର ପ୍ରହଲ୍ଲାଦ,,,! ଆପଣଙ୍କୁ ମୋର କହିବାର କଥା, ଅନ୍ୟ ପ୍ରତି ମନ୍ତବ୍ୟ ଦେବା ସମୟରେ ନିଜକୁ ସକରାତ୍ମକ ଆଭିମୁଖ୍ୟ ରଖିବାକୁ ପଡେ...!
ଅନ୍ୟ ପକ୍ଷରେ ଯିଏ ନିଜେ ଗର୍ବି, ଯିଏ ନିଜେ ଅଂହକାରୀ ସିଏ ଅନ୍ୟକୁ ତତ୍ କ୍ଷଣାତ ଇଂଗିତ କରିଥାଏ...!!
ଯେମିତି ପ୍ରହଲ୍ଲାଦ ତାଙ୍କ ବାପାଙ୍କୁ ବିଶ୍ବାସ ର ସହିତ କହିଥିଲେ, ଏଇ ଖମ୍ବରେ "ବିଷ୍ଣୁ" ଅଛନ୍ତି, ଏବଂ ତାହା ସତ୍ୟ ପ୍ରମାଣିତ ହେଇଥିଲା ଏବଂ ହିରଣ୍ୟକଶିପୁ କୁ ଭଗବାନ ବିଷ୍ଣୁ ନୃସିଂହ ଅବତାରରେ ଛାତି ବିଦାରି ଦେଇଥିଲେ...!!!
ଆଉ ବାକି ରହିଲା, ଉପାସନା ଙ୍କ କଥା, ତାଙ୍କୁ ତ ମୁଁ ସିଧା ସିଧା ଦେଖିନାହିଁ, ମିଶି ନାହିଁ କିମ୍ବା କଥା ହେଇନାହିଁ,, ତଥାପି ମୁଁ ଯୋର୍ ଦେଇ ତାଙ୍କ ଭବିଷ୍ୟତ ଗଣନା କରି କହୁଛି, ସେ ଦିନେ ନା ଦିନେ ଜଣେ ମହୀୟସୀ ହେବାର ସୁଯୋଗ ପାଇବେ। ଧନ୍ୟବାଦ,,,,,🙏
ଶେଷରେ ଆପଣଙ୍କୁ ମୋର ଅନୁରୋଧ ରହିବ, Dr. Kumar Vishwas ଙ୍କର ରାମ କଥା ଦେଖନ୍ତୁ ବହୁତ ସକରାତ୍ମକ ବୁଦ୍ଧି, ବିବେକ ଲାଭ କରିପାରିବେ ଏହା ଆପଣଙ୍କ ପାଇଁ ତଥା ଆପଣଙ୍କ ପରିବେଶ ର ଉନ୍ନତିକରଣ ପାଇଁ ସହାୟକ ହେବ।
Munda bodhe kama karuni e keve bi hei paribani cm
ଅତି ସୁନ୍ଦର ବାର୍ତ୍ତାଳାପ 🙏ଜୟ ଜଗନ୍ନାଥ 🙏
😅 ମା
Upasana mohapatra mam nka interview ku bahut wait karithilu ame sabash argus news
Beautiful directive, agressive approach,to the point answering ,very practical and royality in nature and spoken language,words....many many thanks... May lord Jagannath bless u (Mrs. Upasana).
ରାଜନୈତିକ ଭବିଷ୍ୟତ ଉଜ୍ଜଳ ହେଉ. ବହୁତ ସୁନ୍ଦର ସାକ୍ଷାତକାର ଏବଂ ଉପାସନା ଙ୍କ ଉତ୍ତର ଆହୁରି ମନ ଛୁଆଁ
ଉପାସନାଙ୍କ ବାର୍ତାଳାପ ବହୁତ ସରଳ ଏବଂ ସୁନ୍ଦର
Mate upasana nka katha barta bahut pasand ❤
ଉପାସନା ମହାପାତ୍ର କିଭଳି ଜଣେ ପିତୃଭକ୍ତ, ସାହାସୀ, ନିର୍ଭୀକ ଓ ସଚ୍ଚୋଟ ୟାଙ୍କ ଠାରୁ ନିର୍ଲଜ ଦୀପାଳି ଦାସ ବହୁତ କିଛି ଶିଖିବାର ଅଛି, ଜୟ ଜଗନ୍ନାଥ ❤
Thik kahichanti
ଲୁଲୁ ଭାଇ ଆମର ରହେ........... ଉପାସନା ଦିଦି ଙ୍କୁ ମନ୍ତ୍ରୀ ପଦ ମିଳିବାର ଥିଲା ଜଣେ ଉଚ ଶିକ୍ଷିତା ହିସାବ ରେ ଏବଂ ଲୁଲୁ ପରିବାର ର ଝିଅ ସେ ବହୁତ ଭଲ କାମ କରିଥାନ୍ତେ but ଦୁର୍ଭାଗ୍ୟ
Right
100 ta uchha sikhita baharibe ....😂 samastanku kana ministry deideba na kana😂😂😂
ଆଗକୁ ବହୁତ ସମୟ ଅଛି... ନିଶ୍ଚିତ ମନ୍ତ୍ରୀ ହେବେ
ଟଙ୍କା ଜୋଠି ଉପାସନା ସେଇଠି ବାପା କଗେସ ଝିଅ ବିଜେପି
,y9 le pp@@whatisthis1900
What a confident ❤ the way she is talking literally mind blowing 🎉
Our sir Rajat ku Kujur greatly intimated with ur father madam when he studied BJB college...at that time I was in university did rest of peace and rally at pol sc department for ur father ...I remember that day ...
The great dynamic leader of Odisha. Hats off Upasana for your clear & confident message🙏🙏
ବହୁତ୍ ସୁନ୍ଦର ସତରେ କି ଭାଗ୍ୟ ଶହେ ମୁରୁଖରୁ ଭଲ ଏକ ଗୁଣି ପୁଅ,,ଏକ ଚାନ୍ଦ କରେ ଦେଖ ଆକାଶ ଆଲୁଅ । ଆପଣଙ୍କ ଚଲାପଥ ସୁ କୁସୁମିତ ହେଉ ଜୟ ଜଗନ୍ନାଥ,,,,
Wonderful interview. I see in Upasana the leader of the Odisha politics
Upasana bhali sahasi and dakshyata jubanetri nku mun first time dekhili.god bless you bhauni
Agei chala lokanka subhechha tuma saha rahichi.sakhyatkar bhala lagila,dhanyabad.
ଏଇମିତି ଓଡ଼ିଆ ଝିଅ ଆମ ମାଟିର ଗର୍ବ । ଜଗନ୍ନାଥ ତାଙ୍କୁ ସହାୟ ହୁଅନ୍ତୁ।
Maja asigala.... Next Podcast with Suraj Bhai 🔥
Excellent Interview 👍ଜୟ ଜଗନ୍ନାଥ 🙏
Never watched such a wonderful interview in my life . God Bless . Jai Shree Jagannath 🤲👏🙏
Like father like daughter
ବକ୍ସି ଜଗବନ୍ଧୁ ମହାନ୍ ଥିଲେ, ଧନ୍ୟବାଦ
ଅତିସୁନ୍ଦର କାର୍ଯ୍ୟକ୍ରମ,,,
Inspiration for youth ones...❤ That is upasana Mohapatra...🌸
ବ୍ରହ୍ମଗିରିକୁ ଏତେ ଅବହେଳା କରାଯାଇଥିବା ଦୁଃଖର ବିଷୟ । ଉପାସନା ବ୍ରହ୍ମଗିରିର ସର୍ବବିଧ ଉନ୍ନତି କରିବେ ବୋଲି ଆଶା ।
Perhaps we're listening to the future chief minister of our state............may not in near future but definitely it'll happen oneday.........stay blessed.
Most waited episode thanku argus tv
Maa, your replies were so quick, appropriate, and wonderful. Go ahead.
Very nice mo pakhare bhasa nahin kahibaku amiti jadi sabu jillare raja netri rahibe odisa sunara rajya au Rama rajya heijiba❤❤❤ I really love you Upasana diiii❤❤❤❤
Dhanyabad mam bahut sundar upastapana
ମୁ ବୌଦ୍ଧ ଡିଷ୍ଟିକ ର ଉପାସନା ଙ୍କୁ ବହୁତ ସନମାନ କରେ 👌👌👌👌👌👌
ମୁଁ ବି ବୌଦ୍ଧ ଜିଲ୍ଲା ରୁ
Thanks
Mu b
Bhai apananku lulu bhai nka parivartan tarapharu ❤❤❤❤
Same here
One of the best interview ever......Upasana mam ur such a great leader nd human being also.❤❤
God bless you.Jai Jagannath.
Thanks sar apana upasana didi ku anithibaru🎉
ଉପାସନା,ଜଗନ୍ନାଥଙ୍କ ଆଶୀର୍ବୀଦ ତୁମ ଉପରେ ଅଛି ।ତୁମେ ବହୁତ ଆଗକୁ ବଢିବାର ଅଛି।ଫଳପ୍ରତି ଆଶା ନରଖି ସମାଜ ପାଇଁ କାମକର। ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।ମୋର ଶୁଭ କାମନା ଶୁଭାଶୀର୍ବାଦ ରହିଛି ।ଆଗକୁ ବଢନ୍ତୁ,ପାହାଡ ଶୀର୍ଷରେ ପହଞ୍ଚିବା ପ୍ରୟାସ ଜାରି ରହୁ ।ରାଧେ ରାଧେ ।
ଜୟ ଶ୍ରୀ ରାମ
Jay Jagannath
ଜୟ ଶ୍ରୀ କୃଷ୍ଣ
My favourite young politician
ବହୁତ୍ ସୁନ୍ଦର ଥିଲା Interview 🙏
I support to Madam Upasana Mahapatra jay Jagannath jay Shreeram 🧿❗🧿🧡🧡🧡🙏
A very good interview solemnised with a Daughter & the best identification for her A DAUGHTER in all respect. Thanks
Sangram Babu plz Invite Dr Debasmita Sharma kendrapada Aul. She is good person Bhala interview debe. Plz dakantu ❤
Bahut sundar upasana APA ahuri aga ku jaantu
ବହୁତ୍ ସୁନ୍ଦର
Upasana is multi-talented lady for youth generation and she will be up coming C.M and P.M,
ବହୁତ ସୁନ୍ଦର ଉପସ୍ଥାପନା
Great upasana, you are a star of odisha,
Upasana is like fire.... Excellent future leader ♥️♥️
Very Talented woman with positive mindset.I hope she will be a great political leader in near future.
ବହୁତ ସୁନ୍ଦର ବାର୍ତ୍ତା
She has been amazing throughout the podcast! God Bless her!
ବହୁତ୍ ବହୁତ୍ ଭଲ ଲାଗିଲା ଜୟ ଜଗନ୍ନାଥ ⭕❗⭕🙏🙏🙏
Thanks upasana
Maam ବ୍ରହ୍ମଗିରିରେ ଥିବା ଅଲାରନାଥ କଲେଜ ର ଛାତ୍ରଛାତ୍ରୀ ଙ୍କ ପାଇଁ ଙ୍କ maam କିଛି କରନ୍ତୁ..
ଜୟ ଶ୍ରୀ ଜଗନ୍ନାଥ
Nice and smart answer
All political leadership must learn such disciplinary talk so spontaniously from two great young daughters like Upasana Mohapatra & Sofia Firdosh. Really proud of you.. 👍🏼🌹👍🏼
ମହାପ୍ରଭୁ ଆପଣଙ୍କର ସଦା ମଙ୍ଗଳ କରନ୍ତୁ🎉🎉🎉
Bahut badhiya
Upasana very nice prafamance, God bless you
ସୁରଜ୍ ଭାଇ କୁ invite karathu
ସୂର୍ଯ୍ୟବଂଶୀ ନା କିଏ
@@badaamajatrakathaa6385Hnn
😮❤❤❤
Ghantiba Market ❤❤❤❤ bagha
Wanderfull answer n creative personality.I like.
Congratulations dear sister
Upasana mam is my great inspiration ❤
I also believe in radical politics
Sangram sir kanak news re bi bhl news padha nti ethire bi nice plz call frm singar kumar bapi
Vala lagila interview, mu bahut kam interview pura dekhichhi. Sethiru aita goto. Jay Jagannath 🙏🏼
Jay Jagannath Jay Upasana ❤
A strong woman 👠 such a dynamic lady ❤️ and also has a great leadership quality 🔥a women with the potential of genius 🙏my ideal