ମୋହନଙ୍କ ଘୋଷଣା ଶୁଣି କୁଣ୍ଢାଇ ପକାଇଲେ କଂସ ମହାରାଜ || Bargarh Dhanuyatra || MOhan Majhi

แชร์
ฝัง
  • เผยแพร่เมื่อ 13 ม.ค. 2025

ความคิดเห็น • 38

  • @girishchandramishraofficia259
    @girishchandramishraofficia259 วันที่ผ่านมา +16

    ଏହି ବିଶ୍ୱବିଖ୍ୟାତ ରଙ୍ଗ ମଞ୍ଚରେ ଆୟୋଜିତ ବରଗଡ଼ ଧନୁଯାତ୍ରା ରେ ସରକାରୀ ସହଯୋଗ ବଳରେ ଆହୁରି ଆକର୍ଷଣୀୟ କରାଯିବା ବିଷୟ ସ୍ୱାଗତଯୋଗ୍ୟ

  • @surendrapadhan7245
    @surendrapadhan7245 15 ชั่วโมงที่ผ่านมา +7

    ଏମିତି ମୁଖ୍ୟମନ୍ତ୍ରୀ ଙ୍କୁ ଈଶ୍ୱର ବହୁ ଆଗରୁ ଦେବାକଥା ଓଡ଼ିଶା ବାସୀଙ୍କ ମଙ୍ଗଳ ପାଇଁ ll ଜୟ ଶ୍ରୀ ରାମ

  • @RashmiPattanaik-no6hy
    @RashmiPattanaik-no6hy วันที่ผ่านมา +15

    ଏମିତି ଜଣେ ମୁଖ୍ୟମନ୍ତ୍ରୀ ଓଡିଶାକୁ ବହୁ ଆଗରୁ ମିଳିବାର ଥିଲା ❤

  • @patitapabandharai3859
    @patitapabandharai3859 วันที่ผ่านมา +7

    ବହୁତ ବହୁତ ସୁନ୍ଦର ଅତି ସୁନ୍ଦର

  • @ratna5612
    @ratna5612 16 ชั่วโมงที่ผ่านมา +3

    ମୁଖ୍ୟମନ୍ତ୍ରୀ ଙ୍କୁ ଅନେକ ଧନ୍ୟବାଦ୍, ତାଙ୍କ ଠାରୁ ଅଧିକ ଧନ୍ୟବାଦ ମୁଖ୍ୟ କଳାକାର କଂସ ମହାରାଜ ଙ୍କୁ, ନିଜର ଉପସ୍ଥିତ କଳା ର ଯଦି ରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଏମିତି କଥାବାର୍ତ୍ତା କଲେ ଯାହା ସାଧାରଣ ଲୋକ ପକ୍ଷେ ସମ୍ଭବ ନୁହେଁ। ଏତେ ବଡ଼ ମଞ୍ଚ, ଠିଆ ହେଲେ ପାଟି ଖନୀ ମାରିଯିବ,ସେଇଠି ମନ୍ତ୍ରୀ ଙ୍କୁ ସୁହାଇଲା ପରି ଜନତା ଙ୍କୁ ପସନ୍ଦ ହେଲାପରି ମନ୍ତବ୍ୟ ଦେଇଥିବାରୁ ମୁଁ ତାଙ୍କୁ ଓଡ଼ିଶା ର ଶ୍ରେଷ୍ଠ କଳାକାର ବୋଲି ମନେ କରେ। ଧନ୍ୟବାଦ୍ ଆଜ୍ଞା। ଠାକୁରେ ଆପଣ ଓ ଆପଣଙ୍କୁ ଦୀର୍ଘାୟୁ ରଖନ୍ତୁ।

  • @brajakishormajhi2324
    @brajakishormajhi2324 วันที่ผ่านมา +4

    Bahut badhiya mohan Sarkar 🙏🙏🙏🙏🙏

  • @KumarDev-ri7sx
    @KumarDev-ri7sx 19 ชั่วโมงที่ผ่านมา +2

    ଜୟ ଜଗନ୍ନାଥ ଜୟ ମା ସମଲେଶ୍ଵରୀ ଓଡ଼ିଶା ବାଶି
    ଆମେ ବହୁତ ଗର୍ବିତ ଓଡ଼ିଶା ରେ ଏମିତି ଏକ ମୁଖ୍ୟ ମନ୍ତ୍ରୀ
    ଆବଶ୍ୟକ ଥିଲେ ଆମ ଓଡ଼ିଶା 🌹🪔🌹🌄🪔🌹ନୁଆ କରୀ ଗଢିବା ବାର ଥିଲା ନବିନ ପରେ ମୋହନ ମା ମଙ୍ଗଳା କାକଟପୁର ବାଶିନି ସମଲେଶ୍ଵରୀ ଦୟାରୁ ଓଡ଼ିଶା ବାଶି କ ଦୁଃଖ ଦୂର କରିବେ ମନକୁ ଜିତୀବେ ମୋହନ ଓଡ଼ିଶା ବାଶି ଭୁଲିଯିବେ ନବିନ

  • @khageswarseth5834
    @khageswarseth5834 วันที่ผ่านมา +3

    ❤mohan sir❤❤❤❤❤❤❤❤

  • @patitapabandharai3859
    @patitapabandharai3859 วันที่ผ่านมา +3

    ଅତି ଆନନ୍ଦ ର କଥା

  • @JayaKisan-rb4re
    @JayaKisan-rb4re 16 ชั่วโมงที่ผ่านมา +1

    ଖୁବ ସୁନ୍ଦର

  • @ranjitsabar6103
    @ranjitsabar6103 21 ชั่วโมงที่ผ่านมา +1

    ବହୁତ୍ ବଢିଆ ଅତି ସୁନ୍ଦର

  • @bidyabhoi7661
    @bidyabhoi7661 15 ชั่วโมงที่ผ่านมา +1

    💐💐ବହୁତ ଖୁସି ଲାଗିଲା 👍👍👍

  • @UttamS-k3h
    @UttamS-k3h 21 ชั่วโมงที่ผ่านมา +1

    Tq cm sir

  • @rushijhankar
    @rushijhankar 11 ชั่วโมงที่ผ่านมา

    ମହନ ସରକାର ଜିନ୍ଦାବାଦ ❤

  • @srikantajen3983
    @srikantajen3983 วันที่ผ่านมา +1

    Super cm

  • @mrperfectlipu8637
    @mrperfectlipu8637 13 ชั่วโมงที่ผ่านมา

    Jay jagannath ❤🚩🚩🚩🚩🙏🙏🙏🙏🙏🙏

  • @bibhutidehury7952
    @bibhutidehury7952 13 ชั่วโมงที่ผ่านมา

    Thanks cm sir

  • @jaishreeram9781
    @jaishreeram9781 15 ชั่วโมงที่ผ่านมา +2

    ବିଜେଡି ସରକାର ସମୟରେ ଯୁଗ ଯୁଗ ଧରି ଯାହା ହେଇ ପାରୁନଥିଲା ତାହା ଆଜି ମାତ୍ର ୬ ମାସରେ ବିଜେପି ସରକାର ପୁରଣ କରି ଦେଲେ ଆଉ,,, ଆଉ ଏଇ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାରେ ମାତ୍ର ୧୦, ଲକ୍ଷ ଦିଆଯାଉଥିବା ବେଳେ ଆଜି ତାହା ୧, କୋଟି ଦେଇଛନ୍ତି ସରକାର ବଦଳିବା ଯୋଗୁଁ ଆଜି ସବୁ କିଛି ସମ୍ଭବ ହୋଇପାରିଛି,, ଏହାକୁ ମଧ୍ୟ ପାଣ୍ଡୁର ପାଦ ଚଟା କୁକୁର ମାନେ ବରଦାସ୍ତ କରି ପାରିବେ ନାହିଁ

  • @babitamanjaribagh
    @babitamanjaribagh 16 ชั่วโมงที่ผ่านมา

    👏👏👏

  • @mithunkalta4697
    @mithunkalta4697 18 ชั่วโมงที่ผ่านมา

    No one cm.... Shree Mohan majhi sir

  • @BasantaMajhi-bu6gt
    @BasantaMajhi-bu6gt 20 ชั่วโมงที่ผ่านมา

    Mohan. Charan. Majhi. Zinda. Baad

  • @dhaneswarbagarti4973
    @dhaneswarbagarti4973 8 ชั่วโมงที่ผ่านมา

    Good cm mohan ch majhi

  • @BasantaMajhi-bu6gt
    @BasantaMajhi-bu6gt 20 ชั่วโมงที่ผ่านมา

    Mohan. Charan. Majhi. Bahuta. Sundara. Bhasana. Deithibaru. Mun. Hrudaya ra. Sahita. Dhanya. Baad. Deuchhi

  • @jogindra1077
    @jogindra1077 12 ชั่วโมงที่ผ่านมา

    ଭଲ cm Jane kintu ହ୍ରୁଦୟରୁ କିଛି v ଭାଷଣ ଦେଉନାହାନ୍ତି

  • @niranjanbhoi8873
    @niranjanbhoi8873 15 ชั่วโมงที่ผ่านมา

    ରେକର୍ଡ କାମ କରିଛନ୍ତି

  • @dakhineswarhomeohall4936
    @dakhineswarhomeohall4936 16 ชั่วโมงที่ผ่านมา

    Parispation and declaration of honorable chief minister of odisha mohan majhi and esp.respect to kansha maharaj on the occassion of gracious dhanu jatra is wonderfully.it is eligible to be a sentence in the history of our odisha.

  • @niranjanbhoi8873
    @niranjanbhoi8873 15 ชั่วโมงที่ผ่านมา

    କଳିଙ୍ଗ ସମ୍ରାଟ କୋଶଳ ରାଜ୍ୟ ଆସିଛନ୍

  • @truptimayeebhoi3099
    @truptimayeebhoi3099 19 ชั่วโมงที่ผ่านมา +1

    He kansha Maharaj apana adesh diantu j ama paschima odisha basi jeun kosala rajya pain andolana karu thile taku pura karajau boli 😂😂😂

  • @ranjanbehera6005
    @ranjanbehera6005 วันที่ผ่านมา +1

    CM sir ......khaiba haiche ta dhanu jatra raa😂😂😂😂😂😂

    • @ManojKumar-ej1im
      @ManojKumar-ej1im 16 ชั่วโมงที่ผ่านมา

      Aree Madarchod Vdo bhalare dekhe se nija pai kahunathila.... Lokanka pai kahuthila reee useless

  • @niranjanbhoi8873
    @niranjanbhoi8873 15 ชั่วโมงที่ผ่านมา

    କାଗଜ ଦେଖି ପଢ ହୋ ଓଡ଼ିଆ ଅସ୍ମିତା ବାଲା

  • @jovialakashpattanaik5558
    @jovialakashpattanaik5558 17 ชั่วโมงที่ผ่านมา

    💙💙💙💙💙💙💓💓❤️💞💗💗💕💖

  • @SridharVlogARMY
    @SridharVlogARMY 16 ชั่วโมงที่ผ่านมา

    Dhana 3100 rupees re kehi bi neuni

  • @BirendraSingh-m2d
    @BirendraSingh-m2d 7 ชั่วโมงที่ผ่านมา

    Jai BJP mohan maghi jendabad

  • @bibhutidehury7952
    @bibhutidehury7952 13 ชั่วโมงที่ผ่านมา

    Half kar sar mohan sir

  • @niranjanbhoi8873
    @niranjanbhoi8873 15 ชั่วโมงที่ผ่านมา

    ସାଧାରଣ ତନ୍ତ୍ର ଦିବସ କେଭେଁ ଆଏ ହୋ😂

  • @prajnangaming9671
    @prajnangaming9671 วันที่ผ่านมา +1

    Distinguished Personality. Would Naveen have behaved like this ? No , not at all . Naveen is a Distant Hill aloof from the crowd.