Deepali’s statement backfires. Big question, why she avoiding conspiracy angle in Naba Das murder?

แชร์
ฝัง
  • เผยแพร่เมื่อ 14 ม.ค. 2025

ความคิดเห็น • 53

  • @khirodhota1440
    @khirodhota1440 13 ชั่วโมงที่ผ่านมา +12

    ବୋପା ମରୁ ପଛେ ଝିଅ ତ ବିଧାୟକ ଚୌକି ରେ ବସିଲା l

  • @umeshchandrabiswal6147
    @umeshchandrabiswal6147 13 ชั่วโมงที่ผ่านมา +7

    ସତ୍ୟପ୍ରକାଶ sir ଆପଣ ଏହି ସତ୍ୟ ପାଠରେ ଏକଦମ ସତ କଥା କହୁଥିବାରୁ ଆପଣ ଙ୍କୁ ଧନ୍ୟବାଦ ସହ ନମସ୍କାର

  • @Skstarvlog3735
    @Skstarvlog3735 13 ชั่วโมงที่ผ่านมา +6

    ଦିପାଲି ଆଉ ତା ଭାଇ ନବୀନ ପାଣ୍ଡୁ ସବୁ ନବ ଦାସ ର ମୁଖ୍ୟ ଲୋକ

  • @karunakarabehera1286
    @karunakarabehera1286 13 ชั่วโมงที่ผ่านมา +4

    100%correct sir

  • @dibakarpanigrahy9369
    @dibakarpanigrahy9369 11 ชั่วโมงที่ผ่านมา +2

    Absolutely right observation ✅👍💯

  • @prasantaroutraya4952
    @prasantaroutraya4952 12 ชั่วโมงที่ผ่านมา +1

    perfect Political Analysis,Respected Sir.🎉

  • @srinibasswain1143
    @srinibasswain1143 12 ชั่วโมงที่ผ่านมา +2

    Madam Dipali is too young to play politics in Odisha !!! Can She ???

  • @swain_parivaar
    @swain_parivaar 13 ชั่วโมงที่ผ่านมา +2

    CBI,enquire karu.she should demand.

  • @chhatishmohanta6403
    @chhatishmohanta6403 12 ชั่วโมงที่ผ่านมา +1

    Right sir ❤❤

  • @SantoshKumarBhoi-w7h
    @SantoshKumarBhoi-w7h 9 นาทีที่ผ่านมา

    ଏହି ପ୍ରଶ୍ନ ସେତେବେଳେ ପଚାରିଥିଲେ ଆଉ ବିଧାୟିକା ହୋଇପାରିବ ନ ଥାନ୍ତେ ଆଉ ଏବେ ପଚାରିଲେ ରାଜନୀତିରେ ଆଉ ରହିପାରିବ ନାହିଁ ଆଉ ରାଜନୀତିରେ ନ ରହିଲେ ଲଙ୍କାଗଡ଼ ଭୁଶୁଡି ଯିବ। ଏବେ ଗାଈକୁ ମାରିଲେ ମରିବ ଆଉ ତାକୁ ଗାଈ ମାରିଲେ ବି ମରିବ, ଆଉ ତ୍ରାହି ନାଇଁ।

  • @swarupmohapatra5481
    @swarupmohapatra5481 4 ชั่วโมงที่ผ่านมา

    Excellent analysis satya bhai

  • @RanjanBehera-ge1kf
    @RanjanBehera-ge1kf 13 ชั่วโมงที่ผ่านมา +1

    ☀️ Very Very Thanks...👍👌👌 for your Truth journalism.🌋💠🌋

  • @jitendrameher3096
    @jitendrameher3096 11 ชั่วโมงที่ผ่านมา

    ଭଗବାନ କାଲି ଥିଲେ. ଏବେ ଅଛନ୍ତି. ଆଗକୁ ରହିବେ. ବାକିରହିଲା ଦିପାଲି ଭଗବାନ ୟାକୁ ବି ଭଲରେ ରଖିବେ...... ଓଁ ଶାନ୍ତି....

  • @chakradharsahoo3684
    @chakradharsahoo3684 12 ชั่วโมงที่ผ่านมา

    Thanks for telling the real truth Sir. Now realising. It's too late.

  • @ajitKumar-vh2yd
    @ajitKumar-vh2yd 11 ชั่วโมงที่ผ่านมา

    ସେତ ପଇସା ଓ ପାୱାର ପାଇଁ ପାଗଳ
    ବାପାକୁ ପଛରେ କିଏ ପଡ଼ୁଛି

  • @madhusudanbehera2129
    @madhusudanbehera2129 12 ชั่วโมงที่ผ่านมา

    ନବ ଦାସ କି ଦୋସ କରିଛନ୍ତି ସେକଥା ତାଙ୍କ ପରିବାର ଲୋକେ ଜାଣିଛନ୍ତି ଯାହାକି ନବ ବାବୁ ପରିବାର ସଦସ୍ୟଙ୍କୁ ନେଇ ଶନି ସିଙ୍ଗାପୁର ମନ୍ଦିରକୁ ସୁନାର କଳସ ଦାନ କଲେ ବିପଦରୁ ରକ୍ଷା ପାଇବା ପାଇଁ କିନ୍ତୁ ରଖ୍ୟା ପାଇଲେ ନାହିଁ ।

  • @studytime8961
    @studytime8961 11 ชั่วโมงที่ผ่านมา

    She knows
    Beyonce perfect reference on this case also 😢

  • @chakradharabhoi5958
    @chakradharabhoi5958 13 ชั่วโมงที่ผ่านมา

    If she wanted CBI enquire first submit FIR

  • @geetaranisamal6638
    @geetaranisamal6638 12 ชั่วโมงที่ผ่านมา

    ସତ୍ୟ ବାବୁଙ୍କ ର ଆଲୋଚନା ଖୁବ ସତ୍ୟ ଓ ଏକଦମ ସତ୍ୟ

  • @dibakarpanigrahy9369
    @dibakarpanigrahy9369 11 ชั่วโมงที่ผ่านมา

    Why FBI??? why not CBI????👉😎

  • @srinibasswain1143
    @srinibasswain1143 12 ชั่วโมงที่ผ่านมา +1

    First give ⚖ justice to ur father.. Naba das , then think of playing politics.. Because people of Odisha know better about the matter..

  • @geetaranisamal6638
    @geetaranisamal6638 12 ชั่วโมงที่ผ่านมา

    ଦୀପାଳି ର ଏବେ ବି ଲୋଭ ଅଛି ଆଗାମୀ ଇଲେକ୍ସନ ନିମନ୍ତେ। ସେ ପ୍ରସଙ୍ଗ ଉଠାଇଲେ ଯଦି ବିଜେଡି ticket ଟା ଚାଲିଯିବ।

  • @PURNA7382
    @PURNA7382 12 ชั่วโมงที่ผ่านมา

    ସତ୍ୟ କେବେ ଲୁଚି ରହେନା, ସ୍ଥାନ, କାଳ ଓ ପାତ୍ର ଅନୁକୂଳ ହେଲେ ସତ୍ୟ ଆପେ ଆପେ ପ୍ରକାଶ ହୁଏ।

  • @srinibasswain1143
    @srinibasswain1143 12 ชั่วโมงที่ผ่านมา +1

    In the game of Odisha politics, can u succeed ??? Please take it into ur mind...

  • @purnachjena1975
    @purnachjena1975 12 ชั่วโมงที่ผ่านมา +1

    ଭାଇ ଖଲ୍ଲିକୋଟ MLA ପୂର୍ଣ୍ଣ ଚନ୍ଦ୍ର ସେଠୀ ର ଟିକେ ଖୋଲାସା ଟିକେ କର ସେ ବୋହୁତ ପଇସା ଖାଇଛି

  • @PradeepMaharana-cj7xj
    @PradeepMaharana-cj7xj 12 ชั่วโมงที่ผ่านมา

    Right

  • @kailashchandradash959
    @kailashchandradash959 11 ชั่วโมงที่ผ่านมา

    Daughter is not able Protect NABA DAS how she's able to save to Common People

  • @prakashswain8674
    @prakashswain8674 ชั่วโมงที่ผ่านมา

    ସତ କହିଲେ ହଜମ କରିବା ସହଜ ହେବନି । ଏଣୁ ସତ ବିଷୟ ଲେଖିବା ପୂର୍ବରୁ,ଯିଏ ସତକୁ ସହି ପାରିବେନି,ତାଙ୍କରି ପାଖରେ ପ୍ରଥମେ କ୍ଷମା ମାଗି ନେଉଛି । ଯଦି ଶ୍ରଦ୍ଧେୟ ପୂର୍ବତନ ବିଧାୟକା ଦୀପାଳି ଦାସ ମହୋଦୟା ୰ ନବ ଦାସଙ୍କର ପ୍ରକୃତ ଜନ୍ମିତ ଝିଅ ହେଇ ଥାଆନ୍ତେ,ତାହେଲେ ନିଜର ପିତାଙ୍କର ପିତୃଋଣ ସୁଝିବାକୁ ଉଦ୍ଯମ କରି ନିଜର ପିତା ନବ ଦାସଙ୍କୁ ନ୍ଯାୟ ଦେଇ ପାରିଥାନ୍ତେ ।ଯଦି ପୂର୍ବତନ ବିଧାୟକା ଦୀପାଳି ଦାସ ଓ ତାଙ୍କର ଭାଇ ବିଶାଳ ଦାସ ଦୁହେଁ ସତରେ ଜନ୍ମିତ ଝିଅ ପୁଅ ଅଛନ୍ତି ,ତାହେଲେ ସେହି ଭାଇ ଭଉଣୀ ଦୁହେଁ ନିଜ ନିଜର କ୍ଷମତା ଓ ସମ୍ପତ୍ତି ଲୋଭର ସ୍ବାର୍ଥ‌ ହାସଲ ପାଇଁ ଜନ୍ମଦାତା ପିତା ୰ ନବ ଦାସଙ୍କୁ ମିଛ ମିଛରେ ଭଲ ପାଇବାର ନାଟକ କରି ପ୍ରବଳ ଘୃଣା କରୁ ଥିଲେ ବୋଲି ପ୍ରମାଣିତ କରି ଆସୁଛନ୍ତି ।ସେଥିପାଇଁ ଦୀପାଳି ଦାସ ନିଜର ବୋପା ନବ ଦାସଙ୍କୁ ନ୍ୟାୟ ନଦେବା ପାଇଁ ଦୃଢ ମାନସିକ ରଖି ଚୁପ୍ ରହିଛନ୍ତି । ତେଣୁ ଦୀପାଳି ମେଡେମ୍ ନିଜ ପିତାଙ୍କ ହତ୍ଯାକାରୀଙ୍କ ସହ ଷଡଯନ୍ତ୍ରକାରୀ ମାନଙ୍କୁ ଦୃଢ ସମର୍ଥନ ଦେଇ ସହଯୋଗ କରି ଆସୁଛନ୍ତି ।ଯଦି ପିତା ନବ ଦାସଙ୍କ ହତ୍ଯାକାରୀ ମାନଙ୍କୁ ଦୀପାଳି ଦାସ ଓ ତାଙ୍କର ଭାଇ ବିଶାଳ ଦାସ ଦୃଢ ସମର୍ଥନ ଦେଉ ନାହାଁନ୍ତି, ତାହେଲେ ବର୍ତ୍ତମାନକୁ ନିଜର ପିତୃଋଣ ସୁଝିବାକୁ ଯାଇ ଜନ୍ମଦାତା ପିତା ନବ ଦାସଙ୍କୁ ନ୍ୟାୟ ଦେବାକୁ ଯାଇ ପିତାଙ୍କ ହତ୍ଯାକାରୀ ଅଭିଯୁକ୍ତ ମାନଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଶୁ ପଦକ୍ଷେପ ନିଅନ୍ତୁ ।

  • @pradipkumardasdas7184
    @pradipkumardasdas7184 12 ชั่วโมงที่ผ่านมา

    Pls don't make a daughter culprit of her father's killing

  • @SureshkumarRath-i1e
    @SureshkumarRath-i1e 2 ชั่วโมงที่ผ่านมา

    DIPALI DAS WANT MLA SEATS NOT For FATHER

  • @geetaranisamal6638
    @geetaranisamal6638 12 ชั่วโมงที่ผ่านมา

    ନବ ଦାସ ଙ୍କ ନିଜ ଝିଅ ମୁଖ୍ୟ ଆସାମୀ। ଚୌକି ର ଲୋଭ...

  • @PradeepMaharana-cj7xj
    @PradeepMaharana-cj7xj 12 ชั่วโมงที่ผ่านมา

    Cbi investigation kebe haba

  • @PATITAPABANDANDAPAT
    @PATITAPABANDANDAPAT 10 ชั่วโมงที่ผ่านมา

    100 % Right se pai hi Dipali harile

  • @kailashchandradash959
    @kailashchandradash959 11 ชั่วโมงที่ผ่านมา

    Dipali Das is Really Killer of Naba kishore Das

  • @BipinPattanaik
    @BipinPattanaik 12 ชั่วโมงที่ผ่านมา

    lJay Jagannath🙏 Jay Nila Madhab🙏Omm🕉️Jay BJP🙏Jay Modi ji🙏Jay Yogi ji🙏Jay ABVP🙏Student's society is capable enough to protect their motherland. SABKA SAATH SABKA VIKASH SABKA BISWAS SABKA PRAYAS MODI PARIVAAR.(GPHKBG)

  • @amiyakumarmahapatra8784
    @amiyakumarmahapatra8784 13 ชั่วโมงที่ผ่านมา

    Dipali das indirectly target to BJD party

  • @PATITAPABANDANDAPAT
    @PATITAPABANDANDAPAT 10 ชั่วโมงที่ผ่านมา

    Aaji monepadila Bapa Katha

  • @SanjaykumarMallick-j7l
    @SanjaykumarMallick-j7l 2 ชั่วโมงที่ผ่านมา

    Hindi film ilzaam bhali naba dash njara hatya hoichhi boli mate lagu chhi,

  • @PATITAPABANDANDAPAT
    @PATITAPABANDANDAPAT 10 ชั่วโมงที่ผ่านมา

    Tu bht smart hoithibaru taro rajaniti career sesho

  • @goutamkumarojha8122
    @goutamkumarojha8122 11 ชั่วโมงที่ผ่านมา

    Gopal pachare diwali das

  • @PradipDash-e2x
    @PradipDash-e2x 11 ชั่วโมงที่ผ่านมา

    Deepali aau kebe madhya neta hoipariba nahin,Karan jsg ra janata taku prtya khyan karichhanti,taku biswas Karu nahanti,.

  • @PATITAPABANDANDAPAT
    @PATITAPABANDANDAPAT 10 ชั่วโมงที่ผ่านมา

    Sabu selfish ,Bapa kiye na maa kiye ,.

  • @lokanathbihari4529
    @lokanathbihari4529 10 ชั่วโมงที่ผ่านมา

    Dipali Hatykari

  • @PATITAPABANDANDAPAT
    @PATITAPABANDANDAPAT 10 ชั่วโมงที่ผ่านมา

    Tu aau kebe ta jibonare bi jitiparibuni re

  • @biswajit__056___boy
    @biswajit__056___boy 12 ชั่วโมงที่ผ่านมา

    Bjp. Midia. Saty patha. News

  • @purnachjena1975
    @purnachjena1975 12 ชั่วโมงที่ผ่านมา

    ଭାଇ କଥା ମିଡ଼ିଆ କେବେ ପଚରିନାହେନ୍ତି ମିଡ଼ିଆ ବା ଗୋଦି ମିଡ଼ିଆ

  • @purnachjena1975
    @purnachjena1975 12 ชั่วโมงที่ผ่านมา

    ଆରେ ଭାଇ ସବୁ ବିଜେପି ର ହାତ

  • @purnachjena1975
    @purnachjena1975 12 ชั่วโมงที่ผ่านมา

    Bjp ର ସବୁ ହାତ ସରକାର କୁ ଆସିବାର