@@kumarbapi3173 mm km mm mm k mm MLM my mm mm km mm km ok my mm m mm mm km m my mm mm mm mm mm mm km mk km mm mm m of km m mm m mm mm m Mo m mm mm mm mm mm m mm k mk mm mm km mmkm mm mm km m mm mm ok mm mm immediately m mm MLM mm mm mmkm mm mmkmmm mm m mm m mm mmkmmm mm mmmmmkmmmmmmmmm mb M xx. . NM. M of. M
I miss u sir ......gaon majhire Chandini ...😇😇😇🇲🇰🌃♥️🌺🔯🥰😂🥰🥰🥰🥰🥰😅😊😅🥰😅🥰🥰🥰💴📟☎️💸☎️💸💶🔌💶🖨️💶💻💴📞💵💸📞💵📠💶⌨️💶📠💶📟💴📞💸💸🖨️💴🖨️💶📠💵💸📞💴⌨️💶⌨️💶📠💴📞💸💵🔋💻🔌💴📠🖥️📟💴📟📀🔌💴🔌💻🔌💻📠💻📠🖥️📠🖥️🖥️🖥️🖥️🎭💿🎬💾🎬💻🔋💻🔋⌨️⌨️🎬💸⌨️🔋⌨️
One of my all time favorite odia song. I even sang this during my college days in college fests and election campaigns. The music and lyrics are really incredible but the singing of Mohd. Aziz takes to another level altogether.
Such a beautiful Song Salute to Music Director Saroj Nanda Sir for making such a Beautiful composition Miss u Sir And salute to my favorite Mohd. Aziz Miss u Sir. U both are now in the heaven and in our heart too
ପିଲା ଦିନେ ଏ ଗୀତ ବାଜିବା ମାତ୍ରେ ନିଜକୁ hero ପରି ଲାଗୁଥିଲା 😍
100 percents sata katha .Gita sunila pare Mane Mane hasa lage.really miss those days
Datare Bhai
ସତ କହୁଛ ଭାଇ
😃
ମନ ର କଥା ଟା, କହିଦେଲ😊😊
ଆହାଃ କି ସୁନ୍ଦର ଗୀତ, ପୁରୁଣା ଗୀତ ହେଲେ ମଧ୍ୟ ଆଜି ବି ମଧ୍ୟ 4 1/2କୋଟି ଜନତାଙ୍କ ଭିତରୁ ନିଶ୍ଚୟ ଏ ଗୀତ 2କୋଟି ଲୋକ ଶୁଣୁଥିବେ ବୋଲି ମୋର ଧାରଣା.....
Thik bhai
Mu sunuchi
Hn bhai thik katha mora puruna song bahut pasand au khas kari Aziz sir nka gita 👍
Hmm bhai thik kahila
Bhai satre
ଆଜି ଆଉ ଶେ କୁଅନାହିଁ ସେଙ୍ଗା ନାହିଁ ସେଦିନ ନାହିଁ ମୋ ପିଲାଦିନ ଗିତ ବହୁତ ଭଲ
ଭାଇ ମୁ 1992 ଛୁଆ ମୋ ପିଲା ଦିନ ସ୍ମୃତି
ସତରେ ପୁରୁଣା ଗୀତରେ ଯୋଉ ଭଳି ଶଦ୍ଦ ବ୍ୟବହାର ହଉଥିଲା , ଅତି ସୁନ୍ଦର୍. ଆଜି କା date ରେ ତା ନାହି . Always Gold is Gold..❤️❤️ ଆମେ ଯେତେ ଚାହିଁଲେ ବି, ସେ ପୁରୁଣା ଦିନ ଫେରି ଆସିବ ନାହିଁ, କି ଆମର ସେ ପିଲା ଦିନ ମନ୍ ଗୁଡ଼ିକ, ସତରେ ସମୟ ବଡ଼ ବଳବାନ..😔😔😔
Satare bhai 😭😭
@@kumarbapi3173 mm km mm mm k mm MLM my mm mm km mm km ok my mm m mm mm km m my mm mm mm mm mm mm km mk km mm mm m of km m mm m mm mm m Mo m mm mm mm mm mm m mm k mk mm mm km mmkm mm mm km m mm mm ok mm mm immediately m mm MLM mm mm mmkm mm mmkmmm mm m mm m mm mmkmmm mm mmmmmkmmmmmmmmm mb
M xx. .
NM. M of. M
@@kumarbapi3173
Nm
Mm mm m mm mm
M mmm Mo m mm mm
Hi mm mm.m
🥺🥺🥺🥺🥺🥺🥺🥺🥺🥺🥺🥺🥺🥺🌃
Old is gold bro
ଆଉଥିରେ ଯିବାକୁ ଚାହେଁ ମୋ ପିଲା ଦିନ କୁ ହେ ପ୍ରଭୁ ଡକ ଶୁଣ 🙏🏼😭😭😭😭😭😭
କାସ.... ପୁଣି ମୋ ପିଲା ଦିନ ଫେରି ଆସନ୍ତା କି ?
ଏ ସବୁ ଗୀତ ସେତେବେଳେ ମୋତେ ବହୁତ୍ ଭଲ ଲାଗେ ଆଉ ଏବେ ବି।
ପିଲାଦିନ ର ସୁନ୍ଦର ଗୀତ କିୟେ ସବୁ 2024 ରେ ଦେଖୁଛ ଛୋଟ like ଟେ କର❤️👍
Super
Mu
Mu
Iam
Hamid k.u Malik.
ପିଲା ଦିନ ସ୍ମୃତି ଟା ପୁଣି ତାଜା ହେଇଗଲା ରେ.....
ଏମିତି ମୋ ସହ ଘଟିଥିଲା ମାଉସୀ ଘର ଗାଁ ରେ ତେଣୁ ଏ ଗୀତ ଟି ମୋର ବହୁତ ପ୍ରିୟ ଥିଲା ସେଟବେଳେ ସେତେବେଳେ ❤️
ପୁଣିଥରେ କୁଅ ପାଖକୁ ଯାଇ ଦେଖ 😂
@sudhirpa😂😂😂rida9098
2024 ରେ କିଏ କିଏ ଏ ଗୀତ ଶୁଣୁଚ
Mu bhai
ହଁ ଭାଇ
Mun re bhai.daily sunuchi kana hela sithu,kana karibu mora.
@@sunilkumarsukla6493 କିଛି ନାହିଁ ଭାଇ । ଏତେ ବଢ଼ିଆ song ଶୁଣି ବି ନାଗୁଚ କାହିଁକି ଯେ । ଟିକେ ଖୁସି ହେଉନା ☺️
HM
ସ୍କୁଲ୍ ଜୀବନର ସେ ଅଭୁଲା ଦିନ ସବୁ ଏବେବି ତାଜା ହେଇ ରହିଛି। ଏ ଭଳି ଗୀତ ଭିତରେ। ଜୟ ଜଗନ୍ନାଥ
ପୁରୁଣା ଦିନର ସ୍ମୃତି 😍😍... ହୃଦୟ କୁ ସ୍ପର୍ଶ କଲା ଭଲି ଗୀତ 😘😘😘😘
ମୁଁ 2003 ର ଛୁଆ ତଥାପି ଏ ଗୀତ କୁ ମୁଁ ବାରମ୍ବାର ଶୁଣେ 💗💗
Bhai mu 1998 ra au eve bi mu sunuchi❤
Micha katha kahucha bhai
Mu v ❤
Really ❤
1901 ro video dhkiche
କେଜାଣେ କାହିଁକି ଏ ଗିତ ସବୁ ପୁରୁଣା ସୃତି ଓ ବସ୍ତବତା ସହିତ ମିସିଯାଏ ସେଥି ପାଇ ଏ ଗିତ ସବୁ ଆଜି ମଧ୍ଯ ଶୁଣିବାକୁ ମନେହୁଏ ପୁରୁଣା ସୃତି ସବୁ ମନେ ପକାଇ ଦିଏ,,କାହିଁ ସେ ସମୟ ,,,ସତରେ କି ସେ ସମୟ ଫେରି ଆସନ୍ତା
😊😊
@@mamina_253 😊😊
@@mamina_253🎉😂😮😮,
Bhai se samaya ta gote alga au bahut shanti dayak thila but Abi ka au samaya jemti peleigala bhalia 😣
Same filings
ପିଲା ଦିନର ସେଇ ପୁରୁଣା ଗୀତ ଆଜି ମଧ୍ୟ ସ୍ମୃତି ହେଇ ରହିଛି । ପୁରୁଣା ଗୀତ ସବୁ ଆଜି ମଧ୍ୟ ଶୁଣିବାକୁ ବହୁତ୍ ଭଲ ଲାଗେ ଆଉ ସେଇ ପିଲା ଦିନ କଥା ମନେପଡେ ।
2020 କିଏ କିଏ ଶୁଣୁଚ ଚୋଟିଆ Like please
I am
1998 re
Q
❤️🌺
Hooo. Bhai. Bhahuta. Mone. Pode
ଏ ଗୀତ ଶୁଣିଲେ ପିଲାଦିନର ସ୍ମୃତି ଜୀବନ୍ତ ହୋଇଉଠେ। କଣ ଥିଲା ସେ ଦିନ ସବୁ!! ❤️
Sanga cl tk karuna
Ebe b mu ei Geeta sabu sune au mo akhiru luha asi jae
Lovely sonng
@@laxmipriyatudu9824 କଣ ପାଇଁ ଆପଣ ଗୀତ ଶୁଣି କାନ୍ଦୁଛନ୍ତି
@@laxmipriyatudu9824 ଆଜି କାଲି ଦୁନିଆରେ ପ୍ରେମ କଲେ ଧୋକା ଖାଇବ
ସତରେ କେତେ ସୁନ୍ଦର ଆଉ ବାସ୍ତବ ଏ ପୁରୁଣା ଗୀତ ସବୁ, ସେଥିପାଇଁ ଏଗୁଡିକ ଆଜି ଯାଏ ଆମ ଭିତରେ ବଂଚି ରହିଛି। ହାଏ , ସେ ପିଲା ଦିନ ଫେରି ଆସନ୍ତା କି!
Haiii
Right
@@sovanasovana3012 QQ WE
Please whfofj
Raof
2022 re kie e song sunucha like kara . Childhood memories ru gote e song..
Na karibuni like😂
Mu sunuchi 😄 gaon majhi re Chandini Chandini majhi re kuan 😄🤪😄
@@prajnasahoo271 jiioo
Miss this song
Bhai mu 10 yr purburu sunuthili...au aji v sunuchhi those Days are nostalgic yar 🥺❤️
କଥା କହୁଥିଲେ ସରିବନି କିଏ ଦେଖି ଛି❤
ଭାଇ ମୁଁ ଦେଖିଛି
Mu dekhichi
❤@@deepakbhadra8245
@❤user-ee8by3oh9l
Bhai mubi dekhi chhi
କଣେଇ କଣେଇ 🥰ମତେ ସେ ଅନେଇ😍 କହିଲା ଛେପ ଢ଼ୋକି,ଧରିଲା ଯଦି ହାତକୁ ମୋର ଦେବନାହିଁ ମତେ ଠକି..... This lines ❣️😘😍😍
Mo mana au tama mana katha sem 2 sem love you bro
Exllent vi ae gitara pratiti lyrics bahut badhiya
Lockdown ରେ କିଛି ପୁରୁଣା ସ୍ମୃତି.. 😁😁
Hn
@@mahapatarabapi5329 👍👍
Sate kahila bhai
So nice
Hnn wa
୨୦୨୪ ର କିଏ କିଏ ଲାଇକ କରନ୍ତୁ
Nov month
Mu
Loveu 💋💋💋💋💋💋💋💋👭👭👭👭👭👭💋💋💋💋💋💋💔💔💓💜💜💗❤️🖤🤍💖💖🙂🤍
2025😂
ଅଭୁଲା ସେ ଅତୀତର ପିଲାଦିନ😭😭😭
ଯାହା କେବେ ଭୂଲି ହେବନାହିଁ😢😢😢
Kuade Gala Se Dina
Aau kebe asibani re se dina
@@ranjanpatra5342 😭😭😭😭
Nice
🙄🙄🙄🙄
ସମୟ କୁ କେବେ ରୋକି ହୁଏନି... ହେଲେ ଏମିତି ସଂଗୀତ ଦ୍ୱାରା କିଛି ମାତ୍ରାରେ ଆମ ର ମୂଲ୍ୟବନ୍ଧୁ ସମୟ କୁ ଆମେ ପୁଣି ଫେରିପାଆନ୍ତି 😍
❤
୨୦୨୫ ରେ ଏହି ଗୀତ ଶୁଣିଛନ୍ତି ସେମାନେ like kara
ମୁଁ ଏହି ଗୀତକୁ 10 ଥର ଶୁଣି ସାରିଛି, ହେଲେ ବି ମୁଁ ମନ ମାନୁନି,,, ❤❤❤❤❤❤❤
DD national ଚନ୍ନେଲ ରେ ଦେଖିବା ଯୋଉ ମଜା ଥିଲା 3.15 ରେ ଝଙ୍କାର ରେ ପୁଣି
ରବିବାର ରଙ୍ଗୋଲି
Right bhai❤❤
Sata kahila
Satare vi mo manara katha kahila.....time ta 3:15 nuhee 2:15
ଏ ଗୀତ ଶୁଣିଲେ ସେତେବେଳର ନୂଆ ନୂଆ ପ୍ରଥମ ପ୍ରେମ କଥା ମନେ ପଡିଯାଏ, ସେତେବେଳର ସେଇ କୌତୁହଳ ଆଉ ଉତ୍କଣ୍ଠା ❤
ତୁମ କୌତୁହଳ କଥା ଘରେ ଘରେ ପରିଚିତ
@@r.ngoutamdebadutta2142 ହଁ ପରା, ମୁଁ ତ ନଥିଲେ କିଛି ହବନି ଆଉ
Right
Right ✅️
କାସ ଏଇ ସମୟ ଫେରି ଆସନ୍ତା । ପିଲା ଦିନର କଥା ବହୁତ ମନେ ପଡୁଛି
Right 😭😭😭😭
Tfoffmw
Hmm.. Re vai gotie TV re samaste dekhuthila
same feeling bhai
Kashhhhh😥
2025 re କିଏ ଦେଖୁଛ ହାଜିରା ଦିଅ 😂
😂😂
🤣🤣🤣🤣
2024 aasuchi.... ebe v kie kie yeh song sunuchanti.. mora odia bhai. Bhouni
mu bangal se hu mu khuv valpaychu odissa ro gito
@@sultanakhaan6990 good broo
2020 ଭି ଜଉ ଭାଇ ମାନେ ଏ ଗିତ ସୁଣୁଛ like କରିବେ ବହୁତ ଖୁସି ହେବି
Ok
Haa. Ok
Khusi ta
Mu bhai 2021 ree sunuchi...mu kn like karibii
2022
ଏହି ଭଳି କିଛି ଗୀତ ଜୀବନର ପୁରୁଣା ସ୍ମୁତି କୁ ମନେ ପକେଇଦିଏ really old is always gold❤️🥰😍
ପିଲା ଦିନେ ସ୍କୁଲ ରୁ ଫେରିଲା ମାତ୍ରେ ଟିଭି ଲଗେଇ ବସି ପଡିଲେ ଏ ଗୀତ ଶୁଣେ 😢👍ସେ ସମୟ ଆଉ ଥରେ ଆସନ୍ତାନି 🙏
ଜୀବନରେ ଉଙ୍କି ମାରୁଥିବା ମନର ମାନସୀ
ଓ ମନର ନାୟିକାକୁ ପାଇବାର ଏକ ସୁନ୍ଦର ସଂଗୀତ
ମନର ଏ ଗୀତ, ହେ....
ମନ କଥା କହିଦେଲ ଭାଇ
Very good Explain Bro
Nice song..👌👌😍😍........melodies singer🎤🎤 mohammad aziz 😭😭😭😭 ସେ ଏଵେ ଏହି ଦୁନିଆରେ ନାହାନ୍ତି ଼଼଼଼
ଏ ଗୀତ କେବେ ପୁରୁଣା ହେବନାହିଁ ।
ସତରେ ଯଦି କେଉଁ ସୁନ୍ଦରୀ ତରୁଣୀ କୂଅରୁ ପାଣି କାଡୁଥାଏ, ତାର ସୁନ୍ଦରତା ଦୁଇଗୁଣ ହୋଇଯାଏ
୧୯୯୭ ର ସୁପର ହିଟ୍ ଗିତ 💘💘💘👌👌👌👌🙏🏾
Mo janma barsara gita
No 199-2000
ଏହି ଗୀତକୁ କିଏ ଆଜି ଦେଖୁଛ comment କର
Mu dekhuchi aau sunuchi...video song😊
❤❤
😅
Mu dekhu nahi sunu chi
@@bsspeedgamerofficial931 satare ki
ଅତି ସୁନ୍ଦର ଗୀତ ହୃଦୟକୁ ଛୁଇଁଲା ଭଳି👌👌👌👌👌👌👌👌👌👌👌
ଅତୀତ ଏମିତି ଏକ ସ୍ମୃତି ଫୁଲ ଟିଏ
ଯେତେ ବାସି ହୁଏ ସେତେ ବାସୁଥାଏ✍️
ଜୟ ଜଗନ୍ନାଥ ସ୍ୱାମୀ🙌
People who still listen to this in 2025 are legends 🎉😊
ଏ ହିରୋ କୁଆଡେ ଗଲେ। I miss you
I miss u sir ......gaon majhire Chandini ...😇😇😇🇲🇰🌃♥️🌺🔯🥰😂🥰🥰🥰🥰🥰😅😊😅🥰😅🥰🥰🥰💴📟☎️💸☎️💸💶🔌💶🖨️💶💻💴📞💵💸📞💵📠💶⌨️💶📠💶📟💴📞💸💸🖨️💴🖨️💶📠💵💸📞💴⌨️💶⌨️💶📠💴📞💸💵🔋💻🔌💴📠🖥️📟💴📟📀🔌💴🔌💻🔌💻📠💻📠🖥️📠🖥️🖥️🖥️🖥️🎭💿🎬💾🎬💻🔋💻🔋⌨️⌨️🎬💸⌨️🔋⌨️
ଏଇ ଗୀତ ଶୁଣିଲା ପରେ ମ ପରି କେଉଁ ମାନେ ନିଜପିଲାଦୀନ କୁ ମିସ୍ କରୁଛ 😢😢
ସେ କି ଦିନ ଥିଲା....👌
କେତେ ସୁନ୍ଦର ଦିନ ଥିଲା😓😓😓
2020 re kiye kiye sunucha like Kara😘😘😍😍
2020 mu sunichi
Mee too
Mu
I love this song
Nyc song
A gita ama 9th class tym ra.a gita sunile mo pila dina mane padijae.bahut sundar samaya thhila.i miss .mo pilla dina
Old is gold... very nice.. remembered our childhood...
..
Nice song
Thanks
@@niranvishal4970 a
2019 କେଉଁ କେଉଁ ଭାଇ ମାନେ ଏ ଗୀତ ଶୁଣୁଛ ଲାଇକ କର ନିଶ୍ଚୟ
Nice.kuade gale a smart boy .chandan
JOSHI KISOR ENJOYING
I love you song
Like kale jan 2 tankia chaula 2kg miliba?😁😁😁
Mu
କେଡେ ସୁନ୍ଦର ମୋ ଓଡ଼ିଆ ଭାଷା 🙏🙏🙏🥰🥰🥰,,
ଏ ଗୀତ ଭଳି ଆଉ ଏବେ ଗୀତ ଶୁଣିବାକୁ ମିଲୁନି ଏବେ କl ଗୀତର କିଛି ମାନେ ନାହିଁ କି ସ୍ଵର ବି ନାହିଁ l ସତ ରେ ଛୋଟ ବେଳେ ଯୋଉ ଗୀତ ସେ ସବୁ ବେଳେ ମନେ ପଡିବ l
Right
Right
Old is gold ❤❤❤ bahut sunder video au cute song emiti song sunile mind fresh haijauchi ❤❤❤❤❤
ସୂରୁପ ନାୟକଙ୍କ ଗୀତ ଭଲ ପାଉଥିଲେ ଗୋଟେ ଲାଇକ ହେଇଯାଉ । ସୂରୁପ ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 😭 । ତାଙ୍କ ଆତ୍ମାର ସତ୍ଗତି କାମନା କରୁଛି 🙏 ॐ ଶାନ୍ତି 🙏🙏
Actor and actress name??
It was the time when Odia Album industry was at its peak...
😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
ବହୁତ ସୁନ୍ଦର ଏହି ଗୀତ ସତରେ ଏ ଗୀତ ଶୁଣିଲେ ପିଲା ଦିନ କଥା ମନେ ପଡ଼େ ବହୁତ miss କରୁଛି ପିଲା ଦିନ ସୃତି
ସେ time ର love ରେ ପବିତ୍ରତା ଥିଲା ❤❤❤❤❤❤❤❤❤❤❤❤ ସେଇ ଗାଁ ସେଇ ଗଛ ସେଇ ପାଣି ପବନ ରେ ଗୋଟିଏ ନିଆରା ମଧୁର ମୂର୍ଚ୍ଛନା ଥିଲା ମନେ ହୁଏ ଯେମିତି ସ୍ୱର୍ଗ ❤❤❤❤❤❤
ମା ରାଣ
Feel ଗୋଟେ ଅଲଗା ଥିଲା
ହୁଦୟ କୁ ଛୁଁଏଲା ଗୀତ ଟା ଭାରି ସୁନ୍ଦର
Best odia song
Song
Hai
କେଉଁ ଗାଁରେ ଗୀତ ଟି shoot ହୋଇଥିଲା, ବହୁତ ସୁନ୍ଦର ଗାଁ ଟି ସତେ ଯେମିତି ଏହି ଗୀତ ଟି ପାଇଁ ଗାଁ ଟି ଆଦିତ୍ୱିୟ
Aziz sir nka voice 😊😊❤😊😊 wah wah
ଏବେବି ଗୀତଟି ତାର ମାଦକତାପୂର୍ଣ୍ଣ ରସରେ ସମସ୍ତଙ୍କୁ ମତୁଆଲା କରିପକଉଛି।
2025 re bi ae song ta kia kia sunuchhanti once again like ❤❤❤🎉😊
ସେ ପିଲା ଦିନ ଗୀତ ଜୀବନରେ ସ୍ମୃତି ହୋଇ ରହିଯିବ। ❤️❤️
ଓଡ଼ିଆ ଭାଇ ଭଉଣୀ like କର
Hmm gote onida tv re Pura Sahi Loka basi dekhiba alaga prakar khusi 🥺🥺
2023 ରେ କଉମନେ ଏ ଗୀତ ଶୁଣୁଚ ଲାଇକ କର👍👍👍
What a beautiful voice Mohammad Aziz sir, Your contribution to Odiya film industry will be remembered for ages. My very favourite singer. RIP sir.
I am the biggest fan of MD Aziz on Earth
One and only kind.
Pop🥐🥐🥐
@@Rashmiranjan999 😀🙏
❤️
Without autotune, today's generation can never feel the original soulful voice of singers...
2023.... Still incomparable...this voice omg
Bro now 2024 but this song feels a omg😊😊😊
This song famous for MD Aziz sir voice.... Hatssoff mr Aziz sir such A beautiful voice for All Odia song's.. remaining my childhood memories
RIP MOHAMMED AZIZ
😔😔😔😔😔
Super song my childhood song
ଭାଈ ଏ ଗୀତ ବହୁତ ପୁରୁଣା ହେଲେ ବି ଆମ ମନରେ ଅଛି ❤️❤️❤️❤️❤️❤️
One of my all time favorite odia song. I even sang this during my college days in college fests and election campaigns. The music and lyrics are really incredible but the singing of Mohd. Aziz takes to another level altogether.
Yes u are absolutely right
Who would sing this song in election campaign 😅😅😅
@@ssp9645 m
@@santasakumarapto7991 ³³
@@santasakumarapto7991
Bahhut sundar geeta ..Amazing voice sir ..RIP..M Aziz.
Aji ka date re bi ae song ra loka priyata achhi ,old is gold
ରଜ ରେ ଯେଉଁମାନେ ଦେଖୁଛନ୍ତି like କରନ୍ତୁ
Golden era of Odia Album industry..
Beautiful song from wonderful voice of Md. Ajij Sir..Also the choreography is excellent..
ଏ ଗୀତ ଶୁଣିଲେ ମନ ଖୁସି ହେଉଯାଉଥାଏ ସେ ସମୟରେ ମନେ ମନେ ହିରୋ ଭଳି ଲାଗେ
ସୁନ୍ଦର ଅଭିନୟ ଏ କଳାକାର ମାନଙ୍କର ।।।।
Nice song 👌👌👌👌... childhood memories...
Hay
6371201662
Hello 👍👍
Llll
Bhala memory tamara
Bhai ea sabu song sunile sabu old story mane padijai akhiru luha ase 💔💔💔
ପିଲା ଦିନର ଏଇ ଗୀତ କାହାକୁ ଭଲ ଲାଗେ 2020 ରେ କେତେ ଜଣ ଦେଖୁଚ like Kara
2024 re dekhuchi😊😊😊
Kie kie ebe e song sunuchha like kara
Mu
Mo data recharge karibuki
kain like karibu bey
Bahut sundar odia geeta.. evergreen song of odia industry
2024/6/14 Pahili Roja ? ghare basiki sunuthili😢😊 Au kain se dina😢
ଆଜି ବି ମନେ ପଡେ ପିଲା ଦିନର ଗୀତ
ସୁନ୍ଦର ଗୀତ ever green ସବୁ ବେଳେ ନୂଆ ନୂଆ ଲାଗେ
Beautiful song, really it's ❤ love pain, lovely 2025
Such a beautiful Song
Salute to Music Director Saroj Nanda Sir for making such a Beautiful composition Miss u Sir And salute to my favorite Mohd. Aziz
Miss u Sir.
U both are now in the heaven and in our heart too
& u forgot the lyricist brother..one of the legend swaroop Nayak sir
@@fullmoonbehera5753 Oh absolutely Thanks to Lyricist Swaroop Kayak Sir🙏
I am listening in 2020 at 3:00 night 😂😂😂😂😂😂
2019 not buy smart phone
ବବିତା ରାଉତ କନ୍ କରୁଚ
5 AM 😊😊
Hiii kabita
Hii
बहुत अच्छा लगता है मुझे एक गाना इसके लिए मैं कभी-कभी सुन ले क्योंगाएगी
One of the greatest singer MD Ajiz miss you sir. Evergreen song , କେବେବି ଶୁଣିବ ଭଲ ଲାଗିବ
So beautiful song
Golden time of odia album.....you can't compare it in present time...
2024 ରେ କିଏ ଏ ଗୀତ ଶୁଣୁଛ coment କର
Really m just remembering my child hood period...when I was 8years old really this song makes me cry.......
Mee too...
Satare bhai
I was in 4th class me too
I was in 7th class
What's there to make u cry bro? So funny 😂😂
ପୂର୍ବର ଏଇ ହୃଦୟସ୍ପର୍ଶୀ ଗୀତ ସାମ୍ନାରେ ଆଜିର dj song ବି କିଛି ନୁହଁ .. !
ଆଜି ର dj song ରେ ସେ ମଜା କାହିଁ
Totally agree 👍
25 year's hei jiba ae song suni asu chi.ajibi nuaa nuaa lagu chi.
Aji bi e gita nua bhali laguchi jou mane agree Plz like kara
ଅତୀତ ର ବାସ୍ତବତା ... Golden Song😢
2025 ରେ କିଏ ଦେଖୁଛ❤❤❤
Kie mate mo pila dina anideba😭😭
Abhula se smruti☹️
ଫଗୁଣ ର ପରସ ରେ ଋତୁ ର ରଙ୍ଗ ବଦଳିଲା ପରି ସମୟ ମଧ୍ୟ ବଦଳୁଛି କିନ୍ତୁ ଏ ଗୀତ ଶୁଣିଲା ପରେ ମାନେ ପଡ଼ିଯାଏ ଅତୀତ ରେ ହଜିଯାଇଥିବା ସେ ପିଲା ଦିନ ।