ความคิดเห็น •

  • @ranjanpatra5342
    @ranjanpatra5342 8 หลายเดือนก่อน +119

    ମନ ଚୋରି ହୁଏ ବୋଲି,, କାହାଣୀରେ ଶୁଣିଥିଲି
    ତତେ ଦେଖିଦେଲାପରେ ଆପେ ଆପେ ବୁଝିଗଲି,,,,,what a line 👌👌👌

  • @ramitkumarbindhani8093
    @ramitkumarbindhani8093 8 หลายเดือนก่อน +147

    ଯାହା ହେଉ ମୁଁ 90s ରେ ଜନ୍ମ ହୋଇଥିଲି ବୋଲି ଆଜି ଏହି ଗୀତର ସ୍ୱାଦ ଚାଖି ପାରିଛି.. କୋଟି ପ୍ରଣାମ ସେ ଗୀତିକାରଙ୍କୁ❤❤❤🙏🙏🙏🙏🙏🙏🙏

    • @bijaykumar44
      @bijaykumar44 2 หลายเดือนก่อน +3

      What a song bro..👌

    • @LALITGURU-o4p
      @LALITGURU-o4p 2 หลายเดือนก่อน +4

      My birth is 1992 I miss my childhood brother

    • @kunalmoharana3346
      @kunalmoharana3346 หลายเดือนก่อน

      Bhai au sedina kn asiba.

    • @A1.AKASHGAMER
      @A1.AKASHGAMER หลายเดือนก่อน

      You

    • @banabiharinaik22
      @banabiharinaik22 หลายเดือนก่อน

      ମୁଁ ବି ଆଞା so sweet memories

  • @DesiVlogger8293
    @DesiVlogger8293 6 หลายเดือนก่อน +207

    ୨୦୨୪ ଏପ୍ରିଲ ରେ କିଏ କିଏ ଶୁଣୁଚ ଲାଇକ କର ଆଉ ସେଇଟା ପୁଣି ରାତି ୨ ଟା ପରେ ❤☺️☺️☺️🙌

    • @soumyaranjantripathy1252
      @soumyaranjantripathy1252 5 หลายเดือนก่อน +7

      Mu😂

    • @dhaneswarsahoo7651
      @dhaneswarsahoo7651 5 หลายเดือนก่อน +3

      Bhai nida laguniki aau ratire
      Love helat😊😊

    • @_random_info
      @_random_info 5 หลายเดือนก่อน +3

      Bhai morning walk Gita 4ta belaku 😂😂

    • @DesiVlogger8293
      @DesiVlogger8293 5 หลายเดือนก่อน

      @@dhaneswarsahoo7651 😂😂🤗

    • @Blackevil0
      @Blackevil0 5 หลายเดือนก่อน

      May 2024😂

  • @krushnachandramahankuda7184
    @krushnachandramahankuda7184 2 ปีที่แล้ว +1160

    ଏବେ ବି ଏ ଗିତ କିଏ କିଏ ଶୁଣୁଛ LIKE 👍 କର || ମୋର FAVOURITE SONGS ର ଗୋଟେ ଇ ଗୀତ .....(I LIKE IT)👌👌👌

  • @ritusahu1268
    @ritusahu1268 ปีที่แล้ว +146

    ଏହି ଗୀତ ଶୁଣିଲେ ପିଲାବେଳର କଥା ମାନେ ପଡି ଯାଏ.✨️କେତେ ଭଲଥିଲା ସେ ଦିନ

  • @Madhaba_Dora
    @Madhaba_Dora 10 หลายเดือนก่อน +680

    ୨୦୨୪ ରେ ଯେଉଁମାନେ ଶୁଣୁଛ attendance here.......✋✋✋

  • @tukunabhatta7321
    @tukunabhatta7321 2 ปีที่แล้ว +302

    A ଗୀତ ଶୁଣିଲେ ରାତିରେ ନିଦ ହବ...ଯେତେ ମନ ଦୁଃଖ ଥାଉ ସେତେ ବେଳେ ଏ ଗୀତ ଶୁଣିଲେ ସବୁ ଦୁଃଖ କଟିଯିବ

  • @AmritaJeevanJyoti
    @AmritaJeevanJyoti 10 หลายเดือนก่อน +18

    ତୁ ଚାଲୁଥିଲୁ ତୋ ବାଟରେ
    ମୁଁ ଚାଲୁଥିଲି ମୋ ବାଟରେ
    ଜୀବନର ଅଙ୍କାବଙ୍କା ରାସ୍ତାରେ
    ମନ ହଜିଗଲା ଅଧା ବାଟରେ...✍️
    ଜୟ ଜଗନ୍ନାଥ ସ୍ୱାମୀ🙌

  • @TheOdiaTrader
    @TheOdiaTrader 2 ปีที่แล้ว +113

    *ପିଲା ଦିନ କୁ ଫେରି ଗଲା ପରି ଲାଗୁଛି* 😢

  • @mukeshkumarpatel1407
    @mukeshkumarpatel1407 2 ปีที่แล้ว +237

    ଆଗର୍ ଓଡ଼ିଆ album song ମାନେ ପୁରା jabardast evergreen ଥିଲା ❤️

    • @sasmitahati6018
      @sasmitahati6018 ปีที่แล้ว +2

      Absolutely right

    • @firojsahoo3045
      @firojsahoo3045 ปีที่แล้ว +1

      ଆବିକା ଆଉ ସେ କାଳ ପଖାଳ ନାହିଁ ଭାଇ

    • @bleedblast3085
      @bleedblast3085 20 วันที่ผ่านมา

      L

  • @Kanhucharanpatra45
    @Kanhucharanpatra45 11 หลายเดือนก่อน +43

    ସୁନ୍ଦର ତୃପ୍ତିର ଅବସାନ ନାହିଁ ଯେତେ ଶୁଣୁଥିଲେ ନୂଆଁ ଲାଗେ... ଏ ଗୀତ କାହାକୁ ଶୁଣି ଭଲ ଲାଗୁଚି like କର

  • @GPLViral8116
    @GPLViral8116 ปีที่แล้ว +80

    କେତେ ଭଲଥିଲା ସେଦିନ.... ଆଉ କେବେବି ଆସିବନି.. ଭାବିଲେ ଦୁଃଖ ଲାଗୁଛି 😭...

  • @alekh123vai
    @alekh123vai 3 ปีที่แล้ว +123

    One of the my time fevoright song ❤️❤️❤️,,, ସତରେ ମନ ଚୋରିହୋଇଯାଏ କାହା ପ୍ରେମ ରେ,❤️❤️❤️

  • @sangramodiabloger
    @sangramodiabloger 4 หลายเดือนก่อน +148

    2024 ରେ କିଏ ଶୁଣୁଚ ଲାଇକି କର❤

    • @Jagara2413
      @Jagara2413 3 หลายเดือนก่อน +4

    • @gyana301
      @gyana301 หลายเดือนก่อน

      Kn pain..like kale kn Paisa daba ki ..

    • @deepakbehera6287
      @deepakbehera6287 หลายเดือนก่อน

      ମୁଁ

    • @reyansh870
      @reyansh870 หลายเดือนก่อน

      Mu daily sune

    • @NarendraMaharana-l3b
      @NarendraMaharana-l3b หลายเดือนก่อน

      Mu abe bi sune...

  • @chiranjibsahu3475
    @chiranjibsahu3475 ปีที่แล้ว +761

    ଜହ୍ନ ହସେ ଆକାଶ ରେ ସଞ୍ଜ ନଇଁଗଲା ପରେ ତୁ ହସୁଛୁୂ ମୋ ଆଖିରେ ଅନ୍ଧାର ରେ ଆଲୁଅ ରେ ଏହି ସୁନ୍ଦର line ପାଇଁ ଲାଇକ ଗୋଟେ ହେଇଯାଉ

    • @SanjayBehera-of1sh
      @SanjayBehera-of1sh ปีที่แล้ว +23

      such a nice lyrics💌💕💗

    • @subhamsahu9088
      @subhamsahu9088 ปีที่แล้ว +9

      Iike jaka karichi gala na nai dekha 😂

    • @subhamsahu9088
      @subhamsahu9088 ปีที่แล้ว +4

      Ki dialogue ba 😆

    • @skrider6299
      @skrider6299 ปีที่แล้ว +5

      ​@@SanjayBehera-of1sh❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

    • @reshma6888
      @reshma6888 ปีที่แล้ว +2

  • @prasantakunda9308
    @prasantakunda9308 2 ปีที่แล้ว +222

    🙏🌹ନିର୍ଭୟ 🌹 🙏 ଭାଇ ଆପଣଙ୍କୁ ପ୍ରଥମେ ଧନ୍ୟବାଦ।miss u childhood ❣️❣️🌹
    ୧-'ତୁ ଚାଲୁଥିଲୁ ତୋ ବାଟରେ
    ମୁଁ ଚାଲୁଥିଲି ମୋ ବାଟରେ'!....(୨ଥର)
    'ଦେଖା ହେଲା ତୋର ମୋର ଯୋଉଠି
    ମନ ହଜିଗଲା ସେଇଠି ସେଇଠି'!....(୨ଥର)
    ତୁ ଚାଲୁଥିଲୁ ତୋ ବାଟରେ
    ମୁଁ ଚାଲୁଥିଲି ମୋ ବାଟରେ।
    ୨-'ମନ ଚୋରି ହୁଏ ବୋଲି
    କାହାଣୀ ରେ ଶୁଣିଥିଲି
    ତତେ ଦେଖି ଦେଲା ପରେ
    ଆପେ ଆପେ ବୁଝିଗଲି'!.....(୨ ଥର)
    "ତୋ ପରି ଝିଅ ଟିଏ
    ସପନର ଦେଖିଥିଲି
    କେବେ ପୁଣି ଦେଖାହେବ
    ମନେ ମନେ ଖୋଜୁଥିଲି
    ଆଖି ସାଥେ ଆଖି ହେଲା ଏକାଠି
    ପାରିଲିନି ଆଉ ଲେଉଟି ଲେଉଟି"!...(୨ ଥର)
    ତୁ ଚାଲୁଥିଲୁ ତୋ ବାଟରେ
    ମୁଁ ଚାଲୁଥିଲି ମୋ ବାଟରେ।
    ୩- "ଜହ୍ନ ହସେ ଆକାଶରେ
    ସଞ୍ଜ ନଇ ଗଲାବେଳେ
    ତୁ ହସୁଛୁ ମୋ ଆଖିରେ
    ଅନ୍ଧାରରେ ଆଲୁଅରେ"!.....(୨ ଥର)
    'ମନ ମନ୍ଦିରରେ ମୋର
    ସାଜିବୁତୁ ପୂଜାରିନି
    ମିଳନର ଇଲାକାରେ
    ମୁଁ ରାଜା ତୁ ରାଣୀ
    ଖୋଜୁଛି ମୁଁ ତତେ ଯେବେ ଯେଉଁଠି
    ଲାଗୁଛି ତୁ ଅଛୁ ଏଇଠି କୋଉଠି'...(୨ ଥର)
    ତୁ ଚାଲୁଥିଲୁ ତୋ ବାଟରେ
    ମୁଁ ଚାଲୁଥିଲି ମୋ ବାଟରେ
    ଦେଖା ହେଲା ତୋର ମୋର ଯୋଉଠି
    ମନ ହଜିଗଲା ସେଇଠି ସେଇଠି
    ମନ ହଜିଗଲା ସେଇଠି ସେଇଠି।

  • @chiranjibsahu3475
    @chiranjibsahu3475 3 ปีที่แล้ว +1686

    ମନ ଚୋରି ହୁଏ ବୋଲି କାହାଣୀ ରେ ଶୁଣିଥିଲି ତୋତେ ଦେଖିଦେଲା ପରେ ଆପେ ଆପେ ବୁଝିଗଲି ଏହି ଲାଇନ ପାଇଁ ଗୋଟେ ଲାଇକ ହେଇଯାଉ

  • @firojsahoo3045
    @firojsahoo3045 11 หลายเดือนก่อน +29

    2024ରେ କିଏ କିଏ ଶୁଣୁଚ like hear👍👍👍👍

  • @sanjibmajhiyadav9746
    @sanjibmajhiyadav9746 3 ปีที่แล้ว +144

    ରାତିରେ ଶୋଇଲା ବେଳେ ପ୍ରାୟ ସବୁ ଦିନ ଏହି ଗୀତ ଶୁଣେ ଏ ଭଳିଆ ଗୀତ ବୋଧେ ଆଉ ଆସିବନି ବାଃ ବାଃ ❤️❤️

    • @jhunu912
      @jhunu912 3 ปีที่แล้ว +4

      Asiba ma

    • @sanjibmajhiyadav9746
      @sanjibmajhiyadav9746 3 ปีที่แล้ว +3

      @@jhunu912 kuade

    • @jhunu912
      @jhunu912 3 ปีที่แล้ว +2

      Where r u from

    • @jhunu912
      @jhunu912 3 ปีที่แล้ว +2

      @@sanjibmajhiyadav9746 kn kahila jj bujhilani

    • @sibachoudhury9622
      @sibachoudhury9622 3 ปีที่แล้ว +1

      @@jhunu912 bb just b

  • @musicofodisha435
    @musicofodisha435 11 หลายเดือนก่อน +28

    2001 ମସିହାର ଗୀତ ଆଜି ବି ଶୁଣିଲେ ନୂଆଁ ଲାଗୁଛି ସେତେବେଳେ ପ୍ରେମ କଣ ଆମେ ଜାଣି ନ ଥିଲୁ ଏଇ ଗୀତ ରେ ହିଁ ମୋର ପ୍ରେମ ଆରମ୍ଭ ହୋଇଥିଲା ଏଇ ଗୀତ କୁ ଯେତେ ଶୁଣିଲେ ବି ମନ ବୁଝେନା ଆଉ ଥରେ ଶୁଣିବାକୁ ଇଛା ହୁଏ ଆଇଲଭୟୁ ମଳୟ ସାର୍ ଆଇଲଭୟୁ ଉଦିତ୍ ସାର୍

    • @SibaSiba-q4v
      @SibaSiba-q4v 8 หลายเดือนก่อน

      Thanks2001 masiha ro boli janili ☺️

  • @Shorts__09477
    @Shorts__09477 ปีที่แล้ว +47

    ଏଇ ଗୀତ ସୁଣିଲେ ଛୋଟ ବେଲର କଥା ମନେ ପଡି ଯାଏ ସପ୍ତମ Class Ra ଲଭ୍ ଷ୍ଟୋରି My childhood song I love this song❤️❤️

    • @subhamkhatua5889
      @subhamkhatua5889 9 หลายเดือนก่อน

      ଭାଈ କଉ ବେଲ କି😂😂

    • @umashankarrath3602
      @umashankarrath3602 หลายเดือนก่อน

      ଆରେ ତୁ ତ ଷଷ୍ଠରୁ ନଷ୍ଟ 😂

  • @beingodia1227
    @beingodia1227 4 ปีที่แล้ว +166

    ହେ ପ୍ରଭୁ ମତେ ଫେରାଇ ଦେ ମୋ ପିଲା ଦିନ 😔

    • @chikunchiku1439
      @chikunchiku1439 ปีที่แล้ว +2

      🥺🥺🥺

    • @jagatacharya3809
      @jagatacharya3809 ปีที่แล้ว +2

      Au asiba ni

    • @sibanirana4401
      @sibanirana4401 ปีที่แล้ว +1

      Au thare mariki janma hele

    • @padmahaiba5172
      @padmahaiba5172 ปีที่แล้ว

      😢😢😢

    • @bulunag2924
      @bulunag2924 8 หลายเดือนก่อน +1

      Feri aasu se pila dina puni thare boli mana bhabe kintu aau feri bani

  • @mrsidhant6786
    @mrsidhant6786 ปีที่แล้ว +915

    ୨୦୨୩ ରେ କିଏ କିଏ ଶୁଣୁଛ ଲାଇକ କର 😅

  • @LOKESHKUMAR-tn8vq
    @LOKESHKUMAR-tn8vq ปีที่แล้ว +2

    I Love ଉଦିତ୍ ନାରାୟଣ

  • @sunilkumarswain5322
    @sunilkumarswain5322 ปีที่แล้ว +39

    ମନ ଚୋରି ହେଲା ଲାଇନ ଟି ବହୁତ ଭଲ ଲାଗୁଚି 👌👌👌👌🌹🌹🌹

  • @Raja.pinky143
    @Raja.pinky143 ปีที่แล้ว +21

    ଏଇ ଗୀତ ପାଇଁ ଆଉ କିଛି ଶବ୍ଦ ନାହିଁ ,such a beautiful track👌

  • @dwijendrasial9662
    @dwijendrasial9662 7 หลายเดือนก่อน +1

    ମନ ଚୋରି ହୁଏ ବୋଲି line is ❤❤❤

  • @Manisha_5890malick
    @Manisha_5890malick ปีที่แล้ว +8

    Sritam sir nka ra ei sundar gita pain like comment heijau

  • @prabhatkumarsahoo8555
    @prabhatkumarsahoo8555 4 ปีที่แล้ว +51

    Udit narayan best odia song👌👍

  • @GaneshSahu-ni2eh
    @GaneshSahu-ni2eh ปีที่แล้ว +2

    Bhala video 🎉❤

  • @bhagirathisahoojaga.garadh498
    @bhagirathisahoojaga.garadh498 3 ปีที่แล้ว +5

    ଏ ଗୀତ ର ସମସ୍ତ ସଂଗୀତ ନିର୍ଦ୍ଦେଶକ ଓ ଗୀତି କାର ଓ କଣ୍ଠ ଶିଳ୍ପୀ ଉଦିତ୍ ନାରାୟଣ ସାର୍ ଙ୍କୁ ମୋ ର ଧନ୍ୟ ବାଦ୍ ସାର୍ ଅଭିନନ୍ଦନ ଶୁଭେଚ୍ଛା ଶୁଭ କାମନା ସମସ୍ତଙ୍କୁ ମୋର ହୃଦୟ ରୁ ଭଲ ପାଇବା ଓଡ଼ିଆ ଗୀତ ଆପଣ ଯେତେ ସବୁ ଗାଉଛନ୍ତି ସବୁ ଗୀତ ସୁପର୍ ହିଟ୍ ସୁପର୍ ହିଟ୍ ଭଲ ସୁନ୍ଦର ଗୀତ ପୁରୁଣା ଆଲବମ୍ ଗୀତ ସବୁବେଳେ ନୁଆ ଅମର ଗୀତ

  • @akshayakumarmishra378
    @akshayakumarmishra378 8 หลายเดือนก่อน +2

    ଏଇ ଗୀତ ଟି ଓଡ଼ିଆ ର ଏକ ଏଭର ଗ୍ରୀନ ଗୀତ.. ଯାହାକି କେଭେ ପୁରୁଣା ହେବନି...ଯେତେ ଶୁଣିଲେ ବି ନୂଆ ନୂଆ ଲାଗେ..❤❤

  • @dibakarharijan5748
    @dibakarharijan5748 11 หลายเดือนก่อน +6

    ବୋହୁତ ବୋହୁତ ସୁନ୍ଦର୍ ଅତି ସୁନ୍ଦର ମନକୁ ଛୁଇଁ ଯିବଏହି ଗୀତ ❤❤❤

  • @dpk350
    @dpk350 4 ปีที่แล้ว +442

    ମନ ଚୋରି ହୁଏ ବୋଲି କାହାଣୀରେ ଶୁଣିଥିଲି
    ତୋତେ ଦେଖିଦେଲା ପରେ ଆପେ ଆପେ ବୁଝିଗଲି।
    ଏହି ଲାଇନ ପାଇଁ ଗୋଟେ ଲାଇକ୍ ହେଇଯାଉ।

  • @sunilsahoo3446
    @sunilsahoo3446 ปีที่แล้ว +1

    ଗୁଲୁସନ ଲଭ ୟୁ ❤😂😢

  • @LoveSambalpuriMix
    @LoveSambalpuriMix 3 ปีที่แล้ว +116

    2021 କେଉଁ କେଉଁ ଭାଇ ମାନେ ଏ ଗୀତ ଶୁଣୁଛ ଲାଇକ କର ନିଶ୍ଚୟ 👍✅💞

  • @pankajinikishan1359
    @pankajinikishan1359 ปีที่แล้ว +3

    Kete meaningful song ta with kete madhura suniba ku 🥰

  • @PrasantaMahanta-b4p
    @PrasantaMahanta-b4p 8 หลายเดือนก่อน +2

    Love from Keonjhar, Odisha❤

  • @sarthakkumar3355
    @sarthakkumar3355 2 ปีที่แล้ว +137

    ଏମିତି ଜଣେ ମୋ ଜୀବନ ରେ ଆସି ଥିଲା ଏଗାର ବର୍ଷ ତଳେ , ଏବେ ବି ତାକୁ ଖୋଜି ବୁଲୁଚି ...ହେଲେ ପାଉନି ତାକୁ ...କି କେବେ ପାଇବି ସେକଥା ବି ଜାଣିନି ...😥😥😥😥 . ଚାହିଁଲେ ବି ମନରୁ ଲିଭେଇ ପାରୁନି 😥😥😥😥😥

    • @buluprasad4170
      @buluprasad4170 ปีที่แล้ว +8

      ନିଶ୍ଚିତ ଫେରିବ ସିଏ

    • @kanchankanchansahoo9771
      @kanchankanchansahoo9771 ปีที่แล้ว +5

      Se feribani

    • @rajibbehera7370
      @rajibbehera7370 ปีที่แล้ว +10

      Dine na dine se jhia tuma saha dekha heba..setebele tuma heart changing asiba..good luck

    • @satyajitmallick804
      @satyajitmallick804 ปีที่แล้ว +4

      Bhai dekh hba but Tama bhitre Prema au nthiba sabu samya chdeinie bro

    • @lordk4k4shi3
      @lordk4k4shi3 ปีที่แล้ว +1

      May be she is your twinflame

  • @sankarkumarbehera3954
    @sankarkumarbehera3954 7 หลายเดือนก่อน +4

    ଯାହା ହଉ ମୁ 1984ବର୍ଷରେ ଜନ୍ମ ହେଇଥିଲି ବୋଲି ସବୁ ଗାୟକ ଙ୍କୁ ଠାରୁ udit sanu ଙ୍କ ଗୀତ ନିଆରା

  • @Ajaykumar-yv2px
    @Ajaykumar-yv2px 2 ปีที่แล้ว +5

    ମୋ ଜୀବନର ପ୍ରଥମ ଅଡିଓ cassets କିଣିବା ମୁଁ ରାଜା ତୁ ରାଣୀ i heartly love this song for ever ❤️❤️❤️

  • @SipuJena-cv7cp
    @SipuJena-cv7cp ปีที่แล้ว +18

    ଏପରି ସୁନ୍ଦର ଗୀତ ଆମେଖୋଜିଲେ ଆଉ ପାଇବାନାହିଁ ସତରେ ଏ ଗୀତ ଶୁଣିଲେ ମନ କୋଉଠି ହଜେଇଥିଲି ମାନେ ପଡ଼ିଗଲା😢😢😢 ହେଲେ ଏବେ ବାଟ ଅଲଗା

  • @rameshpradhan2324
    @rameshpradhan2324 2 ปีที่แล้ว +87

    ମୋ ଜିବନର ବେଷ୍ଟ ଓଡ଼ିଆ ଗିତ ❤️❤️

    • @deepakssahoo3934
      @deepakssahoo3934 4 หลายเดือนก่อน +1

      The best odia song ever

  • @AswinPatra-gx5mm
    @AswinPatra-gx5mm ปีที่แล้ว +7

    ସତରେ ସେ ଦିନ କେତେ ଭଲ ଥିଲା My child wood memory 😢😢😢😢

  • @Rajesh-mh7cc
    @Rajesh-mh7cc 3 ปีที่แล้ว +22

    ତୁ ଚାଲୁ ଥିଲୁ ତେ ବାଟରେ ମୁଁ ଚାଲୁଥିଲି ମୋ ବାଟରେ ଦେଖା ହେଲା ଯେଉଁଠି ପ୍ରେମ ହେଇଗଲା ସେଇଠି ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️

  • @sanjayjena1969
    @sanjayjena1969 ปีที่แล้ว +60

    Legendary song will never never ever die. Lyrics, Voice, music composition, acting is at highest level.

  • @pratyushsamal3899
    @pratyushsamal3899 ปีที่แล้ว +1

    Song sunila belaku refresh laguchi jemiti thanda Pawan hauchi

  • @chandrasekharsahu9376
    @chandrasekharsahu9376 ปีที่แล้ว +4

    ମୋର ପିଲାଦିନ ସ୍ମୃତି ଗୁଡା ସବୁ ମନେ ପଡ଼ିଗଲା ଏ ଗୀତ ଆଜି ପୁଣି ଶୁଣିବା ପରେ।।।।।।
    ❤️❤️❤️❤️❤️🥰🥰🥰🥰🙆🙆🙆🙆🙆🥰🥰🥰❣️❣️❣️❤️❤️Old is gold

  • @bhagirathisahoojaga.garadh498
    @bhagirathisahoojaga.garadh498 3 ปีที่แล้ว +1143

    ଫେରି ଆସନ୍ତା କି ଫୁଣି ସେ ପିଲା ଦିନ କୁଆଡ଼େ ଗଲା ଆଜି ମନେ ପଡ଼େ ପିଲା ଦିନ କଥା ସ୍କୁଲରେ ପାଠ ପଢି ଆସିଲା ବେଳେ ରାସ୍ତାରେ ଝିଅଙ୍କୁ ଦେଖି ଏ ଗୀତ ମୁଁ ଗାଏ ଭାରି ଭଲ ଲାଗେ ସେ ମୁହୂର୍ତ୍ତ ଅନୁଭବ ନିଜକୁ ଭାବେ ହିରୋ

  • @santoshdas1043
    @santoshdas1043 22 วันที่ผ่านมา +1

    Odia album ku nua jiban deithiba Gita madhya ru ye Gita anyatam ❤️❤️❤️👌👌👌

  • @ahobbyhouse8181
    @ahobbyhouse8181 5 ปีที่แล้ว +61

    Udit narayan sir geeta gudiku jeebanta kari dianti.
    Love u Uditji
    Lots of love from Odisa.

  • @Anilkumarmohanty56
    @Anilkumarmohanty56 ปีที่แล้ว +33

    ମନ ଚୋରି ହୁଏ ବୋଲି କାହାଣୀ ରେ ଶୁଣିଥିଲି
    ଭାଇ ରେ 1000 ଥର ଶୁଣିଲେବି ମନ ଭରୁନି

  • @sunilsahoo3446
    @sunilsahoo3446 ปีที่แล้ว +1

    ମୋ ପିଲା ଦିନ

  • @DScreative1233
    @DScreative1233 ปีที่แล้ว +3

    ଜହ୍ନ ହସେ ଆକାଶ ରେ ସଞ୍ଜ ନଇଁ ଗଲା ପରେ ଲାଇନ୍ ପାଇଁ ଗୋଟେ ଲାଇକ୍ ହେଇଯାଉ

  • @TuniBisoyi-g5t
    @TuniBisoyi-g5t 7 หลายเดือนก่อน +4

    Biti gala Dina feri asantaki a gita sunila pare school life ra lv story mane pade

  • @debanahak5281
    @debanahak5281 7 หลายเดือนก่อน +1

    Lyrics n Singing both are best. Udit jii voice is musical n instrumental💐

  • @bhagirathisahoojaga.garadh498
    @bhagirathisahoojaga.garadh498 3 ปีที่แล้ว +13

    ମୋ ମନ ପସନ୍ଦର ଗୀତ ସବୁଠୁ ସୁନ୍ଦର ଭଲ ମନଛୁଆଁ ହୃଦୟର ମିଠା ମିଠା ଗୀତ ସୁପର୍ ହିଟ୍ ସୁପର୍ ହିଟ୍ ଓଡିଆ ରୋମାଣ୍ଟିକ ଗୀତ

  • @tkpcreation1318
    @tkpcreation1318 4 ปีที่แล้ว +46

    Uditnarayan always best singer
    Of me Unicq style singer better than all
    Indian's best singer ❤️❤️❤️❤️❤️❤️❤️

  • @sibanirana4401
    @sibanirana4401 ปีที่แล้ว

    ୟେ ଗୀତ ଯେତେ ବେଳେ ଶୁଣିଥିଲି ସେତେବଳକୁ ମୁ 5 କ୍ଲାସ ରେ ପଢ଼ୁଥିଲି

  • @Jkl-pooja
    @Jkl-pooja 4 ปีที่แล้ว +41

    ଜହ୍ନ ହସେ ଆକାଶ ରେ ସଞ୍ଜ ନଇଁ ଗଲା ପରେ.. ତୁ ହସୁଛୁ ମୋ ଆଗ ରେ ଅନ୍ଧାର ରେ ଆଲୁଅ ରେ. . ଅତି ଚମତ୍କାର ଗୀତ

  • @jagansahoo967
    @jagansahoo967 3 ปีที่แล้ว +19

    ଏ ଗୀତ ଶୁଣିବା ପରେ ମୋ ପିଲା ଦିନ ର କଥା ମନେ ପଡ଼ିଲା

  • @sarojmohanty6809
    @sarojmohanty6809 7 หลายเดือนก่อน +2

    Sei puruna samaya saha udit narayan, babul suprio & md aziz nka odia song se puni Radio re. Abhula piladina. Ame bayasa badhi jaichi sata but sukha ra dina sabu pachare rahi jaichi....

  • @sabitrisahoo6414
    @sabitrisahoo6414 4 ปีที่แล้ว +153

    It’s refresh my childhood....when I listen it again and again..,,I think I am addicted in this song....

    • @rajeshrout8529
      @rajeshrout8529 3 ปีที่แล้ว +5

      Y gita suni suni baas life bahut duraku naegala.jaaha chahnithile taathu adhika bhagwan deaichhanty

    • @_mr_._bad_._boy
      @_mr_._bad_._boy ปีที่แล้ว +1

      👍 right

  • @RajendraSahoo-gv3ry
    @RajendraSahoo-gv3ry ปีที่แล้ว +5

    ଯାହା କୁହ ଭାଇ old is gold

  • @soul11235
    @soul11235 11 หลายเดือนก่อน +2

    "ଉଦିତ ନାରାୟଣ ଜଣେ ହିନ୍ଦୀ ଗାୟକ" , ସେ ଓଡ଼ିଆ ଭାଷା ପାଇଁ ଏ ଗୀତ ଗାଈ ଓଡ଼ିଶାର ❤ ନାମ ସହ ଓଡ଼ିଆ ଫିଲ୍ମ ଜଗତ ପାଇଁ ଏକ ପ୍ରମୁଖ ସ୍ଥାନ ଅଧିକାର କରଛନ୍ତି🎉

  • @dasharathkallar2360
    @dasharathkallar2360 5 ปีที่แล้ว +92

    ମୁଁ ସବୁ ବେଳେ ଏମିତି ଓଲ୍ଡ ଗିତ ସୁଣେ ଏମିତି ଗିତ ସମସ୍ତ ମନକୁ ଛୁଇଁ ଜିବ 2019

  • @d.das78
    @d.das78 9 หลายเดือนก่อน +16

    This generation will never know the beauty of these songs❤

  • @pragyanayak912
    @pragyanayak912 7 หลายเดือนก่อน +1

    Past is always memorable 😍😍 fantastic song yaar❤❤

  • @copaamericacentario
    @copaamericacentario 3 ปีที่แล้ว +34

    90s...da golden era of music ✌️

  • @abhisheksamal253
    @abhisheksamal253 4 ปีที่แล้ว +15

    Ki dina thila re ❤️pure romantic area. Na phone na social media, real love Felling 😍❤️i am so lucky bcz i am went to 90 golden area😘

  • @GemerRAJkumar
    @GemerRAJkumar 3 หลายเดือนก่อน +2

    ଏଇ ଗୀତ ଆଜିବି କାହା ମନକୁ ଶାନ୍ତି ଦଉଛି କି ?

  • @odvintageyt9772
    @odvintageyt9772 8 หลายเดือนก่อน +7

    Kia Kia piladinaki Miss karuchha like kara

  • @Vicky-BS18
    @Vicky-BS18 5 ปีที่แล้ว +339

    ମନକୁ ଛୁଏଁ ଗଲା ଭଲି ଗୀତ...❤️👌🏻 ସେତେବଳର ଗୀତ ଆଉ ଏବେ କାର ଗୀତ ଭିତରେ ଆକାଶ, ପାତାଳ ଫରକ୍...🙏

  • @jnanaranjansingh6486
    @jnanaranjansingh6486 ปีที่แล้ว +60

    Golden era of odia music world❤️❤️

  • @debendrakumar3757
    @debendrakumar3757 ปีที่แล้ว +1

    Atitaea smruti mana padijae a song re ❤️❤️❤️❤️😭😭😭😭

  • @Rupeshkumar-ew5pf
    @Rupeshkumar-ew5pf ปีที่แล้ว +4

    ସେତେବେଳେ ଏ ଗୀତ ର cassette ଆସିଥାଏ ଆଉ ଏଵେ ଏ ଗୀତ TH-cam ରେ ମିଳିଯାଉଛି ସେ ଦିନ ଆଉ ଆଉ ନାହିଁ 😢😢😢

  • @hadibandhubehera7846
    @hadibandhubehera7846 4 ปีที่แล้ว +59

    Thanks world music, ମୋ ପିଲା ସମୟ 🏃🤾 ସମୟରେ ଏହି ଗିତ ଶୁଣିଥିଲି ।ଆଉ ଆଜି ଆପଣ ମୋ ମୋ ସମସ୍ତ ସାଙ୍ଗ ସାଥି ମାନଙ୍କୁ ଶୁଣେଇ ଦେଲେ । ଏମିତି ଆହୁରି ଅଧିକ ରୁ ଅଧିକ ଗିତ ଅପଲୋଡ଼ କରିବେ।

  • @purnapatra1788
    @purnapatra1788 ปีที่แล้ว

    Song ta school life Katha mane pakei dela. ❤❤❤❤

  • @kalindisethi6329
    @kalindisethi6329 2 ปีที่แล้ว +22

    Don't know why I like this song so much
    Amazing 👏 voice Udit Narayan

  • @kalyanibehera6668
    @kalyanibehera6668 8 หลายเดือนก่อน +1

    Abe kana sehi pari song heiparibaniki I mis old song❤️❤️❤️❤️❤️❤️❤️

  • @sumantakumarpradhan2319
    @sumantakumarpradhan2319 4 ปีที่แล้ว +60

    ୬ଷ୍ଠ ଶ୍ରେଣୀ ପଢ଼ିବା ବେଳର ଗୀତ...ମୋ ପସନ୍ଦର ରୋମାଣ୍ଟିକ୍ ଗୀତ

  • @OllywoodHub
    @OllywoodHub ปีที่แล้ว +6

    Old Is Gold❤

  • @SouravkumarSahoo
    @SouravkumarSahoo ปีที่แล้ว +1

    ଏବେବି ଏ ଗୀତ କୁ କିଏ କିଏ ଶୁଣୁଛନ୍ତି

  • @Bisumobile179
    @Bisumobile179 5 หลายเดือนก่อน +4

    2024 ରେ....7/5/24🙏ଶୁଣିଲି ଖୁସି ଲାଗିଲା

  • @binodsamalofficial
    @binodsamalofficial 2 ปีที่แล้ว +3

    Old is gold ମନେ ପଡେ ସେ ପୁରୁଣା ସ୍ମୃତି

  • @milisahoo3992
    @milisahoo3992 7 หลายเดือนก่อน +1

    Really this song is so memorable in college life . I miss this album .

    • @SubhaRay-rh9qc
      @SubhaRay-rh9qc 7 หลายเดือนก่อน

      😢😢😢😢😢😢😢hii

  • @mousumidasroli4660
    @mousumidasroli4660 4 ปีที่แล้ว +8

    Sritam sir nkara allways mara A song fav

  • @Piku_1947
    @Piku_1947 2 ปีที่แล้ว +24

    Reminds me about my best days~ my childhood 🌼🌼

  • @yashdasdeepu2356
    @yashdasdeepu2356 7 หลายเดือนก่อน +1

    Aji bi manepde ❤❤

  • @radhakrushnapanigrahy7729
    @radhakrushnapanigrahy7729 5 ปีที่แล้ว +9

    a super song by Udit Narayan...i like 100%... i will write it is a super ...a duper....most beautiful song.......

  • @subhakant19
    @subhakant19 5 ปีที่แล้ว +7

    Mana chori hue boli kahani re sunithili...Tate dekhidela pare ape ape bujhigali....my favorite line...what a lyrics...!!! What a song!!! What a voice!!!! Thank u Udit ji....

  • @AlokPra-x3y
    @AlokPra-x3y 5 หลายเดือนก่อน +1

    So nici vidio oo song nici👌👌👌👌🌹🌹🌹

  • @Madhaba_Dora
    @Madhaba_Dora 10 หลายเดือนก่อน +5

    2024......me......amy......here...... attendance....here ✋🔥

  • @krishnaraj5391
    @krishnaraj5391 5 ปีที่แล้ว +37

    Udit ji....legend

  • @ramkaduniya21
    @ramkaduniya21 7 หลายเดือนก่อน +2

    2024 re dekucho ta??😳

  • @pabitraraul2781
    @pabitraraul2781 6 หลายเดือนก่อน +3

    2024 re kia kia sunucha like kara ❤🎉

  • @oldmemory4051
    @oldmemory4051 2 ปีที่แล้ว +64

    It's 11:32 pm
    Suddenly I searched this song nd started listening with closing my eyes . I didn't have a gf yet but don't know why this song affect my heart especially the ending part ❣️

  • @akash-bq8jt
    @akash-bq8jt ปีที่แล้ว +1

    Mana mandira re mora sajibu tu pujarini......😊❤❤❤

  • @LUCIFER-kx3sy
    @LUCIFER-kx3sy ปีที่แล้ว +11

    I m getting little bit emotional... These songs really define our childhood days... 😭😭

  • @rjrojalin1111
    @rjrojalin1111 ปีที่แล้ว +7

    Mind blowing song ❤❤