ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ସନ୍ନ୍ୟାସୀ ଆଉ ସନ୍ନ୍ୟାସୀନୀଙ୍କ ପାଇଁ ବୋଇକୁଣ୍ଠଧାମ ଆଶ୍ରମ ଉପଯୁକ୍ତ ସ୍ଥାନ
ସରକାରୀ ଅଧିକାରୀ ରାଜନୀତି ସହିତ ସଂଶ୍ଳିଷ୍ଟ ରହିଥିଲେ ଏମିତି ଅବସ୍ଥା ସୃଷ୍ଟି ହୁଏ।
କର୍ମ ଫଳ , ମହାଭାରତରେ ଦୁର୍ୟୋଧନ ରାଜା ନଥିଲା, ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କ ଵିଵସତା ପାଇଁ ସେ ସମସ୍ତଙ୍କୁ ହେୟ ଜ୍ଞାନ କରି , ନିଜର ଗର୍ବ, ଅହଂକାର ଯୋଗୁଁ କୁରୁବଂଶ ସହିତ କୁରୁସେନାର ସମୂଳ ଧ୍ବଂସ କଲା , ପାଣ୍ଡୁ ଦମ୍ପତିଙ୍କୁ ନିଜ କଲା କର୍ମ ପାଇଁ ନିଶ୍ଚିତ ଦଣ୍ଡ ଭୋଗିବାକୁ ପଡିବ, ଏହାହିଁ ସୃଷ୍ଟିର ନିୟମ 🙏
Sir, ଚିଠି ଫଣ୍ଡ ଦୁର୍ନୀତି ଉପରେ ଏକ ଏପିସୋଡ କରାନ୍ତୁ।
ମୋହନ ସରକାର ନୁହେଁ ସମସ୍ତେ କୁହନ୍ତୁ ବିଜେପି ସରକାର
ନିଜ ସମ୍ମାନ ରକ୍ଷା ପାଇଁ ସୁଜାତା ପାଣ୍ଡୁ ଭଳି VRS ନେଇଯିବା ଉଚିତ।
ନବୀନା ଚାକିରିଆଙ୍କୁ ଅଘୋଷିତ ମନ୍ତ୍ରି କରିଥିଲା. ରାଜନେତାଙ୍କୁ ପଙ୍ଗୁ କରିଥିଲା. ଧିକ ତୁମ ମୂର୍ଖ ମନ୍ତ୍ରିତ୍ୱ
ପଣ୍ଡିଆନ ଅବସର ନେଇ ସନ୍ୟାସୀ ହୋଇଗଲେ ସୁଜାତା ଅବସର ନେଇ ସନ୍ୟସିନି ହୋଇ ବାବା ଆଉ ମାତାଜି ହୋଇ ରହିବେ ।
ନିବାସ ରେ 😂
@@rasanand1877 ମଦୁଆ ମଠ ରେ ତାଙ୍କପାଇଁ କୁଡ଼ିଆ ତିଆରି ଚାଲିଛି !ମଠାଧୀଶଙ୍କ ବୋତଲ ମାଡ଼ ସହିତ ୟାଙ୍କର ଗଂଜେଇ ମାଡ଼ ବେଶ ଜମିବ !
ସବୁର ତୁରନ୍ତ ତଦନ୍ତ ହେବା ଦରକାର ଏବଂ ଭୁଲ ଥିଲେ କଠୋର ଶାସ୍ତି ଦିଆଯାଉ
ଏ ଦମ୍ପତି ଓଡ଼ିଶା କୁ ଏତେ ଲୁଟିଛନ୍ତି ଯେ ଭାରତ ର ବାର୍ଷିକ ବଜେଟ ହେଇଯିବ, ତେଣୁ vrs ନେଲେ କିଛି ଅସୁବିଧା ନାହିଁ
ଆପଣଂକର ନିଜ ଘରର କଣ ଲୁଟିଚନ୍ତିକି? ଆପଣ କେସ କରିନହାନ୍ତିକି?
@@NirashkumarnayakGodi media kahuchha puni kana pain' dekhanti
Bhai,chora ku samaste chora parika dekha janti
@@Nirashkumarnayak ଯୋଉଠି ias ips ମୂଷା ହୋଇଯାଉଥିଲା ସେଠୀ ସାଧାରଣ ଲୋକ case କଲେ ନ୍ୟାୟ ମିଳିବ ତ
ତାଙ୍କ ବିରୁଦ୍ଧ ରେ ଆସିଥିବା ଦୂର୍ନୀତିର ତଦନ୍ତ ନ ସରିବା ଯାଏ VRS ମଂଜୁରୀ ନ କରା ଯାଉ
ନବୀନ ଦାସ ଙ୍କ ଫାଲତୁ କଥା ଏ ସବୁ। ମୋଦୀ ମିଡିଆ ନବୀନ ଦାସ sir...! ଏହି ବିଷୟ ର ଗୁରୁତ୍ଵ କିଛି ନାହିଁ। ଫାଲତୁ କଥା।
ସୁନ୍ଦର ବିଷଲେଷଣ।ନବୀନ ବାବୁ ନୁହଁ ନବୀନ ଚିଟଫଣ୍ଡ ଚୋର। ଆଦାନୀ ଲୁଟେରା। ଜଗନ୍ନାଥ ଜମି ଲୁଟେରା।
☀️ ଛୁଟି ୬ ମାସ ଦିଆଯାଇଥିଲା ପୁଣି ୬ ମାସ... ବୁଝିଲେ ଆଜ୍ଞା ଏସବୁ ଏମାନଙ୍କ ମିଳିତ ପ୍ଲାନ୍ ! ପୁନଶ୍ଚ ସସମ୍ମାନେ ତାକୁ ଚାକିରିରେ ଯୋଗ ଦେବାର ଏପରି ଡ୍ରାମା... ଦେଖିବାକୁ ବାକି ରହିଲା ବିଜେପି ସରକାର ଏହାର ପରବର୍ତ୍ତୀ ପଦକ୍ଷେପ ଉପରେ...
ସାର ନମସ୍କାର ଆପଣଙ୍କ ବିସ୍ଲେସଣ କୂ ବିଜେଡି ଦଳ ର ନେତା ମାନେ ଟିକେ ଦେଖୁଥିବେ ବୋଲି ଆଶା
Best analices sir
ଧର୍ମେନ୍ଦ୍ର ପ୍ରଧାନ 24 ବର୍ଷ ଓଡିଶା କୁ ବିଜେପି ଶାସନ ଆଣି ପାରିଲେ ନାହିଁ. ତାଙ୍କୁ ରାଷ୍ଟ୍ରୀୟ ଅଦକ୍ଷ କଲେ ଭାରତ ରେ ବିଜେପି ତଳ ମାଳ ହେବ. ଯିଏ 24 ବର୍ଷ ବିଜେପିକୁ କ୍ଷେମାତାକୁ ଆଣି ପାରିଲେ ନାହିଁ. ତାଙ୍କୁ କିପରି ବରଷା କରାଯାଇ ପରେ.
@@KurumaniBarik ଧର୍ମେନ୍ଦ୍ର ହେଉଛନ୍ତି ବଡ ବଲ୍ କିନ୍ତୁ ପାୱାର୍ କମ୍।ଲୋକେ ତାଙ୍କୁ ନାପସନ୍ଦ କରନ୍ତି।
Nabin dash sir good news 🙏🙏🙏
ଭୈରବ ନୁହେଁ, କାଳ ଭୈରବ
🕉️ Jai jagannath 🙏
Ramco Cement କାହାର?
ଏଣେ ମାଇଲେ ଗୋହତ୍ୟା, ତେଣେ ମାଇଲେ ବ୍ରହ୍ମହତ୍ୟା।ଗାଈ ମାରିଲେ ମଲି, ଗାଈ ମାରିଲେ ମଲି।ସୁଜାତା ଙ୍କୁ କେବେବି ବଞ୍ଚାଇ ପାରିବେନି ସୁଲତା।।ଭୈରବଙ୍କ ପଥେ ଚାଲିବାକୁ ହେବ ଖାଲି।।
ସୁଜାତା ଦେବୀ ମୁଖ୍ୟ ମନ୍ତ୍ରୀ ହେଲେ , ସୁଲ ତା ଦେବୀ ତାଙ୍କର ତେନଟ ବାନ୍ଧି ଥାନ୍ତେ,,,
ଆଜ୍ଞା ମହିଳା ସସକ୍ତିକରଣ ନl ରେ ସୁଭଦ୍ରା ଟଙ୍କା ବାଣ୍ଟିବା ଟା କଣ ଟିକେ ନେକ୍ସଟ episode ରେ କହିବେ!!!
ଏଭଳିଆ କରପ୍ଟେଡ ପ୍ରଶାସନିକ ଅଧିକାରୀଙ୍କ କୌଣସିପ୍ରକାର ଓଡ଼ିଶା କ'ଣ ଭାରତର ମଧ୍ଯ ସ୍ଥାନ ନାହିଁ।
ସୁଲତା ଦେଓ ଙ୍କ ଏଥିରେ କଣ ଅଛି ଜଣାଗଲା. ସୁଜାତା ଙ୍କୁ ସେ ଅସୁବିଧା ରେ ପକାଇ ଦେଇ ନାହାନ୍ତି ତ?.
ସୁଜାତା madam ଭାବି ଥିଲେ 6ମାସ ଭିତରେ ନବୀନ ପୁଣି ମୁଖ୍ୟ ମନ୍ତ୍ରୀ ହେବେ । ହେଲେ ଏବେ ବି ଡବଲ ଇଞ୍ଜିନ 😊😅😂
ସୁଜାତା କେନ୍ଦ୍ର କୁ ଯିବା ଭଲ ହେବ.
ଆମ ରାଜ୍ୟସଭା ସଦସ୍ୟା ସୁଲତା ଦେଓ ଜଣେ କଳିହୁଡି ମହିଳା ଭଳି ଆଚରଣ କରୁଛନ୍ତି
ସୁଲତା ଜଣେ କ୍ରୀତଦାସୀ. ତାଙ୍କର ନିଜତ୍ୟ ନାହିଁ
Jay Jagannath sir namaskar very good analysis 🙏🙏
Jay Jagannath Bhai ଏଥରସୁଜାତାପାଳି 😅
ସେ ଯଦି ଦୁର୍ନୀତି କରିନାହାନ୍ତି ତେବେ ତଦନ୍ତ ହେଲେ ତାକୁ ସମ୍ମୁଖିନ ହୁଅନ୍ତୁ
ପୂର୍ବ ସରକାର ଙ୍କ ଯେଉଁ ନିଷ୍ପତ୍ତି ବର୍ତ୍ତମାନ ସରକାର ବିରୋଧ କରୁଥିଲା ଆଜି ଏହି ସରକାର ମଧ୍ୟ AEE & JE CIVIL ENGINEER ଅବସର ପରେ ପୁନଃ ନିଯୁକ୍ତି ଦେବା ସକାଶେ notification ବାହାର କରିଛନ୍ତି & ମେଧାବୀ ଛାତ୍ର ଛାତ୍ରୀ ମାନେ ବେରୋଜକାରି ହୋଇ ରହିଛନ୍ତି
Good analysis by Sj Naveen Dash"Nirbhaya gumara katha"
କର୍ମ ଫଳ
❤️🙏❤️ Jay Sri Jagannath ❤️🙏❤️Srustire Jiye Bi Heuna Karithiba Karmara Fala Bhogiba Sunischia 🙏
ଜୟ ଜଗନ୍ନାଥ
Jagannath jetebele maranti bhala kiri maranti
ଜୟ ଶ୍ରୀ ଜଗନ୍ନାଥ !
ହରଡ଼ଘଣା ରେ ସୁଜାତା ପାଣ୍ଡିଆନ ।VRS ନାମଞ୍ଜୁର ହୋଇପାରେ ସୁଜାତା ପାଣ୍ଡିଆଙ୍କର । କେତେ ଖାଇଛ ହିସାବ ଦିଅ , VRS ନିଅ ।
Sir namaskar....apanaka analysis bahut sundar....
Good news sir pranam
ପକ୍ଷପାଟିତା ର ଏକ ଜ୍ୱଳନ୍ତ ନମୁନା ଯାହା ସ୍ପଷ୍ଠ ବାରିହୋଇପଡୁଛି।
ଆପଣ କି କଥା କହୁଛନ୍ତି ସ୍ୱାମୀ,ସ୍ତ୍ରୀ ଦି ଜଣ ଇସ୍ତଫା ଦେଲେ ଘର ଚଳିବ କେମିତି ?
ଆଜ୍ଞା ୫୦ ଜଣ IAS officer ତାଙ୍କ ଚାକିରି କାଳ ଭିତରେ ଯେତିକି ଟଙ୍କା ଦରମା ପାଇ ଥାନ୍ତେ ଏ ଦୁଇ ଜଣ ତାର ୧୦ ଗୁଣ ରଖି ଦେଇଛନ୍ତି ତେଣୁ VRS ନେଲେ ତାଙ୍କର କିଛି ଅସୁବିଧା ହେବ ନାହିଁ
ସବୁ ପେଡ଼ି ଖୁଳା ଜାଉ
ସୁଜାତା ଆଉ କାଳ ବିଳମ୍ବ ନ କରି VRS ନିଅନ୍ତୁ ଏବଂ ନିଜ ବିରୁଦ୍ଧରେ ନିଜେ FIR ଦେଇ କ୍ୟାପିଟାଲ ଥାନାରେ ନିଜକୁ ଆତ୍ମସମର୍ପଣ କଲେ ଏହା ଓଡ଼ିଶା ବାସୀଙ୍କୁ ନ୍ୟାୟ ଦେଲାପରି ହୁଅନ୍ତା। କାରଣ ମୋହନ ସରକାର ପୂର୍ବ ସରକାର ର ଦୁର୍ନୀତି ଉପରେ କୌଣସି କାର୍ଯ୍ୟାନଷ୍ଠାନ ନବାର ମାନସିକତା ରେ ନାହାନ୍ତି।
ସାର ନମସ୍କାର, ପ୍ରଥମ କଥା ହେଲା ଏହା ସରକାରଙ୍କ ତୃଟି ଯେ ମହିଳା କର୍ମଚାରୀଙ୍କୁ ସନ୍ତାନ ପ୍ରସବ ଓ ଲାଳନ ପାଳନ ପାଇଁ ଛ ମାସ ଛୁଟି ଦିଆଯିବ, କିନ୍ତୁ ସୁଜାତା ମାଡାମଙ୍କ ପିଲା ମ୍ୟାଟ୍ରିକ ପରୀକ୍ଷା ଦେବ ସେପାଇଁ ଛ ମାସ ଛୁଟି ଠିକ ଲାଗୁନି, ଯଦି ପିଲାଙ୍କ ଯତ୍ନ କଥା ଆସୁଛି ତେବେ ପିଲାଙ୍କ ବାପା ପାଣ୍ଡିଆନ କଣ କରୁଛନ୍ତି, ତାଙ୍କର କଣ ପିଲାଙ୍କ ଯତ୍ନନେବା ଉଚ୍ଚିତ ନୁହେଁ?ଆପଣଙ୍କ ପ୍ରଶ୍ନର ଉତ୍ତର ହେଲା ସୁଜାତା ଅବସର ନେଇଯିବା ଉଚ୍ଚିତ ହେବ ଓ ସବୁ ଦୃଷ୍ଟିରୁ ଠିକ ହେବ, ଧନ୍ୟବାଦ, ଜୟ ଜଗନ୍ନାଥ
🙏 sir
ଆପଣଙ୍କ ପ୍ରସ୍ତାବ ସିଏ ଗ୍ରହଣ କରିବେ ତ ?
ସୁଲତା ଦେଓଙ୍କ ମଜବୁରି ପ୍ରତିକ୍ରିୟା ବାବଦରେ ଏତିକି କୁହାଯାଇ ପାରେ "ବୁଦ୍ଧିମାନ କହିବା ପୂର୍ବରୁ ଚିନ୍ତାକରନ୍ତି ଓ ମୂର୍ଖମାନେ ପ୍ରଥମେ କୁହନ୍ତି ପରେ ଚିନ୍ତାକରନ୍ତି !
ସୁଲତା ଦେଓ ସଞ୍ଜତ ରହିଲେ ଭଲ ହୁଅନ୍ତା। ନିଜ କୁ ନିଜେ ଓଜନ ହରାଇ ଦେଉଛନ୍ତି। ସାରା ଓଡ଼ିଶା ଦେଖୁଛନ୍ତି। ଜନସାଧାରଣ କଣ ଭାବିବେ ଚିନ୍ତା କରନ୍ତୁ।
VRS ନେବା ବ୍ୟତୀତ ସୁଜାତଙ୍କର ଅନ୍ୟ ବିକଳ୍ପ ନାହିଁ।କଲା କର୍ମର ଫଳ ଭୋଗିବାକୁ ବ୍ୟକ୍ତି ବାଧ୍ଯ ।
Poisa jato ko Achhi khaile soriboni tanu chakiri kon hebo??
ସୀର ପ୍ରାଣମ. ସୁଲତା ଦେଓ କିଏ. ରାଜ ବକ୍ତି ତାଙ୍କ ପାଖରେ ଥାଉ. ମୋହନ ବାବୁ ଏକ ଯୁଗାନ୍ତ କରି ପଦକ୍ଷପ ନେଇ ଥିବାରୁ ତାଙ୍କୁ ଅଶେଶ ଧନ୍ୟଵାଦ. ଆପଣ ଆଗେଇ ଚଳାନ୍ତୁ. ମୋର ଗୋଟେ ଅନୁରୋଧ. ଆମ ଦେଲାଂଗ ରେ ଚାଲୁଥିବା ଲକମୀ ବସ୍ କୁ ତୁରନ୍ତ ବନ୍ଦ କରି ଦିଅନ୍ତୁ. ଏଥିରୁ ବାହାତ ଲସ ହେଉଛି. ଧନ୍ୟବାଦ. ଜୟ ଶ୍ରୀରାମ....
ସୁଜାତା ଚାକିରୀ ରେ ଯୋଗ ଦେଲେ କାରଣ ସ୍ୱାମୀ ଭୈରବ କାର୍ତିକେୟନ ପାଣ୍ଡିଆନ ଙ୍କୁ ବଞ୍ଚାଇବା ପାଇଁ ସବୁ ଭିତିରି କଥା ତାକୁ ଆଘ ତୁର ଜଣାଇବ l
Jay Jagannath Swami tume amar raksha kar
Jagannath thick bichara karibe
Sujata nka upare enquiry heba uchit.
ଜୟ ଶ୍ରୀ ଜଗନ୍ନାଥ
ମଣିଷ ବିପଦରେ ପଡ଼ିଲେ ଗଧ ର ପାଦ ଧରନ୍ତି ।ତେବେ ଆପଣଙ୍କ ମତ ଅତ୍ୟନ୍ତ କଠୋର ସତ୍ୟ ର ଅବତାରଣା ।ତେବେ ମଜବୁରୀ,ବାଧ୍ୟବାଧକତା କୁ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କଲେ ।ତେବେ ନିରୀହ ସରଳ ଓଡୀଆ ଭୋଟର ଏହାର ଗାମ୍ଭୀର୍ଯ୍ୟ ତାକୁ ବୁଝିବେ ନାହିଁ ।ତେବେ ମୋର ବ୍ୟକ୍ତିଗତ ମତ ଏହି ଯେ ସ୍ବେଛାକ୍ରୁତ ଅବସର ହିଁ ଉତ୍ତମ ପନ୍ଥା ।ତେବେ ଭାରତରେ ବିଚାର ବିଭାଗ,ବଡ଼ବଡ଼ ପ୍ରଶାସନିକ ଅଧିକାରୀ ତଥା ନେତା ଶାସକ ଦଳ ଓ ଗଣମାଧ୍ୟମ ଭିତରେ ମଧୁଚନ୍ଦ୍ରିକା ରହିଥାଏ ଯୁଗ ଯୁଗ ଧରି ।ତେବେ କେତେକ କ୍ଷେତ୍ରରେ IAS ,IPS ତଥା ବିଚାରପତି ଅବସର ପ୍ରାପ୍ତ ଓ ବଡ଼ ବଡ଼ ନେତା ମାନେ ମରିଗଲେ ଲକ୍ଷେ ଓ ବଞ୍ଚିଥିଲେ ଲକ୍ଷେ ।ଏଣୁ କଥା ସମାଜରେ ଶୁଣିବାକୁ ମିଳେ ହାତୀ ବଞ୍ଚିଥାଉ ,ଅବା ମରିଥାଉ ସରକାରୀ ରାଜସ୍ବ ଖର୍ଚ ହେଇଚାଲିବ ।ଏଣୁ ବଡ଼ବଡ଼ ନେତା ,ଅଫିସର ମାନେ ଅଏ ଜୀବନଯାପନ କରନ୍ତି ,କରଦାତା ଙ୍କ ଝାଳବୁହା ଟଙ୍କାରେ ।ଏଣୁ ଏହାରି ଉପରେ କିଛି ଆଲୋଚନା ରଖିବାକୁ ବିନମ୍ର ଅନୁରୋଧ ।ବିଜେଡି ,ବିଜେପି ,କଂଗ୍ରେସ ଯିଏ ବି ହୁଅନ୍ତୁ ନା କାହିକି ଗରିବ ର ରକ୍ତ ଶୋଷଣ ରେ ରାଇଜ ଶାସନ ।ଏହାହିତ ଆଜିର ସମ୍ବିଧାନ ସମର୍ଥିତ ଶାସନ ।ଧନ୍ୟ ଧନ୍ୟ ଜନସାଧାରଣ ।ଦାଶରଥି ରଥ ।ସୋନପୁର ।
ସୁଲତା ଦେଓ ତମ ବିଜେଡି ନେତା ମାନଙ୍କର କୁ ନୀତି ଯାଉ ନାହିଁ କି କି ଲାଜ କାମ କରୁଛ
ନିଜେ ଶାସନ କର୍ତ୍ତା ହୋଇ ଅନ୍ୟ ର ଅଧିନରେ କାମ କରିବା ଅପେକ୍ଷା ଅବସର ନେବା ଉଚିତ୍
Swami sanyasi sujata mata hau
କାନ୍ଦିଲେ କି ହେବ କରୀନ୍ଦ୍ର ବଦନୀ ଇନ୍ଦ୍ର କି ସହଜେ ଛାଡ଼ିବ ?? ଛୁଟି ନେବା ଅପେକ୍ଷା ସମ୍ମାନ ଦୃଷ୍ଟିରୁ ସ୍ଵେଚ୍ଛାକୃତ ଅବସର ନେବା ସୁଜାତା କାର୍ତ୍ତିକେୟନ୍ ଙ୍କ ପାଇଁ ଶ୍ରେୟସ୍କର !!
ଅର୍ଥ ବିଭାଗ ଭଳି ଗୁରୁତ୍ଵ ପୂର୍ଣ୍ଣ ବିଭାଗରେ ଅବସ୍ଥାପିତ କରାଗଲା ଏହା ବି ଏକ ମଜବୁରୀ କି ସାର୍ ? ଭାଗ୍ୟବାନ ବାବୁ ମାନଙ୍କୁ ସଚିବାଳୟ ରେ ସ୍ଥାନ ମିଳି ଥାଏ । ସଚିବାଳୟ ହେଉଛି ରାଜନୀତି ଓ ପ୍ରଶାସନର ମୁଖ୍ୟ ପେଣ୍ଠ ସ୍ଥଳୀ ,ପରିବର୍ତ୍ତନ ହେଉଛି ପ୍ରକୃତି ର ନିୟମ ।😂
Good
BJD leaders are nonsense
Immediate Regine Sujata pandian
ଆଲୋଚ୍ୟ ପ୍ରସଙ୍ଗ ଟି ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗ l ଓଡ଼ିଶା ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ସେବା ବଦଳରେ ଲମ୍ବା ଅବଧି ରେ ଛୁଟିରେ ରହିବା ଉଚିତ୍ ନୁହେଁ l ଆଶ୍ଚର୍ଯ୍ୟର ବିଷୟ ଏହି ପରିପ୍ରେକ୍ଷୀରେ ମାଡ଼ମ୍ ସୁଲତା ଦେଓ ଙ୍କ ପ୍ରତିକ୍ରିୟା ଗ୍ରହଣୀୟ ନୁହେଁ l
Abasara.nei.balebale.jantu.sethi.bhala.heba
ସୁଜାତା ରାଉତ mam VRS ନେଇ ତାଙ୍କ ନାରୀ ଶକ୍ତି କୁ ଅଧିକ ଜାଗ୍ରତ କରନ୍ତୁ। ବିଜୁ ଜନତା ଦଳ ର ନେତୃତ୍ବ ନିଅନ୍ତୁ। ଭୟ କିଛି କରିବାର ନାହିଁ। ନବୀନ ଦାସ ଙ୍କ ଏହି ଆଲୋଚନା ଫାଲତୁ କଥା।
Good news sir Apananku pranam
ଜୟ ଶ୍ରୀ ଜଗନ୍ନାଥ 🙏🌹।
Jai shree jagannath 🙏🙏🙏🙏
କ୍ଷମତା ର ଲମ୍ବା ସମୟ ଧରି ଅପବ୍ୟବହାର ଯଦି ଦେଖିନ ତାହେଲେ ନବୀନ ପଟ୍ଟନାୟକ ଙ୍କ 24 ବର୍ଷ ଶାସନ କୁ ଦେଖ
Vrs
Then why are u not investigating???
ଜଣେ ସଚ୍ଚୋଟ ଅଫିସର ଜିଏ ହୋଇଥିବ ସେ ଦଣ୍ଡ ରୁ ରକ୍ଷା ପାଇବା ପାଇଁ ଏପରି plea ନେବାକୁ କେବେହେଲେ ଚେଷ୍ଟା କରିବ ନାହିଁ। ସତ୍ୟ କେବେ ଲୁଚିବ ନାହିଁ।
ସ୍ୱେଚ୍ଛା କୃତ ଅବସର ବ୍ୟବସ୍ଥା କରି ସରକାର ଠିକ୍ କଲାପରି ଲାଗୁନି। ସେ ବ୍ୟବସ୍ଥା ନ ଥିଲେ ଏପରି ଦୁର୍ନୀତି ରେ ବୁଡ଼ି ରହିଥିବା ଅଫିସର ମାନେ ବାଧ୍ୟ ହୋଇ ରିଜାଇନ କରନ୍ତେ ଓ ସବୁ ସରକାରୀ ସୁବିଧାରୁ ବଂଚିତ ହୁଅନ୍ତେ।
ମିଶନ ଶକ୍ତିର ସ୍ବତନ୍ତ୍ର ଅଡିଟ ହେବା ଉଚିତ ତା ସହିତ ଏସ୍ ଆଇ ଟି ଦ୍ଵାରା ତଦନ୍ତ ନିର୍ଦ୍ଦେଶ ଦେବା ଉଚିତ୍।
ଲଜ୍ୟା ହୀନ sulata deo ଙ୍କ ମନ୍ତବ୍ୟ।
Sir, Krita Das ra bhai arrest bisayare gote bada episode karantu
କଣ ଲଭ ଜୀବନ ରେ ଦୁହି ପ୍ରାଣୀ ias ଚାକର ହୋଇ ଟଙ୍କା ଟଙ୍କା ହୋଇ ସାରା ଜୀବନ ଗଲା ମନୁଷ୍ୟ ଟଙ୍କା ପଛରେ ଧାଇଁ ଇଜତ ମହତ ଜାଣିପାରୁନି ସମସ୍ତେ ଆମ ଓଡିଶା ର ଯୁବ ପିଢ଼ି ଟଙ୍କା ପଛରେ ଧାଇଁ ସଂସ୍କାର ପଛରେ ନ ଗଲେ ଧନ୍ୟବାଦ
ଏଭଳି ଦୁର୍ନୀତି କରିବାକୁ ଆଇଏଏସ ପାଇବା ବେଳେ ସେମାନଙ୍କୁ କଣ ଶିକ୍ଷା ଦିଆ ଯାଇଥାଏ କି?
Pandu.mah.khira.dhali.peeuthila
ଅଏସ
Thik karichi sarkar
ଜଣେ ଆଇଏସ ଅଫିସର ର ଚିନ୍ତାଧାରା କୁ ଆନାଲିସିସ କରିବାର ଦକ୍ଷତା ସାମ୍ବାଦିକ ଙ୍କ ଅଭିଜ୍ଞତା ର ବହୁ ଉର୍ଦ୍ଧରେ ଆଜିକାଲି ତୃତୀୟ ଶ୍ରେଣୀ ରେ ତିନିଥର ଫେଲ ହେଇଥିବା ଟାଉଟର କିସମ ର ଲୋକେ ସାମ୍ବାଦିକତା କରୁଛନ୍ତି, ଅପେକ୍ଷା କରିବାର ଧୈର୍ଯ୍ୟ କେବଳ ଆଇଏସ ଙ୍କ ପାଖରେ ସମ୍ଭବ, ଟଙ୍କା ପାଆଁଶ ପାଇଁ ସାମ୍ବାଦିକତା କରୁଥିବା ଟାଉଟର ଙ୍କ ର ସେଟିକି ଧୈର୍ଯ୍ୟ ନ ଥାଏ ଘଟଣା ର ପରିସମାପ୍ତି କୁ ଅପେକ୍ଷା କରିବାକୁ
ତୁମ୍ଭର ବହୁତ ପୋଡା ଉଠୁଛି କି??
Aapananka khusi dekhi khub vala laguchi
Amitika Odiya leader sulata & sujata madam Vali leader Odisha ra hele Odisha 2 Dina re Bikri kardebe.
Sir ଆପଙ୍କର ଚିନ୍ତା ଧାରା ମନ୍ଦ ନା ଆପଣ ହିଁ ମନ୍ଦ ଲୋକ. ବୃଦ୍ଧ ସମୟ ରେ କାହିଁକି ଏମିତି ଚିନ୍ତା ଧାରା.
ମୋହନ ସରକାର ଯେତିକି ପଦକ୍ଷେପ ନେଲେ ସେତିକି ଆଉ କିଛି କରିପାରେବେ ନାହିଁ, ଓଡ଼ିଶାରେ ବହୁ ଦୁର୍ନୀତି ଏପର୍ଯ୍ୟନ୍ତ କୌଣସି audit ହୋଇନାହିଁ କି ହେବନାହିଁ
She should take VRS . .
ମନନୀୟା ଶେରନୀ ଭୁବନେଶ୍ୱର ସଂlନସଦ ଶ୍ରୀମତୀ ଅପରାଜିତା ଷ଼ଡ଼ଙ୍ଗୀଙ୍କୁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ କରି ବି.ଜେ.ପି ର ମାନ ବଢା଼ନ୍ତୁ , ସମ୍ମାନୀୟ ପ୍ରଧାନମନ୍ତ୍ରୀ । ଏହା ଓଡ଼ିଶାବାସୀଙ୍କ ଇଚ୍ଛା ।
Odisha re kete problems. Tamesabu Pandian family pachhare kahinki???😂😂😂
Khali sati ki nuha sir a sujata pandian pai ama CRP,mbk manankara darama 9 mas hela paunahu sabu husband,wife hadap karichanti
Very appropriative discussion.
order special audit of the accounts of Mission Shakti.. Performance Audit for five years or more is the need of the hour. CM may please take quick decision in the issue...
AEE & JE CIVIL ENGINEER ଅବସର ପରେ ପୁନଃ ନିଯୁକ୍ତି ବନ୍ଦ କର ଏହା ଉପରେ ଏକ ବିଷୟ ବନାନ୍ତୁ
' Students Against Corruption " , Can Dharmendra Babu answer their questions???
ସନ୍ନ୍ୟାସୀ ଆଉ ସନ୍ନ୍ୟାସୀନୀଙ୍କ ପାଇଁ ବୋଇକୁଣ୍ଠଧାମ ଆଶ୍ରମ ଉପଯୁକ୍ତ ସ୍ଥାନ
ସରକାରୀ ଅଧିକାରୀ ରାଜନୀତି ସହିତ ସଂଶ୍ଳିଷ୍ଟ ରହିଥିଲେ ଏମିତି ଅବସ୍ଥା ସୃଷ୍ଟି ହୁଏ।
କର୍ମ ଫଳ , ମହାଭାରତରେ ଦୁର୍ୟୋଧନ ରାଜା ନଥିଲା, ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କ ଵିଵସତା ପାଇଁ ସେ ସମସ୍ତଙ୍କୁ ହେୟ ଜ୍ଞାନ କରି , ନିଜର ଗର୍ବ, ଅହଂକାର ଯୋଗୁଁ କୁରୁବଂଶ ସହିତ କୁରୁସେନାର ସମୂଳ ଧ୍ବଂସ କଲା , ପାଣ୍ଡୁ ଦମ୍ପତିଙ୍କୁ ନିଜ କଲା କର୍ମ ପାଇଁ ନିଶ୍ଚିତ ଦଣ୍ଡ ଭୋଗିବାକୁ ପଡିବ, ଏହାହିଁ ସୃଷ୍ଟିର ନିୟମ 🙏
Sir, ଚିଠି ଫଣ୍ଡ ଦୁର୍ନୀତି ଉପରେ ଏକ ଏପିସୋଡ କରାନ୍ତୁ।
ମୋହନ ସରକାର ନୁହେଁ ସମସ୍ତେ କୁହନ୍ତୁ ବିଜେପି ସରକାର
ନିଜ ସମ୍ମାନ ରକ୍ଷା ପାଇଁ ସୁଜାତା ପାଣ୍ଡୁ ଭଳି VRS ନେଇଯିବା ଉଚିତ।
ନବୀନା ଚାକିରିଆଙ୍କୁ ଅଘୋଷିତ ମନ୍ତ୍ରି କରିଥିଲା. ରାଜନେତାଙ୍କୁ ପଙ୍ଗୁ କରିଥିଲା. ଧିକ ତୁମ ମୂର୍ଖ ମନ୍ତ୍ରିତ୍ୱ
ପଣ୍ଡିଆନ ଅବସର ନେଇ ସନ୍ୟାସୀ ହୋଇଗଲେ ସୁଜାତା ଅବସର ନେଇ ସନ୍ୟସିନି ହୋଇ ବାବା ଆଉ ମାତାଜି ହୋଇ ରହିବେ ।
ନିବାସ ରେ 😂
@@rasanand1877 ମଦୁଆ ମଠ ରେ ତାଙ୍କପାଇଁ କୁଡ଼ିଆ ତିଆରି ଚାଲିଛି !ମଠାଧୀଶଙ୍କ ବୋତଲ ମାଡ଼ ସହିତ ୟାଙ୍କର ଗଂଜେଇ ମାଡ଼ ବେଶ ଜମିବ !
ସବୁର ତୁରନ୍ତ ତଦନ୍ତ ହେବା ଦରକାର
ଏବଂ ଭୁଲ ଥିଲେ କଠୋର ଶାସ୍ତି ଦିଆଯାଉ
ଏ ଦମ୍ପତି ଓଡ଼ିଶା କୁ ଏତେ ଲୁଟିଛନ୍ତି ଯେ ଭାରତ ର ବାର୍ଷିକ ବଜେଟ ହେଇଯିବ, ତେଣୁ vrs ନେଲେ କିଛି ଅସୁବିଧା ନାହିଁ
ଆପଣଂକର ନିଜ ଘରର କଣ ଲୁଟିଚନ୍ତିକି? ଆପଣ କେସ କରିନହାନ୍ତିକି?
@@Nirashkumarnayak
Godi media kahuchha puni kana pain' dekhanti
Bhai,chora ku samaste chora parika dekha janti
@@Nirashkumarnayak ଯୋଉଠି ias ips ମୂଷା ହୋଇଯାଉଥିଲା ସେଠୀ ସାଧାରଣ ଲୋକ case କଲେ ନ୍ୟାୟ ମିଳିବ ତ
ତାଙ୍କ ବିରୁଦ୍ଧ ରେ ଆସିଥିବା ଦୂର୍ନୀତିର ତଦନ୍ତ ନ ସରିବା ଯାଏ VRS ମଂଜୁରୀ ନ କରା ଯାଉ
ନବୀନ ଦାସ ଙ୍କ ଫାଲତୁ କଥା ଏ ସବୁ। ମୋଦୀ ମିଡିଆ ନବୀନ ଦାସ sir...! ଏହି ବିଷୟ ର ଗୁରୁତ୍ଵ କିଛି ନାହିଁ। ଫାଲତୁ କଥା।
ସୁନ୍ଦର ବିଷଲେଷଣ।ନବୀନ ବାବୁ ନୁହଁ ନବୀନ ଚିଟଫଣ୍ଡ ଚୋର। ଆଦାନୀ ଲୁଟେରା। ଜଗନ୍ନାଥ ଜମି ଲୁଟେରା।
☀️ ଛୁଟି ୬ ମାସ ଦିଆଯାଇଥିଲା ପୁଣି ୬ ମାସ... ବୁଝିଲେ ଆଜ୍ଞା ଏସବୁ ଏମାନଙ୍କ ମିଳିତ ପ୍ଲାନ୍ ! ପୁନଶ୍ଚ ସସମ୍ମାନେ ତାକୁ ଚାକିରିରେ ଯୋଗ ଦେବାର ଏପରି ଡ୍ରାମା... ଦେଖିବାକୁ ବାକି ରହିଲା ବିଜେପି ସରକାର ଏହାର ପରବର୍ତ୍ତୀ ପଦକ୍ଷେପ ଉପରେ...
ସାର ନମସ୍କାର ଆପଣଙ୍କ ବିସ୍ଲେସଣ କୂ ବିଜେଡି ଦଳ ର ନେତା ମାନେ ଟିକେ ଦେଖୁଥିବେ ବୋଲି ଆଶା
Best analices sir
ଧର୍ମେନ୍ଦ୍ର ପ୍ରଧାନ 24 ବର୍ଷ ଓଡିଶା କୁ ବିଜେପି ଶାସନ ଆଣି ପାରିଲେ ନାହିଁ. ତାଙ୍କୁ ରାଷ୍ଟ୍ରୀୟ ଅଦକ୍ଷ କଲେ ଭାରତ ରେ ବିଜେପି ତଳ ମାଳ ହେବ. ଯିଏ 24 ବର୍ଷ ବିଜେପିକୁ କ୍ଷେମାତାକୁ ଆଣି ପାରିଲେ ନାହିଁ. ତାଙ୍କୁ କିପରି ବରଷା କରାଯାଇ ପରେ.
@@KurumaniBarik ଧର୍ମେନ୍ଦ୍ର ହେଉଛନ୍ତି ବଡ ବଲ୍ କିନ୍ତୁ ପାୱାର୍ କମ୍।ଲୋକେ ତାଙ୍କୁ ନାପସନ୍ଦ କରନ୍ତି।
Nabin dash sir good news 🙏🙏🙏
ଭୈରବ ନୁହେଁ, କାଳ ଭୈରବ
🕉️ Jai jagannath 🙏
Ramco Cement କାହାର?
ଏଣେ ମାଇଲେ ଗୋହତ୍ୟା, ତେଣେ ମାଇଲେ ବ୍ରହ୍ମହତ୍ୟା।
ଗାଈ ମାରିଲେ ମଲି, ଗାଈ ମାରିଲେ ମଲି।
ସୁଜାତା ଙ୍କୁ କେବେବି ବଞ୍ଚାଇ ପାରିବେନି ସୁଲତା।।
ଭୈରବଙ୍କ ପଥେ ଚାଲିବାକୁ ହେବ ଖାଲି।।
ସୁଜାତା ଦେବୀ ମୁଖ୍ୟ ମନ୍ତ୍ରୀ ହେଲେ , ସୁଲ ତା ଦେବୀ ତାଙ୍କର ତେନଟ ବାନ୍ଧି ଥାନ୍ତେ,,,
ଆଜ୍ଞା ମହିଳା ସସକ୍ତିକରଣ ନl ରେ ସୁଭଦ୍ରା ଟଙ୍କା ବାଣ୍ଟିବା ଟା କଣ ଟିକେ ନେକ୍ସଟ episode ରେ କହିବେ!!!
ଏଭଳିଆ କରପ୍ଟେଡ ପ୍ରଶାସନିକ ଅଧିକାରୀଙ୍କ କୌଣସିପ୍ରକାର ଓଡ଼ିଶା କ'ଣ ଭାରତର ମଧ୍ଯ ସ୍ଥାନ ନାହିଁ।
ସୁଲତା ଦେଓ ଙ୍କ ଏଥିରେ କଣ ଅଛି ଜଣାଗଲା. ସୁଜାତା ଙ୍କୁ ସେ ଅସୁବିଧା ରେ ପକାଇ ଦେଇ ନାହାନ୍ତି ତ?.
ସୁଜାତା madam ଭାବି ଥିଲେ 6ମାସ ଭିତରେ ନବୀନ ପୁଣି ମୁଖ୍ୟ ମନ୍ତ୍ରୀ ହେବେ । ହେଲେ ଏବେ ବି ଡବଲ ଇଞ୍ଜିନ 😊😅😂
ସୁଜାତା କେନ୍ଦ୍ର କୁ ଯିବା ଭଲ ହେବ.
ଆମ ରାଜ୍ୟସଭା ସଦସ୍ୟା ସୁଲତା ଦେଓ ଜଣେ କଳିହୁଡି ମହିଳା ଭଳି ଆଚରଣ କରୁଛନ୍ତି
ସୁଲତା ଜଣେ କ୍ରୀତଦାସୀ. ତାଙ୍କର ନିଜତ୍ୟ ନାହିଁ
Jay Jagannath sir namaskar very good analysis 🙏🙏
Jay Jagannath Bhai ଏଥରସୁଜାତାପାଳି 😅
ସେ ଯଦି ଦୁର୍ନୀତି କରିନାହାନ୍ତି ତେବେ ତଦନ୍ତ ହେଲେ ତାକୁ ସମ୍ମୁଖିନ ହୁଅନ୍ତୁ
ପୂର୍ବ ସରକାର ଙ୍କ ଯେଉଁ ନିଷ୍ପତ୍ତି ବର୍ତ୍ତମାନ ସରକାର ବିରୋଧ କରୁଥିଲା ଆଜି ଏହି ସରକାର ମଧ୍ୟ AEE & JE CIVIL ENGINEER ଅବସର ପରେ ପୁନଃ ନିଯୁକ୍ତି ଦେବା ସକାଶେ notification ବାହାର କରିଛନ୍ତି & ମେଧାବୀ ଛାତ୍ର ଛାତ୍ରୀ ମାନେ ବେରୋଜକାରି ହୋଇ ରହିଛନ୍ତି
Good analysis by Sj Naveen Dash"Nirbhaya gumara katha"
କର୍ମ ଫଳ
❤️🙏❤️ Jay Sri Jagannath ❤️🙏❤️Srustire Jiye Bi Heuna Karithiba Karmara Fala Bhogiba Sunischia 🙏
ଜୟ ଜଗନ୍ନାଥ
Jagannath jetebele maranti bhala kiri maranti
ଜୟ ଶ୍ରୀ ଜଗନ୍ନାଥ !
ହରଡ଼ଘଣା ରେ ସୁଜାତା ପାଣ୍ଡିଆନ ।
VRS ନାମଞ୍ଜୁର ହୋଇପାରେ ସୁଜାତା ପାଣ୍ଡିଆଙ୍କର । କେତେ ଖାଇଛ ହିସାବ ଦିଅ , VRS ନିଅ ।
Sir namaskar....apanaka analysis bahut sundar....
Good news sir pranam
ପକ୍ଷପାଟିତା ର ଏକ ଜ୍ୱଳନ୍ତ ନମୁନା ଯାହା ସ୍ପଷ୍ଠ ବାରିହୋଇପଡୁଛି।
ଆପଣ କି କଥା କହୁଛନ୍ତି ସ୍ୱାମୀ,ସ୍ତ୍ରୀ ଦି ଜଣ ଇସ୍ତଫା ଦେଲେ ଘର ଚଳିବ କେମିତି ?
ଆଜ୍ଞା ୫୦ ଜଣ IAS officer ତାଙ୍କ ଚାକିରି କାଳ ଭିତରେ ଯେତିକି ଟଙ୍କା ଦରମା ପାଇ ଥାନ୍ତେ ଏ ଦୁଇ ଜଣ ତାର ୧୦ ଗୁଣ ରଖି ଦେଇଛନ୍ତି ତେଣୁ VRS ନେଲେ ତାଙ୍କର କିଛି ଅସୁବିଧା ହେବ ନାହିଁ
ସବୁ ପେଡ଼ି ଖୁଳା ଜାଉ
ସୁଜାତା ଆଉ କାଳ ବିଳମ୍ବ ନ କରି VRS ନିଅନ୍ତୁ ଏବଂ ନିଜ ବିରୁଦ୍ଧରେ ନିଜେ FIR ଦେଇ କ୍ୟାପିଟାଲ ଥାନାରେ ନିଜକୁ ଆତ୍ମସମର୍ପଣ କଲେ ଏହା ଓଡ଼ିଶା ବାସୀଙ୍କୁ ନ୍ୟାୟ ଦେଲାପରି ହୁଅନ୍ତା। କାରଣ ମୋହନ ସରକାର ପୂର୍ବ ସରକାର ର ଦୁର୍ନୀତି ଉପରେ କୌଣସି କାର୍ଯ୍ୟାନଷ୍ଠାନ ନବାର ମାନସିକତା ରେ ନାହାନ୍ତି।
ସାର ନମସ୍କାର, ପ୍ରଥମ କଥା ହେଲା ଏହା ସରକାରଙ୍କ ତୃଟି ଯେ ମହିଳା କର୍ମଚାରୀଙ୍କୁ ସନ୍ତାନ ପ୍ରସବ ଓ ଲାଳନ ପାଳନ ପାଇଁ ଛ ମାସ ଛୁଟି ଦିଆଯିବ, କିନ୍ତୁ ସୁଜାତା ମାଡାମଙ୍କ ପିଲା ମ୍ୟାଟ୍ରିକ ପରୀକ୍ଷା ଦେବ ସେପାଇଁ ଛ ମାସ ଛୁଟି ଠିକ ଲାଗୁନି, ଯଦି ପିଲାଙ୍କ ଯତ୍ନ କଥା ଆସୁଛି ତେବେ ପିଲାଙ୍କ ବାପା ପାଣ୍ଡିଆନ କଣ କରୁଛନ୍ତି, ତାଙ୍କର କଣ ପିଲାଙ୍କ ଯତ୍ନନେବା ଉଚ୍ଚିତ ନୁହେଁ?ଆପଣଙ୍କ ପ୍ରଶ୍ନର ଉତ୍ତର ହେଲା ସୁଜାତା ଅବସର ନେଇଯିବା ଉଚ୍ଚିତ ହେବ ଓ ସବୁ ଦୃଷ୍ଟିରୁ ଠିକ ହେବ, ଧନ୍ୟବାଦ, ଜୟ ଜଗନ୍ନାଥ
🙏 sir
ଆପଣଙ୍କ ପ୍ରସ୍ତାବ ସିଏ ଗ୍ରହଣ କରିବେ ତ ?
ସୁଲତା ଦେଓଙ୍କ ମଜବୁରି ପ୍ରତିକ୍ରିୟା ବାବଦରେ ଏତିକି କୁହାଯାଇ ପାରେ "ବୁଦ୍ଧିମାନ କହିବା ପୂର୍ବରୁ ଚିନ୍ତାକରନ୍ତି ଓ ମୂର୍ଖମାନେ ପ୍ରଥମେ କୁହନ୍ତି ପରେ ଚିନ୍ତାକରନ୍ତି !
ସୁଲତା ଦେଓ ସଞ୍ଜତ ରହିଲେ ଭଲ ହୁଅନ୍ତା। ନିଜ କୁ ନିଜେ ଓଜନ ହରାଇ ଦେଉଛନ୍ତି। ସାରା ଓଡ଼ିଶା ଦେଖୁଛନ୍ତି। ଜନସାଧାରଣ କଣ ଭାବିବେ ଚିନ୍ତା କରନ୍ତୁ।
VRS ନେବା ବ୍ୟତୀତ ସୁଜାତଙ୍କର ଅନ୍ୟ ବିକଳ୍ପ ନାହିଁ।କଲା କର୍ମର ଫଳ ଭୋଗିବାକୁ ବ୍ୟକ୍ତି ବାଧ୍ଯ ।
Poisa jato ko Achhi khaile soriboni tanu chakiri kon hebo??
ସୀର ପ୍ରାଣମ. ସୁଲତା ଦେଓ କିଏ. ରାଜ ବକ୍ତି ତାଙ୍କ ପାଖରେ ଥାଉ. ମୋହନ ବାବୁ ଏକ ଯୁଗାନ୍ତ କରି ପଦକ୍ଷପ ନେଇ ଥିବାରୁ ତାଙ୍କୁ ଅଶେଶ ଧନ୍ୟଵାଦ. ଆପଣ ଆଗେଇ ଚଳାନ୍ତୁ. ମୋର ଗୋଟେ ଅନୁରୋଧ. ଆମ ଦେଲାଂଗ ରେ ଚାଲୁଥିବା ଲକମୀ ବସ୍ କୁ ତୁରନ୍ତ ବନ୍ଦ କରି ଦିଅନ୍ତୁ. ଏଥିରୁ ବାହାତ ଲସ ହେଉଛି. ଧନ୍ୟବାଦ. ଜୟ ଶ୍ରୀରାମ....
ସୁଜାତା ଚାକିରୀ ରେ ଯୋଗ ଦେଲେ କାରଣ ସ୍ୱାମୀ ଭୈରବ କାର୍ତିକେୟନ ପାଣ୍ଡିଆନ ଙ୍କୁ ବଞ୍ଚାଇବା ପାଇଁ ସବୁ ଭିତିରି କଥା ତାକୁ ଆଘ ତୁର ଜଣାଇବ l
Jay Jagannath Swami tume amar raksha kar
Jagannath thick bichara karibe
Sujata nka upare enquiry heba uchit.
ଜୟ ଶ୍ରୀ ଜଗନ୍ନାଥ
ମଣିଷ ବିପଦରେ ପଡ଼ିଲେ ଗଧ ର ପାଦ ଧରନ୍ତି ।ତେବେ ଆପଣଙ୍କ ମତ ଅତ୍ୟନ୍ତ କଠୋର ସତ୍ୟ ର ଅବତାରଣା ।ତେବେ ମଜବୁରୀ,ବାଧ୍ୟବାଧକତା କୁ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କଲେ ।ତେବେ ନିରୀହ ସରଳ ଓଡୀଆ ଭୋଟର ଏହାର ଗାମ୍ଭୀର୍ଯ୍ୟ ତାକୁ ବୁଝିବେ ନାହିଁ ।ତେବେ ମୋର ବ୍ୟକ୍ତିଗତ ମତ ଏହି ଯେ ସ୍ବେଛାକ୍ରୁତ ଅବସର ହିଁ ଉତ୍ତମ ପନ୍ଥା ।ତେବେ ଭାରତରେ ବିଚାର ବିଭାଗ,ବଡ଼ବଡ଼ ପ୍ରଶାସନିକ ଅଧିକାରୀ ତଥା ନେତା ଶାସକ ଦଳ ଓ ଗଣମାଧ୍ୟମ ଭିତରେ ମଧୁଚନ୍ଦ୍ରିକା ରହିଥାଏ ଯୁଗ ଯୁଗ ଧରି ।ତେବେ କେତେକ କ୍ଷେତ୍ରରେ IAS ,IPS ତଥା ବିଚାରପତି ଅବସର ପ୍ରାପ୍ତ ଓ ବଡ଼ ବଡ଼ ନେତା ମାନେ ମରିଗଲେ ଲକ୍ଷେ ଓ ବଞ୍ଚିଥିଲେ ଲକ୍ଷେ ।ଏଣୁ କଥା ସମାଜରେ ଶୁଣିବାକୁ ମିଳେ ହାତୀ ବଞ୍ଚିଥାଉ ,ଅବା ମରିଥାଉ ସରକାରୀ ରାଜସ୍ବ ଖର୍ଚ ହେଇଚାଲିବ ।ଏଣୁ ବଡ଼ବଡ଼ ନେତା ,ଅଫିସର ମାନେ ଅଏ ଜୀବନଯାପନ କରନ୍ତି ,କରଦାତା ଙ୍କ ଝାଳବୁହା ଟଙ୍କାରେ ।ଏଣୁ ଏହାରି ଉପରେ କିଛି ଆଲୋଚନା ରଖିବାକୁ ବିନମ୍ର ଅନୁରୋଧ ।ବିଜେଡି ,ବିଜେପି ,କଂଗ୍ରେସ ଯିଏ ବି ହୁଅନ୍ତୁ ନା କାହିକି ଗରିବ ର ରକ୍ତ ଶୋଷଣ ରେ ରାଇଜ ଶାସନ ।ଏହାହିତ ଆଜିର ସମ୍ବିଧାନ ସମର୍ଥିତ ଶାସନ ।ଧନ୍ୟ ଧନ୍ୟ ଜନସାଧାରଣ ।ଦାଶରଥି ରଥ ।ସୋନପୁର ।
ସୁଲତା ଦେଓ ତମ ବିଜେଡି ନେତା ମାନଙ୍କର କୁ ନୀତି ଯାଉ ନାହିଁ କି କି ଲାଜ କାମ କରୁଛ
ନିଜେ ଶାସନ କର୍ତ୍ତା ହୋଇ ଅନ୍ୟ ର ଅଧିନରେ କାମ କରିବା ଅପେକ୍ଷା ଅବସର ନେବା ଉଚିତ୍
Swami sanyasi sujata mata hau
କାନ୍ଦିଲେ କି ହେବ କରୀନ୍ଦ୍ର ବଦନୀ ଇନ୍ଦ୍ର କି ସହଜେ ଛାଡ଼ିବ ?? ଛୁଟି ନେବା ଅପେକ୍ଷା ସମ୍ମାନ ଦୃଷ୍ଟିରୁ ସ୍ଵେଚ୍ଛାକୃତ ଅବସର ନେବା ସୁଜାତା କାର୍ତ୍ତିକେୟନ୍ ଙ୍କ ପାଇଁ ଶ୍ରେୟସ୍କର !!
ଅର୍ଥ ବିଭାଗ ଭଳି ଗୁରୁତ୍ଵ ପୂର୍ଣ୍ଣ ବିଭାଗରେ ଅବସ୍ଥାପିତ କରାଗଲା ଏହା ବି ଏକ ମଜବୁରୀ କି ସାର୍ ? ଭାଗ୍ୟବାନ ବାବୁ ମାନଙ୍କୁ ସଚିବାଳୟ ରେ ସ୍ଥାନ ମିଳି ଥାଏ । ସଚିବାଳୟ ହେଉଛି ରାଜନୀତି ଓ ପ୍ରଶାସନର ମୁଖ୍ୟ ପେଣ୍ଠ ସ୍ଥଳୀ ,ପରିବର୍ତ୍ତନ ହେଉଛି ପ୍ରକୃତି ର ନିୟମ ।😂
Good
BJD leaders are nonsense
Immediate Regine Sujata pandian
ଆଲୋଚ୍ୟ ପ୍ରସଙ୍ଗ ଟି ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗ l ଓଡ଼ିଶା ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ସେବା ବଦଳରେ ଲମ୍ବା ଅବଧି ରେ ଛୁଟିରେ ରହିବା ଉଚିତ୍ ନୁହେଁ l ଆଶ୍ଚର୍ଯ୍ୟର ବିଷୟ ଏହି ପରିପ୍ରେକ୍ଷୀରେ ମାଡ଼ମ୍ ସୁଲତା ଦେଓ ଙ୍କ ପ୍ରତିକ୍ରିୟା ଗ୍ରହଣୀୟ ନୁହେଁ l
Abasara.nei.balebale.jantu.sethi.bhala.heba
ସୁଜାତା ରାଉତ mam VRS ନେଇ ତାଙ୍କ ନାରୀ ଶକ୍ତି କୁ ଅଧିକ ଜାଗ୍ରତ କରନ୍ତୁ। ବିଜୁ ଜନତା ଦଳ ର ନେତୃତ୍ବ ନିଅନ୍ତୁ। ଭୟ କିଛି କରିବାର ନାହିଁ। ନବୀନ ଦାସ ଙ୍କ ଏହି ଆଲୋଚନା ଫାଲତୁ କଥା।
Good news sir Apananku pranam
ଜୟ ଶ୍ରୀ ଜଗନ୍ନାଥ 🙏🌹।
Jai shree jagannath 🙏🙏🙏🙏
କ୍ଷମତା ର ଲମ୍ବା ସମୟ ଧରି ଅପବ୍ୟବହାର ଯଦି ଦେଖିନ ତାହେଲେ ନବୀନ ପଟ୍ଟନାୟକ ଙ୍କ 24 ବର୍ଷ ଶାସନ କୁ ଦେଖ
Vrs
Then why are u not investigating???
ଜଣେ ସଚ୍ଚୋଟ ଅଫିସର ଜିଏ ହୋଇଥିବ ସେ ଦଣ୍ଡ ରୁ ରକ୍ଷା ପାଇବା ପାଇଁ ଏପରି plea ନେବାକୁ କେବେହେଲେ ଚେଷ୍ଟା କରିବ ନାହିଁ। ସତ୍ୟ କେବେ ଲୁଚିବ ନାହିଁ।
ସ୍ୱେଚ୍ଛା କୃତ ଅବସର ବ୍ୟବସ୍ଥା କରି ସରକାର ଠିକ୍ କଲାପରି ଲାଗୁନି। ସେ ବ୍ୟବସ୍ଥା ନ ଥିଲେ ଏପରି ଦୁର୍ନୀତି ରେ ବୁଡ଼ି ରହିଥିବା ଅଫିସର ମାନେ ବାଧ୍ୟ ହୋଇ ରିଜାଇନ କରନ୍ତେ ଓ ସବୁ ସରକାରୀ ସୁବିଧାରୁ ବଂଚିତ ହୁଅନ୍ତେ।
ମିଶନ ଶକ୍ତିର ସ୍ବତନ୍ତ୍ର ଅଡିଟ ହେବା ଉଚିତ ତା ସହିତ ଏସ୍ ଆଇ ଟି ଦ୍ଵାରା ତଦନ୍ତ ନିର୍ଦ୍ଦେଶ ଦେବା ଉଚିତ୍।
ଲଜ୍ୟା ହୀନ sulata deo ଙ୍କ ମନ୍ତବ୍ୟ।
Sir, Krita Das ra bhai arrest bisayare gote bada episode karantu
କଣ ଲଭ ଜୀବନ ରେ ଦୁହି ପ୍ରାଣୀ ias ଚାକର ହୋଇ ଟଙ୍କା ଟଙ୍କା ହୋଇ ସାରା ଜୀବନ ଗଲା ମନୁଷ୍ୟ ଟଙ୍କା ପଛରେ ଧାଇଁ ଇଜତ ମହତ ଜାଣିପାରୁନି ସମସ୍ତେ ଆମ ଓଡିଶା ର ଯୁବ ପିଢ଼ି ଟଙ୍କା ପଛରେ ଧାଇଁ ସଂସ୍କାର ପଛରେ ନ ଗଲେ ଧନ୍ୟବାଦ
ଏଭଳି ଦୁର୍ନୀତି କରିବାକୁ ଆଇଏଏସ ପାଇବା ବେଳେ ସେମାନଙ୍କୁ କଣ ଶିକ୍ଷା ଦିଆ ଯାଇଥାଏ କି?
Pandu.mah.khira.dhali.peeuthila
ଅଏସ
Thik karichi sarkar
ଜଣେ ଆଇଏସ ଅଫିସର ର ଚିନ୍ତାଧାରା କୁ ଆନାଲିସିସ କରିବାର ଦକ୍ଷତା
ସାମ୍ବାଦିକ ଙ୍କ ଅଭିଜ୍ଞତା ର ବହୁ ଉର୍ଦ୍ଧରେ
ଆଜିକାଲି ତୃତୀୟ ଶ୍ରେଣୀ ରେ ତିନିଥର ଫେଲ ହେଇଥିବା ଟାଉଟର କିସମ ର ଲୋକେ ସାମ୍ବାଦିକତା କରୁଛନ୍ତି,
ଅପେକ୍ଷା କରିବାର ଧୈର୍ଯ୍ୟ କେବଳ ଆଇଏସ ଙ୍କ ପାଖରେ ସମ୍ଭବ
, ଟଙ୍କା ପାଆଁଶ ପାଇଁ ସାମ୍ବାଦିକତା କରୁଥିବା ଟାଉଟର ଙ୍କ ର ସେଟିକି ଧୈର୍ଯ୍ୟ ନ ଥାଏ ଘଟଣା ର ପରିସମାପ୍ତି କୁ ଅପେକ୍ଷା କରିବାକୁ
ତୁମ୍ଭର ବହୁତ ପୋଡା ଉଠୁଛି କି??
Aapananka khusi dekhi khub vala laguchi
Amitika Odiya leader sulata & sujata madam Vali leader Odisha ra hele Odisha 2 Dina re Bikri kardebe.
Sir ଆପଙ୍କର ଚିନ୍ତା ଧାରା ମନ୍ଦ ନା ଆପଣ ହିଁ ମନ୍ଦ ଲୋକ. ବୃଦ୍ଧ ସମୟ ରେ କାହିଁକି ଏମିତି ଚିନ୍ତା ଧାରା.
ମୋହନ ସରକାର ଯେତିକି ପଦକ୍ଷେପ ନେଲେ ସେତିକି ଆଉ କିଛି କରିପାରେବେ ନାହିଁ, ଓଡ଼ିଶାରେ ବହୁ ଦୁର୍ନୀତି ଏପର୍ଯ୍ୟନ୍ତ କୌଣସି audit ହୋଇନାହିଁ କି ହେବନାହିଁ
She should take VRS .
.
ମନନୀୟା ଶେରନୀ ଭୁବନେଶ୍ୱର ସଂlନସଦ
ଶ୍ରୀମତୀ ଅପରାଜିତା ଷ଼ଡ଼ଙ୍ଗୀଙ୍କୁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ କରି ବି.ଜେ.ପି ର ମାନ ବଢା଼ନ୍ତୁ , ସମ୍ମାନୀୟ ପ୍ରଧାନମନ୍ତ୍ରୀ । ଏହା ଓଡ଼ିଶାବାସୀଙ୍କ ଇଚ୍ଛା ।