Serious Allegations Against Senior Police Official At OSAP 7th Battalion

แชร์
ฝัง
  • เผยแพร่เมื่อ 16 ธ.ค. 2024

ความคิดเห็น • 807

  • @subalnayak7698
    @subalnayak7698 3 ปีที่แล้ว +159

    ଘଟଣା ସତ ହେଇଥବ କାରଣ ଏତେବଡ଼ ଅଫିସର ହେଇକି ଯଦି ପାଟି ଖନୀ ବାଜୁଛି.
    ଜଣେ ଉପର ଅଫିସର ବିରୁଦ୍ଧରେ ଜଣେ ତଳିଆ କର୍ମଚାରୀ କେବେ ବି ଏମିତି ଅଭିଯୋଗ କରିବନି. ଏହା ଭିତରେ କିଛି ଅଛି ଏହାର ତଦନ୍ତ ହେଉ ସତ୍ୟା ସତ୍ୟ ପଦାକୁ ଆସୁ.

    • @alakanicedasnice444
      @alakanicedasnice444 3 ปีที่แล้ว +5

      Sabu chora jhia jogaiba katha agaru kahu nathile agaru kete jhia jogaithiba sabu sala harami

    • @muraligouda4058
      @muraligouda4058 3 ปีที่แล้ว +3

      Right

    • @d-accelerate2580
      @d-accelerate2580 3 ปีที่แล้ว +1

      Jane vala officer nka name re emiti vittihina abhijoga grahaniya nuhe.....

    • @GhantibaOdisha
      @GhantibaOdisha 3 ปีที่แล้ว

      Right bro 👌👌👌👌

    • @GhantibaOdisha
      @GhantibaOdisha 3 ปีที่แล้ว

      A sala katha kahi sikhi nahin

  • @rbcreation5170
    @rbcreation5170 3 ปีที่แล้ว +197

    ଏମିତିକା ପୋଲିସ୍ ବାବୁ ଯଦି ରହିବେ ନାରୀ ମାନେ କେମିତିକା ନ୍ୟାୟ ପାଇବେ?

    • @manasikhatua3129
      @manasikhatua3129 3 ปีที่แล้ว +4

      Bhai loo police Sabu chora aau jou Sabu guna chhi na kahile vala🙈

    • @odiacarttonvideo6664
      @odiacarttonvideo6664 3 ปีที่แล้ว +2

      Right 😘😘😭😭😭😭

    • @rbcreation5170
      @rbcreation5170 3 ปีที่แล้ว

      @@manasikhatua3129 ଆଜ୍ଞା, ଠିକ୍ କଥା କହିଛନ୍ତି

    • @rbcreation5170
      @rbcreation5170 3 ปีที่แล้ว

      @@odiacarttonvideo6664 👍

    • @rbcreation5170
      @rbcreation5170 3 ปีที่แล้ว

      @AP Sai Shree ଯେଉଁଠି ପ୍ରଶାସନ ଦୋଷୀ ସେଠି ଜନତା ଙ୍କୁ କେମିତି ନ୍ୟାୟ ମିଳିବ

  • @nabajyotiswain1515
    @nabajyotiswain1515 3 ปีที่แล้ว +11

    ବନ୍ଧୁଗଣ ଏ ଅଫିସର କଥା କହିବା ବେଳେ ପାଟି ଥରୁଛି ମାନେ ଏ ଅଫିସର ଭୁଲ୍ କରିଛି

  • @RameshYadav-nd5te
    @RameshYadav-nd5te 3 ปีที่แล้ว +21

    ଇଏ ଶଳା ମିଛ କହୁଚି... ତା ଆବ ଭାବ ଆଉ କଥା କହିବାର ଢଙ୍ଗ ରୁ ଜଣା ପଡୁଛି କଛି ତ ସତ୍ୟତା ଥିବ ।

  • @rajkpanda
    @rajkpanda 3 ปีที่แล้ว +43

    5T implementation in full swing.Fulfilling the code of conduct of 5 T parameters.
    Investigation must be done whoever is culprit should be punished as deemed fit.

  • @patitakumar4902
    @patitakumar4902 3 ปีที่แล้ว +4

    ଡିସିପି କୁ ହିଷ୍ଟ୍ରିଆ ହୋଇଯାଇଛି ତେଣୁ ତାଙ୍କୁ
    ଚିକିତ୍ସା ପାଇଁ ବମ୍ବେ ରେଡ ଲାଇଟ ଏରିଆ କୁ
    ପଠା ଯାଉ, ସେଠାରେ ଦେହଜୀବୀ ମନେ ସୁସ୍ଥ
    କରି ପଠେଇଦେବେ ,

  • @satyabanbariha6939
    @satyabanbariha6939 3 ปีที่แล้ว +41

    ଏମିତି କା ପୋଲିସ ଅଫିସର କୁ ମାଲକାନଗିରି କୁ ପଠାଇ ଦିଆଯାଉ ସେଠାରେ ନକ୍ସଲ ମାନେ ସ୍ଥିର କରିବେ ମଲଦୁଆର gun ଲଗେଇ କି ଝିଅ ଦେବେ ।

    • @TheAlok20
      @TheAlok20 3 ปีที่แล้ว +1

      Malkangiri re naxal nahanti... Ethiki asile sir ganjei bepara kariki malamal hei jibe

  • @Lady_force0
    @Lady_force0 3 ปีที่แล้ว +53

    Agyan badali ku nei Jane suicide Kariba asabu story au kahaku suneibe sir!!!

    • @pintunaik3603
      @pintunaik3603 3 ปีที่แล้ว +2

      Pulish babu gapa kahuchi..😆😆

    • @Tanwesh
      @Tanwesh 3 ปีที่แล้ว

      Officer monopoly chale e department re

  • @theGadgetsbazaar
    @theGadgetsbazaar 3 ปีที่แล้ว +10

    ପୋଲିସ କ'ଣ ଥରି ଥରି କଥା ବାର୍ତ୍ତା କରୁଛନ୍ତି 🤣🤣🤣😘😉

  • @hemantakumarsahoo47
    @hemantakumarsahoo47 3 ปีที่แล้ว +5

    ଏଇ ପୋଲିସ ଅଫିସର ଜାଣି ରଖିବାର ଅଛି ସିଏ ବି ଜଣେ ନାରୀ ଠାରୁ ଜନ୍ମ ନେଇ ଆଜି ଗୋଟିଏ ପୋଲିସ ପ୍ରଶାସନ ହୋଇଛି ।
    ନାରୀ ମାନଙ୍କୁ ସମ୍ମାନ କିମିତି ମିଳିବ ସିଏ ବୋଧହୁଏ ଏ ବିଷୟରେ ତାଲିମ ନେଇ ନାହିଁ ।

  • @subhransumaharana3691
    @subhransumaharana3691 3 ปีที่แล้ว +1

    ସବୁ ସମାଧାନ କରିବ ସେ ଉପରୱାଳ ।
    ସମୟ କୁ ଅପେକ୍ଷା କରିବା 🙏🙏

  • @chintamanimajhi640
    @chintamanimajhi640 3 ปีที่แล้ว +2

    କାଖି ପୋଷାକରେ କଳଙ୍କ ଲଗାଉଥିବା ବେଇମାନ ପୋଲିସକୁ ବହିଷ୍କାର କରାଯାଉ।

  • @himanshusekhar1384
    @himanshusekhar1384 3 ปีที่แล้ว +45

    Paati khana mari jauchi police ra... Pakka involve achi sahoo

  • @ସଚେତନନାଗରିକ
    @ସଚେତନନାଗରିକ 3 ปีที่แล้ว +11

    ଡିସିପି ---- ବିଜୟ କୁମାର ସାହୁ,
    ଏଏସଆଇ -- ରାକେଶ ସାମଲ,
    ହାବିଲଦାର --- ହରମୋନ ଖାନ ,
    ଏ ସବୁ ହେଉଛନ୍ତି ଆମ ଓଡ଼ିଆ ରାଣ୍ଡୁଆ ପୋଲିସ , ଗୃହ ବିଭାଗ ମୁଖ୍ୟମନ୍ତ୍ରୀ ପାଖରେ ରହିଛି । ଓଡ଼ିଶା କୁ ଧର୍ଷଣ ଓ ବଳତ୍କାର ରେ ଏକ ନମ୍ବର କରିବା ପାଇଁ ସବୁ ରାଣ୍ଡୁଆ ଏକ ହୁଏ,
    ଜୟ ଜଗନ୍ନାଥ, ଜୟ ସାରଥି

  • @rasmiranjan1439
    @rasmiranjan1439 3 ปีที่แล้ว +4

    ଆଗରୁ ଝିଅ ଦେଇ 3ବର୍ଷ ଜାଗାରେ 8ବର୍ଷ ରହିଯାଇଛି, ଏବେ ଝିଅ ନଦେବାରୁ ବଦଳି l ଦିଜଣ ଙ୍କୁ ସସ୍ପେଣ୍ଡ କରାଯାଉ, ଝିଅ ନିଶା ଛାଡିବ l

  • @lorisahoo8518
    @lorisahoo8518 3 ปีที่แล้ว +8

    ଏବିଷୟରେ ତଦନ୍ତ କରିବାକୁ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ

  • @thegamingtv1808
    @thegamingtv1808 3 ปีที่แล้ว +17

    ପୋଲିସ ମାନଙ୍କର setha ତାଙ୍କର ଧନ୍ଧା

  • @birupakshyasahu7667
    @birupakshyasahu7667 3 ปีที่แล้ว +20

    ଖାଇ ପିଇ ପୁରା ସୁସ୍ଥ ଅଛି ତେଣୁ ଟିକେ ଅଧିକ ଦରକାର ପଡୁଛି

  • @kanhakumar9324
    @kanhakumar9324 3 ปีที่แล้ว

    salute madam

  • @ajaysamal1195
    @ajaysamal1195 3 ปีที่แล้ว +1

    ବାବା କରିଲେ କିଳା ଏ ଢାବା ମାନେ କରିଲେ ନୀଳା ବାବା ଆଧିନିକ ବେଦ ପୁରାଣ ଗୀତା ଭାଗବତ ପଢି କରିଲେ କିଳା ଏ ଢାବା ମାନେ ଆଧୁନିକ ସ୍କୁଲ କଲେଜ ପାଠ ପଢି ଅଫିସର ନେତା ମନ୍ତ୍ରୀ ଓ ବିଭିନ୍ନ ବିଭାଗ ଅଫିସର ଛୁଟ ବଡ ଅଫିସର ଆଧୁନିକ ହୋଇଛନ୍ତି ଏଇ ଅଫିସର କରିଲେ ନୀଳା ଆଇନି ଗଢିଛି ସରକାର ଧର୍ମ ଗଢିଛି ନିରାକାର ଜୟ ଜଗନ୍ନାଥ

  • @saradasahoo2865
    @saradasahoo2865 3 ปีที่แล้ว +17

    ଆଠବରଷ ର ଚେର ଏତେ ଗଭୀରକୁ ଯାଇଛି। ଉପୁଡିଲା ବେଳେ କଷ୍ଟ ହେଇଛି। ଆଗରୁ ଏ ଅଭିଯୋଗ ତ ନଥିଲା ଏବେ କାହିଁକି ହେଲା। ଜନସାଧାରଣ ଭକୁଆ ନୁହନ୍ତି

  • @just_gk2141
    @just_gk2141 3 ปีที่แล้ว +12

    ବହୁ ଉଠୁଛି...ସତରେ ହେଇଥିବ କଥା ଏପଟ ସେପଟ କହୁଛି ସମସ୍ତଙ୍କର ସ୍ତ୍ରୀ ସମାନ ଭାବୁଚୁ

  • @munapati8794
    @munapati8794 3 ปีที่แล้ว +1

    Jay Jagannath ji ki jai

  • @shivshiva5440
    @shivshiva5440 3 ปีที่แล้ว

    He is terribly shivering .

  • @sanjibjena4089
    @sanjibjena4089 3 ปีที่แล้ว +2

    ଏ ଠାରେ ତଦନ୍ତ ବାଟବଣା ହେବ ଏମାନ ଙ୍କର ସ୍ୱଭାବ ଏଇଆ ପ୍ରଥମେ ଏ ରସିକିଆ ଅଫିସର କୁ ସସ୍ପେଣ୍ଡ କରା ଯାଉ ଏ ଗୋଟେ କଳଙ୍କ dept, ପେଇଁ

  • @rudramohapatramusic
    @rudramohapatramusic 3 ปีที่แล้ว

    ଭାଇ ଓ ଭଉଣୀ ମାନେ ସରକାରୀ ଚାକିରୀରେ ରହି ଲାଞ୍ଚ ନ ଖାଇଲେ କି କାହାରି କୁ ଲାଞ୍ଚ ଖାଇବାକୁ ନ ଦେଲେ । ବଡ ବଡ ସଚୋଟ ଓ strict officers ମାନଙ୍କର ସହ କର୍ମୀମାନେ ଏଇ ଭଳି ମିଛ ଷଡଯନ୍ତ୍ର ରଚି ତାଙ୍କୁ ଫସେଇବାକୁ ଚେଷ୍ଟା କରନ୍ତି । ହୁଏତ ଏଇ officer ଜଣଙ୍କ ବିରୁଦ୍ଧରେ
    କେହି କିଛି ମିଛ ଷଡଯନ୍ତ୍ର ରଚିଥାଇ ପାରନ୍ତି । Officer ଙ୍କର ଚାକିରୀ କାଳର Past record check କରିବା ଉଚିତ ।

  • @sanjaynanda992
    @sanjaynanda992 3 ปีที่แล้ว

    Wah wah!enjoying life police babu #

  • @agreeculturelifestyle7298
    @agreeculturelifestyle7298 3 ปีที่แล้ว

    ପୋଲିସ ବିଷୟରେ ଏମିତି କା ଘଟଣା ଶୁଣିଲେ ସଲା ଆଇନ କାନୁନ ଉପରୁ ବିଶ୍ବାସ ଉଠିଯାଏ 😩

  • @kapuramurmu7945
    @kapuramurmu7945 3 ปีที่แล้ว +31

    Chiii chiii lajo laguni police ku emiti kamo koruchonti

    • @chitta5534
      @chitta5534 3 ปีที่แล้ว

      Tako lockdown mada darkar

  • @sunilkumarpatnaik6953
    @sunilkumarpatnaik6953 3 ปีที่แล้ว

    Write to Hon'ble Prime Minister & Home Minister.

  • @missmita210
    @missmita210 3 ปีที่แล้ว

    How disgusting !😠😠😠😠

  • @pranayathakurmohapatra6492
    @pranayathakurmohapatra6492 3 ปีที่แล้ว +7

    Transfer heini kmt ebe jhia na anila ru transfer Katha mane paduchi ?

  • @ashoksunny7535
    @ashoksunny7535 3 ปีที่แล้ว

    Dhanyabad odisa police

  • @sandeepkars
    @sandeepkars 3 ปีที่แล้ว

    Wah re.....this is great odisha.....!!!!!

  • @block8503
    @block8503 3 ปีที่แล้ว

    ଏଥିପାଇଁ ସରକାର ହିଁ ଦାୟୀ ଏଭଳି ଅସମାଜିକ ମାନଙ୍କୁ ପୋଲିସ ଚାକିରୀ ଦେଉଛନ୍ତି ଛି ଛି

  • @niranjannayak5969
    @niranjannayak5969 3 ปีที่แล้ว

    ଯଦି ଏହା ସତ୍ୟ, ତେବେ ଏକଥା ତାଙ୍କ senior ମାନଙ୍କୁ ଜଣାଇବା ଉଚିତ ଥିଲା ।ଏକଥା ଘରେ କହିବା ଠିକ୍ ନୁହେଁ ।

  • @anitabarik5389
    @anitabarik5389 3 ปีที่แล้ว

    Plz cm sir take quick and strong action

  • @somnathparida7707
    @somnathparida7707 3 ปีที่แล้ว

    O TV thanks

  • @manoranjanpradhan1472
    @manoranjanpradhan1472 3 ปีที่แล้ว +1

    May be true, investigation is required.

  • @sanjaymallick1698
    @sanjaymallick1698 3 ปีที่แล้ว +2

    The voice of DCP is totally different.....He is lieing, strict action should be taken against him. As per law, first release the suspension order then take action against him.....Advocate

  • @modudilip6707
    @modudilip6707 3 ปีที่แล้ว

    ଏହି କଥା ସତ

  • @biswajit6289
    @biswajit6289 3 ปีที่แล้ว +25

    E bhalia police officer guraku fashi diajau India law
    Jay Jagannath
    Jay Jagannath

  • @prashantpalo5688
    @prashantpalo5688 3 ปีที่แล้ว

    It should be investigate

  • @debendrarout9137
    @debendrarout9137 3 ปีที่แล้ว +7

    Police Department Odisha ta ku pura nusta karidele

  • @suryakantabaral1612
    @suryakantabaral1612 3 ปีที่แล้ว

    DCP should be seriously investigated by CBI

  • @babushaan3621
    @babushaan3621 3 ปีที่แล้ว +1

    ଡ଼ାଲି ରେ କିଛି କଳl ଅଛି 🧘

  • @adishine5775
    @adishine5775 3 ปีที่แล้ว

    Well done

  • @destinykid13
    @destinykid13 3 ปีที่แล้ว

    Shamless

  • @feelmydil
    @feelmydil 3 ปีที่แล้ว

    Shame on whole Dept... Reality of higher officers of most Dept of odisha govt

  • @srajeshkumar1832
    @srajeshkumar1832 3 ปีที่แล้ว

    ବିଜୟର ପାଟି ଥରୁଚି ମାନେ ଆ ଶଳା ବୁଢାର ଦୋଶ ଅଛି 100%

  • @prashantapatra1583
    @prashantapatra1583 3 ปีที่แล้ว

    ଦରମା ଏମା ନ ଙ୍କ ର କମ ନୁହେଁ ସେଥିପାଇଁ ଉଦ୍ଧତ

  • @debadattanath2334
    @debadattanath2334 3 ปีที่แล้ว

    ଅଭିଯୋଗଟା ପୁରାସତ ପୋଲିସ ବାବୁ ଡରୁଛନ୍ତି

  • @jnanaranjanbehera555
    @jnanaranjanbehera555 3 ปีที่แล้ว +17

    Jou police Amit karu6nti tanku lock down mada dia. Sabu thike bata ku asiba

  • @bsmcool5611
    @bsmcool5611 3 ปีที่แล้ว +5

    ପାଟି ଖନୀ ମାରିଯାଉଛି ବାବୁଙ୍କର😂

  • @nirodentertainment510
    @nirodentertainment510 3 ปีที่แล้ว +2

    ତଦନ୍ତ କଲେ କିଲା ନେବୁ ରହ ା

  • @pk-db2vr
    @pk-db2vr 3 ปีที่แล้ว

    Very good news

  • @MAYURIDANCEACADEMY
    @MAYURIDANCEACADEMY 3 ปีที่แล้ว

    ଏଇଟା କଥା ବାର୍ତ୍ତା ରୁ ଜଣା ପଡୁଛି ସଲା ଏଇଟା ଦୋଷୀ

  • @stvodia073
    @stvodia073 3 ปีที่แล้ว

    ଆରେ ସେ ଡିସିପି ଲାଞ ଦେଇ ଚାକିରି କରିଛି ପାଠ ପଢିକି ନୁହେଁ ନବୀନ ପଟ୍ଟନାୟକ ଲାଞ ନେଇଚି

  • @patitapabantripathy7791
    @patitapabantripathy7791 3 ปีที่แล้ว

    Sir.bahut bhala loka kemiti tanka name re abhijog heichi taha puni bhagaban nku jana.kintu sir bahut helpful loka

  • @jitan5421
    @jitan5421 3 ปีที่แล้ว +7

    ଏ ପୋଲିସ ଚୋର ଠାରୁ , ହିନ ଏ ପୋଲିସ ଟା ମିଛ କହୁଚି , ତୁ ତାକୁ ବଦଳି କାହିଁକି କଲୁ ? ସେ ତୋ ନାମ ରେ କାହିଁକି କହିଲା ଆହୁରି କେତେ ପୋଲିସ ଅଛନ୍ତି ତ୍ ତୋ ନାମ ରେ କାହିଁକି କହିଲା ? ଯଦି ତୁ ମିଛ କହୁନୁ ତୋ ମୁଁହ ରେ ଡର ର ଛାୟା କିଭଳି ଦେଖା ଯାଉଚି? ତୁ ତାକୁ ଫାର୍ମ ହାଉସ ଡାକି କଣ କଲୁ ତା ସହ?

  • @ranjansastri2600
    @ranjansastri2600 3 ปีที่แล้ว

    It should investigate through central force

  • @sibasankarsahoo822
    @sibasankarsahoo822 3 ปีที่แล้ว

    ସୁସ୍ପେଣ୍ଡ ଶୀଘ୍ର ହେବା ଦରକାର l ନିଆଁ ନଥିଲେ ଧୂଆଁ ବାହାରେ ନାହିଁ DCP l

  • @susantamoharana2428
    @susantamoharana2428 3 ปีที่แล้ว

    What a sick person he is. A culprit in his denial mood. Anyway, we need investigation.

  • @giftsonchintalu5021
    @giftsonchintalu5021 3 ปีที่แล้ว +1

    Phasi dia jau.... Dcp ku
    Dcp au kn sikhya debe

  • @meghabehera2163
    @meghabehera2163 3 ปีที่แล้ว

    Dear sir please it's not good things

  • @hangon9849
    @hangon9849 3 ปีที่แล้ว +1

    So mean🤐😬😬🤐🤐🤐

  • @rasmiranjan1439
    @rasmiranjan1439 3 ปีที่แล้ว

    ଦୟାକରି DGP ଧ୍ୟାନ ଦିଅନ୍ତୁ ଓ action ନିଅନ୍ତୁ l

  • @kumarmanjitcreations64
    @kumarmanjitcreations64 3 ปีที่แล้ว

    Sir shopot karantu ନାହିଁ ନିଜେ fasijibe

  • @pradipta20022009
    @pradipta20022009 3 ปีที่แล้ว

    Full ବାମ୍ଫ ନେ, ସବୁ recording ରେ ଜଣାପଡିବ

  • @SidharthMishra99
    @SidharthMishra99 3 ปีที่แล้ว

    Dhanya re MO SARKAR

  • @d-accelerate2580
    @d-accelerate2580 3 ปีที่แล้ว

    Sampurna mithyaa abhijoga... dcp armed b sahoo is a dynamic and best officer......

  • @AshokDas-pq5li
    @AshokDas-pq5li 3 ปีที่แล้ว

    କେ ପି ଏସ୍ ଗିଲ୍, ଭାରତ ର ଜଣେ ଦକ୍ଷ Ips ଅଫିସର ଭାବେ ଜଣାଶୁଣା ଥିଲେ, ତାଙ୍କ ର ଦକ୍ଷତା ଯୋଗୁଁ ପଞ୍ଜାବରେ ଆତଂକବାଦୀ ସମସ୍ୟାର ମଧ୍ୟ ଅନ୍ତ ଘଟିଥିଲା , ଏପରିକି ଶ୍ରିଲଙ୍କା କୁ ଶାନ୍ତି ସେନା ପଠାଇବା ପାଇଁ ବ୍ୟବସ୍ଥା ରେ ଗିଲ୍ ଭାରତ ସରକାରଙ୍କ ର ମୁଖ୍ୟ ନିରାପତ୍ତା ଉପଦେଷ୍ଟା ଥିଲେ। କିନ୍ତୁ ଚରିତ୍ର ଦୋଷରୁ ଜଣେ ମହିଳା ସରକାରି ଅଧିକାରୀ ଙ୍କୁ ଅସଦ୍ ବ୍ୟବହାର କରି, ମାନ୍ୟବର , ଉଚ୍ଚତମ ନ୍ୟାୟାଳୟ ଙ୍କ ଦ୍ଵାରା ଦୋଷୀ ସାବ୍ୟସ୍ତ ହେଲେ। ତାଙ୍କୁ ମିଳିଥିବା ଦଣ୍ଡାଦେଶ ରୁ ସମସ୍ତ ପୋଲିସ ଅଧିକାରୀ କିଛି ଶିଖିବା ଦରକାର୍ ଯେ, ନ୍ୟାୟାଳୟ ଙ୍କ ଠାରୁ ସେମାନେ ଉପରେ ନୁହଁନ୍ତି।

  • @pradipta20022009
    @pradipta20022009 3 ปีที่แล้ว

    DCP ର confidence ଏତେ low ଅଛି ଯେ

  • @alimkhan5338
    @alimkhan5338 3 ปีที่แล้ว +1

    5:20 abhijog ku mun swagat karuchu😎😀😎😀

  • @niharranjansamal5642
    @niharranjansamal5642 3 ปีที่แล้ว

    The wounderful system maid by us .

  • @tapankumarnayak5879
    @tapankumarnayak5879 3 ปีที่แล้ว

    ଏଇଟା ନାଳୁଆ ଲୋକଟାହେଇଥିବ ତ କଥାରୁ ଜଣା ପଡୁଛି....

  • @jaymunaas2585
    @jaymunaas2585 3 ปีที่แล้ว

    Transfer shud be done to this people for involving dis kind of misconduct by seeing dcp he iz not able to speak clearing lying he shud be suspnd immeduaty

  • @dbagjadav1234
    @dbagjadav1234 3 ปีที่แล้ว

    Immediately action

  • @rrinku7179
    @rrinku7179 3 ปีที่แล้ว +20

    Police thangi maruchi mane eita sata ghatana 👍👍👍👍👍
    Pati lakhuchi👍👍

  • @sorencreation6413
    @sorencreation6413 3 ปีที่แล้ว +8

    Police mane ta amiti hauchanti nari mana ku nyaya daba kiye

  • @mr.graduate3126
    @mr.graduate3126 3 ปีที่แล้ว +1

    Aama Bijaya Sir Bht bhala yarr

  • @anasuyadas1148
    @anasuyadas1148 3 ปีที่แล้ว +5

    Mada diantu.....emitika police rahile aamaku kn nyaya miliba...

  • @gbabusaheb123
    @gbabusaheb123 3 ปีที่แล้ว +1

    Odisha police servent of political leaders

  • @rajatpati5252
    @rajatpati5252 3 ปีที่แล้ว

    Police officers Sangha jindabad

  • @MrSwarajdas
    @MrSwarajdas 3 ปีที่แล้ว

    Police commissioner is a very honest officer The investigation will go in right direction If DCP is found guilty he should be harshly punished It seems the allegation is true

  • @pravashkumarbehera3368
    @pravashkumarbehera3368 3 ปีที่แล้ว

    କଥାରୁ ଜଣା ପଡୁଛି ଅଭିଯୋଗ ୧୦୦% ସତ୍ୟ ହୋଇଥିବ

  • @kamalakantanayak3539
    @kamalakantanayak3539 3 ปีที่แล้ว

    It's a shame on police department.

  • @romanrings5497
    @romanrings5497 3 ปีที่แล้ว +20

    Sala Ra pati tharuchi may be true heipare

  • @nrcstudy1024
    @nrcstudy1024 3 ปีที่แล้ว +16

    Sabu sesare investigation haba .....?? Tapare bhata te haba , dali te haba ...............😂

  • @jagandalei7788
    @jagandalei7788 3 ปีที่แล้ว

    Very good 😡

  • @patitapabantripathy7791
    @patitapabantripathy7791 3 ปีที่แล้ว

    Sir.bahut bhala loka tanka birudhare amiti abhijog kemiti grahana mu janiparuni.

  • @ashokkumarmohanty7617
    @ashokkumarmohanty7617 3 ปีที่แล้ว +1

    katha kan pain khani bajuchi...dcp sir

  • @ranajit8353
    @ranajit8353 3 ปีที่แล้ว +2

    Chi chi re ...

  • @madankisan9527
    @madankisan9527 3 ปีที่แล้ว

    ଶଳା ର ଲିଙ୍ଗ ଛେଦନ କରାଯାଉ , ଯଦି ସତ ହୁଏ

  • @juniorraju6998
    @juniorraju6998 3 ปีที่แล้ว

    ପ୍ରମାଣିତ ଜଦି ଫାସି ହେଉ

  • @kanha.bindas6383
    @kanha.bindas6383 3 ปีที่แล้ว

    DCP sir ତମେ ଏମିତି ହଡ଼ବଡ଼ ହେଇ କଥାବାର୍ତା କଣ ପାଇଁ କରୁଛନ୍ତି

  • @Ku_Dushmanta
    @Ku_Dushmanta 3 ปีที่แล้ว

    ଏ ରାଜ୍ୟରେ ଆଉ କଣ କଣ ଶୁଣିବାକୁ ମିଳିବ ଜଗନ୍ନାଥ ଭରସା ଏ ରାଜ୍ୟକୁ

  • @nationfirst534
    @nationfirst534 3 ปีที่แล้ว

    A strong judicial enquiry need. A very very serious concern for state. Maharashtra issue going to repeat in our state.

  • @binodpradhan3471
    @binodpradhan3471 3 ปีที่แล้ว +1

    Dismiss karajau

  • @kunalmandal7050
    @kunalmandal7050 3 ปีที่แล้ว +6

    Gariba lokanku emiti karani