କାଲି ମାଆ କହୁଥିଲା "ମୋ ପୁଅ କିଛି କରିନି, ସେ ନିର୍ଦ୍ଦୋଷ...." ହେଲେ ଆଜି ସକାଳୁ ପୁଅକୁ ବାନ୍ଧିନେଲା ପୋଲିସ୍

แชร์
ฝัง
  • เผยแพร่เมื่อ 1 ก.ค. 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/OdishaBhaskar
    OUR WEBSITE - odishabhaskar.com/
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #OdishaBhaskar #Bhubaneswar #CommissioneratePolice #ScientificTeam #Investigation

ความคิดเห็น • 258

  • @bijayalaxmisahoo7609
    @bijayalaxmisahoo7609 7 วันที่ผ่านมา +171

    ଦୋଷୀ କୁ ଦଣ୍ଡ ମିଳୁ ,କିନ୍ତୁ, ବିନା କାରନ୍ ରେ ଜଣକ ଭବିଷ୍ୟତ ନଷ୍ଟ ନ ହେଇଯାଉ, ଯଥା ଶୀଘ୍ର ମେଡିକାଲ୍ ରିପୋ୍ଟ ଜାନତୁ,

    • @prabinapadhan2319
      @prabinapadhan2319 6 วันที่ผ่านมา +10

      I think ebe pila nirdosi hei thile bi ....ta life bekar hei jiba ....karana a news channel mane jemiti reporting kru6nti ...

    • @akshyakumarmahanta2043
      @akshyakumarmahanta2043 3 วันที่ผ่านมา

      🎉​@@prabinapadhan2319

    • @user-hq5on1ot7t
      @user-hq5on1ot7t 2 วันที่ผ่านมา +1

      News bala jhia ku pachara

    • @sunilmohanty242
      @sunilmohanty242 วันที่ผ่านมา

      Jhia ku camera agaku anajau

  • @binayjaypuria458
    @binayjaypuria458 3 วันที่ผ่านมา +27

    ମାଉସି ମିଛ କହୁଛନ୍ତି କାରଣ ସେ ପିଲା ଯଦି ପରିସ୍ରା କରିବା କୁ ବାହାରକୁ ଯାଇ ଥିଲା ତା ହେଲେ ସେ ପରିସ୍ରା କରି କି ସେଇ ଜାଗା ରେ ତା ପ୍ୟାଣ୍ଟ୍ ର ଚେନ୍ ଟା ନ ଲଗେଇ ଘରକୁ ଆସି କଣ ପାଇଁ ଲଗେଇ ବ ????

  • @mr.sanjayinformationdiscov3282
    @mr.sanjayinformationdiscov3282 6 วันที่ผ่านมา +54

    ମାଉସୀ ଦୋଷ ସାବ୍ୟସ୍ତ ହେଲେ ଆମ ନୂଆ ଆଇନ ଅନୁଯାୟୀ ତମ ପୁଅ କୁ ଆଉ ଫେରି ପାଇବନି ସେ ଫାଶୀ ପାଇବା ସୁନିଶ୍ଚିତ!!!!!

  • @VIJAYKUMARJENA
    @VIJAYKUMARJENA 7 วันที่ผ่านมา +321

    ସେ ଝିଅ ର ମେଡିକାଲ ଟେଷ୍ଟ ରିପୋର୍ଟ ଆସିଲା ପରେ ଜଣା ପଡିବ ଦୁଷ୍କର୍ମ ହେଇଚି କି ନାହିଁ, ବିନା ପ୍ରମାଣରେ କିଛି କହିବା ଠିକ ନୁହେଁ.

  • @bharatdas318
    @bharatdas318 7 วันที่ผ่านมา +89

    ଡାକ୍ତର ବାବୁ ନିରପେକ୍ଷ ଭାବେ ଡାକ୍ତରୀ ପରୀକ୍ଷା କରନ୍ତୁ ,

  • @AbhayapatraAbhayapatra
    @AbhayapatraAbhayapatra 7 วันที่ผ่านมา +83

    ଦୟାକରି ନୟାଗଡ଼ ପରୀ
    କେସ ପରୀ କରନ୍ତୁନି
    ଯାହା ସତ ତାହା କୁହନ୍ତୁ
    ଆଗରୁ ବହୁତ୍ ଜାମୁକୋଳି ଗପ ସୁଣିଚୁ ନୟାଗଡ଼ ରେ

  • @rudrakumar8024
    @rudrakumar8024 7 วันที่ผ่านมา +42

    ଏହା ତଦନ୍ତ ସଠିକ୍ ଭାବରେ କରା ଯାଉ ।

  • @user-le4hh3rj9w
    @user-le4hh3rj9w 3 วันที่ผ่านมา +10

    ଯଦି ମିଛ ପ୍ରମାଣ ହୁଏ ସରକାର ସେ ପୁଅର ମାନହାନି ପାଇଁ ୧୦ଲକ୍ଷ ଦେବ ତ?

    • @jayantidas8179
      @jayantidas8179 2 วันที่ผ่านมา +1

      10lakhshya re kn haba?

  • @BanitaRoutray-qj2nu
    @BanitaRoutray-qj2nu 2 วันที่ผ่านมา +3

    ଧନ୍ୟ ମା ମାନିବାକୁ ପଡ଼ିବ ଲାଜ ଲାଗୁନି ମିଛ କହିବାକୁ 🤬😡

  • @kalingatraveller
    @kalingatraveller 6 วันที่ผ่านมา +21

    ମାଉସୀ ତମେ ବି ଜଣେ ନାରୀ .ସେ ଝିଅ ଜାଗାରେ ଯଦି ତୁମ ଝିଅ ହୋଇଥାନ୍ତା କି ତମ ସହ ଯଦି କେହି ଏମିତି କରିଥାନ୍ତା ....

    • @_moon_girl_sanju
      @_moon_girl_sanju วันที่ผ่านมา +1

      Nana ta jhia nuha ta natuni thanta...😢

  • @rakeshjena6523
    @rakeshjena6523 2 วันที่ผ่านมา +6

    ଆରେ ହଁ ସେ ଚୁକା ପିଲା ସେମିତି କାମ କରିଛି ନହେଲେ ମୁହଁ ଲୁଚେଇ ଫେରାର ହବ ପାଇଁ ଲୁଚି ନଥାନ୍ତା ସେ ଶଶୁର ପୁଅ ଛୋଟ ଛୁଆ ନା ତା ନୁନିରେ ଚେନ୍ ଲାଗିଗଲା 😂😂😂 କି ସୁନ୍ଦର୍ ଅଭିନୟ କରୁଛନ୍ତି, ସେ ନୁନି ତାର କଟା ହବ ବହୁତ୍ ଲମ୍ବା ହେଲାଣି😂😂🤣🤣 ମୁ ଏବେ କାଟିବା ପାଇଁ ଯନ୍ତ୍ର ପତି ନେଇକି ଯାଉଛି

  • @biswaranjan772
    @biswaranjan772 3 วันที่ผ่านมา +8

    ସେ କଣ ବାହାରେ ପରିଶ୍ରା କରୀକି ଘରେ ଆସିକି ଚେନ୍ ଦଉଚି🤔🤔🤔🤔🤔 ତମେ ବି ମାଉସୀ କଣ କରିବ ଯେ ସବୁ ପିଲା ଙ୍କ ଦୋଷ ମା ମାନେ ଲୁଚାନ୍ତି, ଭୁଲ୍ କରିବ ଯଦି ଫାଶୀ ହବ ଲୋ ବୁଢ଼ୀ😂😂😂😂😂

  • @khushirishilifetv9208
    @khushirishilifetv9208 3 วันที่ผ่านมา +7

    ଯଦି ସେଇ ପିଲା ଟି ନିର୍ଦ୍ଦୋଷ ତାହେଲେ ଫେରାର ହେଇଯାଇଥିଲା କାହିଁକି

  • @oldisgold1379
    @oldisgold1379 4 วันที่ผ่านมา +9

    ପରିସ୍ରା କଲା ବାହାରେ ଆଉ ପ୍ୟାଣ୍ଟ୍ ଚେନ୍ ଲଗେଇଲା ଘର ଭିତରେ🥺🥺 ଏ କେମିତି କଥା ମାଉସୀ 😢ଆଉ ଯଦି ଚେନ ରେ କଟି ରକ୍ତ ବାହାରୁଛି ସେ ଚୁପ୍ ହେଇ କେମିତି ଶୋଇଥିଲା 😅

    • @rakeshjena6523
      @rakeshjena6523 2 วันที่ผ่านมา +2

      ସେ ନୁନି ତାର କଟା ହବ ବହୁତ୍ ଲମ୍ବା ହେଲାଣି😂😂🤣🤣 ମୁ ଏବେ କାଟିବା ପାଇଁ ଯନ୍ତ୍ର ପାତି ନେଇକି ଯାଉଛି

  • @SandhyaraniSial-bq1dg
    @SandhyaraniSial-bq1dg 3 วันที่ผ่านมา +7

    Mausi tame bahut bhala gapa kahucha

  • @puhandilkiabajtitu8166
    @puhandilkiabajtitu8166 5 วันที่ผ่านมา +6

    ସତରେ ଯଦି କେହିବି ଏମିତି କାମକରୁଚି ଦଣ୍ଡ ମିଳୁ ଯେମିତି କେହିବି ଭୁଲ କରିବେନି
    ନୂଆ ନିୟମ ଅନୁଯାଇ ଫାଶୀ ଦିଆ ଯାଉ
    କିନ୍ତୁ ଭଲ ଭାବରେ ସତ୍ୟ ବାହାକୁ ଆଣିବାକୁ ଅନୁରୋଧ ଆଇନ ର ରକ୍ଷକ 🙏

  • @BirendraKumar-xu2zh
    @BirendraKumar-xu2zh 3 วันที่ผ่านมา +4

    ଭାଇ ରେ ସେ ପୁଅ ସେମିତି ନୁହଁ 🥺🥺🥺🥺🥺🥺 ଦୋଷ ନ କରିବି ସେ ଦୋଷୀ ହେଇଗଲା😔😔😔😔

  • @Jagat_Sahoo1
    @Jagat_Sahoo1 7 วันที่ผ่านมา +47

    ମଦ ପିଇଲେ ଏଇଭଳି ନିଜର ହିତ ହିତା ଜ୍ଞାନ ଭୁଲି ଯାଆନ୍ତି 😢😢

  • @mr.sanjayinformationdiscov3282
    @mr.sanjayinformationdiscov3282 6 วันที่ผ่านมา +22

    ଷ୍ଟେଟମେଂଟ ର ତାଳ ମେଳ ରହୁନି ମତେ ଲାଗୁଛି ନିଶ୍ଚିତ ସେ ନିଷ୍ପାପ ଶିଶୁ ପ୍ରତି କିଛି ଅମାନବୀୟ କାଣ୍ଡ ହେଇଛି,,,
    ପାଣ୍ଟ ର ଚେନ ଯଦି ସେ ଟୋକା ର ଗୁଲ ରେ ଲାଗିଗଲା କଣ ଏତେ ବ୍ଲଡ଼ ବାହାରିଲା ଯେ ବ୍ଳଡ଼ ଯାଇ ଝିଅ ର ପିଠିରେ ଲାଗିଗଲା ଏହା ମିଛ,,,
    ନିରପେକ୍ଷ ତଦନ୍ତ ହେଉ ଦୋଷ ସାବ୍ୟସ୍ତ ହେଲେ ଦୋଷୀ କୁ ଫାଶୀ ମିଳୁ।।।।।।।

    • @rakeshjena6523
      @rakeshjena6523 2 วันที่ผ่านมา +3

      ସେ ନୁନି ତାର କଟା ହବ ବହୁତ୍ ଲମ୍ବା ହେଲାଣି😂😂🤣🤣 ମୁ ଏବେ କାଟିବା ପାଇଁ ଯନ୍ତ୍ର ପାତି ନେଇକି ଯାଉଛି

  • @95Kanhu95
    @95Kanhu95 3 วันที่ผ่านมา +5

    ମା ତୁମେ ମିଛ କହୁଚ,,, ଆମକୁ ଆଉ ଗପ ଶୁଣିବାକୁ ଭଲ ଲାଗୁନି

  • @user-uy5rw1kp8e
    @user-uy5rw1kp8e 6 วันที่ผ่านมา +17

    ଧନ୍ୟ ଲୋ ବୁଢି 😂😂😂 ହାରାମଯାଦି

  • @sudhakarsethi6511
    @sudhakarsethi6511 7 วันที่ผ่านมา +29

    ମାଉସୀ ଆପଣ ମିଛ କହୁଛନ୍ତି

  • @sudarshanmalla5489
    @sudarshanmalla5489 3 วันที่ผ่านมา +7

    ଟା ପେଳ କୁ ହାତୁଡ଼ି ରେ ପିଟି ପିଟି ଫଟା ଯାଉ

  • @pratapmallick3096
    @pratapmallick3096 4 วันที่ผ่านมา +6

    ଆଛା ଯଦି ସେ ଝିଅ ଦୁଷ୍କର୍ମ ତାହାଲେ ଦୋଷୀ କୁ ଦଣ୍ଡ ଦିଆଯିବ,, ଆଉ ଯଦି ନିର୍ଦ୍ଦୋଷ ସାବ୍ୟସ୍ତ ହେଲା ତାହାଲେ ସେ ପୁଅ ଯୋଉ ଜେଲ୍ ଗଲା ମାନ୍ ସମ୍ମାନ ଗଲା ସାରା ପବ୍ଲିକ୍ ଦେଖିଲେ ତାର କଣ ହେବ ସେ ଝିଅର ବାପା ମା ଭରପୁର କରିବେ କୁହତ କୁହ ଜବାବ ଦିଅ ଆଇନ ଆଉ ପୋଲିସ୍ ବାଲା ଫେରେଇ ପାରିବ

  • @amitadas1085
    @amitadas1085 3 วันที่ผ่านมา +5

    Jou parents mane a vedio dekhuchhanti tanku request... please kaha gharaku pilanku eka chhadantuni ki below 10 yr pilanku eka ghare chhadi kuade jantuni ..padosi b sarbanash kari pare

  • @mahaveer109
    @mahaveer109 7 วันที่ผ่านมา +38

    ମିଛ କହିବାରେ ଗୋଟେ ସୀମା ଅଛି ଲୋ ବୁଢ଼ୀ ଛୁଡ଼ି 😡😡😡😡

    • @madhusmitamohanty2332
      @madhusmitamohanty2332 วันที่ผ่านมา +2

      E parjyanta report asini age asu.puara bi test heini

  • @maheshkumar-fn4gc
    @maheshkumar-fn4gc 7 วันที่ผ่านมา +73

    ମାଉସୀ ପୁଅ ପାଶେ ଗଲା ପାଶେ ବସିକି ସେ ସେଇଠି ଚେନ ନ ଦେଇକି ଘର ଭିତରୁ କୁ ଆସିକି ଘଟ ପାଖରେ କାଇଁ ଚେନ ଦେଲା ଯୋଉଠି ପାଶେ ବସନ୍ତି ସେଇଠି ତ ଚେନ ଦବ ନା 😂

    • @DasAjaya-nm2mp
      @DasAjaya-nm2mp 7 วันที่ผ่านมา +4

      😂😂😂😂right katha kahichanti

    • @Khantiodia.411
      @Khantiodia.411 7 วันที่ผ่านมา +2

      Tankara alaga 😅😅😅😅

    • @umakantbag4800
      @umakantbag4800 4 วันที่ผ่านมา +2

      Right 👍🏾

  • @RanjitBariha-kc1it
    @RanjitBariha-kc1it 7 วันที่ผ่านมา +21

    ସବୁ କଥାରେ ଆ.... ଆ ...ଆ.. କଣ ପାଇଁ ମ ପୋଲିସ .

    • @sunilfailure123
      @sunilfailure123 6 วันที่ผ่านมา +1

      😂😂😂😂

    • @sukantisoren2661
      @sukantisoren2661 19 ชั่วโมงที่ผ่านมา +2

      Se jone ଅଣଓଡିଆ ta re

  • @raja_______0831
    @raja_______0831 3 ชั่วโมงที่ผ่านมา

    DCP . Prateek singh really he is a great police officer ❤😊❤

  • @kanhahomedecorating6602
    @kanhahomedecorating6602 6 วันที่ผ่านมา +11

    ମା ତମେ ମିଛ କହୁଛ? ବାହାରେ ପୁଅ ପରିସ୍ରା କରିବ ଘର ଖଟରେ ବସି ଚେନ ଦେବ ସେକଣ ଛୋଟ ଛୁଆ ମିଛ କହିବାର ଗୋଟେ ସୀମା ଥାଏ

  • @dhirendrasahu517
    @dhirendrasahu517 7 วันที่ผ่านมา +8

    Jay Jagannath moha Prabhu tume jaana🙏🙏🙏

  • @iamsweetpoison2523
    @iamsweetpoison2523 6 วันที่ผ่านมา +4

    Aaaa aaaa aaaa re vedio sarigala 😅😂

  • @hareshchandranaik8065
    @hareshchandranaik8065 7 วันที่ผ่านมา +4

    Mother saves her son we feeling it

  • @nakulnaik1423
    @nakulnaik1423 6 วันที่ผ่านมา +2

    ପୁଅ ଝିଅ ଯେତେ ଖରାପ କି ଅପରାଧୀ ହୁଅନ୍ତୁ, ନିଜ ମାଆ ନିଜ ପୁଅ ଝିଅ ସପକ୍ଷରେ ଯୁକ୍ତି ବାଢିବା ସ୍ୱାଭାବିକ ! ଏମିତି ଦୋଷ ଅପରାଧ ଘୋଡ଼ାଇ ସମାଜର ବର୍ତ୍ତମାନ ଅବସ୍ଥା ଏମିତି !କିଛି ତ ଲଫଡା ନିଶ୍ଚୟ ଅଛି !

  • @madanmohannayak8460
    @madanmohannayak8460 7 วันที่ผ่านมา +5

    ପ୍ରତୀକ ବାବୁ IPC ନୁହଁ BNS ବେଲାଣି 🙏🙏🙏

  • @itishreemallik4583
    @itishreemallik4583 7 วันที่ผ่านมา +29

    Badamas maa ku abhadra pua

  • @laxmidharbarik5867
    @laxmidharbarik5867 6 วันที่ผ่านมา +3

    ଠିକ୍ ସେ ତଦାରକ କରାଯାଉ ଯେଭଳି କେବେବି ଭୁଲ ନହେଉ

  • @Dhruva-g3o
    @Dhruva-g3o 4 วันที่ผ่านมา +1

    Finally

  • @tejashjashipuria4453
    @tejashjashipuria4453 7 วันที่ผ่านมา +8

    2.5ବୟସ 😭😭😭😭😭😭

  • @dillippatra3068
    @dillippatra3068 5 วันที่ผ่านมา +1

    Thanks bbsr 👮 police

  • @StephenDominick-r1k
    @StephenDominick-r1k 7 วันที่ผ่านมา +7

    Blood baharila talaku asiki soipadila au taku kasta helani ki superb story mausi tiyari karichanti

  • @arabindapradhan
    @arabindapradhan 7 วันที่ผ่านมา +26

    Maa ta bahut tautar achhi

  • @mrrajdancer4944
    @mrrajdancer4944 7 วันที่ผ่านมา +4

    Repot jadi positive achhi taha hele tara des kati fasi danda diajau jay jaganath 🙏🏻🙏🏻

  • @laxmipriyabarik9238
    @laxmipriyabarik9238 7 วันที่ผ่านมา +2

    Hey prabhu se chua bisyare kehi bhabu nahanti se kete kasta pauthiba hey prabhu

  • @SantilataMunda-rv4yt
    @SantilataMunda-rv4yt 7 วันที่ผ่านมา +8

    ପିଲା କଡିସନ କେମିତି ରେ 😂😂😂

  • @Msdofficialvideo7
    @Msdofficialvideo7 วันที่ผ่านมา +1

    ଅ... ଅ.... ଅ.....

  • @ashokkumarmallick1375
    @ashokkumarmallick1375 7 วันที่ผ่านมา +8

    ଫାସୀ ଦିଆ ଯାଉ

  • @user-uf9zh5kx8o
    @user-uf9zh5kx8o 2 วันที่ผ่านมา +1

    Aau maa pura sati Savitri aau

  • @user-hi9yr8pw7o
    @user-hi9yr8pw7o 7 วันที่ผ่านมา +12

    Mausi tam puara chen ketay lamba ki

  • @user-cm4mq5in2o
    @user-cm4mq5in2o 7 วันที่ผ่านมา +24

    Maa 1no pua 2no 😂😂😂😂😂😂

    • @satyajitmallick804
      @satyajitmallick804 7 วันที่ผ่านมา

      Tume 3 na

    • @shantanupradhan3310
      @shantanupradhan3310 7 วันที่ผ่านมา +5

      First time sunili😂 chain lagile blood bahare boli 😂 pila bele ame janichu kete blood bahare🤣🤣 ମିଛ କହିବାର ସିମା ଥାଏ

  • @sukantapatra7478
    @sukantapatra7478 7 วันที่ผ่านมา +4

    Maa sampurn mich kouchi.

  • @bijaykumar346
    @bijaykumar346 7 วันที่ผ่านมา +10

    Kia sata kahu chi kia micha kahuchi Hospitality hela pore jana podiba

  • @Mukuniabhinetri1
    @Mukuniabhinetri1 4 วันที่ผ่านมา +1

    😢😢😢

  • @jajpurrani
    @jajpurrani 6 วันที่ผ่านมา +4

    Medical test karantu

  • @Experimentagent
    @Experimentagent 23 ชั่วโมงที่ผ่านมา

    ଏମିତି ବହୁତ ପୁଅ ମିଛରେ ଫସିବାର ଦେଖିଛି😅

  • @Alpa_hashiba_Alpa_sikhiba
    @Alpa_hashiba_Alpa_sikhiba 7 วันที่ผ่านมา +3

    Daya Kari Bina pramana re kichi bi Action nia ntu nahi karana sie bi kahara pua ie bi kahara jhia,,upare Jana sabu dekhu chhi

  • @JatindraNaik-wd2mp
    @JatindraNaik-wd2mp 7 วันที่ผ่านมา +1

    rama

  • @sarbeswardas9828
    @sarbeswardas9828 7 วันที่ผ่านมา +7

    Nian nathile dhuan baharena

  • @SNayak-kq5wd
    @SNayak-kq5wd 6 วันที่ผ่านมา +1

    Nesw Reporter bhainku anurodh tike jhia ghara lokanka byte diantu

  • @user-uq2xq6dq4k
    @user-uq2xq6dq4k 3 วันที่ผ่านมา +1

    Maa to no thila ghore hele kemiti kohuchhi ta puo kichhi korini

  • @user-wp6wv5pl7r
    @user-wp6wv5pl7r 7 วันที่ผ่านมา +3

    Guptanga to amiti kete blood baharila ki jhia pithi re lagi bedsheet b bhiji gala
    Mi6a ta b kuha jemiti loka biswas karibe

  • @user-sb9sw8wu5i
    @user-sb9sw8wu5i 6 วันที่ผ่านมา +2

    A...aa.....a.....aa😅bahare police officer

    • @barendrasahoo4
      @barendrasahoo4 4 วันที่ผ่านมา

      😂😂😂😂👌

  • @balajipanigrahi906
    @balajipanigrahi906 7 วันที่ผ่านมา +1

    Medical check up hele Jana padiba rap hoichi ki nahi

  • @bijayalaxmitikina701
    @bijayalaxmitikina701 7 วันที่ผ่านมา +4

    Gapa suna lo mausi aau to pua chota pila pant ra chain deiparuni blood baharuchi ,lajya laguni pua ra bhul ku ghodauchu .

  • @krushnachandranaik1896
    @krushnachandranaik1896 6 วันที่ผ่านมา +1

    ପୁଅତ ରେପ୍ କରିନି ଫେରାର ହେଲା କାହିଁକି ମା କହୁଚି ଚେନ୍ ଲାଗିଗଲା ତା.......ରେ ତୋ ପୁଅ କ୍ଷୀର ଖାଉଛି

  • @ByamokeshRath-fb3cj
    @ByamokeshRath-fb3cj 7 วันที่ผ่านมา +2

    Daktari maiena helapare Jana padib.without any concrete proof police should not arrest the person.

  • @prativaprusty1502
    @prativaprusty1502 6 วันที่ผ่านมา +1

    Pant ru jhhia pithhiku blood jiba sandeha janaka

  • @edisondas626
    @edisondas626 7 วันที่ผ่านมา +3

    Histryata

  • @user-qu3kh3hf9z
    @user-qu3kh3hf9z 7 วันที่ผ่านมา +3

    Sabo maa hemiti hi lage ki tha pua kichi karini ke the bhi galat karo maa ankhi rhe pua bala bala he maa bhi tha pua ra bol luchauchi

  • @khushirishilifetv9208
    @khushirishilifetv9208 3 วันที่ผ่านมา +1

    ଭାସ୍କର ତୁ ଶେଷରେ

  • @rasmitakumarinahak7801
    @rasmitakumarinahak7801 7 วันที่ผ่านมา +2

    Jadi Chan lagiki ate sara blood baharuchi wa 🙏

  • @sksahil9570
    @sksahil9570 2 วันที่ผ่านมา +1

    Sir apono bite kam AAA adhiko kohucho

  • @prativaprusty1502
    @prativaprusty1502 6 วันที่ผ่านมา +1

    Jadi kichhi karinahi ferar kahinki thhila

  • @dreamwithyou9788
    @dreamwithyou9788 5 วันที่ผ่านมา

    E type r case jadi hauchi t police ta kama Karu investigation bi Karu .... But e pari case ku media re publice Kariba thik nuhe ....

  • @madhusmitamohanty2332
    @madhusmitamohanty2332 วันที่ผ่านมา +1

    Kain se jhiara test na kari Kan pain e pilaku dhari nela..?e ki katha...

  • @Gugu-ql9dx
    @Gugu-ql9dx 3 วันที่ผ่านมา +1

    Ta maa sabu janiki kahuchi kichi kare ni mo pua

  • @StephenDominick-r1k
    @StephenDominick-r1k 7 วันที่ผ่านมา +10

    Pass basiki khata upare chain dauthila😅😅😅😅😅

    • @punammishra8396
      @punammishra8396 7 วันที่ผ่านมา

      Bhai kan esabu😂😂😂😂😂😂

    • @StephenDominick-r1k
      @StephenDominick-r1k 7 วันที่ผ่านมา

      @@punammishra8396 ta maa jou point tu point details dauthila comedy lagilana details ta

  • @gamingbishnu2370
    @gamingbishnu2370 6 วันที่ผ่านมา +2

    Jadi se kichi karini se police ku luchila kan pain & jadi blood baharila taku b pain heithiba na, ta ma ku se pila kahilani kan pain. Blood bahariki bed re au tale, ete blood baharilnai se kemiti se pua sahiki soiparuchi ba. Hau kali jana padijiba se kan kan karichi

  • @user-hq1gj6xb5y
    @user-hq1gj6xb5y 7 วันที่ผ่านมา +60

    ପୁଅର ମା ପୁରୁଣା ଖିଲାଡ଼ି

    • @satyajitmallick804
      @satyajitmallick804 7 วันที่ผ่านมา +4

      Jadi ta maa sata khuthye then tume godatale pdi bhul mgibana agee kuha then dekhiba

    • @lipunmaharana599
      @lipunmaharana599 7 วันที่ผ่านมา +5

      Maa ku dosa dia nahi

    • @topperexam1826
      @topperexam1826 7 วันที่ผ่านมา

      Right

    • @user-dl6lq3ew1f
      @user-dl6lq3ew1f 7 วันที่ผ่านมา +3

      ତୋ ମା କେତେ ନମ୍ୱର୍ ଖିଲାଡ଼ି 😈😈😈😈😈😈😈

    • @nakulnaik1423
      @nakulnaik1423 6 วันที่ผ่านมา

      Tume ta maa ra kie ki​@@lipunmaharana599

  • @JanmejayBastia-rw9ug
    @JanmejayBastia-rw9ug 6 วันที่ผ่านมา

    Hei bhagaban sei pua to semiti nakarithau maa bapa nku tk dekha thakure

  • @priyankmallick7153
    @priyankmallick7153 วันที่ผ่านมา

    DCP sir mo kesh kebe niya debe mate tamanda police mo jibana adhara Kari rakhi dela mu bibhahita nathili gate pua ku rep kesh ru bancheiba pai bibhahita mate banei dele ahi kesh kebe sama dhana karuchanti amiti bi paisha khai niriha sarala jhia manakara jibana Hani karuchanti Tama pari police Thai bi a lanchu police manaku chinni paru nahanti aapana

  • @rkdas8711
    @rkdas8711 7 วันที่ผ่านมา

    ଆଗ ଶତ ଟା କଣ ଜାଣିକି ଯାହା କରିବା କଥା କର

  • @Anwesha_cutie
    @Anwesha_cutie 4 วันที่ผ่านมา +1

    Gote katha se doshi na hoithile kebe b ferar hoinathanta ..sethipai se duskaram Karu ki na karu kintu se ta saha kn b kharap kama karithiba sethipai ferar hoigala pllzzz sabu choto jhia manaka pai jomane bed touch au good touch janiparunahanti..semanaku emiti kichi pila Mane sosona karuthibe ..yaku danda dia jauuuu 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @tosabantadhurua1936
    @tosabantadhurua1936 7 วันที่ผ่านมา +4

    Pila duskarma karichi sabu jana paduchi

  • @tosabantadhurua1936
    @tosabantadhurua1936 7 วันที่ผ่านมา +3

    Ebe fasi heba

  • @GayatriDas-or3xi
    @GayatriDas-or3xi 5 วันที่ผ่านมา

    ଆବେ ମାଗିଆ ନିଉଜ ଚ୍ୟାନେଲ ବାଲା ଆଗ ସେ ପିଲା ଦୋଷୀ ସାବ୍ୟସ୍ତ ହେଇ ସାରୁ ତା ପରେ ତୁ ତାକୁ ଅଭିଯୁକ୍ତ କହିବୁ, ଯଦି ସେ ପୁଅ ଭୁଲ୍ କରି ନ ଥିବ ମାଗିଆ ତୋ ପାଇଁ ସେ ବେକାର ରେ ବଦନାମ ହେଇ ଯିବ, ଆଉ ସେ ଝିଅ ର ବି ଭବିଷ୍ୟତ ଖରାପ ହେଇ ଯିବ

  • @shankarmohanty7652
    @shankarmohanty7652 7 วันที่ผ่านมา

    Sabu Jana padijiba

  • @user-ry6zv3wc7m
    @user-ry6zv3wc7m 2 วันที่ผ่านมา

    ବେଧ ଗପ କହୁଛି ଗେହି

  • @SujataRoyDailyVlogs
    @SujataRoyDailyVlogs 7 วันที่ผ่านมา

    Bina pramana re kahaku doshi karantuni.. Medical report ku wait kara

  • @rajkharsel5933
    @rajkharsel5933 3 วันที่ผ่านมา

    Bina medicals Report kichhi kahi hebani Bhai

  • @AakashKumar-sr2uz
    @AakashKumar-sr2uz 2 วันที่ผ่านมา

    Tame kemiti janila kuho

  • @Pinku_kumar51
    @Pinku_kumar51 6 วันที่ผ่านมา

    3 year jhia ku kebe kia dushkarma karipariba plz thik se invetication kara jau

  • @user-zz5ff6yv1b
    @user-zz5ff6yv1b 2 วันที่ผ่านมา

    Medical ru sata praman helapare sabu janapadiba kiye dashi aau kie nirdash Bina pramanare kaha ku dashi kahiba thik nuhe dr.sir plz jaha proof debe arjinal proof debe se pilara bhabiswata katha Jay Jagannath 🙏🙏🙏

  • @basamatinanda2745
    @basamatinanda2745 7 วันที่ผ่านมา +2

    Kte thara aaaa karuchha sir

    • @User.no.420
      @User.no.420 4 วันที่ผ่านมา +1

      😂😂😂😂😂
      Mu tk derire bujhili.pare hasi hasi bedam

  • @babuluDas-g2f
    @babuluDas-g2f 11 ชั่วโมงที่ผ่านมา

    Se jhio ku pacharo sabu sato baharibo

  • @Debendranaik-ff4xx
    @Debendranaik-ff4xx 7 วันที่ผ่านมา +1

    A police babu tome. O o o kan karucha

  • @TechwithBNYT
    @TechwithBNYT 5 วันที่ผ่านมา +1

    ଏମିତି ଦଣ୍ଡ ପାଇଁ ଫାସୀ ଦିଆଯାଉ।

  • @badshahbadshah9458
    @badshahbadshah9458 7 วันที่ผ่านมา +4

    Jhia ପାଖରେ ପ୍ୟାଣ୍ଟ୍ ଖୋଲିଲା କାହିଁକି j guptaanga re chain lagila au blood ବାହାରିଲା

  • @AntaramiSahoo
    @AntaramiSahoo 7 วันที่ผ่านมา +1

    Kn chen baji ete kati jaichi

  • @AakashKumar-sr2uz
    @AakashKumar-sr2uz 2 วันที่ผ่านมา

    Nyai chhali para kuho