Aaji Kali kehi v gariba nuhe. Savinka paakhre smartphone hela tv recharge kale 1 lakh deiki gadi kinile sethire petrol pakaile .magana re rice,gas,bhatta etc paaile Kebal chhua janma Kariba magana hauni Samaya aasiba seita magana re diaa jiba
Tomo bapa pasibo adivasi Pilanku....Gote khonde pilaku di oli khaiba dei patho podhei bada Manisha kori6u ki....Age kor tapore KISS upore nojor debe....
Kebala sc st aau obc Vote re sarkaar heini . General manakara v bahuta bada avadan achhi. Chaakiri re sc st aau obc ra reservation utha jaau kebala general Bala ku chaakiri diaa jaau
Kan pain govt land re ghara kari chhanti se mane? Jie odisha loka samasta nka nija nija jami achhi....tame kan pain adhika jami pain jabardsti ghara kariba
BJP ସରକାର ଙ୍କର ଏହା ଗୋଟିଏ ଭଲ ପଦକ୍ଷେପ, କିନ୍ତୁ ଭୂମି ହୀନଙ୍କୁ ଜମି ଦିଆ ଯାଉ 👍👍👍🙏🙏🙏
Right 👍
Right
Bjp govt କେବେ b କାହାକୁ ଜାଗା ଦେବ ନାହିଁ
Govt ଜମି ନେବ ଆଉ Pvt company like Adani ku leage ରେ ଦେବ
😊😊😊
Bilkul no kaha ku kichi dia jiba nahi
ଦୁଇ ଡିସିମିଲ ପର୍ଯ୍ୟନ୍ତ ଭଙ୍ଗା ନ ଯାଉ। ପଟ୍ଟା ଦିଆଯାଉ। ଗରିବ ମଧ୍ୟବିତ୍ତ ଉପକୃତ ହେବେ।
right
👍 Right sir
ଜମି କୁ NTPC କୁ ଦେଇ ପାଲୁସନ କରନ୍ତୁ
Gariba bhumi hina. Nka jami ku patta dia jaau.
@@sudhakarnayak5393kn right vi. Apanka kathare samathe Garib
ଯେଉଁ ବ୍ୟକ୍ତି ଗରିବ ହୋଇଥିବ ସେମାନଙ୍କ ଘର 🏠 ଭାବିପାରିବନି ସରକାର ଏଥିପତି ଧାନ ଦେବା ଦରକାର
Goribo manonku magonare jagadiahebo
BhAi. Aineta. Samastika. Paigota. Sea. Garib. Hau. Ki. Dhani. Jai. Shree. Ram
Aaji Kali kehi v gariba nuhe. Savinka paakhre smartphone hela tv recharge kale 1 lakh deiki gadi kinile sethire petrol pakaile .magana re rice,gas,bhatta etc paaile
Kebal chhua janma Kariba magana hauni
Samaya aasiba seita magana re diaa jiba
ଆରେ ଏଇ ମୂର୍ଖ ସରକାର କାହାର ଦୁଃଖ ବୁଝି ପାରିବନି ।
@@JyoshnamayeeMishra ଭାଇ ସରକାର ଜନତା କୁ ସବୁ ଯାଗାରେ ସୁରକ୍ଷା ବ୍ୟବସ୍ଥା କରିବା ଏକାନ୍ତ ଆବଶ୍ୟକ ଏଥି ନିମନ୍ତେ ଜନତା ସୁଖରେ ଅତିବାହିତ କରିଥାନ୍ତି ଏହା ଠିକ୍ କି ଭୁଲ୍ ଆପଣ ଚିନ୍ତିତ ହୋଇ କମେଟ କରିବେ କାହିଁକି ନା ଜଣେ ରାଜା କେବେ ପ୍ରଜାମାନଙ୍କ ର ଅମଙ୍ଗଳ କରନ୍ତି ନାହିଁ ତେଣୁ ସରକାର ଆରମ୍ଭ ରାଜା
Mohan majhi mo banda cm
ଠିକ୍ କଥା ପ୍ରଥମେ ବଡ ବଡ ସହରରେ କାମ ହୋଉ ଦେଖିବା କେତେ ଦୂର କାମ ହୋଉଛି
ଠିକ କହିଲ ଭାଇ
Right
ପ୍ରଥମେ ଭୁବନେଶ୍ବର ରେ ଆରମ୍ଭ ହେଉ।
U r right 👍
Right
Right Right Right Right Right Right
Hu ki
Right
ବହୁତ ସୁନ୍ଦର ପଦକ୍ଷେପ
ସରକାର ଙ୍କ ଏ ପ୍ରକାର ପଦକ୍ଷେପ ବାସ୍ତବ ରେ ସ୍ୱାଗତଯୋଗ୍ୟ। କିନ୍ତୁ ଗରିବ ଲୋକ ତଥା ଭୂମିହୀନ ଲୋକମାନଙ୍କ ପାଇଁ ସରକାର ଦୃଷ୍ଟି ଦେଲେ ଭଲ ହେବ।
Bhubaneswar ର KISS UNIVERSITY , ଯଦି ଜଙ୍ଗଲ ଜମିରେ ତିଆରି ହୋଇଥିବ , ସେଇଟା ବି ଭାଙ୍ଗି ଦିଆ ଯାଉ ᱾ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଦରକାର ᱾
🎉right
Tomo bapa pasibo adivasi Pilanku....Gote khonde pilaku di oli khaiba dei patho podhei bada Manisha kori6u ki....Age kor tapore KISS upore nojor debe....
Apanaka matamata pura thik
right
Thik katha
ବିଜେପି ଶରକାର ଜୟହେଉ❤❤❤
ଏହି ନିୟମ ସାଧାରଣ ଲୋକଙ୍କୁ ଅତ୍ୟନ୍ତ ଦୁଃଖ ଦେବ। ବର୍ତ୍ତମାନର ଜନସଂଖ୍ୟା ଅନୁପାତରେ ଭୂମିହୀନ ଲୋକଙ୍କୁ ବାସସ୍ଥାନ ପାଇଁ ଜାଗା ଦେବା ଦରକାର। ବିଶେଷକରି ST,SC,and OBC ମାନଙ୍କ ପାଇଁ ଜରୁରି।
ଠିକ ଯେ କିନ୍ତୁ କିଛି ପରା ସେ ଜମି ବିକି ମାଲେମାଲ ଆଉ ସରକାରୀ ଯୋଜନାରେ କିଛି ନିର୍ମାଣ କରିବା ପାଇଁ ଦେଉନାହାନ୍ତି ସେ ଜମି ନିଜର କହି, ମୋ ଗାଁରେ ଘଟିଛି ଯାହାକି ସରକାରୀ ଗୋଷ୍ଠୀ କେନ୍ଦ୍ର, ମମତା ଗ୍ରୁହ, ଅଙ୍ଗନବାଡି କେନ୍ଦ୍ର ଲହେଇପାରୁନି କିନ୍ତୁ ବିକି ଦେଉଛନ୍ତି
Right bahi😢😢😢
❤❤🎉
Correct ମାଡିଚାଲ ଆଗକୁ ଆଗକୁ
Kebala sc st aau obc Vote re sarkaar heini . General manakara v bahuta bada avadan achhi. Chaakiri re sc st aau obc ra reservation utha jaau kebala general Bala ku chaakiri diaa jaau
👏
ଗାଁ ଗହଳିରେ ଗଲାବେଳେ ପ୍ରଥମେ ପରିସ୍ଥିତି ଅନୁଧ୍ୟାନ କରିବା କଣ କିଏ ଗରିବ କିଏ ଯମି ଥାଇ ମଧ୍ୟ ଯବର ଦଖଲ କରିଛନ୍ତି ଏହା କୁ ଭୂଲି ନଯାନ୍ତୁ ଆମ ସରକାର
ଆରେ ମେଡ଼ିଆ ଭାଇ ପଟିଆ ଆସ କେତେ ଜମି ମାଡ଼ିବସିକି ଧନୀ ଶ୍ରେଣୀ ର ଲୋକ ମାନେ ଭଡା ଆଦାୟ କରି ବିଦେଶ ବୁଲୁଛନ୍ତି.. ଆଉ ଭଡା ର ଉଚିତ ମୂଲ୍ୟ ଠୁ ଖୁବ ଅଧିକ.. ଧନୀ ଲୋକଙ୍କ ସବୁ ଛାଡ଼
ସରକାର ଜମିରେ ଗରିବ ଲୋକ ଘର କରିଥିଲେ। ସେମାନଙ୍କୁ କ'ଣ କରିବେ।
Kichi gariba nuha . Gariba banda dhari Mariba. Goment sabu subidha dauchi . Jete baharu rohigya au pathana sabu jabardakhal kari chanti
Aayu thore Election hebo CM, PM BODOLI JIBO
Kan pain govt land re ghara kari chhanti se mane? Jie odisha loka samasta nka nija nija jami achhi....tame kan pain adhika jami pain jabardsti ghara kariba
Good question 😢😢
Are bhi badaloka besi gariba kam
ଜାହାର ଘର ବାଡ଼ି ନଥିବ ତା'ର ଘର 🏠 ଭାଙ୍ଗି ପାରିବେ ନାହିଁ ସରକାର
Under which act of Land Law?
ଆଗ ଭୁବନେଶ୍ୱର ଅଚ୍ୟୁତ ସାମନ୍ତ ଠାରୁ ସରକାରି ଜମି ଆଣ
ବହୁତ ଭଲ ପଦକ୍ଷେପ।। ପ୍ରଥମେ ଭୁବନେଶ୍ବର ରେ ଆରମ୍ଭ କରାଯିବା ଦରକାର।। 💪💪🎉👏👏
କେନାଲ ର ଉଭୟ ପାର୍ଶ୍ଵ ରୁ ଜବର୍ ଦଖଲ ହଟା ଯାଉ।jay ବିଜେପି
ସ୍ୱାଗତ ଯୋଗ୍ୟ ନିଷ୍ପତି. ଯଥାଶୀଘ୍ର କରାଯାଉ.
ଆମ ଓଡ଼ିଶା ବିଜେପି ସରକାର ମୋହନ ମାଝି କି ହେଟା ଆ ଗରିବ ଲୋକ ମରିବ😭😭😭😭😭😭 ଆମ ଓଡ଼ିଶା ନବୀନ 💚💚💚💚💚💚💚💚💚💚💚💚
ମୁଁ ଭୁମି ହିନ
ଭାଇ ଏପଟ କୁ ଆସ ଭାରି ମୁ ରଖିଛି ଜମି
@@biswajitmoharana3467😅
ଗ୍ରାମାଞ୍ଚଳରେ ଏହି ନିୟମ ଲାଗୁ କଲେ ବିଜେପି ସରକାର ପାଞ୍ଚ ବର୍ଷ ରୁ ଅଧିକ ଓଡିଶାରେ ତିଷ୍ଟିବେ ନାହିଁ, ଅନେକ ଗରୀବ ଶ୍ରେଣୀର ଲୋକ ସରକାରୀ ଜମିରେ ଘର ତୋଳି ବସବାସ କରୁଛନ୍ତି, ସେମାନେ ଯିବେ କୁଆଡେ, ବହୁତ ଜମି ହୀନ ଲୋକ ଅଛନ୍ତି ସେମାନଂକୁ ପ୍ରଥମେ ଘର ଦେଇ ଥଇଥାନ କରାଯାଉ ତା ପରେ ଘର ଛାଡ଼ିବେ
ଗ୍ରାମାଞ୍ଚଳ ରେ ବି ବହୁତ ବଡ଼ ବଡ଼ ଧନିଘର ଲୋକ ବି ସରକାରୀ ଜମି କୁ ମାଡି ବସିଛନ୍ତି
Right
5 years sufficient..vote na diantu kintu bhala kama heba darkar...jau dhani loko mane jaga madi basichanti semane kn governor
@@sujit_sahoo jou mane dhani semanaku uthao gariba lokonku hairana na karantu
Thik kahila
ନିର୍ଦ୍ଦେଶ କେବେ କାର୍ଯକାରୀ ହଉଛି ଦେଖିବା କଥା ।
ଉଛେଦ କାମ ରାଉରକେଲା, keonjhar ରେ ଆରମ୍ଭ ହେଇ ସାରିଲାଣି ଆଉ ନିର୍ଦେଶ କଥା ପରେ l
Bahut badhia sabujagare amiti heo tq
Good action
ବୋଉତ ଦିନପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭଲ ଆଇନ କରିଛନ୍ତି ଧନ୍ୟବାଦ 🙏
Are bhai tu Sina private plot re rahuchu jou mane gariba loko semane ta govt plot re achanti semane kn karibe e Katha tike bhabe
ଗରିବ ଲୋକଙ୍କ ଲୁହରେ BJP ସମ୍ପୁର୍ଣ୍ଣ ଭାସିଯିବ ☝️
ଠିକ କଥା @@BonyNahak
@@BonyNahakAagaru kouthi thile.tanka bapa gosa bapa .........
୫୩ ବର୍ଷ ଧରି ରହିଆସୁଥିବା ପରିବାର କଣ କରିବା,୧୯୭୨ ମସିହାରେ ସରକାର ଭୂମି ହୀନ ପରିବାରକୁ ଦିଆଯାଇ ଥିଲା ଆଜି ପର୍ଯ୍ୟନ୍ତ ପଟ୍ଟା ପ୍ରଦାନ କରାଯାଉ
ଧନୀଙ୍କୁ ଛାଡ ଗରିବଙ୍କୁ ମାଡ 😢😢
ବହୁତ ସୁନ୍ଦର ସ୍ବାଗତଯୋଗ୍ୟ ପଦକ୍ଷେପ କିନ୍ତୁ ସବୁ ଜିଲ୍ଲାକୁ ଏ ଭାଇରସ କେତେଦୂର ସଙ୍କ୍ରମଣ ହେଉଛି ପ୍ରତିକ୍ଷାରେ ଓଡ଼ିଶାବାସୀ।
UP ରେ ମାନନୀ ଯୋଗୀ କିପରି ସରକାର ଜମିତ JC P ଲଗେଇ ବାହାର କରୁ ଛନ୍ତି ଇଛା ଶକ୍ତି ଜଦି ଅଛି ସବୁ ସମ୍ଭବ
ଅନେକ ଗରିବ ଲୋକ ବହୁତ୍ ବର୍ଷ ଧରି ସରକାର ଜମି ରେ ରହୁଛନ୍ତି।। ସେମାନେ ଏବେ କୁଆଡେ ଯିବେ😢😢
ଯାତ୍ରା ପାର୍ଟି ଭଳିଆ ଏତେ ବାଜା ବଜୋଉଛନ୍ତି କାହିଁକି ।
Ta ghara be vanga jiba
Right bro
ଆରେ ଭାଇ ଆମ୍ବେଡ଼ା ଗଛରେ କଣ ଆମ୍ବ ଫଳେ BJP ମାନେ ଭାରତୀୟ ଯାତରା ପାର୍ଟି
Right...
@@niranjandas1953bahut jalapoda hauchi na😂
ଗରିବମାନଙ୍କ ପାଇଁ ଚାଳଛପର ଧନୀଙ୍କ ପାଇଁ 2.2ଟା ଘର ଯାଗାଦିଆଯାଉ
ଭେରୀ ଗୁଡ଼ ଶ୍ୟାଗ ତ ଯ ଗି ଅ ପ ଦ କ୍ଷେ ପ. ସା ର 🙏
ବହୁତ୍ ପଠାଣ, ତେଲୁଗୁ ଲୋକ ବିହାରୀ ମାଡ଼ି ବସିଛନ୍ତି
Mane ae desa tankara nuhe ki? Khali tora desa ki?
@@daaniishhh mo desa taa desa nuha nije jami kiniki ghara kara
Gov land ku madibasi ghara karuchanti bangladesi pathana aasi sabu samudra pakhare gov land ku madibasileni
ST, SC, OBC ମାନଙ୍କୁ ହଇରାଣ ନ କରି ଜଙ୍ଗଲ ଜମି ପଟା ଦିଆଯାଉ,
ଠିକ୍ ଆଇନ ଜୋର୍ ଜବରଦସ୍ତି ଆମ ଗାଁରେ ଲୋକ ଘର କରିଛନ୍ତି ବାଂଲାଦେଶ ରୁ ଆସିଛନ୍ତି।
Tanku aga bida kara
Muslim maanankara ghara aage bhangiba katha
ଦଙ୍ଗା ନିଶ୍ଚିତ ହେବ
Nichi ta hebo
Besi dino rohibo nahi
Obviously
Puni nabin sorkar
ସରକାର 5ବର୍ଷରେଅଧିକଦିନରହିପାରିବିନି ଅତିଲେମ୍ବୁଚିପୁଡ଼ିଲେ ପିତା
Tote emiti laguchi😂
ଜବରଦଖଲ ଉଚ୍ଛେଦ କଲେ ଓଡିଶା ହେବ ଗରିବ
Sat
ଆମ ଗ୍ରାମରେ ଯିବା ଆସିବ କରିବା ପାଇଁ ଯଥେଷ୍ଟ ଜାଗା ଥିଲେବି ତାହା ଜବର୍ଦଖଲ୍ରରେ ରହିଛି ସରକାର ଯଦି ଆମ ଗ୍ରାମ ପ୍ରତି ଦୃଷ୍ଟି ଆକର୍ଷଣ କରନ୍ତି ତାହା ହେଲେ ଆମ୍ଭେ ଚିର ଉପକୃତ ହେବୁ:
କିଛି ବିଲଡର ଗେଚର ଜାଗାରେ ରାସ୍ତା କରିଛନ୍ତି ସେ ସବୁଥିରେ ଗଛ ଲଗାଇବା ପାଇଁ ଚେଷ୍ଟା କଲେ ଭଲ ହୁଅନ୍ତା
ସରକାରୀ ଜମି ଜବରଦଖଲ ଉଚ୍ଛେଦ ହେବ ନିହାତୀ ଦରକାର ସୁନ୍ଦର ପଦକ୍ଷେପ
Ati sundar
ଗରିବ ଲୋକ...କୁଆଡେ ଯିବେ
ଭୂମି ହୀନ(ଆର୍ଥିକ ଅବସ୍ଥା ଦେଖି )ମାନଙ୍କୁ ଚି଼ହ୍ନଟ କରି ସହରାଞ୍ଚଳ ରେ 4/5ଡେସମିଲ ଜମି ଦିଆ ଯାଉ ଓ ଗ୍ରାମାଞ୍ଚଳ ରେ ଅଧା ଏକର ଜମି ଦିଆ ଯାଉ
Good👍👍👍
କିନ୍ତୁ ପୂର୍ବ ସରକାର ଗରିବ ବସ୍ିବାସିନ୍ଦାଙ୍କ ଲୋକଙ୍କ ମାନଙ୍କର ପାଇଁ ଥଇଥାନ ବ୍ୟବସ୍ଥା କହିଛନ୍ତି ତେଣୁ ତାକୁ ଦୁଷ୍ଟି ରଖି କାଜ୍ୟ ଅନୁଷ୍ଠାନ ନିଆଯିବା ଉଚିତ୍
👍👍 good
ପାଣ୍ଡିୟାନ ପାଇଁ ସାବଧାନ ଫୁ
ବହୁତ୍ ଭଲ, ସରକାରୀ ଜମିରୁ ଜବରଦଖଲ ହଟାଯାଉ।
ଖାଲି ପଡ଼ିଥିବା ଜାଗା କୁ ନିଆଯାଉ ଘର ଭଙ୍ଗା ନଯାଉ ଲୋକ କୁ ହଇରାଣ କରା ନଯାଉ ନହେଲେ ପଦ୍ମ କୁ ଆମେ ଯେଉଁ ଭରସାରେ ଭୋଟ୍ ଦେଇ ଥିଲୁ ତାହା ସବୁ ଦିନ ମଉଳି ଯିବ ପରିବାର ସୁରକ୍ଷା ପାଇଁ ମଦ ଆଗେ ବନ୍ଦ କର ତେବେ ଜାଣିବା ଆପଣ ଭଲ କାମ କଲେ ବୋଲି
ଏହା ନିହାତି କରିବା ଦରକାର, ସରକାର ଜମି ନିଜେ ସରକାର ହାତରେ ରଖିବା ଯୋଗୁ ଦେଶର ଉନ୍ମତି ହେବ. CM ମାଝୀ ଓଡିଶା ର ରାଜଧାନୀ ଠୁ ଆରମ୍ଭ କଲେ ବହୁତ ଭଲ ହେବ... ଜହାର
Good job.
ଯାହାର ମୋଟ ଜମି ନାହିଁ ହେଲେ ସରକାରୀ ଜମି ରେ ଚାଷ କରି ଚଳୁ ଛନ୍ତି
ବହୁତ ଭଲ ପଦ ଖେପ୍
ଗାଁ ଗହଳିରେ ମଧ୍ୟ୍ୟ ସେହି ନିୟମ ରହିବ
ବଢିଆ ବଢିଆ ବଢିଆ
ଭଲ ସ୍ଲୋଗାନ୍ ଟେ
Thank you ❤️
Jau ମାନେ tax ଦେଉ ନାହାନ୍ତି ସେଇଟା ଷ୍ଟିକ କରନ୍ତୁ.
Jharsuguda ରେ ବହୁତ୍ ଅଛି
Mohan sarakar besi dina nuhan
Very nice
Bahut bhala katha
ସହରୀ ଭୂମି ହୀନ... ଗରିବ ମାନଙ୍କୁ ଆଉ ଗାଁ ଭୂମି ହୀନ ମାନେ କୁଆଡେ ଯିବେ....?
ସହରାଞ୍ଚଳ ହେଉ ବା ଗ୍ରାମାଞ୍ଚଳ ପ୍ରଥମେ ଭୂମିହିନ ମାନଙ୍କୁ ଚିହ୍ନଟ କରାଯାଉ ଏବଂ ସେମାନଙ୍କୁ ଜମି ପଟ୍ଟା ସହିତ ଥଇଥାନ କରାଯାଉ ପରେ ସରକାର ନିଜ ଜମିକୁ ରାଜ୍ୟ ର ବିକାଶ ରେ ଲଗାନ୍ତୁ
👍👍👍👍👍 ଏ ଇ ଟା ଯେତେ ଶୀ ଘ୍ର ହଉ 👍👍
ଏ ସବୁ ଗରିବ ମାନଙ୍କ ପାଇଁ ନା ସମସ୍ତଙ୍କ ପାଇଁ
ବହୁତ ଭଲ ପଦକ୍ଷେପ ନେବାକୁ ସରକାର ଯାଉଥିବା ରୁ ଆମେମାନେ ଖୁସି ଅଛୁ
Jay jagannath
Niriya garibo loko kuade jibe
NOBIN Babu VS MOHAN babu aam odisha pai kiye best ? ❤
ଓଡ଼ିଶା ହେବେ ଉଟିବ ପଡ଼ିବ
ଅତି ସୁନ୍ଦର ଚିନ୍ତା ଧାରା ରେ ମୋହନ ସରକାର ମୁଁ ଭଦ୍ରକ ଘଂଟେଶ୍ୱର ମାଣିପୂର୍ ନୂଆସାହି ରୁ ଅଭିଯୋଗ କରୁ ଅଛି କି ନୂଆସାହି ଗ୍ରାମର ପ୍ରାୟ 85 ଏ କର ଗୋଚର ଜମିକୁ ଜବରଦଖଲ କରି ଏଠାରେ ଘର କରିଛନ୍ତି କିନ୍ତୁ ଏମାନଙ୍କର ବ୍ୟକ୍ତିଗତ ସମ୍ପଦି ଅଛି ଅଯଥା ସରକାରୀ ଜମି ଅଧିଗ୍ରଣ କରି ଛନ୍ତି
ଆମେ ବି ଜମିହିନ ଜମିହିନ ଲୋକ କୁ ଡମି ନ ଦିଆଯାଏ ୫ବଷ ରେ ଭୋଟ ମିଲିବନି
Bahut Jabardast step 😊
Gariba lokanka bahut asubidha padbe😢😢😢
Welcome
Sarkar, next jiba amiti kale... Garibnku first thaethan kara
Perfect Cm in odisha ❤❤
Jay odisha 😊
Jay keonjhar 😈💪
Nice step
ସରକାରୀ ଜମି ଉପରେ ଗରିବ ଲୋକ ମାନେ ନିର୍ଭର କରି ବଞ୍ଚୁ ଛନ୍ତି ସେମାନେ କଣ କରିବେ, ତାଙ୍କ ଦୁଃ ଖ କୁ ବୁଝି ସରକାର ପଦକ୍ଷେପ ନିଅନ୍ତୁ
Good
CM NKA BHALA PADEKHEPA👍👍👍👍👍👍
5 ବର୍ଷ ଆଉ ଆସିବ ନି BJP କାହିଁକି ନା ଆମେ ରହୁଛୁ ଗୌଚର୍ ରେ
great CM Odisha 🙏🚩
ବହୁତ ଭଲ ପଦକ୍ଷେପ ଜୟ ଜଗନ୍ନାଥ
Nice step. Thanks.
🌼💚🌼 ତୁରନ୍ତ କାର୍ଯ୍ୟ ପାଇଁ ତଦନ୍ତ ଆରମ୍ଭ ହେଉ ନୂଆ ଓ ପୁରୁଣା ସେଇ ସବୁକୁ କଡ଼ା କଡି ହେବ ବୋଲି ମୋର ଆଶା ଓ ବିଶ୍ବାସ ରହିଛି 🙏 ହରି ଓମ୍ ଅଲ୍ ଓଡିଶା ବାଶି 🏵️💚🏵️
Very? Good. News. Sir
Kounasi gaon re jami pata mili nahi kahibaku gole Emitiki mohan majhi ra bi no thiba.
ଭଲ ନିଷ୍ପତ୍ତି 👌🙏
ନିଜ ନାଁରେ ଥିଲେ ବି ଜମି ଏମାନେ ଘର ଭାଙ୍ଗି ଜମି ନେଇଯିବେ କାଇକି ନା ଏମାନେ ଲୋକଙ୍କୁ ଦେଖିବିନି ଏମାନେ ଓଡ଼ିଶା devlopment କରିବେ 😢 ରାଜନୀତି ଲୋକଙ୍କ ଦୁଃଖ ବୁଝିବେ କାଇଁ
Thamks
Kalahandi ରେ ବହୁତ ଜମି ମାଫିଆ ଅଛନ୍ତି
Thanks
ଉଚିତ୍ ପଦକ୍ଷେପ, thanks to state govt
ବହୁତ୍ ଲୋକଙ୍କ ଜମି ଅଛି ହେଲେ ଗୋଚର ଜମି ରେ ଘର