ଓଡ଼ିଆ ବର୍ଣ୍ଣମାଳାରେ ଅକ୍ଷର କେତୋଟି ? Samaj O Sanskruti | Baishnaba Charan Mohanty | Odisha 365

แชร์
ฝัง
  • เผยแพร่เมื่อ 6 ก.ย. 2024
  • how many letters in odia language ?
    How many characters are there in Odia?
    How many letters are there in Odia Varnamala?
    How many alphabets are there in the modern Odia script?
    How many letters are there in the Odia alphabet?
    How many sounds are there in Odia language?
    What are the vowels in Odia?
    Odia Barnamala (Odia alphabet)
    #samajosanskruti #baishnabacharanmohanty #odisha365 #odiaalphabets #odialetters #odiabarnamala

ความคิดเห็น • 269

  • @gouttamgiri1293
    @gouttamgiri1293 6 หลายเดือนก่อน +50

    ଓଡ଼ିଆ ରେ 50 ଟି ଅକ୍ଷର ଅଛି,ରହିବ ମଧ୍ୟ । ବ୍ରହ୍ମ ଜ୍ଞାନୀ ଙ୍କ ସହାୟତା ନିଅନ୍ତୁ ଜାଣି ପାରିବା । ଶରୀର ତତ୍ତ୍ଵ ସହିତ ଅକ୍ଷର ର ସମ୍ବନ୍ଧ ଅଛି । କିପରି ଜାଣନ୍ତୁ । ଶରୀର ଭିତରେ ଷଡ ଚକ୍ର ଅଛି । ମୂଳା ଧାର ଚକ୍ରରେ ଚାରି ପାଖୁଡ଼ା କୁ ଚାରି ଅକ୍ଷର । ଲିଙ୍ଗ ଚକ୍ରରେ ଛଅ ପାଖୁଡ଼ା କୁ ଛଅ ଅକ୍ଷର । ନାଭି ଚକ୍ରରେ ଦଶ ପାଖୁଡ଼ା କୁ ଦଶ ଅକ୍ଷର ।ହୃଦୟ ଚକ୍ରରେ ବାର ପାଖୁଡ଼ା କୁ ବାର ଅକ୍ଷର । ବିଶୁଦ୍ଧ ବା କଣ୍ଠ ଚକ୍ରରେ ଷୋଳ ପାଖୁଡ଼ା କୁ ଷୋଳ ଅକ୍ଷର । ଲଲାଟ ଚକ୍ରରେ ଦୁଇ ଦଳ ପାଖୁଡ଼ା କୁ ଦୁଇ ଅକ୍ଷର । ସମୁଦାୟ ହେଲା 50 ଅକ୍ଷର । ଆଉ ଯେତେ ରହିଲେ ସେ ସମସ୍ତ ଶରୀରର ସହାୟକ verb, ଏଣୁ, ଏ ସମସ୍ତ ଅକ୍ଷର କୁ କାଟି ଯିଏ କମ୍ କରିବ, ଆପଣ ମାନେ ଜାଣିବେ ସେ ଜଣେ ନିହାତି ଅଜ୍ଞାନୀ ଓ ମୂର୍ଖ ମହାପୁରୁଷ । ଆମର ପୂର୍ବ ପୁରୁଷ ଅଜ୍ଞାନୀ ଥିଲେ ଆଉ ଏମାନେ ଜ୍ଞାନୀ ହୋଇ ଗଲେ । ଓଡ଼ିଆ ଭାଷାକୁ ଲୋପ କରିବା ଏମାନଙ୍କ ଗୋଟାଏ ରୀତିମତ ଷଡ଼ଯନ୍ତ୍ର।

    • @kunmunsmruti6039
      @kunmunsmruti6039 6 หลายเดือนก่อน +1

      ଶରୀର ମଧ୍ଯରେ "ଷଡ" ଚକ୍ର .....????

    • @RanjanKumarDehuri-qj8bb
      @RanjanKumarDehuri-qj8bb 6 หลายเดือนก่อน

      🙏🙏🙏​@@kunmunsmruti6039

    • @sdbaral7721
      @sdbaral7721 6 หลายเดือนก่อน +1

      Odia type by computer-1 page cost Rs35-40 Rs.
      English type-Rs 5.00
      This is our love for Odia bhasa. Shame...

    • @kunmunsmruti6039
      @kunmunsmruti6039 6 หลายเดือนก่อน

      @@sdbaral7721 ଯେତେବେଳେ ଓଡ଼ିଆ କହିବାକୁ ଲୋକଙ୍କୁ କଷ୍ଟ ହେଉଛି, tipe କରିବା କେତେ କଷ୍ଟକର ହୋଇନଥବ.....!!!!
      ଇଂରାଜୀରେ ଏତେଗୁଡିଏ "ମାତ୍ରା"ର ପ୍ରୟୋଗ ନାହିଁ ଯାହା ଅନ୍ୟସବୁ ଭାରତୀୟ ଭାଷାମାନଙ୍କରେ ହୋଇଥାଏ........ଓଡ଼ିଆ ବ୍ୟାକରଣ ତ ଆମେମାନେ ଠିକ୍ ଭାବେ ଜାଣିନାହୁଁ ...... ଅନେକ ଓଡ଼ିଆ ଟାଇପିଷ୍ଟ ବି ନିର୍ଭୁଲ ଭାବେ ଟାଇପ୍ କରିପାରନ୍ତି ନାହିଁ.........ଆପଣ ମଧ୍ଯ ଅଜାଣତରେ ଫୋନ୍ ନମ୍ବର ସବୁ 1,2,3,..... ଭାବେ ମନେରଖୁଥିବେ....

    • @bhikaricharanpadhan1843
      @bhikaricharanpadhan1843 6 หลายเดือนก่อน

      ସଶ୍ରଦ୍ଧ ପ୍ରଣାମ୍ ସାର୍, ଅଭିନନ୍ଦନ । ହରିଃ ଓମ୍ ।

  • @pratapkumarnayak2271
    @pratapkumarnayak2271 6 หลายเดือนก่อน +19

    ସାର୍ ମୋର ଗୋଟିଏ ଅନୁରୋଧ.ଆମ୍ଭେମାନେ ଦେଖି ସାରିଲୁଣି ପଥରରେ ତିଆରି ହୋଇଥିବା ଆମ ଓଡ଼ିଆ ଭାଷାର ତୃଟି ରହିଛି.ଅଜାଣତରେ ହୋଉ କିମ୍ବା ଜାଣତରେ ହୋଉ ହେଇତସାରିଛି....ଚାଲନ୍ତୁ ତାକୁ ଆମ୍ଭେମାନେ ସମସ୍ତେ ମିଶିକି ଏହି ଭୁଲଟି ସଂଶୋଧନ କରିବା ।

  • @sureshkabi68
    @sureshkabi68 6 หลายเดือนก่อน +9

    ମହାଶୟ,
    ସାଦର ନମସ୍କାର ଗ୍ରହଣ କରିବେ। ମୋ ମତରେ ପୂର୍ବ ପରମ୍ପରାରୁ ଯେଉଁ ଭାଷା ବର୍ଣ୍ଣସବୁ ରହିଛି ତାହାକୁ ଉଚ୍ଛେଦ କରିବା ଉଚ଼ିତ ନୁହେଁ। ବରଂ ଏହାର ସୁରକ୍ଷା କରିବା ଉଚିତ ।

  • @dipunadash1495
    @dipunadash1495 5 หลายเดือนก่อน +9

    ଆଲୋଚନା ଭିତରେ ଆପଣ ନିଜେ ବି ତ ସାର କହିଲେ ନାହିଁ ଯେ ଓଡ଼ିଆ ବର୍ଣମାଳାରେ ଅକ୍ଷର ସଂଖ୍ୟା କେତେ ବୋଲି l କିନ୍ତୁ ଆପଣ ନିଜେ ହିଁ ଏ ଆଲୋଚନାର ଶୀର୍ଷକ ଏଇଆ ରଖିଛନ୍ତି

  • @nimaicharanmajhi8366
    @nimaicharanmajhi8366 6 หลายเดือนก่อน +1

    ସୁନ୍ଦର ଉପସ୍ଥାପନା ମହାଶୟ। ସଠିକ୍ ଭାବେ ତଥ୍ୟ ଉପସ୍ଥାପନା କରି ଥିବାରୁ ମୁଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି। ଆପଣ ଆପଣଙ୍କର ଉଦ୍ଦେଶ୍ୟ ସଫଳ ହେଉ ଏହା ଈଶ୍ୱର ଙ୍କ ଠାରେ ମୋର ପ୍ରାର୍ଥନା। ବନ୍ଦେ ଉତ୍କଳ ଜନନୀ।

  • @sabitabehera8748
    @sabitabehera8748 6 หลายเดือนก่อน +6

    Respected Sir.Thanks to your discussion on this matter. Please! save our
    Barnamala.

  • @LISTENODISHA
    @LISTENODISHA 6 หลายเดือนก่อน +14

    ସାର୍ ପ୍ରଣାମ 🙏। ଜଗନ୍ନାଥ ମହାପ୍ରଭୁ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ, ଶ୍ରୀ ପଞ୍ଚମୀରେ ଏତିକି କାମନା🙏🙏

  • @MrPpcops
    @MrPpcops 6 หลายเดือนก่อน +1

    ସାର୍ ଏକ ଗମ୍ଭୀର ବିଷୟ ର ସୁନ୍ଦର ଚର୍ଚ୍ଚା।
    ହେଲେ ଆପଣ ଆକ୍ଷେପ କରିଥିବା ଯେଉଁ ଭାଷାବିତ୍ ଗଣ ସରକାରଙ୍କ ଦ୍ୱାରା ମନୋନୀତ ହେଇ ନିଜକୁ ସରକାରୀ ଭାବେ ଭାଷା ପଣ୍ଡିତ ବୋଲି ପ୍ରତିପାଦିତ କରିଛନ୍ତି ଓ ତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଯଦି ଭାଷାରେ କେବଳ ତୃଟି ନୁହେଁ, ଭାଷା ବିକୃତ ହୁଏ ସେମାନଙ୍କ ଅପେକ୍ଷା ସେମାନଙ୍କୁ ମନୋନୀତ କରିଥିବା କର୍ତ୍ତୃପକ୍ଷ କ'ଣ ସମ ପରିମାଣରେ ଦୋଷୀ ନୁହଁନ୍ତି ? 🙏

  • @DipakSethy143
    @DipakSethy143 5 หลายเดือนก่อน +6

    Sir... ଏତେ ସମୟ ଆପଣଙ୍କର video ଟା ଦେଖିଲି...କିନ୍ତୁ ପ୍ରକୃତ ଉତ୍ତର ପାଇଲିନି

  • @biswabhusanbhanja1561
    @biswabhusanbhanja1561 6 หลายเดือนก่อน +8

    ଓଡ଼ିଆ ଜାଣିନଥିବା ଓଡ଼ିଆ ଶିଖିବାକୁ ଆଗ୍ରହ ନଥିବା ଅଣଓଡିଆ ମାନଙ୍କୁ ଭଲ ପାଉଥିବା ନବୀନ ପଟ୍ଟନାୟକ ନିଜକୁ ଖାଣ୍ଟି ଓଡ଼ିଆ ବୋଲି ପ୍ରଚାର କରିବାପାଇଁ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଉଦ୍ଘାଟନ କରିବା କେତେ ଦୂର ଠିକ୍. ଯାଦୁଆ ଯାଦୁ ମଲମ ବିକିବା ଓ ମଦୁଆ ନିଶା ନିବାରଣ ଝଣ୍ଡା ଧରିବା ସହିତ ସମାନ.

  • @user-nw2kz4ww2f
    @user-nw2kz4ww2f 6 หลายเดือนก่อน +3

    ସାର୍ ଆପଣଙ୍କ କଥା ଯୁକ୍ତି ଯୁକ୍ତ ଅଟେ ପୂର୍ବରୁ ଯେଉଁମାନେ ଏଇ ଭାସପାଇଁ ଏତେ କଷ୍ଟ କରିଥିଲେ ସେମାନେ କଣ ମୂର୍ଖ ଥିଲେ ,ଅଣ ଓଡ଼ିଆ ମନକୁ ଚିଫ କଲେ ଫଳ ଏଇଆ ଆପଣକୁ ମୋର ଅଶେଷ ଧନ୍ୟବାଦ୍ ଆପଣ ନିଜ ଚେଷ୍ଟା ଜାରି ରଖନ୍ତୁ

  • @gokulanandabadhei644
    @gokulanandabadhei644 6 หลายเดือนก่อน +4

    🙏 ବିଶୁଦ୍ଧ ଓଡ଼ିଆ ଲେଖିବା , ପଢ଼ିବା ପାଇଁଁ ସମସ୍ତେ ଛବିଳ ମଧୁ ବର୍ଣ୍ଣବୋଧ ଅନୁସରଣ କରିବା ଉଚିତ।🙏

  • @thirdeye9492
    @thirdeye9492 6 หลายเดือนก่อน +7

    ପ୍ରଣାମ ମହାଶୟ 🙏❤️

  • @user-fs4si4gn9p
    @user-fs4si4gn9p 6 หลายเดือนก่อน +40

    ନମସ୍ତେ , ଆଜି ମୁଁ ଜାଣିଲେ ଯେ ଯତି ରାବଣ କେବଳ ତ୍ରେତୟାରେ ନଥିଲେ କଳିରେ ମଧ୍ୟ ଅଛନ୍ତି । ତେଲ ଅଧିକ ହୋଇଗଲା | ତୁମ ଭାଷାରେ ଏହା ଯଦି ଏତେ ବଡ କର୍ମ ତେବେ ଶାସ୍ତ୍ରୀୟମାନ୍ୟତା ଠାରୁ ଆଜି ଯାଏଁ ତୁମର ପ୍ରଭୁ କେଉଁ ଗୁମ୍ଫାରେ ଅନନ୍ତଶରନରେ ଥିଲେ ? ନିର୍ବାଚନ ୩ମାସ ଅଛି ଏବେ କିପରି ମନେ ପଡିଲା ? ଉତ୍କଳ ଦିବସରେ ଏହା ପାଳନ କରିଥିଲେ କଣ ପ୍ରଣବ ଅଶୁଦ୍ଧି ହୋଇଥାନ୍ତା କି ?ତୁମପରି ୧୦/୧୨ଟି ପ୍ରାଥମିକ ଅକ୍ଷର ଶିକ୍ଷାବହି ଲେଖି ମୁଣି ଭରିବା ଲୋକ ଅନ୍ତତଃ ସଠିକ୍ ଭାବେ କେତୋଟି ବର୍ଣ୍ଣମାଳା ଅଛି ଉପସ୍ଥାପନ କରିଥିଲେ ଭଲ ହୋଇଥାନ୍ତା | କାମ ଯେତେ ବଡ ହେବ ତାକୁ ଗୁରୁତ୍ୱ ମଧ୍ୟ ତହୁଁ ବଡ ହେବା ବିଧେୟ ।ଏଣୁ "ବାଡି ପକାଇ ଜଗ " ନ ପାରନ୍ତି କିନ୍ତୁ ସଂଶୋଧନ କରି ଭୁଲ କରିଥିବା ଲୋକକୁ ଦଣ୍ଡ ଦେବା କଣ ଅସମ୍ଭବ ? ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଓଡିଆ ଭାଷାର ସ୍ଥାନ କେଉଁଠି, ସରକାରୀ ସ୍ତରରେ ବା ଦପ୍ତରରେ ଓଡ଼ିଆ ଭାଷା ଚଳୁଛିକି ? ଓଡ଼ିଶାର ଉପାନ୍ତ ଅଞ୍ଚଳ ଆଜି ଅସୁରକ୍ଷିତ ସେ କଥା କେତେ ଭାବିଲଣିକି ? ଓଡ଼ିଆ ବ୍ୟାକରଣ ନାହିଁ,ସ୍ଵୀକୃତିପ୍ରାପ୍ତ ଅଭିଧାନ ଥାଇ ନଥିଲା ପରି ଏ ସମସ୍ତ ଅବ୍ୟବସ୍ଥାର ସୁବ୍ୟବସ୍ଥା କିଏ କରିବ ଜନସାଧାରଣ ନା ସରକାର ? ଯେଉଁଠି ଭଲ ଥିବ ଭଲ କହିବ ଏବଂ ଭୁଲ ଥିଲେ ଅଙ୍ଗୁଠି ଦେଖାଇବ, କିନ୍ତୁ ଭୁଲ୍ କୁ ଲୁଚାଇ ବାହା ବହା ଦେଲେ ଅବିବେକି ଓ ଚାଟୁକାର କହିବେ | ତୁମର ମହାମାନ୍ୟଙ୍କୁ କଣ ଭୋଟବେଳେ ହିଁ ଓଡ଼ିଶା ରାଜ୍ୟ , ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି ଏବଂ ଓଡ଼ିଶା କୃଷି ଓ କୃଷକଙ୍କ କଥା ମନେପଡୁଛି ?ଯଦି ସରକାରଙ୍କ ଉଦ୍ଦେଶ୍ୟ ଭଲ ଥାଆନ୍ତା ତେବେ ୮ବର୍ଷ ତଳୁ ଓଡ଼ିଶ ଦପ୍ତରରେ ୧୯୫୪ ର ଭାଷାଆଇନ ଲାଗୁ ହୋଇ ସାରନ୍ତାଣି ।" କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର ।"ଠିକ୍ କହିଲେ ସମସ୍ତେ ଶୁଣିବେ ଭୁଲ କହିଲେ ନାକ ଟେକିବେ ।

    • @user-cw9gp5ty9f
      @user-cw9gp5ty9f 6 หลายเดือนก่อน +3

      ସ୍ବାଧୀନ ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ ।

    • @satishdas1248
      @satishdas1248 6 หลายเดือนก่อน +1

      ଏବେ ମଧ୍ଯ ସମୟ ଅଛି, ଏଇ ସବୁ ଭୁଲକୁ ସୁଧାରି ଦିଅ। ପରପିଢି ପାଇଁ ଏହା guideline ହେବ

    • @ksatyajit9
      @ksatyajit9 6 หลายเดือนก่อน

      👍

    • @shyamaghanmohanty1369
      @shyamaghanmohanty1369 3 หลายเดือนก่อน

      ପୂର୍ବରୁ ଯାହା ଥିଲା ସେୟା ରହିବା ଉଚିତ୍ ।

  • @Rabindra...369
    @Rabindra...369 18 วันที่ผ่านมา +1

    ଧନ୍ୟବାଦ ସାର 🙏♥️🙏

  • @dasarathmeher8935
    @dasarathmeher8935 6 หลายเดือนก่อน +7

    ହେଲେ ମହାଶୟ, ସେଇ ଅକ୍ଷର ଗୁଡାକ ପବ୍ଲିକ କରିବା ଆଗରୁ ତାକୁ ଚେକିଂ କରିବା କଥା ନା.....

  • @prakasinidas8188
    @prakasinidas8188 6 หลายเดือนก่อน +3

    ଜୟ ଜଗନ୍ନାଥ ସାର,ପ୍ରଣାମ 🙏❤️

  • @buddhirammunda9426
    @buddhirammunda9426 6 หลายเดือนก่อน

    ନମସ୍କାର ସାର୍ ଆପଣଙ୍କ ବର୍ଣ୍ଣ ମାଳା ବିଷୟରେ ଆଲୋଚନା କରିଥିଲେ ବହୁତ ସୁନ୍ଦର କହିଲେ ଏହି ବର୍ଣ୍ଣ ମାଳାର ମହିମା , ରହସ୍ୟ ଅଛି ସାର୍ ।🙏🙏

  • @srikanthamohanty5352
    @srikanthamohanty5352 6 หลายเดือนก่อน +2

    ଖୁବ୍ ସୁନ୍ଦର ଗାଳି ସେ ଭାଷା ବେଇମାନ୍ ମାନଙ୍କୁ ଆଜ୍ଞା !

  • @user-wx4ph5bd9r
    @user-wx4ph5bd9r 6 หลายเดือนก่อน

    ସାର୍ ଆପଣ ଭଲଭାବରେ କହିଛନ୍ତି ଆପଣଙ୍କୁ ବହୁତ ଧନ୍ୟବାଦ

  • @swapnanandarath2244
    @swapnanandarath2244 6 หลายเดือนก่อน +3

    ଆଜ୍ଞା, ଓଡ଼ିଆ ବର୍ଣ୍ଣମାଳାରେ ଦୀର୍ଘ ରୁ ପରେ ଯେଉଁ ଲୁ ଅଛି ତା'ର ବ୍ୟବହାର କିପରି ହୁଏ ଦୟାକରି କହିବେକି? ଆପଣଙ୍କୁ ଅନେକ ଧନ୍ୟବାଦ l

  • @pareshsethy7775
    @pareshsethy7775 6 หลายเดือนก่อน

    ମହାଶୟଙ୍କୁ ଧନ୍ୟବାଦ ! ମହାଶୟ ଜଣେ ଲେଖକ ତାଙ୍କର ଜ୍ଞାନ ଅଧିକ କିନ୍ତୁ ଜଣେ ସାଧାରଣ ଜନତା ଅନୁସାରେ ମୁଁ କିଛି କହିବାକୁ ଚାହେଁ , "Education is not fixed but flexible"ଅର୍ଥାତ ଶିକ୍ଷା ପରିବର୍ତ୍ତନଶୀଳ,ଭାଷା ଗୋଟେ ମାଧ୍ୟମ ନିଜର ଭାବନା କୁ ପରିପ୍ରକାଶ କରିବା ପାଇଁ ତେବେ ଭାଷା କିଁହିକି ଏତେ କ୍ଳିଷ୍ଟ ହେବ,କାହିଁକି ସରଳ ନ ହେବ? କାହିଁକି ହାତୀ ଠିକ୍ କାହିଁକି ହାତି ଭୁଲ,କାହିଁକି ଶଗଡ଼ ଠିକ୍ କାହିଁକି ସଗଡ ଭୁଲ,କାହିଁକି ନଈ ଠିକ୍ କାହିଁକି ନଇ ଭୁଲ,କାହିଁକି ଆମେ ଆମ ଭାଷା କୁ ଏତେ କ୍ଲିଷ୍ଟ କରି ଓଡ଼ିଆ ଭାଷା କୁ କେବଳ ଓଡ଼ିଆ ମାନଙ୍କ ମଧ୍ୟରେ ସୀମିତ ରଖିବାକୁ ଚାହୁଁଛେ? ଆପଣ ସରକାରଙ୍କ ଦ୍ଵାରା କରାଯାଇଥିବା ଭୁଲ କୁ ସ୍ବୀକାର ନକରି ତାଙ୍କ ପ୍ରତିନିଧି ହୋଇ ତାଙ୍କର ଭୁଲ ଘୋଡାଉଛନ୍ତି,ଯଦି ସରକାର କୌଣସି ଭଲ କାର୍ଯ୍ୟ ପାଇଁ ପ୍ରଶଂସା ପାଇବା ପାଇଁ ଯୋଗ୍ୟ ତେବେ ସୋମାଳଚନା ପାଇଁ କାହିଁକି ନୁହେଁ? ଏତେ କଥା ଆଲୋଚନା ପରେ ମଧ୍ୟ ଆପଣ ବି କହି ପାରିଲେନି ପ୍ରକୃତ ରେ ଓଡ଼ିଆ ଭାଷାରେ କେତୋଟି ବର୍ଣ୍ଣମାଳା ରହିଛି ,ଧନ୍ୟବାଦ୍

  • @pradeeptakumarpanda1054
    @pradeeptakumarpanda1054 4 หลายเดือนก่อน +1

    Namaste sir You are right

  • @bhagabanpradhan783
    @bhagabanpradhan783 6 หลายเดือนก่อน +1

    ସାର୍ ନମସ୍କାର ।ଆପଣ ଯାହା କହିଛନ୍ତି
    ମୋ ମନକୁ ଏକ୍ଦମ୍ ଛୁଇଁଲା । ଯେଉଁମାନେ
    ବର୍ଣ କାଟିବା କଥା କହୁଛନ୍ତି ସେମାନଙ୍କର
    ପୂର୍ବ ପୁରୁଷ ପ୍ରକୃତ ଓଡ଼ିଆ ହୋଇ ନଥିବେ ।

  • @minakhidas8858
    @minakhidas8858 6 หลายเดือนก่อน

    ଖୁବ୍ ସୁନ୍ଦର ଉପସ୍ଥାପନା।ଏଭଳି ଭାଷାମରା ଭାଷାବିତ୍ତମାନଙ୍କୁ ଛାଡ଼ିବା କଥା ନାହିଁ।ମୂର୍ଖ, ଗୋଡାଣିଆ ଦଳ‌ ସାହିତ୍ୟ ବଦଳରେ ରାଜନୀତି କରୁଛନ୍ତି। କରାଣ୍ଡିଆ ପଣ୍ଡିତ ଏମାନେ।

  • @taranginipradhan8101
    @taranginipradhan8101 27 วันที่ผ่านมา

    ବହୁତ ଭଲ ଲାଗିଲା।ପ୍ରଣାମ।

  • @ganeshnayak5643
    @ganeshnayak5643 หลายเดือนก่อน

    Dhanya aapan sat sat dhanyabad aapanku sat sat pranam aapanku.

  • @diptimayeesingh6284
    @diptimayeesingh6284 6 หลายเดือนก่อน +2

    ପ୍ରଣାମ ସାର୍ ❤❤ ଦୀର୍ଘାୟୁ କାମନା କରୁଛି।

  • @arpitamishra2102
    @arpitamishra2102 6 หลายเดือนก่อน +1

    Ek dam sata katha......

  • @NitishkumarBag
    @NitishkumarBag 6 วันที่ผ่านมา

    Thank you so much sir

  • @subhansukumardas5738
    @subhansukumardas5738 6 หลายเดือนก่อน +1

    ଧନ୍ୟବାଦ ❤

  • @rajanikantapattanayak9702
    @rajanikantapattanayak9702 6 หลายเดือนก่อน +12

    ପ୍ରିୟ ମହାନ୍ତି ବାବୁ ,ମୁଁ ଆପଣଙ୍କର ଜଣେ ଶ୍ରୋତା ।ନିର୍ଭୀକ ବକ୍ତବ୍ୟ ପାଇଁ ମୁଁ ଆପଣଙ୍କୁ ସମ୍ମାନ କରୁଥିଲି । ମୋଟାମୋଟି ଓଡ଼ିଆ ଭାଷାର ଅକ୍ଷର ନକାଟିବା ପାଇଁ ଆପଣଙ୍କ ବକ୍ତବ୍ୟ ଯୁକ୍ତିଯୁକ୍ତ । ତେବେ ମତେ ଦୁଖଃର ସହ କହିବାକୁ ପଡ଼ୁଛି ଆପଣଙ୍କ ପୂର୍ବ ସ୍ପଷ୍ଟ ବାଦୀତା ଆଉ ପରିଲକ୍ଷିତ ହେଉନାହିଁ । ଆପଣଙ୍କ ଭାଷାରେ ସେ ପଣ୍ଡିତଙ୍କ ନାମ ପ୍ରକାଶ ନକରିବାରେ ବାଧ୍ୟବାଧକତା କଣ ? ରାଜ୍ୟର ଭଲମନ୍ଦ ରାଜା ମୁଣ୍ଡରେ ଯାଏ । ଆପଣଙ୍କ ଆଜିର ବକ୍ତବ୍ୟ ତୋଷା ମଦିଆ ଭଳି ଲାଗିଲା । ବନ୍ଦେ ଉତ୍କଳ ଜନନୀ । ଜୟ ଜଗନ୍ନାଥ । ନମସ୍କାର ।

    • @kasturinaik7378
      @kasturinaik7378 6 หลายเดือนก่อน

      Se jane Bhuspandita, Advice kanhiki deleni, ta boli Kantha kabi.

    • @niranjanmohanty3523
      @niranjanmohanty3523 4 หลายเดือนก่อน

      Very good

  • @liman1995
    @liman1995 6 หลายเดือนก่อน +1

    ଯେଉଁମାନେ ଓଡ଼ିଆ ଭାଷାକୁ କ୍ଷତାକ୍ତ କରିବାକୁ ଚାହୁଁଛନ୍ତି; ସେମାନଙ୍କୁ ସୁଯୋଗ ନଦିଆଯାଉ
    🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @bijayalaxmijena644
    @bijayalaxmijena644 6 หลายเดือนก่อน +2

    Bahut vitari katha ame janilu.bahut dhanyabad sir..

  • @hemantakumar.c
    @hemantakumar.c 6 หลายเดือนก่อน +1

    ମହାଶୟ, ବର୍ଣ୍ଣମାଳା ମୁଦ୍ରଣ ହେବା ପରେ ସଂଶୋଧନ କରାଯିବା ଦାୟିତ୍ୱ ଶାସନ ମୁଖ୍ୟଙ୍କର l

  • @spectrovision7466
    @spectrovision7466 6 หลายเดือนก่อน +2

    ସାର୍ , ଆପଣ ଠିକ୍ କହିଛନ୍ତି । ବର୍ଣ୍ଣ ସଂଖ୍ୟା ହ୍ରାସ ଏକ ହୀନ ଚକ୍ରାନ୍ତ । ସେଥିରେ ଗୁଡାଏ ଅସୁବିଧା ହେବ ।
    ମୋର ପ୍ରଶ୍ନ ଯେଉଁ ( ଌ ) ଲୁ କଥା ଉଲ୍ଲେଖ କରିଛନ୍ତି ଆପଣ ତାର ପ୍ରୟୋଗ କିଛି ଅଛି କି ? କହିବେ । ବିସର୍ଗ ର ବ୍ଯବହାର ଦେଇଥିବାରୁ ମୁଁ କୃତଜ୍ଞ । ଧନ୍ୟବାଦ, ନମସ୍କାର ।

  • @radhakrushnapatra2321
    @radhakrushnapatra2321 6 หลายเดือนก่อน

    ମହାଶୟ,ଆପଣ ବହୁତ ବହୁତ ଧନ୍ୟବାଦ

  • @writerbarsharout
    @writerbarsharout 6 หลายเดือนก่อน +3

    ଖୁବ୍ ସୁନ୍ଦର କଟାକ୍ଷ ଉପଦେଶ ।

  • @kishorekumarbehera5900
    @kishorekumarbehera5900 6 หลายเดือนก่อน

    Aapananku sah sah dhanybad Jay sadguru

  • @user-sj8wr3pu1m
    @user-sj8wr3pu1m 6 หลายเดือนก่อน +2

    କିଏ ତାଙ୍କୁ ନିଯୁକ୍ତି ଦେଇ ଥିଲା, ସେ କଣ ଦୋଷୀ ନୁହେଁ ?

  • @birakishorenayak1690
    @birakishorenayak1690 6 หลายเดือนก่อน +3

    ବଢ଼ିଆ କହିଲେ ଆଜ୍ଞା,ଅଶେଷ ଅଶେଷ ଧନ୍ୟବାଦ
    ଆପଣଙ୍କୁ 🙏

  • @sanjuktamohanty9668
    @sanjuktamohanty9668 6 หลายเดือนก่อน

    Sir namaste 🙏 ♥️. God may bless you to be always healthy and happy 😊 😃 😀.

  • @govindadas7095
    @govindadas7095 6 หลายเดือนก่อน +3

    Khub Sundar bichara..Doshi ku danda miliba darkar

  • @dhaneswardehury6426
    @dhaneswardehury6426 6 หลายเดือนก่อน +2

    ଓଡ଼ିଆ ଭାଷାର ଅକ୍ଷର ସଂଖ୍ୟା ଏଯାବତ୍ ନିର୍ଦ୍ଦିଷ୍ଟ କରି ପାରୁ ନାହାନ୍ତି ।ବିଭିନ୍ନ ବହିରେ ବିଭିନ୍ନ ପ୍ରକାରର ସଂଖ୍ୟା ଦିଆଯାଉଛି। ଫଳରେ ପିଲାମାନେ ସନ୍ଦେହଘେରରେ ପଡି ଯାଉଛନ୍ତି। ଅକ୍ଷରକୁ ସୁରକ୍ଷିତ ରଖାଯାଉ।
    ଲୁ ଅକ୍ଷରର ବ୍ୟବହାର କିପରି ଥିଲା, ତାହା ମଧ୍ୟ ପ୍ରଚଳନ କରିବା ଉଚିତ୍।
    ଅଙ୍ଗୁର ଖଟା କହି ଅକ୍ଷରକୁ ସଙ୍କୁଚିତ କରା ନ ଯାଉ। ବ୍ୟବହାର କରି ତାହାର ସଦ୍ ଉପଯୋଗ କରାଯାଉ। ❤

  • @upendrasaha3873
    @upendrasaha3873 6 หลายเดือนก่อน +2

    Sir apana kuhantu keteta akshra odia barnamala re

  • @sushilkumarchoudhury1802
    @sushilkumarchoudhury1802 5 หลายเดือนก่อน

    ଅନେକ ଅନେକ ଧନ୍ୟବାଦ ଆ ଜ୍ଞା

  • @srisaidesignvastu9209
    @srisaidesignvastu9209 5 หลายเดือนก่อน +1

    କ'ଣ ପାଇଁ ନବୀନ ପଟ୍ଟନାୟକ ନଂ୧ ମୂଖ୍ୟ ମନ୍ତ୍ରୀ ପୁରସ୍କାର ବେସରକାରୀ ସଂସ୍ଥା ରୁ ପାଇଛନ୍ତି ବୋଲି ଡିଣ୍ଡିବ ପିଟୁଛନ୍ତି ?

  • @gopalmohapatra2575
    @gopalmohapatra2575 6 หลายเดือนก่อน +1

    Sir Aapanknu Dhanyvad 🙏🙏🙏

  • @azubizu2534
    @azubizu2534 6 หลายเดือนก่อน

    ସାର ଗୋଟିଏ ଅକ୍ଷର ରେ ଗୋଟିଏ ଉପନ୍ୟାସ ଲେଖିଛି, ମୋ ଭାଷା ମହାନ 🙏🙏🙏🙏🙏🙏🙏🙏🙏🙏🙏🙏

  • @narayanpradhan2230
    @narayanpradhan2230 6 หลายเดือนก่อน +1

    ଆଜ୍ଞା 🙏🙏🙏
    ଆପଣଙ୍କୁ ନିବେଦନ ଆପଣ ସ୍ପଷ୍ଟ କରିଦିଅନ୍ତୁ ଆମେ କେତେଟା ଅକ୍ଷର ବୋଲି ଜାଣିବୁ ଏବଂ ଦୟାକରି ସମସ୍ତ ବର୍ଣ୍ଣ କୁ ଉଚ୍ଚାରଣ କରି କୁହନ୍ତୁ..!
    ଜୟ ଜଗନ୍ନାଥ...!

  • @MrNeelamadhab
    @MrNeelamadhab 6 หลายเดือนก่อน

    ବିଶ୍ଳେଷଣ ଅନାବଶ୍ୟକ ଭାବରେ ଦୀର୍ଘ।

  • @dillipnaik1439
    @dillipnaik1439 6 หลายเดือนก่อน

    Very nice sir 🙏

  • @swarnalatasahoo8760
    @swarnalatasahoo8760 6 หลายเดือนก่อน +1

    Jay jagannath

  • @prakashbehera1222
    @prakashbehera1222 6 หลายเดือนก่อน

    Thank you sir good sabu sajhab

  • @pramodchandrapradhan5089
    @pramodchandrapradhan5089 6 หลายเดือนก่อน +2

    କୁହ କେତେ ନା ଏତିକି ନୁହେଁ କହିବ ନା ଖାଲି ଭାଷଣ ମାରିଲେ କଣ ହେବ

  • @akshayasahoo9922
    @akshayasahoo9922 6 หลายเดือนก่อน

    ପ୍ରଣାମ ସାର୍ ଆପଣଙ୍କ କହିବା ଯଥାର୍ଥ

  • @user-ik9cv4eg9i
    @user-ik9cv4eg9i 6 หลายเดือนก่อน

    ଅଣ ଓଡିଆ ପଣ୍ଡିତ ହେଲେ ହୁଏ ଏମିତି ଦୁଃଖ ର ବିଷୟ ଆଜି ଓଡ଼ିଆ ନିଜର ମାତୃଭାଷା ଭୁଲ୍ କହୁଛି

  • @purnachandrapattnayak9978
    @purnachandrapattnayak9978 6 หลายเดือนก่อน +1

    ପ୍ରଣାମ ଆଜ୍ଞା।

  • @nabinchandranaik4240
    @nabinchandranaik4240 6 หลายเดือนก่อน +1

    ଧନ୍ୟବାଦ୍। ସଫଳତା ର ଶ୍ରେୟ ମୁଁ ଯଦି ପାଏ ବିଫଳତାର ଶ୍ରେୟ ଅନ୍ୟ କୁ ଦେବି । ସୁଧୀ ଜନେ ଜାଣନ୍ତୁ ।

  • @ashwinisahu6584
    @ashwinisahu6584 5 หลายเดือนก่อน +1

    Hn sure. Jagiba darkar

  • @kunmunsmruti6039
    @kunmunsmruti6039 6 หลายเดือนก่อน +2

    ଏକଦମ୍ ଠିକ୍ କଥା କହିଛନ୍ତି ।
    କିଛି ବର୍ଷ ପୂର୍ବେ ମୋ ମାମୁଁଙ୍କ ପୁଅକୁ ପଢେଇବା ସମୟରେ ଜାଣିଲି ଯେ ଓଡିଆ ଶବ୍ଦକୋଷରେ 49ଟି ଅକ୍ଷର ଅଛି, କାରଣ CBSC ବହିରେ ଏହା ହିଁ ଅଛି,...... ଏଥିପାଇଁ ଦାୟୀ କିଏ ......????
    ନିଜ ମାଆଙ୍କ ନାମ ବି ଆମକୁ ଜଣା ନାହିଁ ଅଥଚ ପଡିଶା ଘର ମାଉସୀଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବାର କ୍ଷମତା ଅଛି, ଧନ୍ୟ ଆମପରି ଉଚଶିକ୍ଷିତ ଯୁବପିଢ଼ି ........!!!!!

  • @surendranathsahu3152
    @surendranathsahu3152 6 หลายเดือนก่อน +2

    ଆପଣଙ୍କ ଦୁଃସାହସିକ ଅଭିବ୍ୟକ୍ତି ପାଇଁ ପ୍ରଣାମ।

  • @sujitkumarsahoo7379
    @sujitkumarsahoo7379 6 หลายเดือนก่อน +3

    ବହୁତ ସୁନ୍ଦର ଉପସ୍ଥାପନା । 🙏

  • @basantarout9538
    @basantarout9538 6 หลายเดือนก่อน

    ବହୁତ୍ ବହୁତ୍ ଧନ୍ୟବାଦ sir 🙏 🙏

  • @prasantakumarswain3419
    @prasantakumarswain3419 5 หลายเดือนก่อน +1

    ମୁଁ ଯଦିଓ ସେତେବେଳେ ବିହାର ରେ ଜନ୍ମ ଗ୍ରହଣ କରିଥିଲି ୧୯୫୦ ମସିହାରେ, ପ୍ରାଥମିକ ଶିକ୍ଷାଲାଭ କରିଥିଲି ସେତେବେଳେ ମୁଁ ଯେଉଁ ମଧୁସୂଦନ ରାଓଙ୍କ ଛୋଟିଆ ବର୍ଣ୍ଣବୋଧ ପୁସ୍ତକକୁ ପଢ଼ିଥିଲି, ସେହି ବହିଟିକୁ ମୁଁ ଏବେ ବି ଖୋଜୁଛି କଟକରେ ଥାଇ ପାଉ ନାହିଁ, କିମ୍ୱା ପାଇବି ନାହିଁ ମଧ୍ଯ ଯଦି ମଝି ମଝିରେ ଏହିପରି ଭ୍ରମାତମକ ଲେଖା ମାନ ଆସି ମୁଣ୍ଡ ଗୋଳମାଳ କରି ଦେଇ ଯିବ ।। ମୋତେ ମୋ ଛୋଟିଆ ଆକାର ର ବହିଟିକୁ ଫେରେଇ ଦିଆ ଯାଏ । ସେତେ ବେଳେ ମଧ୍ଯ ୫ ବର୍ଷ ବୟସରେ ଆମ ଆଖି ର ଶକ୍ତି ଥିଲା, ତାପରେ ଏବେକା ଛୁଆଙ୍କର ଦେଖା ଯିବ ନାହିଁ କହି ରଙ୍ଗୀନ କରିଦେଲେ ଓ ଆକାରରେ ବଡ଼ କରିଦେଲେ। କାହିଁକି ? ବର୍ଣ୍ଣବୋଧ ଶେଷ ଆଡ଼କୁ ପଣକିଆ ରହୁଥିଲା ଯେଉଁଥିରେ କଡ଼ା ଗଣ୍ଡା ପଣକିଆ ରହିଥିଲା, ସେହି ବହିଟିକୁ ମୁଁ ଖୋଜୁଛି । ପାଉ ନାହିଁ କାହିଁକି ?

  • @padmalochanmalik6653
    @padmalochanmalik6653 6 หลายเดือนก่อน

    धन्यवाद महाशय। आपको कोटि कोटि प्रणाम् करता हूँ। जागो ओडिआ जागो। वरना कालिदास भुस् पण्डित ओडिआ भाषा को तबाह कर देङ्गे। जय हिन्दु वन्दे मातरम् ॐ

  • @rajalaxmisahu5607
    @rajalaxmisahu5607 6 หลายเดือนก่อน

    ଜୟ ଜଗନ୍ନାଥ

  • @diparaniojha3690
    @diparaniojha3690 6 หลายเดือนก่อน +1

    ନିରାଟ ସତ କଥା ଆଜ୍ଞା 🙏

  • @atmasaraswati1055
    @atmasaraswati1055 6 หลายเดือนก่อน +1

    Fantastic analysis.Atma

  • @paramahansapradhan3328
    @paramahansapradhan3328 5 หลายเดือนก่อน +1

    ଧନ୍ୟବାଦ ଗୁରୁଜୀ,,,🙏🙏🙏

  • @kingcreation-v3
    @kingcreation-v3 6 หลายเดือนก่อน

    Yes sir you right

  • @SumantaMallick-ho5je
    @SumantaMallick-ho5je 6 หลายเดือนก่อน

    Super se upper

  • @prafullkumar5105
    @prafullkumar5105 6 หลายเดือนก่อน

    ମହାଶୟ, କ୍ଷମାକରିବେ l ଏହି ପଣ୍ଡିତମାନଙ୍କୁ ଚୟନ କିଏ କରିଛି, ଦୟାକରି କହିବେ କି ? ଚୟନକର୍ତ୍ତାର ଭୁଲ ନା ଚାଟୁକାର ସାଜି ନିଜେ ପଣ୍ଡିତରେ ଗଣାହୋଇଥିବା ପଣ୍ଡିତଙ୍କର ଭୁଲ ?

  • @bandhubabu2324
    @bandhubabu2324 6 หลายเดือนก่อน

    ଅଜ୍ଞ୍ୟା ମୋର ପ୍ରଣାମ ନେବେ!
    ଭାଷା ରକ୍ଷା କ୍ଷେତ୍ରରେ ଆପଣଙ୍କ ବକ୍ତବ୍ୟ ର ଦମ ଅଛି! ବହୁତ ଭଲ କଥା ଜଣାଇଛନ୍ତି ଆପଣ!🙏

  • @RanjanKumarDehuri-qj8bb
    @RanjanKumarDehuri-qj8bb 6 หลายเดือนก่อน

    Sir apananku sahashra pranam❤❤❤

  • @swarnalatasahoo7900
    @swarnalatasahoo7900 6 หลายเดือนก่อน +1

    ଏକଦମ ଠିକ୍ ସାର୍.🙏🙏

  • @dwarikanathmohanty179
    @dwarikanathmohanty179 4 หลายเดือนก่อน

    Better ask Sri Naveen Patnaik and Mr. V. K. Pandian. They are experts in Odia language and anxious to preserve snd secure Odisha Ashmita and heritage.

  • @ajaybehera5190
    @ajaybehera5190 6 หลายเดือนก่อน

    Akshara bina prachina sahitya ra explain କରିବା asambhaba

  • @alekhchandramalik740
    @alekhchandramalik740 6 หลายเดือนก่อน

    Jay Jagannath Swami 🙏🙏🙏🙏🙏

  • @purnachandrakumbhar3550
    @purnachandrakumbhar3550 13 วันที่ผ่านมา

    ଓଡ଼ିଆ ବର୍ଣ ମାଳା ରେ ଯାହା ଅଛି ସବୁ ଅପରିବର୍ତ୍ତିତ ରହୁ l ଆଜିର ଜ୍ଞାନୀ ମାନେ ଓଡ଼ିଆ ବୁଝି ପାରନ୍ତି ନାହିଁବୋଲି ଓଡ଼ିଆ ଲୋପ ର ଷଡଯନ୍ତ୍ର ଚାଲିଛି

  • @sudhansunayak2617
    @sudhansunayak2617 6 หลายเดือนก่อน +1

    ମୋର ଏତିକି କହିବାର ଅଛି ଯେ ଭାଷା ପ୍ରତିଷ୍ଠା ର ସମ୍ପାଦକ ଜଣେ ଜଣେ ଓଡ଼ିଆ ଭାଷାର ଦକ୍ଷ ଜ୍ଞାନୀ ଗୁଣୀ ବ୍ୟକ୍ତିଙ୍କୁ ନ କରାଇ ଏଭଳି ବ୍ୟକ୍ତିଙ୍କୁ କାହିଁକି ବଛିଲେ ଆମ ସରକାର। କଣ ଆମ ଓଡ଼ିଶାରେ ଭାଷାବିତ୍ ନାହାନ୍ତି। ଯଦି ଭୁଲ ହେଲା ସେ କଣ ପ୍ରଥମରୁ ତାହା ଦେଖିପାରିଲେନି।

  • @somanathkhara8368
    @somanathkhara8368 17 วันที่ผ่านมา

    ସାର ଆମେ ବିନା ଗୁରୁରେ ପାଠ ପଡିଲୁ, ସେତେବେଳେ କେବଳ ୪୮ଟି ଅକ୍ଷର। ଲୁ ଥିଲା ଯେ କେଉଁଥିରେ ଲାଗୁଥିଲା ଜାଣିନୁ ଆମେ। ବର୍ତମାନ ର ପାଠ ବ୍ୟବସ୍ଥା କିଛି ବି ଠିକ୍ ନାହିଁ ଛୋଟ ପିଲାଙ୍କ ପାଇଁ।

  • @chitaranjanteachingtube3335
    @chitaranjanteachingtube3335 4 หลายเดือนก่อน +1

    🙏ଆଜ୍ଞା, ଆପଣ ଦୟାକରି କହିବେ କି, ପ୍ରକୃତରେ କେତୋଟି ଅକ୍ଷର 🙏

  • @padmalochanmishra407
    @padmalochanmishra407 6 หลายเดือนก่อน +1

    ଅସାଧୂ କର୍ମ ଯେକରନ୍ତି,
    ସେ ଅପରାଧେ ସ୍ୱାମୀ କୀର୍ତ୍ତୀ , ନ୍ୟାୟ ରେ କିଏ ଦାୟି? ସେ ଅପାଣ୍ଡୁକକୁ କିଏସେ ଦାୟିତ୍ୱ ଦେଇଥିଲେ?

  • @pramilabarik3626
    @pramilabarik3626 6 หลายเดือนก่อน

    ,PRA nama sir jay shree Jagannath baba🙏

  • @bhagabanpradhan7500
    @bhagabanpradhan7500 6 หลายเดือนก่อน

    Thanks 💯 sir

  • @user-fw6rv4go6o
    @user-fw6rv4go6o 17 วันที่ผ่านมา

    Congratulation

  • @saritatripathi3025
    @saritatripathi3025 6 หลายเดือนก่อน +1

    କ୍ଷମା ଏଥିପାଇଁ ମାଗିବେ କାରଣ ଡେଙ୍ଗା ମୁଣ୍ଡରେ ଠେଙ୍ଗା । ଦାଯିତ୍ବ ରେ ଥିବା ଲୋକମାନେ ଯାହାକୁ କାମଟି ଦେଲେ ତାଙ୍କର ଯୋଗ୍ଯତା ଅଛି କି ନାହିଁ ଦେଖିଥିଲେ କି??

  • @user-nq8yh8rl5f
    @user-nq8yh8rl5f 6 หลายเดือนก่อน +1

    Barnasankhya. 50.

    • @user-nq8yh8rl5f
      @user-nq8yh8rl5f 6 หลายเดือนก่อน +1

      Baishnau
      . Babu. Tumejeun. Barnasankhya. Kahuchha. Bataideuchhi. ,. 1. Muladhara. Chakra. 4. Ti. 2. Swadhisthana. Chakra. 6. Ti. 3. Manipura. Chakra. 10. Ti. 4. Hrudaya. Chakra. 12. Ti. 5. Visudha. Ba. Kanthachakra. 16. Ti. 6. Agyan. Chakra. 2. Ti. Emitihela. 50. Ti. Akhyara. Kouthivulthile. Khyama. Kariba. Ye. Sariratatwo. Visaya. Suvkamna. Rahuchhi.

  • @Djboys199
    @Djboys199 6 หลายเดือนก่อน +1

    Jaha kahile taha jatha sighra lagu haba darkar❤

  • @sugamprasaddalua4412
    @sugamprasaddalua4412 4 หลายเดือนก่อน

    ମହାଶୟ ଆମେ କଣ ଧରିନେବୁକି , ଆପଣ ଉତ୍ତର ନିଜେ ନଜାଣି ଏତେ ଲମ୍ବା ଭାଷଣ ବୃଥାରେ ଦେଉଥିଲେ ବୋଲି। ଆପଣ ଭାରି କୁହାଳିଆ ଜଣା ପଡୁଛନ୍ତି ।

  • @rajanisahoo2150
    @rajanisahoo2150 6 หลายเดือนก่อน +1

    ହଉ ଆପଣ ଏତିକି ସେତିକି ନକହି କୁହନ୍ତୁ କେତୋଟି। ଚାଲାକି ଦେଖାନି।

  • @Nano143
    @Nano143 6 หลายเดือนก่อน +1

    ସେଇ ଲୄ ର ବ୍ୟବହାର କଣ ଦୈନନ୍ଦିନ ଜୀବନ ରେ ଟିକେ କୁହନ୍ତୁ ।

  • @rasmiranjan1439
    @rasmiranjan1439 6 หลายเดือนก่อน

    👍ଠିକ କଥା 🙏

  • @dhrubacharanrout616
    @dhrubacharanrout616 6 หลายเดือนก่อน

    💐💐💐🙏

  • @subhakantadayasagarsamal3116
    @subhakantadayasagarsamal3116 15 วันที่ผ่านมา

    Mohan sir

  • @bkrajabhaiofficial
    @bkrajabhaiofficial 6 หลายเดือนก่อน

    Omshanti

  • @srisaidesignvastu9209
    @srisaidesignvastu9209 5 หลายเดือนก่อน

    ଆଜ୍ଞା କେବଳ ସରକାର ର ଦୋଷ କାଟିବାକୁ ପ୍ରଶଂସା ପାଇଁ ଶିର୍ଷକ ରଖିଥିଲେ ଭଲ ହୋଇଥାନ୍ତା

  • @GODCREATION2155
    @GODCREATION2155 6 หลายเดือนก่อน

    ପ୍ରକୃତରେ ଓଡ଼ିଆ ବର୍ଣ୍ଣମାଳାର ଅକ୍ଷର ସଂଖ୍ୟା କେତେ କାରଣ ଅନେକ ଓଡ଼ିଆ ଭାଷାବିତ୍ ଭିନ୍ନଭିନ୍ନ ମତ ରଖନ୍ତି ବର୍ଣ୍ଣମାଳା ବର୍ଣ୍ଣରେ।ମୋର ବର୍ଣ୍ଣମାଳାର ଜ୍ଞାନ ଅନୁସାରେ ମୁ ଗୋଟିଏ ପ୍ରଶ୍ନ ଶୁଣି ଥିଲି ଯେ ଅଣଚାଶ ରୁ ତିନି ସ ଗଲେ କେତେ। ତା ହେଲେ ଅକ୍ଷର କେତେ ଦୟାକରି କହିବେ

  • @user-kk8qj4ix9p
    @user-kk8qj4ix9p 6 หลายเดือนก่อน +1

    🙏