ଅନୁଭବଙ୍କୁ ମିଳିଲା ବଡ଼ ବିଜୟ.. ଖୁସିରେ ଅନୁଭବ ହେଲେ କାନ୍ଦୁଛନ୍ତି ବର୍ଷା, ବିଚ୍ଛେଦ ପାଇଁ ହାଇକୋର୍ଟ ଦେଲା ଅନୁମତି..

แชร์
ฝัง
  • เผยแพร่เมื่อ 16 ธ.ค. 2024

ความคิดเห็น • 444

  • @rakeshsahooofficial2402
    @rakeshsahooofficial2402 ปีที่แล้ว +54

    ଓଡ଼ିଶା ର ସୁପର ଯୋଡ଼ି ଙ୍କ ଏ କି ଅବସ୍ଥା .. ଦେଖିଲେ ଦୁଃଖ ଲାଗୁଚି 😢😢😢

  • @CHHOTEBHAI-e1k
    @CHHOTEBHAI-e1k 11 หลายเดือนก่อน +2

    ଅନୁଭବ ମହାନ୍ତି ମରି ଗଲେ କି ଯେ ଆପଣ ମାନେ ବର୍ଷା କୁ ସିଦୂର୍ ପୋଛି ବା ପାଇଁ ଆପଣ ମାନେ କହୁ ଛ

  • @ManamohanroutManu-ps2if
    @ManamohanroutManu-ps2if 11 หลายเดือนก่อน +1

    ବହୁତ,ଭଲ

  • @chandiniswain2816
    @chandiniswain2816 ปีที่แล้ว +107

    Kahara najara lagigala ....anubhav and barsha nka jodi ku😢😢😢

    • @jayjagannatha6857
      @jayjagannatha6857 ปีที่แล้ว +2

      Mora mora🤣🤣🤣🤣

    • @ashishkumardash8377
      @ashishkumardash8377 ปีที่แล้ว

      Moraaaaaa🎉🎉

    • @user-ban2d3ita
      @user-ban2d3ita ปีที่แล้ว

      Nijo nijo ro ohan

    • @24study82
      @24study82 ปีที่แล้ว +11

      ସବୁରି ମୂଳରେ ବର୍ଷା ଯଦି ସିଏ regular ସ୍ବାମୀ କୁ ଗେହିଁବାକୁ ଦେଇଥାନ୍ତା ତାହେଲେ ଅନୁଭବ ଆଜି କାହିକି step ନେଇଥାନ୍ତା.???

    • @SumitraMuni-qq1xt
      @SumitraMuni-qq1xt ปีที่แล้ว

      Alina ra

  • @bidyadharmahanta1631
    @bidyadharmahanta1631 ปีที่แล้ว +54

    Very good decision for curt

  • @kumarsonu6545
    @kumarsonu6545 ปีที่แล้ว +53

    ଧର୍ମ ର ସବୁବେଳେ ଜୟ ହୁଏ... ଜୟ ଜଗନ୍ନାଥ 🙏🙏🙏

  • @sibamohanty4519
    @sibamohanty4519 ปีที่แล้ว +13

    ବିବାହ ର ସଫଳତା ପାଇଁ ଉଭୟ ଶାରୀରିକ ଏବଂ ମାନସିକ ସମ୍ପର୍କ ଭଲ ରହିବା ଜରୁରୀ, କିନ୍ତୁ ଅନୁଭବ ଙ୍କୁ ବର୍ଷାଙ୍କ ଠାରୁ ଏସବୁ କିଛି ମିଳିନଥିଲା ତେଣୁ ମାନ୍ୟବର ଅଦାଲତ ଯେଉ ରାୟ ଦେଲେ ତାହା ଠିକ |ଜଣା ପଡୁଥିଲା ବର୍ଷା ଅନୁଭବଙ୍କ ପାଖରେ ରହିବାକୁ ଚାହୁଁନଥିଲଲେ କେବଳ ଅନୁବଭଙ୍କୁ ମାନସିକ ନିର୍ଯନ୍ତଣା ଦେବାକୁ ଚାହୁଁଥିଲେ

    • @24study82
      @24study82 ปีที่แล้ว

      Ecxactly

    • @rasmitapatra1719
      @rasmitapatra1719 11 หลายเดือนก่อน

      Right

    • @BNB164
      @BNB164 11 หลายเดือนก่อน

      Barsha ta Banjha ta.

  • @rahulmohanty6074
    @rahulmohanty6074 ปีที่แล้ว +41

    ONE OF THE BEST DECISION GRANTED BY HIGH COURT OF ODISHA. THIS IS CALLED JUSTICE. IF BOTH CAN NOT LIVE TOGETHER ANYMORE BETTER GO FOR DIVORCE. ALL GOOD MEN WILL GET RID OF BAD WOMEN AFTER THIS KIND OF GOOD DECISION . CONGRATULATIONS ANUBHAV MOHANTY . YOU GOT A NEW LIFE TODAY . CONGRATS .

    • @jasminesvlog4536
      @jasminesvlog4536 ปีที่แล้ว

      Wot a type f brain u HV? Ru sick? The way Anubhav scattered his personal n private life in public Is tht Correct for u? Wah re!

    • @funnymishra4076
      @funnymishra4076 ปีที่แล้ว +2

      All women also need justice if they r dealing with a psycho husband

    • @okkkke
      @okkkke ปีที่แล้ว

      He is not a psycho but his wife is a lesbian.

  • @SubhamPatra-d7d
    @SubhamPatra-d7d ปีที่แล้ว +50

    ସବୁ ଭାସି ଗଲା ଆଉ ବର୍ଷା ଦିଦି ଏବେ ବହୁତ୍ ଖୁସି ରେ ରହିବେ ଅନୁଭବ ପରି ଗୋଟେ ରାକ୍ଷାସ ରୁ ମୁକ୍ତି ମିଳିଲା

    • @babulmajhi654
      @babulmajhi654 11 หลายเดือนก่อน +3

      Anubhav is great 👍

    • @Motivational__video56
      @Motivational__video56 11 หลายเดือนก่อน

      Barsha rakshyasuni ta

    • @anshumansahu5927
      @anshumansahu5927 11 หลายเดือนก่อน +3

      Anubhav is bset

    • @ambika.....5173
      @ambika.....5173 11 หลายเดือนก่อน

      ବର୍ଷା ଡିଭୋର୍ସ ଚାହୁଁ ନଥିଲେ ନା 😊

  • @Hoombale02
    @Hoombale02 ปีที่แล้ว +55

    ତମ ମାନଙ୍କ ଲଭ୍ ଷ୍ଟୋରୀ କେବଳ ଚଳଚ୍ଚିତ୍ର ରେ ହିଁ ଭଲ ଲାଗିବ,,

  • @architapatnaik687
    @architapatnaik687 ปีที่แล้ว +76

    As a a women, today i am very very happy for Anubhav mohanty. Finally the guy got the long pending Justice.

    • @Bunakaar
      @Bunakaar ปีที่แล้ว +3

      I support you mam, Bec only a dedicated boy know the pain

    • @anuanuanuanu2190
      @anuanuanuanu2190 ปีที่แล้ว +1

      Mu b support karuchi

  • @Dil_Say143
    @Dil_Say143 ปีที่แล้ว +54

    Congrats Barsha. Njoy your own identity ❤

  • @brajasahoo1180
    @brajasahoo1180 ปีที่แล้ว +12

    ଟିକେ ଭଲକରି ଥମେଲ କରିକି ଲଗାଅ ବର୍ଷା ଏବେ ସୁଦୂର ପୋଛିବ ଏମିତି ଲେଖିଛ ତମ ମୁହଁରେ ଟିକେ ଲାଜନାହି ଯଦି ତମର କିଏ ମା ଭଉଣୀ ହେଇଥାଆ ନ୍ତା ତମେ କଣ ଏମିତି ଲେଖି ଥାନ୍ତ

  • @bablubhoi8475
    @bablubhoi8475 11 หลายเดือนก่อน

    ଅନୁଭବ ଫିଲ୍ମମ ହିରୋନୁହେରିଏଲ ହିରୋ anubhab ❤vaei great very nice

  • @sanu14385
    @sanu14385 ปีที่แล้ว +22

    ଏଥିରେ ପରାସ୍ତ କଣ ଟିକେ ଶୁଣେ ଦିଜଣ ମିଶିକି ଯଦି ବିଚ୍ଛେଦ ପାଇଁ ଆବେଦନ କରିଥିଲେ ଆଉ ତାଙ୍କର ଶୁଣାଣି ହେବାପରେ ଦିଜଣ ଖୁସି ହେବେ ନା ଆଉ ବର୍ଷା କାହିଁକି କାନ୍ଦିବେ ଟିକେ କହିବେ l ବାଃ କିଛିବି

    • @digitalinnovator5
      @digitalinnovator5 ปีที่แล้ว +1

      Jane chau thila dijana nuha

    • @Invisibleguy-jy8ck
      @Invisibleguy-jy8ck ปีที่แล้ว +1

      Kai na se bedha masaaku kete lakhya tanka maguthila

    • @sanu14385
      @sanu14385 11 หลายเดือนก่อน

      @@Invisibleguy-jy8ck bro ଯେତେବଡ଼ ବାଉଁଶ ସେତେବଡ଼ ପୋଲ 😅ଜଣେ ସାଧାରଣ ଲୋକର ଯେତେବେଳେ ବିଭାଜନ ହେଉଛି ତାର ସ୍ତ୍ରୀ କାହିଁକି ଲକ୍ଷ ଲକ୍ଷ ମାଗିପାରୁନି ମାସକୁ କାରଣ ସେ ତାର ସ୍ୱାମୀର ରୋଜଗାର ଆଗରୁ ଭଲରେ ଜାଣିଛି ଠିକ ସେମିତି ଏଇ କ୍ଷେତ୍ରରେ ମଧ୍ୟ ତେଣୁ ଆମେ ଏଥିରେ କାହାକୁ ବି ଦୋଷ ଦେଇପାରିବାନି l ଦ୍ୱିତୀୟ କଥା ହେଲା ଛାଡ଼ପତ୍ର ପରେ ଗୋଟିଏ ପୁଅକୁ ବହୁତ ସହଜରେ ଝିଅ ମିଳିଯାଏ କିନ୍ତୁ ଗୋଟେ ଝିଅକୁ ପୁଅ ମିଳିବା ବହୁତ କଷ୍ଟ ତେଣୁ କ୍ଷତି ପୂରଣ ତାର ହକ ଵନିଯାଏ ସେତେବେଳେ 🙏🏻ଭଗବାନ କରନ୍ତୁ ସବୁ ପରିବାର ଖୁସିରେ ରୁହନ୍ତୁ

    • @Invisibleguy-jy8ck
      @Invisibleguy-jy8ck 11 หลายเดือนก่อน

      @@sanu14385 se podamuhi kn magila bhalia maguchi se pa ekon musk bhi dei paribani

  • @mr.sunilsethi829
    @mr.sunilsethi829 ปีที่แล้ว +2

    ଦୁଇଜଣ ହିଁ ସାରା ସମାଜ ପାଇଁ କଳଙ୍କ ଜୀବନ ଯୁଗ୍ଧ ରେ ଦୁଇଜଣ ହାରି ଯାଇଛନ୍ତି.... ଖେଳ ଏଠି ହାରିବା ଜିତିବାରେ ନାହିଁ.... ବାସ୍ ଏମାନେ ସେଲିବ୍ରେଟି ହେଇ ଭଲ ମେସେଜ ଦେଉଛନ୍ତି ସମାଜ କୁ |
    ଆଶା କରୁଛି କଥାଟି ଖରାପ ଲାଗିଲେ ବି ବାସ୍ତବିକ ସତ୍ୟ.... ୭ଜନ୍ମ ର ସାଥି ଅଗ୍ନିକୁ ସାକ୍ଷୀ ଏ ସବୁ ଏମାନଙ୍କ ଅଭିନୟର ଯାତ୍ରା.... ଭଳି ଖେଳି ଚାଲିଲେ | ଯେଉଁମାନେ ଭଗବାନ ଙ୍କ ପାଖେ କରିଥିବା ସତ୍ୟ ପାଳନ କରିପାରୁ ନାହାନ୍ତି ସେମାନେ ଏକ ଧର୍ମ ଏକ ପତି ପତ୍ନୀ କେଉଁଭଳି ପାଳନ କରିବେ ବିଚାର କରନ୍ତୁ |
    ଅନ୍ଧ କାନୁନ ର ସାହାରାରେ ସାରା ସମାଜ କୁ ଏ କେଉଁ ଭଳି ବାର୍ତ୍ତା..... ଧର୍ମ ହଜେଇ ଦେଉଛି ଦେଶର ଆଇନ ଵେବସ୍ତା |
    ମହାଭାରତ କୁ ଅଧର୍ମର ବିଜୟୀ କି କୌରବ ପାଣ୍ଡଵଙ୍କ ଯୁଗ୍ଧ କୁହାଯାଇ ନଥିଲା.... ବାସ ଧର୍ମ ଆଉ ଉତ୍ତମ ସମାଜ ପାଇଁ ଲଢେଇ ଥିଲା..... କିନ୍ତୁ ବର୍ଷା ଆଉ ଅନୁଭବ ଲଢେଇ ହେଇପାରେ ସେଟା ତାଙ୍କ ପରିବାର ଭିତର ଲଢେଇ ଥିଲା କିନ୍ତୁ ଗଣମାଧ୍ୟମ କୁ ଆସି ତାହା ସମାଜର ନାରୀ ପୁରୁଷ ଙ୍କ ଲଢେଇ ପାଲଟି ଗଲା.... କିନ୍ତୁ କୋର୍ଟ କେଉଁ ରାୟ ଆଧାରରେ ଏହିଭଳି ନାରୀକୁ ବିଚ୍ଛେଦ କରି ପାରିବା ଭଳି ମେସେଜ ସାରା ସମାଜ କୁ ଦେଲେ.... ଏବେ ସମାଜରେ ତାହା କେତେ ପ୍ରଭାବ ପଡ଼ୁଚି ଦେଖିବାକୁ ରହିଲା...... ଧନ୍ୟବାଦ ଜୟ ଜଗନ୍ନାଥ କ୍ଷମା କରିବେ ବନ୍ଧୁ ଆମେ କାହାର ପକ୍ଷପାତ କରି କିଛି ବି ବୟାନ ଦେଇନୁ........ ବିଚାର ଆପଣଙ୍କ 🙏🏻

  • @jogeswarmajhi4529
    @jogeswarmajhi4529 ปีที่แล้ว +32

    ପୂରା ଭଲ ହେଲା.. ଅନୁଭବ କୁ ମୁକ୍ତି ମିଳିଲା

  • @villagecookwithpriyanka5409
    @villagecookwithpriyanka5409 ปีที่แล้ว +10

    ଭଲ ହେଇଛି ସେ ବେଲଜ୍ୟ ଅନୁଭବ ପାଖରେ ରହିବା ଅପେକ୍ଷା ଅଲଗା ହେଇଯିବ ଭଲ ।ଏଥର ବର୍ଷା ପୁରା ବିନ୍ଦାସ

    • @lokanathbehera7366
      @lokanathbehera7366 ปีที่แล้ว +3

      Barsa ra ku izzat thila je .Jia Swami ki chhadi hotel re rahuthila tar ..

    • @jayjagannatha6857
      @jayjagannatha6857 ปีที่แล้ว

      Chhota bele padhithilu angur nakhaiparile khata lage 🤣🤣🤣barsha heuchhi sei bilua au tame bi🤣🤣🤣

    • @lokanathbehera7366
      @lokanathbehera7366 ปีที่แล้ว

      Chota bele padhithila angura narakhi parile khata na nakhai parile..jadi anuvab khaiparilani taa Saha rahiba pyin ichha karuthila..barsa au taa paribar gote useless family gote niriha pila Saha miccha avinaya Kari taa jiban nasta Kari izzat ku tale pakei samaj seba naare lonka sympathy chunhuthila . au angura khai parilani jau Katha kahuna ki mun Jani chi diverse pyin Tama mana dukha kintu Kan karajiba sia barsa ku 6 years time dela pare bi janila barsa angura nunhe pacha angura tharu ahuri Hina ,ja ha kebala patiku kharap nunha total jiban ku bi bisakta karidaba..

    • @jayjagannatha6857
      @jayjagannatha6857 ปีที่แล้ว +1

      @@lokanathbehera7366 Right ✅️ barsha pari bahot jhia achhanti ledies boli Faida uthauchhanti... ain ra dhamak deuchhanti...bhala re divorce delani ebe kharap re dela khali setiki nuhe gote tanka te bi paibani anubhab thu🤣🤣🤣

  • @BiswajitNathNath-di5ep
    @BiswajitNathNath-di5ep ปีที่แล้ว +8

    Well done ଅନୁଭବ ଭାଇ ❤

  • @shydollpriti8691
    @shydollpriti8691 ปีที่แล้ว +52

    😞😞😞ଭଲ ପାଇଲା ପରେ ଘ୍ରୃଣା କେମିତି ମନରେ ଆସୁଛି

    • @subhalaxmibhoi8023
      @subhalaxmibhoi8023 ปีที่แล้ว +7

      ଭଲ ପାଇବା ହେଉଛି ଗୋଟେ କାଚ ଆଇନା ପରି । ଯେ ପର୍ଯ୍ୟନ୍ତ ସ୍ୱଚ୍ଛ ହୃଦୟ ରୁ ଭଲ ପାଇବା ଥିବ ସେ ପର୍ଯ୍ୟନ୍ତ ମୁହଁ ଦେଖା ଯାଉ ଥିବ । ଯେଉଁ ଦିନ ପ୍ରେମ ରେ ଦାଗ ଲାଗି ଯିବ ସେ ଆଇନା ଭାଙ୍ଗି ଯାଏ ,ଆଉ ଆଇନା ର ଭଙ୍ଗା କାଚ ଗୁଡ଼ା ହତିଆର ବନି ଯାଏ ।😭😭😭

    • @jayjagannatha6857
      @jayjagannatha6857 ปีที่แล้ว

      Sethipain barsha dai swami pakhe ego...pua jetiki love kare ta thu besi ghruna bi kare ahankari jidia jhianku

    • @PurusottamPadhan-ec3xy
      @PurusottamPadhan-ec3xy ปีที่แล้ว

      Thik kahu6

    • @jyotirmayeemeher4103
      @jyotirmayeemeher4103 ปีที่แล้ว

      ​@@jayjagannatha6857se sabu kichi nuha besi famius hela pare Purusha mananku rakhita rakhibara abhyas thae
      Eta fact

    • @smrutirekhasamal6415
      @smrutirekhasamal6415 ปีที่แล้ว

      Aau gote premika aasile life re

  • @lakinathharijan4231
    @lakinathharijan4231 ปีที่แล้ว +4

    ପ୍ରଭୁ ଯାହା ସ୍ତ୍ରୀ ପୁରୁଷ କୁ ସଂଯୁକ୍ତ କଲେ ତାହା ମନୁଷ୍ୟ ଅଲଗା ନ କୋରୁ ସେ ଦଣ୍ଡିଥ ପାଇବ

  • @rajkishordas1396
    @rajkishordas1396 ปีที่แล้ว +65

    God blessed Anubhav Mohanty for a virtue life hereafter.

    • @jasminesvlog4536
      @jasminesvlog4536 ปีที่แล้ว

      Bidwan byakti apana...

    • @jasminesvlog4536
      @jasminesvlog4536 ปีที่แล้ว +1

      Nija stri ra personal life ku public re uchalu thiba purusa se.... Hero??? Na Zero...

  • @ranjitapatra2834
    @ranjitapatra2834 ปีที่แล้ว +8

    Best n praiseworthy decision for Anubhav Mohanty of Honour able High court.

  • @BiswajitNathNath-di5ep
    @BiswajitNathNath-di5ep ปีที่แล้ว +6

    ଅନୁଭବ ମହାନ୍ତି ସଂପୂର୍ଣ୍ଣ ନିଷ୍କଳଙ୍କ

  • @ratikantapatra8792
    @ratikantapatra8792 ปีที่แล้ว +25

    ଯାହା ହେଉ ବହୁତ୍ ଭଲ ହେଲା ଏବେ ତାହେଲେ ଅନୁଭବ ଭାଇ ଙ୍କ Raavan movie ଆସିବ ଏବେ ଅନୁଭବ ଭାଇ movie ପାଇଁ time ଦେଇପାରିବେ ❤️👍 ଆମେ ବହୁତ ଖୁସି ❤️❤️

  • @dwarikanathdas6906
    @dwarikanathdas6906 ปีที่แล้ว +20

    ଭଲ ଯୋଡି ଟା ଭାଙ୍ଗି ଗଲା

  • @ODISHABHAI-eq8jq
    @ODISHABHAI-eq8jq 11 หลายเดือนก่อน +1

    ଯେତେ ଗୋରୀ ସେତେ ଷ୍ଟୋରି, ଗୋରା ଚମଡା କୁ ନେଇ ଏତେ ଗର୍ବ କରିବା ଠିକ୍ ନ ଥିଲା , ଦି ଦିନ ଦୁନିଆ, ସମସ୍ତେ ,ଦିନେ ଦିନେ ଯିବା, ଇ ଦୁଇ ଜଣ ଙ୍କ ଅଧା ଜୀବନ କୋର୍ଟ ରେ କଟିଗଲା,ଉପର କୁ ଯୌବନ ଅଛି ,ଭିତରେ ଯୌନ ଶକ୍ତି ହ୍ରାସ ହୋଇ ଗଲାଣି

  • @RabindranathBindhani-y9w
    @RabindranathBindhani-y9w ปีที่แล้ว +33

    Congratulations ❤❤❤

  • @gobindsa7854
    @gobindsa7854 ปีที่แล้ว +313

    ବର୍ଷା କାନ୍ଦୁଛନ୍ତି ନା ଅନୁଭବ ଭଲ କି clear ହେଇ ଯାଅ । ଯାହା ବି ହଉ ବର୍ଷା କୁ ଏ ଥର ନ୍ୟାୟ ମିଳିଲା । ଅନୁଭବ ସବୁ ନାଟର ଗୋବର୍ଦ୍ଧନ 😅😊

    • @lokanathbehera7366
      @lokanathbehera7366 ปีที่แล้ว

      Barsa chhadiri haba boli chanuthila ki je niya paila..murkha

    • @AmanEntertainment7
      @AmanEntertainment7 ปีที่แล้ว +50

      ଆବେ ଅନୁଭବ କୁ ନ୍ୟାୟ ମିଳିଲା 🤗ଉଲଟା କଥା କହୁଚୁ

    • @mr.s.ssatya2673
      @mr.s.ssatya2673 ปีที่แล้ว +1

      ❤❤❤

    • @sabitadansana8387
      @sabitadansana8387 ปีที่แล้ว +20

      Anubha is right

    • @Xxxlgey
      @Xxxlgey ปีที่แล้ว +6

      ହନୁଭବ 🐒🐵

  • @SradhanjaliSamal-rd2nx
    @SradhanjaliSamal-rd2nx ปีที่แล้ว +1

    ଅନୁଭବ ମହାନ୍ତି କୁ ଠାକୁର କେବେବି ଭଲରେ ନ ରଖନ୍ତୁ ଅନୁଭବ ମହାନ୍ତି ବହୁତ ଖରାପ

  • @leafcreation5312
    @leafcreation5312 ปีที่แล้ว +1

    Barsha nku chhadile tame bilkul khusire rahiparibani anubhav

  • @rajababuofficial1123
    @rajababuofficial1123 11 หลายเดือนก่อน

    ଆଉ ଥରେ ବାହା ହେଇଯାନ୍ତୁ ❤❤❤❤❤ Dill se dill milake super jodi couple can't breakdown please Anubhav sir with Madam Barsa 🙏🙏🙏🌹🌹🌹🌹🌹🌹🌹💐💐💐💐💐

  • @pujamahanda9306
    @pujamahanda9306 ปีที่แล้ว +6

    I'm so happy anubhav bhai abe nija life re auu bapa maa nka saha hasa khusi re ruha bhai Bahut dukha paicha abe au nhi nija bapa maa nka thu bada a duniya re kehi nahanti.bapa maa nka se jharithiba luha au tmara prati bhala paibara aashribaad tmaku jitei deichi bhai bapa maa nku kebe chhadibani bhai family saha khusi re ruha au agaku nija life dekha bhai aame mane samaste odisha basi tama saha achu Satya ra hi jaya hua bhai. Jay jagannath 🙏 bhagaban tamaku duniya ra sabu khusi diantu

    • @sashistar-mg7gs
      @sashistar-mg7gs ปีที่แล้ว

      Right kohichhonti Bhai styaro joy hela

  • @santoshipradhan6201
    @santoshipradhan6201 11 หลายเดือนก่อน

    ତମମାନଙ୍କ ମୁହଁକୁ ଟିକେ ଲାଜ ନାହିଁ ତମେସବୁ ମଣିଷ ତ ମୁ ବୁଝି ପାରୁନି କଣ କହି ଯାଉଛି କିଏ ସତ କିଏ ମିଛ ଏ ସବୁ ସମୟ କହିବ ଅନୁଭବ କି ବର୍ଷା ହାରି ନାହାନ୍ତି ସେ ଦୁଇ ଜଣ ଙ୍କ ମଧ୍ୟରେ ଭଲ ପାଇବା କେବେ ନଥିଲା ସେମାନେ କେବେ ଭଲ ପାଇନାହାନ୍ତି ହାରିବେ କେମିତି ଭଲପାଇବା ସେ ମାନଙ୍କ ଭିତରେ ନ ଥିଲା

  • @sujitrout2230
    @sujitrout2230 11 หลายเดือนก่อน +1

    ବହୁତ ବଢିଆ ନିଷ୍ପତ୍ତି

  • @kadambininayak490
    @kadambininayak490 11 หลายเดือนก่อน

    Bahut badhiya hela jouta ki emiti agaru hebara thila.jhiatie hoie ki erejest sikhini femily vitare.baharaku Katha fingi deichi hub nare eminti jhiaku divhos kariba darakara nahale jhia mane sudhiribeni.god bless you very very happy anubhava mohanty Sir 🙏🙏🙏

  • @dipakbarik1072
    @dipakbarik1072 ปีที่แล้ว +1

    ଧର୍ମ ର ସବୁବେଳେ ଜୟ ହବ
    ଭାଇ ଙ୍କ ଜୀବନକୁ ସେ ମିଛେଇ ବ୍ରବାଦ କରିଦେଇଛି ସେ ନେଇ କୋର୍ଟ କିଛି ବିଚାର କରୁ
    ଭାଇ ଙ୍କ ର ହେଇଥିବା ମାନହିନି ପାଇଁ ସେ ମିଛେଇକି କିଛି ଦଣ୍ଡ ମିଲୁ
    ଆଉ ଯୌମନେ ଭାଇ କୁ ଦୋଶି ବୋଲି କହୁଥିଲେ ସେ ଚୋରୁନି କୁ ସପଟ୍ କରୁଥିଲେ ସେମାନେ ଜନତୁ କଉ ଟା ସତ ଆଉ ଟା ମିଛ

  • @sibaprasad1899
    @sibaprasad1899 ปีที่แล้ว +17

    God always with truth,, congratulations for victory Anuvav sir ,,,, start your new life and enjoy each and every momens

  • @Sanjay-ts3gf
    @Sanjay-ts3gf ปีที่แล้ว +12

    Finally Anubhav got the justice.
    The divorce news is good for both Anubhav & Varsha Priyadarshini

  • @SalmaHembram-t3j
    @SalmaHembram-t3j 11 หลายเดือนก่อน

    Please anubhobo AAU Barsha Olga huontuni🙏🙏🙏

  • @biswanathsahoo2888
    @biswanathsahoo2888 ปีที่แล้ว +10

    Colour teki chaale be aAnubhav❤❤❤❤

  • @smartkidsneha9751
    @smartkidsneha9751 11 หลายเดือนก่อน

    Congratulations Anubhav Mohanty 🎉🎉🎉🎉

  • @benjirsabar7868
    @benjirsabar7868 ปีที่แล้ว +8

    Great And real hero Anubhab Mohanty.

  • @iambadal997
    @iambadal997 11 หลายเดือนก่อน +1

    Old days = golden days 😢

  • @amitbehera3346
    @amitbehera3346 11 หลายเดือนก่อน

    New lyf started by Anubhav Mohanty Big Relief for Mohanty family

  • @rasmitapatra1719
    @rasmitapatra1719 11 หลายเดือนก่อน

    Bhala heichi ❤❤❤❤

  • @RinkiBehera-u5q
    @RinkiBehera-u5q 11 หลายเดือนก่อน

    My fan anubhav Bhai plz Barsha madam nka saha akathi ruhantu

  • @anushreesahoo858
    @anushreesahoo858 ปีที่แล้ว +1

    Anubhav bhai ❤ congratulations

  • @PSP453
    @PSP453 ปีที่แล้ว

    Bahut bhala heichhi badhi kama karichha anubhab ebhali stri kahaku na milu.. We heartly support you.

  • @AkashMahaty
    @AkashMahaty ปีที่แล้ว +2

    Congratulations Anubhav bhai🎉🎉🎉🎉

  • @ritinayak8051
    @ritinayak8051 ปีที่แล้ว +27

    God bless you anubhav bhai

  • @manojbhoi7668
    @manojbhoi7668 ปีที่แล้ว +6

    Wow😊😊😊😊

  • @BNB164
    @BNB164 11 หลายเดือนก่อน

    Advance Congrajulations to Bhaijaan 😘😘😘

  • @ggbbb181
    @ggbbb181 11 หลายเดือนก่อน

    🎉Congrats🎉Bhai

  • @kabitanayak-oe4yg
    @kabitanayak-oe4yg ปีที่แล้ว

    Anubhav 💪💪💪🙏🙏👍👍👍👍

  • @sudhanshuanubhav143
    @sudhanshuanubhav143 ปีที่แล้ว +2

    ❤ଆଇ ଲଭ୍ ୟୁ ଅନୁଭବ ଭାଈ❤

  • @ManojMukhi-u5s
    @ManojMukhi-u5s ปีที่แล้ว +8

    Jay Jagannath

  • @manojbhoi7668
    @manojbhoi7668 ปีที่แล้ว +8

    Super

  • @mr.Lalitnarayan1989
    @mr.Lalitnarayan1989 ปีที่แล้ว +4

    Okay new year tmku khusi dau anuvab ethar ba hele vala loka ku Barsha Vali nue😢

  • @starmohapatra
    @starmohapatra ปีที่แล้ว +11

    ଏତେ ସବୁ ପରେ ଯାହା ହେଲା ଭଲ ହେଲା।

    • @jasminesvlog4536
      @jasminesvlog4536 ปีที่แล้ว

      Haan nijara Divorce hele hi Bujhi pariba.

  • @EBlackgamer
    @EBlackgamer 11 หลายเดือนก่อน

    Satyara hela joyo❤❤❤❤

  • @maheshmaheshnayak
    @maheshmaheshnayak ปีที่แล้ว

    Anubhaba bhai jai jagannaath 🙏🙏🙏 khusi re ethara ruha......

  • @ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା

    ସଂସାରରେ ଏମିତି କେତେ କେତେ ନାଟକ ଚାଲିଛି ବାଳ ଖବର ହଇରେ ଶଳେ ବେହିଆ ଏହି ନାଚଵାଲା କ୍ରିକେଟ ଖେଳୁଆ ଗୁଡାକ ଖବର ଭଲ ପ୍ରସାରଣ କରୁଛ ସବୁଠାରୁ ବେକାର ଚ୍ୟାନେଲ

  • @ORDChannel954
    @ORDChannel954 ปีที่แล้ว +1

    Jay Jagannath ⭕‼️⭕🙏🏻🙏🏻🙏🏻🙏🏻🙏🏻

  • @JaganSabar-r8q
    @JaganSabar-r8q ปีที่แล้ว +16

    Mo matare Anubhav bahut kharap loko se jamaru bhala nuhanti.sabu natara gobardhana Anubhav mahanty....

    • @funnymishra4076
      @funnymishra4076 ปีที่แล้ว

      Thik katha

    • @maheshkumar-fn4gc
      @maheshkumar-fn4gc ปีที่แล้ว

      ତୋ ବୋଉ କୁ ଗେହିଁ ଥିଲା କି ଅନୁଭବ

  • @Skgbul470
    @Skgbul470 ปีที่แล้ว

    ଗୋଟେ ଖୁସି,ଆଉ
    1, ଦାମୀ ମିଠା ବଣ୍ଟା ଯାଉ
    2,ରକେଟ ବାଣ କିଛି ଝୁର ଝୁରି
    ଆଉ ମର୍ଚି ଫୋଟକା ,

  • @Tribalboy66
    @Tribalboy66 ปีที่แล้ว +3

    Praise the lord, May good God bless you all 🎉🎉🎉

  • @Santosh.731
    @Santosh.731 11 หลายเดือนก่อน

    ବହୁତ ସୁନ୍ଦର

  • @gopi9956
    @gopi9956 11 หลายเดือนก่อน

    Very good 👍🎉

  • @selinasahu-tp3pw
    @selinasahu-tp3pw ปีที่แล้ว +1

    Jahabi Heichi thik heichi 👌👌👌

  • @haramiketan5986
    @haramiketan5986 11 หลายเดือนก่อน +1

    Justice for barsa maa

  • @SasmitaSasmita-m8l
    @SasmitaSasmita-m8l ปีที่แล้ว +2

    Congratulations Anubhav bhai

  • @UtkalpradeepSwain
    @UtkalpradeepSwain 11 หลายเดือนก่อน

    Well done anubhav bhai

  • @shibamandal2383
    @shibamandal2383 ปีที่แล้ว +5

    Hei jau bhagaban

  • @JayaKumariJayakumari1505
    @JayaKumariJayakumari1505 ปีที่แล้ว +1

    Jay jagannath 🙏🙏
    Congratulations 🎉👏

  • @nilendrisahoovlogs312
    @nilendrisahoovlogs312 ปีที่แล้ว

    ଏଥର ପୁଣି ବାହାଘର ଭୋଜି ହେବ ଓଡ଼ିଶା ବାସୀ ଖାଇବାକୁ ଯିବେ।😂😂😂

  • @BKR337
    @BKR337 11 หลายเดือนก่อน

    ୟାଭିତରେ ଆପଣଂକ ପାଇ ଆଉ ଏକ ଖୁସି ଖବର BARSHAPRIYADARSHINI Going to join BRAZZER COMPANY🎉 😂

  • @bibekanandabarik6555
    @bibekanandabarik6555 ปีที่แล้ว +1

    Jay jagannath..... congratulations brother ❤🎉

  • @bijudrive8942
    @bijudrive8942 ปีที่แล้ว

    Good decision anubhov mohanty💯👌👌

  • @manisamanisa7391
    @manisamanisa7391 ปีที่แล้ว

    Sabu bele Satya hi Jay hua Jay shree jagannath 🙏

  • @srimansundar
    @srimansundar ปีที่แล้ว +5

    Great 👍

  • @nabinchandra3319
    @nabinchandra3319 ปีที่แล้ว +1

    Will get new & good ଗାଡ଼ି ଭାଇ ଭାଇ

  • @AkhayaRout-r3t
    @AkhayaRout-r3t ปีที่แล้ว +8

    ଅନୁଭବ ମହାନ୍ତି

  • @itsmebiswajit91roul37
    @itsmebiswajit91roul37 ปีที่แล้ว +20

    ଏତେ ବଡ Love Story 💔

  • @Subhasis-co1nm
    @Subhasis-co1nm ปีที่แล้ว +5

    Good decisions

  • @mrranaranamr6502
    @mrranaranamr6502 ปีที่แล้ว +1

    Odisha High Court court good decision

  • @tkpcreation1318
    @tkpcreation1318 ปีที่แล้ว

    Well done 👍👍👍👍👍

  • @manojkumarlipunidnm2447
    @manojkumarlipunidnm2447 ปีที่แล้ว

    Tama love ku 🙏🙏🙏🙏🙏

  • @meghanadabeuria375
    @meghanadabeuria375 ปีที่แล้ว

    Anubhav is right

  • @neelachalasa5883
    @neelachalasa5883 ปีที่แล้ว +1

    ଟଙ୍କା ହେଲେ ସବୁ ସମ୍ଭବ

  • @jesimirja1475
    @jesimirja1475 ปีที่แล้ว +5

    Barsha is the best wife best ladies

    • @jiteshbehera6752
      @jiteshbehera6752 ปีที่แล้ว

      😂😂sethipain pila chua helani😂😂😂

  • @jamunabeheruka5089
    @jamunabeheruka5089 ปีที่แล้ว +17

    ଅନୁଭବ 👍🙏❤️

  • @kunmunmakeover1992
    @kunmunmakeover1992 ปีที่แล้ว

    Good dissison 👍

  • @MamataSahoo05
    @MamataSahoo05 ปีที่แล้ว

    Varsanku justice.melela i love varsa. ❤❤

  • @dillipcreation4404
    @dillipcreation4404 11 หลายเดือนก่อน

    Very good news

  • @jyotiprakashsahoo6635
    @jyotiprakashsahoo6635 ปีที่แล้ว +1

    Jagannath mahaprabhu anuvab ku nyaya dele

  • @Abhimanyu_321
    @Abhimanyu_321 ปีที่แล้ว

    Very nice bhai 👍👍👍👍👍

  • @Priyarinky111
    @Priyarinky111 ปีที่แล้ว +6

    Anubhab jane Hindu nuhna se gote Muslim karana hindu sanatan dharmare kichi bi chadapatra boli jinisa nai au aita hela kali juga sabu bele mithya ra hin Jay heuchi.....

    • @jayjagannatha6857
      @jayjagannatha6857 ปีที่แล้ว

      Au kn se barsa ku wife kari Delhi daily jaithanta ete paisa asiba kouthu 😂😂😂😂jaha hela bhala hela😂😂😂😂

    • @dr.sagarguru9356
      @dr.sagarguru9356 ปีที่แล้ว

      Agreed rinki👍😞

    • @lokanathbehera7366
      @lokanathbehera7366 ปีที่แล้ว +1

      Au jadi barsa jiti thanta taahele dharmara Jaya heithanta..nai.barsa gote bada harami nonsense anuvab ta taku vala pai ki bibaha Kari thila aji sia Kan pyin diverse dela..barsa Kan tame Jani na..jadi janiba ahu ri ghruna Kariba...

    • @Priyarinky111
      @Priyarinky111 ปีที่แล้ว +1

      @@lokanathbehera7366 kia kn janiba au baki nai bhala paiki baha heiki ate ranga kn pain a anubhav thu hin atiki pala heichi au kahideba anubhav ku se au kebe hindu boli kahibulibani ki jagannath nka na ku ta muhna re dharibani jadi sata re se gote hindu manisa heithanta na kebe bi divorce adaku jainathanta nija bhitare bujha sujha kariki akathi rahithanata au kichi din wait kara anubhav muslim boli janijiba au gote jhia ku mrg Kariba aita aji ra fashion heigalani gote ku chadiki gote ku rakhibaku bujhila....

    • @jayjagannatha6857
      @jayjagannatha6857 ปีที่แล้ว

      @@Priyarinky111 se anubhab kharap heu ki barsha gote nirat satya without physical relationship re hus/wife hoi jiban sara rahiba impossible. law kn bhagban asile bi ekathi rakhiparibeni... ye sampark bro/sis nuhe ki fat/son je court taku jabardasta jodiba....jie bhul se alimony deba that's it.... se duijana nka relation nahi boli court bujhila tamar problem kn??? Jahahela ubhayanka pain bhala....au jagannath kn kaha bapa sampati na Hindu dharma re lekha heichhi without relation re jibansara ruha family planning karani ki divorce diaoni...

  • @rupalibehera3377
    @rupalibehera3377 ปีที่แล้ว

    Good wishes for Anubhab bhai

  • @sumantanayak-likun
    @sumantanayak-likun 11 หลายเดือนก่อน

    Jaha b hoechi vl hoechi au agaku b vl hin heba great msg vai madichala agku au se pacha katha vabbani nija new life ku nei banchiba sikhi jaa vai