ଝୁଲୁରେ ନିତାଇ ଝୁଲ୍ || ପପୁ ଭାଇ ଙ୍କ କଣ୍ଠରୁ || ଏକ ନାରାୟଣ ଭଜନ || odia ramanila || saranakula||Odia natak

แชร์
ฝัง
  • เผยแพร่เมื่อ 22 ส.ค. 2024

ความคิดเห็น • 2.8K

  • @sanjusachijenamishhra6291
    @sanjusachijenamishhra6291 2 ปีที่แล้ว +66

    Waaa ki sundar voice.. Ki sundar gauchanti bhai apana...... Pura hajijaichanti se gitare Bhai..... Ati sundar.. Mahaprabhu apanku ashribad karantu.. Jay jagannath🙏

  • @Villageboy7999
    @Villageboy7999 2 ปีที่แล้ว +183

    ଭାଇ ଏତେ ସୁନ୍ଦର ଭଜନ ମସ୍ତ୍ ହେଇଚି ତାଙ୍କ ଡାନ୍ସ ଏବଂ ଭଏସ ସୁପର ❤️❤️❤️❤️❤️🙏🙏🙏🙏🙏🙏🙏

    • @sunlight2357
      @sunlight2357 2 ปีที่แล้ว

      A ଗୀତ କୁ ଶ୍ରୀ ଚରଣ ଆଉ ଅସୀମା ପଣ୍ଡା ଗୀତ କରିଲେଣୀ, ସେମାନେ ନାଁ କମେଇଲେ କିନ୍ତୁ a ଗୀତା ଟି ଗୀତିନାଟ୍ୟ ର ବହି ଗୀତ

    • @manishapradhan9959
      @manishapradhan9959 2 ปีที่แล้ว

      @@sunlight2357 p

  • @manoranjanbisoyee7254
    @manoranjanbisoyee7254 2 ปีที่แล้ว +22

    ତୁମ ଗୀତର ପଟାନ୍ତର ନାହିଁ
    ଯେତେଥର ଶୁଣିଲେ ବି ମନ ଭରେ ନାହିଁ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଖୁବ ପ୍ରସିଦ୍ଧି ଲାଭ କର ଏତିକି କାମନା।ଜୟ ଜଗନ୍ନାଥ । ନାରାୟଣ ....ନାରାୟଣ....

  • @rajatsir3520
    @rajatsir3520 2 ปีที่แล้ว +2

    ଅତି ସୁନ୍ଦର କଣ୍ଠ

  • @akshayakumarnayak660
    @akshayakumarnayak660 2 ปีที่แล้ว +81

    ଏତେ ଦିନ ପରେ ଗୋଟିଏ ଭଲ ଗୀତ ମନକୁ ମୋହିନେଉଚି। ନାରଦ best for ever

    • @pratimadebata5633
      @pratimadebata5633 2 ปีที่แล้ว

      Bahut bahut bahut mana ku Santi dauchi ei video

    • @pratimadebata5633
      @pratimadebata5633 2 ปีที่แล้ว

      Best singer bhai Sabu kalakar nku fail kari te ei Gita tiku hit karicha

  • @statuesyouthclub7705
    @statuesyouthclub7705 2 ปีที่แล้ว +407

    ନାରଦଙ୍କ କଣ୍ଠରୁ ନାରାୟଣ ଙ୍କ ଭଜନ ଝୁଲରେ ନିତାଇ ଝୁଲ୍ ଗୀତଟି ବହୁତ୍ ସୁନ୍ଦର୍ ହୋଇଛି 🙏🙏 ମନ ଖୁସି ହୋଇ ଗଲା ,🙏🙏🙏🙏

  • @prasantasahoo4263
    @prasantasahoo4263 2 ปีที่แล้ว +15

    ବହୁତ ଦିନ ପରେ ଏମିତି ଭଜନ ଶୁଣି ମନ୍ତ୍ରମୁଗ ହେଇଗଲି ଜୟ ଜଗନ୍ନାଥ

  • @traderanugul..5844
    @traderanugul..5844 2 ปีที่แล้ว +15

    ହୁମାନ ସାଗର ଭଜନ ନ ଗାଇଲେ ଆମର ଢୋ... ଏ ଭାଇଙ୍କ କଣ୍ଠ ରେ କି ଯାଦୁ ଅଛି ପ୍ରଭୁ ଙ୍କୁ ଜଣା ଯେତେ ଥର ଶୁଣୁଛି ସେତେ ଶୁଣିବାକୁ ଇଛା ହଉଚି.. ସତରେ ଭଜନ ଟି ଶୁଣିଲା ବେଳେ ଲାଗୁଚି ଯେମିତି ମୁଁ ଠାକୁରଙ୍କ ପାଖରେ ଅଛି...

  • @subashpadhan4191
    @subashpadhan4191 2 ปีที่แล้ว +45

    ଏଇ ଭିଡିଓ ଟା ମୁ ୧୦୦ ରୁ ଅଧିକ ଦେଖି ସାରିଲିଣି ...ଯେତେ ଦେଖିଲେ ବି ମନ ଭରୁନି ବହୁତ୍ ସୁନ୍ଦର୍ କଣ୍ଠ ସୁ ମଧୁର ଝୁଲ ରେ ନିତାଇ ଝୁଲ୍

    • @ErTapas-nz1vw
      @ErTapas-nz1vw 2 ปีที่แล้ว +2

      Sata kahile mun bi same kain kejani jete thara dekhile madhya au ichha heuchi dekhibaku se face expression ku au se bhaba bihola dhangi laguchi bhagwaan nka sata bhakta tia a kalijugare Abiribhaba hoichhanti really this is heart touching act🙏

  • @rajeshmahali6374
    @rajeshmahali6374 2 ปีที่แล้ว +50

    କଣ ଗୋଟେ କଚ୍ଛା ବାଦାମ ବୋଳିଲା ଏତେ viral କିନ୍ତୁ ନାରଦ ଏତେ ବଢିଆ ଗାଇବା ସହିତ ଅଭିନୟ ପୁରା ବହୁତ viral ହବା ଦରକାର

    • @kabitaparadhan9768
      @kabitaparadhan9768 2 ปีที่แล้ว +1

      Odisha loka mane kebe bi kahar devlop karibeni ki expect karibani

  • @girishbhai635
    @girishbhai635 2 ปีที่แล้ว +16

    ଭାଇଙ୍କ ଚମତ୍କାର ଅଭିନୟ ସାଙ୍ଗକୁ ସୁମଧୁର ଗୀତ ବେଶ ହୃଦୟସ୍ପର୍ଶୀ ହୋଇଛି। ଧନ୍ୟବାଦ ପପୁ ଭାଇ🙏

  • @sasmita1726
    @sasmita1726 2 ปีที่แล้ว +2

    ସତ୍ୟ ଯୁଗ ଆସିଗଲା.........

  • @gopagneeprinters3745
    @gopagneeprinters3745 2 ปีที่แล้ว +134

    This is, we call Real Talent .
    Salute to you 🙏 🙌 👏 💯 👌
    Thank you for keeping our tradition going

  • @subham9423
    @subham9423 2 ปีที่แล้ว +415

    ଜୟ ଶ୍ରୀ କୃଷ୍ଣ।ସତରେ ବହୁତ ବଢିଆ ଭଜନ।ଯେତେ ଶୁଣିଲେ ମଧ୍ୟ ଶୁଣିବାକୁ ଭାରି ଭଲ ଲାଗେ।

  • @subhasish200
    @subhasish200 2 ปีที่แล้ว +10

    ଅଶେଷ ଅଶେଷ ଧନ୍ୟବାଦ୍ ପପୁ ଭାଇ
    ତମେ ଆମ ଓଡ଼ିଶା ର ଗର୍ବ ଓ ଗୌରବ।🙏🏻🙏🏻
    ଜୟ ଶ୍ରୀରାମ ⭕❗⭕

  • @jitunbehera4452
    @jitunbehera4452 2 ปีที่แล้ว +1

    Bht badhiaa gita gai6nti papu bhai....aagaku badhi chala

  • @itishreebehera2008
    @itishreebehera2008 2 ปีที่แล้ว +138

    ଖୁବ୍ ଭାବର ସହିତ ହୃଦୟରୁ ଗାଇ ନିଖୁଣ ଅଭିନୟ କରି ଲୋକଙ୍କ ଆଦର ସାଉଁଟି ଚାଲିଛନ୍ତି । ଅଶେଷ ଧନ୍ୟବାଦ ସମସ୍ତ ଙ୍କୁ 👍👍 ଜୟ ଜଗନ୍ନାଥ ସ୍ଵାମୀ 🙏🙏

    • @surajeetkhilar9603
      @surajeetkhilar9603 2 ปีที่แล้ว +1

      Tame pura mo Gelhi bhali dekhajau6 👌

    • @TechnicalHpHappy
      @TechnicalHpHappy 2 ปีที่แล้ว

      ILove you iti

    • @itishreebehera2008
      @itishreebehera2008 2 ปีที่แล้ว

      @@TechnicalHpHappy 🙄

    • @ggbois69
      @ggbois69 2 ปีที่แล้ว +1

      ଭାବ ର ସହ ତୁମେ ଗାଇଛ,ସେଇଥି ପାଇଁ ଏହା ମଧୁର ଶୁଗୁଛି, ଏମିତି ଭାବରେ ହଜିଯାଅ, ଅନ୍ୟ ଗୀତିକାର ତୁମ ଆଗରେ ଫେଲ, କଣ୍ଠ ଅଛି,ଭାବ ନାହିଁ

    • @riteshkumarsahoo5847
      @riteshkumarsahoo5847 2 ปีที่แล้ว

      Hiii

  • @Abhi-panda
    @Abhi-panda 2 ปีที่แล้ว +603

    ଏ ସ୍ୱର୍, ଆଗ ରେ ସବୁ କଣ୍ଠ ଶିଳ୍ପୀ ଫେଲ୍।। ହୃଦୟ ରୁ ନମସ୍କାର ନାରଦ ରୁପି ପପୁ ଭାଈ ଙ୍କୁ।।

    • @panchanangahan6733
      @panchanangahan6733 2 ปีที่แล้ว +6

      Sehi Mahatma nka pada tale koti koti pranaam karuchhi..

    • @roshanpanda3691
      @roshanpanda3691 2 ปีที่แล้ว +6

      Good say dear

    • @Abhi-panda
      @Abhi-panda 2 ปีที่แล้ว

      @@panchanangahan6733 ଧନ୍ୟବାଦ୍ ଭାଈ

    • @Abhi-panda
      @Abhi-panda 2 ปีที่แล้ว

      @@roshanpanda3691 ଧନ୍ୟବାଦ୍ ଭାଈ

    • @Rasmiranjandasa
      @Rasmiranjandasa 2 ปีที่แล้ว +1

      Thank u papu babu

  • @munaakm4106
    @munaakm4106 2 ปีที่แล้ว +3

    ମୋ ଓଡ଼ିଶାର ଗର୍ବ ଏବଂ ଦୁର୍ଲଭ ଅତି ସୁନ୍ଦର 🌹🌹👌👌🙏🙏✌️✌️

  • @jyotiranjan2019
    @jyotiranjan2019 2 ปีที่แล้ว +23

    No words for your beautiful voice 👌😍 really excellent song ❤️🥰☺️ Jay Jagannath 🙏🙏🙏

  • @harekrushnadhal2579
    @harekrushnadhal2579 2 ปีที่แล้ว +156

    ଅତି ସୁନ୍ଦର ଅତି ସୁନ୍ଦର, ଆରେ ବାଃ ଆପଣବି କମ ନୁହେଁ, ମୁଁ ଆପଣଙ୍କୁ ମୋ ତରଫରୁ ବ୍ୟକ୍ତିଗତ ଭାବେ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛି, ଏବଂ ଭଗବାନଙ୍କ ନିକଟରେ ପ୍ରାଥନା କରୁଛି, ଭଗବାନ ଆଶ୍ରିବାଦ କରନ୍ତୁ,ଆପଣ ଆଗକୁ ଆଗକୁ ସଫଳତା ର ପାହଚ ଉପରେ ପାହଚ ଚଢି ଚାଲନ୍ତୁ,
    ଜୟ ଜଗନ୍ନାଥ.

  • @bibhudattamishra4431
    @bibhudattamishra4431 2 ปีที่แล้ว +59

    I am listening it more than 200 times, today, tomorrow and day after tomorrow and many more .. Narayan.. Narayan 🙏

  • @sushreesangitapatra8749
    @sushreesangitapatra8749 2 ปีที่แล้ว +114

    Rhythm and pitch of his voice is excellent.salute to him for spreading our art and culture of our odisha

  • @rudraprasad3202
    @rudraprasad3202 2 ปีที่แล้ว +2

    Ohh 😮 very awesome ☺️ nice enjoy 🥰

  • @bsk.k1546
    @bsk.k1546 2 ปีที่แล้ว +200

    ଭାଇନା ବହୁତୁ ସୁନ୍ଦର ଗାଇଛନ୍ତି ନାରାୟଣ ଙ୍କ ଗୀତଟି 🙏🙏🙏
    ଜୟ ପର୍ଶୁରାମ 🙏🙏🙏

    • @lipshalipi3771
      @lipshalipi3771 2 ปีที่แล้ว +2

      Papu bhi ki ton paecha NYC 🙏🙏🙏🙏🙏🙏🙏🙏🙏🙏🙏

    • @pradyumnkumarmaharana7481
      @pradyumnkumarmaharana7481 2 ปีที่แล้ว +3

      ଏ ଗୀତ କଦାପି ନାରାୟଣଙ୍କ ପାଇଁ ଠିକ୍ ନୁହେଁ...!!
      ନିତାଇ ଅର୍ଥାତ୍ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ହିଁ ଗୀତଟି ରଚିତ..!!
      ମାତ୍ର ସେ ମହାଶୟ ଏହାକୁ ନାରାୟଣଙ୍କ ଉଦ୍ଦେଶ୍ୟରେ ଗାନ କରି କ'ଣ ପରିବେଷଣ କରିବା କେତେ ଦୂର ଯଥାର୍ଥ..!!

    • @utkalasandha4338
      @utkalasandha4338 2 ปีที่แล้ว +1

      @@pradyumnkumarmaharana7481 ଚୁପ, ସବୁ ek

    • @majenmohakud6092
      @majenmohakud6092 2 ปีที่แล้ว

      on

    • @kunameher5373
      @kunameher5373 2 ปีที่แล้ว

      ​@@pradyumnkumarmaharana7481

  • @mayadharpradhan1087
    @mayadharpradhan1087 2 ปีที่แล้ว +324

    ଓଡ଼ିଶାର ଯେତେ କଣ୍ଠଶିଳ୍ପୀ ଗାଇଛନ୍ତି ସମସ୍ତ କୁଂ ଏ ମହାଶୟ ପଛରେ ପକାଇଛନ୍ତି, ଯେତେ ପ୍ରଶଂସା କଲେ କମ୍।ମା ସରସ୍ବତୀଙ୍କ କରୁଣା ଆପଣଙ୍କ ପାଇଁ ସର୍ବଦା ଥାଉ।

    • @akshayakumarnayak660
      @akshayakumarnayak660 2 ปีที่แล้ว +2

      Best for ever

    • @ipsitajyoti8751
      @ipsitajyoti8751 2 ปีที่แล้ว

      Achcha, tekiba re bi Sima achhi,kahila kana Na odisha re se samasta ku pachhare pakeidela, Bhikari Bala,nimain harichandan, aravinda muduli thu bi ye tahele mahan

    • @sucharitabapu4200
      @sucharitabapu4200 2 ปีที่แล้ว

      @@akshayakumarnayak660 aaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaàaaaaaaaaaaaaaaaaaaaaaaaaaaaaaàaaaaaaaaaeaaraeaeaàãaaàaaaeaara4aeàaaaà

    • @naraharipatra1509
      @naraharipatra1509 2 ปีที่แล้ว

      Super coment proud of you feeling so sweet

    • @kaminimohanamohanty8573
      @kaminimohanamohanty8573 ปีที่แล้ว

      Really supper

  • @itishreesahoo1399
    @itishreesahoo1399 2 ปีที่แล้ว +62

    ଭାବବିହ୍ୱଳ କାରୀ କଣ୍ଠ ଓ ଅଭିନୟ। ମା ସରସ୍ଵତୀ ଏମିତି ଆଶିର୍ବାଦ କରୁଥାନ୍ତୁ।🙏🏼 ବାଦ୍ୟକାର ଭାଇ ମାନଙ୍କୁ ବି ନମସ୍କାର।

  • @bkirankumarpatro5408
    @bkirankumarpatro5408 2 ปีที่แล้ว +1

    50 ru adhika thara dekhilini tama gita ku Papua bhaii heart ru thanks bhaii love u 😘 💖

  • @mohondeuri1365
    @mohondeuri1365 2 ปีที่แล้ว +1438

    ଓଡ଼ିଶାର ଯେତେ ଆଗଧାଡିର କଳାକାର ଏବେ ଅଛନ୍ତି ଏଇ ଭାଇ ଙ୍କ ଆଗରେ କିଛି ନୁହଁନ୍ତି। ଏମିତି ଖୋଲା ମଣ୍ଡପ ରେ ନାଚି ନାଚି ଗୀତ ଗାଇବା ବହୁତ କଷ୍ଟକର,ଭାଇ ଆପଣଙ୍କୁ ମୁଁ ଅନ୍ତର ଭିତରୁ ପ୍ରଣାମ ଜଣାଉଛି

    • @kaleswarcreation7368
      @kaleswarcreation7368 2 ปีที่แล้ว +46

      ଆପଣଙ୍କ କଥାରେ ମୁଁ ଏକ ମତ ସତରେ ଖୋଲା ମଞ୍ଚରେ ନାଚିକି ଗୀତ ଗାଇବା ବହୁତ କଷ୍ଟ 🙏

    • @iconicindrajit3660
      @iconicindrajit3660 2 ปีที่แล้ว +12

      right👍

    • @srikanta671
      @srikanta671 2 ปีที่แล้ว +8

      Right 👍

    • @lifeislovebele...4934
      @lifeislovebele...4934 2 ปีที่แล้ว +14

      Satare..bhai yanku hi kahanti kalakar

    • @pareshkumar892
      @pareshkumar892 2 ปีที่แล้ว +8

      Number 1 singer

  • @anantasahoo1163
    @anantasahoo1163 2 ปีที่แล้ว +4

    a song ku mu 20 thara dekhiki katha bi mana bujhuni 👏👏👏👏👏

  • @abhimanyumohanty4973
    @abhimanyumohanty4973 2 ปีที่แล้ว +2

    ପପୁ ଭାଇର ଗୀତ ଭଲ ଲାଗେ

  • @bikashdash28
    @bikashdash28 2 ปีที่แล้ว +1

    ATI sundar paribesan , apnku dhanyvad, Jay Jagannath 🙏🙏🙏

  • @user-fo9hv1np9u
    @user-fo9hv1np9u 2 ปีที่แล้ว +133

    କଳାକୁ ବଞ୍ଚାଇ ରଖିଥିବା ହେ ମୋର କଣ୍ଠଶିଳ୍ପୀ ତୁମକୁ କୋଟି କୋଟି ପ୍ରଣାମ 🙏🙏🙏🙏ଆପଣଙ୍କ ଚେଷ୍ଟା ଆଉ ସଫଳତା ହିଁ ଆମ ଭାଷା ସଂସ୍କୃତିକୁ ଉଚ୍ଚ ସ୍ଥାନକୁ ନେଇପାରିବ.. ଓଡ଼ିଆ ଗୀତକୁ ବିକୃତ କରୁଥିବା କଣ୍ଠଶିଳ୍ପୀ ଓ ନିର୍ଦ୍ଦେଶକକୁ ଅମୋଘ ଅସ୍ତ୍ର ସଦୃଶ ଚେତାବନୀ ସ୍ୱରୂପ ହେବ 🙏🙏🙏🙏🙏🙏

  • @jagamohanjena2314
    @jagamohanjena2314 2 ปีที่แล้ว +49

    ଅତି ସୁନ୍ଦର ଭାଈ ତୁମ ଭଜନ ସନ୍ଧ୍ୟା ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ

  • @bijayakumarsarap7192
    @bijayakumarsarap7192 2 ปีที่แล้ว +8

    Dear Pappu Bhai. ...ur performance is outstanding....ur dance with deep involvement with lord Jagannath is outstanding...
    Thank You for this...

    • @krishnasingh-nb3nj
      @krishnasingh-nb3nj 2 ปีที่แล้ว

      सर इन कलाकार के नंबर मिल सकते हैं

  • @rabidas7483
    @rabidas7483 2 ปีที่แล้ว +1

    Papu kete sundra kanthare gaucha dhanya tma jamadata god bless you

  • @rakeshchandrasethy8239
    @rakeshchandrasethy8239 2 ปีที่แล้ว +66

    ସମସ୍ତେ ଷ୍ଟେଜ ଉପରେ ଗାନ୍ତି କିନ୍ତୁ ଆଙ୍କ ଗୀତରେ କଣ ଏମିତି କିଛି ଅଛି ମନ କିଣି ନଉଛି ଯେତେ ଥର ଶୁଣିଲେ ବାର ବାର ଶୁଣିବାକୁ ଇଛା ହଉଛି 🙏

  • @sandeepprakash7332
    @sandeepprakash7332 2 ปีที่แล้ว +11

    Really u r different from others.spiritual devotion clearly visible from u.God bless u

  • @rajendrarajput8469
    @rajendrarajput8469 2 ปีที่แล้ว +2

    Jay Jagannath Swami

  • @urviurshitamahanta7980
    @urviurshitamahanta7980 2 ปีที่แล้ว +3

    ପପୁ ଭାଇ ଆପଣଙ୍କ କଣ୍ଠରୁ ଏହି ଭଜନ ଟି ବହୁତ ଭଲ ଲାଗୁଛି ଏବଂ ଅଭିନୟଭି ଖୁବ୍ ସୁନ୍ଦର ହୋଇଛି। ବାରମ୍ବାର ଶୁଣିବାକୁ ଇଛା ହେଉଛି। ଭଗବାନ ଆପଣଙ୍କୁ ବହୁତ୍ ଆଗକୁ ନିଅନ୍ତୁ।

  • @Education00573
    @Education00573 2 ปีที่แล้ว +9

    ଏଥି ପାଇଁ କୁହା ଯାଇଛି ମୋ ଓଡିଶା ସବୁଠୁ ବଢିଆ।।।ଓଡିଶା ର କଳା କଳାକାର ସବୁଠି ନିଆରା।।

  • @odiainstantlearning2242
    @odiainstantlearning2242 2 ปีที่แล้ว +392

    ରାତି ପାହିଲେ ଶହ ଶହ ଭଜନ recording ହେଉଛି ହେଲେ ସତରେ କଣ ସେ ସବୁ ହୃଦୟ କୁ ତାହା ଛୁଉଁଛି କି?? ହେଲେ କାହିଁକି କେଜାଣି ଏ ଗୀତ ଟି ଅନିଚ୍ଛା ସତ୍ଵେ ମନକୁ ଛୁଇଁଗଲା...ତାହା ସେଇ ଚକାଆଖି ଙ୍କ ଇଛା ନୁହେଁ ତ...ଜୟ ଜଗନ୍ନାଥ

    • @_deepak1m
      @_deepak1m 2 ปีที่แล้ว +7

      Hmm right

    • @manojjena29
      @manojjena29 2 ปีที่แล้ว +1

      Ekdam sata katha

    • @Jaisriram453
      @Jaisriram453 2 ปีที่แล้ว +1

      @Manoj Kumar Jena oo op oo 9poo

    • @Jaisriram453
      @Jaisriram453 2 ปีที่แล้ว

      @@_deepak1m 99lo90l9o oo oo kk Kori 9 oo 8oo oo 9o oo 99 to o 99 89th I have 99 l 99 l OOO 99 9l9 99 9p of o999o oo 9o9po oo o9 99 ll oo 99999ooo ll oo kk maurya prakashi ok l99o

    • @rajanahak7503
      @rajanahak7503 2 ปีที่แล้ว

      QQ😁😁😘

  • @mylittleworld636
    @mylittleworld636 2 ปีที่แล้ว +10

    ଯେତେଥର ଶୁଣିଲେ ଭି ଆହୁରି ଇଚ୍ଛା ହଉଛି ଶୁଣିବାକୁ । ସତରେ ଏତେ ସୁନ୍ଦର କଣ୍ଠଶିଳ୍ପୀ ଅଛନ୍ତି ଆମ ଓଡ଼ିଶା ରେ।
    ପପୁ ଭାଇ ଙ୍କ ପାଇଁ ଗର୍ବ ଅନୁଭବ ହଉଛି ।
    ଆଉ ସେପଟେ tunguru bholo pain ଲଜ୍ୟ ଲାଗୁଚି 🥲🥲

  • @utkalasandha4338
    @utkalasandha4338 2 ปีที่แล้ว +6

    ଆଖିରୁ ପାଣି ଖସିଗଲା, ସତରେ ମହାପ୍ରଭୁ ଙ୍କ ପରି କେହି nuhe 🙏ଜୟ ଜଗନ୍ନାଥ

  • @rakeshkumarsahoo4567
    @rakeshkumarsahoo4567 2 ปีที่แล้ว +47

    ଜୟ ଜଗନ୍ନାଥ 🙏🙏 ଗୀତ ଟି ପୁରା ମନ କୁ ମୁଗ୍ଧ ହୋଇଗଲା ♥️♥️♥️

  • @user-nu6jl3jc6q
    @user-nu6jl3jc6q 2 ปีที่แล้ว +6

    Original Tharu bi Bhala laguchi.....

  • @royalpapu8679
    @royalpapu8679 2 ปีที่แล้ว +1

    Papu bhainka voice God GIPTARD 🙏

  • @sibasahoo30
    @sibasahoo30 2 ปีที่แล้ว +1

    N1 hero jay jaganatha jay naradha

  • @bijaypradhan6070
    @bijaypradhan6070 2 ปีที่แล้ว +17

    ମୁଁ TH-cam ଖୋଲିଲେ ପ୍ରଥମ ଏ ଗୀତ ଟି ଶୁଣୁଛି ବହୁତ ସୁନ୍ଦର୍ ଭାବରେ ବୋଲୁଛନ୍ତି....ବହୁତ ସୁନ୍ଦର କଣ୍ଠ

  • @Bibilophile-t6u
    @Bibilophile-t6u 2 ปีที่แล้ว +20

    This is real talent...just amazing.. it's the blessings of Jagannath

  • @sujatasethi2573
    @sujatasethi2573 2 ปีที่แล้ว +2

    Tuma muhan ru e Gita sunii mo hurdaya Prema bhakti re bharigala ... Bhabapurna kantha ... Tumaku hurdaya ru sata sata pranama 🥰🙏❤️

  • @simismitasethi425
    @simismitasethi425 2 ปีที่แล้ว +2

    Bhae jagannath mahaprabhu. apananku khusire rakhantu

  • @sandhyasdiarylifestyle2692
    @sandhyasdiarylifestyle2692 2 ปีที่แล้ว +7

    ପ୍ରଭୁ ଶ୍ରୀ ନାରଦ ମୁନିଙ୍କ ବେଶ ଧରି ବହୁ ସୁନ୍ଦର ଭାବରେ ଗାଇଛନ୍ତି ଭାଇ ।। "ଝୁଲ୍ ରେ ନିତାଇ ଝୁଲ୍" ସମ୍ପୁର୍ଣ୍ଣ ଭାବରେ ଭଗବାନଙ୍କ ଭକ୍ତିରେ ଲୀନ ହୋଇ ଗାଇଛନ୍ତି ।। ଜେଜେବାପା କୁହନ୍ତି ସେମାନଙ୍କ ଶରୀରରେ ସତରେ ସେତେବେଳେ ବାସ କରନ୍ତି , ମୁଁ ଛୋଟବେଳେ ବହୁତ ଦେଖିଛି କିନ୍ତୁ ଏବ ତ ଆଉ ରାମଲୀଳା ହଉନି । ଆପଣ ଆମ ସଂସ୍କୃତି ଓ ପରମ୍ପରା କୁ ଏମିତି ବଜାୟ ରଖିଥାନ୍ତୁ । ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ୍🙏🏼🙏🏼 ଜୟ ଜଗନ୍ନାଥ 🙏🏼 ଜୟ ଶ୍ରୀ ରାମ । ପ୍ରଭୁ ଆପଣଙ୍କୁ ସର୍ବଦା ସହାୟ ହୁଅନ୍ତୁ ଆଉ ଆପଣ ଏମିତି ନାଚି ନାଚି ପ୍ରଭୁଙ୍କ ଅଭିନୟ କରୁଥାନ୍ତୁ।।

  • @JayJagannathSwami-gp5dq
    @JayJagannathSwami-gp5dq 2 ปีที่แล้ว +87

    ଜଗନ୍ନାଥ ଙ୍କ କୃପା ସବୁବେଳେ ଥାଉ ଆପଣ ମାଙ୍କ ଉପରେ ସୁନ୍ଦର ପରାୟଣ 👌👌

  • @tapasranjan9790
    @tapasranjan9790 2 ปีที่แล้ว +23

    Really heart touching..... Keep promoting our beautiful culture... proud to be a odia

  • @dangergamer6364
    @dangergamer6364 หลายเดือนก่อน

    Narayanana narayana narayana ..... fantastic ❤❤❤❤❤❤

  • @bijayjagdev3816
    @bijayjagdev3816 2 ปีที่แล้ว +71

    ବହୁତ ଭଲ ଗାଉଛନ୍ତି... ମୁଁ 50 ରୁ ଅଧିକ ଥର ଦେଖି ସାରିଲାଣି...

  • @Patitapa_paban_neta_Krupa
    @Patitapa_paban_neta_Krupa 2 ปีที่แล้ว +34

    🌻ବହୁତ ସୁନ୍ଦର ନାରଦ ଭାଇ ଙ୍କ ଅଭିନୟ 👌
    🥀ଧନ୍ୟବାଦ ନାରଦ ଭାଇ ଙ୍କୁ 💐

  • @nirmalchandrakarsel24
    @nirmalchandrakarsel24 2 ปีที่แล้ว +1

    Mu bhajan kebe pasand kareni but 1st time I like this song .....Superb

  • @prassntapradhan1884
    @prassntapradhan1884 2 ปีที่แล้ว +1

    Very nice song and airting Papu Bhai

  • @jagamohanjena2314
    @jagamohanjena2314 2 ปีที่แล้ว +19

    ଯେତେ କହିଲେ କମ ହେବ ଜୟ ଜଗନ୍ନାଥ

  • @pratimasethi8768
    @pratimasethi8768 2 ปีที่แล้ว +25

    ଗୀତ ଟା ମନକୁ ମୁଗ୍ଧ କରିଦଉଛି ଯେତେ ସୁନିଲେବି ଆହୁରି ଶୁଣିବାକୁ ଇଛା ହେଉଛି ଭାଇଙ୍କ କଣ୍ଠ ସ୍ୱର ଅତି ଚମାତ୍କlର ହେଇଚି

  • @tapinamaharana6276
    @tapinamaharana6276 2 ปีที่แล้ว +1

    Om namo bhagabate basudebay

  • @jagdishsahoo1943
    @jagdishsahoo1943 2 ปีที่แล้ว +1

    Jaya Nitayee Gourang 🙏

  • @manojpradhan3523
    @manojpradhan3523 2 ปีที่แล้ว +12

    ଖୁବ୍ ସୁନ୍ଦର୍.....,କହିବାକୁ ଆଉ କିଛି ନାହିଁ...
    ଆପଣ ଜଣେ ଦକ୍ଷ କଳା କାର ଅଟନ୍ତି.....

  • @pradipkumarsahoo7873
    @pradipkumarsahoo7873 2 ปีที่แล้ว +45

    କଣ୍ଠ ସ୍ୱର ଏବଂ ଅଭିନୟ ରେ ଯେଉଁ ଭାବ ସୃଷ୍ଟି କରିଛନ୍ତି ବାସ୍ତବିକ ହୃଦୟସ୍ପର୍ଶୀ ।ଲାଗୁଛି ହରି ଭକ୍ତ ନାରଦ ଧରାବତରଣ କରିଛନ୍ତି ଆଉ ନିତାଇ ଗୌରାଙ୍ଗ ଙ୍କ ଅମୂଲ୍ୟ ପ୍ରେମ କୁ ଭକ୍ତ ଙ୍କ ଉଦେଶ୍ୟ ରେ ବିତରଣ କରୁଛନ୍ତି,, କଳାକାର ଙ୍କ ପ୍ରଶଂସା ଯେତେ କଲେ କମ ହେବ,, ସରଳ ଅମାୟିକ ନ ହେଲେ ଏ ପ୍ରେମ ରସ କୁ ବାଣ୍ଟିବା ସହଜ ହେବନାହିଁ,, କଳାକାର ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି,,,👍

  • @anildas4578
    @anildas4578 2 ปีที่แล้ว +63

    He is immersed with the character and can see his feelings for the Jai Shri Krishna. Singing from the bottom of his heart and with deep devotion. Pranam to you brother.

  • @ashoksahoo102
    @ashoksahoo102 2 ปีที่แล้ว +1

    Ati sundar 🙏 💐💐💐

  • @chinu4007
    @chinu4007 2 ปีที่แล้ว +142

    He sings from heart, better than the original one. Superb acting. After a long time listened a song, which touched the soul. 🙏

  • @kaleswarcreation7368
    @kaleswarcreation7368 2 ปีที่แล้ว +23

    ଜୟ ଜଗନ୍ନାଥ
    ନାରଦ ମହର୍ଷି ଙ୍କୁ କୋଟି ପ୍ରଣାମ
    ସେଇ ମହାନ କଳାକାର ବନ୍ଧୁଙ୍କୁ କୋଟି କୋଟି ପ୍ରଣାମ 🙏🙏🙏

  • @sipurout467
    @sipurout467 2 ปีที่แล้ว +1

    Papu bhai best

  • @JilluBapiPatra
    @JilluBapiPatra 2 ปีที่แล้ว

    🙏🙏🙏🙏
    🎉🎉🎉🎉❤️❤️❤️❤️❤️
    Jo bayasa re ama Juba Samaj Nisa drabya khai nijaku patha bharsta kari dianti sei bayasa re Apana Amar Ehi Sanskruti parampara ku nei Ati sundar Bhajan saha Nikhuna Abhinaya karuchanti Taha A juba samaj Pain Nischay Hote Udaharana Srusti kariba..
    Thank you Papu bhai
    Apana nku Koti koti pranam..

  • @sudarsansahoo7953
    @sudarsansahoo7953 2 ปีที่แล้ว +74

    ପ୍ରଭୁ ଶ୍ରୀ ନାରଦ ମୁନିଙ୍କ ଅଭିନୟ କରିଥିବା ପପୁ ଭାଇ ଙ୍କ ଭଜନ ଆଉ ନୃତ୍ୟ ଅତ୍ୟନ୍ତ ମନୋରମ। ଭଗବାନ ନାରାୟଣ ସର୍ବଦା ଖୁସିରେ ରଖନ୍ତୁ। ଜୟ ଶ୍ରୀମନ ନାରାୟଣ,🙏🙏

  • @milimili6843
    @milimili6843 2 ปีที่แล้ว +8

    Bhai am shahi re 15 tairkhare hauthila a gita tare bahuta sundar abhinay karuthile very nice voice and acting narad

  • @animeshhalder2421
    @animeshhalder2421 2 ปีที่แล้ว +1

    Jai jagannath

  • @uniqueboysubham936
    @uniqueboysubham936 2 ปีที่แล้ว +1

    Papu bhai NYC🙏🙏

  • @sonuvlogs98
    @sonuvlogs98 2 ปีที่แล้ว +13

    ହେ ମହାପ୍ରଭୁ
    ମନ କହେ ଆଉ ଇଚ୍ଛା ନାହିଁ ଆ ସଂସାର ରେ ରହିବାକୁ
    ତୋ ସେବା କରିବି ଆଉ ପାରି ହେବି ପ୍ରଭୁ 🥰

  • @muodia2002
    @muodia2002 2 ปีที่แล้ว +40

    ମୁଁ 10 ଥର ଶୁଣି ଶାରିଲିଣି ଜେତେ ଶୁଣିଲେ ଶେତେ ଭଲ ଲାଗୁଛି

  • @Aryan-fx6io
    @Aryan-fx6io 2 ปีที่แล้ว +1

    Wow

  • @sadanandpradhan6955
    @sadanandpradhan6955 2 ปีที่แล้ว +4

    Our tradition is returning with new style . excellent.

  • @ranirajput1994
    @ranirajput1994 2 ปีที่แล้ว +9

    Superrrr performance.. wana watch again & again ☺😍☺ ଅତି ସୁନ୍ଦର ପରି ବେଶଣ

  • @sairam57544
    @sairam57544 2 ปีที่แล้ว +59

    i never get boring of this song.
    everytime i hear this song
    i get mesmerized
    no wonder why
    this person had god gifted voice ☺️☺️☺️☺️☺️

  • @sandeepprad362
    @sandeepprad362 2 ปีที่แล้ว

    Narayana Narayana Narayana…. Ki sundar Subhuchi e sabda ei bhai muhan ru…. Mana prafulla hei gala

  • @sanjaykumarbehera3771
    @sanjaykumarbehera3771 2 ปีที่แล้ว +1

    Mind blowing bro....jay jagannath 🙏🙏🙏

  • @amrita235
    @amrita235 2 ปีที่แล้ว +32

    I couldn't stop my tear, wow, your voice is awesome🙏🙏🙏🙏 jai jagannath🙏🙏🙏

  • @karaneditzz3160
    @karaneditzz3160 2 ปีที่แล้ว +7

    Best best best ever yaar ek dum jabardast mind blowing performance I love it ek dum feel hela bhagwankara. 👏👏👏👏👏👏👏👏

  • @ekadashipradhan5116
    @ekadashipradhan5116 2 ปีที่แล้ว +1

    Bhalo laglo

  • @roseroy8031
    @roseroy8031 2 ปีที่แล้ว +1

    All media brothers please viral this song not tunguru jhola It is reflecting our culture outstanding performance

  • @AshokmohapatraOdiasongs
    @AshokmohapatraOdiasongs 2 ปีที่แล้ว +8

    Real Kalakar of odisha. Prabhu Jagannatha aapanku aahuri aasirbad karantu.🙏

  • @goldenodisha4193
    @goldenodisha4193 2 ปีที่แล้ว +336

    Wow, amazing voice, beautyfull, ଏ video ଟା ମୁଁ 500 ଥର ରୁ ଅଧିକ ଦେଖି ସାରିଲିଣି, ଅତି ଚମତ୍କାର କଣ୍ଠ ସ୍ୱର ସହ ସୁନ୍ଦର ଅଭିନୟ, ଏ ସୁନ୍ଦର ଭଜନ ଟି ସତରେ ଏ ଭାଇ ଙ୍କ ମୁଖରୁ ଶୁଣିଲେ ଆତ୍ମା ଶାନ୍ତି ହେଇ ଯାଉଛି ସତରେ, ଭଗବାନ ତାଙ୍କର ସବୁବେଳେ ମଙ୍ଗଳ କରନ୍ତୁ ଆଉ ମା ସରସ୍ଵତୀ ସବୁବେଳେ ତାଙ୍କ କଣ୍ଠ ରେ ବସିଥାନ୍ତୁ ଏମିତି ସୁନ୍ଦର ଗୀତ ଗାଇବା ପାଇଁ

    • @DolamaniArt
      @DolamaniArt 2 ปีที่แล้ว +3

      ସଂପୂର୍ଣ୍ଣ ସତ୍ କଥା

    • @DolamaniArt
      @DolamaniArt 2 ปีที่แล้ว +3

      ନାଚ ମଧ୍ୟ ବହୁତ୍ ଭଲ ହୋଇଛି.. ଡାହାଣ ହାତର ଝୁମୁକା ଆହୁରି charming ବଢେଇ ଦେଇଛି..

    • @dhakulenka3850
      @dhakulenka3850 2 ปีที่แล้ว

      Mun deli dekhuchi

    • @roshnidbright4894
      @roshnidbright4894 2 ปีที่แล้ว +1

      Mee too

    • @ajaynayak321
      @ajaynayak321 2 ปีที่แล้ว

      Mu bi anek thara dekhilini

  • @sahadevnayak6475
    @sahadevnayak6475 2 ปีที่แล้ว +1

    Jay jaganntha 🙏🙏🙏🙏

  • @anantasamal5654
    @anantasamal5654 2 ปีที่แล้ว +2

    Jay jaggnath Maha Prabhu always blessings on your Head

  • @alokbariki3875
    @alokbariki3875 2 ปีที่แล้ว +11

    ଅତି ସୁନ୍ଦର ଭାବରେ ସେ ଏହି ଭଜନଟି ଗାନ କରି ଅଛି ।ମୋର ମା ସରସ୍ୱତୀଙ୍କ ପାଖରେ ଏତିକି ପାର୍ଥନା, ତା କଣ୍ଠରେ ମା ସର୍ବଦା ବସିଥାନ୍ତୁ ।

  • @premranjanpradhan3976
    @premranjanpradhan3976 2 ปีที่แล้ว +14

    Narad Ji,apana ta sara Odisha ku hulchul karisarileni. Love u.

  • @prakashbehera6932
    @prakashbehera6932 2 ปีที่แล้ว +1

    Supar

  • @manojkumarswain1787
    @manojkumarswain1787 2 ปีที่แล้ว +1

    ATI sundar Bhai👌👌👌

  • @supermutant9920
    @supermutant9920 2 ปีที่แล้ว +10

    Ama kalaa , ama sanskruti ..ame garbita 🙏🙏 we feel blessed

  • @iconicindrajit3660
    @iconicindrajit3660 2 ปีที่แล้ว +44

    indeed odisha have so many hidden talen..we have to recognize them and should get them a big platform👍👍👍👍
    jayjagannath...
    ame odia,vari badhia,🙏

  • @daktarnaik3883
    @daktarnaik3883 2 ปีที่แล้ว +1

    Mind blowing songs

  • @saishreyanshisahoo3519
    @saishreyanshisahoo3519 2 ปีที่แล้ว +1

    Acting and singing Superb 👌👌👌👌👌👌👌👌👌👌👌