ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ନୂଆ ଦଳ କରି ମୁଖ୍ୟମନ୍ତ୍ରୀ ହେବର୍ ଆଶା କରିବା ବୃଥା।
Thik katha kahile sar
କିଛି ଫରକ ପଡିବନି.
କେହି ଡାକିବେନି
❤❤❤❤❤❤
Bijaya Mohapatra emiti sabu bele kahi kahi tanka time palaela........
ବିଜୟ ମହାପାତ୍ର ଜଣେ ସ୍ଵାର୍ଥପର ନେତା ଓଡ଼ିଶାବାସୀ ସମସ୍ତେ ଜାଣନ୍ତି । ତେଣୁ ସିଏ ଆଉ ୨୦୦୦ ମସିହା ପରଠାରୁ ସାମାନ୍ୟ ବିଧାୟକ ମଧ୍ୟ ହୋଇପାରିନାହାନ୍ତି । ଏବେ ତାଙ୍କ ପୁଅ ବିଜେଡ଼ିରେ ବିଧାୟକ ଅଛନ୍ତି ବୋଲି ପରୋକ୍ଷରେ ବିଜେପିକୁ ଇଙ୍ଗିତ କରୁଛନ୍ତି
ବିଜେପି ରେ ରହି ବିଜେଡି ରେ ପ୍ରଚାର କରୁଥିଲେ 2024 ଇଲେକ୍ସନ ରେ,,, ଶେଷରେ ବିଜେପି ରୁ ତଡା ଖାଇଲେ.... ଓଡିଶା ରେ ବିଜେଡି ଆଉ ଫେରିବନି......
Aita Pagal heuchhi😅
ପୁଅର କ୍ୟାରିଅର ପାଇଁ..... ସବୁ ସେଟିଙ୍ଗ ପରେ ଏମିତି କହିଲେ କଣ ହେବ
❤
ଆଜ୍ଞା କୁ, ଏହି ସରକାର ପୂର୍ବରୁ ଭଲ ଥିଲା।
ଓଡ଼ିଶା ରାଜନୀତି ପୂର୍ବ ସରକାର କଣ ଭଲ ଥିଲା କି,,ସେତେବେଳ ବିଜୟ ମହାପାତ୍ର ମିଡିଆ ଦେଖି ଲୁଚୁ ଥିଲେ,,
ଆଉ କଣ ସେ ରାଜନୀତି କରିବେ, ଯୋଉ ଦଳ କୁ ଯିବେ ସେ, ସେ ଦଳ ହାରିବ....
ପରମ ଚତୁର ଲୋକ ବେଇମାନି ଲୋକ ଛତା ଯୁଆଡ଼େ ଏ ଲୋକ ସିଆଡେ
କେନ୍ଦ୍ରାପଡ଼ା ପାଇଁ କିଛି ନାହିଁ ନିଜ ଅଞ୍ଚଳ ଜିଲ୍ଲାର ଉନ୍ନତି , ନିଜ ସ୍ବାର୍ଥ ପାଇଁ
ପଚରା ରାଜନେତା 😂
ଜଣେ ବ୍ୟକ୍ତିବିଶେଷଙ୍କ ବିଷୟରେ ନଜାଣି ମତ ରଖିବାଟା ବୃଥା। ଯଦି ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ଥିଲା ତାହେଲେ ସେ ଏବଂ ତାଙ୍କ ଦଳୀୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଆଣି ଓଡ଼ିଶାବାସୀଙ୍କ ଆଶୀର୍ବାଦ ଦ୍ବାରା କ୍ଷମତାଗାଦିରେ ବସାଇନଥାନ୍ତେ । ରାଜନୈତିକ ଭାବନାକୁ ବିରାମ ଦେଇ ସଠିକ୍ ତଥ୍ୟ ଅନୁସନ୍ଧାନ କରିବା ଉଚିତ୍।
Pyari babu nka paien mukhya mantri hoiparileni a katha odisha basi bhala bhabe janichanti
Great Leader❤❤❤Bijay Mohapatra
ଆପଣଙ୍କ ରାଜନୀତି ଜଉଦଳ ଖତମ କରିଛି ଆପଣଙ୍କ ପୁଅ କେଉ କାରଣରେ ବିଜେଡି ରେ ମିଶିଲେ
Rejected leader
Expiry Leader
ଏହି ରବି ପାଣି ତଥାପି ବୁଲୁଛନ୍ତି। କେହି ପଚାରୁ ନାହାନ୍ତି। ବିଜୟ ମହାପାତ୍ର ଆପଣ ତୀର୍ଥ କରିବାକୁ ଯିବେକି?? ବୃନ୍ଦାବନ ଆଡେ଼ ଜିବେକି??
😅😅
ଆଉ କେତେବେଳେ ଭଲ ଥିଲା କି.
Panoti of odisha jou dala ku jibe Bijay Mohapatra Babu se dala sure hariba
Bijaya Mahapatra jou dala ku jiba se dala chari panjiru jiba.
Boom eve dharicha se bahut puruna loka
ୟେଟା ଫସକା ଟା। ପାଟି ଖନି ବାଜିଲାଣି ସପନ ଦେଖୁଚି। ୟେଟା ମୂଳା ବିକା।
ଏ ଗୋଟେ କେମିତି ନେତା ଖାଲି ଏପଟ ସେପଟ ଗାଦି ଆଶାରେ ପୁଅକୁ b j d ରେ ନିଜର ପତନ ଆଉ ଉଠି ପାରିବ ନାହି
A loka nije thhik achanti ta
Again Bijoy Mohapatra Nija Ambition phuni Tanku khaijiba
ହଇହୋ ଦାଦା ତମକୁ... Bjd 108 ଥର ବୁଡେଇ ବୁଡେଇ ମାରିଲା ସେ ସମୟରେ ରାଜନୀତି ଭଲ ଥିଲା ବୋଧେ
ତାଙ୍କ ପୁଅ ହାରିଛି କେମିତି ଭଲ ହେବ
Apan😊pua😊ku😊chadantu😊
😂😂😂 mala jaa power darakaar
Bijay Mohapatra Abasthha Bhala Nahin, Tanka Abasyakata. Kaunasi dala Anubhaba Karu Nahantyi
seithi pai sabu loka odisha loka ---marei chanti
Tanka pua harini patkura ru jitichhi
Faltu katha ?
Bekaria Loka Bijaya Mohapatra 😅😊
Bijay mohapatra jataka bhala nahin
Maribaku basilani hele b chief minister habaku asa karichi😁
TOTE KAHUTHILA
Tuma pua ra politics carrier upare chinta kara
faltu expiry
eiye mahasaya kouthi thile....navina ta anku dala ri kick mariki tadi deithila...ebe eye lan kahibe
Eta gote bada maighia 😂