ଏ ଜନମେ ପ୍ରଭୁ କରିଛି ତୁମ କୁ ମୋ ଜୀବନ ର ଧ୍ରୁବ ତାରା..SINGING BY

แชร์
ฝัง
  • เผยแพร่เมื่อ 20 ก.ย. 2024
  • ଏ ଜନମେ ପ୍ରଭୁ କରିଛି ତୁମକୁ ଜୀବନର ଧ୍ରୁବତାର, ଉଷୁରମରୁରେ ଅମୃତର ଧାରା ହେବିନାହିଁ ପଥହରା
    କଞ୍ଚିବା ବଢିବା ପଥ ଦେଖାଇଲ ଜୀବନରେ ଦେଲ ସୁର,
    ଅଶାନୁ ପରାଣେ ପ୍ରେମଧାରା ଢାଳି କଲ ଜୀବନ ସଞ୍ଚାର
    ଅମା ଅନ୍ଧକାର ବୁକୁଚିରି ତୁମେ
    ଧନ୍ୟ କଲ ଏଇ ଧରା
    ଏ ଜନମେ ପ୍ରଭୁ ....
    ଏମିତି କେତେ ଯେ ଜୀବନ ଯାଇଛି କାନେକାନେ ଦେଲ କହି,
    ବୁଝିତ ପାରିନି ତୁମ କୁହା କଥା ପାସୋରିଛି କେତେ ଚାହିଁ,
    ଏଥର ବୁଝିଛି ପରମ ଦୟାଲ
    ତୁମରି ପ୍ରେମର ଧାରା...

ความคิดเห็น • 4

  • @pradiptabhoi8626
    @pradiptabhoi8626 4 หลายเดือนก่อน

    Joy guru 🙏🙏🙏

  • @dashingmoviezone1785
    @dashingmoviezone1785 5 หลายเดือนก่อน +1

    Joy guru 🙏 music ro lyrics ta diontu please