ତୁମେ ଯେମିତି ଚାହଁ ଚଲାଇ ବାକୁ ଚାଲିତ ପାରେନା❤️❤️HOLY 24th BIRTH CEREMONY SATSANG @SATSANG VIHAR BERHAMPUR
ฝัง
- เผยแพร่เมื่อ 5 ก.พ. 2025
- HOLY 24TH BIRTHDAY CELEBRATION OF REV. ABIN DADA
পরম পূজ্যপাদ শ্রীশ্রী অবিন দাদার ২৪তম শুভ জন্মদিনে তাঁর চরণে আমার শতকোটি প্রণাম জানাই।
LYRICS SONG:-
ତୁମେ ଯେମିତି ଚାହଁ ଚଲାଇବାକୁ ମୁଁ ଚାଲି ତ ପାରେନା
ମନରେ ମୋର ନିଇତି ଲାଗେ ହଜାରେ ବାହାନା ।।
ତୁମଠାରୁ ଡ ପାଇ ପାଇ ବିତେ ମୋର ବେଳା
କିଛିବି ତହାଏ କରି ହୁଏନା କେବଳ ଅବହେଳା
ତୁମେ ଯେମିତି.....
ତୁମରି ଚିନ୍ତା କିପରି ଭାବେ ରଖିବ ଧରି ଉର୍ଦ୍ଧେ ମୋତେ
ମୁଁ ଯେ କିନ୍ତୁ ସେପରି ଭାବେ ଚାଲି ହିଁ ପାରେନା
ତୁମେ ଯେମିତି.....
ତୁମ ମନ-ପରିକା କରି ହେ ଦୟାଲ ନିଅ ମୋତେ ଗଢ଼ି
ଚାଲିବ ବିଷ୍ଣୁଭୁବନ ସାରା ଚାହିଁବା ହେବାର ଖେଳା ।
ତୁମେ ଯେମିତି ....
#devotionalsongs
#sreesreethakuranukulchandra
#satsang_bhajan
#satsang
Jay guru 🙏 bande purushotam
ବହୁତ ସୁନ୍ଦର...ଜୟଗୁରୁ ❤
ଜୟଗୁରୁ🙏🥰
Jay guru 🙏
Joyguru 🙏
Excellent performance 👌👌👌👌👌👌👌👌 Jay Guru 💐🙏💐
🤍🤍🤍🤍🤍🤍🤍🤍🤍🤍🤍❤️❤️❤️❤️❤️❤️❤️❤️❤️
🙏🤍