ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Sakti sir nka behaviour bahut sundar katha barta au se bahut down to earth sir 🙏🙏🙏🙏🥰
କୁମାର ବାପି ଭାଇ ❤❤❤❤
ବହୁତ ସୁନ୍ଦର ସ୍ଵାକ୍ଷତକାର
One of my favourite singer
My favourite singer ...❤❤❤
ଶକ୍ତି ମିଶ୍ର ସୁନ୍ଦର ଗୀତ ସବୁବେଳେ ମୁଁ ଶୁଣେ, ସାକ୍ଷାତକାର ବହୁତ ଭଲ ଲାଗିଲା
ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ପ୍ରଣବ ପଟ୍ଟନାୟକ ଚିତ୍ତ ଜେନା, ଏବଂ ଶାସ୍ତ୍ରୀୟ ସଂଗୀତ ଦୃଷ୍ଟିରୁ ରଘୁନାଥ ପାଣିଗ୍ରାହୀ ଏଇମାନଙ୍କର ଗୋଟେ ଯୁଗ ଥିଲା, ତାପରେ, ମୋର ଯାହା ମନେ ହୁଏ ନବେ ଦଶକରେ ଶକ୍ତି ମିଶ୍ର ସରୋଜ ନନ୍ଦ, ଶ୍ରୀକାନ୍ତ ଗୌତମ, ସମୟଟା ଓଡ଼ିଆ ସଂଗୀତ ଜଗତର ନୂଆ ଏକ ଅଧ୍ୟାୟ ବୋଲି ମତେ ଅନୁଭବ ହୁଏ।ଭାରି ଭଲ ଲାଗିଲା ସାକ୍ଷାତକାର, ଆଉ କିଛି କଥା ବାକି ରହିଗଲା। ଆଉ ଥରେ ଶକ୍ତି ମିଶ୍ରଙ୍କୁ ଷ୍ଟୁଡ଼ିଓକୁ ଡାକନ୍ତୁ,ଆମେ ଅବଶିଷ୍ଟ ଶୁଣିବାକୁ ଚାହୁଁଛୁ।ଆମ ମନୋରଞ୍ଜନ ପାଇଁ ଯିଏ ଏତେ ସମୟ ଦେଇଛନ୍ତି ତାଙ୍କୁ ଏତେ କମ ସମୟରେ କଣ ଶୁଣିହେବ।ନିହାତି ଆଉ କିଛି ସମୟ ଆବଶ୍ୟକ।
Romantic singer Shakti bhai
Supper Singer saluting you sir stay happy and healthy always 🙏❤
I adore you so much sakti sir❤❤❤❤
Love you shakti sir
କଣ ଶକ୍ତି ଭାଇ ୟୁଟୁବ ଚାନଲ କରିବେ ଗୀତ ପକେଇବେ ନୁଆ କଳାକାର ତିଆରି କରିବେ ଜୟ ଜଗନ୍ନାଥ 🙏
ଶକ୍ତି ସାର ନମସ୍କାର 🙏
ଶକ୍ତି ଭାଇ 👍👍👍👍
Good singer shakti sir🙏
ଦୟାକରି ବାପି ଭାଇ ଙ୍କୁ ଡାକନ୍ତୁ
I agree kou channel bi daku nahanti😢 tanku
Shakti Sir such a great singer…Always favourite.
ଶକ୍ତି ଭାଇ ଆମ ଢେଙ୍କାନାଳ ର ଗର୍ବ ଗୌରବ 🙏🙏🙏🙏👌❤️
Slow and steady wins the race.ଧୀର ପାଣି ପଥର କାଟେ । କହିଲେ ଶକ୍ତି ମିଶ୍ର -- ଆଧୁନିକ ପ୍ରେମ ଗୀତ ଗାଇବାରେ ଧୁରନ୍ଧର । ଆଇ ସମସ୍ତଙ୍କ ସହ ଭାଇଚାରା ରଖି ବନ୍ଧୁତ୍ୱ-ସୂତ୍ରରେ ଗୀତ ଗାଆନ୍ତି । ସୌଭାଗ୍ୟ ଭାଇଙ୍କ ସହ ତାଙ୍କ ସାକ୍ଷାତ୍କାର ଖୁବ୍ ଭଲ ଲାଗିଲା । ଧନ୍ୟବାଦ ।
Best Shakti mishra & Kumar bapi
Shakti misra my favourite singer
Bahut val lagila n sakshyatkar b
Shakti mishra sir nka sahita dekha heithila se bahut bhala loka bahut katha kahile
ସଂଗୀତ ଜୀବନ କୁ ଏତେଟା ସହଜ ନ ଭାବି ଭଗବାନ ଙ୍କ ଆଶୀର୍ବାଦ ରେ ଆଗେଇ ଥିବା ଗାୟକ କଳାକାର ଶକ୍ତି ମିଶ୍ର ଙ୍କ ଶକ୍ତି କୁ ଶତ ଶତ ପ୍ରଣାମ 🙏
Shakti Mishra' s voice is very very nice.He is very very super singer.🎉🎉❤❤👍👍👌👌💯💯🙏🙏God bless both of you.
What a voice, host ❤
Sakti sir back karantu।❤😢
The master class voice without autotune.
Best Singer👍
No body can replace shakti mishra sir. Odia Album King❤
The best❤❤❤
Jewel of dhenkanal 👌❤️
My favorite ❤❤❤❤❤ voice .
My favourite singer Shakti mishra
Skati bhai❤
ଓଡିଶା ମାଟିର ଗୌରବ ଶକ୍ତି ଭାଇ I କି କୁହୁକ ତାଙ୍କ ସ୍ୱରରେ!🙏 ସବୁ ନିର୍ଦ୍ଦେଶକ ତାଙ୍କୁ ସୁଯୋଗ ଦେବା ଉଚିତ I ଆପଣ ୟୁଟ୍ୟୁବ ଆରମ୍ଭ କରନ୍ତୁ I
ଭଗବାନ କରନ୍ତୁ ତୁ ବହୁତ୍ ଆଗକୁ ଯା ତ୍ରିପାଠୀ
👍 Nice Voice.
I love u sakti sir from jajapur My favourite singer sir
ଶକ୍ତି ମିଶ୍ର ଶେଷରେ ତାଙ୍କ ହିଟ୍ ଗୀତ ଗାଇଲେ :-- ଛୁଇଁ ଦେଇ କହୁଛୁ ମୋତେ ଛୁଅଁ ନା । ଭଲ ପାଇ କହୁଛୁ ଭଲ ପାଅ ନା ।ଅବୁଝା ଏ ମନ ଝୁରେ ରାତି ଦିନ ଖୋଜୁଥିଲି ଯାହାକୁ ମୁଁ ମୁଁ ମୁଁସେଇ ଝିଅଟି ତୁ ତୁ ତୁ ।
ବିକାଶ ଭାଇଙ୍କ ଆଳାପ : -- ବାଦଲ ନାହିଁ, ନାଚେ ମୟୂର;ପବନ ନାହିଁ, ଝୁମେ ପତର ।ଫଗୁଣ ନାହିଁ, ଡାକେ କୋଇଲୀ...ଏଇ ଗୀତରେ ପୁରସ୍କାର ପାଇଥିଲେ ।
ପରିବାର ଭିତରେ ଦରମା ବ୍ୟବସ୍ଥା । ବାପାଙ୍କ କଥାରେ ରାଗି ଘର ଛାଡ଼ି ଚାଲି ଯାଇଥିଲେ । ବାପା କିନ୍ତୁ ତାଙ୍କରି ହାତରେ ଗଲେ । ବାପାଙ୍କୁ ମିସ୍ କରୁଛନ୍ତି । କହିଲେ -- ବାପ ଥିଲେ ପୁଅ ରଜା । ଏବେ ପରିବାର ଦାୟିତ୍ଵ ତାଙ୍କର । ସ୍ତ୍ରୀ ଖୁବ୍ ଭଲ, ସହଯୋଗୀ । ପୁଅ ଚାକିରି କଲାଣି । ଝିଅକୁ ବାହା ଦେଇ ସାରିଛନ୍ତି ।
ଏବେକାର ଗୀତରେ କିଛି ଦାମ ନାହିଁ
ତତେ ସବୁ ଜଣା
ଅଇଲୁ ଦାଣ୍ଡ ଆଡୁ ବୁଝିଲୁ -------ଆଡୁ
Dhenkanal ❤❤❤❤angul
🎉❤😊
Love u Shakti mishra
Plz invite Kumar bapi, the legend
Sakti babu jaha kahile tik kahile aaji kali gita mana ichha karuchanti kou singer kou hero pain shoot kariba seta dekhu nahanti
Please share your all romantic song plese
Sabu Gita Hit
Sir ame mane chota belu janma hei hetu asiba pare apankna voice ru gita sunichu.eve bu sunuchi mariba jaye sunuthibu
Pura chagala😅Good singer.God bless you 🙏
Odisara no one singar sakti misra
କୁମାର ବାପିଙ୍କୁ ଆଣନ୍ତୁ , ଗୋଟିଏ ବି Interview ନାହିଁ ତାଙ୍କର
Sir music director Ajay Kumar sir ku dakantu studio ku
ତାଙ୍କର ବ୍ୟବସାୟ ଅଛି । ଏବେ ଗୀତ ତିଆରି କରୁଛନ୍ତି । ୟୁଟ୍ୟୁବରେ ଛାଡ଼ିବେ ।
Kumar bapi ku dakantu
Ye hauchi real voice.aaji kali singer manakna bhali autotune voice nuha khas kari se dadara voice humane sagar ra
Kumar bapi interview?
ବିବାହ କିପରି ହେଳା କହି ନାହାନ୍ତି ।
ବିଭୂକିଶୋର ଙ୍କୁ ଡାକନ୍ତୁ
Ebe b Shakti Mishra nka kantha re Shakti achhi.
Kumar bapi nku dakantu
Kumar.bapi.ki.daka.hau
Sakti sir nka behaviour bahut sundar katha barta au se bahut down to earth sir 🙏🙏🙏🙏🥰
କୁମାର ବାପି ଭାଇ ❤❤❤❤
ବହୁତ ସୁନ୍ଦର ସ୍ଵାକ୍ଷତକାର
One of my favourite singer
My favourite singer ...❤❤❤
ଶକ୍ତି ମିଶ୍ର ସୁନ୍ଦର ଗୀତ ସବୁବେଳେ ମୁଁ ଶୁଣେ, ସାକ୍ଷାତକାର ବହୁତ ଭଲ ଲାଗିଲା
ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ପ୍ରଣବ ପଟ୍ଟନାୟକ ଚିତ୍ତ ଜେନା, ଏବଂ ଶାସ୍ତ୍ରୀୟ ସଂଗୀତ ଦୃଷ୍ଟିରୁ ରଘୁନାଥ ପାଣିଗ୍ରାହୀ ଏଇମାନଙ୍କର ଗୋଟେ ଯୁଗ ଥିଲା, ତାପରେ, ମୋର ଯାହା ମନେ ହୁଏ ନବେ ଦଶକରେ ଶକ୍ତି ମିଶ୍ର ସରୋଜ ନନ୍ଦ, ଶ୍ରୀକାନ୍ତ ଗୌତମ, ସମୟଟା ଓଡ଼ିଆ ସଂଗୀତ ଜଗତର ନୂଆ ଏକ ଅଧ୍ୟାୟ ବୋଲି ମତେ ଅନୁଭବ ହୁଏ।ଭାରି ଭଲ ଲାଗିଲା ସାକ୍ଷାତକାର, ଆଉ କିଛି କଥା ବାକି ରହିଗଲା। ଆଉ ଥରେ ଶକ୍ତି ମିଶ୍ରଙ୍କୁ ଷ୍ଟୁଡ଼ିଓକୁ ଡାକନ୍ତୁ,ଆମେ ଅବଶିଷ୍ଟ ଶୁଣିବାକୁ ଚାହୁଁଛୁ।ଆମ ମନୋରଞ୍ଜନ ପାଇଁ ଯିଏ ଏତେ ସମୟ ଦେଇଛନ୍ତି ତାଙ୍କୁ ଏତେ କମ ସମୟରେ କଣ ଶୁଣିହେବ।ନିହାତି ଆଉ କିଛି ସମୟ ଆବଶ୍ୟକ।
Romantic singer Shakti bhai
Supper Singer saluting you sir stay happy and healthy always 🙏❤
I adore you so much sakti sir❤❤❤❤
Love you shakti sir
କଣ ଶକ୍ତି ଭାଇ ୟୁଟୁବ ଚାନଲ କରିବେ ଗୀତ ପକେଇବେ ନୁଆ କଳାକାର ତିଆରି କରିବେ ଜୟ ଜଗନ୍ନାଥ 🙏
ଶକ୍ତି ସାର ନମସ୍କାର 🙏
ଶକ୍ତି ଭାଇ 👍👍👍👍
Good singer shakti sir🙏
ଦୟାକରି ବାପି ଭାଇ ଙ୍କୁ ଡାକନ୍ତୁ
I agree kou channel bi daku nahanti😢 tanku
Shakti Sir such a great singer…Always favourite.
ଶକ୍ତି ଭାଇ ଆମ ଢେଙ୍କାନାଳ ର ଗର୍ବ ଗୌରବ 🙏🙏🙏🙏👌❤️
Slow and steady wins the race.
ଧୀର ପାଣି ପଥର କାଟେ । କହିଲେ ଶକ୍ତି ମିଶ୍ର -- ଆଧୁନିକ ପ୍ରେମ ଗୀତ ଗାଇବାରେ ଧୁରନ୍ଧର । ଆଇ ସମସ୍ତଙ୍କ ସହ ଭାଇଚାରା ରଖି ବନ୍ଧୁତ୍ୱ-ସୂତ୍ରରେ ଗୀତ ଗାଆନ୍ତି । ସୌଭାଗ୍ୟ ଭାଇଙ୍କ ସହ ତାଙ୍କ ସାକ୍ଷାତ୍କାର ଖୁବ୍ ଭଲ ଲାଗିଲା । ଧନ୍ୟବାଦ ।
Best Shakti mishra & Kumar bapi
Shakti misra my favourite singer
Bahut val lagila n sakshyatkar b
Shakti mishra sir nka sahita dekha heithila se bahut bhala loka bahut katha kahile
ସଂଗୀତ ଜୀବନ କୁ ଏତେଟା ସହଜ ନ ଭାବି ଭଗବାନ ଙ୍କ ଆଶୀର୍ବାଦ ରେ ଆଗେଇ ଥିବା ଗାୟକ କଳାକାର ଶକ୍ତି ମିଶ୍ର ଙ୍କ ଶକ୍ତି କୁ ଶତ ଶତ ପ୍ରଣାମ 🙏
Shakti Mishra' s voice is very very nice.He is very very super singer.🎉🎉❤❤👍👍👌👌💯💯🙏🙏God bless both of you.
What a voice, host ❤
Sakti sir back karantu।❤😢
The master class voice without autotune.
Best Singer👍
No body can replace shakti mishra sir. Odia Album King❤
The best❤❤❤
Jewel of dhenkanal 👌❤️
My favorite ❤❤❤❤❤ voice .
My favourite singer Shakti mishra
Skati bhai❤
ଓଡିଶା ମାଟିର ଗୌରବ ଶକ୍ତି ଭାଇ I କି କୁହୁକ ତାଙ୍କ ସ୍ୱରରେ!🙏 ସବୁ ନିର୍ଦ୍ଦେଶକ ତାଙ୍କୁ ସୁଯୋଗ ଦେବା ଉଚିତ I ଆପଣ ୟୁଟ୍ୟୁବ ଆରମ୍ଭ କରନ୍ତୁ I
ଭଗବାନ କରନ୍ତୁ ତୁ ବହୁତ୍ ଆଗକୁ ଯା ତ୍ରିପାଠୀ
👍 Nice Voice.
I love u sakti sir from jajapur
My favourite singer sir
ଶକ୍ତି ମିଶ୍ର ଶେଷରେ ତାଙ୍କ ହିଟ୍ ଗୀତ ଗାଇଲେ :--
ଛୁଇଁ ଦେଇ କହୁଛୁ ମୋତେ ଛୁଅଁ ନା ।
ଭଲ ପାଇ କହୁଛୁ ଭଲ ପାଅ ନା ।
ଅବୁଝା ଏ ମନ ଝୁରେ ରାତି ଦିନ
ଖୋଜୁଥିଲି ଯାହାକୁ ମୁଁ ମୁଁ ମୁଁ
ସେଇ ଝିଅଟି ତୁ ତୁ ତୁ ।
ବିକାଶ ଭାଇଙ୍କ ଆଳାପ : --
ବାଦଲ ନାହିଁ, ନାଚେ ମୟୂର;
ପବନ ନାହିଁ, ଝୁମେ ପତର ।
ଫଗୁଣ ନାହିଁ, ଡାକେ କୋଇଲୀ...
ଏଇ ଗୀତରେ ପୁରସ୍କାର ପାଇଥିଲେ ।
ପରିବାର ଭିତରେ ଦରମା ବ୍ୟବସ୍ଥା । ବାପାଙ୍କ କଥାରେ ରାଗି ଘର ଛାଡ଼ି ଚାଲି ଯାଇଥିଲେ । ବାପା କିନ୍ତୁ ତାଙ୍କରି ହାତରେ ଗଲେ । ବାପାଙ୍କୁ ମିସ୍ କରୁଛନ୍ତି । କହିଲେ -- ବାପ ଥିଲେ ପୁଅ ରଜା । ଏବେ ପରିବାର ଦାୟିତ୍ଵ ତାଙ୍କର । ସ୍ତ୍ରୀ ଖୁବ୍ ଭଲ, ସହଯୋଗୀ । ପୁଅ ଚାକିରି କଲାଣି । ଝିଅକୁ ବାହା ଦେଇ ସାରିଛନ୍ତି ।
ଏବେକାର ଗୀତରେ କିଛି ଦାମ ନାହିଁ
ତତେ ସବୁ ଜଣା
ଅଇଲୁ ଦାଣ୍ଡ ଆଡୁ ବୁଝିଲୁ -------ଆଡୁ
Dhenkanal ❤❤❤❤angul
🎉❤😊
Love u Shakti mishra
Plz invite Kumar bapi, the legend
Sakti babu jaha kahile tik kahile aaji kali gita mana ichha karuchanti kou singer kou hero pain shoot kariba seta dekhu nahanti
Please share your all romantic song plese
Sabu Gita Hit
Sir ame mane chota belu janma hei hetu asiba pare apankna voice ru gita sunichu.eve bu sunuchi mariba jaye sunuthibu
Pura chagala😅
Good singer.
God bless you 🙏