ବରଣ କରି ମୁଁ ଶରଣ ଚାହିଁଛି... BARAN KARI MU SARAN CHAHINCHHI with lyrics

แชร์
ฝัง
  • เผยแพร่เมื่อ 22 ธ.ค. 2024

ความคิดเห็น • 18

  • @sudhirsahoo841
    @sudhirsahoo841 2 ปีที่แล้ว +1

    ଜୟଗୁରୁ ଭାଇ

  • @prasantkumarsahoo1054
    @prasantkumarsahoo1054 4 ปีที่แล้ว +1

    Manasbhai jayguru, Ati sundar bhabapurna,

  • @P.Pothal
    @P.Pothal 4 ปีที่แล้ว +1

    Jayguru
    💐💐💐💐💐👌👌👌👌👍👍👍👍👍👍

  • @b.behera613
    @b.behera613 3 ปีที่แล้ว

    Best song 🙏🙏🙏

  • @biranchinarayansatapathy6409
    @biranchinarayansatapathy6409 4 ปีที่แล้ว +1

    Best song 🌼🌻💮🌼 jayguru 🙏🙏

  • @pradeepmajhi6050
    @pradeepmajhi6050 3 ปีที่แล้ว

    Jayguru

  • @markandabehera8674
    @markandabehera8674 4 ปีที่แล้ว +1

    Jay guru

  • @dr.batakrishnatripathy4853
    @dr.batakrishnatripathy4853 4 ปีที่แล้ว +2

    Joy guru. Find the Corrected lyrics below...
    ବରଣ କରି ମୁଁ ଶରଣ ଯାଇଛି
    ହେ ଚିର ବରେଣ୍ୟ ମୋର
    ତୁମ ପାଶେ ବ୍ୟଥା ଅଜାଡି ଦେଇଛି
    ନିଃଶେଷ କରି ମୋର (0)
    ……..
    ତୁମ କରୁଣାର ଧୀର ସମୀରଣ ଛୁଇଁ
    ପ୍ରୀତିର ଝରଣା ଏ ଜୀବନେ ଯାଏ ବହି
    ତୁମରି ଚରଣେ ଲୋଟିଛି ଯେ କେତେ
    ଆହତ ଆଖିର ନୀର (୧)
    ……..
    କୋଟି ହୃଦୟର ରାଜ ରାଜେଶ୍ୱର ତୁମେ
    କୋଟି ସାଧନାର ସିଦ୍ଧି ତୁମରି ନାମେ
    ତୁମ ବିନା ପ୍ରଭୁ ବୁଝିଛି ବା କିଏ
    ହୃଦୟ ବେଦନା ହାର (୨)
    ……..
    ଆଖି ଆର ପାଖ ଦୃଶ୍ୟ ନଥିଲି ଜାଣି
    ମୋ ଶ୍ରୁତି ବାହାରେ ଶବ୍ଦର ଜାଲ ବୁଣି
    ଚିହ୍ନାଇ ଦେଇଛ ମୋ ଭିତରେ ମୋତେ
    କରି କେତେ ଆପଣାର (୩)

    • @Gyanajyoti
      @Gyanajyoti  4 ปีที่แล้ว +1

      ଜୟଗୁରୁ

    • @P.Pothal
      @P.Pothal 4 ปีที่แล้ว

      Jayguru
      👌👌👌👍👍👍💐💐💐

    • @niranjanpadhy5180
      @niranjanpadhy5180 10 หลายเดือนก่อน

  • @ajugiri367
    @ajugiri367 ปีที่แล้ว +1

    Song ti subhuni

  • @golakhachandrasahoo3690
    @golakhachandrasahoo3690 3 ปีที่แล้ว

    Barankrimusaranachanhichhi

  • @tapankumarnaik9469
    @tapankumarnaik9469 5 ปีที่แล้ว +1

    Nice