ଏ ଜୀବନ ଚଲାପଥେ ତୁମେ ହିଁ ଆଶ୍ରୟ || E JIBANA CHALAPATHE TUME HI ASHRAYA (AMIR PRADHAN)

แชร์
ฝัง
  • เผยแพร่เมื่อ 10 ม.ค. 2025
  • ଏ ଜୀବନ ଚଲାପଥେ ତୁମେ ହିଁ ଆଶ୍ରୟ
    ତୁମରି ଦୟାରେ ପ୍ରଭୁ ଭୁଲିଛି ଭୟ
    ତୁମେ ସତ୍ୟ, ତୁମେ ଶାନ୍ତି, ତୁମେ ଦୟାମୟ
    ତୁମ ସ୍ନେହ କରୁଣାରେ ବିଶ୍ୱ ମଧୁମୟ
    ଦିପ୍ତିମୟ ତୁମେ ପ୍ରଭୁ ତୁମେ ସର୍ବମୟ
    ନିରାଶ୍ରୟ ଥିଲି ପ୍ରଭୁ ପାଇଲି ଆଶ୍ରୟ
    ହରିନେଲ ଦୁଃଖ ବ୍ୟଥା ସବୁରି ହୃଦୟ
    ଅନ୍ତର୍ଯ୍ୟାମୀ ତୁମେ ପ୍ରଭୁ ଆହେ ଲୀଳାମୟ
    ସାଧନାର ପଥେ ପ୍ରଭୁ ରଚିଲ ସଂସାର
    ତୁମ ଦିବ୍ୟ ଦରଶନେ ଦୁଃଖ ହୁଏ ଦୂର
    କାମ କ୍ରୋଧ ଲୋଭ ମାୟା ଯାଏ ଦୂର ହୋଇ
    ତୁମ ଶ୍ରୀଚରଣ ତଳେ ମଥା ଦେଲେ ଛୁଇଁ
    ସର୍ବ ଦୁଃଖ ବୁଝିପାର ବ୍ରହ୍ମାଣ୍ଡ ଗୋସାଇଁ
    ଏତେ ବଡ଼ ଦୁନିଆକୁ ରଖିଛ ବଞ୍ଚାଇ
    ତୁମ ପାଦ ପଦ୍ମେ ପ୍ରଭୁ ଯାଉ ମୋର ଦିନ
    ତୁମ ସତନାମ ଗାଇ ହେଉଥିବି ଧନ୍ୟ
    #satsang #srisrithakuranukulchandrasong #srisrithakuranukulchandra #srisrithakuranukulchandra #srisrithakuranukulchandragaan #odia #bhakti #music #odiamusic #odiamusicvideo #odiasong #religion

ความคิดเห็น • 11