ନାୟକ ଷ୍ଟାଇଲରେ କେ.ଭି ଫୈସଲା ଅନ୍ ଦି ସ୍ପଟ୍..|| Deputy CM KV Singh Deo || Budharaja Hills Balangir || OR

แชร์
ฝัง
  • เผยแพร่เมื่อ 2 ม.ค. 2025

ความคิดเห็น • 596

  • @subalkumarswain1457
    @subalkumarswain1457 2 หลายเดือนก่อน +194

    ଏମିତି ସବୁ ବିଭାଗର ତଦନ୍ତ ହେଲେ ଦେଶରେ ଆମ ରାମ ରାଜ୍ୟ ହୋଇଯିବ, ଅନେକ ଅନେକ ଧନ୍ୟବାଦ deputy CM sir 🙏

    • @rajeshkumargiri3515
      @rajeshkumargiri3515 2 หลายเดือนก่อน +2

      Soto kotha eha J
      KV sir Total CM material but by mistake Deputy CM
      CM hei thile sure odisha baki state ku discipline and work re kuade hojei dei thanti

    • @RameshJena-gh6lx
      @RameshJena-gh6lx 2 หลายเดือนก่อน +2

      U are correct

    • @ramakantasahoo7755
      @ramakantasahoo7755 2 หลายเดือนก่อน

      ମନର୍ କଥା କହେଲେ ଆ....❤ଜ୍ଞା​@@rajeshkumargiri3515

    • @NabkishorBarik
      @NabkishorBarik หลายเดือนก่อน

      Thanks,KV Singhdev

  • @bikashmishra9556
    @bikashmishra9556 2 หลายเดือนก่อน +64

    ପରିଣତ ବୟସରେ ସକାଳୁ ଦ୍ବିପ୍ରହର ଯାଏ ଜଙ୍ଗଲରେ ବୁଲି ବୁଲି ସତ୍ୟ ଅନ୍ବେଷଣ କରିବା.... Really ଚମତ୍କାର ଶାସନ ବ୍ୟବସ୍ଥା

  • @MrRanjankumarsahoo
    @MrRanjankumarsahoo 2 หลายเดือนก่อน +117

    ବହୁତ୍ ବଢିଆ ସାର. ଏଇ ଭଳି ଆଗକୁ ଏମତି କରନ୍ତୁ . 👍👍👍

  • @bijaypattnaik9826
    @bijaypattnaik9826 2 หลายเดือนก่อน +115

    ଏମିତି ମନ୍ତ୍ରୀ ମାନେ କାମ କଲେ ଆମ ରାଜ୍ୟ ରାମ ରାଜ୍ୟ ହେବ ଏବଂ ତା ସହିତ କେନ୍ଦୁ ପତ୍ର ଅଫିସ ରେ ମଧ୍ୟ୍ୟ ଚଡାଉ କରିବା ଦରକାର 🙏

    • @balajigouda9486
      @balajigouda9486 2 หลายเดือนก่อน +1

      କୋରାପୁଟ ଜିଲ୍ଲାରେ ମଧ୍ୟ କ୍ୟାମ୍ପା ଯୋଜନା ଯାଞ୍ଚ ପ୍ରକ୍ରିୟା କଲେ ବହୁତ୍ କିଛି ଦୁର୍ନୀତି ଗନ୍ଧୋ ବାସିବ sir
      Keep it up

  • @ARNMKP
    @ARNMKP 2 หลายเดือนก่อน +79

    ଖାଲି ଜଙ୍ଗଲ department ନୁହେଁ ସବୁ department ହଠାତ୍ ଚେକ୍ କରାଯାଉ, ଠିକ୍ ରେ କାମ ହଉଚି କି ନାହିଁ, ସବୁ ଜଣା ପଡ଼ିଯିବ ,Good step 🎉🎉

  • @sureshkumarbhol135
    @sureshkumarbhol135 2 หลายเดือนก่อน +20

    4:15 ବହୁତ ସୁନ୍ଦର ପଦକ୍ଷେପ। ଏହିଭଳି ସବୁ ଜିଲ୍ଲାର ସମସ୍ତ ବିଭାଗକୁ ଆଶ୍ଚର୍ଯ୍ୟାତ୍ମକ ପରିଦର୍ଶନ କଲେ ବଡ଼ ବାବୁଙ୍କର କାରନାମା ଜଣାପଡ଼ିବ ।

  • @Keonjhar-MOTO-VLOG
    @Keonjhar-MOTO-VLOG 2 หลายเดือนก่อน +134

    ଶଳା ବିଜେଡି ନେତା କିଛି ଶିଖ ରେ

  • @indramanikanhar682
    @indramanikanhar682 2 หลายเดือนก่อน +52

    ସବୁ ବିଧାୟକ ଏମିତି ନିଜ ନିଜ ଜିଲ୍ଲା ରେ ବୁଲନ୍ତୁ ବହୁତ ଦୁର୍ନୀତି ବାହାରିବ...

  • @kumarnayak2641
    @kumarnayak2641 2 หลายเดือนก่อน +18

    ଧନ୍ୟବାଦ୍ ସାର୍ ଆପଣଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା ସବୁ ଅଫିସ୍ ରେ ତଦନ୍ତ କରାଯାଉ

  • @statusforyous4u268
    @statusforyous4u268 2 หลายเดือนก่อน +62

    ସବୁ dist ରେ ଏମିତି ହିଁ ଚାଲିଛି ଆମ ଗାଁ ରେ 10 ବର୍ଷ ହେଲା ଗଛ ଲଗା ଚାଲିଛି ଏ ପର୍ଜନ୍ତ ଗୋଟିଏ ବି ଗଛ ନାହିଁ । Rairangpur range Mayurbhanj

    • @LalitKumardas7148
      @LalitKumardas7148 2 หลายเดือนก่อน +1

      ସୁନ୍ଦରଗଡ଼ ରେ ମଧ୍ୟ ସମାନ ପରିସ୍ଥିତି

    • @santoshbisoi1569
      @santoshbisoi1569 2 หลายเดือนก่อน +2

      Yes

    • @Sivaraj-_tofan
      @Sivaraj-_tofan หลายเดือนก่อน +1

      ପେଟୁ dfo ଖାଇଦେଉଛି

  • @jaganathbaghcangresskisaji5401
    @jaganathbaghcangresskisaji5401 2 หลายเดือนก่อน +13

    ବହୁତ୍ ବଢ଼ିଆ ସାର୍ ଏମିତି ସବୁ ଜିଲ୍ଲାରେ ଚେକ୍ ହେଉ।

  • @anilswain1052
    @anilswain1052 2 หลายเดือนก่อน +9

    ଉପମୁଖ୍ୟମନ୍ତ୍ରୀଙ୍କୁ ଅନନ୍ତକୋଟି ସାଧୁବାଦ 🙏❤️ ଜୟ ଶ୍ରୀରାମ 🌹🚩

  • @omprakashbehera6998
    @omprakashbehera6998 2 หลายเดือนก่อน +10

    ବିଶେଷ ଧନ୍ୟବାଦ ଉପ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ 🙏🙏

  • @chhabisamal6494
    @chhabisamal6494 2 หลายเดือนก่อน +10

    ବୋହୁତ ଖୁସିଲାଗିଲା ଦୁର୍ନୀତିର ପରଦା ଫାଶ କରିଲେ ସଂଦେଓ

  • @PreetiG_sahu28
    @PreetiG_sahu28 2 หลายเดือนก่อน +2

    ଏମିତି ସବୁ ମନ୍ତ୍ରୀ ସାଂସଦ ଓ ବିଧାୟକ କାମ କରନ୍ତେ ତାହେଲେ ଆମ ରାଜ୍ୟ ରାମ ରାଜ୍ୟ ହେଇଯିବ ,, ବହୁତ୍ ବହୁତ୍ ନମସ୍କାର 🙏🙏🙏🙏🙏

  • @akshyadash9091
    @akshyadash9091 2 หลายเดือนก่อน +22

    ପୂର୍ବତନ ମୂଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ଅତି ଉତ୍ତମ ଶାସକ ଥିଲେ ତାଙ୍କ ସୁଯୋଗ୍ୟ ସନ୍ତାନ ମାନନୀୟ କନକ ବର୍ଦ୍ଧନ ସିଂହଦେଓ ଲୋକ ପ୍ରିୟ ଶାସକ କାରଣ ତାଙ୍କୁ ସରକାରୀ କର୍ମଚାରୀ ଠକି ପାରିବେ ନାହିଁ ।

  • @chhabisamal6494
    @chhabisamal6494 2 หลายเดือนก่อน +6

    ଅତିସୁନ୍ଦର କାର୍ଯ୍ୟ BJP ଶାସନରେ ଦେଖିବାକୁ ମିଳିଲା

  • @Rakesh_nayak183
    @Rakesh_nayak183 2 หลายเดือนก่อน +11

    ଅତି ସୁନ୍ଦର ପଦକ୍ଷେପ ସାର୍

  • @dillipkumarnag5219
    @dillipkumarnag5219 2 หลายเดือนก่อน +26

    Good decision by KV sir

  • @pratapjena1193
    @pratapjena1193 2 หลายเดือนก่อน +23

    ଡକାୟତଙ୍କୁ ଜେଲ ପଠାଇ, ସବୁ ଖାଇ ଯାଇଛନ୍ତି

  • @bhikaripatra3146
    @bhikaripatra3146 2 หลายเดือนก่อน +20

    Good Best Sir

  • @santoshbeheramotivationals5984
    @santoshbeheramotivationals5984 หลายเดือนก่อน +1

    ସାର ଙ୍କୁ କୋଟି କୋଟି ନମସ୍କାର 🙏🙏🙏🙏🙏🙏🙏👌👌👌👌👌🔥🔥🔥🔥🔥

  • @bikashranjanbehera9690
    @bikashranjanbehera9690 2 หลายเดือนก่อน +21

    ସବୁ ତଦନ୍ତ କରାଯାଉ, ମହାନ ଉପ ମୁଖ୍ୟମନ୍ତ୍ରୀ 🙏🙏🙏🙏

  • @ASISH_JENA
    @ASISH_JENA หลายเดือนก่อน +2

    ଧନ୍ୟବାଦ୍ ସରକାରଙ୍କୁ

  • @DilipKumar-xh6lj
    @DilipKumar-xh6lj 2 หลายเดือนก่อน +14

    ବହୁତ ଜଲ୍ଦୀ ପଦ୍ମପୁରରେ ହେବ ବଡ ଧରଣର ଦୁର୍ନୀତିର ପର୍ଦାଫାସ

  • @sadhucharanpradhan1593
    @sadhucharanpradhan1593 2 หลายเดือนก่อน +19

    Thank you D.Cm

  • @ranjankumarsahoo2316
    @ranjankumarsahoo2316 2 หลายเดือนก่อน +1

    କଟକ ଜିଲ୍ଲା ବାଙ୍କୀ ବ୍ଲକ ଉପରେ ନଜର ପକାନ୍ତୁ fully corrupted, peon tharu officer ପର୍ଯ୍ୟନ୍ତ ନିଜକୁ ସର୍ବେସର୍ବା ଭାବୁଛନ୍ତି

  • @sridharpatel2459
    @sridharpatel2459 2 หลายเดือนก่อน +52

    କୁଟି କୁଟି ନମସ୍କାର ମହାରାଜା ନେତା ହେବତ ଏମିତି

  • @manojkumarsahoo3107
    @manojkumarsahoo3107 หลายเดือนก่อน +1

    ସବୁ ବିଭାଗ ରେ ଏମିତି ତଦନ୍ତ କରାଯାଉ... 👍👍

  • @KarunakarDhani-eo2sl
    @KarunakarDhani-eo2sl 2 หลายเดือนก่อน +9

    ମଜ୍ଜା କଥା। ଏମାନେ ବନିକରଣନାମରେ କୋଟି କୋଟି ଟଙ୍କା ହଡ଼ପ କରି ସହରରେ ପ୍ଲଟ, ଫ୍ଲାଟ୍ ସୁନା, ଗାଡ଼ି କିଣି ବିନ୍ଦାସ ଜୀବନ ବିତାଉଛନ୍ତି। ଜଙ୍ଗଲ ସୃଷ୍ଟି କରିବେ କଣ ଜଙ୍ଗଲ ଧ୍ବଂସ କରିବାରେ ବ୍ୟସ୍ତ ।ରକ୍ଷକ ସାଜିଛନ୍ତି ଭକ୍ଷକ।ପ୍ରାୟିଭେଟ କମ୍ପାନୀ କୁ ଦେଇଦେଲେ ସାବାଡ କରିଦେବ ।

  • @pramodkumarrout7641
    @pramodkumarrout7641 2 หลายเดือนก่อน +9

    ଓଡ଼ିଶାରେ ବେଶି ଦୁର୍ନୀତି ହେଉଛି ବନ ବିଭାଗ ରେ ।

  • @patitakumarchoudhury9855
    @patitakumarchoudhury9855 2 หลายเดือนก่อน +5

    ସାର ଆମ ରାୟଗଡା ଜିଲ୍ଲା ଗୁଣୁପୁର ତହସିଲ ଅଫିସ ଟିକିଏ ଆସନ୍ତୁ, ମୋ ଭଳି ଗରିବ ଲୋକ ନିମନ୍ତ୍ରଣ ରକ୍ଷା କରିବେ ବୋଲି ଆଶା 🙏ତିନିମାସ ପର୍ଯ୍ୟନ୍ତ ଡକୁମେଣ୍ଟ ମିଳୁନି , ପଟ୍ଟା ତିନି ବର୍ଷ ମଧ୍ୟରେ ମିଳେ 🙏

  • @PrashnaNayak-xf6pw
    @PrashnaNayak-xf6pw หลายเดือนก่อน +1

    ସାର୍ ଆପଣ ଙ୍କୁ କୋଟି କୋଟି ନମସ୍କାର 5 ବର୍ଷ ସମୟରେ ଓଡ଼ିଶା ବାସୀ ଙ୍କୁ ନ୍ୟାୟ ଦେବା ର ସମୟ ଆପଣ ଙ୍କ ହାତରେ

  • @JayaprakashMishra-bt9se
    @JayaprakashMishra-bt9se 2 หลายเดือนก่อน +12

    Very good work

  • @GyanchandDasPattanaik
    @GyanchandDasPattanaik 2 หลายเดือนก่อน +5

    Great feeling sir . This is what a good administrater can do . Congratulations.

  • @subalkumarswain1457
    @subalkumarswain1457 2 หลายเดือนก่อน +11

    Very good decision deputy CM sir 🙏

  • @JagadishSinku-rk1nw
    @JagadishSinku-rk1nw 2 หลายเดือนก่อน +7

    ଗାର୍ଡ ଠାରୁ ଡିଏଫ ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ଦୁର୍ନୀତି କାମ କରୁଛନ୍ତି ଆଜ୍ଞା।

  • @Bhujbal-sv4en
    @Bhujbal-sv4en 2 หลายเดือนก่อน +2

    ସବୁ ଜିଲ୍ଲା ବ୍ଲକ ପଞ୍ଚାୟତ ତଦନ କରା ଯାଉ ସାର

  • @rajanikantapanda987
    @rajanikantapanda987 2 หลายเดือนก่อน +1

    ସବୁ Range ରେ ପ୍ରାୟ ଏମିତି ହିଁ ହେଇଛି ବନୀକରଣ ନାଁ ରେ

  • @ShivaMohapatra-z8e
    @ShivaMohapatra-z8e 2 หลายเดือนก่อน +10

    Thank u sar Jay Jagannath

  • @srikantsahoo6563
    @srikantsahoo6563 2 หลายเดือนก่อน

    ଧନ୍ୟବାଦ୍ k v sir। officer ମାନେ ଭାବୁଛନ୍ତି ଏବେ ବି bjd govt ଚାଲିଛି।ଆକ୍ସନ ଜୋରଦାର ହେବା ଦରକାର।

  • @rajkumarpanda9118
    @rajkumarpanda9118 2 หลายเดือนก่อน +4

    ଜଙ୍ଗଲ କାମ private sector ku ଦିଆଯାଉ

  • @sanatpadhan9560
    @sanatpadhan9560 2 หลายเดือนก่อน

    ବହୁତ୍ ସୁନ୍ଦର୍ ❤❤
    ସବୁ ଫରେଷ୍ଟ ଅଫିସ କୁ ଆସନ୍ତୁ ।
    ମନ୍ତ୍ରୀ ମହୋଦୟ ଙ୍କୁ କୋଟି କୋଟି ଧନ୍ୟବାଦ୍ 🙏🙏🙏

  • @sudhanabhoi4980
    @sudhanabhoi4980 2 หลายเดือนก่อน +2

    ଧନ୍ୟବାଦ କେ ଭି ସିଂ ଦେଓ ଉପମୁଖ୍ୟ ମନ୍ତ୍ରୀ ଏମିତି ଚେକ କଲେ ଆମର ରାଜ୍ୟ ରାମରାଜ୍ୟ ହେବ । ଏମିତି କଲାହାଣ୍ଡ ଜିଲ୍ଲା ରେ ବି ଚେକ କଲେ ଭଲ ହୁଅନ୍ତା ନମସ୍କାର ସାର

  • @SUSANTAKUMARBISWAL-gq5kk
    @SUSANTAKUMARBISWAL-gq5kk 2 หลายเดือนก่อน +1

    Good job

  • @prasanku.tripathy1574
    @prasanku.tripathy1574 หลายเดือนก่อน +1

    Dhanyabad CM

  • @aratabarik597
    @aratabarik597 2 หลายเดือนก่อน +7

    Good work v.cm sir many thanks 🙏🙏

  • @PriyabrataBehera-f5w
    @PriyabrataBehera-f5w 2 หลายเดือนก่อน +6

    ପଇସା ସବୁ ପେଟରେ ପକେଇ ଦେଇଛନ୍ତି .
    କାମ କରିଥିଲେ ତ ଦେଖାଇବେ .

  • @sanjaypandaias9981
    @sanjaypandaias9981 2 หลายเดือนก่อน

    ଆପଣଙ୍କର ତଦାରଖ ଅତ୍ୟନ୍ତ ଉତ୍ସାହ ଦାୟକ।
    ଏହି ଯୋଜନାରେ ହୋଇଥିବା ଖର୍ଚ୍ଚ ସଂପୃକ୍ତ ଅଫିସରଙ୍କ ଦରମା ଭତ୍ତାରୁ ଆଦାୟ କରି ଦୃଷ୍ଟାନ୍ତ ସୃଷ୍ଟି କରନ୍ତୁ।
    ଜୟ ଶ୍ରୀ ଜଗନ୍ନାଥ 🎉

  • @bikashdalei8042
    @bikashdalei8042 2 หลายเดือนก่อน +9

    Sobu government office re amiti hoba darkar

  • @swain_parivaar
    @swain_parivaar 2 หลายเดือนก่อน +1

    Please follow other Dept like this hon,ble minister.
    Thanks to minister.

  • @rajeshsahoo5961
    @rajeshsahoo5961 2 หลายเดือนก่อน +1

    ଧନ୍ୟବାଦ ନମସ୍କାର ଏମିତି ଶାସନ ଦରକାର

  • @Cartoonworld.422
    @Cartoonworld.422 2 หลายเดือนก่อน

    ବହୁତ ସୁନ୍ଦର କାମ sir ଆମେ ବହୁତ ପୂର୍ବରୁ ଏଭଳି ସରକାର ବା ଶାସନ ଚାହୁଁଥିଲୁ 🙏🙏

  • @dillipkumar8540
    @dillipkumar8540 2 หลายเดือนก่อน

    ଧନ୍ୟବାଦ୍ ସାର୍ ଏହିଭଳି ସବୁ ଦୀପାଟ ମେଟ୍ ରେ ହବଦରକର

  • @odiaakash
    @odiaakash 2 หลายเดือนก่อน +1

    ଏମିତି cm ଓଡିଶା କୁ ଦରକାର 👍❤

  • @user-tf4hn4qb2z
    @user-tf4hn4qb2z 2 หลายเดือนก่อน

    ରାଜନୀତି କରନ୍ତି ରାଜା
    ଜୟ କେଭି ଜି ଜୟ ବିଜେପି
    ରିଅଲ ଲିଡର

  • @kishordash7365
    @kishordash7365 2 หลายเดือนก่อน

    Forest department ରେ ବହୁତ ଅନିୟମିତତା। ଅନେକ ଯାଗାରେ ବିଭାଗୀୟ କର୍ମଚାରୀ ମାନେ development କାମ କୁ ନିଜେ ଠିକାଦାର ସାଜି କାମ କରୁଛନ୍ତି। ଏହାର ତଦନ୍ତ କରାଯାଉ। ଦୁର୍ନିତୀଗ୍ରସ୍ତ କର୍ମ ଚାରୀ ମାନଂକୁ ଏ ଦିଗରେ ରୋକା ଯାଉ।

  • @LakpatiHianl
    @LakpatiHianl 2 หลายเดือนก่อน

    ବହୁତ୍ ବଢିଆ ହେଇଚି, ଏମାନେ ଏବେ ଭି କୁମ୍ଭ କର୍ଣ୍ଣ ନିଦରେ ଚେଇଁ ନାହାନ୍ତି।

  • @rajendrakumarbehera6116
    @rajendrakumarbehera6116 2 หลายเดือนก่อน

    ଏ ଶଳା ସୁଦର୍ଶନ ବେହେରା ପକ୍କା ହାରାମି, ସବୁ ପଇସା ଖାଇକି ପେଟ ଫୁଲେଇ କି ବସିଛି। ଜାହାତ କାମ ଶଳା କରୁଥିବ। ଧନ୍ୟବାଦ କେ. ପି. ସାର୍ ଏଭଳି ହାରାମି ମାନଙ୍କୁ on the spot ଧରି ଥିବାରୁ। ଆପଣଙ୍କୁ ହୃଦୟରୁ ଧନ୍ୟବାଦ୍ ଜଣାଉଛି। ଏହାପରେ ପାଳି ପଡ଼ିବ ରାଜସ୍ବ ବିଭାଗର, ତାପରେ ନିର୍ମାଣ ବିଭାଗ, DRDA, ଶିକ୍ଷା ବିଭାଗ ଏମିତି ସବୁ ବିଭାଗ। ଶେଷରେ ମଧ୍ୟାହ୍ନ ଭଜନ ପଇସା ଖାଇଯାଉଥିବା କର୍ମଚାରୀ ମାନଙ୍କ। ଅବଶ୍ୟ ଆଗପଛ ହେଇପାରେ ଆକଳନ କିନ୍ତୁ ମାଡ଼ ପଡ଼ିବା ଦରକାର

  • @GaneswarNayak-e6j
    @GaneswarNayak-e6j 2 หลายเดือนก่อน

    ବନ ବିଭାଗ କର୍ମଚାରୀ ମାନଙ୍କର ପେଟରେ ଏବଂ
    ତାଙ୍କ ବ୍ୟାଙ୍କ ଖାତାରେ ,ତ।ଙ୍କ ଘରେ ଓ ବିଭିନ୍ନ ଜାଗାରେ ପ୍ଲଟ କିଣାରେ ଟଙ୍କା ଗଛ ଲାଗିଛି। ଜୟ ଶ୍ରୀ ଜଗନ୍ନାଥ, ଚକା ଆଖି ସବୁ ଦେଖୁଛି।🚩🙏🚩🙏🚩🙏🚩🙏🚩🚩🙏🚩🙏🚩🙏

  • @tlcbishnuprasadgandha7496
    @tlcbishnuprasadgandha7496 หลายเดือนก่อน +1

    Good decision

  • @maatarinifurniture3610
    @maatarinifurniture3610 2 หลายเดือนก่อน

    ଏମିତି ଆକ୍ସନ ସବୁ ବିଭାଗରେ ହେବା ଦରକାର, ଠିକାଦାରଙ୍କର ନାଁ ରେ ଅଫିସର ମାନେ ଲୁଟି ଖାଉଛନ୍ତି
    ଧନ୍ୟବାଦ ଡେପୁଟି ଚିଫ ମିନିଷ୍ଟର ସାର... 🙏🙏🙏

  • @tunamallik3341
    @tunamallik3341 2 หลายเดือนก่อน +5

    ସବୁ ବିଭାଗ ର ଏମିତି ତଦନ୍ତ ହେଉ 5ବର୍ଷ ପରେ ଦେଖିବା କେତେ ଡେଭଲପମେଣ୍ଟ ହେବ ଓଡିଶା ଦେଖିବା....

  • @KishorRout-w4u
    @KishorRout-w4u 2 หลายเดือนก่อน +4

    Deputy CM apanaku koti koti pranama

  • @govindachandramajhi7254
    @govindachandramajhi7254 2 หลายเดือนก่อน +3

    Excellent deputy cm maharaja sir ranku koti koti pranam

  • @gamingromeoromeo811
    @gamingromeoromeo811 หลายเดือนก่อน +1

    Sri 🙏

  • @anpproduction9855
    @anpproduction9855 หลายเดือนก่อน +1

    ଆମର୍ ମହାରାଜ ତ ପ୍ରକୃତରେ ନାୟକ ଆଏ-ନାୟକ ଷ୍ଟାଇଲ ରେ କାଆଣା---?
    କାର୍ତ୍ତିକେଶ୍ବର ସାହୁ

  • @jagannathsahoo4092
    @jagannathsahoo4092 2 หลายเดือนก่อน

    Thanks for the action taken by Deputy Chief Minister. Very good action.

  • @laxmikanhar986
    @laxmikanhar986 2 หลายเดือนก่อน

    ବହୁତ ଭଲ , ସବୁ ନେତା ଏପରି କରିବା କଥା

  • @SanjayKumarBarik-c6x
    @SanjayKumarBarik-c6x 2 หลายเดือนก่อน +2

    Deputy C.M sir nku salute ,DCM hebata ebhali, Jay jagannath

  • @drsaratpanda256
    @drsaratpanda256 22 วันที่ผ่านมา

    Excellent service done by our Hon' ble Deputy Chief Minister Sir.

  • @susantanaik4486
    @susantanaik4486 2 หลายเดือนก่อน

    ସବୁ ମନ୍ତ୍ରୀ ଙ୍କର କାର୍ଯ୍ୟ ଶୈଳୀ ଏମିତି ହେବା ଦରକାର ସବୁବେଳେ

  • @sukantsatapathy4918
    @sukantsatapathy4918 2 หลายเดือนก่อน

    Bahut badhiya good work sir

  • @bipinmajhii6671
    @bipinmajhii6671 2 หลายเดือนก่อน +2

    Sir ବହୁତ୍ ବହୁତ୍ ଧନ୍ୟବାଦ୍ ଇଏନ୍ତା office କେ ବାହାର କରା ଯାଉ ଚାକିରିରୁ

  • @SagunJoharOfficial-zx4dy5sl9c
    @SagunJoharOfficial-zx4dy5sl9c 2 หลายเดือนก่อน +4

    Very good Decision Deputy CM Sir 👍👍👍👍🇮🇳

  • @mahendradeheri6879
    @mahendradeheri6879 2 หลายเดือนก่อน

    ଧନ୍ଯବାଦ ସାର।

  • @promodkumarrengal3014
    @promodkumarrengal3014 2 หลายเดือนก่อน

    ମାଲକାନଗିରି ଜିଲ୍ଲା ଥରେ ଆସନ୍ତୁ ଅନେକ କେଲେଙ୍କାରି ଚାଲିଛି।🙏 ଜୟ ଜଗନ୍ନାଥ 💪

  • @sukadevsethi7229
    @sukadevsethi7229 2 หลายเดือนก่อน

    ସବୁ ବିଭାଗ ଚେକ କରାଯାଉ,, ପୂର୍ବ ସରକାର ଙ୍କ ସମୟ ରେ ବହୁ ଦୁର୍ନୀତି ହୋଇଛି

  • @ganeshbehera5490
    @ganeshbehera5490 2 หลายเดือนก่อน +1

    ଅତି ସୁନ୍ଦର ପଦକ୍ଷେପ

  • @nirmalmohanty4111
    @nirmalmohanty4111 2 หลายเดือนก่อน

    ଆମର ନାୟକ , ଆମେ ଗର୍ବିତ ସାର୍

  • @dronamajhi9124
    @dronamajhi9124 2 หลายเดือนก่อน +1

    Hon'ble K.B.SinghDeo is the man of action,obey to the letter, He is one in thousand. thank you sir.

  • @KashmirLove09
    @KashmirLove09 2 หลายเดือนก่อน

    ବିଜେପି 👌👌👌ବହୁତ ସୁନ୍ଦର ଦଳ 🌷🌷

  • @kpani1
    @kpani1 หลายเดือนก่อน

    ଏମିତି ସବୁଠାରେ ହେବା କଥା 🙏

  • @abhibisoi3621
    @abhibisoi3621 หลายเดือนก่อน +1

    ଓଡିଶା ରେ ଫାଷ୍ଟ ଟାମଇ ଏମିତି କାମ ହଉଛୁ

  • @kps0011
    @kps0011 2 หลายเดือนก่อน

    ଅନେକ ଜାଗାରେ ଏଇଭଳି ଦୁର୍ନୀତି ହେଇଛି ତଦନ୍ତ କଲେ ସବୁ ପଦାକୁ ଆସିବ,
    ବନୀକରଣ ନାରେ ବଡ଼ ଘଟାଲା ହେଇଛି

  • @prakashkumarjena.babusan.n3760
    @prakashkumarjena.babusan.n3760 2 หลายเดือนก่อน

    ଜୟ ଜଗନ୍ନାଥ ଜୟ ବିଜେପି ସରକାର 🙏❤️❤️🙏

  • @JitendraKumarNayak-ov2gl
    @JitendraKumarNayak-ov2gl 2 หลายเดือนก่อน

    କାମ କର ❤no 1 ହବ ❤

  • @chittaranjanjena7126
    @chittaranjanjena7126 2 หลายเดือนก่อน

    Dhanyavaad sir.
    Aame eta hi chahuthillu sir.
    .
    Sara odisha baasi parivartan chahuchhi sir. Sethipai aame vote karichhu sir.
    We all need Corruption free Odisha.
    .
    Amananku govt salary deuchhi fir b yemane laancha kahiki khauchhanti.

  • @satyagahir3178
    @satyagahir3178 2 หลายเดือนก่อน

    🙏ବହୁତ ବଢିଆ ସାର

  • @santoshkumarmishra2620
    @santoshkumarmishra2620 2 หลายเดือนก่อน

    ଏପରି ଚଢଉ ପ୍ରତି police station ରେ ହେଉ. Direct action ନିଆଯାଉ. ଅପାରଗ ପୋଲିସ୍ ସାବାଡ ହେବେ.

  • @suvendukar1625
    @suvendukar1625 2 หลายเดือนก่อน

    ବହୁତ ବଢିଆ sir

  • @nalinimohapatra4033
    @nalinimohapatra4033 2 หลายเดือนก่อน

    ଏ ସବୁ ଖାଇ ଯିବେ।ସରକାର ଙ୍କୁ ଅନୁରୋଧ ଏମିତି ଏଇଭଳି ଲୋକ ମାନଙ୍କୁ ଧରି ଚାକିରି ରୁ ବାହାର କରନ୍ତୁ। ନଚେତ୍ ଓଡ଼ିଶାକୁ ଖୋଳ କରିଦେବେ।

  • @sagarbehera9947
    @sagarbehera9947 2 หลายเดือนก่อน +2

    Good Decision Sir 🙏🙏🙏🙏🙏

  • @RENUBhoi-dl3mx
    @RENUBhoi-dl3mx 2 หลายเดือนก่อน

    ଧନ୍ୟବାଦ dpt cm sir 🙏

  • @gobindachandrakanhar
    @gobindachandrakanhar 2 หลายเดือนก่อน +1

    Team action super a cm ji

  • @SanjayKumbhar-db4tx
    @SanjayKumbhar-db4tx 2 หลายเดือนก่อน

    You really nayak. you have really taken a better step.thank u sir.

  • @sukantpatnaik3187
    @sukantpatnaik3187 2 หลายเดือนก่อน

    କୋରାପୁଟ ଜିଲ୍ଲା ରେ ଫରେଷ୍ଟ Department ଦୀର୍ଘ ବର୍ଷ ବର୍ଷ ହେଲା plantetion ନାଁରେ କୋଟି କୋଟି ଚଳୁ କରିଛନ୍ତି vigilance ତଦନ୍ତ ହେଉ ।

  • @kalianahak2957
    @kalianahak2957 2 หลายเดือนก่อน

    DFO ଅଫିସର କୁ strictly enquire କରାଯାଉ, DFO ସବୁ ଜାଣିଛି ଏବଂ ଏଥିରେ ସିଏ ସାମିଲ ଅଛନ୍ତି

  • @bharadhwajbag6244
    @bharadhwajbag6244 2 หลายเดือนก่อน

    Sir you are great each and every politicians have to do their job like this than we all great ful to you.

  • @subhashissarangi6760
    @subhashissarangi6760 หลายเดือนก่อน

    ଓଡିଶା ର ବତ୍ରମନ ନାୟକ ସିନେମା ହିରୋ କଭି ସିଂଦେଓ....