Ate dino pore gote hindu bhaira thik bichara sunibaku paili ❤are bhai mane jia jaha dharma ku palile tomora kn jauchi ame sabi indian sabuta gate manisha naa ,jahara sarira ra katile bi same blood bahariba so please au semiti kharap chinta dhara rakhantu nhi❤
khichhi na jani kihichalichha dharma bisaya na jani manaechha kahi chalichha adibasi mulabasi hindu nuhanti hindu mugal nka gali adibasi nku hindu proof kale 1.5 crore miliba Science Journey Chennel re kahara dum achhi dekha sanatan budhist nka sabda
ଠିକ୍ କହିଛ ଭାଇ ଟିକେ ତପି ମିଶ୍ର କୁ ବୁଝେଇ ଦିଅନ୍ତୁ
ମନରେ ବିଶ୍ଵାସ ନାହିଁ ସୁସ୍ଥ କେମିତି ହେବ
ଯୀଶୁ ହିଁ ସର୍ବ ଜଗତର ସୃଷ୍ଟି କର୍ତ୍ତା
ସମୟ ଆସିଲେ ନିଜେ ଜାଣିବ ଆଉ ତାହାଙ୍କ ପାଦ ତଳେ କାନ୍ଦିବ
ମୃତ୍ୟୁ ପରେ ଜୀବନ ଅଛି ଆଉ ସେ ଜୀବନର ସୃଷ୍ଟି କର୍ତ୍ତା ଯୀଶୁ ଖ୍ରୀଷ୍ଟ ଏହା ଭୁଲନ୍ତୁ ନାହିଁ
ମୃତ୍ୟୁ ପରେ ବିଚାର ଅଛି mind it everyone
😂😂😂😂😂😂 super jock
🤣🤣🤣
Super se uper joke 🤣🤣🤣..
@@purnachandramurmu701 It's remaid you at that time
So manaparibarthana kara ପାପ ରୁ କ୍ଷମା ପାଇବ
@@Everymoment_enjoy It's remaid you at that time
So manaparibarthana kara ପାପ ରୁ କ୍ଷମା ପାଇବ
ଜୋର ଜବରଦସ୍ତ କାହାକୁ କରାଯାଏନି ଭାଇ , ସତ୍ୟ ଇଶ୍ଵର ଙ୍କ ବିଷୟରେ ପ୍ରଚାର ପ୍ରସାର କରାଯାଏ,ଯିଏ ଗ୍ରହଣ କରିବା ଇଛା ସେ ଗ୍ରହଣ କରିବ, ସମ୍ବିଧାନ ଅଧିକାର ଦିଏ, ଠିକ୍ କହିଛ ଭାଇ
ସମ୍ବଧାନକୁ ବାଟି ଗୋଳେଇ ପିଇଦେଇଛୁ , ଜଣାପଡ଼ୁଛି ।
ଆପଣ ବି ଧାରା 25,26,27 ଓ 28 ରେ ଲିଖିତ ଥିବା ଧାରାକୁ ପଢ଼ୁ ନାହାନ୍ତି ବୁଝିବେ ,,,
Sir Exactly. Thank You Sir.
ସାର୍ ଆପଣଙ୍କ ପାଖରେ ପ୍ରମାଣ ଅଛି କି , ତପୀ ୪ ଜଣକୁ ଡାକି ପ୍ରଶ୍ନ କରି ପୁଣି ପ୍ରଶ୍ନ ଜବରଦସ୍ତ କରି ପଚାରି କିନ୍ତୁ ମିଛ ଦେଖାଇ ଅଛନ୍ତି ଭାଇ। ଆପଣ ବି କୁହନ୍ତୁ ଆଦିବାସୀ ମାନଙ୍କ ଜମି କେଉଁ ଖ୍ରୀଷ୍ଟିଆନ ନେବା କଥା ଦେଖାଇ ଦିଆ ଯାଇଛି ତାହା କଣ ଆପଣ ସତ ବୋଲି ଭାବୁଛନ୍ତି କି । ଯଦି ସତ୍ଯ ବୋଲି ଭାବୁଛନ୍ତି ତେବେ ଯେଉଁ ଜାଗାରେ ସେପରି ହେଇଛି ତେବେ ଆମେ ଆପଣଙ୍କ ସହ ସେହି ଜାଗାକୁ ସତ୍ଯତା ପ୍ରମାଣିତ କରିବାକୁ ଯିବାକୁ ପ୍ରସ୍ତୁତ । ଆପଣ ପ୍ରସ୍ତୁତ କି
ତୁ ଆଗ କହ , ତୁ କେବେ ଖ୍ରୀଷ୍ଟିଆନ ହେଇଥିଲୁ ଓ କାହିଁକି ? ଧର୍ମ ପରିବର୍ତ୍ତନ କରିବା ଯାହା, ବାପ ବଦଳେଇବା ତାହା ।।
@umakantarout1938 ସାର୍ ମୋ ଧର୍ମ ସନାତନ । ମୁଁ ଯଦି ଧର୍ମ ପରିବର୍ତ୍ତନ କରିବି ତେବେ ମୋତେ ଅଧର୍ମୀ ହେବାକୁ ପଡିବ ପୁଣି ଚୋର, ଡକାୟତ କି ଅପରାଧ କରିବାକୁ ପଡିବ । ଜାଣିଛନ୍ତି କି ନାହିଁ ଗୋଟିଏ ଶାସ୍ତ୍ର ରେ ନିଜର ଧର୍ମ କୁ ପରିବର୍ତ୍ତନ କରିଥିଲା ସେ କିଏ ହେଇଥିବେ ଟକିଏ ଚେ଼ଷ୍ଟା କରନ୍ତୁ ଜାଣିବାକୁ । ଆପଣ ମୋତେ ରାଗୁଛନ୍ତି ମୁଁ ବୁଝି ପାରୁଛି । ଆପଣ ବାପା ପରିବର୍ତ୍ତନ କରିବା କଥା କହୁଛନ୍ତି କିନ୍ତୁ ଆପଣ ବାପା ଶବ୍ଦ କୁ ସିଧାସଳଖ ଭାବେ ପାଇଁ ନାହାଁନ୍ତି । ସେହି ବାପା ଡାକିବାକୁ ଗୋଟିଏ ମାଧ୍ଯମ ଦେଇ ପାଇଛନ୍ତି ସେଇଟା କଣ ସେ କଥା ବି ଭାବନ୍ତୁ ।
ତପି ଭାଇଙ୍କୁ ସନାତନ ଧର୍ମରେ ଏହା ଶିକ୍ଷା ମିଳିଛି କି ସେ ତ ଭାଷା ଖରାପ କରି କହୁଛନ୍ତି
ହୃଦୟର ପୂର୍ଣତାରୁ ମୁଖ କଥା କୁହେ
ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କର ଭାଇ, ଯୀଶୁ ହିଁ ସତ୍ୟ, ପଥ, ଜୀବନ
Jisu kia 😂😂😂😂
Mo Bala naa😅
Abe se 3ta kantare marigola ki be
@@ArunaKumartripathy-m3vkrushna 1t tiro Rey morichhi
ଯୀଶୁ ଆମ ଭାରତର ନୁହେଁ
ଜେରୁଜଲମ ର
ଭାଇ probelm ହେଉଛି ସେଇ ଫିଲ୍ମ ସମାଜର ଲୋକଙ୍କ ମୁଣ୍ଡେରେ ପ୍ରୋଭବ କୋଣ ପକେଇବ ଯେ ଖ୍ରୀଷ୍ଟିଆନ୍ ମାନେ ଟଙ୍କା ଦେଇ ଲୋକଙ୍କୁ କନଭୋର୍ଟ କରୁଛନ୍ତି 😢 , ତାଙ୍କ ମନରେ ଖ୍ରୀଷ୍ଟିଆନ୍ ପ୍ରତି ଖରାପ୍ ମନ ଭାବ ଆସିବ |ତାପରେ ଜଉ ଠିବି ଖ୍ରୀଷ୍ଟିଆନ୍ prayer କରିବାକୁ ଜିବେ ତାଙ୍କୁ ପିଟା ମାରା କରିବେ ତାପରେ ଦଙ୍ଗା ସୃଷ୍ଟି ହବକି ନହିଁ ଭାଇ କୁହନ୍ତୁ ? ଆପଣ କେବେବି ଦେଖିନଥିବେ ଯେ ଖ୍ରୀଷ୍ଟିଆନ୍ ମାନେ ଦଙ୍ଗା ସୃଷ୍ଟି କରିବାରେ | ଭାଇ ଏଇ ଫିଲ୍ମ ରେ ଯାହା ବି ଅଛି ଯାହା ବି ଦେଖା ଯାଇଛି ସବୁ ମିଛ ଭାଇ 😢😢 God bless you ❤ brother କାରଣ ମୁଁ ବି ଜଣେ ହିନ୍ଦୁ କିନ୍ତୁ ମୁଁ ଯୀଶୁ ଙ୍କୁ ହିଁ ବିଶ୍ବାସ କରେ 😢
Naa sabu sota katha tame kichhi janina..
ଖ୍ରୀଷ୍ଟିଆନମାନେ, ମିଶନାରୀମାନେ ସରଳ ଲୋକଙ୍କୁ ଟଙ୍କା ଓ ଅନ୍ୟ ପ୍ରଲୋଭନ ଦେଖାଇ ଧର୍ମାନ୍ତିକରଣ କରୁଛନ୍ତି କି ନା ?
ଦଙ୍ଗା କରୁନାହାନ୍ତି ତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ମାରିଲା କିଏ ?
ଭାଇ ମୋର ଯାହା କହିଲେ ଠିକ୍ କଥା। ଆମେ ଖାଲି ବେକରାରେ ଝଗଡ଼ା ହୋଇଛନ୍ତି।ଯୀଶୁ ,ହିନ୍ଦୁ,ମୁସଲିମ ସବୁ ଏକ।ସବୁ ହିନ୍ଦୁ,ମୁସଲିମ,ଖ୍ରୀଷ୍ଟିଆନ ଙ୍କର ଈଶ୍ୱର ଏକ।ଯୀଶୁ,ଜଗନ୍ନାଥ, ଅଲ୍ଲାହ୍ କେହି ନୁହଁ।ସମସ୍ତଙ୍କର ଏକ ଈଶ୍ୱର ସିଆ ହେଉଛି ପ୍ରକୃତି।❤
ଭାଇ ତମ କଥା ଶୁଣି ମୋତେ ବହୁତ୍ ଭଲ ଲାଗିଲା l ଜଣେ educated person ହିସାବ ରେ ତମ ମତ ବହୁତ୍ ସୁନ୍ଦର l କିନ୍ତୁ ତପି ଭାଇ ର କଥା ଆଉ social talk ଜଣେ uneducated ଆଉ ଘୁରୁରି ପ୍ରକୃତି ପରି କଥା ବାର୍ତା କରନ୍ତି l ଆଉ ତମେ ଟିକେ ଜାଣ ଏଇ ସବୁ problem ତପି ମିଶ୍ର ଜଗୁ ଘଟୁଛି l ସିଏ ପାଗଳ ପରି bite ଦଉଚି l please ଟିକେ ତାଙ୍କୁ କୁହ ଭଲ ଶିକ୍ଷା ତ ପାଇନାହାନ୍ତି କିନ୍ତୁ ଭଲ ଭାଷା ଶିଖନ୍ତୁ l❤
ସବୁ ଧର୍ମ ର ସୃଷ୍ଟି ରେ ରହସ୍ୟ ରହିଛି। ,ରାମ, କୃଷ୍ଣ, ଯୀଶୁ ଖ୍ରୀଷ୍ଟ, ହନୁମାନ,ଏମାନଙ୍କ ବିଷୟରେ ପଢିଲେ ସବୁ କାଳ୍ପନିକ ଭଲିଆ ମୋତେ ଲାଗେ। ଯୀଶୁଙ୍କ Alian ରୂପ, ରାମଚନ୍ଦ୍ର ଙ୍କ ପୁଷ୍ପକ ବିମାନ, ହନୁମାନ ଙ୍କ ପାହାଡ଼ ଉଠେଇବା, ସୂର୍ଯ୍ୟ ଙ୍କୁ ଗିଳିବା। ଆଉ ଏମିତି ଗୁଡ଼ାଏ ଜିନିଷ ଅଛି।।।।।।ଆଉ ଆପଣମାନେ ଆସନ୍ତୁ ଦେଖିବେ ଆଦିବାସୀ ସଂସ୍କୃତି ପରମ୍ପରା , ଆମେ ପ୍ରକୃତି କୁ ପୂଜା କରୁ ।।।।।ନା ଆମକୁ ଦରକାର ହଜାର ପ୍ରକାର ସାମଗ୍ରି, ନା ଆମେ ପରିବେଶ ଦୁଷିତ କରୁ ।।।।।ଯାହା ଆପଣମାନେ କୁହନ୍ତି ଅନ୍ଧ ବିଶ୍ବାସ।।।।ଆମ ଗାଁ ରେ ଆସ ଦେଖେଇ ଦେବି ଆଦିବାସୀ ଦେବୀଙ୍କର ମଣିଷ ଶରୀରର ପ୍ରବେଶ ର ଦୃଶ୍ୟ। ଦ୍ୱାପର, ତ୍ରେତୟା ଯୁଗ କଥା ଛାଡ । ସେଗୁଡ଼ାକ କିଏ ଲେଖିଥିଲେ ନା ସେ ଯୁଗରେ ଲୋକମାନେ ଅଛନ୍ତି।।।।।।ଜୟ ମାଁ ପ୍ରକୃତି ଦେବୀ।
ଜୟ ଶ୍ରୀ ରାମ ❤❤❤
God bless you sir thank s 🙏🌹 apana bujhi thibaru 100/right 👍
ଭାଇ jai shree ram ✝️
କିଏ କରାଇଛି ଧର୍ମ ପରିବର୍ତନ ✝️
ତାକୁ ଜେଲ୍ ହେଉ ପୁରା ଖ୍ରୀଷ୍ଟିଆନ୍ କୁ କଣ ପାଇଁ ✝️
Targate କରାଗଲା। ଖ୍ରୀଷ୍ଟିଆନ ଶବ୍ଦ କଣ ପାଇଁ ବ୍ୟବହାର✝️ ହେଲା✝️
ତା ମାନେ କଣ✝️
ମୋତେ ତୁ ୧କାରୋଡ ଦେ ମୁ ତ ଖ୍ରୀଷ୍ଟିଆନ୍ ରୁ କେବେ✝️ Hindu ହେବି ନାହିଁ ।✝️
ମୁଁ ତୋତେ ଲକ୍ଷେ ଟଙ୍କା ଦେବୀ କଣ ତୁ ହେବୁ✝️
ଜବାବ ଦେ✝️
Pagal
ତମ କଂଗ୍ରେସ ଯାହା କରିଛି ଆମେ ଆଯି ଭୋଗୁଛୁ ସମ୍ବିଧାନ ରେ ଧର୍ମ ନିରପେକ୍ଷତା କଂଗ୍ରେସ ଯୋଡିଛି,ତାର ଫାଇଦା ଖୀଷ୍ଟ୍ରୀୟାନ ମାନେ ଉଠାଇ ହିନ୍ଦୁ ମାନଙ୍କର ଧର୍ମ ପରିବର୍ତନ କରୁଛନ୍ତି।ଓ ପୃଥିବୀ ର ଏକମାତ୍ର ହିନ୍ଦୁ ଦେଶକୁ ଖୀଷ୍ଟ୍ରୀୟାନ ଦେଶ କରିଵା ପାଇଁ ଠିକା ନେଇଛନ୍ତି,ଯଦି ସଵୁ ଧର୍ମ ସମାନ ଭାଇଚାରା ର ବାର୍ତ୍ତା ଦେଉଛି ହିନ୍ଦୁ ମାନଙ୍କର ଧର୍ମ ପରିବର୍ତନ କାହିଁକି କରୁଛ।
ଠିକ୍ ବୁଝିଛ ଭାଇ
ଏହି ଫିଲ୍ମ ର ହିରୋ ସମ୍ବିତ ସେ ଜଣେ ହିରୋ ଆଉ ହିରୋ କୌଣସି ଧର୍ମ ଜାତିର ନୁହନ୍ତି, କାରଣ ତାଙ୍କ ର ଫିଲ୍ମ ସବୁ ଜାତି ଓ ସବୁ ଧର୍ମର ଲୋକ ଦେଖନ୍ତି, ଓ ଭଲ ପାଇବା ଦିଅନ୍ତି, ଏଣୁ ଏହି ବାଦବିବାଦ ଭିତରେ ସମ୍ବିତ୍ sir କେଉଁ ଧର୍ମ ଜାତି ଓକାହାର ଆସ୍ଥା କୁ ଆଘାତ ହେଲାପରି କଥା କହିବା ଠିକ୍ ନୁହଁ
ସମ୍ବିତ ସାର୍ କିଛି କହିନି
ସତ୍ କହିଥିବା ତ କ୍ଷମା ମିଳିଯିବ ଆଉ ଯେଉଁମାନେ ମିଛ କହନ୍ତି ତାକୁ ଈଶ୍ୱର କେବେ ବି କ୍ଷମା ଦେବନି ଈଶ୍ୱର ଜଳନ୍ତ୍ ନିଆ ତା ବିରୋଧରେ ଯେ ମିଛ କହେ ସେ ନିଆରେ ଜଳି ପୋଡ଼ି ନଷ୍ଟ ହେବ
The time is near 🙏 Amen
𝕬𝖑𝖑 𝖗𝖎𝖌𝖍𝖙 𝖘𝖎𝖗, 𝖇ut💐ତାପିକୁ ଟିକେ ଭଲରେ ବୁଝାଅ ମୁଣ୍ଡ ତାର କାମ କରୁନି
ଏହି film band hou
ହେବନି ❤❤❤❤❤
Hai jibo@@Everymoment_enjoy
Right
ଜାତି ଏକ ହେଲେ ଧର୍ମ ଏକ ହେବ, ଯେଉଁ ଦିନ ଓଡ଼ିଶାରେ ସବୁ ଜାତି ମଧ୍ୟରେ ବିବାହ ପାଇଁ ଝିଅ ଦିଆନିଆ ହେବ ସେଦିନ ଗୋଟିଏ ଧର୍ମ ହେବ।
ତପି ମିଶ୍ର ସେମିତି କହିନାହାନ୍ତି । ସେ ଜବରଦସ୍ତି ହିନ୍ଦୁ କରେଇବୁ କହୁଚି। ତମେ ଯାହା କହିଲ ଠିକ୍ କହିଲ ।ଧନ୍ୟବାଦ୍ ଭାଇ ତମେ ଠିକ୍ ବୁଝିଛ।
My dog name is tapi.
ଜୟ ଯୀଶୁ
Right 👍
Ok 👌
ତମେ କୁ ପ୍ରଚାରକ ପାକକୁ ଯାଇତି ଲୋ ପୃପ୍ dekava
Jay jagannath 🙏 🙏🙏
It's.not
Correct
ଭାଇ ତମେ ଟିକ ବୁଜୁଛ ସମସ୍ତେ ଏମିତି ବୁଝିବା ଦରକାର
U right bro
Flim re sata dekha jaichi. Sethi pai christian manankar gandi phatuchi laka mane Sata janile Au convert hebeni. Business band hei jibo😂
Khushire Christian hau ni ma. Sanatani ru Christian hebara bibhinna manishara bibhinna karana thae-
1) paisa pain
2) christianity re chakri paiba pain
3) dari ki
4) paristhitire padi
5) thik samayare kichhi problem solve hei thiba ( bilei kapalaku sika chhindila pari)
6) buli buli khaiba udyeshya
7) dari,cycle,bike,khilone,kambal etc.etc paiba udyeshyare
ତପି ମିଶ୍ରକୁ ତାକୁ କଣ ଠିକା ଦିଆ ଯାଇଛି କି, ଧର୍ମ ବିଷୟରେ କହିବାକୁ
ଭଉଣୀ ହସିଲି ରୁପ ଦେଖା ଦେଲା ହସ
ଜଗତରେ ହିଂସା ପ୍ରବେଶ କରିଛି,ଆଗରୁ କିଏ କରିଥିଲେ ?
ସବୁ ମିଥ୍ୟା ଆମେ ତ ବଞ୍ଚିବା ପାଇଁ କାମ କରିବାକୁ ପଢୁଛି ନାହିଁ
ଭାଈ ସନାତନ ଧର୍ମ ସତ୍ୟ ଏହାର ପ୍ରମାଣ ହେଉଛି କୁରୁକ୍ଷେତ୍ର ଗଲେ ସବୁ ଦେଖିବ
Tapi mishra bahut kahuchi
Thank you bro God bless you
Nai semane nija ichare heuchanti
Ja be micha kahuna
Jay,sriram,india,hindu,hindu,rastrare,hindu,rahibe,jay,sriram,
Ate dino pore gote hindu bhaira thik bichara sunibaku paili ❤are bhai mane jia jaha dharma ku palile tomora kn jauchi ame sabi indian sabuta gate manisha naa ,jahara sarira ra katile bi same blood bahariba so please au semiti kharap chinta dhara rakhantu nhi❤
ଆପଣଙ୍କର ଶୋଚ ବିଚାର ଭଲ ଭାଇ god bless you
ଟପି ପାଗଳ
Bhaai. Aapanna. Jadi. Paatha. Padi chhanti. , mona. Deiki. Gitaa, aau. Bibell. Padhantu. Taapare. Satya. Parameswar. Kie. Jaanni. Paaribe. Na. Jaanni. Paaruchhanti. Sorch. Kari. Bujhantu. Sambhi. Dhaan. Anusaare. Ok. Thank you 🙏
Baya ni lo Baya ni
Jai bharat mata ki jay 🇮🇳🚩🙏🙏🚩🇮🇳✊
100% sota katha ..ama gan re b lovo dekhai bahut lokanku christian dharma ku change Kara jaichi..
ଭାଇ ଠିକ୍ ଭୁଜି କହିଥିବାରୁ ଧନ୍ୟବାଦ
Se mane jete bele amo ଧର୍ମ କୁ ନିଦା karuchati. ତାର କଣ karajiba
Bhai ସଲୁଟ କରୁଛି ଏଇ ଦୁନିଆଁର ଲୋକ ବୁଝି ପାରୁନାହାନ୍ତି ମୂର୍ଖ ଦଳ.
Michha kahani re maaa
khichhi na jani kihichalichha dharma bisaya na jani manaechha kahi chalichha adibasi mulabasi hindu nuhanti hindu mugal nka gali adibasi nku hindu proof kale 1.5 crore miliba Science Journey Chennel re kahara dum achhi dekha sanatan budhist nka sabda
Ai film Jodi release hele jusu sohibe nahin America ro Hal dekhile
God bless you bhai
Hindu aau baki pantha kebebi equal heiparibani...
Last katha badia lagila tapi bhaira se nije kahochanthi but other video re christian mananko sekibaku 😮 se nije kan karuchi se nije janiparuni
Thik katha kahucho bhai
Hindu sastra kahe satya ,santi je daya kshyama e chari prabhunka mahima tapi pakha re kou ta achhi
Christian luka mane dhamak dianti nahi bhai bhul kahuchanti apano
God bless you sir tik koile
🕉 Namoh Narayan 🕉
Kichi nahi Bhai bas gote lick naba pai tapi ra nata Cristian muslim Hindu sabu saman
Thanks bhii bahuta bahuta dhanyabad etiki bughithibaru
Right bro 👍👍👍👍👍
Pongopadu gyani, a jugare subidha hela boli, manamutabak katha kahuchhu.
Right Bro 👍🙏🙏
Odia industries aou Emanaku aou content miluni sethipai a sabu drama
Bhai ame sabu akatu sameste Bhai Bhai rahiba darkar
ନଡ଼ିଆ ର ତିନି ତତେ ---jana
Bhai dinothau thau badalijao tapi misiro
Jisu Mera sath he
🕉 Namoh Shivaya 🕉
ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
Jai Sree Ram ❤
Film ban heijau
Iam sanatani
Flof flim
right bro very nice
Jaha heu bhai budhiro kotha gote kahile...
Kintu christian mananku badda baadi Kari kete nagative impact jaha pain... padhuchi sarbo samaaj upore taanku kie budhi sikheibo
Topi bhai pagol haela
Thank Bro.. Jay Bhim
You are right sir...
Always learn to Respect all the Religions
ସତ୍ୟ କୁ ଖଜ ସତ୍ୟ ତୁମ୍ଭକୁ ମୁକ୍ତ କରିବ
Jay shree Ram
Bhai appana jaha kahile prakruta thik Katha ❤❤❤❤
Movie super hebo 🥳
Thanks brother,tapi pagal helani
ଠିକ୍ କହିଅଛ
Ta cinema tu rakhe
Bai iloveu
👌👌👌🌹🌹🌹🌹🙏🙏🙏
ଠିକ କହିଛ ଭାଇ