Sanatani Filmକୁ ଖ୍ରୀଷ୍ଚିଆନଙ୍କ ବିରୋଧ, ତୁରନ୍ତ କରାଯାଉ ବନ୍ଦ || Protest in Gunupur - Rayagada

แชร์
ฝัง
  • เผยแพร่เมื่อ 2 ก.พ. 2025

ความคิดเห็น • 133

  • @mittho7926
    @mittho7926 7 ชั่วโมงที่ผ่านมา +26

    ଶୟତାନ ପରିକ୍ଷା କରୁଛି, ସାବଧାନ ଭାଇ ମାନେ,ଜାଗି ରହି ପ୍ରାର୍ଥନା କର,

    • @SanchitRanjanu2d
      @SanchitRanjanu2d 5 ชั่วโมงที่ผ่านมา

      @@mittho7926 au siye shayatan houchi jisu je odia adibasinku mindwash kariki nijara bhitare mara mari karuchi

  • @ManojKumar-ti6qp
    @ManojKumar-ti6qp 3 ชั่วโมงที่ผ่านมา +7

    ଜୟ ଶ୍ରୀ ରାମ❤❤❤

  • @TrilochanMahanta-k3h
    @TrilochanMahanta-k3h 5 ชั่วโมงที่ผ่านมา +20

    ସତ ଘଟଣା କହିଲେ ବାଧୁଛି

    • @NILAMANIHO
      @NILAMANIHO 4 ชั่วโมงที่ผ่านมา +1

      କ'ଣ ଜାଣିଛୁ ମେଣ୍ଢା

    • @Mrkk-js1on
      @Mrkk-js1on 2 ชั่วโมงที่ผ่านมา +2

      ​@@NILAMANIHOkahi tora kahi fatuchhi kichhi sata achhi sethie pai ta ate pala chalichhi kate movie galani hale kahi Kia ta roku nathile a sanatani re amite kan achhi sabu convert kari nka nida bhangi galani 😀😀😀

  • @samsanmajhi6167
    @samsanmajhi6167 7 ชั่วโมงที่ผ่านมา +23

    ଜୟ ଯୀଶୁ ଖ୍ରୀଷ୍ଟ ଆଶୀର୍ବାଦ କରନ୍ତୁ

    • @sujitgarnaik1345
      @sujitgarnaik1345 6 ชั่วโมงที่ผ่านมา +3

      @@samsanmajhi6167 ଜୟ word ta କଉଠୁ ଆଣିଲ 🤣🤣

    • @ashwinnayak2269
      @ashwinnayak2269 5 ชั่วโมงที่ผ่านมา +3

      @@samsanmajhi6167 sobu hindu 🕉️ mono ru hin ani chnti Jay jisu nuho
      Jay shri ram 🙏🙏

    • @Ramagouda-br7rm
      @Ramagouda-br7rm 4 ชั่วโมงที่ผ่านมา

      Kiche Kari pariboni
      Ama Hindu kahaku danunu

    • @ManashNayak-t9c
      @ManashNayak-t9c 3 ชั่วโมงที่ผ่านมา +1

      @@samsanmajhi6167 ଯୀଶୁ ନୁହେଁ କେବଳ ଜୟ ଜଗନ୍ନାଥ କହ

  • @UpendraHarijan-cq5wk
    @UpendraHarijan-cq5wk 7 ชั่วโมงที่ผ่านมา +14

    ବନ୍ଦ କରାଯାଉ ଚଳଚ୍ଚିତ୍ର

    • @sujitgarnaik1345
      @sujitgarnaik1345 6 ชั่วโมงที่ผ่านมา

      Bala na

    • @ashwinnayak2269
      @ashwinnayak2269 5 ชั่วโมงที่ผ่านมา +1

      Kichi bond hobo nai jouta soto c ta soto film ta reales hou
      Jaye shri ram

    • @trilochandhal3085
      @trilochandhal3085 5 ชั่วโมงที่ผ่านมา +1

      Jay Jagannath

    • @ManashNayak-t9c
      @ManashNayak-t9c 5 ชั่วโมงที่ผ่านมา +1

      ନାଁ ବଦ ହବନି

    • @Suman-G3d7
      @Suman-G3d7 4 ชั่วโมงที่ผ่านมา

      Band hebani

  • @PabitraDash-s7j
    @PabitraDash-s7j 6 ชั่วโมงที่ผ่านมา +8

    Jay shree ram ❤

  • @AkashSabar-y8z
    @AkashSabar-y8z 2 ชั่วโมงที่ผ่านมา +3

    ପ୍ରକୃତ କଥା ହେଲା ଖ୍ରୀଷ୍ଟିଆନ ଲୋକମାନେ ବୁଝିପାରୁନାହାନ୍ତି :- ଆଜ୍ଞା ଏହି ଫିଲ୍ମ ରିଲିଜ୍ ହେଲେ ଆପଣମାନେ କଣ ହିନ୍ଦୁ ହୋଇଯିବେ କି ,ଯୀଶୁଙ୍କୁ କଣ ଆପଣମାନେ ସେବା କରି ପାରିବେ ନାହିଁ କି , ଏହା ଏକ ଖ୍ରୀଷ୍ଟ ବିରୋଧୀ ଫିଲ୍ମ ହେଲେ ମଧ୍ୟ ଆପଣ ଜାଣିଛନ୍ତି ଶେଷ କାଳରେ ଅନେକ ଖ୍ରୀଷ୍ଟ ବିରୋଧୀ ବାହାରିବେ ବୋଲି ,,,ଆପଣମାନେ ଆପଣଙ୍କ ଲୋକମାନଙ୍କୁ ସଚେତନ କରି ରଖନ୍ତୁ ପୁଣି ଆପଣଙ୍କ ବିଶ୍ବାସ ଆପଣଙ୍କ ପାଖରେ ରଖନ୍ତୁ ,, ଆପଣ ଆପଣଙ୍କ ରାସ୍ତାରେ ଥାନ୍ତୁ ,,,,,ଏହି ଫିଲ୍ମ ଦ୍ଵାରା ମଧ୍ୟ ଗୋଟିଏ ଯୀଶୁଙ୍କର ପ୍ରଚାର କଲା ଭଳି ହେଉଛି,,ଏହି ଫିଲ୍ମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେଉଁ ହିନ୍ଦୁ ଲୋକମାନେ ଖ୍ରୀଷ୍ଟିଆନ ହୋଇଛନ୍ତି ସେମାନଙ୍କୁ ପୁଣି ହିନ୍ଦୁ କୁ ଫେରାଇ ଆଣିବା,,,,,ସତରେ ଯଦି ଆପଣମାନେ ଯୀଶୁଙ୍କୁ ଗ୍ରହଣ କଲେ ତେବେ ଏହି ଫିଲ୍ମ ଦ୍ଵାରା କାହିଁକି ଆପଣମାନେ ପୁଣି ହିନ୍ଦୁ କୁ ଫେରିବେ ।

  • @sajangarada4249
    @sajangarada4249 6 ชั่วโมงที่ผ่านมา +7

    Praise,god❤❤❤,ଜୟ,ଯୀଶୁ❤❤❤

  • @mohanpratinga1866
    @mohanpratinga1866 5 ชั่วโมงที่ผ่านมา +12

    ଏହି ସିନେମା ବନ୍ଦ ହେବା ଦରକାର

    • @krushanachbhoikbabu2706
      @krushanachbhoikbabu2706 4 ชั่วโมงที่ผ่านมา

      ଖ୍ରୀଷ୍ଟିଆନ ମାନେ ସଙ୍ଖ୍ୟା ଲଘୁ ସମ୍ପ୍ରଦାୟ ହୋଇ ହିନ୍ଦୁ ଧର୍ମର ଜନଜାତି କୋଟା ହଡପ କରୁଛ ଏଥିପାଇଁ
      ଆମ ସନାତନ ହିନ୍ଦୁ ଧର୍ମର ଜନଜାତି ବିରୋଧ କରିବୁ।

  • @sirennayak797
    @sirennayak797 5 ชั่วโมงที่ผ่านมา +6

    ଜୟ ଯୀଶୁରାଜା 🙏

  • @PrinceAnil-lq6rl
    @PrinceAnil-lq6rl 6 ชั่วโมงที่ผ่านมา +9

    ମହା କୁମ୍ଭ ମେଳା ଚାଲିଛି ଅଧିକ ଆଉ ରଙ୍ଗ ଦେଖାଇବା ଭଲ ନୁହେଁ। ମହା କୁମ୍ଭ ମେଳା ସରିଲେ ତମ ଲେଖା ଦେଖା ହବ। ତମେ ମାନେ ଓଡ଼ିଶାରେ ବୋହୁତ ରଙ୍ଗ ଦେଖାଇଲ,ସାଧୁ , ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ 🚩🚩🚩 ଜୟ ଶ୍ରୀ ରାମ 🙏🙏🙏

    • @subashmajhi2341
      @subashmajhi2341 5 ชั่วโมงที่ผ่านมา

      Sa​@@PrinceAnil-lq6rl ଗୁଣପୁର ଆଶନ୍ତୁ ଆରେ ଭାଇ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଆଦିବାସୀ କାହାକୁ ଦମକଦେଉଛ ସମ୍ବିଧାନ 51A ଆଗ ପଢିବା ଦରକାର

    • @mtandicreations1951
      @mtandicreations1951 5 ชั่วโมงที่ผ่านมา

      @@PrinceAnil-lq6rl tu ki6i b kari paribuni

    • @ManishaNaik-xo6bl
      @ManishaNaik-xo6bl 5 ชั่วโมงที่ผ่านมา +1

      @@PrinceAnil-lq6rl tu jadi gote bandara pila gote pabara pila magia karidekheibu jadi 12 bandia heithibu kariparibuni

    • @tutupujari0808
      @tutupujari0808 4 ชั่วโมงที่ผ่านมา +1

      Tama hindu religion re naked hehiki ki sadu hehicha laja lagunahi ki. Eita hi Tama sanskruti

    • @sunshineshobha9971
      @sunshineshobha9971 4 ชั่วโมงที่ผ่านมา

      @@PrinceAnil-lq6rl bewakoof , kete lok male j dekhbu jaa , saale paap krucha aau pani thi budi dele paap kami jiba bahuchare gadha maane , paap kana dehar maela aae j dhui hei jiba , aau tui safa hei jibu , hindu maane ta patha padhi kri v murukha , nai padhla lok kete murkh , tor , tui v muri baagi hebu , jenta murti akhi thai b nai dekhi pare , kaan thile b nai suni paare , murti nije hale nai ki jhule nai , bimari k uthei kri nela bagir nesa k j , se murti fer tate chala re vokdo

  • @Chandrasekharsab
    @Chandrasekharsab 6 ชั่วโมงที่ผ่านมา +7

    ଏହି ଫିଲ୍ମ ବନ୍ଦ ନକରାଯାଉ. ଜେୟ ଅଧିବାସୀ 🕉️🕉️🕉️🕉️

  • @krushanachbhoikbabu2706
    @krushanachbhoikbabu2706 4 ชั่วโมงที่ผ่านมา +4

    ଯେଉଁମାନେ ସନାତନ ହିନ୍ଦୁ ଧର୍ମ ଛାଡ଼ି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଛ ତମ ମାନଙ୍କର ଆଗାମୀ ଦିନରେ କୋଟା କଟିବ କାହିକିନା ଖ୍ରୀଷ୍ଟିଆନ ଧର୍ମ ମିଇନରିଟି
    ଆଦିବାସୀ ଶବ୍ଦ କହି କୋଟା ହଡପ କରୁଛ

    • @Shreenukumar13
      @Shreenukumar13 2 ชั่วโมงที่ผ่านมา

      Sanatani dharma kou god banei thila bhaina

    • @rajeshofficialnk4709
      @rajeshofficialnk4709 2 ชั่วโมงที่ผ่านมา

      ତୁ କଣ ମୁଣ୍ଡି ଟା କି 😂😂😂

  • @bikrammallick2787
    @bikrammallick2787 4 ชั่วโมงที่ผ่านมา +2

    Praise the lord

  • @Suman-G3d7
    @Suman-G3d7 4 ชั่วโมงที่ผ่านมา +3

    Jay Shree Ram❤❤❤

  • @Abhimanyu-fy3dz
    @Abhimanyu-fy3dz 6 ชั่วโมงที่ผ่านมา +3

    ଏହିପରି କିଛି ଦିନ ତଳେ ମୋଗଲ ଦାବି କରୁଥିଲେ କାଶ୍ମୀର ଫାଇଲ ରିଲିଜ ନକରିବା ପାଇଁ
    ଯୋଉଟା ସତ ସେଇଟା କୁ କଣ ପାଇଁ ଡ଼ରୁଛ ବର୍ଣ ଶଙ୍କର

  • @JayantimaniSuna
    @JayantimaniSuna 3 ชั่วโมงที่ผ่านมา +2

    Yeshu hi mohan haa our kohi bi nahi hai haleluya haleluya haleluya ✝️🙏

  • @DilipSoren-pe1mx
    @DilipSoren-pe1mx 5 ชั่วโมงที่ผ่านมา +10

    ତମେସଳା ଖ୍ରୀଷ୍ଟିଆନ ଆମ ଆଦିବାସୀ ଭାଇ ଭଉଣୀ ମାନଙ୍କୁ ପ୍ରଲୋଭନ ଦେଖାଇ କାହିଁକି ଖ୍ରୀଷ୍ଟିଆନ କରୁଛ

    • @tutupujari0808
      @tutupujari0808 5 ชั่วโมงที่ผ่านมา

      What's your religion. You can't see most of the adivasi are saying themselves as hindu. What do you say about this.

    • @subashmajhi2341
      @subashmajhi2341 4 ชั่วโมงที่ผ่านมา

      Bhai sabu mich kia kahaku kichi diantini

    • @PGHSSNUADIHI
      @PGHSSNUADIHI 3 ชั่วโมงที่ผ่านมา

      ଯଦି ଆଦି ବାସୀ ତୁମର ତାଙ୍କୁ ଘର ଭଡା ଦେବାକୁ କାହିଁକି ଚାହୁଁ ନ।

    • @Digalsgaming11
      @Digalsgaming11 2 ชั่วโมงที่ผ่านมา

      Bhai tome mane kebe too adivasi bhai bhauni manaku pakoucha 😅

    • @ashokbhuyan8404
      @ashokbhuyan8404 ชั่วโมงที่ผ่านมา

      ​@@subashmajhi2341ଭାଇ ଆଦିବାସୀ ମାନେ କେବେ ଭାରତ ବର୍ଷରେ ତ ଖ୍ରୀଷ୍ଟିଆନ୍ ନଥିଲେ ମୁଁ ଜଣେ ଆଦିବାସୀ ଆମେ ସବୁ ହିନ୍ଦୁ ଧର୍ମ ସହିତ ଜଡ଼ିତ କିନ୍ତୁ ତୁମ ଭଳି କିଛି ଆଦିବାସୀ ଭାଇ ମାନେ ହିଁ ଖ୍ରୀଷ୍ଟିଆନ୍ ଦଲାଲ୍ ମାନଙ୍କ ର ମିଛ ଭ୍ରଷ୍ଟାଚାର ପାଇଂ ଆଜି ଆଦିବାସୀ ସଂସ୍କୃତି ଲୋପ ପାଇବାକୁ ଗଲାଣି କାହିଁକି ନା ଆମେ ପ୍ରକୃତିର ଉପାସନା କରୁଥିଲେ ଆଉ ଆମର ସବୁ ପର୍ବ 12 ମାସରେ ତେର ପରବ ରହୁଛି କିନ୍ତୁ ଦୁଃଖର କଥା କି କଉ christian ଦଲାଲ୍ ମାନେ ଆମ ଆଦିବାସୀ ଭାଇ ମାନଙ୍କୁ ତାଂକର ସରଳତାର ପାଇଦା ଉଠେଇ ସବୁ Convert ହେଇଗଲେ ତାହା ପ୍ରତି ଟିକେ ଧ୍ୟାନ ଦେଇଥିଲେ ଆମ ଆଦିବାସୀ ସଂସ୍କୃତି ବଞ୍ଚିକି ରହିଥାନ୍ତେ ଆଦିବାସୀ ମାନେ କଣ ତୁମେ ଜାଣିନ ତେଣୁ ବେଶୀ ରେ ତୁମେ ମାନେ ହିଁ ସବୁ Convert ହେଇଗଲ ମୁଁ ଭଲରେ ଜଣା ଆମ ଅଞ୍ଚଳର ବହୁ ଲୋକ ଖ୍ରୀଷ୍ଟିଆନ୍ ଦଲାଲ୍ ମାନେ ବିଭିନ୍ନ ମାଧ୍ୟମରେ ପ୍ରଲୋଭନ ଦେଖାଇ Convert କରାଇଛନ୍ତି କିନ୍ତୁ ଟିକେ ଆଦିବାସୀ ହେଇ ମଧ୍ଯ ତୁମକୁ ଟିକେ ଲାଜ ଲାଗିବା କଥା କି ଆମେ କଣ ଥିଲେ ଆଉ ଧର୍ମ ଆମର କଣ ଥିଲା ସେଇଟା ବି ଜାଣିନ ପୁଣି ଖ୍ରୀଷ୍ଟିଆନ୍ ଧର୍ମ ପୁଣି ପ୍ରଚାରକୁ ଆପଣଉଛ ତୁମକୁ ଟିକେ ଲାଜ ଲାଗୁନି ଆଦିବାସୀ ଅସ୍ତିତ୍ୱ ତୁମ ମାନଙ୍କ ପାଈଁ ହିଁ ଆଜି ଲୋପ ପାଇବା କୁ ଗଲାଣି ତାହା ପ୍ରତି ଟିକେ ସଚେତନତା ରୁହ ଅନ୍ୟ ଲୋକଙ୍କୁ ବୁଝାଅ REALITY ମୁଁ ଜାଣିଛି ଆମ ଆଦିବାସୀ ଲୋକଙ୍କୁ ଏମିତି Convert କରାଯାଉଛି ଏହି ଖ୍ରୀଷ୍ଟିଆନ୍ ଦଲାଲ୍ ମାନଙ୍କ ପାଈଁ ଆଦିବାସୀ ସଂସ୍କୃତି ଓ ପରମ୍ପରା ସମ୍ପୂର୍ଣ୍ଣ ଭାବେ ଲୋପ ପାଇଗଲାଣି ଆଦିବାସୀ ଭାଇ ମୋର ଅନୁରୋଧ କି ନିଜର ପରିଚୟ ଟିକେ ବଜାୟ ରଖ ଯଦି ରଖି ପାରୁନ ତାହାହେଲେ ଆଦିବାସୀ ଜାତି ରୁ ହଟି ଯାଅ 🙏🥲🥲💯

  • @Naturalviewsagain
    @Naturalviewsagain 5 ชั่วโมงที่ผ่านมา +2

    Glory to God 🙏🙏🙏

  • @ashokbhuyan8404
    @ashokbhuyan8404 ชั่วโมงที่ผ่านมา +1

    ଭାଇ ଆଦିବାସୀ ମାନେ କେବେ ଭାରତ ବର୍ଷରେ ତ ଖ୍ରୀଷ୍ଟିଆନ୍ ନଥିଲେ ମୁଁ ଜଣେ ଆଦିବାସୀ ଆମେ ସବୁ ହିନ୍ଦୁ ଧର୍ମ ସହିତ ଜଡ଼ିତ କିନ୍ତୁ ତୁମ ଭଳି କିଛି ଆଦିବାସୀ ଭାଇ ମାନେ ହିଁ ଖ୍ରୀଷ୍ଟିଆନ୍ ଦଲାଲ୍ ମାନଙ୍କ ର ମିଛ ଭ୍ରଷ୍ଟାଚାର ପାଇଂ ଆଜି ଆଦିବାସୀ ସଂସ୍କୃତି ଲୋପ ପାଇବାକୁ ଗଲାଣି କାହିଁକି ନା ଆମେ ପ୍ରକୃତିର ଉପାସନା କରୁଥିଲେ ଆଉ ଆମର ସବୁ ପର୍ବ 12 ମାସରେ ତେର ପରବ ରହୁଛି କିନ୍ତୁ ଦୁଃଖର କଥା କି କଉ christian ଦଲାଲ୍ ମାନେ ଆମ ଆଦିବାସୀ ଭାଇ ମାନଙ୍କୁ ତାଂକର ସରଳତାର ପାଇଦା ଉଠେଇ ସବୁ Convert ହେଇଗଲେ ତାହା ପ୍ରତି ଟିକେ ଧ୍ୟାନ ଦେଇଥିଲେ ଆମ ଆଦିବାସୀ ସଂସ୍କୃତି ବଞ୍ଚିକି ରହିଥାନ୍ତେ ଆଦିବାସୀ ମାନେ କଣ ତୁମେ ଜାଣିନ ତେଣୁ ବେଶୀ ରେ ତୁମେ ମାନେ ହିଁ ସବୁ Convert ହେଇଗଲ ମୁଁ ଭଲରେ ଜଣା ଆମ ଅଞ୍ଚଳର ବହୁ ଲୋକ ଖ୍ରୀଷ୍ଟିଆନ୍ ଦଲାଲ୍ ମାନେ ବିଭିନ୍ନ ମାଧ୍ୟମରେ ପ୍ରଲୋଭନ ଦେଖାଇ Convert କରାଇଛନ୍ତି କିନ୍ତୁ ଟିକେ ଆଦିବାସୀ ହେଇ ମଧ୍ଯ ତୁମକୁ ଟିକେ ଲାଜ ଲାଗିବା କଥା କି ଆମେ କଣ ଥିଲେ ଆଉ ଧର୍ମ ଆମର କଣ ଥିଲା ସେଇଟା ବି ଜାଣିନ ପୁଣି ଖ୍ରୀଷ୍ଟିଆନ୍ ଧର୍ମ ପୁଣି ପ୍ରଚାରକୁ ଆପଣଉଛ ତୁମକୁ ଟିକେ ଲାଜ ଲାଗୁନି ଆଦିବାସୀ ଅସ୍ତିତ୍ୱ ତୁମ ମାନଙ୍କ ପାଈଁ ହିଁ ଆଜି ଲୋପ ପାଇବା କୁ ଗଲାଣି ତାହା ପ୍ରତି ଟିକେ ସଚେତନତା ରୁହ ଅନ୍ୟ ଲୋକଙ୍କୁ ବୁଝାଅ REALITY ମୁଁ ଜାଣିଛି ଆମ ଆଦିବାସୀ ଲୋକଙ୍କୁ ଏମିତି Convert କରାଯାଉଛି ଏହି ଖ୍ରୀଷ୍ଟିଆନ୍ ଦଲାଲ୍ ମାନଙ୍କ ପାଈଁ ଆଦିବାସୀ ସଂସ୍କୃତି ଓ ପରମ୍ପରା ସମ୍ପୂର୍ଣ୍ଣ ଭାବେ ଲୋପ ପାଇଗଲାଣି ଆଦିବାସୀ ଭାଇ ମୋର ଅନୁରୋଧ କି ନିଜର ପରିଚୟ ଟିକେ ବଜାୟ ରଖ ଯଦି ରଖି ପାରୁନ ତାହାହେଲେ ଆଦିବାସୀ ଜାତି ରୁ ହଟି ଯାଅ 🙏🥲🥲💯

  • @sikari_surya
    @sikari_surya 4 ชั่วโมงที่ผ่านมา +6

    Sanatani blockbuster movie haba❤
    Jay shree Ram ❤
    Jay sanatani ❤

    • @PGHSSNUADIHI
      @PGHSSNUADIHI 3 ชั่วโมงที่ผ่านมา

      @@sikari_surya ମୁଁ ଖ୍ରୀଷ୍ଟିଆନ ନୁହଁ ଜଣେ ହିନ୍ଦୁ କିନ୍ତୁ ଯେଉଁ blockbuster କଥା କହିଲ ସେଇଟା ଆଶର୍ଯ୍ୟ ଲାଗୁଛି।

    • @sikari_surya
      @sikari_surya 3 ชั่วโมงที่ผ่านมา

      @PGHSSNUADIHI ତମେ ଆଗରୁ ହିନ୍ଦୁ ଥିଲ ଏବେ ହଲେଲୁୟା ହେଇଥିବ 🤪

  • @KabitaHikaka-e5k
    @KabitaHikaka-e5k 5 ชั่วโมงที่ผ่านมา +2

    Praise the Lord ❤❤

  • @sandeepmangaraj2142
    @sandeepmangaraj2142 3 ชั่วโมงที่ผ่านมา +2

    Jay shree ram 🙏

  • @Damodarsinghsamad
    @Damodarsinghsamad 7 ชั่วโมงที่ผ่านมา +3

    Ati sunder bhai...amen

  • @BachanPradhan-rj9ry
    @BachanPradhan-rj9ry 6 ชั่วโมงที่ผ่านมา +1

    ଜୟେ ଯୀଶୁ ❤❤❤❤❤

  • @KasamKumar-w4o
    @KasamKumar-w4o 7 ชั่วโมงที่ผ่านมา +13

    ସମସ୍ତେ ଏହି ରlଲି ରେ ଯୋଗୋ ଦେବା ଆବଶ୍ୟକ

    • @apmlovers...2806
      @apmlovers...2806 6 ชั่วโมงที่ผ่านมา

      ✅✅✅

    • @Skstarvlog3735
      @Skstarvlog3735 4 ชั่วโมงที่ผ่านมา +1

      ଚାଉଳ ମିଳିଛି 😂

    • @barnabashpradhan1485
      @barnabashpradhan1485 4 ชั่วโมงที่ผ่านมา

      ​@@Skstarvlog3735ତମ ମାନଙ୍କୁ ଚାଉଳ ମିଳିଲେ ଖାଉନଥିବ ଭିକାରୀ ଗୁଡ଼ାକ ରାସ୍ତା କଡ଼ରେ ମନ୍ଦିର ପାଖକୁ ଯାଇ ଭିକ ମାଗୁଛ

  • @sunilkumarsethi4561
    @sunilkumarsethi4561 2 ชั่วโมงที่ผ่านมา

    Har har Mahadev

  • @peternaik9607
    @peternaik9607 4 ชั่วโมงที่ผ่านมา +1

    Good👍

  • @ImmanuelNag
    @ImmanuelNag 4 ชั่วโมงที่ผ่านมา +1

    ବନ୍ଦ୍ କରାଯାଉ

  • @NirojNirojsikha
    @NirojNirojsikha 6 ชั่วโมงที่ผ่านมา +2

    ଫିଲ୍ମ କୁ ପହେଲା ଦେଖ,କଣ ବିବାଦ ଅଚ୍ଛି,ଫିଲ୍ମ ମେକର କହୁଛନ୍ତି ସେମିତି କିଛି ଦୃଶ୍ୟ ନାହିଁ, ତା ପରେ ବି ଏ ସବୁ ଡ୍ରାମା କଣ ପାଈଁ,

  • @RajuMajhi-gm7zw
    @RajuMajhi-gm7zw 8 ชั่วโมงที่ผ่านมา +2

    ଭଲ କରିଛନ୍ତି କିନ୍ତୁ ଭୟାନ ଦେବାର ଥିଲା ଭଲରେ,, ଏହା ଭାରତୀୟ ସରକାର ଗ୍ରହଣ କରିବା ଆବଶ୍ୟକ ଅଟେ

  • @BijuNayak-q5m
    @BijuNayak-q5m 2 ชั่วโมงที่ผ่านมา

    Bann karajau immediately I am Christian ❤❤

  • @visionnayak4308
    @visionnayak4308 5 ชั่วโมงที่ผ่านมา +1

    Always learn to Respect all the Religions in India...We are all INDIAN

  • @JishayaSahar
    @JishayaSahar 6 ชั่วโมงที่ผ่านมา +1

    I from Gunupur❤❤

  • @sunilkumarsethi4561
    @sunilkumarsethi4561 2 ชั่วโมงที่ผ่านมา

    Jay Shri Ram

  • @Ismael-zq6rn
    @Ismael-zq6rn 5 ชั่วโมงที่ผ่านมา +1

    He Prabhu jisus tumbha Amara sohaya hua

  • @user-wf7og4el9m
    @user-wf7og4el9m 5 ชั่วโมงที่ผ่านมา +1

    ସତ କଥାକୁ ଡରିବାର କାରଣ କ'ଣ ? 😂😂😂

  • @Skstarvlog3735
    @Skstarvlog3735 4 ชั่วโมงที่ผ่านมา

    ସନତାନି ଫିଲ୍ମ ହେବ ଯିଏ କହିବ ତା କୋଟା ହଟାଯାଉ କେତେ ଜ୍ଞାନୀ ଚାଉଳ ବସ୍ତା ବାଲ ଜଣା ପଡ଼ିବ😂

  • @rajesharautaray8109
    @rajesharautaray8109 5 ชั่วโมงที่ผ่านมา +1

    Jay shree ram

  • @SabitaDhanful
    @SabitaDhanful 3 ชั่วโมงที่ผ่านมา +1

    God is great sobunkor gote jisu

  • @Lillybehera-y5c
    @Lillybehera-y5c 7 ชั่วโมงที่ผ่านมา +1

    God bless you all 🙏🙏. Thik katha.love me Jesus.

  • @apmlovers...2806
    @apmlovers...2806 6 ชั่วโมงที่ผ่านมา +1

    Govt Of odisha immediately arest karajau

  • @Abhimanyu-fy3dz
    @Abhimanyu-fy3dz 6 ชั่วโมงที่ผ่านมา

    କେହି ଜାଣିନଥିଲେ କାଶ୍ମୀର ରେ କଣ ହେଉଥିଲା ବୋଲି କାଶ୍ମୀର ଫାଇଲ ରିଲିଜ ପରେ ଜନତା ଜାଣିଲେ ପ୍ରକୁର୍ତ୍ତ ରେ ସେଠି କଣ ହେଉଥିଲା
    ସେହିପରି ଆଜମୀର ରେ କଣ ହେଉଥିଲା କେହି ଜାଣିନଥିଲେ ଆଜମୀର 92 ରିଲିଜ ରେ ସତ ଜଣାପଡିଲା
    ସେହିପରି ଓଡିଶା ରେ କଣ ହେଉଛି ସନାତନୀ ରିଲିଜ ରେ ଜଣାପଡିବ

  • @sailantpatmajhi7199
    @sailantpatmajhi7199 3 ชั่วโมงที่ผ่านมา

    That movi should be stop

  • @ChagalaSamal-g2v
    @ChagalaSamal-g2v 5 ชั่วโมงที่ผ่านมา +1

    Maxmuim Rayagada Damba mane Christian heichanti, samasta nku gharwapai kara jau.

  • @rehansorenofficial3418
    @rehansorenofficial3418 7 ชั่วโมงที่ผ่านมา +1

    Bangladesh bholia hobo😂😢😮😊😊

  • @raghunathguruna
    @raghunathguruna 4 ชั่วโมงที่ผ่านมา

    କିଛି କରିପାରିବେ ନାହିଁ

  • @DavidKumar-bk4if
    @DavidKumar-bk4if 4 ชั่วโมงที่ผ่านมา

    God bless you gunupur block Kristian Manongku

  • @bitapurty6170
    @bitapurty6170 7 ชั่วโมงที่ผ่านมา +4

    Kritiyan fanti yadi bond hebo
    Hele lako aau kritiyan hene nahee
    Joy shri ram❤❤❤❤❤❤❤❤

    • @rihanpadal8673
      @rihanpadal8673 7 ชั่วโมงที่ผ่านมา

      @@bitapurty6170 ତମେ କହୁଚ ରାମଚନ୍ଦ୍ର ହେଉଚି ଭଗବାନ ତାହା ହେଲେ ଶୁଣେ ମୁର୍ଖ - ରାମଚନ୍ଦ୍ର 14 ବର୍ଷ ବନବାସ କରି ଥିବା ସମୟରେ ସ୍ଵର୍ଣ୍ଣ ହରିଣ କି ପିଶାଚ ତାହା କେମିତି ଜାଣି ପାରିଲେ ନାହିଁ, ସେ ଗୋଟେ ଭଗବାନ ନା ହେଲେ ଜାଣି ପାରିଲେ ନାହିଁ କେମିତି, 2- ସୀତା ହରଣ କିଏ କଲା ତାହା ବି ସେ ଜାଣି ପାରିଲା ନାହିଁ ଆଉ ବାନରଙ୍କ ସାହାର୍ଯ୍ୟ ନେଇ ଥିଲା, ସୀତା ହରଣ ହେଇ କୋଉଠି ଅଛି ତାହା ମଧ୍ୟ ସେ ଜାଣି ନାହିଁ, 3- ରାବଣ ଙ୍କୁ କେମିତି ହରେଇବ ତାହା ବି ସେ ଜାଣି ନାହିଁ,
      4- ଭାଇ ଲକ୍ଷ୍ମଣଙ୍କୁ କଉ ଜଡ଼ିବୁଟି ରେ ଭୋଲ ହେବ ତାହା ମଧ୍ୟ ସେ ଜାଣି ପାରିଲା ନାହିଁ, 4- ଅନ୍ୟ ର କଥା ଶୁଣି ସୀତାଙ୍କୁ ଅଗ୍ନି ପରୀକ୍ଷା କରାଇଲା, ମାନେ ଭଗବାନ ହେଇ ନିଜ ସ୍ତ୍ରୀ ଉପରେ ବିଶ୍ୱାସ ନାହିଁ, ସେ କେମିତି ଭଗବାନ ହେଲା,,
      @# ଆଉ ଏବେ ଆସିବା କୃଷ୍ଣଙ୍କ ଉପରେ - କୃଷ୍ଣ ହେଉଛନ୍ତି ଦେବକୀଙ୍କ ଅଷ୍ଟମ ପୁତ୍ର, ଆଉ କୃଷ୍ଣଙ୍କ ବଡ ଭାଇ ମାନେ କୁଆଡେ ଗଲେ, ସେ ମାନେ ଭଗବାନ ହେଲେ ନାହିଁ କେମିତି,
      @#- ଏବେ ଆସିବା ଶିବଙ୍କ ପାଖକୁ - ପାର୍ବତୀ ଏମିତି କେତେ ଦିନ ପର୍ଯ୍ୟନ୍ତ ଗାଧୋଇ ନ ଥିଲେ ଯେ ତାଙ୍କ ଦେହ ମଳିରୁ ଗୋଟେ ପୁତ୍ର ଗଢ଼ି ଦେଲେ, ଆଉ ଗଟେ କଥା ହେଲା ପାର୍ବତୀ ଗଢି ଥିବ ପୁତ୍ରଙ୍କୁ ଶିବ କେମିତି ଚିହ୍ନି ପାରିଲେ ନାହିଁ ଆଉ ବୋଧ କରି ଦେଲେ, ,
      ଗୋଟେ କାହାଣୀ ବା ଗଳ୍ପଙ୍କୁ ତମେ ମାନେ ଭଗବାନ ମାନିଲେ ହେବ ନାହିଁ,,, ମନୁଷ୍ୟ କେମିତି ଭଗବାନ ହେବେ ଟିକେ କହିବ କି?
      ବାଇବଲ ଅଧ୍ୟୟନ କର ଜାଣିବ, ଯେ ଯୀଶୁଖ୍ରୀଷ୍ଟ ମନୁଷ୍ୟ ନ ଥିଲେ କିଓବା ସେ ମନୁଷ୍ୟଙ୍କ ଦ୍ଵାରା ଜନ୍ମ ଗ୍ରହଣ କରି ନ ଥିଲେ, ଆତ୍ମାଙ୍କ ଦ୍ଵାରା ଅଭିଷେକ ହେଇ ଜନ୍ମ ଗ୍ରହଣ କରି ଥିଲେ, ,,
      ତିନଟି କିଲ ରେ ସେ ମରି ନ ଥିଲେ, ତାଙ୍କେ ନିଜେ ନିଜ ପ୍ରାଣ ତ୍ୟାଗୀ ଥିଲେ ଆଉ ତୃତୀୟ ଦିନରେ ପୁଣି ଉଠି ଥିଲେ, ମୃତ୍ୟୁ ବିଜୟୀ ହଇ ଥିଲେ,,,

  • @suniltanty2811
    @suniltanty2811 5 ชั่วโมงที่ผ่านมา +1

    Jay shree ram..fim ku bandh kara nahi

  • @AmitNayak-cz3ij
    @AmitNayak-cz3ij 17 นาทีที่ผ่านมา

    E mananku faren patha jau😂😂🎉

  • @BudhiaSabar-oe6fd
    @BudhiaSabar-oe6fd 6 ชั่วโมงที่ผ่านมา +1

    Jay sree ram ram

  • @manojkuldeep5619
    @manojkuldeep5619 5 ชั่วโมงที่ผ่านมา

    Jay maski

  • @sunilkhosla6617
    @sunilkhosla6617 7 ชั่วโมงที่ผ่านมา +1

    Praise the lord AMEN

  • @SwapnaPaik-l5f
    @SwapnaPaik-l5f 4 ชั่วโมงที่ผ่านมา

    ଯେତେବେଳେ ଇଂରେଜମାନେ ଭାରତରୁ ତଡା ଖାଇ ଇଂଲଣ୍ଡ ରେ ଯାଇ ରହିଲେ, ଏମାନେ ଯଦି ତଡା ଖାଇବେ କୋଉଠି ଯାଇ ରହିବେ 🤣🤣🤣

    • @ManishaNaik-xo6bl
      @ManishaNaik-xo6bl 2 ชั่วโมงที่ผ่านมา

      Toro g re dhadi achhiki tadibaa pain world re kete taa Christian county achhi janichhu jadi janinu google kariki dekhe bhai

  • @ChabilaLima-o8n
    @ChabilaLima-o8n 4 ชั่วโมงที่ผ่านมา

    ଫିଲ୍ମ ରିଲିଜ୍ କରାଯାଉ 🙏

  • @gangadharpujari6634
    @gangadharpujari6634 4 ชั่วโมงที่ผ่านมา +1

    ଜୟ ଶ୍ରୀହନୁମାନ

  • @RanjitBaliarsingh-l1d
    @RanjitBaliarsingh-l1d 7 ชั่วโมงที่ผ่านมา

    Ready bro

  • @AnishKumarDash
    @AnishKumarDash 4 ชั่วโมงที่ผ่านมา

    Jahara bapa maa thik nahanti semane sei dharma change karibe 😂

  • @RanaPratapBibhar
    @RanaPratapBibhar 5 ชั่วโมงที่ผ่านมา

    ତମେ ସଲେ ହିନ୍ଦୁ ଆମ ହିନ୍ଦୁ ଲୋକଙ୍କୁ ଜାତିରେ ବନ୍ତୁଛ କାହିଁକି । ଯା ଫଳରେ ଆମ ହିନ୍ଦୁ ଲୋକ ପରିସ୍ଥିତିରେ ପଡ଼ି ଅନ୍ୟ ଧର୍ମ ଆଡ଼କୁ ଯିବାକୁ ବାଧ୍ୟ ହେଉଛନ୍ତି ।

    • @ManishaNaik-xo6bl
      @ManishaNaik-xo6bl 5 ชั่วโมงที่ผ่านมา

      Jia haauchhi taku bujhaunu be bhai kahuchhu magia puni

  • @DkchouhanDkchouhan-p7f
    @DkchouhanDkchouhan-p7f ชั่วโมงที่ผ่านมา

    Band heu ye Film Kaha Dharm Birodha re ki culture Birodhare Bane...

  • @Skstarvlog3735
    @Skstarvlog3735 4 ชั่วโมงที่ผ่านมา

    ଏ ମାଗି ଆ ଗୁଡା ଚାଉଳ ପାଇଁ ଧର୍ମ ପରିବର୍ତନ କରିଛନ୍ତି।କୋଟା ହଟାଯାଉ।
    ଯଦି ଏତେ ଜ୍ଞାନୀ ମାଗି ଆ ଙ୍କ ବାଳ ଜଣ ପଡିବ ପରୀକ୍ଷା ରେ କଞ୍ଚା ମାଗି ଆ ତମେ

    • @Gendua081
      @Gendua081 3 ชั่วโมงที่ผ่านมา +1

      @@Skstarvlog3735 toh bapo chawal deite hindu heijibe 😜

    • @Mrkk-js1on
      @Mrkk-js1on 2 ชั่วโมงที่ผ่านมา

      Are M
      Bhai pagala kota hatie dale ju 30% Mark rakhi pass kari government job pauna sia au miliba ni nija ago pachari dekhila tama kate loka kota hatiba ku kahuthibe

  • @ajeriabaravlog8104
    @ajeriabaravlog8104 2 ชั่วโมงที่ผ่านมา

    BJP ro to jati jati dharma dharma sahito ladheiba kamo

  • @prakashchandrajena2660
    @prakashchandrajena2660 6 ชั่วโมงที่ผ่านมา +1

    Tume sabu bidharmi

  • @benejargomango
    @benejargomango 5 ชั่วโมงที่ผ่านมา

    ଡ଼ରୁଛ କାଇକି

  • @bhabanimohanta7752
    @bhabanimohanta7752 7 ชั่วโมงที่ผ่านมา +2

    Chup re ruha bhai mane kau manisha.. Kau religion ku control kari paribeni... Hindu rastra rr himdutya ku support karile hin vala

    • @mtandicreations1951
      @mtandicreations1951 5 ชั่วโมงที่ผ่านมา

      Tama hindu dharma ku kana hei6i je support karibe

    • @ManishaNaik-xo6bl
      @ManishaNaik-xo6bl 5 ชั่วโมงที่ผ่านมา

      Darigalu re bhai to comment padhiki

  • @KhudiramMunda-v4g
    @KhudiramMunda-v4g 2 ชั่วโมงที่ผ่านมา

    Kichhi sunantuni collector sir tankari katha jatebele amane gain gain buli dharma prachara karuthile .kahi kahi ta aapanku complan karuno thile, to sanatan movie pai a manakara kan prabhaba paduchhi?

  • @ABst19
    @ABst19 5 ชั่วโมงที่ผ่านมา

    Kehi kichhi dharma ku manani ki samvidhan bisayare dhyan diantu nahi nija family ku dekhantu loka nku sahajya karantu paribesa prati dhyan diantu normal life style rakhantu❤sabu bekar ae

  • @visionnayak4308
    @visionnayak4308 5 ชั่วโมงที่ผ่านมา

    Ban this movie

  • @SimanchalaRaita-fi4io
    @SimanchalaRaita-fi4io 2 ชั่วโมงที่ผ่านมา

    Amo Hindu mane hete daridra ki? semane Tonka pahi Christian hehuchanti.

  • @benejargomango
    @benejargomango 5 ชั่วโมงที่ผ่านมา +2

    କିଛି କରିପାରିବେ ନାଇଁ

  • @AlokRout-x5x
    @AlokRout-x5x 5 ชั่วโมงที่ผ่านมา

    Tame mg mane sabu

  • @SaratkumarNayak-to8cb
    @SaratkumarNayak-to8cb 6 ชั่วโมงที่ผ่านมา +1

    Bhai mane Pobitro Bible amoku jonae probhu Jeesunko bina anumoti re kichhi ghotenahi ebong probhu Jesunko namore somosto bisoyo sadhyo probhu ehipori somoyare hueto amoku prarthonare thiba durbolotaku sudruda coribacu prerona deuchonti . Jagotico bhabe ame sorokari podokhepo nneba bholo kintu ame jeebito poromeswaroncu dacuchu se amo poristity re amopai nohrlebi tanco djsrmicota pai oo tanco gourobo pai nijo rajyo oo nijo jonotanco urokhya nischoyo koribe se tanc biswasincu kebe lojito hebacu debenahi, hele ame procruto biswasi hoi atmaro sohitoJeesuncu sohauota nimonte anurodho, nibedono, prarthona somoste coriba abosyoco . Bhoyavit no hoi soyotanro somosto sokticu prarthonare dhomoco diontu amo probhu Jeesu ajii modhyo rajotwo coru achonti se amocu premo coru thibaru moro surokhya modhyo koribe. Jeebit poromesworo probhu Jeesuncoro gourobo prosonsa heu.

  • @PrinceBagh-f8y
    @PrinceBagh-f8y 6 ชั่วโมงที่ผ่านมา

    Emiti chalcitra adau thik nuha

  • @azizsk5735
    @azizsk5735 6 ชั่วโมงที่ผ่านมา

    Band karajao nahala danga haba final ready ruha

    • @alexanderfleming7906
      @alexanderfleming7906 3 ชั่วโมงที่ผ่านมา

      Donga hele kou mane besi fosibe 😂😂😂

  • @balarajudalai1036
    @balarajudalai1036 6 ชั่วโมงที่ผ่านมา

    Christian Bhai mananku moro namaskar jaha karichanti bhala karichanti India is secular country moro gotie request Christian hei Hindu certificate niontu nahin Hindu Bhai mananku chakiri Kariba pain sujogo diontu dayakari sc st certificate nei chakiri karantu nahin praise the lord

  • @anuranjanekka8376
    @anuranjanekka8376 6 ชั่วโมงที่ผ่านมา

    ପୁଲିସ ହେଉ କିମ୍ବା ସରକାର ହିନ୍ଦୁ ଲୋକମାନେ ଯାହାବି କ୍ରାଇମ କରିବେ ସବୁ ଠିକ?????????

    • @suniltanty2811
      @suniltanty2811 5 ชั่วโมงที่ผ่านมา +1

      Aeita hindustan...re bhai...
      Jay shree ram...

    • @IASaspairant
      @IASaspairant 5 ชั่วโมงที่ผ่านมา +1

      ହଁ ମାଆଘିଆଁ ଏଇଠି କେବଳ ହିନ୍ଦୁ ଲୋକ ରହିବେ , ଦେଶ ଛାଡ଼ି ପଳା ଶଳା

    • @ManishaNaik-xo6bl
      @ManishaNaik-xo6bl 5 ชั่วโมงที่ผ่านมา

      ​@@IASaspairant to maa jautakaru anithila daripila magi a tome Nepal palao be

    • @LuluSabhanayak-k3y
      @LuluSabhanayak-k3y 4 ชั่วโมงที่ผ่านมา

      @@IASaspairant ta ortho bramha samosto pruthibi ku srusti kori nahanti na .hindu eko michho dhormo

    • @subashmajhi2341
      @subashmajhi2341 4 ชั่วโมงที่ผ่านมา

      ସମ୍ବିଧାନ 51A କଣ କହୁଛି ବନ୍ଧୁ ​@@IASaspairant

  • @alexanderfleming7906
    @alexanderfleming7906 3 ชั่วโมงที่ผ่านมา

    Jou adivasi mane nijo dhormo chhadi onyo dhormo ku chali jai chhonti semankar reservation kati dele thik line ku polei asibe 😃😃