ଫାଣ୍ଡିରେ ସବୁ ପୋଲିସ୍ ଅଛନ୍ତି ଲୁଙ୍ଗିରେ ! Bhadrak Kenduapada police Station irregularities.

แชร์
ฝัง
  • เผยแพร่เมื่อ 8 ธ.ค. 2023
  • ଫାଣ୍ଡିରେ ସବୁ ପୋଲିସ୍ ଅଛନ୍ତି ଲୁଙ୍ଗିରେ ! Bhadrak Kenduapada police Station irregularities. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv.com/
    Like Our Facebook Page
    : / pratidinodisha
    Subscribe To Our TH-cam Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv.com/

ความคิดเห็น • 600

  • @manojsahoo1105
    @manojsahoo1105 7 หลายเดือนก่อน +148

    ଏହା ମହିଳା ଙ୍କ ପ୍ରତି ଅସ୍ନମାନ । ପୋଲିସ ବିରୁଦ୍ଧ କେସ ହେବା ଉଚିତ୍।

    • @debabajubandho2556
      @debabajubandho2556 7 หลายเดือนก่อน +1

      😢😮

    • @sumanishere5161
      @sumanishere5161 7 หลายเดือนก่อน +1

      Nabin sarkar re hin emiti huye 😅 #modi_sarkar_lao 🧡

    • @mamatahansdah3794
      @mamatahansdah3794 6 หลายเดือนก่อน +2

      Right

    • @AamaGaonAamaMati
      @AamaGaonAamaMati 6 หลายเดือนก่อน

      🙏🙏🙏

    • @kuhuofficial795
      @kuhuofficial795 6 หลายเดือนก่อน

      Suit a case of criminal misconduct
      And outrage of women modesty then they will learn how to conduct their duties.... Jai hind

  • @dillipkumarsahoo1133
    @dillipkumarsahoo1133 7 หลายเดือนก่อน +126

    ଏମାନେ ନିଜ ଘର କରି ଦେଇଛନ୍ତି, ଆଉ ସରକାର ପୋଲିସ ଙ୍କୁ କପଡା ଦେବ ପାଇଁ ପଇସା ନାହିଁ। ଦରିଦ୍ର ସରକାର 🤪🤣😂

  • @DEEPANKAR_SINGH99
    @DEEPANKAR_SINGH99 7 หลายเดือนก่อน +87

    ଏ ଟାଉଟରିଆ ପୋଲିସ୍ ମାନେ ତାଙ୍କ Uniform ଵିକି ମଦ ପିଇଦେଇଛନ୍ତି ଵୋଧେ ସେଥିପାଇଁ ଏମିତି ଲୁଙ୍ଗି ଗାମୁଛା ପିନ୍ଧି ଵୁଲୁଛନ୍ତି ।

  • @bnayak2202
    @bnayak2202 7 หลายเดือนก่อน +99

    ଛି ଗୋଟେ ଗରିବ ମା ର ଲୁହ ତୁମକୁ ଦେଖା ଯାଉନି, ତୁମେ ରକ୍ଷକ ନା ଭକ୍ଷକ

    • @durgeshnandinpanda2999
      @durgeshnandinpanda2999 7 หลายเดือนก่อน +2

      Semane....kaha katha sunantini agyaan....
      Kebala tanka neiki situation badalei dele mo akhi samnare..

    • @AamaGaonAamaMati
      @AamaGaonAamaMati 6 หลายเดือนก่อน

      🙏🙏🙏

    • @mtutyunjaya3186
      @mtutyunjaya3186 6 หลายเดือนก่อน +3

      ବହୂତ ବଢ଼ିଆ କହିଛନ୍ତି ଧନ୍ଯବାଦ ପୋଲିସ କୁ ବିରୋଧୀ କର❤❤❤ମା ର ଦୁଖ ବୁଜ

  • @ramachandra2341
    @ramachandra2341 7 หลายเดือนก่อน +74

    ଏଟା ପରା ଆମ ଓଡିଶା,ନବୀନ ଓଡିଶା ର ଶାସନ ଲୁଙ୍ଗୀ କଣ ଚଢି ପିନ୍ଧି ଡୁଟି କରି ପାର,,!🤣🤣🤓🤓😂😂

  • @user-mw3ib8jk9x
    @user-mw3ib8jk9x 6 หลายเดือนก่อน +17

    ପ୍ରତିଦିନ ଟିଭି କୁ ଧନ୍ୟବାଦ

  • @thefactliveodisha
    @thefactliveodisha 7 หลายเดือนก่อน +46

    ଲୁଙ୍ଗି ପୋଲିସ ଝିନ୍ଦାବାଦ

  • @VillageVloggerSagar
    @VillageVloggerSagar 7 หลายเดือนก่อน +29

    ମାଗେଣା ଖାଇ ଖାଇ ପେଟ ଓହଳି ଗଲାଣି ଡ୍ରେସ୍ ଟାଇଟ୍ ହଉଥିବ ମାଗିହାଙ୍କୁ

  • @shinquanone8714
    @shinquanone8714 7 หลายเดือนก่อน +51

    ବଢିଆ। ମଜା ଆସିଗଲା।😅😅😅😅😅। ଖାଲି ଟାରେ ପୋଲିସ୍ ଚାକିରୀ କରୁଚି ସେ।

  • @bikashroul217
    @bikashroul217 7 หลายเดือนก่อน +46

    😅😅😅 ଧନ୍ଯ ତମେ ପୋଲିସ ରେ .. ଏଇ ଭଳି ପୋଲିସ ମାନକ ପାଇଁ ସବୁ ପୋଲିସ ବଦ୍ନାମ ..

  • @sushantakumarpradhan1719
    @sushantakumarpradhan1719 6 หลายเดือนก่อน +11

    ଧନ୍ୟ ତୁମ ଶାସନ ହେ ନବୀନ ବାବୁ ଧନ୍ୟ ତୁମ ମାକୁ ସମ୍ମାନ ଲଜ୍ୟା ଲଜ୍ୟା।

  • @harekrishnaratha6376
    @harekrishnaratha6376 6 หลายเดือนก่อน +6

    ସାମ୍ବାଦିକ ଙ୍କୁ ଧନ୍ୟବାଦ
    ବିଷୟ ଟି ବହୁତ ଖୁସି ଲାଗିଲା,

  • @BandakiSunil-qc1vw
    @BandakiSunil-qc1vw 7 หลายเดือนก่อน +20

    ଲୁଙ୍ଗି ପିନ୍ଧିବାର ଅଛି ଯଦି ପୋଲିସ ଚାକିରି ଛାଡ଼ି ଦଉନ ଆପଣ ମାନେ ମଣିଷ ନା ପଶୁ କିଛି ବୁଝି ହଉନି

  • @PAPUMALLIK299
    @PAPUMALLIK299 7 หลายเดือนก่อน +27

    ଅଭଦ୍ର ଅଳିଆ ପୋଲିସ

  • @ajitkumarpalai6881
    @ajitkumarpalai6881 7 หลายเดือนก่อน +38

    ଏମାନେ Police କମ ଧାନକଟାଳି ମଜୁରିଆଙ୍କ ଭଳି ବେଶୀ ଲାଗୁଛନ୍ତି।😂😂😂😂😂

    • @OdiaTipsAk
      @OdiaTipsAk 6 หลายเดือนก่อน +1

      Right 👍

  • @sukantimallick1372
    @sukantimallick1372 7 หลายเดือนก่อน +28

    Police station club house କଣ କରିବା ଆମ ଦେସ ସାଷାନ,,

  • @AshokKumar-si1wh
    @AshokKumar-si1wh 7 หลายเดือนก่อน +15

    ପୋଲିସ ସରକାର ପାଇଁ କାମ କରୁଛି, ଲୋକ ପାଇଁ ନୁହେଁ

  • @krushna582
    @krushna582 7 หลายเดือนก่อน +15

    ସେ police station ର ସମସ୍ତ police କର୍ମଚାରୀ କୁ dismiss କରାଯାଉ ଏବଂ ସେ ଫଣ୍ଡି କୁ ବନ୍ଧ କରାଯାଉ

  • @manasranjanjena3588
    @manasranjanjena3588 7 หลายเดือนก่อน +11

    ଓଡ଼ିଆରେ ଗୋଟେ କଥା ଅଛି ହେଁ ହେଁଇଆ ଠାକୁର କୁ ନେଫଡା ପୂଜାରୀ (ସରକାର ଯେମିତି ପୋଲିସ ସେମିତି ) ଲମ୍ବା ସମୟ ର ସରକର ରହିଲେ ଏମିତି ହେବ

  • @ramachandraojha5172
    @ramachandraojha5172 6 หลายเดือนก่อน +2

    🙏ଏଇଟା ପରା ଆମ ସରକାର 🙏

  • @ramakantabarik4944
    @ramakantabarik4944 7 หลายเดือนก่อน +9

    ଏ ହେଉଛି ନବୀନ ସରକାରଙ୍କ ବିକାଶ ର ଚିତ୍ର

  • @binapanilenka
    @binapanilenka 7 หลายเดือนก่อน +19

    ନବିନ୍ ସରକାର ଙ୍କ ର ଲୁଙ୍ଗି ପିନ୍ଧା ପୋଲିସ

  • @bidyadharsamal992
    @bidyadharsamal992 7 หลายเดือนก่อน +11

    ସେ ସବୁ ମାଆ ଘିଆ ଙ୍କୁ କାଢ଼ି ଦିଆ ଆମକୁ ଭାରତୀ କର

  • @kalandisingh4787
    @kalandisingh4787 7 หลายเดือนก่อน +8

    ଏ ମାନକୁ ବହିସ୍କାର କରାଯାଉ

  • @Manash853
    @Manash853 7 หลายเดือนก่อน +2

    ଏ ନବିନ ବାବୁଙ୍କ ବିଭାଗ ର ପୋଲିସ୍ ମାନେ....ଜାଗ ଜନତା ଜାଗ କାଲିବି ତୁମ ପାଳି ଅସିପାରେ

  • @niranjanrout7717
    @niranjanrout7717 7 หลายเดือนก่อน +3

    ଛି ଛି ଓଡ଼ିଶାର ସରକାର ଲାଜ ଲାଗୁନି

  • @Amazingmrpintu
    @Amazingmrpintu 7 หลายเดือนก่อน +9

    DGP Or SP should be take an action against them.. Please🙏🙏🙏

  • @user-wx6xf5ge8p
    @user-wx6xf5ge8p 7 หลายเดือนก่อน +7

    ଆରେ ପୁଲିସ ମାମୁଁଙ୍କର ତଳ ଜିନିଷଟା ଅଧିକ୍ ଗରମ୍
    ହେଇଯାଇଛି ସେଥି ପାଇଁ ଗାମୁଛା /ଲୁଙ୍ଗି ପିନ୍ଧି ବୁଲୁଛନ୍ତି . ଆଓ ରାତିରେ ତଳ ଜିନିଷ ଥଣ୍ଡା ହେଇଯିବ ସେତେବେଳ ବର୍ଦ୍ଧି ପିନ୍ଧି ବୁଲିବେ .

    • @user-hu6fz8os9f
      @user-hu6fz8os9f 6 หลายเดือนก่อน

      😅😅😅😂😂

  • @pinkynaik3191
    @pinkynaik3191 7 หลายเดือนก่อน +3

    E Vedeo jiye karichhi taku dhanyawad

  • @jiten8709
    @jiten8709 7 หลายเดือนก่อน +4

    ପଇସା ଦେଇକି ଚାକିରି କଲେ, ଏମିତି ହୁଏ. 😂😂

  • @kartikelectricalwork9473
    @kartikelectricalwork9473 6 หลายเดือนก่อน +1

    ଅତି ସୁନ୍ଦର ଭାବରେ duty କରୁଛନ୍ତି ଫାଣ୍ଡି ବlଲ l😂

  • @prabirgreenfriendsodisha1609
    @prabirgreenfriendsodisha1609 6 หลายเดือนก่อน +3

    ଧିକ ଆମ ସରକାରୀ ବେବସ୍ଥା

  • @chittaranjannaik1636
    @chittaranjannaik1636 7 หลายเดือนก่อน +7

    ଡ୍ରେସ ବିକି କି ମଦ ପିଇ ଦେଲେ ଆମ ପୋଲିସ ଭାଇ ମାନେ

  • @dhananjayaseth7190
    @dhananjayaseth7190 6 หลายเดือนก่อน

    Dhanyawad odisha cm

  • @DontMindDost
    @DontMindDost 7 หลายเดือนก่อน +3

    ପୋଲିସ ବିନା ବର୍ଦ୍ଧି ନାହିଁ... ସେମାନେ ମୁହଁ କଳା କରୁଛେ.... ଥାନାରେ କଳା କୋଠରୀ ରେ..... ଏହା ବାହାର ଲୋକଙ୍କୁ ଅଛପା.... ତଦନ୍ତ କରାଯାଉ.....😢😢😢

  • @rabindrarathor1013
    @rabindrarathor1013 6 หลายเดือนก่อน

    କେନ୍ଦୁ ପଡ଼ା ପୋଲିସ ଫାଣ୍ଡି କୁ award ଓ prize ଦିଆଯାଉ । DG sir ଙ୍କୁ ଅନୁରୋଧ ଏ ମନଙ୍କୁ ସମ୍ମାନିତ କରନ୍ତୁ।

  • @RamakantaAbhi
    @RamakantaAbhi 6 หลายเดือนก่อน +1

    ଶଳା ଭାବୁଛନ୍ତି ଗୋଟେ ଧର୍ମଶାଳା

  • @anantanaik549
    @anantanaik549 7 หลายเดือนก่อน +1

    Apana Mane khusi ta

  • @bijaymatia977
    @bijaymatia977 7 หลายเดือนก่อน +4

    ପାଇଲେ ଖୁମ୍ପିବେ, ଏନୁ ଲୁଙ୍ଗି ପିନ୍ଧିଛନ୍ତି।

  • @RKB_1985
    @RKB_1985 7 หลายเดือนก่อน +6

    ଏହି ପୋଲିସ ଅଫିସର ମାନେ ଉଚ୍ଚ ଶିକ୍ଷିତ heithibe ସେଥି ପାଇଁ duty time re ଏମିତି ଡ୍ରେସ ପିନ୍ଧି ଥିଲେ l
    ମୋର ଅନୁରୋଧ ରହିବ ଏମାନଙ୍କୁ ଅୱାଡ଼ିଂ ଦିଆଯାଉ suspend pain ଭାଇ ଜଣଙ୍କ କହୁଛନ୍ତି don't do it . ସେମାନଙ୍କ ର family ଅଛନ୍ତି l ଏମାନେ ଯେମିତି କେତେ ବଡ଼ criminal ki ଭୁଲ କରିଦେଲେ ଯେ suspend କରାଯିବ

    • @ayasakasyapa4840
      @ayasakasyapa4840 7 หลายเดือนก่อน

      Right padmashree diajau😂😂😂😂 ...Gariba niriha lokanku dhari neta nka pressure lokanku harasment Kariba ahimananka kama....

  • @bijayakumarmohanty8180
    @bijayakumarmohanty8180 7 หลายเดือนก่อน +2

    ଏବି ଗୋଟେ ନବୀନ ଯୋଜନା

  • @parameswarbehera6502
    @parameswarbehera6502 6 หลายเดือนก่อน

    Salute pratidin Tv,You see home dept,is under our CM.Judgement is yours.

  • @lokanathbehera8577
    @lokanathbehera8577 7 หลายเดือนก่อน +9

    Are odisha Police 🚓 Lungi police jindabad jindabad 😂😂😂😂😝😆🤣

  • @fakirmohanmohanta4418
    @fakirmohanmohanta4418 7 หลายเดือนก่อน +4

    ଚାକିରିରୁ ବିଦା କର 😢

  • @bpdhoni222
    @bpdhoni222 6 หลายเดือนก่อน +1

    ଆରେ ନା ଭଦ୍ରକ ଜିଲ୍ଲା
    ହେଲେ ଲୋକ ଶବୁ ଅଭଦ୍ର ଏଇଠି

  • @gaurangacharanasahu6033
    @gaurangacharanasahu6033 7 หลายเดือนก่อน +1

    Jay jaganatha Jay odisha

  • @sumitsingh6607
    @sumitsingh6607 7 หลายเดือนก่อน

    That's great presentation

  • @user-dt4js2yo3i
    @user-dt4js2yo3i 17 วันที่ผ่านมา

    A.video.jiye.karichi.taku.dhanyawad

  • @bikramcharanmalik6734
    @bikramcharanmalik6734 2 วันที่ผ่านมา

    Good news.
    Thank you br.

  • @surendrapradhan3323
    @surendrapradhan3323 7 หลายเดือนก่อน +1

    Waoooo Odisha Police.....👍

  • @user-xo1qj8pp9c
    @user-xo1qj8pp9c 2 วันที่ผ่านมา

    ଯୋଉ ପୋଲିସ ପବ୍ଲିକ ଉପରେ ଦାଦା ଗିରୀ କରୁଛି ସେ ପୋଲିସ ଯୋଗ୍ୟତାହିନ କୁ ଚାକିରୀରୁ ବହିସ୍କାର କରି ଓଡ଼ିଶାରୁ ଶିକ୍ଷିତ ଯୁବକ ମାନ ଙ୍କୁ ପୋଲିସ ଚାକିରୀରେ ନିଯୁକ୍ତି କରାଯାଉ ଅମାନେ ପବ୍ଲିକ୍ ମାନ ଙ୍କୁ ପୋକ ମାଛି ପରି ଭାବୁଛନ୍ତି ଦିର୍ଘ୍ 24ବର୍ଷ ହେବ ଏମାନଙ୍କୁ BJP ସରକାର୍ ତୁରନ୍ତ ଶାସନ କର ନ୍ତୃ ଏହା ଓଡ଼ିଶା ବାସୀ ଙ୍କ ର ନିବେଦନ ଜୟ ଶ୍ରୀ ରାମ

  • @Reyanshdash123
    @Reyanshdash123 7 หลายเดือนก่อน

    Right subasis bhai

  • @dayaanddaya1920
    @dayaanddaya1920 7 หลายเดือนก่อน +4

    ଓଡିଶା ସରକାର ର ଶାସନ ତ ଏଇୟା ! govt.ର under ରେ police

  • @titudakua5743
    @titudakua5743 7 หลายเดือนก่อน +1

    ଏ ସବୁଗୁଡାକୁ ପଦଵୀ ରୁ ବାହାର କରାଯାଉ ଏଠି କଣ ଲୁଙ୍ଗିଡେନସ୍ ଚାଲିଛି,

  • @prakashkumarpanda467
    @prakashkumarpanda467 7 หลายเดือนก่อน +2

    ଭାଇ ଲୁଙ୍ଗିତ ପିନ୍ଧିଛନ୍ତି
    ଲଙ୍ଗଳା ତହୋଇନାହାଁ

  • @biveshrosansahoo2433
    @biveshrosansahoo2433 7 หลายเดือนก่อน +3

    ପୁଲିସ ବାବୁ ଙ୍କୁ ଲୁଙ୍ଗି ପିନ୍ଧି ବାକୁ ଯଦି ଏତେ ଈଛା ତାହେଲେ ଚାକିରୀ ରୁ ଵାହାର କରିଦେଲେ ସଵୁଦିନେ ଘରେ ବସି ଲୁଙ୍ଗି ପିନ୍ଧୁଥିଵେ।😅

  • @subhabratamishra4465
    @subhabratamishra4465 6 หลายเดือนก่อน

    ଏହା ୨୦୨୪ ର ନୂତନ୍ ସର୍‌କାର୍‌ଙ୍କର୍‌ ପୋଲିସ୍‌ ପାଇଁ ନୂଆ ୟୁନିଫର୍ମ୍ ର ପ୍ରଚାର୍ ।

  • @anantasamal5654
    @anantasamal5654 7 หลายเดือนก่อน

  • @sundargarhsng9463
    @sundargarhsng9463 7 หลายเดือนก่อน

    Nice coverage .....

  • @rameshrao6605
    @rameshrao6605 6 หลายเดือนก่อน +1

    great job jemti sarkar semiti sasan 😢😢😢😢

  • @HarishKumar-yh5sk
    @HarishKumar-yh5sk 6 หลายเดือนก่อน

    ଆଜ୍ଞା ନବୀନ ଶାସନ ରେ ନ୍ୟାୟ ତାହାର ବାଟରେ ଯିବ ଧନ୍ୟ ରେ ତୁମ ଜିବୀନ | ମାରିବା ସମୟରେ ନାମ ଖରାପ କରୁଛ

  • @user-je4dt4jf7g
    @user-je4dt4jf7g 6 หลายเดือนก่อน

    ❤❤❤❤

  • @gsmahapatra2709
    @gsmahapatra2709 6 หลายเดือนก่อน

    ଅନୁସାଶନରେ ଫାଣ୍ଡି ଅଧିକାରୀ ପୋଲିସ କର୍ମଚାରୀଙ୍କୁ ନୋବେଲ ପୁରସ୍କାର ଦେବା ଦରକାର।
    😭😭😭😭😭
    ଦଣ୍ଡ ବିଧାନ ଆଇନ ଧାରା କୁ ଖାତିରି ନାହିଁ ।

  • @ranjanpradhan8423
    @ranjanpradhan8423 6 หลายเดือนก่อน

    ଇଏ ନୁହେଁ ବହୁତ ଜାଗାରେ ଚାଲିଛି ପୋଲିସ ଦାଦାଗିରି । କିନ୍ତୁ ସେ ପୋଲିସ ବୋଲି ଲୋକମାନେ ଭୟରେ କିଏ କିଛି ଅଭିଯୋଗ କଲେ ତାହା କାଯ୍ୟକାରି ହେଉନାହିଁ । କିନ୍ତୁ ଯେତେବେଳେ ଜନତା ତାତିବେ ସେଦିନ ସମସ୍ତଙ୍କର ନିଦ ଭାଙ୍ଗିବ । ରକ୍ଷକ ଏ ମୂର୍ଖମାନଙ୍କୁ କିଏ କହିବ ଆଜି ଓଡିଶା ସରକାର ଦେଖନ୍ତୁ ସମସ୍ତଙ୍କୁ ଚାକିରିରୁ ବିଦା କରାଯାଉ

  • @user-mw3ib8jk9x
    @user-mw3ib8jk9x 6 หลายเดือนก่อน

    ଅନ୍ଧ ରାଜ୍ୟ

  • @simanchalpattnaik3678
    @simanchalpattnaik3678 6 หลายเดือนก่อน

    Should be strong action against such as police

  • @jagabandhujena9476
    @jagabandhujena9476 6 หลายเดือนก่อน

    Haa jaganatha odisha ku Tika shha huaa🙏🙏

  • @Mrpradhan0077
    @Mrpradhan0077 7 หลายเดือนก่อน +1

    ଅପେକ୍ଷା କର ଖାଲି ପାଣ୍ଡୁ ସରକାର ଆସୁ, ଏବେ ତ ଗାମୁଛା ଅଛି ଆଗକୁ ଖାଲି ଚଡି ରେ ରେ ଥିବେ

  • @papunimaharana6910
    @papunimaharana6910 7 หลายเดือนก่อน +2

    ଓଡ଼ିଶା ରେ ଏମିତି ହଉଛି କଣ କରା ଜିବ ଓଡ଼ିଶା ସରକାର ଜିନ୍ଦା ବାତ ନବୀନ ବାବୁ ଇଲେକ୍ସନ ଆଗରୁ ଉପହାର ଦେଇଛନ୍ତି ଲୁଘି ଗାମୁଛା 😂😂😂😂

    • @user-hu6fz8os9f
      @user-hu6fz8os9f 6 หลายเดือนก่อน

      😂😂😂😂😂

  • @pravkakarnayak9117
    @pravkakarnayak9117 6 หลายเดือนก่อน

    ଲୁଙ୍ଗି ପିନ୍ଧା ପୋଲିସ ଜିନ୍ଦାବାଦ, ନବିନ ଓଡ଼ିଶା ଜିନ୍ଦାବାଦ, ଧନ୍ୟ ତୁ ନବୀନ, କେବଳ ବିଜେଡି କୁ ଭୋଟ ଦିଅ ।

  • @mtutyunjaya3186
    @mtutyunjaya3186 6 หลายเดือนก่อน +1

    😢😢😢😢🙏🙏🙏😭😭😭ମା ର ଦୁଖ

  • @saratpati8945
    @saratpati8945 6 หลายเดือนก่อน

    Nice news, emi tikka news asiba darkar.

  • @user-xr5lh8vw1u
    @user-xr5lh8vw1u 6 หลายเดือนก่อน

    Bhai tike kotha

  • @sushantarout4872
    @sushantarout4872 7 หลายเดือนก่อน +1

    ଏହା ଓଡିଶା ପାଇଁ ଲଜ୍ୟା ର କଥା

  • @asantatarai1072
    @asantatarai1072 7 หลายเดือนก่อน

    Odisha sarkar

  • @debashishdas2600
    @debashishdas2600 7 หลายเดือนก่อน

    Same on our system

  • @edisondas626
    @edisondas626 6 หลายเดือนก่อน

    Dhanya odisha police

  • @surendramoharana6643
    @surendramoharana6643 7 หลายเดือนก่อน +3

    It is nuaa odisha.

  • @Amazingmrpintu
    @Amazingmrpintu 7 หลายเดือนก่อน

    Dhanya tame police babu

  • @sasmitaparida8864
    @sasmitaparida8864 7 หลายเดือนก่อน

    Very sad

  • @sanatansagar8114
    @sanatansagar8114 7 หลายเดือนก่อน +2

    Sabu magiha ପୋଲିସ ଅଧିକାରୀ କୁ suspend କର,,,, ନୂଆ ପିଲା କୁ ଭର୍ତି କର,,,,,,😊

  • @lovelygita
    @lovelygita 6 หลายเดือนก่อน

    Odisha sarakara

  • @jchoudhury274
    @jchoudhury274 7 หลายเดือนก่อน +1

    A ମାନେ ପୋଲିସ ଫାଣ୍ଡି କୁ ଘର ବନାଇ ଛନ୍ତି ଏ ହେଉଛି 5 T ସରକାର

  • @RomanticSatya3
    @RomanticSatya3 6 หลายเดือนก่อน

    Subhashis bhai great ❤️🙏

  • @ramachandramurmu6108
    @ramachandramurmu6108 7 หลายเดือนก่อน +4

    Jay... Lungi Police 🚓 Ama Odisha 😂😂😂

  • @user-ly7nq6yc1z
    @user-ly7nq6yc1z 6 หลายเดือนก่อน +1

    ଏହା ଦେଖି ଲଜ୍ୟା ଲାଗୁଛି

  • @debashismohanty2528
    @debashismohanty2528 7 หลายเดือนก่อน

    Should Take sevier action by authority.

  • @AshokKumar-si1wh
    @AshokKumar-si1wh 7 หลายเดือนก่อน +2

    ସରକାର ଯେମିତି ଚାକିରିଆ ସେମିତି

  • @debabratabehera6590
    @debabratabehera6590 6 หลายเดือนก่อน +1

    ଅଫିସ ରେ ଏତିକି ଘରେ ତ ପୁରା ଲଙ୍ଗଳା

  • @abhaynaik3606
    @abhaynaik3606 7 หลายเดือนก่อน +1

    ପୋଲିସ ଚାକିରୀ ସବୁଠୁ ଆରାମ ଦାୟକ ଚାକିରୀ.... ଖାଇ ପିଇ କି ପେଟ ବାହାର କଲେ ହେଲା!

  • @Amazingmrpintu
    @Amazingmrpintu 7 หลายเดือนก่อน

    Aieta tanks ghara ta auu.... Wow odisha police...

  • @abhiramdas9561
    @abhiramdas9561 6 หลายเดือนก่อน

    Jay Navin sir

  • @uttamdas9353
    @uttamdas9353 6 หลายเดือนก่อน

    Take action against police

  • @ranunayak5735
    @ranunayak5735 8 วันที่ผ่านมา

    ଏ ସଳା ପୋଲିସ ବାଲାଙ୍କୁ ଛାଞ୍ଚୁଣି କିଳା ଦରକାର ହେଲାଣି

  • @sameerjena931
    @sameerjena931 7 หลายเดือนก่อน +1

    best video and best news of the year....emitia video dekhao .
    news channel politician pachare najai e bhaliya video karantu please

  • @hareshchandranaik8065
    @hareshchandranaik8065 7 หลายเดือนก่อน +1

    Please DGP quickly investigating and take strong action

  • @yosloslweuis6771
    @yosloslweuis6771 7 หลายเดือนก่อน +1

    Au kichi Diana pare chadi pindhiki basibe

  • @sahoobalia8114
    @sahoobalia8114 7 หลายเดือนก่อน +1

    ତ୍ରେସେ ବିକି ମଦ ପିଇଦେଇ ଛନ୍ତି

  • @Singdharani113.Youtuber
    @Singdharani113.Youtuber 4 วันที่ผ่านมา

    ଆପଣ ମାନେ ଖୁସି ta

  • @user-yd7dq7ij6w
    @user-yd7dq7ij6w หลายเดือนก่อน

    Smane.thik