TAPANGA VIDEO || UNEXPLORED BEAUTY OF NIJIGARH || KHORDHA || ODISHA
ฝัง
- เผยแพร่เมื่อ 18 ก.ย. 2024
- Tapang #viralplacetapang #Nijigarh #youtube_subscribers #youtube #thefotowalla
DISCLAIMER :
We do not promote any place or Product in this video .Video Shot for entertainment purpose only .Viewers are requested to visit at sole discretion & take care of personal safety .The Fotowalla don't take any responsibilities for any incident or mishappening.
Khordha District Administration Declares Nijigarh Tapang As Prohibited Area.
Travel vlog-
DEOJHAR WATERFALL- • DEOJHAR WATERFALL || O...
SAPUA DAM- • Sapua dam || Dhenkanal...
RANPUR- • Ranpur || Nayagarh || ...
JHUMAK DAM- • JHUMKA DAM & RESERVOIR...
DARINGBADI- • DARINGBADI || THE KASH...
* ANTI-PIRACY WARNING *
This content is Copyright to THE FOTOWALLA. Any unauthorized reproduction or
re-upload is strictly prohibited of this material. Legal action will be taken against those who violate the copyright of the following material presented!
2020.All copyrights reserved with THE FOTOWALLA.
Follow me: / kumar_jhalak
Lovely shoot
Nice place
Yes, thanks
Beautiful🎬 tourism place
Thanks for visiting
Wow... Beautiful.. 👌👌
THANK YOU
It's a amazing place in odisha
Wow,bahut sundar heichi ei jaga
Thank you...
Ati sundar drushya... Beautiful place
THANK YOU
beautiful drone view
Beautiful 😍
This place name was bada sauli mundia .
This is a dangerous place .
Same day ago at 6.30 p.m some local people attack some tourist or Stole their bike,phone, camera, wallet.
So be careful to come here
Or don't polluted this place.
🥺
Tq
Nice place..👌
Thank you papa
We have lot of places in Odisha as well as In Bharat which are not Picturised the way this one is. Lovely Picturization
Thank you so much sir for your appreciation .
ଗଲା କିଛିଦିନ ହେଲା ଦେଖୁଛି ସୋସିଆଲ୍ ମିଡିଆରେ ଏହି ସ୍ଥାନଟି ବହୁତ ଭାଇରାଲ୍ ହେଉଛି। ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ଟ୍ୱିଟର୍ ରେ ଏହି ସ୍ଥାନକୁ ଓଡ଼ିଶାର ଭୂସ୍ୱର୍ଗ ବୋଲି ଆଖ୍ୟା ଦିଆଯାଉଛି। କେହିକେହି ମଧ୍ୟ ବେଶି ଉତ୍ସାହିତ ହେଇକି ଓଡ଼ିଶାର ସ୍କଟଲ୍ୟାଣ୍ଡ ବୋଲି ମଧ୍ୟ କହୁଛନ୍ତି। ସେଠାକୁ ଯାଇ ସେଲଫି, ଫଟୋସୁଟ୍ ଆଦି କରାହେଉଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ତାପଙ୍ଗ ଷ୍ଟେସନଠାରୁ ମାତ୍ର 9 କିଲୋମିଟର ଭିତରକୁ ଗଲେ ରହିଛି ଏକ ସ୍ଥାନ 'ନିଜିଗଡ଼ ତାପଙ୍ଗ'। ଏହି ସ୍ଥାନ ହେଉଛି ଖଣି ଏବଂ କ୍ରସର୍ ରେ ଭରପୁର। ସେହି ଖଣି ଅଞ୍ଚଳ ମଧ୍ୟରେ ଏକ ଜାଗା ଅଛି ଯେଉଁଠାରେ କି ଏକ ଖଣିରେ ପାଣି ଭରି ରହିଛି ଏବଂ ସ୍ଥାନଟି ଅତ୍ୟନ୍ତ ସୁନ୍ଦର ଦେଖାଯାଉଛି। ପାଣି ଅତ୍ୟନ୍ତ ସ୍ୱଚ୍ଛ ସଫା ନୀଳ ରଙ୍ଗ ଏବଂ ଖଣି ପାହାଡ଼ର ପଥର କଟା ସହ ସେହି ପାଣିର ଦୃଶ୍ୟ ସୁନ୍ଦର ଲାଗିବ ମଧ୍ୟ। ଏହି ସ୍ଥାନଟି ମେଘାଳୟରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଡାଓକି (Dawki)ର ଭ୍ରମ ସୃଷ୍ଟି କରୁଛି।
ତେବେ ଅନୁରୋଧ କରିବାକୁ ଚାହୁଁଛି ଯେ, କୌଣସି ସ୍ଥାନକୁ ଯିବା ପୂର୍ବରୁ ସେହିସ୍ଥାନର ପୂର୍ବ ବିବରଣୀ, ସମସ୍ତ ପ୍ରକାରର ଅଭିଜ୍ଞତା, ଅନୁଭବ ଓ ସ୍ଥାନ ବିଷୟରେ ସମ୍ପୁର୍ଣ୍ଣ ତଥ୍ୟଖବର ନେଇଯାଆନ୍ତୁ। ଜାଗାଟି ସୁନ୍ଦର ଦେଖାଗଲେ ମଧ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ ସ୍ଥାନ। ଜୀବନପ୍ରତି ବିପଦ ସହ କେଉଁ ସମୟରେ କିଛିବି ଅଘଟଣ ମଧ୍ୟ ସେହି ସ୍ଥାନରେ ଘଟିପାରେ। କିଛି ଖଣି ଓ କ୍ରସର ମାଫିଆଙ୍କ ସମେତ ସେହି ଖଣିରେ କାମ କରୁଥିବା ଶ୍ରମିକ, କର୍ମଚାରୀଙ୍କ ଉପଦ୍ରବ ମଧ୍ୟ ସେହି ସ୍ଥାନରେ ଦେଖିବାକୁ ମିଳେ। ମୂଖ୍ୟତଃ ଜଙ୍କିଆ ପାଖାପାଖି ହୋଇଥିବାରୁ ଏବଂ ଖୋର୍ଦ୍ଧା ଅନ୍ତର୍ଗତ ହୋଇଥିବାରୁ ଏଠାରେ ବେଳେବେଳେ ଅପରାଧିଙ୍କ ଆଡ୍ଡା ମଧ୍ୟ ଦେଖିବାକୁ ମିଳେ। ଦିନବେଳେ ମଧ୍ୟ ସେହି ସ୍ଥାନରେ ଗହଳିଚହଳି ନଥାଏ। ପୁରା ଖାଁ ଖାଁ ଓ ନିକାଞ୍ଚନ ଜାଗା କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ। କେତେବେଳେ କ'ଣ ଯେ ଅଘଟଣ ଘଟିବ କହିହେବ ନାହିଁ। ଏହାସହ ରାସ୍ତା ଅତ୍ୟନ୍ତ ଖରାପ ଏବଂ ଗଭୀର ଖଣି ହୋଇଥିବାରୁ ଏହା ଜୀବନପ୍ରତି ବିପଦପୂର୍ଣ୍ଣ ମଧ୍ୟ। ଏଡିଟେଡ୍ ଫଟୋରେ ସ୍ଥାନର ସୁନ୍ଦରତାରେ ଭଳି ନଯାଇ ସ୍ଥାନଟି ଆପଣଙ୍କ ଭ୍ରମଣ ପାଇଁ ଉପଯୁକ୍ତ ନା ନାହିଁ ପ୍ରଥମେ ଦେଖିନିଅନ୍ତୁ।
ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଅନୁରୋଧ:
*ସେଠାକୁ ଜମାରୁ ନଗଲେ ବହୁତ ଭଲ କଥା। ଯିବା କଥା ମୁଣ୍ଡରୁ ବାହାର କରିଦିଅନ୍ତୁ।
*କୌଣସି ମହିଳା ବା ଝିଅମାନଙ୍କୁ ଜମାରୁ ନେବା ଉଚିତ୍ ମଧ୍ୟ ନୁହେଁ।
*ସେଭଳି ବିପଦପୂର୍ଣ୍ଣ ସ୍ଥାନକୁ ଯିବା ପାଇଁ କାହାକୁ ପ୍ରବର୍ତ୍ତାଇବା ବା ଉପଦେଶ ଦେବା ମଧ୍ୟ ଉଚିତ୍ ନୁହେଁ।
ସେହିସ୍ଥାନଟି ସେପରି କୌଣସି ଏକ ଅପୂର୍ବ ସ୍ଥାନ ନୁହେଁ, କି ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଦ୍ୱାରା କୌଣସି ପ୍ରକାରର ସ୍ୱୀକୃତିପ୍ରାପ୍ତ ସ୍ଥାନ ନୁହେଁ। ମନକୁ ମନ ଜବରଦସ୍ତି ଏହାକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇ ସେଠାକୁ ବୁଲିବାକୁ ଯାଇ ନିଜର ଜୀବନପ୍ରତି ବିପଦ ଡାକି ଆଣିବାରେ କ'ଣ ବାହାଦୁରି ଅଛି? ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ମଧ୍ୟ ବେଳେବେଳେ ହତ୍ୟା, ଲୁଟ୍, ରାହାଜାନି, ବଳାତ୍କାର ଓ ପ୍ରେମୀଯୁଗଳଙ୍କ ଭାଇରାଲ୍ ଭିଡିଓ ଭଳି ଛାତିଥରା ଅପରାଧ ଘଟୁଥିବା ବେଳେ ଏହି ଭଳି ଅଣସ୍ୱୀକୃତିପ୍ରାପ୍ତ ସ୍ଥାନକୁ ଯାଇ ନିଜ ଜୀବନକୁ ବିପଦରେ ପକାଇବାରେ କ'ଣ ବୁଦ୍ଧିମାନର କାମ ଅଛି?
ବି:ଦ୍ର- ଭାଇ, ଭଉଣୀ ଓ ସାଙ୍ଗମାନେ, ଆପଣ ମାନଙ୍କର ଭଲ ପାଇଁ କୁହାଗଲା। ମାନିଲେ ଭଲ, ନମାନିଲେ ଆହୁରି ଭଲ...ଜୀବନରେ ରିସ୍କ ଉଠାଇବା ଭଲ କଥା, ଉଠାନ୍ତୁ ଏବଂ ମଜା ନିଅନ୍ତୁ। ହେଲେ କାହାକୁ ଏଭଳି ରିସ୍କ ଉଠାଇବା ପାଇଁ ବାଧ୍ୟ କରନ୍ତୁ ନାହିଁ ବା ଜ୍ଞାନ ଦିଅନ୍ତୁ ନାହିଁ। ଧନ୍ୟବାଦ
Nice...
Right bro👉Cemera chadeinau6anti
@@mantusilavlog8721 tame jaithila ki tapanga .camara kahathu neigala.
@@nalinikantaraysingh7734 Hn bro mo jane bhai thu 6adeineithile😢
@@mantusilavlog8721 oh seitha local loka heithibe
OP videography 😍
Thank you
Amazing videography 👍
Thanks for watching
Wow nice place
awesome video
thank you
So beautiful place
Thank you
I'm also from Khordha District. But I have don't know about this beautiful place.
Wow 🙌incredible
THANK YOU
Wow Super ❤️❤️❤️
Thank you
Woooooowww
thank you sir
Awesome video. ❤️
Glad you enjoyed it!
Hum friends gayethe yaha par ghum ne .i am from Bhubaneswar
Beautiful place
Prohibited place... Stone mines with unblast dynamites
Its nearer to my village....can see from my rooftop
Mitali Patra grt
@@THEFOTOWALLA but its not safe....
@@mitalipatra556 I know that.... 😊
@@mitalipatra556 if you like my video..do subscribe my channel .
Se maphia mane bhabuthybe ame kana karidelu ejagakau😂😂😂😂
Bhai otv aji ta news a jaga bisayare deichi, auu sethire se tuma video ta ku hin dekheichi
I know that bro...
Pathar khani Kemiti beautiful place hela.🤔🤔🤔😆😆😆😆
Sasmita Nayak Ye ap puch rahi ho ya bata rahi ho?
Hatia mundia is near to my home.this historical hill is famous in orissa history for Paika rebellion,but now its condition is worse.
Sasmita Nayak thank you
Kichhi beauty nuhe...stock water will be danger to polution in future.
Arun Kumar Patjosy sab ka apna apna dekh ne ka najariya hai.
Wonderful place
Nice place
Nice place