My all time dream gayak Prabhat sir... jaha pala dekhila pare au kaha pala bhala lageni... god bless u sir... pray for rapid recovery at Lord Jagannath
Vibhu nk padatale atiki nivedan .keuindin apan sampurn arogya hoi amm manank madhya ku pheribe .odishar pratiti pala premimanankar hrudayar Ratna apan achanti au rahibe .no body can take ur place 🙏🙏🙏🙏🙏
I pray God for quick recovery of our gayaka ratna Pravat Sir. Also I request him to take care of his health . Government should provide necessary assistance for long life of such a rare genius .
Sabubele bhala jinisha heu aba Manisha sabu loka nka paiba re asa thae bhagaban nkar madhya Sethi pain ta bhala loka besi din ruhanti nahin .au apan kemiti rahithante ...
Gayaka Ratna nka prati kahin ki ete nisthura hela maa mangala? Thanka abarta manare Pala premi mananka dukha ku Kan bujhi pari luni maa.au thare tanku ehi odisha re janma de maa
Jay jagannath
ମୋ ବାବା ସବୁବେଳେ best ।। ପ୍ରଣାମ
ଜୟ ଜଗନ୍ନାଥ।ଆପଣ ବି ଆପଣଙ୍କର ଗୁରୁ ଙ୍କ ଭଳି ଅବିକଳ ପାଲା ପରିବେଷଣ କରନ୍ତି। ଯେତିକି vdo achi youtube ରେ ସବୁ ମୁଁ ଦେଖିଚି। ବହୁତ୍ ଭଲ ଲାଗେ।❤❤❤
ଧନ୍ଯ ସାହୁ ତୁମ ଜନ୍ମ ଶୁଭ କ୍ଷଣେ ମ୍ରୃତ୍ୟୁ ଞ୍ଜୟ ହୁଅ ଉତ୍କଳ ଭୁନନେ
ବହୁତ ସୁନ୍ଦର ସାରେ ଭଗବାନ୍ ଆପଣଙ୍କୁ ଭଲକରି ଦିଅନ୍ତୁ ଜୟ ଜଗନ୍ନାଥ
He amar atma ashrul shraddhanjali
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
Kete kasta hoithiba prabhat babu, puni dharadhamaku chaliasa
ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏
😩😩😭😭😭bahut dukha lagila aagyan... Jagannath seeghra bhala kari diantu 🙏🙏🙏
ଆଖିରେ ମୋର ଲୁହ ହେ ମହାଶୟ ହଟପୁର ଛ ମୌଜା ପାଲା ସର୍ବଦା ଆପଣଙ୍କ ପାଖରେ ଋଣୀ ତୁମେ ଜଗନ୍ନାଥ ଙ୍କ କୃପାରୁ ଜଲ୍ଦି ପାଲା ଜଗତ କୁ ଫେରିଆସ ଏତିକି କାମନା 🙏🙏🙏🙏
Heartly Pranam Sir 🙏🙏🙏🙏
ଆଜ୍ଞା ପ୍ରଣାମ, ଆପଣ ନିଶ୍ଚିତ ଭାବରେ ଆଉଥରେ ଗାଇବେ ଏଥିରେ ଦ୍ୱିମତ ନାହିଁ 🙏🙏
Thanks Gayak ratna Prabhat Sahoo Mahodaya. Thanks your performance
Jagannath swami gayak ratna Prabhat Sahoo nku sighra arogya karantu aha mora prathana
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
ଆପଣଙ୍କ ଗୁରୁଙ୍କ ଆଶିର୍ବାଦ ସର୍ବଦା ଆପଣଙ୍କର ସହିତ ଅଛି। ଶୀଘ୍ର ଆରୋଗ୍ୟ ଲାଭ କରି ପାଲା ମଇଦାନକୁ ଆସିବେ। କଳା ଠାକୁରଙ୍କ ଦୟା ନିଶ୍ଚୟ ହେବ। ଜୟ ଜଗନ୍ନାଥ
My all time dream gayak Prabhat sir... jaha pala dekhila pare au kaha pala bhala lageni... god bless u sir... pray for rapid recovery at Lord Jagannath
Ati sundar sir jaldi bhala hoijaantu
ପ୍ରଣାମ ଭାଇ।🙏🙏🙏
ମହାପ୍ରଭୁ ସମ୍ପୂର୍ଣ୍ଣ ଆରୋଗ୍ୟ କରିଦିଅନ୍ତୁ।
ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
Vibhu nk padatale atiki nivedan .keuindin apan sampurn arogya hoi amm manank madhya ku pheribe .odishar pratiti pala premimanankar hrudayar Ratna apan achanti au rahibe .no body can take ur place 🙏🙏🙏🙏🙏
ସାର୍ ନମସ୍କାର🙏🙏🙏କାଳିଆଠାକୁରଙ୍କ ପାଖରେ ପ୍ରାଥନା କରୁଛି ଆପଣ ଙ୍କୁ ଭଲ ରଖନ୍ତୁ🙏🙏🙏🙏
Mahan pal.. gayak.. Ratan sahoo sirnku hrdnghma.. parnipat...
Bohut hrudaya sparshi upastapana ...pranam sir🙏
ଗାୟକ ରତ୍ନ ଲୋକନାଥ କର ଙ୍କର ଦ୍ଵିତୀୟ ସ୍ୱରୂପ |ମାତ୍ର ଅପଣଂକୁ ପ୍ରଭୁ ଭଲ କରିଦେଇ ପୁଣି ପାଲା ମଞ୍ଚରେ ଅପଣଂକୁ ଦେଖିବା ପାଇଁ ମିଳୁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା |
ଜୟ ଜଗନ୍ନାଥ 🙏🙏
ପ୍ରଣାମ ସାର୍ 🙏
ହେ ସତ୍ୟପୀର ଠାକୁର,ୟେ ତୁମେ କଣ କଲ୍।
Jay jagannath 🙏🙏🙏
🙏🙏🙏
ପ୍ରଞ୍ଚଣ୍ଡ ପ୍ରତିଭା ଙ୍କୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଝରି ପଡୁଥାଉ ।
ହେ ମହାବାହୁ ସାର୍ ଙ୍କୁ ପାଲାକାର ଦୁନିଆ କୁ ଆଣନ୍ତୁ ଏହା ମୋର ପ୍ରାର୍ଥନା
Legendary pala gayak Odishara. Jagarnnath kete nisthura. Apana vala hoi sighra mancha ku pherantu ehi kamana.
ଜୟ ଜଗନ୍ନାଥ 🙏 🙏
ହେ ମହାପ୍ରଭୁ ଏତିକି ଦୟା କର ,ମୋ ପ୍ରିୟ ଗାୟକଙ୍କ ପୂର୍ବ କଣ୍ଠ ଫେରାଇ ଦିଅ
Legend 🖖
God bless you sir
ଜୟ ଜଗନ୍ନାଥ
Jay shree hari
God will send you again to spread his message. RIP. We will miss you sir.
Jay Jagannath
ନମସ୍କାର ଆପଣଙ୍କ ସହିତ ସାକ୍ଷାତ ହୋଇଥିଲା ପ୍ରମୋଦ ପଲେଇଙ୍କ ଘରେ ।
ପୂର୍ବାସା ପାଲା କାର୍ଯ୍ୟକ୍ରମ ସମୟରେ ।
ଜଗନ୍ନାଥଙ୍କ ପାଖରେ ନିବେଦନ ଆପଣଙ୍କର
ପୂର୍ବ ଅବସ୍ଥା ପ୍ରାପ୍ତି ହେଉ ।
ମଦନ ମୋହନ ନାୟକ ୯୪୩୭୧୩୪୬୩୯
ଭଗବାନ ତୁମକୁ ଭଲରେ ରଖନ୍ତୁ
No word for this performance 🙏🙏🙏🙏🙏🙏🙏
God bless You Sir
Jaya jaganath
God is great.
Satare kn emiti jane gayak ama pain au asibe he bhagwaan tankaar attma ku sadgati diantu
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ🙏🙏🙏🙏
Maha bahumangalkarntu
Great sir
ଆଖି ରେ ଲୁହ ଦେଇଗଲା ହେ ରତ୍ନ
Very nice
I pray God for quick recovery of our gayaka ratna Pravat Sir. Also I request him to take care of his health . Government should provide necessary assistance for long life of such a rare genius .
Heprabhu
Miss you sir 😭😭😭RIP
What a voice and imagination.....rest in peace
Jay jagannath🙏🙏🙏💐💐💐
Iswar tuma atmaku sadgati diantu. ....
ମଙ୍ଗଳମୟ ମହାବାହୁ ଶ୍ରୀଜଗନ୍ନାଥ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରନ୍ତୁ । ଏତିକି କେବଳ କାମନା । ଜୟ ଜଗନ୍ନାଥ 🙏🙏🙏🙏🙏
Jay Jagannatha
Pranam
😂😂😢😢😢😢
ପ୍ରଣାମ ସାରେ
ଭାଇପ୍ରଣାମ୍ ଆଊଥରେ ନିଶ୍ଚୟ ଗାଇବ ପ୍ରଭୁ ଭଲ କରିଦିଅନ୍ତୁ
Bhagwan aapanku ferari anatu
Dharaprustaru gote ujjwaltama nakhetra chaligale taankara sunyasthana kehi purana kariparibeni bhagaban taankara aatmaku sadgati pradan karantu,,🙏🙏🙏
So sad,... ଆପଣଙ୍କୁ ପ୍ରଣାମ
Bhagwan Tumko Bhala Raha khana
🙏🙏🙏🙏🙏🙏🙏
😢😢😢😢😢😢🙏🙏🙏🙏🙏🙏
Jagannath apanankara mangala karantu
Maha pravu jagannath apn nku jatha sighra sampurna sutha karideantu tanka pakhe atiki kamana ..
Sabubele bhala jinisha heu aba Manisha sabu loka nka paiba re asa thae bhagaban nkar madhya Sethi pain ta bhala loka besi din ruhanti nahin .au apan kemiti rahithante ...
ଠାକୁର ଭଲ କରି ଦିଅ ।
😭😭😭😭😭
ପ୍ରଣାମ ସାର୍ ଭଗବାନ ଆପଣଙ୍କୁ ଜଲ୍ଦି ଭଲ କରି ଦିଅନ୍ତୁ ଏତିକି ଭଗବାନ ଙ୍କ ନିକଟରେ ପ୍ରାର୍ଥନା ବହୁତ ସୁନ୍ଦର ଭାବନାର କବିତା ଗାଇଛନ୍ତି ବହୁତ ଧନ୍ୟବାଦ ସାର୍ ଆପଣଙ୍କୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Jagannath apananku jatha shighra bhala kari ama mananku apankankara pala sunantu
Maa kalika nkara aasribad
Rip🙏🏻
ମୁଁ ଆପଣଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ପୁଣି ଥରେ ମଞ୍ଚରେ ସତ୍ୟ ନାରାୟଣ ଙ୍କ ପ୍ରୀତିଅର୍ଥେ ପାଲା ପରିବେଷଣ କୁ ସମଗ୍ର ପାଲାପ୍ରେମୀ ସଂସ୍କୃତି ପ୍ରେମୀ ଓଡିଶା ବାସୀ ଚାହିଁ ରହିଛନ୍ତି। ମହାପ୍ରଭୁ ମଧ୍ୟ ଚାହିଁ ରହିଛନ୍ତି। ସେ ଯେ ଭାଗଗ୍ରାହୀ ତାର ପ୍ରମାଣ ସେ ନିଶ୍ଚିତ ଦେବେ। ଜୟ ଜଗନ୍ନାଥ।
Sir namasakar bhagaban Bhala karantu
Thanks pravata babu
Pravat Bhai ,Try to start palla
ଆପଣ ସେମିତି ସୃଜନୀ ଲେଖନ୍ତୁ ପାଲା ନ ହେଲା ନାହିଁ କବି ହୋଇକି ବାହାରନ୍ତୁ ଆଜ୍ଞା ଏ ବିଶ୍ବ ଦରବାରରେ ।
Gayaka Ratna nka prati kahin ki ete nisthura hela maa mangala? Thanka abarta manare Pala premi mananka dukha ku Kan bujhi pari luni maa.au thare tanku ehi odisha re janma de maa
Loka natha karanka koili choutisha Bhali lekha AAU Bhavana
How sorry it is?
When we see this video after your death
ସେହି କମଳାକାନ୍ତ, ଖଗପତି ଆପଣଙ୍କୁ ନିଶ୍ଚୟ ମଞ୍ଚକୁ ଫେରାଇ ଆଣିବେ ।
Jay jagannath
God bless you sir
Jay Jagannath
🙏🙏