Odia pala jagatara tridev,no compromise, unique and no one can compare,compit with him gayak ratna Hari nath,samrat viswanath pattajoshi, Niranjan kar .
Mo guru nka guru rastrapati purascruta gayaka sekhara Jagannatha behera nka padare ananta koti pranipata. Jay maa sarala Jay bani khetra jagatsinghapur
Jagannath babunku🙏🙏🙏🙏chhota jhiate thila bele sir aasithile aama gaan ku aasi pala pari besana karithile jaha heu mu uttara bayasare pradarpana karichhi aaji bhari khusi Jagannath aemiti suputra ae dharaniku deu thantu.🙏🙏🙏🙏Jay Jagannath.
Sanatan bhaina apanku o jagannth bhainanku mora pranam . apana jagannth bhainanka bapanku upayukta boli kahile. Mu manuchi je biswanath babu mahodaya jogu jagannth bhaina a martyaku asile kintu maa nku chadigale seita dukha lagila. Mu apankara praya sabu pala u tube re dekhuchi. Mu apanku kharap bhabunahi kintu jou maa jogu sruti samvaba taku bhuligale.
ପାଲା ଜଗତର ଭୀଷ୍ମ ପିତାମହ ଶ୍ରୀ ଜଗନ୍ନାଥ ବେହେରା. ଓଡିଶା ର ଗର୍ବ ଓ ଗୌରବ. ତାଙ୍କ ପାଦରେ ଶତକୋଟି ନମନ.🙏🙏
ଜଗନ୍ନାଥ ବେହେରା ଙ୍କ ଶ୍ରୀ ଚରଣ ତଳେ ମୋର କୋଟି କୋଟି ପ୍ରଣାମ 🙏🙏🙏.......
Very nice👍👌🙏Namaskar🙏Pranam🙏🙏🙏
ଗାୟକ ଜଗନ୍ନାଥ ବେହେରା ଙ୍କ ପାଦ ପଦ୍ମରେ ମୋର କୋଟି କୋଟି ପ୍ରଣାମ 🙏🙏🙏🙏
Pranaam... Pranaam...Pranaam........
ଧନ୍ୟ , ଧନ୍ୟ, ଧନ୍ୟ,,, ମହାନ୍ କଳାକାର ,,, ଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ,,,🙏
Jay Jagannath Jay maa sarala
Mora bahut Pasand....Gayak Mahasaya Nku Jagannath Mahaprabhu Bhala re Rakhantu🙏🙏🙏
ପ୍ରଣାମ ମହାତ୍ମା
ଓଡ଼ିଆ ଅସ୍ମିତା ର ଜୀବନ୍ତ ପ୍ରାଜ୍ଞl ପୁରୁଷ 🙏🏾🌹
Best pala gayaka jaganaath behera
Ehipari mahan gayakanka sakhyata pain apanaku many many thanks.
ଆଜ୍ଞା ନମସ୍କାର ଅମୂଲ୍ୟ ପାଲା ଓଡ଼ିଆ ମାଟିର ଯୋଗ୍ୟ ବିବେଚିତ ଆପଣ
ଓଡ଼ିଶାର ବରପୁତ୍ର ଓ ମା ଶାରଳାଙ୍କର କୂର୍ପା ପ୍ରIତି ଗାୟକ ଶେଖର ଜଗନ୍ନାଥ ବେହେରା 💐🙏
ବହୁତ ସୁନ୍ଦର ଆଉ ମନଛୁଆଁ କାର୍ଯ୍ୟକ୍ରମ ଟିଏ। ପାଲା ଜଗତର ଅପ୍ରତିଦ୍ଵନ୍ଦୀ ସମ୍ରାଟ ଗାୟକ ଶେଖର ଜ୍ଞାନର ଭଣ୍ଡାର ଶ୍ରୀଯୁକ୍ତ ଜଗନ୍ନାଥ ବେହେରା ମହୋଦୟଙ୍କ ସାକ୍ଷାତକାର ଟିରୁ ବହୁତ୍ କଥା ଜାଣିବାର ସୁଯୋଗ ପାଇଲି।। ଏଭଳି କାର୍ଯକ୍ରମ ପରିବେଷଣ ପାଇଁ ସାଧୁବାଦ।
ଗାୟକ ଶେଖର ଜଗନ୍ନାଥ ବେହେରା ଙ୍କୁ ଭକ୍ତି ପୂତ ପ୍ରଣାମ,
Jayajagannath. Dhanybad. Sanatan. Babu
ଜୟ ଜଗନ୍ନାଥ ଯୋଗ ଜନ୍ମା ପୁରୁଷ 🙏🙏🙏🙏🙏
🎉 pranam sir 🎉
Jay jagannath ❤❤❤
Namaste sir, I am very happy about your program of agreat philosophical choir Mr Jagannath Behera the Bhishma in odia pala battle ground
Jai gurudev
Gayak sekhar Jagannath behera is a best pala gayak.the badi pala between sahityasree bichitrananda Nath Sharma was battle of Panipat.
Bahut bhala gayaka
Jayjagannath
Jagannath behera sir Jane Pratibha samprana pala gayak ahipari program prasarana karithibaru appannku dhanyabad
Great Great Great❤❤❤🎉🎉❤❤❤
Ama itihasra writernka lekhaku palakarnka upastapana many many thanks.
ଶତାୟୁ ପ୍ରଣାମ 🙏 ଜଗନ୍ନାଥ ଦୀର୍ଘ ନିରାମୟ ଜୀବନ ଯାପନରେ ସହାୟକ ହୁଅନ୍ତୁ ।
ଜୟ ମା ଝଙ୍କଡ ବାସିନୀ ମା ସାରଳା 🙏🙏🙏🙏
God bless to respected sir Jagannath Behera,who is our pride.
Odia pala jagatara tridev,no compromise, unique and no one can compare,compit with him gayak ratna Hari nath,samrat viswanath pattajoshi, Niranjan kar .
Pala jagtar bhishma pita maha.Pranam
Dhanyabad.
ମହାନ କଳାକାରଙ୍କ ଜୀବନ ଯାତ୍ରା ପ୍ରସାରଣ କରିବା ସହିତ ମହାଶୟ ଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଇ ଥିବାରୁ ଆପଣ ଙ୍କୁ ନମସ୍କାର,ଜଗନ୍ନାଥଙ୍କ କୃପାରୁ ତାଙ୍କ ଜୀବନ ସୁଖମୟ ହେଉ ।
Prati barsa Bhuban ra badi palare joga deuthile mote 10 barsa heithila kintu pala dekhe Aji mora Bapa nku dekhi anandare hrudaya bhari jauchi.Hrudaya ru koti koti pranam 💕🌹🙏
ଯୁଗ ପୁରୁଷ ଙ୍କୁ ଭକ୍ତି ପୂତ ପ୍ରଣାମ 🙏🙏🙏👍🪔
ଏହା ଏକ ଅବିଶ୍ମରଣୀୟ ମୁହୁର୍ତ୍ତ, ମୁଁ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି, ସେ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କୁ ଘଣ୍ଟ ଘୋଡ଼ାଇ ରଖଥାନ୍ତୁ. ମୁଁ ଗାୟକ ମହୋଦୟ,ଙ୍କୁ ଏହି କମେଣ୍ଟ ମାଧ୍ଯମରେ ନୀବେଦନ କରୁଅଛିକି ସେ ତାଙ୍କପ୍ରିୟ ଛାତ୍ର ଗାୟକ ପ୍ରବିର ସନାତନ ଦାଶଙ୍କୁ ଆଶିର୍ବାଦ କରିବା ସହିତ କିଛି ଜ୍ଞାନ ପ୍ରଦାନ କରନ୍ତୁ ଯେପରି ସେ ସବୁ ଯାଗାରେ ବିଦିତ ହେବ.
Ahi gayakanku mora koti pranam
Mo guru nka guru rastrapati purascruta gayaka sekhara Jagannatha behera nka padare ananta koti pranipata.
Jay maa sarala
Jay bani khetra jagatsinghapur
Super singer
ତାଙ୍କ ପାଦରେ କୋଟି ପ୍ରଣାମ 🙏🙏
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏⚫️🔻⚫️🙏🙏🙏🙏🙏🙏🙏
Pranaam Gayak sekhar
Jay jagannath
Log live Jay Jagannath
Sir apna nku Jagannath niramya rakhantu
Jaya Jagannath swami 🎉🎉🎉🎉
Great sir 🙏🙏🙏🙏🙏🙏🙏
ଓମ୍ ଜୟଶ୍ରୀଜଗନ୍ନାଥାୟ ନମୋ ନମଃ 🙏🙏
Apanankasakhyata ehipari mahan manaba saha.apanaku many many thanks.
Pranam
Jagannath babunku🙏🙏🙏🙏chhota jhiate thila bele sir aasithile aama gaan ku aasi pala pari besana karithile jaha heu mu uttara bayasare pradarpana karichhi aaji bhari khusi Jagannath aemiti suputra ae dharaniku deu thantu.🙏🙏🙏🙏Jay Jagannath.
ଜଗନ୍ନାଥ ବେହେରା ଗାୟକ ଶେଖର ଙ୍କୁ ପ୍ରଣାମ। ଥରେ ସତ୍ୟ ନଗରରେ bbsr ପାଲା ପରିବେଷଣ କରୁ ଥିଲେ ୧୯୮୨ମସିହାରେ। ମୁଁ usm bbsr ର ୨ୟ ବର୍ଷ ଛାତ୍ର ଥିଲି। ଅଧ ଘଣ୍ଟା ସାକ୍ଷାତ କରି ଅନେକ ଆଲୋଚନା ହୋଇଥିଲା। ଭଗ୍ୟ ମୋର।। ତାଙ୍କୁ ପ୍ରଣାମ।
Sir apananku mora bhumistha pranam.
ସାକ୍ଷାତକାର ଯାହାର ନିଆ ଯାଉଛି ,, ତାଙ୍କୁ ଅଧିକ ସମୟ ଦିଆଯାଉ,
Very very good
Jay ଜଗନାଥ, ଚିର ନମଶଃ୍ୟ 🙏🙏
Welcome for this type of programme. Please include other Pala Gayak of Odisha.
ପ୍ରଣାମ ସାର
ପ୍ରଣମ୍ଯ ଶତାୟୁ ମହାଶୟ
Govt should give padhamshree Award by coming Year 2025.
ପ୍ରଣାମ ଜଗନ୍ନାଥ ଙ୍କୁ
ମହାନ୍ ପ୍ରତିଭା ପାଲା ଜଗତର ସିଂହ ତାଙ୍କ ପାଦତଳେ ଅନନ୍ତ କୋଟି ପ୍ରଣାମ, ବ୍ୟକ୍ତି ଗତ ଭାବରେ କେମିତି ମୁଁ ତାଙ୍କ ସହ ସାକ୍ଷାତ କରିବି ସ୍ଵପ୍ନ ଅଛି କେବେ ସାକାର ହେବ ଜାଣିନି
Prabhu mangalare rakhantu
Koti Pranam
Very good
ଜୟ ଜଗନ୍ନାଥ। ପାଲା ଵମନ୍ଧରେ ବହୁତ ସୁନ୍ଦର ଉପସ୍ଥାପନା।ମୋର ଧନ୍ୟବାଦ୍ ଏବଂ ନମସ୍କାର।
ସୁନ୍ଦର ମୂହୁର୍ତ୍ତ ଜୟ ଜଗନ୍ନାଥ
ଶତାୟୁ ବିଜ୍ଞ ପ୍ରଜ୍ଞାପୁରୁଷ, ସୁନାମ ଧନ୍ୟ ପାଲା ଗାୟକ ଶ୍ରୀ ଜଗନ୍ନାଥ ବେହେରା ଙ୍କୁ ଶତ ଶତ ପ୍ରଣାମ। ପ୍ରଭୁ ଜଗନ୍ନାଥ ତାଙ୍କୁ ସୁସ୍ଥ ନିରାମୟ ରଖନ୍ତୁ ଏତିକି ପ୍ରାର୍ଥନା।
ଜୟ ଜଗନ୍ନାଥ ବାପା କି ଜୟ ଆମ ବେହେରା ଘର ଆମ ବେହେରା ଜାତି ପ୍ରଣାମ ଜଗନ୍ନାଥ ବାପା
ଗାୟକ ମହାଶୟ ଙ୍କୁ ଭକ୍ତିପୂତ ପ୍ରଣାମ , ଆପଣ ଙ୍କ ଜନ୍ମ ମତି କୁ ମଧ୍ୟ କୋଟି ପ୍ରଣାମ! ଆପଣ ଙ୍କ ପାଲା ମୁଁ ପିଲାଦିନ ରୁ ଶୁଣି ଆସିଛି!
ଆପଣ ଙ୍କ ପରି ଗାୟକ ମିଳିବା ବିରଳ!
ଆପଣ କ ରିରାମୟ ଜୀବନ କାମନା କରୁଛି! 🙏🙏🙏🙏👍
Shata koti Pranam
ଆମ ଜାତିର ଗୌରବ ଙ୍କୁ ପ୍ରଣାମ
ସନାତନ ବାବୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ । ଏରସମା ମୋ ଜନ୍ମ ମାଟିର ଗର୍ବ , ଜଗନ୍ନାଥଙ୍କ ପରମ ଭକ୍ତ ଜଗନ୍ନାଥ ବେହେରାଙ୍କ ଆଗାମୀ ଜୀବନରେ ସୁଖ ଶାନ୍ତି ଭରି ଦିଅନ୍ତୁ ,ସେ ଦୀର୍ଘାୟୁ ହୋଇ ନିରାମୟ ଜୀବନ ଯାପନ କରି ଆମ ମାଟିର ଦିଗ୍ଦର୍ଶକ ହୁଅନ୍ତୁ , ଏହାହିଁ ମୋର ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
😢katha. Suniheoni tionigta bandhakara
Jayajagannathgurudevnkapadapadmarebarabarapranam
Namaskar emiti prativa au milibeni
ଅତ୍ୟନ୍ତ ଦିବ୍ୟ ଜ୍ଞାନ ଯୁକ୍ତ ଶତାୟୁ ପୁରୁଷ ପୃଥିବୀ ବିଖ୍ୟାତ ଅତି ବିଜ୍ଞ ,ପ୍ରବଳ ଅନୁଭବୀ, ପାଲା ଜଗତର ଅପ୍ରତିଦ୍ଵନ୍ଦୀ , ମୌଡମଣି ଗାୟକ, ଏବଂ ଏକ ସ୍ବତନ୍ତ୍ର, ବିଶେଷ, ଅପରାଜୟ ପ୍ରତିଦ୍ବନ୍ଦୀ ତଥା ଆଶ୍ଚର୍ଯ୍ୟ ଜନକ ବ୍ୟକ୍ତିତ୍ଵ ଗାୟକ ଶେଖର ଶ୍ରୀ ଜଗନ୍ନାଥ ବେହେରା ଙ୍କୁ ଓଡ଼ିଶା ବଡ଼ ଠାକୁର କଳା ସାଆନ୍ତେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସଂଖରେ ପୁରେଇ, ଘଣ୍ଟରେ ଘୋଡେ଼ଇ, ଚକ୍ର ଆଢୁଆଳରେ ରଖିଥାନ୍ତୁ 🙏 ପରିଶେଷରେ ମୁଁ ଆଜ୍ଞା ଙ୍କ ନିରାମୟ ଜୀବନ ମହାପ୍ରଭୁ ଙ୍କ ଠାରେ କାମନା କରି ଆଜ୍ଞା ଙ୍କ ଚରଣରେ ଶ୍ରଦ୍ଧାଯୁକ୍ତ ପ୍ରଣାମ ଜ୍ଞାପନ କରୁଛି ! ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏
Koti pranama agnya🙏
ଓଡ଼ିଆ ପାଲା ସାହିତ୍ୟ ଓ ସଂସ୍କୃତିର ମଉଡମଣି ଏବଂ ଅଗାଧ ପାଣ୍ଡିତ୍ୟ ଶ୍ରୀ ଶ୍ରୀ ଗାୟକ ଶେଖର ଜଗନ୍ନାଥ ବେହେରା ଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ 🙏🙏🙏
ମୋତେ ବହୁତ ଦୁଃଖ ଲାଗେ ବହୁତ ଅମ୍ଲାନ ପ୍ରତିଭା ଆମକୁ ଛାଡି ଗଲେ, ତେଣୁ ମୋପ୍ରଭୁ ଜଗନ୍ନାଥ ଙ୍କୁ ନିବେଦନ ଏପରି କଳାକାରମାନଙ୍କୁ ମୋର ଆୟୁଷ ଦେଇ ଦୀର୍ଘାୟୁ ଓ ନିରୋଗ ରଖନ୍ତୁ 🙏🌹🙏♥️
Thanks marthapur
Tanku kpti namaskarea
Jay Jagannath
🌹🙏
Sanatan bhaina apanku o jagannth bhainanku mora pranam . apana jagannth bhainanka bapanku upayukta boli kahile. Mu manuchi je biswanath babu mahodaya jogu jagannth bhaina a martyaku asile kintu maa nku chadigale seita dukha lagila. Mu apankara praya sabu pala u tube re dekhuchi. Mu apanku kharap bhabunahi kintu jou maa jogu sruti samvaba taku bhuligale.
Proud of our kumbhakar and odia sanskruti.
ବନ୍ଧୁଗଣ ଏତେ ବଡ କଳାକାର କୁ ବାଲିଅବାବା ନିନ୍ଦା କଲେ ଶହଶହ ପାଲାକାର ଆଗରେ ସେତେବେଳେ କାହିଁକି ଏହାକୁ ନୀରବରେ ଶୁଣୁଥିଲେ
Proud of jspur as well as odisha.
ଗୁରୁ ଙ୍କୁ କୋଟି କୋଟି ମଥାଲୋଟା ପ୍ରଣାମ।
Proud of odisha 🙏🙏🙏
You r great sir
Jay Jagannath 🙏
🙏🏻
ପ୍ରଣାମ ଯୁଗ ସ୍ରଷ୍ଟା ଗାୟକ ଶେଖର ଙ୍କୁ
ପାଲା ଜଗତର ପିତା ମହ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ପାଦତଳେ କୋଟି କୋଟି ପ୍ରଣାମ
ଗାୟକ ଶେଖର ଶ୍ରୀଯୁକ୍ତ ଜଗନ୍ନାଥ ବେହେରା ମହୋଦୟଙ୍କ ପାଦପଦ୍ମ ରେ କୋଟି ନମସ୍କାର
ନୂଆ ଦୋକନ୍ଦା, କଣାସ ବାଡ଼ିପଲା ରେ ଆସିଥିଲେ
JAY JAGANNATH
Jay gurudev
🙏🙏🙏🙏🙏🙏🙏
ଉତ୍କଳ ମାତାର ଆପଣ ଜଣେ ବରେଣ୍ୟ ନମସ୍ୟ ଓ ଗୀର୍ବାଣ ବ୍ୟକ୍ତିତ୍ଵ,ଅତୁଳନୀୟ ଆପଣଙ୍କ କଳା ଚlତୁର୍ଯ୍ୟ ଅବିସ୍ମରଣୀୟ।ଆପଣ ସୁସ୍ଥ ନିରାମୟ ରହନ୍ତୁ ଏତିକି କାମନା l