ଆଗଭଳି ହେଉନି ବେପାର, ଦୁଃଖ ବଖାଣିଲେ Auto Driver; ଦେଖନ୍ତୁ କଣ କହୁଛନ୍ତି || Baramunda New Bus Stand

แชร์
ฝัง
  • เผยแพร่เมื่อ 30 พ.ย. 2024

ความคิดเห็น • 481

  • @Rsgmbzbbzzbbsbssbsbsbl
    @Rsgmbzbbzzbbsbssbsbsbl 8 หลายเดือนก่อน +291

    ଭାଇ ମନେ ଜାଣିରଖନ୍ତୁ ମୁଁ ଗୋଟେ ଦିନ ରାତି 10 ଟା ରେ ବରମୁଣ୍ଡା ଵସ ଷ୍ଟାଣ୍ଡ ରେ ଓଲ୍ହେଇଲି, ମୁଁ sum hospital ଜୀବା ପାଇଁ ଗୋଟେ auto walaku ପଚାରିଲି ଭାଇ କେତେ ନେବ ମୋତେ 500 କହିଲା, ମୁଁ 300 କହିବାରୁ ଖରାପ ଭାଷାରେ ଗାଳି କରିଲା, ମୁଁ ପୋଲିସକୁ ଫୋନ କରିବାକୁ କହିଲି ଯେମିତି ସେମାନେ 10 ରୁ 12 ଜଣ ମିଶିକି ମୋତେ ମାରିବା ପାଇଁ ବାହାରିଲେ ଏବଂ ମୋ ଫୋନ ଛଡେଇକି ଭାଙ୍ଗିଦେଲେ, ସରକାର ଙ୍କୁ ଧନ୍ୟ ବାଦ ଦେବି auto ସବୁ ଵଉଷ୍ଟାଣ୍ଡ ରୁ ହଟେଇଦେଇଛନ୍ତି ବହୁତ ଭଲ କରିଛନ୍ତି

    • @amitroshanpradhan2452
      @amitroshanpradhan2452 8 หลายเดือนก่อน +10

      Right

    • @nityanandananda1742
      @nityanandananda1742 8 หลายเดือนก่อน +7

      Right🤞

    • @sankar143music6
      @sankar143music6 8 หลายเดือนก่อน +7

      Right

    • @badracreation1159
      @badracreation1159 8 หลายเดือนก่อน +27

      ବରମୁଣ୍ଡାର ଅଟୋବାଲା ଭଲ ଲୋକ ନୂଅନ୍ତି ...

    • @hrushikeshsahoo5289
      @hrushikeshsahoo5289 8 หลายเดือนก่อน +17

      Baramunda bus stand auto bala bahut badmas. police sabad kariba katha.

  • @MoOdisha-km2ef
    @MoOdisha-km2ef 8 หลายเดือนก่อน +74

    ଆମେ ଓଲା ଉବର୍ ରାପିଡୋ ରେ ବହୁତ୍ କମ୍ ପଇସାରେ ଯାଉ କିନ୍ତୁ ଏମାନେ 2km କୁ 200 ମାଗୁଛନ୍ତି ଏମାନଙ୍କୁ ଧର୍ମ ସହିବନି 😢😢😢

  • @subalabehera7567
    @subalabehera7567 8 หลายเดือนก่อน +73

    ଭଲ ହୋଇଛି ଶଳା ସବୁ ଠକ ସେଇଠି ଅଟୋ ଚଲାଉଛ

  • @bijayakumarnayak2113
    @bijayakumarnayak2113 8 หลายเดือนก่อน +92

    ରାସ୍ତା ଉପରେ ଯବରଦସ୍ତି ବେପାର କହୁଥିଲ । ସେଇଟା ବୁଡିଗଲା ।ତେଣୁ ଆପତି।

  • @dasvlogandtravels7293
    @dasvlogandtravels7293 8 หลายเดือนก่อน +72

    ବହୁତ ଭଲ Decission ନେଇଛନ୍ତି Govt, ଅଟୋ ବାଲା ଲୋକଙ୍କୁ ଠକୁ ଥିଲେ , ଯୋର୍ ଜବରଦସ୍ତି କରୁଥିଲେ ଏବେ ଯାହା ହେଇଚି ଠିକ୍

  • @ManashSitha-on6wt
    @ManashSitha-on6wt 8 หลายเดือนก่อน +65

    ଠିକ୍ ହେଇଚି ଅଟୋ ବାଲାଙ୍କ ବହୁତ ଜୁଲମ କରୁଛନ୍ତି

  • @prasantpradhan3925
    @prasantpradhan3925 8 หลายเดือนก่อน +43

    ରାତି 9.00 ହେଲା ମାତ୍ରେ ଜଣକୁ 400,500,600 ନେଉଛ କିଏ ଯିବ... ରୋଗୀ ହଉ, ସାଧାରଣ ଲୋକ ହଉ ସମସ୍ତେଙ୍କୁ. ସବୁ Auto ଵାଲା ଲୁଟୁଛନ୍ତି...ଯାହାହେଉ ସରକାର ଏତେଦିନ ପରେ ଗୋଟେ ଭଲ କାମ କରିଛନ୍ତି...

  • @lambodarmalik2654
    @lambodarmalik2654 8 หลายเดือนก่อน +48

    ମନ ଇଚ୍ଛା ପଇସା ନଉଛନ୍ତି ତାଙ୍କ ପାଇଁ ଠିକ୍ ହେଇଛି,ରାତିରେ ତ ଯାହା ଇଚ୍ଛା ନେବେ

  • @Rsgmbzbbzzbbsbssbsbsbl
    @Rsgmbzbbzzbbsbssbsbsbl 8 หลายเดือนก่อน +126

    Govt ବହୁତ ଭଲ ପଦକ୍ଷେପ ନେଇଛନ୍ତି, 1 km କୁ 200 କହିବ ମନଇଛା ରେଟ ନେବ, ବହୁତ ଭଲ ହେଇଛି, auto ଵାଲାଙ୍କୁ ବରମୁଣ୍ଡା bus stand ମନା

    • @prangyarajput7869
      @prangyarajput7869 8 หลายเดือนก่อน +2

      Thik katha bhal heichhi

    • @manashnayak2794
      @manashnayak2794 8 หลายเดือนก่อน

      ତୋ ଭଉଣୀ ଗାଡ଼ିରେ ଗେହିବା ମନା

    • @Rajabiswal6333
      @Rajabiswal6333 8 หลายเดือนก่อน

      ​@@Kunalbbsr😂😂😂😂😂😂😂

    • @Hkbiku
      @Hkbiku 8 หลายเดือนก่อน

      Sabu auto bala semiti nuhanti
      kichi auto bala paka harami
      Ma sahabi amiti haithila Jane auto Bhai mate help karithile

  • @mantugouda165
    @mantugouda165 8 หลายเดือนก่อน +14

    ଭୁବନେଶ୍ୱର ଅଟୋ ଚାଳକ ବହୁତ୍ ବଦମାସ୍

  • @BibhuOD22
    @BibhuOD22 8 หลายเดือนก่อน +31

    ଆଉ ରାସ୍ତା ଉପରେ ଲୋକଙ୍କୁ ଙ୍କୁ ନେଇ 2 km/ 3 km ଛାଡି ଲୁଟୁଥିଲେ ସେ ଲୁଟିବା ଆଉ ହେଇପାରୁନି ସେଥିପାଇଁ ଏମିତି କହୁଛନ୍ତି ସରକାର ଙ୍କୁ ଅନେକ ଅନେକ ଶୁଭେଚ୍ଛା

  • @ranjansahani3390
    @ranjansahani3390 8 หลายเดือนก่อน +65

    ଠିକ ଅଛି ବରମୁଣ୍ଡା ବସଷ୍ଟାଣ୍ଡ ରେ ଅଟୋ ବଲା ବହୁତ୍ ଟାଉଟର ସେ ଅନେକ ଲୋକ ଙ୍କୁ ହଇରାଣ କରିଛନ୍ତି ଥରେ ମୁଁ ବି ଥରେ ସେ ଇ ଟି ହଇରାଣ ହେଇଚି ଷ୍ଟାଣ୍ଡ ର ଗୋଟେ ଧଳା ଓଟୋ ମୋତେ କିଡନାପ କରୁଥିଲା 2013 ରେ କି 2014 ରେ ଭାଇମାନେ ଦେଖ ଆଜି ବି ସେ ଅଟୋ ଥିବ ତେଣୁ ଷ୍ଟାଣ୍ଡ ଭିତର କୁ ଏ ମାନଙ୍କୁ ଛାଡ଼ ନାହି ଲୋକଙ୍କୁ ହଇରାଣ କରାଯାଉଛି ନୁଆ ଲୋକ ମାନେ ଏହି ସମୟରେ ବହୁତ ଅଧିକ ହଇରାଣ ହେବେ

  • @sankar143music6
    @sankar143music6 8 หลายเดือนก่อน +21

    Auto ବନ୍ଦ ହେଲେ ବହୁତ ଭଲ ହେବ ଲକଙ୍କୁ ଠକି କି ପଇସା ନେଉଛନ୍ତି 1Km ଜାଗାରେ 200/300 ନେଉଛନ୍ତି

  • @bikramkumarswain9416
    @bikramkumarswain9416 8 หลายเดือนก่อน +22

    ଭଗବାନ ଙ୍କ କରାମତି

  • @rameshpatra1
    @rameshpatra1 8 หลายเดือนก่อน +28

    ଭଲ ହେଇଛି ସଲା ମାନଙ୍କୁ ବହୁତ ଲୁଟୁ ଥିଲେ

  • @sameersudha868
    @sameersudha868 8 หลายเดือนก่อน +20

    ଠିକ ଅଛି ଏମାନଙ୍କୁ ... ବସ ଷ୍ଟାଣ୍ଡ ଭିତରକୁ ଏମାନଙ୍କୁ ଛାଡିନ୍ତୁ ନାହିଁ ନ ହେଲେ ପୁଣି ଉତ୍ପାତ କରିବେ

  • @BibhuOD22
    @BibhuOD22 8 หลายเดือนก่อน +30

    ବହୁତ ଭଲ ସରକାର ନୂଆ ବସ ଷ୍ଟାଣ୍ଡ କରି ନହଲେ auto ଵାଲା ଯାତ୍ରୀ ଙ୍କୁ ବହୁତ ଲୁଟୁଥିଲେ

  • @SirelVlogs
    @SirelVlogs 8 หลายเดือนก่อน +20

    ବହୁତ ଭଲ ହେଇଛି ଅଟୋ ଵାଲା ମାନକୁ ଷ୍ଟାଣ୍ଡ ରୁ ବାହାର କରାହେଇଛି ମନ ଇଛା ପଇସା ନେଉଛନ୍ତି ଆଉ ଲୋକମାନଙ୍କୁ ଅଇରାଣ କରୁଛନ୍ତି

  • @bipinsahuvlogskoraputodish2536
    @bipinsahuvlogskoraputodish2536 8 หลายเดือนก่อน +31

    ଭାଇ ଯାହା ହେଇଚି ଭଲ ହେଇଚି , ଏହି ଅଟୋ ବାଲା ସବୁ ଦାଦାଗିରି କରୁଛନ୍ତି, ମୋ ସହିତ ବି ଏମିତି ଗାଳି କରିଛନ୍ତି

    • @darkclouds6246
      @darkclouds6246 8 หลายเดือนก่อน +1

      ମୋ ସାଙ୍ଗରେ ବି ଭାଇ ବହୁତ୍ ଜୁଲମ୍ କରୁଛନ୍ତି

  • @mahendrasahoo477
    @mahendrasahoo477 8 หลายเดือนก่อน +22

    Good decision for government

  • @arunchandrahota9072
    @arunchandrahota9072 8 หลายเดือนก่อน +15

    ଓଲା ଉବେର କୁ ସୁରକ୍ଷା ଦିଆଯାଉ ।

  • @Sanumarndi6879
    @Sanumarndi6879 8 หลายเดือนก่อน +14

    ଟାଉଟର ବରମୁଣ୍ଡା ଅଟୋ ଚାଳକ ମାନେ.....
    ଲୋକ ମାନଂକୁ ବହୁତ ହଇରାଣ କରନ୍ତି.

  • @saktikantanayak4526
    @saktikantanayak4526 8 หลายเดือนก่อน +19

    ଅଟୋ ବାଲା କୁ ଖାଲି ମାଡ଼ ଦରକାର ଅଟେ, ମୋ ବସ୍ ଷ୍ଟପ୍ ରେ ଜବର ଦଷ୍ଟ ଅଟୋ ରଖି ମୋ ବସ୍ କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରୁଛନ୍ତି

  • @dhembram6713
    @dhembram6713 8 หลายเดือนก่อน +10

    ଠିକ୍ ହୋଇଛି ବରମୁଣ୍ଡାରେ ହଜାର ହଜାର ଲକ ଙ୍କୁ ଠକିଛନ୍ତି ଏହିଚାଳକ୍ ମାନେ ଭଗବାନ ସମସ୍ତଙ୍କର

  • @dkb4320
    @dkb4320 8 หลายเดือนก่อน +9

    ଏମାନଙ୍କୁ ଭଲ ହେଇଛି

  • @gobindsa7854
    @gobindsa7854 8 หลายเดือนก่อน +12

    ଭଲ ହେଲା , ଲୋକ ମାନଙ୍କଠୁ ଅଧିକା ଟଙ୍କା ନେଇ ଥିଲେ ।

  • @satyabratasamal6414
    @satyabratasamal6414 8 หลายเดือนก่อน +2

    ଭୁବନେଶ୍ବର ରୁ ଅଟୋବାଲାଙ୍କୁ ବାହାର କରିଦିଆଯାଉ। ଖାଲି ମାନମାନି ନୁହେଁ, ଏମାନେ ବହୁ ଅସାମାଜିକ କାର୍ଯ୍ୟରେ ମଧ୍ୟ ଲିପ୍ତ ଅଛନ୍ତି କେବଳ ପଇସା ରୋଜଗାର କରିବା ଚକ୍କର ରେ। ଭୁବନେଶ୍ବର ରେ ଯେତେକ ଦୁର୍ଘଟଣା ହେଉଛି, କେଉଁଠି ନା କେଉଁଠି ଅଟୋ ହିଁ ଦାୟୀ। ଦୀର୍ଘ 30 ବର୍ଷର ଅଭିଜ୍ଞତା ରୁ ମୁଁ କହୁଛି। ଯାହାର କୌଣସି କାମ ନାହିଁ, ସେ କଣ ଭୁବନେଶ୍ବର ରେ ଅଟୋ ଚଳାଇବ? ଏହା ଏକ ସ୍ମାର୍ଟ ସିଟି। ଏଠାରେ ରାସ୍ତାରେ ଗାଡି ଚଳାଇବାର ନିର୍ଦ୍ଦିଷ୍ଟ ନିୟମ ଅଛି। ଅଟୋବାଲା ଏଗୁଡା କେବେ ବି ମାନନ୍ତି ନାହିଁ। ଆଗକୁ ନଦେଖି ବାମ ପାଖକୁ ଦେଖି ଅଟୋ ଚଳାନ୍ତି। କିଛି କହିଲେ ଦାଦାଗିରି ଷ୍ଟାର୍ଟ। ଆମ ନୂଆ କାରକୁ କୁଟି ଚେପା କରିଦେଲା ଗୋଟେ ଅଟୋବାଲା ବାଣୀବିହାର ରେ। କହିବାରୁ କହୁଛି ଭୁବନେଶ୍ବର ସେମାନଙ୍କର। ସମସ୍ତେ ଭୁବନେଶ୍ବର ଛାଡି ପଳାନ୍ତୁ, ଅଟୋବାଲା ହିଁ ରହିବେ। ସରକାର ତୁରନ୍ତ ଏମାନଙ୍କ ବିରୁଦ୍ଧରେ action ନେବା ଦରକାର। ବରମୁଣ୍ଡା ବସ ଷ୍ଟାଣ୍ଡ କୁ ଆଦୌ ଅଟୋ ପୁରେଇଦେବା କଥା ନୁହେଁ।

  • @Rsgmbzbbzzbbsbssbsbsbl
    @Rsgmbzbbzzbbsbssbsbsbl 8 หลายเดือนก่อน +14

    ଏ auto ଵାଲା ମାନେ ଲୋକଙ୍କୁ ଲୁଟୁଛନ୍ତି ଏବଂ ବହୁତ ହଇରାଣ କରୁଛନ୍ତି

  • @apnamart
    @apnamart 8 หลายเดือนก่อน +2

    ଅଟୋ ଭାଇ ମନେ ଅଛି ତୁମେ ଯେମିତି Ola, Uber , Rapido bike Taxi driver ଭାଇମାନଙ୍କର ଦାନା ପାଣି ମାରିଲ ତୁମର ସେମିତି ଏବେ ଭଗବାନ ଦାନା ପାଣି ମାରିବେ ଯେସାକୁ ତେସା ll ତୁମ ମାନଙ୍କର ମୂର୍ଖାମି ପାଇଁ କେତେ ଭାଇ ମାନେ କେତେ ଦୁଃଖ ପାଇଛନ୍ତି ତୁମେ ଏବେ ଠିକ୍ ବୁଝିପାରୁଥିବ ll ଭାଇ ସମୟ ଆସୁଛି ଆଗକୁ କଣ ହେବ ଦେଖା ଯାଉ 👍

  • @BibhuOD22
    @BibhuOD22 8 หลายเดือนก่อน +10

    ସରକାର ଭଲ ପଦକ୍ଷେପ ନେଇ ନୂଆ ବସ ଷ୍ଟାଣ୍ଡ କରିଛନ୍ତି ନହଲେ ଏ auto ଵାଲା 2 km ଗଲେ 200/300 ଟଙ୍କା ମାଗୁଛନ୍ତି
    Auto ଵାଲା ଙ୍କ ମନ ଇଛା ଯାତ୍ରୀ ମାନଂକୁ ଲୁଟୁଛନ୍ତି

  • @amulyakumarpatra6586
    @amulyakumarpatra6586 8 หลายเดือนก่อน +16

    ଲୋକ ,ଙ୍କୁ ଲୁଟ କରିବା ଅସୁବିଧା ହଉଛି

  • @babudugu4892
    @babudugu4892 8 หลายเดือนก่อน +14

    I love bmc decision ❤❤❤

  • @Adisakti4158
    @Adisakti4158 8 หลายเดือนก่อน +11

    Baramunda bus stop best step neichnti ଏହି ମାନ ଙ୍କ ଚୋରେଇ ବା ହେଇନି

  • @pradeeptakumar5826
    @pradeeptakumar5826 8 หลายเดือนก่อน +17

    ମୋ ମତରେ ଠିକ୍ ଅଛି ସପ୍ତାହକ ତଳ ଜନେ ଡ୍ରାଇଭର୍ ମୋ ସ୍ତ୍ରୀ ଉପରେ ଅଟୋ ପଛୁଆ କରି ମଡେଇ ଦେଲା କହିବାରୁ ମେଳ ହୋଇ ଧମକ ଦେଲେ

    • @Adisakti4158
      @Adisakti4158 8 หลายเดือนก่อน +3

      ଏହି ମାନଙ୍କୁ ଏମିତି ଦିଆ ଯାଉ, କିଛି ନାହିଁ ଚୋର ଯାକ

  • @mks5547
    @mks5547 8 หลายเดือนก่อน +44

    ସବୁ ଅଟୋ ଠକ

    • @tapankumarbhoi1498
      @tapankumarbhoi1498 8 หลายเดือนก่อน +1

      Tu sachot ekaa.

    • @mks5547
      @mks5547 8 หลายเดือนก่อน

      @@tapankumarbhoi1498 mate thakile 20jagare 200 nele

    • @JibanjyotiMallick-e2t
      @JibanjyotiMallick-e2t 8 หลายเดือนก่อน +1

      Tu,gote, magiaa 6ka tare

    • @darkclouds6246
      @darkclouds6246 8 หลายเดือนก่อน

      ​@@JibanjyotiMallick-e2tତୁ ମାଘିଆ ସେ ଗାଣ୍ଡୀ ମରା Auto ବାଲା କିରେ

    • @ankurmohanty
      @ankurmohanty 8 หลายเดือนก่อน

      Tuh auto bala heithibu gandi mara​@@tapankumarbhoi1498

  • @anilkumarmaharana8110
    @anilkumarmaharana8110 8 หลายเดือนก่อน +16

    ଅଟୋ କେବେ ଠୁ ରୋଗୀ କୁ ଆଣୁଥିଲେ କି। ଭଲ ଲୋକଙ୍କୁ କୁ ଠକୁ ଥିଲେ ଆଉ ରୋଗୀ କୁ କିଏ ପଚାରେ ଅଟୋ ବାଲା ଙ୍କ ପାଟିରୁ ଯାହା ରେଟ୍ ବାହାରିଲା।।। ସେଇଟା ତାଙ୍କର ଫାଇନାଲ ତେଣେ ତୁମେ ନିଅ ନହେଲେ ରୋଗୀଙ୍କୁ ଚଲେଇ ଚଲେଇ ନିଅ।।। କିଛି ସେମାନଙ୍କ ର କିଛି ଯାଏ ଆସେ ନାହିଁ

    • @darkclouds6246
      @darkclouds6246 8 หลายเดือนก่อน +1

      ଠିକ୍ କହିଛ ଭଇ ମୋ ସାଙ୍ଗରେ ଏମିତି ହେଇଛି

    • @ramakantapradhan2000
      @ramakantapradhan2000 8 หลายเดือนก่อน +1

      Good job

  • @rabindrabiswal6748
    @rabindrabiswal6748 8 หลายเดือนก่อน +12

    Bahut vala heichi

  • @biswajitnayak4918
    @biswajitnayak4918 8 หลายเดือนก่อน +22

    Auto Bala lokanku lutuchhanty , 3 Jana jagare 10 Jana baseiki nauchhanty, tanku RTO fine katuni ki tanka pain kichhi niyam nahi

  • @prabinaswain4224
    @prabinaswain4224 8 หลายเดือนก่อน +20

    Sabu surat chala😂😂😂

  • @dibakarnayak-mk3bc
    @dibakarnayak-mk3bc 8 หลายเดือนก่อน +16

    ଆଉ କିଛି ଦିନ ଯାଉ ଦେଖିବ ଟ୍ସେଶନ ରେ ବି ଆଉ ରହି ପାରି ବାନୀ

    • @rameshchandramahanta1791
      @rameshchandramahanta1791 8 หลายเดือนก่อน +1

      Government in good dicision sabu auto Bala High money neo thele

  • @thoughtsofshaan
    @thoughtsofshaan 8 หลายเดือนก่อน +3

    ଯେତେବେଳେ ବି କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇଛି ସେତେବେଳେ ଏହି ଅଟୋ ମାଫିଆ ମାନେ ଏମିତି କିଛି ନା କିଛି ନାଟକ କରିଛନ୍ତି। କେହି ବି ଏମାନଙ୍କ କଥା ଜମା ଶୁଣନ୍ତୁ ନାହିଁ। ଆଗାମୀ ଦିନରେ ଆମେ ସମସ୍ତେ ମିଶି ଅଟୋ ବନ୍ଦ ଆନ୍ଦୋଳନ କରିବାକୁ ଯାଉଛୁ। ଭୁବନେଶ୍ୱର ରେ ଯଦି ଅଟୋ ଚାଲିବ ତାହେଲେ Prepaid Auto ଆଉ ମିଟର ବ୍ୟବସ୍ଥା ଲାଗୁ ହେବା ଆବଶ୍ୟକ। ତା ନହେଲେ ଏମାନେ ସାଧାରଣ ଲୋକଙ୍କୁ ଲୁଟି ନେବେ। ସରକାରଙ୍କୁ ଆମର ଦାବି ଯେ ଖୁବ୍ ଶୀଘ୍ର ପ୍ରିପେଡ୍ ଅଟୋ ଏବଂ ମିଟର ବ୍ୟବସ୍ଥା ଲାଗୁ କରନ୍ତୁ।

  • @omkarahi
    @omkarahi 8 หลายเดือนก่อน +8

    I am a cyclist. I have faced severe problem when auto drivers suddenly stop on middle of road to take passengers. They should not worry about patients. Govt should provide stretchers and wheelchairs to carry them.

  • @sanjibpurohit4863
    @sanjibpurohit4863 8 หลายเดือนก่อน +19

    2km bataku jau 100lututhila....seita tk kuha

  • @ashokh3247
    @ashokh3247 8 หลายเดือนก่อน +1

    Very good decesion by Govt.... Auto driver must follow rules,

  • @BaladevHota
    @BaladevHota 8 หลายเดือนก่อน +14

    Auto bala, touter ,chora free baramunda kara jau.😮

  • @Sonalidas-eo8jh
    @Sonalidas-eo8jh 8 หลายเดือนก่อน +10

    Bahut bhala heichi .mu bi khusi..aji auto bala stand ru hati jaechi..bahut paisa nianti aou behave bkharap ...govt ku anurodh se railway station agaru b auto stand hata...

  • @prasannakumarhati7677
    @prasannakumarhati7677 8 หลายเดือนก่อน +1

    ଯାହା ହେଇଚି ବହୁତ ଭଲହେଇଚି

  • @saktikantanayak4526
    @saktikantanayak4526 8 หลายเดือนก่อน +5

    ଅଟୋ ବାଲା ପରମ ମାଗିହା ୧ କିଲୋମିଟର କୁ ୫୦୦ ଟଙ୍କା ନେଉଛନ୍ତି ତା ସହିତ ନିଶା ଦେଇ ନୂଆ ନୂଆ ଲୋକମାନଙ୍କୁ ଲୁଟୁଛନ୍ତି

    • @kumargauravmohapatra7694
      @kumargauravmohapatra7694 8 หลายเดือนก่อน

      Auto driver jau nangha toki sabu baha hai chanti

    • @satyanarayanswain5168
      @satyanarayanswain5168 8 หลายเดือนก่อน

      To bou bodhe bia bepara karuchi tu auto Bala ku 1 km ku 500 dauchu

  • @prafullakumarbiswal1109
    @prafullakumarbiswal1109 8 หลายเดือนก่อน +1

    Good decision government naichhi

  • @rajatsoren3647
    @rajatsoren3647 8 หลายเดือนก่อน +1

    ପ୍ରଥମେ ଅଟୋ ରେ ମିଟର ଲଗା ଯାଉ ।

  • @ODISHABHAI-eq8jq
    @ODISHABHAI-eq8jq 8 หลายเดือนก่อน +6

    ମୋ ବସ ଭଳି ସୁବିଧା ଅଟୋ ରେ ମିଳିବ ନାହିଁ 👍 ମୋ ବସ ଲଗେଜ୍ ନେଉଛି, ଓ ସବୁ ରୁଟ କୁ ଯାଉଚି, ଭଡ଼ା ଏତେ କମ ଯେ ଯିଏ ଯାଇଛି ସେ ଜାଣିଛି, ମୋ ବସ କର୍ମଚାରୀ ଙ୍କ ବ୍ୟବହାର ବହୁତ୍ ଭଲ 🥰 ଯେତିକି ଟଙ୍କା ନିଅନ୍ତି, ବିଲ୍ ବି ଦେଇଛନ୍ତି, ମୋ ବସ ରେ 200 ଟଙ୍କା ରେ ସହର ସାରା ବୁଲି ଲେ ବି ସରିବ ନାହିଁ 👍ମୋ ବସ ଜିନ୍ଦା ବାଦ୍ 🙏🏻

    • @Kunalbbsr
      @Kunalbbsr 8 หลายเดือนก่อน +1

      200 re 4 day bulibe 50 rs pass neiki

  • @RamsinghHaiburu-c6u
    @RamsinghHaiburu-c6u 8 หลายเดือนก่อน +3

    ବରମୁଣ୍ଡା ବସଷ୍ଟାଣ୍ଡ ଅଟୋ ରିକ୍ସା ଚଳାଉଥିବା ବ୍ୟକ୍ତିଙ୍କ ଉନ୍ନତି ହେଉଛି

  • @swapnil_das
    @swapnil_das 8 หลายเดือนก่อน +16

    Ola uber bhitaraku jau. Emane utpat kam nahi

    • @ranjansahani3390
      @ranjansahani3390 8 หลายเดือนก่อน

      ଠିକ କହିଛ ଭାଇ

  • @sanjayakumarsahoo6645
    @sanjayakumarsahoo6645 8 หลายเดือนก่อน +8

    Ato bala nka dadagiri kamijaichi garment nku bahut dhanyabad ato standa thik jagare ebe achhi.au bhala heichi semane 100 jagare 200 kahuthile.

  • @sanatansethi2288
    @sanatansethi2288 8 หลายเดือนก่อน +10

    Mora room pakharu gote loka barmunda bus stand jaithile taku dina re nisa dei ta pakha ru 32600 rupees nei taku road kadare pakei palei asile

  • @kalianayak5666
    @kalianayak5666 8 หลายเดือนก่อน +8

    Ati ananda 😅😅😅

  • @mix_veg2023
    @mix_veg2023 8 หลายเดือนก่อน +7

    Sarkar gote bhala kama karichhanti dhanyabad...auto jaldi ban kara jau bbsr ru...a mne public nku bahut hairan karuthile...au rapido ola uber bikers nku b hairan karuchhanti... Tama peta poduchi au kahara poduni..

  • @biswaldk5588
    @biswaldk5588 8 หลายเดือนก่อน +1

    ତୁମେ ସଲା OLA ଓ UBER କରେଇ ଦେଉନଥିଲ ଭଲ ହେଇଛି

  • @bidyadharbehera8297
    @bidyadharbehera8297 8 หลายเดือนก่อน +1

    Bahut badhia decition sarkar ra👌

  • @kunmun9983
    @kunmun9983 8 หลายเดือนก่อน +12

    Auto walan ku badeiki bhar kara athu .
    Sabu jaka aliya.

  • @pramodpanda5201
    @pramodpanda5201 8 หลายเดือนก่อน +1

    କିଛି ଅସୁବିଧା ନାହିଁ ସରକାର ଯାହା କରିଛି ଠିକ୍ କରିଛି ଏ ଅଟୋ ବାଲା ମାନଙ୍କର ମନମୁଖୀ ପଇସା ନେବା ଆଉ ବ୍ୟବହାର ଭାରି ଖରାପ୍ କରିକୀ କୁହନ୍ତି ଜମାରୁ ନାହିଁ ଆଙ୍ଗୁଠି ଦେଖେଇଲେ ବାହା ଗିଲିଦେବେ ଏମାନେ ସରକାର ତରଫରୁ ଅଟୋ ବ୍ୟବସ୍ଥା କରାଯାଉ

  • @shivatudu461
    @shivatudu461 8 หลายเดือนก่อน +9

    train re bi rogi jauchanti.chali ki jai paru nahanti.hele tame kan auto ku railway station platform re purei deucha ki.

  • @Kunalbbsr
    @Kunalbbsr 8 หลายเดือนก่อน +7

    Je panche paramanda ta manda panchanti govinda . Jay Jagannath

  • @biswaranjansahoo1042
    @biswaranjansahoo1042 8 หลายเดือนก่อน

    ବହୁତ ଭଲ.... Auto ଵାଲା ଙ୍କୁ ପୁରା busstand ରୁ out କରିଦିଅ......

  • @KabitaNayak-cr8mb
    @KabitaNayak-cr8mb 8 หลายเดือนก่อน

    ସମସ୍ତ। ।ଡ୍ରାଇଭର ଭାଇ ଏକ ହୁଅ ନିଶ୍ଚୟ। ସଫଳ ହେବ। ଜୟ।ଜଗନ୍ନାଥ❤

  • @thoughtsofshaan
    @thoughtsofshaan 8 หลายเดือนก่อน +3

    ଏଇଟା ଗୋଟେ ଖବର..? ଧନ୍ୟ ରେ ତୁମେ ମିଡ଼ିଆ ଭାଇ😅। ତୁମକୁ ଟିକେ ଖରାପ ଲାଗୁନି କେଡ଼େ ସୁନ୍ଦର ପଦକ୍ଷେପ ବିରୋଧରେ ଖବର ପ୍ରସ୍ତୁତ କରି ଲୋକଙ୍କୁ ଭ୍ରମିତ କରୁଛ? ଯେତେବେଳେ ଏହି Auto Mafia ସବୁ ସାଧାରଣ ଲୋକଙ୍କୁ ଠକୁଛନ୍ତି ସେତେବେଳେ ତ କାହିଁ ଖବର ପ୍ରସାରଣ କରୁନ? ସବୁଯାକ ଗଛ ଉଠା ବେହିଆ

  • @SoumyajeetParida-zk6np
    @SoumyajeetParida-zk6np 8 หลายเดือนก่อน +8

    ସରକାର ଙ୍କର ଗରୀବ ହଟାଅ ଅଭିଯାନ

    • @arunchandrahota9072
      @arunchandrahota9072 8 หลายเดือนก่อน +1

      ଲୁଟେରା ଓ ଠକ ହଟାଇବା କାର୍ଯ୍ୟକ୍ରମ।
      ଧନ୍ୟବାଦ ସରକାର।

    • @sandeepbaliarsingh8463
      @sandeepbaliarsingh8463 8 หลายเดือนก่อน +1

      ​@@arunchandrahota9072Thik. Eguda parama chora guda alpa kichi jadi bhala thi be thibe. Nahele yankara dauratmya adhika. Mana icha gaadi rakhi debe. Mana icha gaadi ku buleidebe, 2 ru 3km ku 200 tanka never. Galua nki thik heichi.

  • @DasRuna
    @DasRuna 8 หลายเดือนก่อน +1

    ତମକୁ ଜମାରୁବି 5 ଟକାଂର ଖାଇବା ଦବା କଥା ନୁହେଁ, ଶଳା 100ମିଟର ରାସ୍ତା ହେଇ ଥିବ ଜାଗାକୁ ଜିବା ପାଇଁ କହେବେ 150 ଟକାଂ ଦିଅ

  • @PrakashKumarMohanty-c4b
    @PrakashKumarMohanty-c4b 8 หลายเดือนก่อน +1

    ଭଲ ହେଇଛି

  • @swsvideo5578
    @swsvideo5578 8 หลายเดือนก่อน +9

    Bus stand ru baharku 100 tanka neuthilo na abe namo niyo

  • @sripatitalasaruda9940
    @sripatitalasaruda9940 8 หลายเดือนก่อน

    ଏ ଅଟୋ ବାଲାମାନେ ଯାତ୍ରୀମାନଙ୍କୁ ବହୁତ ଖରାପ ବ୍ୟବହାର କରନ୍ତି,ତେଣୁ ଠିକ ହୋଇଛି.

  • @biswaldk5588
    @biswaldk5588 8 หลายเดือนก่อน +1

    ଭଲ ହେଇଛି। ତୁମର ଗୁଣ୍ଡା ଗର୍ଦୀ ବନ୍ଦ ହେଲା

  • @cricket.669
    @cricket.669 8 หลายเดือนก่อน

    ଯାହା ହେଇଛି ଭଲ ହେଇଛି

  • @ERJRPARIDAODIAVLOGS
    @ERJRPARIDAODIAVLOGS 8 หลายเดือนก่อน +1

    Nice job by govt👍ଲୋକ ଙ୍କୁ ସେବା ନା ଲୁଟୁଥିଲ ସବୁ😂

  • @Sibaram12370
    @Sibaram12370 8 หลายเดือนก่อน +1

    Jaya Jagannath🙏🙏🙏😢😢😢😭😭😭

  • @prakashchandrarath2175
    @prakashchandrarath2175 8 หลายเดือนก่อน +4

    Thik heichhi auto bala bhuta problem create karuthile

  • @kunanayak6432
    @kunanayak6432 8 หลายเดือนก่อน +4

    Tuma manaku thik hechhi

  • @od11wala
    @od11wala 8 หลายเดือนก่อน +11

    Bahut lutilo tmr dino gola

  • @gurucharanchattar6626
    @gurucharanchattar6626 8 หลายเดือนก่อน

    ଭାଇ ସବୁ ଅଟୋ ଭାଇ ମାନେ ଖରାପ ନୁହଁନ୍ତି ଯେଉଁ ଅଟୋ ଭାଇ ମାନେ ଅନଲାଇନ୍ ରେ ଚଲଉ ଛନ୍ତି କ'ଣ ସେମାନେ ବି ଖରାପ ଭାଇ କିଛି ତ ଭଲ ଅଛନ୍ତି ଜୟଜଗୋନାଥ 🙏🙏🙏🙏🛺🛺🛺🛺

  • @nirmalyaguru935
    @nirmalyaguru935 8 หลายเดือนก่อน +1

    ଭୁବନେଶ୍ବରରେ ସବୁଠୁ ଅଧିକ probelm ହଉଚି ଅଟ ବଲାଙ୍କର ଯାହାବି କିଛି ହେଲେ ଖାଲି road block କରିବାକୁ ଧମକ ଦେଉଛନ୍ତି ଯେତେବେଳେ ସରକାରଙ୍କ ନିୟମ ଅନୁଯାୟୀ per km ୧୦ ଥିଲା ଏମାନେ ୫୦+ ନେଉଥିଲେ ଆଉ ଏବେ ତ ମୁଁ କେବେ ଅଟୋ ରେ ଯାଉନି ସେଥିପାଇଁ ମୋବସ ଭଲ ଅଛି ଅମେବି ଗରିବ ଘରପିଲା

  • @satyabratasamal6414
    @satyabratasamal6414 8 หลายเดือนก่อน +1

    ଅଧିକାଂଶ ଅଟୋବାଲା ଅସାମାଜିକ ପ୍ରାଣୀ। କେବଳ ନୂଆ ବସ ଷ୍ଟାଣ୍ଡ ନୁହେଁ, ଏମାନଙ୍କୁ ତୁରନ୍ତ ଭୁବନେଶ୍ବର ରୁ ବାହାର କରାଯାଉ। ସରକାର ବିହିତ ପଦକ୍ଷେପ ନେବା ସମୟ ଆସିଛି। ଅଟୋ ହଟାଅ ଭୁବନେଶ୍ବର ବଞ୍ଚାଅ।

  • @PKD-Gaming-zw9rs
    @PKD-Gaming-zw9rs 8 หลายเดือนก่อน +6

    Auto Balamane lututhile tanka. Sarkar khub uttam karya karichanti. Nabin Pattanayak jindabaj.

  • @abinashswain964
    @abinashswain964 8 หลายเดือนก่อน

    ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଣି

  • @ajayaparida8185
    @ajayaparida8185 8 หลายเดือนก่อน

    Bahut bhala heichi 😊

  • @rabinarayanapraharaj4477
    @rabinarayanapraharaj4477 8 หลายเดือนก่อน

    ଯାହା ହେଉଛି ଠିକ୍ ଚାଲିଛି ଉତ୍ପାତ ବନ୍ଦ

  • @umaprasadbehera4283
    @umaprasadbehera4283 8 หลายเดือนก่อน

    ଏଗୁଡ଼ିକ ସବୁ ବାଉଁସର୍ ଗୁଡ଼ା।

  • @soumyahota87
    @soumyahota87 8 หลายเดือนก่อน +1

    Railway station 4 number gate pakhare auto wala nka atanka achi.. seita tikke dekha..

  • @manojpatra3706
    @manojpatra3706 8 หลายเดือนก่อน +1

    Jaha heyichhi bhala heyichhi

  • @pradipkandi5112
    @pradipkandi5112 8 หลายเดือนก่อน +1

    Bhala hei6i

  • @bipinsahuvlogskoraputodish2536
    @bipinsahuvlogskoraputodish2536 8 หลายเดือนก่อน +1

    Sarkar jama ଏମାନଙ୍କୁ କିଛି କରନାହିଁ। ଏମାନେ ସବୁ ପକା ହାରାମି godaka। ୧ କିଲୋମିଟର କୁ ୨୦୦ ଟଙ୍କା maguchanti। ସବୁ ଅଟୋ ବାଲା ପୁରା toutor godak

    • @ranjansahani3390
      @ranjansahani3390 8 หลายเดือนก่อน +1

      ଭାଇ ସବୁ ଅଟୋ ବଲା ନାହିଁ କେବଳ ବରମୁଣ୍ଡା ବସଷ୍ଟାଣ୍ଡ ମାନଙ୍କରେ ଥିବା କିଛମାତ୍ରାରେ ଓଟବାଲା

    • @bipinsahuvlogskoraputodish2536
      @bipinsahuvlogskoraputodish2536 8 หลายเดือนก่อน

      @@ranjansahani3390 thick Katha bhai kichi ato Bala bahut haeirana karuchanti, kahibe gote rate gala pare au Tara double rate maguchanti kahile duniya bhasare gali karuchanti

  • @ddacharya7488
    @ddacharya7488 8 หลายเดือนก่อน

    Government taking right decision

  • @binodkumarnayak4713
    @binodkumarnayak4713 8 หลายเดือนก่อน

    Bhala heichi...

  • @prasantodiamotivation84
    @prasantodiamotivation84 8 หลายเดือนก่อน

    Bahut badhia heichi👌

  • @jaga325
    @jaga325 8 หลายเดือนก่อน +1

    Goutam Pradhan babu,Bhai tame customer katha chinta karani, customer sabu athi comments karichanti,padhantu

  • @sushantapatra6233
    @sushantapatra6233 8 หลายเดือนก่อน

    ତମର ବାଳ ବହୁତ ଭଲ,ମଉକା ମିଳିଲେ ପେଲୁଚ .ସରକାର ଠିକ କରିଛି

  • @chinu1062
    @chinu1062 8 หลายเดือนก่อน

    Bhala heichi

  • @tarakchandra_malkangiri098
    @tarakchandra_malkangiri098 8 หลายเดือนก่อน

    Bohut hi valo heichhi...Auto Bala pray sobu toughter and loko mananku sosan koruchhanti

  • @diptimayadeepakmaharana6043
    @diptimayadeepakmaharana6043 8 หลายเดือนก่อน +1

    This reporter did a good job in igniting rage among auto rikshaw drivers. I don't know from which college did he learn such reporting. May God protect us from such persons.

  • @mirasaraf486
    @mirasaraf486 8 หลายเดือนก่อน

    Good decision government

  • @KartikeswarMohanta-c5h
    @KartikeswarMohanta-c5h 8 หลายเดือนก่อน

    Very good decision taken by Government