ଆଫ୍ରିକା ରେ ରହୁଥିବା ଓଡିଆ //ODIA LIFE IN AFRICA KENYA 🇰🇪

แชร์
ฝัง
  • เผยแพร่เมื่อ 30 พ.ย. 2024

ความคิดเห็น • 967

  • @MuTraveller
    @MuTraveller  8 หลายเดือนก่อน +674

    ଶୁଭ ମହା ଶିବରାତ୍ରୀ 🙏🙏

    • @sports_lovers-gr2pk
      @sports_lovers-gr2pk 8 หลายเดือนก่อน +10

      Every one Happy Shivratri ❤ Har har Mahadev🙏 ❤👍

    • @BipinBroker-se8oc
      @BipinBroker-se8oc 8 หลายเดือนก่อน +1

      🙏🏼🙏🏼

    • @rajendrabehera3769
      @rajendrabehera3769 8 หลายเดือนก่อน +2

      ❤❤

    • @rohitbag1843
      @rohitbag1843 8 หลายเดือนก่อน +3

      Happy shivratri

    • @DEEPAKKumar-yq1be
      @DEEPAKKumar-yq1be 8 หลายเดือนก่อน +2

      MAHA SHIVRATRI RA ANEKA SUBHAKANANA🙏🏻

  • @subashbarik1071
    @subashbarik1071 8 หลายเดือนก่อน +212

    ଆମ ଓଡିଆ ଭଉଣି ଜଣେ ତମକୁ ସାହାଯ୳ କଲେ ୟାଠୁ ଖୁସି ଆଉ କିଛି ଦରକାର ନାହିଁ👌🚩👍❤

  • @bindunayak2980
    @bindunayak2980 8 หลายเดือนก่อน +241

    ଭଉଣୀ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍, ଭଗବାନ ତାଙ୍କୁ ସବୁ ବେଳେ ଭଲରେ ରଖିଥାନ୍ତୁ।🙏🙏🙏

  • @LNDancer786
    @LNDancer786 8 หลายเดือนก่อน +93

    ମୌସୁମୀ ମୁଁ ବୁବୁ ମାର୍କୋଣା . ଦେବ ସାର institution ସାଙ୍ଗ . ୟାର ତୋ ତେ କେତେ ଖୋଜୁଥିଲି ତୁ କେନିଆ ରେ . ଆରେ ବାଃ ସାଙ୍ଗ ତତେ 2008 ପାଖରୁ ଦେଖିନଥିଲି . ଲବ ଭାଇ channel ରେ ଦେଖି ଖୁସି ଲାଗିଲା . ତ ପୁଅ ବହୁତ ସୁନ୍ଦର ହେଇଛି ଲୋ😊

    • @RajkumarPani-p9e
      @RajkumarPani-p9e 8 หลายเดือนก่อน +4

      ଭାଇ ଆପଣ ମାନଙ୍କୁ ବିଶେଷ ଧନ୍ୟବାଦ୍ ଜଣାଉଛୁ

    • @Rajashree_321
      @Rajashree_321 8 หลายเดือนก่อน +2

      😅😇

    • @khitishbhoi
      @khitishbhoi 8 หลายเดือนก่อน +1

      Hii ମୁଁ ବି markona ରୁ କହୁଛି

  • @hemantabahera8047
    @hemantabahera8047 8 หลายเดือนก่อน +114

    ଶୁଭ ସନ୍ଧ୍ୟା ଆଫ୍ରିକା ରେ ଆମ ଓଡ଼ିଆ ଫେମେଲି ଏବଂ ସମସ୍ତ ଙ୍କୁ ମହାଶିବରାତ୍ରି ର ଅଭିନନ୍ଦନ,, BBSR ରୁ ହେମନ୍ତ ଭାଇ, ଧନ୍ୟବାଦ୍,❤❤❤❤❤❤❤❤❤❤❤❤❤❤❤❤❤

  • @Devaji111
    @Devaji111 8 หลายเดือนก่อน +27

    ସତରେ ବିଦେଶରେ ଯଦି କେହି ଜଣେ ନିଜ ଲୋକ ମିଳିଯାଏ ସେ ଖୁସିର ପରିମାପ କହିବା ଅସମ୍ଭବ. ଭାରି ଖୁସି ଲାଗୁଛି ଯେ ସେ ନିଜ ଭଉଣୀ ଭଳିଆ ଆମକୁ ଲାଗୁଛି. ଏ ହେଉଛି ଆମର ସଂସ୍କାର.
    ଜୟ ଜଗନ୍ନାଥ 🙏
    Lots of love from BALASORE ODISHA INDIA ❤❤❤

  • @chandramanimahanta8332
    @chandramanimahanta8332 8 หลายเดือนก่อน +34

    ଆମେ ଯଦି ଅନ୍ୟକୁ ସମ୍ମାନ ଦେବା
    ଯେଉଁ ଦେଶ କୁ ଗଲେ ଆମ କୁ ସମ୍ମାନ ମିଳିବ ଏ କଥା ଟି ଲବ ଠୁ ଶିଖିବା
    ଧନ୍ୟବାଦ୍
    ଜୟ ଜଗନ୍ନାଥ

  • @R....k....M
    @R....k....M 8 หลายเดือนก่อน +73

    ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ମହା ଶିବ ରାତ୍ରୀ ର ଅନେକ ଅନେକ ଶୁଭେଚ୍ଛା 🎉

  • @niranjanpattanira321patta5
    @niranjanpattanira321patta5 8 หลายเดือนก่อน +42

    ଭେଣେଇ ଆଉ ଭଉଣୀ କୁଁ ବହୁତ୍ ବହୁତ୍ ଧନ୍ୟବାଦ୍..... ଲବ ଭାଇ କୁ ଓଡ଼ିଶା ଖାଇବା ଖାଇବାକୁ ଦେଲେ.….ଘର ଲୋକ ଭଳି ରଖିଲେ... ଜୟ ଜଗନ୍ନାଥ

  • @Jaykisan503
    @Jaykisan503 8 หลายเดือนก่อน +54

    ଗୋଟେ ଦିନରେ ଦୁଇଟି ଭିଡିଓ , ଭାଇ ଦିଲସେ ଧନ୍ୟବାଦ୍ , ମୟୂରଭଞ୍ଜ ପଖାଳ ଜିନ୍ଦାବାଦ ❤❤❤

  • @munahembram9610
    @munahembram9610 8 หลายเดือนก่อน +61

    Moushumi DIDI Pai Like Please...👍👍👍

  • @binayaksethi8392
    @binayaksethi8392 7 หลายเดือนก่อน +1

    ବହୁତ ସୁନ୍ଦର ହେଇଛି ଭିଡିଓ

  • @rajeshofficial4755
    @rajeshofficial4755 8 หลายเดือนก่อน +43

    ଆଫ୍ରିକା ରେ ଥିବା ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ଶୁଭ ଶିବ ରାତ୍ରି

  • @jiturajpradhan3684
    @jiturajpradhan3684 8 หลายเดือนก่อน +2

    ଭଉଣୀ ଙ୍କୁ ବୋହୁତ ବୋହୁତ ଧନ୍ୟ ବାଦ ନବ ଭାଈ ଙ୍କୁ ଘରକୁ ଡ଼ାକି ଥିବାରୁ ମୋର ହୁଦୟରୁ ଧନ୍ୟ ବାଦ ବୋହୁତ ଖୁସି ଲାଗିଲା

  • @raghunathhembram3478
    @raghunathhembram3478 8 หลายเดือนก่อน +14

    Laba you are first adivasi world traveller -congratulation

  • @ajayakumarmohanty9582
    @ajayakumarmohanty9582 8 หลายเดือนก่อน +19

    ବହୁତ ସୁନ୍ଦର ସ୍ଥାନ ଦେଖିବାକୁ ପାଇଲୁ। କେନିଆରେ ଓଡିଆ ପରିବାର ସହ ଦେଖା ହେଲା। ଖୁସି ଲାଗିଲା। ଧନ୍ୟବାଦ।

  • @cutebabyaradhyavlogs7730
    @cutebabyaradhyavlogs7730 8 หลายเดือนก่อน +24

    ଭାଇ ଆମ ଘର ପତିରାଜପୂର୍ ପାଖ ଗାଁ Alipur ମୁଁ ତମ ଭିଡ଼ିଓ ସବୁ ଦେଖେ ଭାଇ
    ଦିଦି ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ତମକୁ ଡାକିଲେ
    ମ ତରଫରୁ ଧନ୍ୟବାଦ୍ ଓ ଦିଦିଙ୍କୁ କହିବେ ଘରକୁ ହୋଲିରେ ଆସିଲେ ପତିରାଜ୍ ପୁର୍ ମେଳଣ ବୁଲିବାକୁ ଆସିବେ ମତେ ବହୁତ୍ ଭଲ ଲାଗିଲା ଏହି ଭିଡ଼ିଓ ଟି

  • @haridas5442
    @haridas5442 8 หลายเดือนก่อน +25

    ମୁଁ ଖୁସି ହେଲି ମୋ ଭଉଣୀ କୁ ଦେଖିବାକୁ ପାଇଲି 🤗 ସେ ମୋ ଭଉଣୀ ରେ

    • @Mr.adi_052
      @Mr.adi_052 8 หลายเดือนก่อน +1

      Ta nija bhauni

  • @OdiaVloggerBijuBhai
    @OdiaVloggerBijuBhai 8 หลายเดือนก่อน +24

    ଲବ ଭାଇ ଆମ ଘର ଇଶ୍ଵରପୁର ଗ୍ରାମପଞ୍ଚାୟତର ଆଗତପୁର ଗ୍ରାମରେ ❤️❤️❤️ ଭ‌ଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ 🥰

  • @uttamkumarcreations217
    @uttamkumarcreations217 8 หลายเดือนก่อน +10

    ଭଉଣୀ ଓ ଭାଇନାଙ୍କୁ ବହୁତ ବହୁତ ଧନ୍ୟବାଦ 👍👍👍ଏମିତି ଭଲ ଲୋକଙ୍କର help କର l ଭଗବାନ ଆପଣଙ୍କୁ ଭଲରେ ରଖି ଥାନ୍ତୁ l ଜୟ ଜଗନ୍ନାଥ 🙏🙏

  • @harekrishnamirdha1244
    @harekrishnamirdha1244 8 หลายเดือนก่อน +16

    ଆମ ଓଡ଼ିଆ ଭଉଣୀ କୁ ଧନ୍ୟବାଦ୍

  • @pradeepojha8909
    @pradeepojha8909 8 หลายเดือนก่อน +2

    ବିଦେଶ ରେ ରହି ବି ଓଡ଼ିଆର ମର୍ଯ୍ୟଦା ରେ ରହିଛନ୍ତି ଦେଖି ଖୁସି ଲାଗିଲା...😊
    ଶୁଭ ମହାଶିବରାତ୍ରୀ 🕉️🙏🔱🚩
    Love from Bhadrak 💖👍

  • @purnanayak5383
    @purnanayak5383 8 หลายเดือนก่อน +5

    Labababu, ବାସ୍ତବରେ ତମେ ମହାନ୍ ଭାଇ,, ଏମିତି ଏତେ ସବୁ ଜାଗାକୁ ଯିବା, ଏତେ ସବୁ ଲୋକମାନଙ୍କ ସହିତ ଖାପ ଖୁଆଇ ଚଳି ପାରିବା, ପରିସ୍ଥିତି ଓ ଜଳବାୟୁ ସହ ଖାପ ଖୁଆଇ ପାରିବା, ବିଭିନ୍ନ ଲୋକଙ୍କ ଓ ସାମାଜିକ ଚଳଣିରେ ଓ ଭାଷା ବିନିମୟ କରି ପାରିବା ଯେଉଁ ଅଭିଜ୍ଞତା, ଆହୁରି ଅନେକ କିଛି ସବୁକୁ ପାଥେୟ କରି ଭ୍ରମଣ କରି ବହୁ କିଛି ଅନୁଭବ ଓ ଅଭିଜ୍ଞତାକୁ ଜଣାଉ ଥିବାରୁ ମୋ ତରଫରୁ ଅନେକ ଅନେକ ଧନ୍ୟବାଦ୍ ଓ ଶୁଭକାମନା,,,ଜୟ ଜଗନ୍ନାଥ,,,

  • @sunilcreation02
    @sunilcreation02 8 หลายเดือนก่อน +23

    ହେ ଶିବ ଠାକୁର ଜଲ୍ଦି ଲବ ଭାଇ ର 1M subscriber ହେଇଯାନ୍ତୁ 🙏🙏

  • @DPrasadB-zy2lf
    @DPrasadB-zy2lf 8 หลายเดือนก่อน +53

    ମହା ଶିବ ରାତ୍ରି ର ଶୁଭେଚ୍ଛା ଓ ଅଭିନନ୍ଦନ 😊😊

  • @odishamix7042
    @odishamix7042 8 หลายเดือนก่อน +13

    ଭାଇ ରେ ଏ ଦିଦି ପୁରା ଆମ ଘର ପାଖାପାଖି ଲୋକ... ମାତ୍ର 3.5km ଦୁର... ଧନ୍ୟବାଦ

  • @jayhindvlogs5512
    @jayhindvlogs5512 8 หลายเดือนก่อน +12

    ବହୁତ ଖୁସି ର କଥା ଯୁଆଡେ ଗଲେ ଓଡିଶା ଲୋକ ....Jay jaganath

  • @B-ow9zf
    @B-ow9zf 8 หลายเดือนก่อน +28

    ମହା ଶିବରାତ୍ରୀ ଉପଲକଷେ ସମସ୍ତ ଙ୍କୁ ଅଭିନନ୍ଦନ 🙏🏻🙏🏻🙏🏻🙏🏻🙏🏻

  • @bikashpanda1443
    @bikashpanda1443 8 หลายเดือนก่อน +7

    bahut badhia sister bbahut happy bhala lagila

  • @NandakiswarMallick
    @NandakiswarMallick 8 หลายเดือนก่อน +5

    ମହା ଶିବରାତ୍ରି ଅଭିନନ୍ଦନ ବହୁତସୁନ୍ଦର ଭିଡିଓ ଲାଗୁଛି ଓଡିଶା ରେ ଅଛ କନ୍ଧମାଳ ରୁ ଧନ୍ୟବାଦ

  • @hrudanandasankhua5824
    @hrudanandasankhua5824 8 หลายเดือนก่อน +10

    ମହାଶିବରାତ୍ରୀ ରେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଲବ ଭାଇ ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @jagannathgouda840
    @jagannathgouda840 8 หลายเดือนก่อน +1

    Thank you bhauni odisha ru bahut dur re rahi aam Sanskar ku bajayi rakhithibaru

  • @pranchispradhan5548
    @pranchispradhan5548 8 หลายเดือนก่อน +23

    ଭାଇ ତମେ ସବୁବେଳେ ଭିଡିଓ ଅଧାରୁ ନମସ୍କାର କରୁଛ ବହୁତ ଭଲ ଲାଗୁଛି ସତରେ .

  • @akshyasahu4335
    @akshyasahu4335 8 หลายเดือนก่อน +1

    ଲବ ବ୍ରୋ 🙏, ଯା ହଉ ମୌସୁମୀ ସିଷ୍ଟର ଙ୍କର ବ୍ୟବହାର ଆଉ କଥାବାର୍ତ୍ତା ବହୁତ ଭଲ, ଆଫ୍ରିକା ରେ ରହି ବି ହିନ୍ଦୁ ମାନେ ମନ୍ଦିର ନିର୍ମାଣ କରେଇ ପୂଜା ପାର୍ବଣ କରୁଛନ୍ତି ଆଉ ଆମ ପରମ୍ପରା କୁ ବଜାୟ ରଖିଥିବାରୁ ବହୁତ ବହୁତ ଧନ୍ୟବାଦ 🙏ଜୟ ଶ୍ରୀରାମ 🚩🙏

  • @sasmitapattnaik7449
    @sasmitapattnaik7449 8 หลายเดือนก่อน +3

    Maha sibaratei Laba beta & our odisa jhia.Jhainku bahusara dhanyabad Our odisa pua Laba betanku parichaya dei asraya deithibaru.Lord Jagannath bless to jhiara family

    • @spmom2602
      @spmom2602 8 หลายเดือนก่อน

      Tq

  • @tapaswinipalai180
    @tapaswinipalai180 8 หลายเดือนก่อน +1

    ଆମ ଗାଁ ଲୋକ ଆଫ୍ରିକା ରେ ଦେଖିକି ବହୁତ ଭଲ ଲାଗିଲା ❤❤❤❤❤

  • @bapunmunda4376
    @bapunmunda4376 8 หลายเดือนก่อน +14

    ଲବ ଭାଇ ତୋମେ ଏଇ video ରେ ବହୁତ୍ ସୁନ୍ଦର ଆଉ ହିରୋ ପରି ଦିଶୁଛି

  • @durgacharanmishra360
    @durgacharanmishra360 8 หลายเดือนก่อน +1

    I really enjoyed this vlog and appreciate you so much, inspiring , thanks

  • @pravatajati7475
    @pravatajati7475 8 หลายเดือนก่อน +5

    ମୁଁ ଚରମ୍ପା ରୁ କହୁଛି ପ୍ରଭାତ ତୁମ ଭିଡିଓ ସବୁବେଳେ ଦେଖେ very nice video 👍❣️

  • @S-p-s-j2t
    @S-p-s-j2t 8 หลายเดือนก่อน +12

    ହଁ ଲବ-ଭାଇ ମୁଁ ଏମିତି ଟାଇପ୍ ର ଭିଡ଼ିଓ ହିଁ ଚାହୁଁଥିଲି ମତେ ଏମିତି ଏଇ ଭଳି ଭିଡ଼ିଓ ହିଁ ଦରକାର। 😊 ଏନିମାଲ୍ ମାନଙ୍କୁ ଭିଡ଼ିଓ ଭିତରେ ଏମିତି କ୍ଯାପଚର୍ କରିଲେ ସିନା ଭିଡ଼ିଓ ଟି ଦେଖିବା ପାଇଁ ଭଲ ଲାଗିବ।

  • @gajendraprasadsahu703
    @gajendraprasadsahu703 8 หลายเดือนก่อน +13

    Labo mun patirajpur melana pakharu tama video dekhuchhi.bahut bhala lagila jahaki patirajpur melana bisaya re alochona Karu thila.. thank you.jai jagganatha 🙏🙏🙏🙏🙏❤️

  • @prasantaray6943
    @prasantaray6943 7 หลายเดือนก่อน

    ବହୁତ ଖୁସି ଲାଗିଲା ଆଫ୍ରିକା ରେ ରହି ଓଡିଆ ଚଳନି

  • @RaniPari-jt5rl
    @RaniPari-jt5rl 8 หลายเดือนก่อน +20

    ଲବ ଭାଈ happy sibararti ❤❤❤ ହର ହର ମହାଦେବ 🙏🙏🙏

  • @niranjanpattanira321patta5
    @niranjanpattanira321patta5 8 หลายเดือนก่อน +11

    ଭଉଣୀ ଆଉ ତାଙ୍କ ପରିବାର କୁ ଭଗବାନ ମଙ୍ଗଳ କରନ୍ତୁଁ...

  • @Akkoraputiaboy
    @Akkoraputiaboy 8 หลายเดือนก่อน +5

    ଆମୋ,, ଓଡ଼ିଶା ନନ୍ଦନ କାନନ୍ ପୋରି ହି ସୁନ୍ଦର୍ ଦିସୁଛି ଭାଇ🎉🎉🎉❤❤

  • @madansethy-c5f
    @madansethy-c5f 8 หลายเดือนก่อน +1

    Thanks Odia family members for help Laba Bhae,saw waterfall at keniya

  • @sanjaykumarnayak5143
    @sanjaykumarnayak5143 8 หลายเดือนก่อน +7

    ଭଉଣୀ କୁ ବହୁତ ବହୁତ ଧନ୍ୟବାଦ

  • @arjunkupradhan6250
    @arjunkupradhan6250 8 หลายเดือนก่อน +1

    ବହୁତ ସୁନ୍ଦର ଭିଡ଼ିଓ ସବୁ ଆପଣଙ୍କର... ମୁଁ ସବୁବେଳେ ଦେଖେ... 👌👌👌

  • @Offcealbalaram
    @Offcealbalaram 8 หลายเดือนก่อน +10

    Aei didi ku like comment Barsha Kari dia jau Jay jagannath

  • @sasmitapanda3688
    @sasmitapanda3688 8 หลายเดือนก่อน +1

    Happy to see Mausumi far from here..wahh our odisha dishes 😊😊

  • @ajaypooja
    @ajaypooja 8 หลายเดือนก่อน +23

    ଲବ ଭାଇ ଆମ ଘର ଭଦ୍ରକ ଅଡା ପାଖରେ ବହୁତ୍ ସୁନ୍ଦର ଭିଡିଓ ❤❤

  • @tuduk2005
    @tuduk2005 8 หลายเดือนก่อน +3

    Bhaun niku bahut bahut dhyanabad help karuthibaru . Au Happy shiba ratri madya ❤

  • @Shibu628
    @Shibu628 8 หลายเดือนก่อน +5

    ଲବ ଭାଇ ବହୁତ ଭଲ ଲାଗିଲା ଆଗକୁ ଏମିତି ଭିଡିଓ ସେୟାର କରନ୍ତୁ ଓମ୍ ନମଃ ଶିବାୟ ❤❤❤❤❤

  • @raghunathhembram3478
    @raghunathhembram3478 8 หลายเดือนก่อน +2

    Water falls are very beautifull in the Similipal hill forest than Africa water fall

  • @biswamitranaik3261
    @biswamitranaik3261 8 หลายเดือนก่อน +9

    ଶୁଭ ମହାଶିବରାତ୍ରି

  • @upendralifestyle5916
    @upendralifestyle5916 8 หลายเดือนก่อน +1

    ଲବ ଭାଇ ଏବଂ ଭଉଣୀ ଙ୍କୁ ବହୁତ ବହୁତ ଧନ୍ୟବାଦ 👌👌👌👌👌💐💐💐💐💐💐

  • @dasarathimohapatra618
    @dasarathimohapatra618 8 หลายเดือนก่อน +3

    ଭିଡିଓ ବହୁତ ସୁନ୍ଦର ଲାଗିଲା,ଜୟ ଜଗନ୍ନାଥ,

  • @Nandasanta66
    @Nandasanta66 8 หลายเดือนก่อน +1

    ମହା ଶିବରାତ୍ରୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ 🙏🙏🙏🙏🙏🙏🙏🙏🙏🙏

  • @DharmanandaBiswal-s3l
    @DharmanandaBiswal-s3l 8 หลายเดือนก่อน +223

    ଲବ ଭାଈକୁ କିଏ ଭଲପାଅ like କର

  • @RajeepTudu6319
    @RajeepTudu6319 8 หลายเดือนก่อน +6

    ଯେଉଁଠି ଥିଲେବି ନିଜ ମାତୃଭାଷାକୁ କେବେବି ଭୁଲିବ ନାହିଁ 🙏🙏

  • @Aditya12521
    @Aditya12521 8 หลายเดือนก่อน +4

    Hello Bhai...Didi ମୁଁ ଅଡା ପାଖ ଅନ୍ତରା ଗାଁ ରୁ ଦେଖୁଛି... ଆଉ ଇଶ୍ୱରର୍ପୂର୍ ମୁଁ ପିଉସୀ ଘର.....love u bhai❤

  • @Abhicreation-t2f
    @Abhicreation-t2f 8 หลายเดือนก่อน +4

    Jaha hau bhai toma ku amo odia loka milijauchanti amiti akaa rahiba au sanga rea kiea rahilea bhala lage seamiti odia loka miliea bahuta khusi laguthiba❤

  • @bidyacreation465
    @bidyacreation465 8 หลายเดือนก่อน +4

    ଲଭ ଫର୍ମ ପୁରୀ 🥰🥰।।। ଜୟ ଜଗନ୍ନାଥ ଭାଇ 🥰

  • @debendrahembram3634
    @debendrahembram3634 8 หลายเดือนก่อน +1

    Khaiba bahut tasty dekhajauchi.... Video bi bahut sunder heichi ❤🎉

  • @S-p-s-j2t
    @S-p-s-j2t 8 หลายเดือนก่อน +9

    24:46 ଏଇ ଭାଇ ଜଣକ କି ଜବ୍ କରୁଛନ୍ତି ତାଙ୍କୁ ପଚାର ସୁଣିକି ଆମକୁ ଟିକିଏ ଭଲ ଲାଗିବ 🙂

  • @gyanranjan5762
    @gyanranjan5762 8 หลายเดือนก่อน +1

    Bahut khusi. ra katha,odisa bhauni Jane mili gale

  • @KunuMahakud-v1o
    @KunuMahakud-v1o 8 หลายเดือนก่อน +3

    Shubha Shiv Ratri. Jay Jagannath Jay Odisha bhala jinisa guda dekheilo laba Bhai good job ❤❤❤❤❤

  • @arabindabehera95
    @arabindabehera95 8 หลายเดือนก่อน

    ଆମ ଓଡ଼ିଆଙ୍କ ଖାଦ୍ୟର ନିଆରା ସମ୍ଭାର ମଧ୍ୟରେ
    ପଖାଳ ଅନ୍ୟତମ। ଏହା ଆମ ଖାଦ୍ୟ ବିବିଧତା ମଧ୍ୟରେ ଅନନ୍ୟତା ଓ ସ୍ଵତନ୍ତ୍ରତାର ପରିଚୟ ଦିଏ ।
    ପ୍ରତ୍ୟେକ ଓଡ଼ିଆଙ୍କ ପ୍ରାଣ ପଖାଳ । ତେଣୁ ଏହାର ମହତ୍ତ୍ୱକୁ ସୁଦୂର ପ୍ରସାର କରିବା ପାଇଁ ପାଳିତ ହେଉଛି ‘ପଖାଳ ଦିବସ’।
    ସଭିଙ୍କୁ 'ପଖାଳ ଦିବସ'ର ଅଭିନନ୍ଦନ ।
    #PakhalaDibasa #basudevpuronthemove

  • @Ramachadra3639
    @Ramachadra3639 8 หลายเดือนก่อน +3

    ମହା ଶିବରାତ୍ରି ର ଶୁଭେଚ୍ଛା ଓ ଶୁଭକାମନା 🙏🙏🙏

  • @rajkishoreparida4045
    @rajkishoreparida4045 8 หลายเดือนก่อน

    ବହୁତ ଭଲ ଲାଗୁଛି ତୁମ ଭିଡିଓ ଦେଖିଲେ ବହୁତ ଖୁସି ଲାଗିଲା ଭାଇ ଜୟ ଜଗନ୍ନାଥ

  • @aadilifestyle7378
    @aadilifestyle7378 8 หลายเดือนก่อน +7

    ଲବ ଭାଇ ❤❤❤Love from କେନ୍ଦ୍ରାପଡ଼ା

  • @gscreation8708
    @gscreation8708 8 หลายเดือนก่อน +1

    ଧନ୍ୟବଦ୍ ଲବ ଭାଇ ତମେ ଆମ ପତିରଜପୂର୍ ହୋଲି ମେଲଣ ବିଷୟ ଏତେ କିଛି କହିବାରୁ ମୋ ଘର ପଟିରଜପୂର୍ ବାଲେଶ୍ଵର jay ଜଗନ୍ନାଥ .....

  • @ashrankandulana6233
    @ashrankandulana6233 8 หลายเดือนก่อน +4

    Odisha no1 blogger Hansda.bhai..❤

  • @deepakgamer2083
    @deepakgamer2083 8 หลายเดือนก่อน +1

    ଓଡିଆ ଭଉଣିଙ୍କ ସାଙ୍ଗରେ ଦେଖାହେଳା ବହୁତ ଭଲଳାଗିଲା

  • @SaraSarasuyti-sz9mz
    @SaraSarasuyti-sz9mz 8 หลายเดือนก่อน +3

    ଜୟ ଜଗନ୍ନାଥ ଭାଇ ଭିଡିଓ ବୋହୁତ ଭଲ ଲାଗିଲା

  • @parsuramnayak4093
    @parsuramnayak4093 8 หลายเดือนก่อน +1

    Odi family and laba Bhainku bahut bahut dhanyabad .

  • @RajeepTudu6319
    @RajeepTudu6319 8 หลายเดือนก่อน +5

    ଯିଏବି ହେଉନା କାହିଁକି ଅନ୍ୟ ଭାଷାରେ କଥା ହେଉଥିଲେ ବି ନିଜ ଭାଷାକୁ ଭୁଲନ୍ତୁ ନାହିଁ

  • @Puri_toka-l7z
    @Puri_toka-l7z 8 หลายเดือนก่อน

    ଭଉଣୀ ଙ୍କୁ ମୋର ହୃଦୟରୁ ଧନ୍ୟବାଦ

  • @starmohapatra
    @starmohapatra 8 หลายเดือนก่อน +9

    ଆମର ଓଡ଼ିଆ ଭାରି ବଢ଼ିଆ।

  • @dhyansoren
    @dhyansoren 8 หลายเดือนก่อน

    Didi ku bahut bahut thanks
    Tumur help kori thibaru samasta loko emiti heba dorkar.

  • @sports_lovers-gr2pk
    @sports_lovers-gr2pk 8 หลายเดือนก่อน +44

    Laba Bhai pai ek like❤👍

  • @Singdharani113.Youtuber
    @Singdharani113.Youtuber 8 หลายเดือนก่อน +3

    ବହୁତ ବଢିଆ ଭାଇ

  • @gopabandhukanhar3968
    @gopabandhukanhar3968 8 หลายเดือนก่อน

    ଲବ ଭାଇ ଜୁହାର ଆପଣଙ୍କ ତରଫରୁ ବହୁ କିଛି ଦେଖି ପାରୁଛୁ ଏବଂ ଶିକ୍ଷା ବି ମିଳୁଛି ଆପଣ ବବୁନ ଆହାର କରିନାହାନ୍ତି ତ ।କେନିଆରେଥିବା ଆମ ଓଡ଼ିଶା ବାସୀଙ୍କୁ ବହୁତ ବହୁତ ଧନ୍ୟବାଦ ବିଶେଷ କରି ଦି ଦି,ଭେଣୋଇ ଓ ପୁତୁରା ଜଗନ୍ନାଥ ସମସ୍ତ ଙ୍କୁ ଘଣ୍ଟ ଘୋଢେଇ ରଖିଥାନ୍ତୁ।ଭାଇ ଦେଖିବା ବେଳେ ଆମେ ଆପଣ ଯେଉଁ ଠି ଆମେ ବିସେଠି ଲବ ଭାଇ (ତେଙଗେ ତେଙଗେ ଅର୍ଥ କ'ଣ)ଜଣେଇବେ ନମସ୍କାର, କନ୍ଧ ମାଳ
    ଓଡ଼ିଶା ।

  • @CricketJagataraAjanaKatha632
    @CricketJagataraAjanaKatha632 8 หลายเดือนก่อน +4

    ଲବ ଭାଇ ଏବଂ କେନିୟା ରେ ରହୁଥିବା ଭଉଣୀକୁ ବହୁତ ବହୁତ ଧନ୍ୟବାଦ

  • @seralmurmu
    @seralmurmu 8 หลายเดือนก่อน +2

    Thank you didi,venei and vonoja.

  • @srikantmohanty2277
    @srikantmohanty2277 8 หลายเดือนก่อน +3

    ଶୁଭ ମହା ଶିବରାତ୍ରି ର ଅଭିନନ୍ଦନ

  • @kulamanipatra
    @kulamanipatra 8 หลายเดือนก่อน +2

    Nice Shearing 👌 ଭାଇ ମୁଁ ବାଲେଶ୍ବର ରୁ ଆପଣଙ୍କ ଭିଡିଓ ବାଲେଶ୍ଵର ଦେଖୁଛି

  • @sewaniguria7332
    @sewaniguria7332 8 หลายเดือนก่อน +3

    Always love to watch ur videos bro... U r always shows us the beauty of the world # keep it up... Stay blessed always ❤❤❤❤❤

  • @jiturajpradhan3684
    @jiturajpradhan3684 8 หลายเดือนก่อน

    ଭାଇ ଭିଡିଓ ଦେଖିକି ବୋହୁତ ଭଲ ଲାଗିଲା ଏମିତି ଆଗକୁ ବଢ଼ିଚାଲ I Musi you

  • @dushmantmallick
    @dushmantmallick 8 หลายเดือนก่อน +3

    ଲବ ଭାଇ ଶୁଭ ମହା ଶିବରାତ୍ରି ।

  • @sabitacreations
    @sabitacreations 8 หลายเดือนก่อน +1

    Laba bhai lamba comment te lekhuchhi ❤video dekhi feel kali samaste jetebele Jagannath prabhu tamara mangala karantu lekhanti satare tankari madhyamare thakura tamara mangala karuchhanti, by the didi ❤, tama chala patha sundara hau ,bina badhare aagaku chala .God bless your family didi.
    Aama Bharatare 12 masa re 13 parba ,samaste aama culture ku bhala panti
    Bharat Mata ki jai 🇮🇳🇮🇳🇮🇳🇮🇳🇮🇳 lot's of love from sabitacreations, Rourkela ❤❤

  • @khantiodia2569
    @khantiodia2569 8 หลายเดือนก่อน +10

    ଲବ ଭାଇ ପତରାଜ ପୁର ମେଲେଣ ଆଉ ବାମୁଣୀ ଗାଁ ମେଲଣ ଜଉ କହିଲ ପୁରା famous ଏଠିକାର
    ❤❤❤❤

    • @RD123.........
      @RD123......... 8 หลายเดือนก่อน

      ପଥରାଜପୁର ମେଳଣ Balasore ଜିଲ୍ଲା ର ଆଉ ବ୍ରାହ୍ମଣୀ ଗାଁ ମେଳଣ Bdk ଜିଲ୍ଲା ର

  • @sanjaykumarchand4186
    @sanjaykumarchand4186 8 หลายเดือนก่อน

    Thanks didi laba bhaiku help karithibaru you are verry proud fully God bless you Jay jagantha

  • @CHAMPATUDU-rt5ub
    @CHAMPATUDU-rt5ub 8 หลายเดือนก่อน +4

    Bhai ete dino pore apananka muho re khusi dekha jauchhi

  • @SagarDigal-p3w
    @SagarDigal-p3w 8 หลายเดือนก่อน +2

    ଅନ୍ଧ ବିଶ୍ୱାସରେ ଅଛ ଏବେବି ତମେ ଦୁଃଖ ଲାଗିଲା ମୁଁ ଭାବୁଥିଲି ତମେ ଶିକ୍ଷିତ ବୋଲି ଯିଏ ସମସ୍ତଙ୍କର ପ୍ରିୟ ସେ କେବେବି ଧର୍ମ ବିଷୟରେ କଥା ହୁଅନ୍ତି ନାହିଁ

    • @BasudebSahu-lg6dc
      @BasudebSahu-lg6dc 7 หลายเดือนก่อน

      Maghia ta gandi kain puduchi

  • @clockwork43
    @clockwork43 8 หลายเดือนก่อน +22

    ହର୍ ହର୍ ମହାଦେବ
    ଯେଉଁମାନେ ମହାଦେବଙ୍କ ଭକ୍ତ like କର !

  • @Rajlaxmi591
    @Rajlaxmi591 8 หลายเดือนก่อน +1

    ଜୟ ମହାକାଳ 2024-ଶିବରାତ୍ରି ସମସ୍ତ ଙ୍କୁ ମର ଆଡୁ ଖୁସି ଶିବରାତ୍ରି 👍👍👍

  • @Narendra-zc5ds
    @Narendra-zc5ds 8 หลายเดือนก่อน +4

    *महादेव.......!!*
    *किस तरह याद करूँ, कैसे भुलाऊँ तुमको*
    *तुम कोई रस्म नहीं 'महादेव' की निभाऊँ तुमको*
    *रोज़ आँखों से बिखरता है नया ख़वाब कोई*
    *दिल ये कहता है आँखों में सजाऊँ तुमको*
    *🕉️🔱 #जय_श्री_महाकाल🔱🕉️*𝓱𝓪𝓹𝓹𝔂 𝓶𝓱𝓪𝓼𝓲𝓫𝓪𝓻𝓪𝓽𝓻𝓲

  • @manbodhgopal6372
    @manbodhgopal6372 8 หลายเดือนก่อน +1

    Happy shivaratri laba bhai ଭଲ ରେ ଥାଆନ୍ତୁ

  • @manojkumarsi1483
    @manojkumarsi1483 8 หลายเดือนก่อน +3

    ଶୁଭ ଶିବରାତ୍ରୀ ଲବଭାଇ। ବାରିପଦା