Kalki's father reveals the truth || କଳ୍କୀଙ୍କ ଗୁମର ଖୋଲିଲେ ବାବା || Dibakar Baba ||

แชร์
ฝัง
  • เผยแพร่เมื่อ 29 ม.ค. 2025

ความคิดเห็น • 81

  • @arkshitnaik6
    @arkshitnaik6 หลายเดือนก่อน

    Bhai Guru Swami ❤❤❤❤❤❤❤❤❤❤❤❤❤❤❤❤❤❤❤

  • @sonukhansonukhan8387
    @sonukhansonukhan8387 2 หลายเดือนก่อน +1

    Debakara. Baba ku. Hrudiya. Ru. KOTI. Namaskar

  • @munabiswal6715
    @munabiswal6715 2 หลายเดือนก่อน +2

    ବାବା ଗୁରୁ ସ୍ଵାମୀ 🙏 ଜୟ ଜୟ ଚରମ ନାଥ

  • @DrAnupSahoo
    @DrAnupSahoo หลายเดือนก่อน

    Jay Shree Satya Ananta Madhaba

  • @SumantDehury-939
    @SumantDehury-939 2 หลายเดือนก่อน +4

    ବାବାଙ୍କୁ ପ୍ରଣାମ।ଆଜିର ଆଲୋଚନା ବହୁତ ଭଲ ଲାଗିଲା ।ପ୍ରଭୁ କଳ୍କୀଙ୍କ ବିଷୟରେ ମୁ ଏତିକି କହିବି ଯେ,ତିନି ଅବତାର ତୁମେ ଭକତର ବେଷ -କଳକୀ ରୁପ ଦେଖିବେ ଭକତ ପ୍ରତ୍ୟକ୍ଷ ।ତେଣୁ ଯେଉଠି ବି ହେଉ ବର୍ତ୍ତମାନ ସମୟରେ ତୃତୀୟ କଳ୍କୀ ଆସି ଯାଇଛନ୍ତି ବୋଲି ମୋର ମନ କହୁଛି ।ଜୟ ଜଗନ୍ନାଥ ଜୟ କଳ୍କୀ । ପାଲଲହଡା ,ଅନୁଗୋଳ ।

  • @manoranjansenapati-jh5wo
    @manoranjansenapati-jh5wo 2 หลายเดือนก่อน +2

    ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ସତ୍ୟ ସନାତନ ଧର୍ମ 🙏🌹🌹🌹🌹🌹🙏

  • @sushreebiswal8005
    @sushreebiswal8005 2 หลายเดือนก่อน

    Jay jagannatha swami 🙏❤❤🙏
    Jay Panchasakha 🙏❤❤🙏

  • @Lokanatha-o7m
    @Lokanatha-o7m 2 หลายเดือนก่อน

    Guruswami 👏

  • @jagankumarjena6465
    @jagankumarjena6465 2 หลายเดือนก่อน +3

    ଗୁରୁଃସ୍ୱାମୀ 🙏

  • @biswajitmalik5887
    @biswajitmalik5887 2 หลายเดือนก่อน +1

    ଠାକୁର ଶ୍ରୀ ଶ୍ରୀ ଚରମ ନାଥ ଗୁରୁ ସ୍ଵାମୀ 🙏

  • @AmarChandlohar-f5v
    @AmarChandlohar-f5v 2 หลายเดือนก่อน +1

    Jay guruswami 🙏🙏 🙏 narayana

  • @BijayKumarbadatyaBijayKu-yp6pd
    @BijayKumarbadatyaBijayKu-yp6pd 2 หลายเดือนก่อน +1

    Jay shree jagannath 🙏🙏🙏🙏🙏
    Baba nku mor pranam 🙏🙏

  • @Nabadhavhakti13
    @Nabadhavhakti13 2 หลายเดือนก่อน +3

    ବାବା ଙ୍କୁ ଅନନ୍ତ କୋଟି ପ୍ରଣାମ ବାବା ୨୦୧୨ ମସିହା ପାଖରୁ ନିଜ କୁ ବୁଝିବାକୁ ଚେଷ୍ଟା କରିଛି ଜୀବ ରେ ଦୟା କରି ଆମିଷ ତ୍ୟାଗ କରିଛି ଅପେକ୍ଷା କରିଛି ପ୍ରଭୁ ଙ୍କ ପ୍ରକାଶ ସମୟ କୁ
    ସେହି ଅବ୍ୟକ୍ତ ନିରଞ୍ଜନ ବ୍ରହ୍ମ ଙ୍କ ଚରଣ ରେ ଅନନ୍ତ କୋଟି ପ୍ରଣାମ

  • @ranjankumarpatel3321
    @ranjankumarpatel3321 2 หลายเดือนก่อน

    ଜୟ ଜଗନ୍ନାଥ 🙏ଜୟ ପଞ୍ଚ ସଖା ❤️ଦିବାକର ବାବା ଭଲ ଉପଦେଶ ଦେଉଥାଅ 🙏ମୁ ଝାରସୁଗୁଡା ଗୁଡିଗାଁ ପିଲା 🙏❤️

  • @a.santoshpatra1157
    @a.santoshpatra1157 2 หลายเดือนก่อน

    ଦିବାକର ବାବାଙ୍କୁ ପ୍ରଣାମ ଓ ଅଶେଷ ଧନ୍ୟବାଦ । ବାବା ଯାହା କହୁଛନ୍ତି ନିଜେ ନିଜର ଅନୁଭୂତି ଦ୍ଵାରା ଜାଣି ପାରିବେ । ଆମେ ମଧ୍ୟ ପଣ୍ଡିତ କାଶୀନାଥ ମିଶ୍ର ମହୋଦୟଙ୍କୁ ଗୁରୁ ରୂପେ ପାଇଛୁ ଏଵଂ ତାଙ୍କରି ମାର୍ଗଦର୍ଶନ ଦ୍ଵାରା ଆମ ଜୀବନରେ ବହୁତ ପରିବର୍ତ୍ତନ ଆସିବା ସହିତ ଆମେ ଏଵଂ ଆମ ପରିବାର ଭଗବତ ପଥର ପଥିକଟିଏ ହେଇପାରିଛୁ । ଜୟ ଶ୍ରୀ ମାଧବ , ପ୍ରଣାମ 🙏

  • @akshyabiswal2349
    @akshyabiswal2349 2 หลายเดือนก่อน

    ଗୁରୁଦେବ କୋଟି କୋଟି ପ୍ରଣାମ 🙏🙏🙏🙏🙏

  • @nandinibarik6381
    @nandinibarik6381 2 หลายเดือนก่อน

    omm Jay Shere Guru swami agyan Guru swami

  • @sadhuram4804
    @sadhuram4804 2 หลายเดือนก่อน +1

    Baba apananku mora koti koti pranam apananku bahut bahut dhanyabad
    Jaya jagannath

  • @AmarChandlohar-f5v
    @AmarChandlohar-f5v 2 หลายเดือนก่อน

    Jay Jagannath kesaba krishna

  • @ChinusmitaRout
    @ChinusmitaRout 2 หลายเดือนก่อน +2

    ବାବା ଆପଣଙ୍କୁ ମୋର ସତ କୋଟି ପ୍ରଣାମ 🙏🙏🙏🙏🙏🌷

  • @santilatamohanty9203
    @santilatamohanty9203 2 หลายเดือนก่อน

    Baba pranam.aji jaha alochana karile satya.bahut bhala lagila.

  • @Keshabashrita_P1
    @Keshabashrita_P1 2 หลายเดือนก่อน

    ସପ୍ରେମ ଗୁରୁସ୍ବାମୀ ବାବା 🙏🙏

  • @bijaysahu7205
    @bijaysahu7205 หลายเดือนก่อน

    ଅବତାର ଆସିଲେଣି ବାପାଙ୍କ ନାମ ହରି। ପୁଅଙ୍କ ନାମ ବିଷ୍ଣୁ -ଉତ୍ତର ପ୍ରଦେଶ ଲ୍ଖନୋ ଆପଣ ମାନେ ଚିନ୍ତା କରନ୍ତୁ

  • @sarathakumarnayak3709
    @sarathakumarnayak3709 2 หลายเดือนก่อน

    Baba pranam babanka bsniamrutbhali lagila Jay Jagannath Swami Nayan pathagami bhava tumhe

  • @JagadishMandal-ni2zg
    @JagadishMandal-ni2zg 2 หลายเดือนก่อน +2

    ଦିବାକର ବାବା ଯାହା କହିଛନ୍ତି ତାହା ନିରାଟ ସତ୍ୟ. ଭଗବାନ କଳ୍କୀ ଜନ୍ମ ନେଇଥିବା କଥା ବି ସତ୍ୟ. ଆଉ କେବଳ ତାଙ୍କ ଭକ୍ତ ମାନେ ଜାଣିଛନ୍ତି ଏବଂ ସେମାନେହିଁ ଚିନ୍ହିଛନ୍ତି ତାଙ୍କୁ ଆଉ ପ୍ରଭୁଙ୍କ ଦର୍ଶନ ମଧ୍ୟ ସେମାନେ ପାଇଛନ୍ତି ଏଣୁ ଏ ସବୁ ଯେତେ ଟିଭି ଚ୍ୟାନେଲ ଭଗବାନ କଳ୍କୀଙ୍କ ନାମରେ ମିଥ୍ୟା ଅପବାଦ ପ୍ରଚାର କରୁଛନ୍ତି ଏହାର ପରିଣାମ କେତେ ଭୟଙ୍କର ହେବ ତାହା ସମସ୍ତେ ଦେଖିବେ ଆଉ ଜାଣିପାରିବେ

    • @starboy1256
      @starboy1256 2 หลายเดือนก่อน

      Ryt bro

  • @SudamBariha-ck7ic
    @SudamBariha-ck7ic 2 หลายเดือนก่อน +1

    Jay jaganath Jay Pancha Sakha Malika satya satya 🙏🙏🙏🇮🇳

  • @cbal1659
    @cbal1659 2 หลายเดือนก่อน

    Jay jagannath Jay guruswami pranam baba das

  • @BijayBijaylattanayak-nf3ge
    @BijayBijaylattanayak-nf3ge 2 หลายเดือนก่อน

    ଜ୍ଞାନୀ କୁ ମୋ ଭାବ ଦୃଶ୍ୟ I

  • @santilatanayak5142
    @santilatanayak5142 2 หลายเดือนก่อน

    jayjagannath 1:15

  • @bikkyhindu3485
    @bikkyhindu3485 2 หลายเดือนก่อน +2

    Bhagwan kalki avatar ji ka naam Satya Ananta Madhab mahaprahbu hai ❤

  • @BijayBijaylattanayak-nf3ge
    @BijayBijaylattanayak-nf3ge 2 หลายเดือนก่อน

    ମାନଦ ଗଦ୍ଦର୍ଭର ସମ
    କରିବ କଷ୍ଟ ପରିଶ୍ରମ ।
    ନ ପୁରିବା କେବେ ତୁମ ପେଟ
    ଡାକିବ ରଖ ଜଗନ୍ନାଥ ।
    ତେଣୁ ଆସିବି ରୁପ ଧରି
    ନାମ ମୋ ଗୋଲକ ବିହାରୀ ।

  • @manashmaya3332
    @manashmaya3332 2 หลายเดือนก่อน

    Pranama jay jagannath

  • @hiteswarimoharana831
    @hiteswarimoharana831 2 หลายเดือนก่อน +2

    Ame madhya purbaru amisa seban karuthilu kintu pandit Kashinath mishra nka bani suni ama pura paribar amisa nisa tyaga Kari nitya bhagavat patha Karuchu au nitya trisandya madhya karuchu au eha Kariba dwara amara paribar ra bahut kichi paribartan madhya heichi au bahut kichi anubhav madhya heichi ..

  • @BijayBijaylattanayak-nf3ge
    @BijayBijaylattanayak-nf3ge 2 หลายเดือนก่อน

    ମୋ ବିପକ୍ଷରେ ଥିବା ଶକ୍ତି ଶନି ନବଲି ବଳ୍କୀ ସୃଷ୍ଟି କରି ମୋ କ୍ରୋଧ ବଢାଇ ଚାଲିଛି ।

  • @bibekanandaswain3404
    @bibekanandaswain3404 2 หลายเดือนก่อน +1

    Pujya pandit kashinath mishra nka pabitra maalika bani o bhagwat maha Puran suni ame nijaku Amisha ,Nisha drabya, tharu durei rahichu,nitya trisandhya dhara palan Kariba dwara ama jibanare anek parivartan hoichhi.

  • @amiyamishra7841
    @amiyamishra7841 2 หลายเดือนก่อน +2

    Dibakar baba jaha kahile satya satya satya, Dibakar baba swopan re Kalki Ram nku dekhichani, kintu lucheiki rakhichani praghata karinahati, Kalki Ram bi Swopan re Dibakar baba nku dekhakarithile, kintu Kalki Ram Dibakar baba nku khojithile kintu painathile, Jay sri Kalki Ram 🙏🙏..

  • @starboy1256
    @starboy1256 2 หลายเดือนก่อน

    ଜୟ ଅଚ୍ୟୁତାନନ୍ଦ ମହାପୁରୁଷ . ଜୟ ଜଗନ୍ନାଥ ❤..it has been written that many duplicate god will claim themselves as god in last time of kaliyug.prabhu has already taken birth n will proclaim as god in 2029 or 30

  • @slayeropbolte2978
    @slayeropbolte2978 2 หลายเดือนก่อน +2

    apana aji ja akesaba baba ku kalki kahi prachara karuthile.abe katha change karuchanti nije bichara karantu apana loka nku vrama re pakauchanti

  • @bishnuprasadmishra5182
    @bishnuprasadmishra5182 2 หลายเดือนก่อน

    ପ୍ରଣାମ ଦିବାକର ବାବା 🙏 ଆପଣଂକ ପ୍ରୋଗ୍ରାମ ଆମେ ପୂର୍ବ ରୁ ଟିଭି ରେ ଦେଖିଛୁ । କିନ୍ତୁ ଆପଣ କେଉଁ ଗ୍ରାମ କେଉଁ ଜିଲ୍ଲା ର ଅଧିବାସୀ ? କହିବାକୁ ଅନୁରୋଧ ।

  • @asimarbindsamal2553
    @asimarbindsamal2553 หลายเดือนก่อน

    Premanand Maharaj

  • @manassahu6269
    @manassahu6269 2 หลายเดือนก่อน +1

    ଜୟ ଶ୍ରୀ ଗୁରୁ ସ୍ବାମୀ ❤❤❤

  • @bimalmund7190
    @bimalmund7190 2 หลายเดือนก่อน

    Baba kana Stula akhi Rea kalki ku Darshan Heai pariba Baba Pranam

  • @AHALYASAHOO-i2b
    @AHALYASAHOO-i2b 2 หลายเดือนก่อน +1

    Baba pranama

  • @anupamavlog643
    @anupamavlog643 2 หลายเดือนก่อน +2

    Guruswami 🙏🙏🙏🙏

  • @AyanshSahu-l1r
    @AyanshSahu-l1r 2 หลายเดือนก่อน

    4 lakhya 32 hajaro barso kali jugo matro 5100 barso bhogo heichi auhuri lakhya lakhya barso achi koli samapto heba pani ....

  • @Sksarajsagar
    @Sksarajsagar หลายเดือนก่อน

    ହାଡିଦାସ ଯିଏସେଏବେଜୀବିତ ଅଛନ୍ତି,ହାଡିଆକ଼ମାରଚାହିଁରହିଛିପ୍ରଭୁପଥକୁ,ଯୋଉଠି କକ୍ଳୀଅବତାରସେଇଠି,ଅନନ୍ତଗୋପାଳମନ୍ଦିର,କନକ ଦୁର୍ଗା ମନ୍ଦିର, ଇନ୍ଦ୍ର ଇନ୍ଦ୍ରାଣୀ ମନ୍ଦିରପାଖରେ ଥିବ ଓସେହି ସ୍ଥାନଟି ଗୁପ୍ତଖଣ୍ଡଗିରି,ସେଇଠି କଳ୍କୀ ଜନ୍ମିଛନ୍ତି

  • @kodandaparida2631
    @kodandaparida2631 2 หลายเดือนก่อน

    Jay shri madhaba

  • @BijayBijaylattanayak-nf3ge
    @BijayBijaylattanayak-nf3ge 2 หลายเดือนก่อน

    ମୁଁ ୧୯୯୦ ରେ ରାଜନିତୀରେ ପଶି ଘାଣ୍ଟି ଦେଇଛି । ସରକାରୁ ଶଣ୍ଢା ମୋଡିଲା ପରେ ସାଧୁଙ୍କୁ ଦର୍ଶନ ଦେବି ।

  • @saratabehera1795
    @saratabehera1795 2 หลายเดือนก่อน +1

    ଚେତୁଆ ଭକ୍ତ କେଉଁଠି ଅଛନ୍ତି କିଏ ସେମାନଙ୍କୁ ଚିହ୍ନଟ କରିବେ ?

    • @bkdwivedi9696
      @bkdwivedi9696 2 หลายเดือนก่อน

      महाप्रभु जी की शरण में

    • @dusmantabehera3412
      @dusmantabehera3412 หลายเดือนก่อน

      ଗୁପ୍ତରେ ଅଛନ୍ତି ଦ୍ଵାଦଶ ଗୋପାଳ ସେମାନେ ଚିହ୍ନେଇଁ ଦେବେ ପ୍ରଭୁ କିଏ ସମୟ ଆସିଲେ

  • @SumatiSwain-v5g
    @SumatiSwain-v5g 2 หลายเดือนก่อน

    Jay shree madhab

  • @nayakbapi4577
    @nayakbapi4577 2 หลายเดือนก่อน +1

    Baba apana bhull karuchhanti

  • @skdsingerkumarsaroj655
    @skdsingerkumarsaroj655 2 หลายเดือนก่อน

    ଓମ୍ କୃଷ୍ଣ ମଧୂସୁଦନ
    ବାସୁଦେବ ଜନାର୍ଦ୍ଦନ
    ଜୟ ଜଗନ୍ନାଥ

  • @ManasRanjanRautray-l6r
    @ManasRanjanRautray-l6r 2 หลายเดือนก่อน +3

    କଳ୍କୀ ଠିକଣା ଏ ବାବା ଙ୍କୁ ମାଲୂମ ନାହିଁ। ଥିଲେ ଚଟାପଟ୍ ବୈକୁଣ୍ଠ ଧାମ କୁ ହାତ ଦେଖାଇ ଦିଅନ୍ତେ। ହିନ୍ଦୀ ଭାଷା ତଥା ଅଣଓଡ଼ିଆ ମାନେ ଜାଣି ପୂଜା କଲେଣି। ବାବା କଳ୍କୀ ktm ଗାଡ଼ି ଚଢିବା ଓ କାରଡିକି ରେ ଯିବା ଆସିବା କରନ୍ତି। ତୁଳସୀ ଓ ଗୀତା ଭାଗବତ କୁ ପାଦ ସେବା କରାନ୍ତି। ସମୁଦ୍ର କୁ ଡାକ ପକାନ୍ତି। ଓ ସେ ମାଡ଼ି ଆସେ। କଳ୍କୀଅବତାର ର ଲୀଳା ସୋସିଆଲ ମିଡିଆରେ ଖୁବ୍ ପ୍ରଚାର ହେଉଛି। ସେ କଳା ଘୋଡ଼ା ସହିତ ବି ଫଟୋ ଉଠେଇ ପାରନ୍ତି। ଏ ବାବା ଧଳା ଘୋଡ଼ା ରଖିଥିବାରୁ ଏ ଅନନ୍ତ କି ବଳଭଦ୍ର ଙ୍କ ଅବତାର ହୋଇ ବି ପାରନ୍ତି।

  • @BijayBijaylattanayak-nf3ge
    @BijayBijaylattanayak-nf3ge 2 หลายเดือนก่อน

    ମୁଁ ଅନନ୍ତ ବଢେଇ ରୁପରେ ତାକୁ ହାତ ଗୋଡ ଅଧା କରି ଗଢିଛି । ରାଣୀ ଗୁଣ୍ଡିଚା ନିମିତ୍ତ ମାତ୍ର ଥିଲା ।

  • @Laxman-y1z
    @Laxman-y1z 2 หลายเดือนก่อน +2

    Kalkinka bisayare kehi bujhi nahanti ou kahibe kan . Prabhunka janma sampurna gupta.

  • @animeshartsandfun3241
    @animeshartsandfun3241 2 หลายเดือนก่อน +2

    Pandit kasinath Mishra Jane malika pracharaka.kintu ama odisha loka hi malika bujhi paruni.kali juga loko mada mansa re budi rahuchi bhagabana nku bujhi ba kana.

  • @narayandas3150
    @narayandas3150 หลายเดือนก่อน

    Nijaku Chinha Kalanki Debaku khojani Ram Das Kouthikuha

  • @surendrakumargiri1627
    @surendrakumargiri1627 2 หลายเดือนก่อน

    Dibakar Bhai pranam
    Amo mono kotha kohile
    JAY Shri MADHABA

  • @jagnyanarayanbishoyi2160
    @jagnyanarayanbishoyi2160 2 หลายเดือนก่อน

    Jay gurudev

  • @PulinSuna6408
    @PulinSuna6408 2 หลายเดือนก่อน

    ବାବାଙ୍କୁ ପ୍ରଣାମ

  • @manaspradhan672
    @manaspradhan672 2 หลายเดือนก่อน

    aha ha man mugdha hoegla❤

  • @chittaranjannayak3801
    @chittaranjannayak3801 2 หลายเดือนก่อน

    ଦିବାକର ବାବାଙ୍କୁ ମୋର ନମସ୍ୟ।ଆପଣଙ୍କ ଜ୍ଞାନ ଅସୀମ।କିନ୍ତୁ ଆପଣ କହୁଥିବା କଥା ସତ୍ୟ ଲାଗୁନାହିଁ।ଆପଣ ଥା ଥା ମା ହୋଇ କଥା ହେବା ଉଚିତ୍ ମନେକରନ୍ତୁନି।

  • @pranatijena8495
    @pranatijena8495 2 หลายเดือนก่อน +1

    Prabhuta kahichhnti tanku samaste chihni paribeni

  • @pranatijena8495
    @pranatijena8495 2 หลายเดือนก่อน +1

    Au kanghata nta

  • @sidd5547
    @sidd5547 2 หลายเดือนก่อน +4

    କଳ୍କୀ କୁନିବାବା ଓ ତାଙ୍କର ବାପା ଏପରି କାହିଁକି କଲେ ? କାରଣ ସେମାନେ ଭଲକରି ଜାଣିଲେ ଯେ ମାଳିକା ଏକ କୁହେଳିକା ଓ ପ୍ରଳୟ ନାଆଁ ରେ ଠକେଇ ଚାଲିଛି। ତେଣୁ ଆମେ ବି ଠକିବା। ମାଳିକା କୁ ଶୁଣିବା କରିବା ଓ ବିଶ୍ବାସ କରିବା ଛାଡ଼ନ୍ତୁ, ହେ ଓଡ଼ିଆ ଭାଇଭଉଣୀ ମାନେ

    • @saratabehera1795
      @saratabehera1795 2 หลายเดือนก่อน +1

      ଏଇ ଭଳି କିଛି ଭଣ୍ଡ ବାବାଙ୍କ ଯୋଗୁଁ ଭଗବାନଙ୍କ ମହାବାଣୀଙ୍କୁ ସମସ୍ତେ ସନ୍ଦେହ ଦୃଷ୍ଟିରେ ଦେଖିଲେଣି ତେଣୁ ଏ ଭାବ ସମସ୍ତଙ୍କ ଠାରେ ଏହି ପାଗଳ ମାନଙ୍କ ପାଇଁ ସୃଷ୍ଟି ହୋଇଛି ।ତଥାପି ଆମେ ଆମ ନିଜ ପଣିଆରେ ପରଖି ସମସ୍ତ କର୍ମ କରିବା ଉଚିତ ।

    • @bishnuprasadmishra5182
      @bishnuprasadmishra5182 2 หลายเดือนก่อน

      ମାଳିକା ସାହିତ୍ୟ ଅମୂଲ୍ୟ । ସମସ୍ତେ ପଢ଼ିବା ଦରକାର । କିନ୍ତୁ ଭ୍ରମିତ ହେବା ପାଇଁ ନୁହେଁ ବରଂ ତାହାର ସାର ନିର୍ଯ୍ୟସ ପାଇ ଜୀବନ ରେ ସାଧନା ଓ ସିଦ୍ଧି ଦିଗରେ ଅଗ୍ରସର ହେବା ପାଇଁ । ଜୟ ଜଗନ୍ନାଥ ସ୍ଵାମୀ 🙏

    • @sidd5547
      @sidd5547 2 หลายเดือนก่อน +1

      @bishnuprasadmishra5182 ମାଳିକା ବଚନ ଠାରୁ ଖନା ବଚନ ପଢିବା ଶତଗୁଣେ ଶ୍ରେୟସ୍କର। ପାଣିପାଗ, କୃଷି, ଜ୍ୟୋତିର୍ବିଜ୍ଞାନ, ସମାଜ ଆଦି ଅନେକ ବିଷୟ ଶିକ୍ଷା ଦିଏ ଖନା ବଚନ। ମାଳିକା କ'ଣ ଶିଖାଏ ? ଖାଲି ପ୍ରଳୟ ହେଇଯିବ ପ୍ରଳୟ !! ପ୍ରଳୟ ତାରିଖ ପଚାରିଲେ କହିବେ ଏହା ଠାରଗାର ର ବିଷୟ ଏଣୁ ସଠିକ ବୁଝି ହେଉନି। ବୁଝି ହେଉନି ଯଦି ପ୍ରଚାର କରୁଛ କାହିଁକି??ଓଡ଼ିଆ ଲିପିରେ ମାଳିକା, ପୁଣି ଠାର ଗାର କ'ଣ ? ସବୁ ଭାଣ୍ଡାମୀ ଓ ଟାଉଟରୀ।

  • @balarambehera4690
    @balarambehera4690 2 หลายเดือนก่อน

    ଗୁରୁଃସ୍ୱାମୀ

  • @MITHUNDAS-bj7st
    @MITHUNDAS-bj7st 2 หลายเดือนก่อน +1

    ଯଦି ଖାଲି କଳ୍କୀ ଆସିବେ ତେବେ ଆଲ୍ଲା ଆଉ ଜିଶୁ କୁଆଡେ ଯିବେ, ନାଁ ସେମାନଙ୍କର କିଛି ଭୂମିକା ନାହିଁ ଏ ଧରା ପୃଷ୍ଟରେ , ଭଲ କାହାଣୀ ପରିବେଷଣ କରୁଛନ୍ତି ଆଜ୍ଞା, ଯେଉଁଭଳି ପ୍ରଦୂଷଣ ହେଲାଣି ଲୋକେ ଆପେଆପେ ଛଟପଟ ହେଇ ମରିଯିବେ, କୌଣସି ଭଗବାନ ଆସିବେନି, ଏସବୁ କାହାଣୀ.

    • @BanamaliBaba
      @BanamaliBaba 2 หลายเดือนก่อน

      ପ୍ରଭୁ ଜାତି ଧର୍ମ ଠାରୁ ଉର୍ଦ୍ଧରେ ❤