କଳ୍କୀ ଙ୍କ ର ଜନ୍ମ ନାହିଁ‼️କଳ୍କୀ ଯୋନି ଜନ୍ମ ହେବେ ନାହଁ ଗୁପ୍ତ ଭକ୍ତଙ୍କ ଗୁପ୍ତ କଥା ପ୍ରଥମଥର କ୍ୟାମେରା ସାମ୍ନାରେ

แชร์
ฝัง
  • เผยแพร่เมื่อ 28 ม.ค. 2025

ความคิดเห็น • 43

  • @ooooooooo-s9e
    @ooooooooo-s9e 9 วันที่ผ่านมา

    Jai jagannath

  • @DasarathaNundruka
    @DasarathaNundruka หลายเดือนก่อน +2

    ମୁନିଗୁଡ଼ା

  • @technogeek8006
    @technogeek8006 หลายเดือนก่อน +1

    Right🎉🎉🎉

  • @Odia_ghara_bohu
    @Odia_ghara_bohu หลายเดือนก่อน

    🙏🙏🙏🙏🙏🙏🙏

  • @suryasadhika4157
    @suryasadhika4157 หลายเดือนก่อน +2

    ନିଶାରେ କହୁଛି

  • @exploring-rider
    @exploring-rider หลายเดือนก่อน

    True

  • @DasarathaNundruka
    @DasarathaNundruka หลายเดือนก่อน

    India

  • @Humanity299
    @Humanity299 หลายเดือนก่อน +2

    0:25 ଆଯୋନି ମାନେ ଶୁକ୍ରାଣୁ ରୁ ଜନ୍ମ ହୁଏ ନାହିଁ, ଗର୍ଭ ରେ ମାୟା ଦ୍ଵାରା ଶରୀର ଧାରଣ କରନ୍ତି

  • @DasarathaNundruka
    @DasarathaNundruka หลายเดือนก่อน

    ରାୟଗଡ଼ା

  • @biswabhusanrath2814
    @biswabhusanrath2814 หลายเดือนก่อน +1

    Jay Jagannath. 🙏

  • @DasarathaNundruka
    @DasarathaNundruka หลายเดือนก่อน

    Sibapadara

  • @DasarathaNundruka
    @DasarathaNundruka หลายเดือนก่อน

    ଓଡ଼ିଶା

  • @DasarathaNundruka
    @DasarathaNundruka หลายเดือนก่อน

    Dasarathnundruka
    Bandhuguda

  • @ranjankumarbiswal9372
    @ranjankumarbiswal9372 หลายเดือนก่อน

    Achyutaku sabu jana

  • @bharatirout44
    @bharatirout44 หลายเดือนก่อน +3

    ଆପଣ ମୋ ମନ କଥା କହିଦେଲେ ଜାଣିଚି ୦ିକ୍ କହିଲେ

  • @jaymaabiraja2059
    @jaymaabiraja2059 หลายเดือนก่อน

    ମୋଉଷା କୋଉ ମାଳିକା ରେ
    ଲେଖା ହେଇଛି କହିବେକି

  • @BanamaliBaba
    @BanamaliBaba หลายเดือนก่อน +1

    ପଞ୍ଚ ସଖା ଅଯୋନି ସମ୍ଭୁତ 😂🫵😜😜 କୁଆଡୁ ସବୁ ଆସୁଛ

    • @Subhashree0987
      @Subhashree0987 หลายเดือนก่อน +1

      Jay jagannath 🙏🏻

    • @Humanity299
      @Humanity299 หลายเดือนก่อน

      ମାନେ ଶୁକ୍ରାଣୁ ରୁ ଜନ୍ମ ହୁଏ ନାହିଁ ମହା ପୁରୁଷ ଆଉ ଅବତାର ଙ୍କ ର

    • @BanamaliBaba
      @BanamaliBaba หลายเดือนก่อน +1

      @@Humanity299 ସେମିତି ଭାବିଲେ ସମସ୍ତେ ଅଜୋନି କେବଳ ଶରୀର ର ଜନ୍ମ ହୁଏ 🫵😂😜

    • @BhaskarRoy-z7v
      @BhaskarRoy-z7v หลายเดือนก่อน

      ବାବା ବନ ମାଳି ଗଡ଼ଉ ଥା ବସିମାଳୀ
      କାଶୀ ମିଶ୍ର ଆଶ୍ରମ ରେ ପଡୁଛି ବୋବାଳି
      ଅପେକ୍ଷା କର ବାବା ବନ ମାଳି
      ପଡ଼ିଯିବ ତମ ଆଶ୍ରମ ର ପାଳି
      ଜୟ ଜଗନ୍ନାଥ 🙏
      ଜୟ ପଞ୍ଚ ସଖା 🙏

    • @BanamaliBaba
      @BanamaliBaba หลายเดือนก่อน

      ​@@BhaskarRoy-z7vମୋର ଆଶ୍ରମ ନାହିଁ 😜😜🫵

  • @Sksarajsagar
    @Sksarajsagar หลายเดือนก่อน +2

    ସବୁ ଆକାଶ ରୁ ଗଳି ପଡନ୍ତି ଠାକୁରେ,ଏମଉସାଯେମିତିକି, ପଞ୍ଚ ସଖା ,ଖାଲିତ ଗଳଗଳ

  • @ranjankumarbiswal9372
    @ranjankumarbiswal9372 หลายเดือนก่อน

    Achyuta aau aasibani kalkidwara bandi hoisarichhi

  • @Si_pu310
    @Si_pu310 หลายเดือนก่อน

    କଳ୍କୀ ଦେଵ ଙ୍କ ଜନ୍ମ ନାହିଁ ପ୍ରଭୁ ସମ୍ଭୁତ ହେଵେ ହେଲେ ତାଙ୍କର ଶରୀର ଥିବ ନା ଅଶରୀର । ତାଙ୍କୁ ଚାରିଯୁଗର ଭକ୍ତ ମାନେ ଜାଣିବେ କିପରି ? । ଵାଵା ଠାକୁରଙ୍କ ବିଷୟରେ କିଛି ଜାଣିଛନ୍ତି ।ନା ନିଶାରେ ଅଛନ୍ତି ।ଅଵତାର ନେଵେ କିନ୍ତୁ ଶରୀର ନାହିଁ ପ୍ରଭୁଙ୍କ ରୂପ କିଭଳି ହେଵ । ପ୍ରସାରଣ ସାରଣୀ ଅଧିକାରୀ ଙ୍କୁ ଅନୁରୋଧ ଠିକ୍ ଲୋକଙ୍କୁ ସାରଣୀ ଆଗକୁ ଆଣନ୍ତୁ ଯିଏ ପ୍ରଭୁଙ୍କ ବିଷୟରେ ଅନୁଭୁତି ଅନୁଭବ ଧାରଣା ରଖିଥିଵ ।କଥାଗୁଡିଏ ନିଜ ପସନ୍ଦର କହି ଵଡ ଵୋଲାଇବା ଛଡା ଆଉ କିଛି ନାହିଁ ।ବାବା ଏତେ ବ୍ୟସ୍ତ ହେବାର କିଛିନାହିଁ ଆଉ ଦିନେ କିମ୍ବା ଦୁଇଦିନ ବାକି ଯାହା କହିଗଲେ କହିଥିବା କଥା ସମୟ ଅନୁସାରେ ମିଳାଇ ନେଵେ ।

    • @BhaskarRoy-z7v
      @BhaskarRoy-z7v หลายเดือนก่อน +2

      ବାବୁ ସିପୁ ଅ ଜ୍ଞାନ ଘର ଅଛଇ ତୁମର ଜ୍ଞାନୀ ହୋଇ ଯିବେ ବଣା
      କଳକି ରାମକୁ ଖୋଜି ଖୋଜି ତୁମେ ହୋଇଯିବ ବାଟ ବଣା
      ମାଣିକ ପାଟଣା ଗଉଡ଼ୁଣି ଠାରୁ ଖାଇଥିଲେ ଦହିପରା
      କଲା ଧଳା ଘୋଡା ଚଢି ଦୁଇ ଭାଇ ଦେଖି ଥିଲେ ସର୍ବେ ପରା

    • @Si_pu310
      @Si_pu310 หลายเดือนก่อน

      ​@@BhaskarRoy-z7vଵାଵୁ ମୋର ଅ ଜ୍ଞାନ ଘର ନାହିଁ ମୁଁ କିଛି ପଡ଼ିନାହିଁ ଏକଥା ସୁଜ୍ଞାନୀ , ପଣ୍ଡିତ ନଜାଣେ ଵେଦଵେଦାନ୍ତ ପଢୁଥିଵା ବ୍ୟକ୍ତି ମଧ୍ୟ ଜାଣନ୍ତି ନାହିଁ । ସେ ମତେ ଯାହା କହିଲା ତାହା ମୁଁ ଲେଖିଦେଲି ।

  • @Haribaba16
    @Haribaba16 หลายเดือนก่อน +1

    Sadhana gyana nuhe kina bahiru eamane padhi kahuchhanti

    • @BanamaliBaba
      @BanamaliBaba หลายเดือนก่อน

      @@Haribaba16 👍👍

    • @BhaskarRoy-z7v
      @BhaskarRoy-z7v หลายเดือนก่อน

      ବାବା ହରି କାହିଁକି ଛାଡ଼ୁଛ ବୋବାଳି
      ଜ୍ଞାନ ଥାଇ କହୁଚ ଅଜ୍ଞାନ ଙ୍କ ଭଳି

  • @Haribaba16
    @Haribaba16 หลายเดือนก่อน +1

    Eamane baba nuhanti dhaba

  • @Haribaba16
    @Haribaba16 หลายเดือนก่อน

    Sadhu dekhiba 28 ku ana

  • @DurgaMunda-lo1uo
    @DurgaMunda-lo1uo หลายเดือนก่อน +2

    Bond baba

    • @BhaskarRoy-z7v
      @BhaskarRoy-z7v หลายเดือนก่อน

      ନାମଟି ତୁମର ଦୁର୍ଗା ମାଧବ
      ନାହାନ୍ତି ତୁମର ବନ୍ଧୁ ବାନ୍ଧବ
      ଦୁର୍ଗା ମାଧବ ଭାଇ ଭଉଣୀ
      ତୁମ ମୁଖରେ କଦଯ୍ୟ ବାଣୀ
      ଜୟ ଜଗନ୍ନାଥ 🙏

    • @BanamaliBaba
      @BanamaliBaba หลายเดือนก่อน

      ​@@BhaskarRoy-z7v😜🤣🫵