ଦେଲୁ ମୋତେ ମହାଶିକ୍ଷା / ପୁରୁଣା ୪ର୍ଥ ଶ୍ରେଣୀ କବିତା / Delu Mate Mahasiksha Full Poem

แชร์
ฝัง
  • เผยแพร่เมื่อ 14 พ.ย. 2024

ความคิดเห็น • 1K

  • @VOICEOFALOK
    @VOICEOFALOK  3 ปีที่แล้ว +31

    If u have any old textbook poem...plz gmail me - alokbabu505@gmail.com

    • @haimabatinandineedas4336
      @haimabatinandineedas4336 3 ปีที่แล้ว +1

      Sir are you a teacher?

    • @VOICEOFALOK
      @VOICEOFALOK  3 ปีที่แล้ว +1

      @@haimabatinandineedas4336 yes maam

    • @dearkishor2939
      @dearkishor2939 3 ปีที่แล้ว +2

      Chota belare ame ehi kabita padhithlu...dhanyabad

    • @VOICEOFALOK
      @VOICEOFALOK  3 ปีที่แล้ว +1

      @@dearkishor2939 Thank u sir

  • @kashinathsahoo8838
    @kashinathsahoo8838 3 ปีที่แล้ว +47

    , ଏ ଭଳି କବିତା post କରିଥିବାରୁ ବହୁତ ଧନ୍ୟବାଦ ❤
    ଆମେତ ଭାଗ୍ୟବାନ ପିଲାରେ କବିତାଟି post କରିବାକୁ ଅନୁରୋଧ ❤🙏

    • @VOICEOFALOK
      @VOICEOFALOK  3 ปีที่แล้ว +2

      Dhanyabad sir...chesta karibi collect karibaku

  • @ashiskumarbaral2606
    @ashiskumarbaral2606 3 ปีที่แล้ว +29

    ଭାଇ ବହୁତ ପ୍ରଶଂସନୀୟ ଉଦ୍ୟମ। ଚତୁର୍ଥ ଶ୍ରେଣୀ ରେ ପଢିଥିବା କବିତା ମନେ ପଡିଗଲା। ଧନ୍ଯବାଦ।

  • @rajumeher5762
    @rajumeher5762 3 ปีที่แล้ว +65

    ଆଜି ୟୁଟ୍ୟୁବରେ ଏହା ଦେଖି ଏତେ ଖୁସି ଲାଗୁଚି କି ଯାହା କହିଲେ ନ ସରେ ❤️👌👍

  • @sudarshanmalla5489
    @sudarshanmalla5489 3 ปีที่แล้ว +10

    ଆଜିକୁ ପ୍ରାୟ ୩୫ବର୍ଷ ତଳେ ପଢିଥିବା କବିତା କୁ ଆପଣ ଆଉ ଥରେ ମନେ ପକାଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍

  • @nityanandadehury5416
    @nityanandadehury5416 3 ปีที่แล้ว +34

    ବହୁତ ସୁନ୍ଦର, ପୁରୁଣା ସ୍ମୃତି ପୁଣି ମନେ ପଡିଲା,ବହୁତ ଖୁସିଲାଗିଲା

  • @asishpattanaik6732
    @asishpattanaik6732 3 ปีที่แล้ว +5

    ସୁନ୍ଦର କବିତା କୁ ନିଖୁଣ ଭାବରେ ଆବୃତ୍ତି.
    ପିଲାଦିନ ସ୍କୁଲ ବେଳର ଅଫେରା ସ୍ମୃତି କୁ ସତେଜ କରିଦେଲେ ଆପଣ. ଏହିଭଳି ନିଆରା ଆଉ ମନଲୋଭା ପ୍ରୟାସ ପାଇଁ ବହୁତ ବହୁତ ଧନ୍ୟବାଦ 🙏🙏🙏🙏🙏🙏🙏🙏🙏

  • @harpaldhanmat2317
    @harpaldhanmat2317 3 ปีที่แล้ว +47

    ମହାଶୟ, ଏମିତି ଶିକ୍ଷଣୀୟ ପୁରୁଣା କବିତା ର ଉଦ୍ଧାର କରି ଲୋକଲୋଚନ କୁ ଆଣନ୍ତୁ, ଆଜିର ପାଠ୍ୟ ପୁସ୍ତକ ରୁ ଏ ସବୁ କବିତା ଦୁରେଇ ଯାଇଛି

    • @VOICEOFALOK
      @VOICEOFALOK  3 ปีที่แล้ว +1

      Thank u sir ...sure

  • @prasannadihudi143
    @prasannadihudi143 3 ปีที่แล้ว +10

    ସୁନ୍ଦର ପୁରାତନ ସ୍ମୃତି ସ୍ମରଣ କରାଇଲେ। ସୁନ୍ଦର କଣ୍ଠରେ ଗାୟନ। ଅଶେଷ ଧନ୍ୟବାଦ ଆଜ୍ଞା 🌹🙏🌹

  • @bhagirathidasodisha.6934
    @bhagirathidasodisha.6934 3 ปีที่แล้ว +5

    ଧନ୍ୟବାଦ ଉଚକୋଟିର କବିତା ଆଜି ର ସମାଜ ରେ ରାଜା ମାନଙ୍କୁ ଏକ ଦିଗଦର୍ଶନ

  • @siletboy1555
    @siletboy1555 4 ปีที่แล้ว +44

    ଛୋଟବେଳେ ସେ ବହି📖 ଛାଡିଲା ପରେ ଆଜି 14 ବର୍ଷ ପରେ ଏ ଗୀତ ଶୁଣିଲି ତା ମାଝୀ ରେ ବହୁତ ଖୋଜିଛି ହେଲେ ପାଇ ନଥିଲି Thank U 😘😘😍

    • @VOICEOFALOK
      @VOICEOFALOK  4 ปีที่แล้ว +2

      Thank u Basudev Sir

    • @sanjibkumarsahoo1970
      @sanjibkumarsahoo1970 3 ปีที่แล้ว +1

      Mo pakhare ebe jain thila a bahi

    • @VOICEOFALOK
      @VOICEOFALOK  3 ปีที่แล้ว +2

      @@sanjibkumarsahoo1970 Sir au kaunasi puruna kabita thile mate patheibe...Gaiki chhadibi... gmail - alokbabu505@gmail.com

    • @gayatripatel1681
      @gayatripatel1681 3 ปีที่แล้ว

      @@sanjibkumarsahoo1970 ଏବେ ବି ଅଛି କି ? ଥିଲେ ଭିଡିଓ କରି ପଠାନ୍ତୁ , please .

  • @sisirkumarpanda9973
    @sisirkumarpanda9973 3 ปีที่แล้ว +12

    ୪ର୍ଥ ଶ୍ରେଣୀରେ ପଡିଥିଲି । ପିଲାଦିନର ସ୍ମୃତିକୁ ମନେପକାଇଥିବାରୁ ଧନ୍ଯବାଦ ।

  • @swapneswarpailaray9620
    @swapneswarpailaray9620 3 ปีที่แล้ว +11

    ବହୁତ ସୁନ୍ଦର ହୋଇଛି ।ମୁଁ ପିଲାବେଳେ ପଢିଥିଲି।ମୋର ସେହି ଦିନର କଥା ମନେ ପଡିଗଲା ।ମନ ଆନନ୍ଦିତ ହୋଇଗଲା ।ଧନ୍ଯବାଦ୍ ।

  • @jitendrakumarparida2491
    @jitendrakumarparida2491 3 ปีที่แล้ว +8

    ବହୁତ୍ ଥର ପଢ଼ିଛି, ଆଜି ଶୁଣିଲା ପରେ ବହୁତ୍ ଖୁସି ଲାଗିଲା, କ୍ଲାସରେ ପିଲାଙ୍କୁ କହେ👍

  • @krushnamaninayak3205
    @krushnamaninayak3205 ปีที่แล้ว +2

    Dhanyabad Alok Babu Puruna smruti ku apana mane pakai duchhanti . Khusi laguchi jetiki Dukha adhika laguchi . Kanhi sei piladina .....

  • @behera8908
    @behera8908 3 ปีที่แล้ว +9

    ବହୁତ ଦିନ ପରେ ଏ ଗୀତ ଶୁଣିବାକୁ ମିଳିଲା..
    ଯାହା ହଉ TH-cam ରେ ଲୋଡ କରିଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ।
    ଏମିତି ଆଉ ଗୀତ upload କଲେ ଭଲ ହୁଅନ୍ତା 👍👍👍

  • @sasmitaprusty7879
    @sasmitaprusty7879 3 ปีที่แล้ว +8

    ବହୁତ ସୁନ୍ଦର ।❤️❤️ ଏହା ଏତ୍ୟନ୍ତ ସ୍ଵାଗତ ଯୋଗ୍ୟ ।👍👍 ତୁମେ ଓଡ଼ିଆ କବିତାର ନାଁ ବହୁତ ଆଗକୁ ନିଅ।💖💖💖

  • @arundash8762
    @arundash8762 4 ปีที่แล้ว +8

    ଏହି କବିତା ଟି ମୋ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିଦେଇଛି। ଧନ୍ୟବାଦ

    • @VOICEOFALOK
      @VOICEOFALOK  4 ปีที่แล้ว

      ଧନ୍ୟବାଦ ଦାସ ସାର୍

  • @kushasahoo1992
    @kushasahoo1992 3 ปีที่แล้ว +6

    ବହୁତ ସୁନ୍ଦର ବନ୍ଧୁ...ଲେଖା ସହିତ ସୁନ୍ଦର କଣ୍ଠ କବିତାକୁ ଆହୁରି ରସାମୃତ କରିଛି । ମୋ ପିଲାଦିନର ପ୍ରିୟ କବିତା...ମୋତେ ଉତ୍ତମ ମଣିଷ କରି ଗଢି ତୋଳିବାରେ ଏ କବିତାମାନ ମୋତେ ବହୁତ କିଛି ଶିକ୍ଷା ଦେଇଥିଲା...ଏ ସବୁ ପଢି ପ୍ରଭାବିତ ହୋଇଥିଲି💚💚💚❤❤❤❤💛💛💛💜💜💜

    • @VOICEOFALOK
      @VOICEOFALOK  3 ปีที่แล้ว +2

      ଅଶେଷ ଧନ୍ୟବାଦ ସାହୁ ସାର୍ 🙏

    • @saishreeexpress8758
      @saishreeexpress8758 3 ปีที่แล้ว

      Mate bi sir

  • @odianodia3978
    @odianodia3978 5 ปีที่แล้ว +42

    ପିଲାଦିନ ମନେ ପଡିଗଲା , ଅଶେଷ ଧନ୍ୟବାଦ ସାର୍

  • @tridevprasad6035
    @tridevprasad6035 3 ปีที่แล้ว +2

    ୧୯୯୦ ମସିହାର ପୁରୁଣା ସ୍ମୃତି ମନେ ପଡିଗଲା। ବହୁତ ସୁନ୍ଦର।

  • @nandakishormeher3923
    @nandakishormeher3923 3 ปีที่แล้ว +5

    ଆପଣ ମହାନ୍ sir
    ଗୀତ ଏତେ ସୁନ୍ଦର ଗାଇଛନ୍ତି ଯେ ଶୁଣିଲା ପରେ ଆଖିରୁ ଆଶ୍ରୁ ଆସିଗଲା

    • @VOICEOFALOK
      @VOICEOFALOK  3 ปีที่แล้ว

      ହୃଦୟରୁ ଗୀତ ଶୁଣିଥିବାରୁ ଆପଣଙ୍କୁ ମଧ୍ୟ ଧନ୍ୟବାଦ ସାର୍

  • @suryakantibehera5200
    @suryakantibehera5200 3 ปีที่แล้ว +13

    ବହୁତ ଭଲ ଗାଇଛନ୍ତି। ଅତି ସୁନ୍ଦର 🙏

  • @englishgyanbymanojsir6277
    @englishgyanbymanojsir6277 3 ปีที่แล้ว +8

    Your voice is very attractive. I used to read this poem in class 4 th. Again I heard this poem after 44 years . I am very glad to learn it. Thank you very much Alok.

  • @nanditasambalpurivlog264
    @nanditasambalpurivlog264 3 ปีที่แล้ว +2

    ବହୁତ ସୁନ୍ଦର କନ୍ଠ ଏହି ଗାଥା ଗାଉଛନ୍ତି ସୁଣିକରି ବହୁତ ବଢିଆ ଲାଗୁଊ।👍👍👍👍👍👍👍👍👍👍👍👍👍💐

  • @meherblog
    @meherblog 3 ปีที่แล้ว +9

    ଏଭଳି ମହାନ ରାଜାଙ୍କୁ ମୋର ପ୍ରଣାମ 🙏🙏🙏😊

  • @sriganeshcreation7506
    @sriganeshcreation7506 3 ปีที่แล้ว +1

    ମନ୍ ଖୁସ୍ ହେଇଗଲା ସାର୍, ବହୁତ୍ ସୁନ୍ଦର୍ ସ୍ୱର ପକେଇକରି ଗାଇଛନ୍ । ବହୁତ୍ ଦିନରୁ ଇ କବିତା ଟେ ଶୁନଲି । ସୁନ୍ଦର୍ କବିତା

    • @VOICEOFALOK
      @VOICEOFALOK  3 ปีที่แล้ว +1

      ବହୁତ ବହୁତ ଧନ୍ୟବାଦ ସାର୍

  • @bamadevmishra8244
    @bamadevmishra8244 3 ปีที่แล้ว +4

    ଆଜି ର ଭାରତରେ ସରକାର ଙ୍କ ବିରୁଦ୍ଧରେ କହିଲେ ସରକାର ସହିବେ ନାହିଁ। ଧନ୍ୟ ମହାରାଜା ରଣଜୀତ୍
    ସିଂ ଙ୍ଘ।

  • @jaganbehera6838
    @jaganbehera6838 3 ปีที่แล้ว +1

    ଏହି କବିତାଟି ସୁଣି ଆଜି ମନେପଡେ ସେ ପିଲାଦିନ ❤❤❤🌹🌹🌹🌹
    ଖୁବ୍ ସୁନ୍ଦର ଆଉ ମନକୁ ଛୁଇଁଲା ଭଳି ସ୍ବର👌👌👌 👍👍👍🌹🌹🌹🌹❤❤❤❤❤
    ମୋର ଅନୁରୋଧ "" ତୁମପରି ଛୋଟ ପିଲାଟିଏ "" କବିତାଟିକୁ ଅପଲୋଡ଼ କରନ୍ତୁ,,,,

    • @VOICEOFALOK
      @VOICEOFALOK  3 ปีที่แล้ว

      th-cam.com/video/aCzKFv_SdOc/w-d-xo.html
      dekhantu sir

  • @Bibhutisamal977
    @Bibhutisamal977 4 ปีที่แล้ว +3

    ଅନେକ୍ ଶୁଭେଚ୍ଛା sir

  • @niranjanbidika7303
    @niranjanbidika7303 3 ปีที่แล้ว +1

    Jay Jagannatha, sir apananku antararu Dhanyabad tatha pranam janauchhi. Ete khusi lagila puruna smruti mane paduchhi. Ja heu apana mote runi karidele..

  • @roshanmishraofficial8551
    @roshanmishraofficial8551 4 ปีที่แล้ว +6

    ଗୁରୁଜୀ ଆପଣଙ୍କ କଣ୍ଠ ଅତି ସୁନ୍ଦର ।

    • @VOICEOFALOK
      @VOICEOFALOK  4 ปีที่แล้ว

      ଧନ୍ୟବାଦ ସଞ୍ଜୟ ଭାଇ

  • @himadriacharya8093
    @himadriacharya8093 3 ปีที่แล้ว +1

    Mate bahut bhala ligela excellent

  • @geetaanjalinanda3788
    @geetaanjalinanda3788 4 ปีที่แล้ว +5

    ଏଇ ଗୀତ ଟିକୁ ପୁନର୍ବାର ପୁସ୍ତକରେ ସ୍ଥାନ ଦେବାକୁ ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ଅନୁରୋଧ ।।

    • @VOICEOFALOK
      @VOICEOFALOK  4 ปีที่แล้ว +2

      🙏We will also feel happy if this chapter will come back Mam

    • @saishreeexpress8758
      @saishreeexpress8758 3 ปีที่แล้ว

      Right

  • @pranakrushnapatnaik2422
    @pranakrushnapatnaik2422 3 ปีที่แล้ว +1

    ବହୁତ ସୁନ୍ଦର ପୁରୁଣା ହୃଦୟ ସ୍ବର୍ଶ କବିତା ସୁଣି ଖୁସି ଲାଗିଲା 🙏

  • @ashokkumarmoharana7946
    @ashokkumarmoharana7946 3 ปีที่แล้ว +8

    ଆମେମାନେ ବର୍ତ୍ତମାନ ଏପରି ସମୟରେ ପହଞ୍ଚିଛୁ , ଏପରି ଶାସନ ରେ ଅଛୁ, ଆମକୁ ପ୍ରାୟ ୫୦ ବର୍ଷ ର କବିତା ମନେପକାଇବାକୁ ପଡିଲା ।

  • @narayanamishra2084
    @narayanamishra2084 3 ปีที่แล้ว +1

    ଆଃ...! ଏମିତି ଲାଗୁଛି ଆପଣଙ୍କ କଣ୍ଠରୁ ସାରାଦିନ ଗୀତ ଶୁଣୁଥିବି..... ସତରେ ଯାଦୁ ଅଛି ଆପଣଙ୍କ କଣ୍ଠରେ 💝🙏🙏

  • @debashispattanaik5709
    @debashispattanaik5709 3 ปีที่แล้ว +7

    Wonderful! Thank you so much for rendering this song so beautifully. It reminded my childhood when I had read this poem 47 years ago - so touching . The singing style & the accompanying illustrations are class apart. Not to speak of the beautiful calligraphy- so nice odia writing anybody would be envious of. Thank you so much.🙏

    • @VOICEOFALOK
      @VOICEOFALOK  3 ปีที่แล้ว

      Thnk u so much sir for your good wishes

  • @gayatrinanda350
    @gayatrinanda350 3 ปีที่แล้ว +2

    ବହୁତ ସୁନ୍ଦର ପୁରୁଣା କବିତା ମନେ ପକେଇଲେ ଆହୁରି ପୁରୁଣା କବିତା ଦରକାର ଦୟାକରି ଅପଲୋଡ଼ କରନ୍ତୁ 👍👍👍👍

    • @VOICEOFALOK
      @VOICEOFALOK  3 ปีที่แล้ว

      thank u sir...i will try my best

  • @mousumipanda5817
    @mousumipanda5817 5 ปีที่แล้ว +5

    Bahut bahut bahut sundar gita

  • @meherblog
    @meherblog 4 ปีที่แล้ว +2

    ଅତି ହୃଦୟସ୍ପର୍ଶୀ କବିତା... ମୋ ଆଖିରୁ ଲୁହ ଗଡ଼ିଗଲା ସାର୍...

    • @VOICEOFALOK
      @VOICEOFALOK  4 ปีที่แล้ว

      bahut bahut dhanyabad Meher sir 🙏

  • @ashokkumarsahu163
    @ashokkumarsahu163 3 ปีที่แล้ว +7

    ଆଜି ଯଦି ଏମିତି ଶାସନ ଆମ ଦେଶ ଆଉ ରାଜ୍ୟରେ ହେବ ଲୋକ ମାନେ ଆଉ ଅସୁବିଧା ରେ ରହିବେ ନାହିଁ

  • @manasranjandhir1763
    @manasranjandhir1763 3 ปีที่แล้ว +2

    କବିତା ଶୁଣି ହଠାତ୍ ମୋ ପିଲା ଦିନ କଥା ମନେ ପଡିଗଲା..ବହୁତ ବହୁତ ଧନ୍ୟବାଦ ଭାଇ

  • @bidyadharnaik7569
    @bidyadharnaik7569 4 ปีที่แล้ว +4

    Bhala lagala alok sir

  • @pravatipanda6688
    @pravatipanda6688 3 ปีที่แล้ว +2

    Bahut sundar song n voice Alok God bless you

  • @ashutoshashutosh9730
    @ashutoshashutosh9730 5 ปีที่แล้ว +8

    ahuri epari kabita upload karantu,bahut sundar heichi.. Many Many Thanks

  • @gyanaranjanswain3682
    @gyanaranjanswain3682 3 ปีที่แล้ว +1

    ଅତି ସୁନ୍ଦର କବିତା।ଆଜି ସେ ପୁରୁଣା ଦିନ ମନେ ପଡ଼ିଗଲା।

  • @mr.perfect4867
    @mr.perfect4867 3 ปีที่แล้ว +3

    Sei dina katha mane padhuchi ....... Bapa emiti padhauthile mate .... ❤️

  • @lingarajdash8889
    @lingarajdash8889 ปีที่แล้ว +1

    ମହାଶୟ,
    ପ୍ରଣାମ। ଆମ ପିଲାବେଳେ ଗୋଟିଏ କବିତା ପଢିଥିଲୁ-'ତୁମେତ ଲୋକରେ ସାର'। ଯଦି ସେଇଟି ପାଆନ୍ତି, ଗାନ କରିବା ପାଇଁ ବିଶେଷ ଅନୁରୋଧ। ଯଦି ନ ପାଆନ୍ତି, ମୋତେ ଜଣାଇଲେ ପଠାଇ ଦେବି।
    ଧନ୍ୟବାଦ।

    • @VOICEOFALOK
      @VOICEOFALOK  ปีที่แล้ว

      ଅଛି ମୋ ପାଖରେ ଆଜ୍ଞା , ଗାଇକି ଛାଡ଼ିବି

  • @upasanamarga10k
    @upasanamarga10k 3 ปีที่แล้ว +9

    ପୁରୁଣା କଥା ମନେ ପକେଇ ଦେଲ ଶିକ୍ଷକ ମହାଶୟ ❤️

  • @indufurniture1385
    @indufurniture1385 3 ปีที่แล้ว +2

    ଧନ୍ୟବାଦ ଭାଇ

  • @all4you494
    @all4you494 5 ปีที่แล้ว +11

    Great poem....Great voice

  • @diptimayeesahoo6794
    @diptimayeesahoo6794 8 หลายเดือนก่อน +1

    Bahut Thank you ପିଲାବେଳ କଥା ମନେ ପଡିଗଲା sir ghosa ନେଉଥିଲେ ଗିତଟିକୁ

  • @sudhirnath3728
    @sudhirnath3728 4 ปีที่แล้ว +32

    Ete sundar gaile j, kabita sabu chhabi hoi akhi agare nachi uthila. Bohut bohut dhanyabad sir

    • @VOICEOFALOK
      @VOICEOFALOK  4 ปีที่แล้ว +5

      Sudhir Nath sir THANKS

    • @mrniranjan5161
      @mrniranjan5161 3 ปีที่แล้ว +2

      Bhai.mu.4class.re.nije.gita.gauthili.na.ashile.mada.bi.khau.thili

    • @VOICEOFALOK
      @VOICEOFALOK  3 ปีที่แล้ว

      @@mrniranjan5161 hn sir 🙏

    • @indianeducation3402
      @indianeducation3402 3 ปีที่แล้ว +1

      @@VOICEOFALOK ଆପଣଙ୍କ ଫୋନ ନମ୍ବର ଦେବେକି?ଆପଣଙ୍କ ସହ କଥା ହେବି।ଏମିତି ଯେତେ ସେ ଅମଳର କବିତା ସବୁକୁ ଦୟାକରି ଏମିତି ପଢନ୍ତୁ।ସଂଗ୍ରହ କରିବାକୁ ଅନୁରୋଧ କରୁଛି।

    • @VOICEOFALOK
      @VOICEOFALOK  3 ปีที่แล้ว +1

      @@indianeducation3402 facebook.com/alokkumar.panda.906

  • @backtovillage4913
    @backtovillage4913 3 ปีที่แล้ว +1

    ଧନ୍ୟବାଦ। କୋମଲମତୀ ପିଲା ମାନଙ୍କ ମନରେ ଗରିବ ପ୍ରତି ସମବେଦନା ସୃଷ୍ଟି କରୁ ଥିଲା ଏ କବିତା ଯାହା ଯୋନି ଯୋନି ୟେସ୍ ପାପା ରେ ନାହିଁ। ଅତି କୋମଳ ବୟସରୁ ରାଜଧର୍ମ ର ମାନେ କଣ ଶିଖା ଯାଉଥିଲା। ଏବେ ଆଉ ନାହିଁ ଏପରି ବିଷୟ। ସମାଜ ତଥା ଶିକ୍ଷା ବ୍ୟବସ୍ଥା ନିମ୍ନ ଗାମୀ।

  • @ashutoshashutosh9730
    @ashutoshashutosh9730 5 ปีที่แล้ว +3

    Bahut badhia lagla

  • @rohitkumarbehera5653
    @rohitkumarbehera5653 ปีที่แล้ว +2

    Beautiful voice❤❤❤

  • @pratapkishorenanda7578
    @pratapkishorenanda7578 4 ปีที่แล้ว +4

    ଅତି ସୁନ୍ଦର

  • @sagarikapati4670
    @sagarikapati4670 3 ปีที่แล้ว +2

    ପୁରୁଣା ଗୀତ ଶୁଣି ଭାରି ଭଲ ଲାଗିଲା 👍।ରାମଦାସ ଗୀତ ବି ଦିଅନ୍ତୁ । ଶିବାଜୀ ଙ୍କ ଗୁରୁ ଥିଲେ ।

    • @VOICEOFALOK
      @VOICEOFALOK  3 ปีที่แล้ว

      Sure maam i will try my best to get that poem

    • @sagarikapati4670
      @sagarikapati4670 3 ปีที่แล้ว

      @@VOICEOFALOK Thankyou

  • @bapuji-kumarsahu
    @bapuji-kumarsahu 5 ปีที่แล้ว +4

    ଧନ୍ୟବାଦ ଆଜ୍ଞା

  • @bidyadharnaik9348
    @bidyadharnaik9348 4 ปีที่แล้ว +4

    So nice memory

  • @arjunbehera6594
    @arjunbehera6594 3 ปีที่แล้ว +1

    Dhanyabad sir 🙏

    • @VOICEOFALOK
      @VOICEOFALOK  3 ปีที่แล้ว +1

      Apananku madhya dhanyabad sir

  • @rajibdas9893
    @rajibdas9893 5 ปีที่แล้ว +16

    I solute to u alok sir...u r actually genius.

  • @s.n.creation3040
    @s.n.creation3040 ปีที่แล้ว +1

    ବହୁତ ସୁନ୍ଦର, ସେହି ପିଲାବେଲ ମନେ ପଡୁଛି

  • @all4you494
    @all4you494 5 ปีที่แล้ว +5

    Alok sir bahut bahut dhanyabad. Thanks for this beautiful poem.

  • @pawanhans3774
    @pawanhans3774 4 ปีที่แล้ว +1

    ଧନ୍ୟବାଦ ସାର

    • @VOICEOFALOK
      @VOICEOFALOK  4 ปีที่แล้ว

      apananku b dhanyabad sir

  • @pawanhans3774
    @pawanhans3774 4 ปีที่แล้ว +7

    ଅଶ୍ରୁ ଝରି ପଡିଲା ସାର ଆଖିରୁ

  • @pranakrushnapatnaik2422
    @pranakrushnapatnaik2422 3 ปีที่แล้ว +1

    ବହୁତ ପୁରୁଣା ହୃଦୟ ସ୍ବର୍ଷି କବିତା 👌

  • @sarojkumarjoshi8454
    @sarojkumarjoshi8454 5 ปีที่แล้ว +5

    Bahut sundar. 4 padhla bagir lagu6e. Thanks Alok m proud of you.

    • @VOICEOFALOK
      @VOICEOFALOK  5 ปีที่แล้ว +3

      Its my honor sir...Bahut bahut dhanyabad

    • @aparnasingh9347
      @aparnasingh9347 5 ปีที่แล้ว +2

      Bahut sundar abhijana . Agei chalantu.

    • @aparnasingh9347
      @aparnasingh9347 5 ปีที่แล้ว +2

      Nandakishora Balanka kabita ( season upare) thile diantu

    • @VOICEOFALOK
      @VOICEOFALOK  5 ปีที่แล้ว +2

      bahut bahut dhanyabad.... Karibaa sighra

  • @priyacharandas7352
    @priyacharandas7352 3 ปีที่แล้ว +1

    ଜୟଶ୍ରୀ ରାମ ଜୟ ସୀତାରାମ ଜୟ ରାମ ନାମ

  • @dharmendradash4611
    @dharmendradash4611 5 ปีที่แล้ว +5

    Nice one

  • @akankhyamishra5088
    @akankhyamishra5088 3 ปีที่แล้ว +2

    ବହୁତ ବଢିଆ, ଆମେ ଚତୁର୍ଥରେ ପଢିଥିଲୁ 🙏

  • @PintuDas-oh2eo
    @PintuDas-oh2eo 5 ปีที่แล้ว +3

    Very very thankful sir

  • @gadadhar1415
    @gadadhar1415 3 ปีที่แล้ว +1

    Thank you ete puruna bahi gita ku upload kariba pain

  • @utkalsahoo4508
    @utkalsahoo4508 3 ปีที่แล้ว +4

    ଆମେ ଏ କବିତାରେ ସ୍କୁଲ୍‌ ଡ୍ରାମାରେ ଅଭିନୟ କରିଥିଲୁ, ଏବେ ବି ତାର ପ୍ରତିଟି ସଂଳାପ ମୋର ଭଲ ଦ୍ଭାବେ ମନେ ଅଛି.

    • @VOICEOFALOK
      @VOICEOFALOK  3 ปีที่แล้ว

      ହଁ ସାର୍ 🙏

  • @tusharclasses520
    @tusharclasses520 3 ปีที่แล้ว +2

    Many many thanks brother.....pila dina ra katha manepakeidela....suniki bahut khusi heli.....

  • @barunasahu4918
    @barunasahu4918 3 ปีที่แล้ว +4

    You reminded me the 40 years back moment, when I was in class 4th . want to see more school poems and classic songs.

    • @VOICEOFALOK
      @VOICEOFALOK  3 ปีที่แล้ว

      i will try my best sir

  • @kumarpratap2849
    @kumarpratap2849 ปีที่แล้ว +2

    Wow wow wow
    Atma santi

  • @shuvendumahananda4319
    @shuvendumahananda4319 5 ปีที่แล้ว +5

    Superb

  • @himms984
    @himms984 3 ปีที่แล้ว +1

    ବହୁତ ସୁନ୍ଦର କବିତା, ପିଲାଦିନ ମନେ ପଡିଗଲା,

  • @jyotiprakash5694
    @jyotiprakash5694 3 ปีที่แล้ว +3

    Respect Odia language my pride

  • @mrkcn9108
    @mrkcn9108 3 ปีที่แล้ว +1

    One of my favourite songs.

  • @a4alok300
    @a4alok300 5 ปีที่แล้ว +7

    My favorite poem

  • @tapankumar2414
    @tapankumar2414 4 ปีที่แล้ว +2

    Old is gold

  • @voiceofchandan7420
    @voiceofchandan7420 5 ปีที่แล้ว +12

    mind blowing singing alok dost..alga raho

  • @lalitmohanpradhan3427
    @lalitmohanpradhan3427 3 ปีที่แล้ว +1

    Satare bahut khushi lagila ❤️ bahut bahut dhanyawad 🙏 jay jagannath 🙏

    • @VOICEOFALOK
      @VOICEOFALOK  3 ปีที่แล้ว +1

      🙏jay jagannath sir

  • @seemapanda4999
    @seemapanda4999 5 ปีที่แล้ว +5

    So nice

  • @bidhanchbarik8471
    @bidhanchbarik8471 4 ปีที่แล้ว +1

    Super Bhai...

  • @jashminjhunu9344
    @jashminjhunu9344 3 ปีที่แล้ว +3

    Today i'm so happy for my childhood memory song....i can't explain how i feel now..thnak u so much bro

    • @VOICEOFALOK
      @VOICEOFALOK  3 ปีที่แล้ว +1

      🙏🙏

    • @manjuladash3373
      @manjuladash3373 3 ปีที่แล้ว

      @@VOICEOFALOK thank you ବହୁତ ବଢିଆ

  • @gopinathkumbhar2307
    @gopinathkumbhar2307 8 หลายเดือนก่อน +2

    😊Thank you so much bro😢Bachpan ki yaad aagayi😢😢

  • @MrMadhusudan1972
    @MrMadhusudan1972 3 ปีที่แล้ว +5

    ଭାଇ' ଜାତୀୟ ପକ୍ଷୀ ଦୟାକରି। ଆକାଶେ ବସିଲା ଜଳଦ ମେଳା , ବିଜୁଳୀ ତହିଁରେ ରଚିଲା ଖେଳା......

    • @VOICEOFALOK
      @VOICEOFALOK  3 ปีที่แล้ว

      ଖୋଜିବା ସାର୍ , ଆପଣଙ୍କ ପାଖରେ କବିତା ଥିଲେ ପଠାନ୍ତୁ , ଆବୃତ୍ତି ମୁ କରିଦେବି ।

  • @nabinchandrahial1953
    @nabinchandrahial1953 3 ปีที่แล้ว +2

    ବହୁତ୍ ସୁନ୍ଦର ଭାଇ।

  • @jadunathbarik1061
    @jadunathbarik1061 5 ปีที่แล้ว +6

    Different different Sur re e Geeta k bahut bhal se gaela ho...Tamar Honor k manbar k padba.. really dost your Tallent is superb... excellent... mind blowing...etc...

  • @bibhutibhusansahu2222
    @bibhutibhusansahu2222 3 ปีที่แล้ว +1

    Bahut bahut badhia. I missed it. Aji suni ki bahut khusi lagla. Thannka...

  • @mirrorofyourlife2605
    @mirrorofyourlife2605 5 ปีที่แล้ว +3

    Very heart touching poem in school time. Good work

  • @sashanksamantray7533
    @sashanksamantray7533 3 ปีที่แล้ว +1

    ପ୍ରଣାମ 🙏
    ବହୁତ ଆନନ୍ଦ ଲାଗିଲା ।

  • @odianodia3978
    @odianodia3978 4 ปีที่แล้ว +4

    my favorite poem of childhood

  • @bapumishra1
    @bapumishra1 4 ปีที่แล้ว +2

    Old is gold. Rejuvenating

  • @monalishapati2257
    @monalishapati2257 4 ปีที่แล้ว +4

    ମୋ ସାହିତ୍ୟ ବହିର କବିତା ❤❤ ।

  • @samantkumar3883
    @samantkumar3883 ปีที่แล้ว +1

    My favorite
    ❤ Touching Poem, mamy 2 Thanks, I hope all my friends are enjoying.