Ahe Daya Maya Biswa Bihari - Morning Prayer - ଆହେ ଦୟାମୟ ବିଶ୍ୱ ବିହାରୀ | Kumar Bapi | Sidharth Bhakti

แชร์
ฝัง
  • เผยแพร่เมื่อ 24 ธ.ค. 2024

ความคิดเห็น • 2.1K

  • @IswarPalai-yp9mp
    @IswarPalai-yp9mp 8 หลายเดือนก่อน +139

    2024 re କିଏ ଶୁଣୁଚ କମେଟ୍ କର❤🌹🌹🌹🌹🌹

    • @RaidasSingh-gk8bb
      @RaidasSingh-gk8bb 7 หลายเดือนก่อน +3

      Mu ❤❤❤

    • @kshetramohanbag2004
      @kshetramohanbag2004 7 หลายเดือนก่อน +3

      😊😊😊😊😊😊😊😊😊😊​@@RaidasSingh-gk8bb

    • @janmejaydas9900
      @janmejaydas9900 7 หลายเดือนก่อน

      ❤❤

    • @subashbarge7695
      @subashbarge7695 7 หลายเดือนก่อน

      🙏🙏🙏❤️❤️❤️

    • @GagarMj
      @GagarMj 7 หลายเดือนก่อน

      ମୁଁ ଛୋଟବେଲେ ଏଈ ପ୍ରାଥାନା କହୁତିଲି 🙏🙏🙏

  • @malayakumar5917
    @malayakumar5917 ปีที่แล้ว +394

    କେତେ ସୁନ୍ଦର ଥିଲା ସେ ପିଲାଦିନ🙏😢ନା ମୋବାଇଲ ନା ଇନଟେରନେନ୍ଟ୍ ଖେଳ କୁଦ ସାଙ୍ଗ ସାଥି ହସ ଖୁସିରେ ଭରିକି ଥିଲା

  • @banitapurty143
    @banitapurty143 3 ปีที่แล้ว +66

    ସତରେ ପିଲାଦିନର କଥା ବହୁତ ମନେପଡୁଛି 💓💓❤🥰

  • @KuntalaBehera-k3s
    @KuntalaBehera-k3s 11 หลายเดือนก่อน +45

    ଆହାଃ କି ସୁନ୍ଦର !, ଧନ୍ୟବାଦ,ଶୁଭସକାଳ, ଶୁଭକାମନା

  • @Uniqueboias
    @Uniqueboias 8 หลายเดือนก่อน +52

    ଏହି ପ୍ରାଥନା ହଟାତ୍ ମନେ ପଡିଗଲା ଶୁଣିବାକୁ ଆସିଲି ହେଲେ ଆଖିରୁ ଲୁହ ବାହାରିଗଲା ଯେତେବେଳେ ମନେ ପଡେ ସେ ଛୁଆ ଦିନେ ଯେମିତି ପ୍ରାଥନା କରୁ ଥିଲୁ 😢
    ସେ ଛୁଆ ଦିନ କୁଆଡେ ଚାଲିଗଲା କେ ଜାଣି

  • @pragyanpramitapradhanpragy3532
    @pragyanpramitapradhanpragy3532 ปีที่แล้ว +110

    ଏବେ ବି ଏହି ଗୀତକୁ କେଉଁ ମାନେ ଶୁଣୁଚ 👍

    • @sagarpaikaray5535
      @sagarpaikaray5535 11 หลายเดือนก่อน +2

      ଯେତେ ଶୁଣିଲେ ବି ଭଲ ଲାଗେ 🙏

    • @BinayakumarMallik
      @BinayakumarMallik 10 หลายเดือนก่อน +1

      Mu😢

    • @GitanjaliDash-nn1fe
      @GitanjaliDash-nn1fe 9 หลายเดือนก่อน

      ​@@BinayakumarMallikl

    • @bimalchandradasmohapatra8440
      @bimalchandradasmohapatra8440 6 หลายเดือนก่อน

      G ex❤❤ by Thursday k hub😢😮 tree inggg hmm bhhggv.
      T TX in es Rd​@@BinayakumarMallik

    • @dilu9507
      @dilu9507 6 หลายเดือนก่อน

      Iam listening 12.20am

  • @mahendrabehera5214
    @mahendrabehera5214 3 ปีที่แล้ว +23

    ଆମ ପିଲାଦିନ କେତେ ସୁନ୍ଦର ସ୍କୁଲ ଯିବା ବେଳ

  • @bhakta871
    @bhakta871 หลายเดือนก่อน +4

    ସତରେ କେତେ ସୁନ୍ଦର ଥିଲା ସେ ଦିନ, ପୁଣି ଇଚ୍ଛା ହେଉଛି ସେହି ସମୟକୁ ଯିବା ପାଇଁ ।ଧନ୍ୟବାଦ୍ 🙏🙏🙏

    • @JulipradhanJuli
      @JulipradhanJuli 3 วันที่ผ่านมา

      ଆହେଦମୟବିଷବିହିରି
      .

  • @somanathkhara8368
    @somanathkhara8368 3 ปีที่แล้ว +10

    ଆଜିର ସରକାରଙ୍କ ଳିତୀ କେତେ ତଳକୁ ଖସି ଯାଇଛି।ଆଜି ଏହି ପରି ନିୟମ ନିତିରେ ପାଠ ପଢି ଥିଲେ ବହୁତ ଭଲ ହୁଆନ୍ତା।

  • @ramitarana2108
    @ramitarana2108 2 ปีที่แล้ว +22

    Missing you ପିଲା ଦୀନ ଆଜି ମନେ ପଡ଼ି ଯାଉଛି i miss ୟୁ

  • @ranjankumarmohapatra3491
    @ranjankumarmohapatra3491 3 ปีที่แล้ว +14

    ମୋର ପିଲା ଦିନ କଥା ଚାଟଶାଳୀ ମନେପଡୁଛି 🙏🙏🙏

  • @ramkumarpadhan8729
    @ramkumarpadhan8729 3 ปีที่แล้ว +134

    ଏଇ ପ୍ରାର୍ଥନା ଆଜି ବି ମୋ ମନକୁ ପବିତ୍ର କରି ରଖିଛି...ପ୍ରଭୁ ସମସ୍ତଙ୍କୁ ଖୁସି ରେ ରଖନ୍ତୁ 🙏🙏 ।

  • @m.srinivasdora4819
    @m.srinivasdora4819 3 ปีที่แล้ว +15

    ସତ୍ଯ,ପ୍ରେମ, ବିଶ୍ବାସ, ସହନଶୀଳତା ଦ୍ବାରା ଏ ସଂପୂର୍ଣ୍ଣ ଜଗତ କୁ ଜିତି ପାରିବା

  • @sadanandapujari886
    @sadanandapujari886 4 หลายเดือนก่อน +7

    ଏହି ଗୀତ ଶୁଣି କରି ଆତ୍ମା ମୋର ଶାନ୍ତି ଲାଗିଲା।🎉

  • @kamalabilasisahu1118
    @kamalabilasisahu1118 5 หลายเดือนก่อน +5

    School bela katha mane padigala😢school re pahanchu pahanchu ei gita ti ame gau au joudina deri heijaithiba school pahanchibare sedina ei gita sarijaithiba... Bhari khusi lage prayar sarijaithiba bhabi ....hele aji ei gita sunibaku au gaibaku bhari echha houchi au sei school dina katha bohut mane paduchi... Hele chahnilebi au sesabu dina milibani... 😢🥺sei school au sei prayer class sabu kichhi bohut mane paduchi... I really missing those days🥺

  • @gitanjaliharijan6473
    @gitanjaliharijan6473 4 ปีที่แล้ว +8

    ଏହି ମୋଧୁର ସଂଗୀତ ସୁଣିବାକୁ ଭଉତ୍ ଇଚ୍ଚା ଆପଣକଂ କଂଠୋଶ୍ବର ଆଉ କଳା ମାନିବାକୁ ପଡ଼ିବ ଜୟ ହେ ଗୁରୁଦେବ

  • @bharatimajhi4853
    @bharatimajhi4853 4 ปีที่แล้ว +6

    Nice prayer Ehi prayer sunile mora school au Samasta sir , Friends samastanku mane pade miss u my school prayer 👌👌😭😭😭

  • @Bscreation-123
    @Bscreation-123 5 ปีที่แล้ว +309

    ମର ପିଲାଦିନ କଥା ମନେ ପଡୁଛି ସତରେ
    କେତେ ସୁନ୍ଦର ଦୀନ ଥିଲା
    ଆହେ ଦୟା ମୟ ବିଶ୍ଵ ବିହାରୀ ,...........👍👍👍👍👍👍👍

    • @gopabandhusethy6073
      @gopabandhusethy6073 4 ปีที่แล้ว +9

      Goodmorning

    • @purnimaswain391
      @purnimaswain391 4 ปีที่แล้ว +7

      We 4 friends were praying this at first nd others followed us during school life. So memorable 🙏

    • @ashisjapurayashisjapuray5523
      @ashisjapurayashisjapuray5523 4 ปีที่แล้ว +5

      🙏👌

    • @adityahansdha2746
      @adityahansdha2746 4 ปีที่แล้ว +2

      @@purnimaswain391 Good

    • @chandramani3329
      @chandramani3329 4 ปีที่แล้ว +5

      ମର ପିଲାଦିନ କଥା ମନେ ପଡୁଛି ସତରେ ଆହେ ଦ

  • @deepakgrahacharya5945
    @deepakgrahacharya5945 ปีที่แล้ว +30

    ସର୍ବ ଧର୍ମ ର ବାର୍ତ୍ତା ବହନ କରୁଥିବା ଏହି ପ୍ରାର୍ଥନା କେବଳ ଭକ୍ତି ରସ ରେ ସମୃଦ୍ଧ ତାହା କୋମଳ ମତି ଛାତ୍ର ଛାତ୍ରୀ ଙ୍କ ସହ ନୈତିକତା ର ମନ୍ତ୍ର ସଂଚାର କରୁଥିଲା।
    Really full of memories in this prayer.I miss my childhood

  • @Mr.Prakash-rp4sq
    @Mr.Prakash-rp4sq หลายเดือนก่อน +1

    Ea Prathana sunile mo akhiru luha bahari aase😢😢😢
    I am missing my childhood memories❤❤❤❤❤❤❤❤❤❤❤❤❤❤

  • @ronit6666
    @ronit6666 4 ปีที่แล้ว +14

    ଆମ ପିଲା ଦିନେ କେତେ ସୁନ୍ଦର ଥିଲା 🕉️🕉️🕉️🙏

  • @chinmayjena9840
    @chinmayjena9840 4 ปีที่แล้ว +20

    ସେହି ପିଲାଦିନ.....
    ସେହି ପ୍ରାଥନା.....
    ଆଜି ବି ମନେପଡେ ।
    ହେଲେ ସମୟ ଆଗରେ, ସବୁ ମଣିଷ ଆଜି ହାର୍ ମାନିଛି।,,, 😭😭😭😭😭

  • @kumarsabyasachitripathy
    @kumarsabyasachitripathy 4 ปีที่แล้ว +61

    ହେ ପ୍ରଭୁ ମୋର ଆପଣଙ୍କ ଶ୍ରୀ ଚରଣ ତଳେ ବିନମ୍ର ଭାବରେ କୋଟି କୋଟି ପ୍ରଣାମ

  • @sureshvlogs7731
    @sureshvlogs7731 7 หลายเดือนก่อน +9

    2024 ମେ 18 ରେ କିଏ କିଏ ଶୁଣଛ like କର

  • @akashrockstar2964
    @akashrockstar2964 4 หลายเดือนก่อน +3

    2006 କେତେ ସୁନ୍ଦର ଥିଲା ସେ ପିଲାଦିନେ 🥲🥲 miss u 💔

  • @prasantakumarkar3977
    @prasantakumarkar3977 4 ปีที่แล้ว +11

    ସ୍କୁଲ ଜୀବନ ମନେ ଫଡିଛି ,ଆହା !

  • @pratapkumar....3962
    @pratapkumar....3962 5 ปีที่แล้ว +29

    Once time gone never come back again. As our school time has gone would never come again... really it was such a wonderful experience day for me.. this song reminded me my school life...

    • @nilambhatra1947
      @nilambhatra1947 5 ปีที่แล้ว

      Berry. Good. Song

    • @prafuljene346
      @prafuljene346 4 ปีที่แล้ว

      啦看咯来次@@噢5 922

    • @prafuljene346
      @prafuljene346 4 ปีที่แล้ว

      @@nilambhatra1947 2

    • @odalexgaming1438
      @odalexgaming1438 4 ปีที่แล้ว

      But

    • @odalexgaming1438
      @odalexgaming1438 4 ปีที่แล้ว

      @FEEL THE DIFFERENCE 🎅👩‍🚒🧜‍♀️👯‍♂️💪🍓✨🏔🎷😂😍

  • @23-sangramkumarjena50
    @23-sangramkumarjena50 3 ปีที่แล้ว +18

    Missing those school day's.. 😓😔

  • @satrughanpradhansatrughanp9986
    @satrughanpradhansatrughanp9986 2 ปีที่แล้ว +15

    ଦୁନିଆର ସବୁଠାରୁ best ଗୀତ ଆଉ ମୋର ପିଲା ଦିନର ସବୁଠାରୁ ସୁନ୍ଦର ସ୍ମୃତି

  • @shaangaming8917
    @shaangaming8917 2 หลายเดือนก่อน +1

    Sotore pila dino kotha bohut mone poduchhi😢 ❤🌹🌹🌹🙏

  • @jayadurgaentertainment2729
    @jayadurgaentertainment2729 5 ปีที่แล้ว +161

    School 🚸 ସମୟରେ ମୁଁ କେବଳ ଏହି ପ୍ରାର୍ଥନା ରୁ ଏତିକି ଶିଖିଛି 'ସତ କହିବାକୁ କିଆଁ ଡରିବି
    ସତ କହି ପଛେ ମଲେ ମରିବି' ମୁଁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏହାକୁ ସୂଚାରୁ ରୂପେ ପାଳନ କରିବି ❤️❤️❤️❤️

  • @djekramYoutuber
    @djekramYoutuber 5 ปีที่แล้ว +59

    ମୁ ବହୁତ ଖୁସି ଆଜି ମନେ ପଡ଼ିଲା ମୋପିଲା ଦିନ ସେ ପ୍ରାଥନା ପିରିୟଡ଼। ,,,,,, ଧନ୍ୟବାଦ

  • @bipinsidhant5786
    @bipinsidhant5786 4 ปีที่แล้ว +251

    ଏହି ପାର୍ଥନା ଗାଇଲା ବେଳେ ମୋ ଦେହରେ ସିଂହରଣ ଖେଳିଯାଏ... ଏ ପ୍ରାର୍ଥନା ଶୁଣିଲେ ମୋ ର ଭୁଲ ହେବାକୁ ଯାଉଥିବା କାମ ଠିକ ହେଇଯାଏ... ଜୟ ଜଗନ୍ନାଥ 🙏🙏🙏🙏🙏

  • @jibanaraita8496
    @jibanaraita8496 2 ปีที่แล้ว +1

    ଏଇ. ପ୍ରାର୍ଥନା ପିଲାମାନଙ୍କୁ ଠିକ. ବାଟକୁ ଆଣିଥାଏ 🙏🙏🙏😪😪

  • @dibyajyotisahoo4411
    @dibyajyotisahoo4411 2 ปีที่แล้ว +1

    ଏ ଗୀତ ଶୁଣିଲେ ଆଖି ରୁ ଲୁହ ଝରି ଆସେ।
    ପିଲା ବେଳେ ଭଲ ମଣିଷ ଟିଏ ହେବାକୁ ଏଇ ଗୀତ ଟି ଗାଉଥିଲେ, ପ୍ରାର୍ଥନା କରୁଥିଲେ।
    ଆଜି ମୁଁ ଭୁଲ ବାଟ କୁ ପଳେଇଛି। ମନେ ପଡୁଛି ବହୁତ୍ ସେ ଦିନ।ସେ ମୁହୂର୍ତ୍ତ।

  • @bibhutioram2647
    @bibhutioram2647 5 ปีที่แล้ว +203

    ଏ ପ୍ରାର୍ଥନା ଶଣିଲେ ମୋ ସ୍କୁଲ କଥା ମନେହୁଏ
    Thank you

  • @surennaik1527
    @surennaik1527 4 ปีที่แล้ว +15

    Ati sundara prathana 🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @sanjaykdp02
    @sanjaykdp02 5 ปีที่แล้ว +155

    *Nice..... ବହୁତ ସୁନ୍ଦର ପ୍ରାର୍ଥନା ....*
    *ପିଲା ବେଳ କଥା ମନେ ପଡିଗଲା😢😢*
    *_I miss my School Day_** Thanks **#SarthakMusic** **#SidharthMusic** **#SidharthBhakti** **#SidharthTv*

  • @rameshpangi5296
    @rameshpangi5296 2 ปีที่แล้ว +28

    ଏହି ପ୍ରାର୍ଥନା କଲାବେଳେ ମୋ ମନ ପବିତ୍ର ଏବଂ ଆନନ୍ଦ ଉଲ୍ଲାସର ସହିତ ଭରି ଯାଏ ❤️❤️🙏🙏💯💯

  • @AmazingExperimentIndia
    @AmazingExperimentIndia 8 หลายเดือนก่อน +2

    Odisha ra ଗର୍ଭ ❤

  • @radheradhe0803
    @radheradhe0803 4 ปีที่แล้ว +5

    Mora akhira luha ku mana kala pare b asi jauchhi....wah ki swara... really i miss my childhood life.....

  • @bewafagaming..6858
    @bewafagaming..6858 4 ปีที่แล้ว +34

    Piladina katha mane padigala
    I miss you school day 😭😭😭🤧

  • @kalkicreations9459
    @kalkicreations9459 5 ปีที่แล้ว +20

    ପ୍ରାଥମିକ ବିଦ୍ୟାଳୟ କଥା ମନେ ପଡି ଯାଉଛି

  • @village_vlog_japan
    @village_vlog_japan 2 ปีที่แล้ว +2

    Jay Jagannath Swami Nayana Pathagami Bhaba Tume 👏👏👏

  • @jagannathsanskruti9626
    @jagannathsanskruti9626 3 ปีที่แล้ว +2

    ମୋର ଗାଁ ସ୍କୁଲ କଥା ମନେ ପଡ଼ୁଚି ପ୍ରାର୍ଥନା ଶୁଣି my school Miss you

  • @jalandharnaik400
    @jalandharnaik400 2 ปีที่แล้ว +7

    କ୍ସୁଲରେ ଅନେକ ଥର ଏ ଗୀତ କୁ ଗାଇଛି । କିନ୍ତୁ ଏବେ ଶୁଣିଲେ ଦେହରେ କିଛି ଗୋଟେ ଜାଗରଣ ଜାଗ୍ରତ ହୋଇଥାଏ।

  • @rajalaxmidash307
    @rajalaxmidash307 5 ปีที่แล้ว +17

    My favorite singer Kumar Bapi bhai

  • @kapilendrasahoobabu3014
    @kapilendrasahoobabu3014 4 ปีที่แล้ว +32

    ଗୁରୁ ବର୍ମା ଗୁରୁ ବିଷ୍ମୁ ଗୁରୁ ମହେଶ୍ବର🙏🙏🙏

  • @thirdeye9492
    @thirdeye9492 2 ปีที่แล้ว +1

    ଏଇ ପ୍ରାର୍ଥନା ତ ଆମ ଶରୀର ମନ ଆତ୍ମା ଚେତନାକୁ ଆଲୋକିତ ପୁଲକିତ କରୁଥିଲା..ସମଗ୍ର ବ୍ୟକ୍ତି ସତ୍ତାକୁ ଆଚ୍ଛନ୍ନ କରି ରଖିଥିଲା.. ଏବେ ଏ ପ୍ରାର୍ଥନା ଆଉ ଶୁଣିବାକୁ ମିଳୁନି.. ଏକରକମ ବୁଡିଗଲାଣି... ଆଉ ତା ସହିତ ବୁଡିଗଲଣି ସ୍ନେହ ଶ୍ରଦ୍ଧା ମମତା ଭଳି ମାନବିକ ଆବେଗ ସବୁ .... ସତ୍ୟ ଶାନ୍ତି ଦୟା କ୍ଷମା ପରି ଅମୁଲ୍ୟ ରତ୍ନ.....
    ଶ୍ରୀଯୁକ୍ତ ରାମ କୃଷ୍ଣ ନନ୍ଦଙ୍କ ଅମର ସ୍ମୃତିରେ 🙏🙏🙏❤

  • @bharatibhoi5730
    @bharatibhoi5730 2 ปีที่แล้ว +1

    ଏଇ ପାର୍ଥନା, ମୋ ପିଲା ଦିନର ସ୍ମୃତି କୁ ମନେ ପକାଇଦିଏ, ସତରେ ସେ ଦିନ ଆଉ କଣ ଫେରିବ..? 🌹🙏🙏🙏🌹💚

  • @taubhoi1019
    @taubhoi1019 3 ปีที่แล้ว +22

    I recollect my childhood at school life.thanks.

    • @gayatripatra6285
      @gayatripatra6285 ปีที่แล้ว

      O😂❤😂🎉😢😮😮😅😅😅😊😂🎉😮x😂😂

  • @kumarsabyasachitripathy
    @kumarsabyasachitripathy 4 ปีที่แล้ว +72

    ଏମିତି ବି ଅଜ୍ଞାନୀ ଲୋକ ଅଛନ୍ତି ଏହି ଭିଡ଼ିଓ କୁ dislike କରୁଛନ୍ତି l ଭଗବାନ ସେମାନଙ୍କୁ ସତବୁଦ୍ଧି ଦିଅନ୍ତୁ l
    ହରେ କୃଷ୍ଣ

  • @basudevmishra1367
    @basudevmishra1367 4 ปีที่แล้ว +32

    ବହୁତ ସୁନ୍ଦର ପ୍ରାର୍ଥନା... ଆଉ ସେ ପିଲା ଦିନ ଆସିବନି 😢😢

  • @raitorbaby8828
    @raitorbaby8828 2 ปีที่แล้ว +1

    I love you❤ the children school🎒📚🎒📚🎒📚.

  • @PrakashiniSahoo-r1i
    @PrakashiniSahoo-r1i 5 หลายเดือนก่อน +2

    He samaya ଫେରାଇ ଦିଅ ମୋତେ ମୋ ପିଲାଦିନ i miss my primary school

  • @ChandanJatta77
    @ChandanJatta77 ปีที่แล้ว +17

    I listen this song and automatically full of tears in my eyes 😢miss u my childhood memories 😢😢😢😢😢

  • @truefactsoflife.....8881
    @truefactsoflife.....8881 2 ปีที่แล้ว +29

    No word to explain 🥺 childhood days , friends, school teachers and so much of sweet memories 🙏💐....
    Thanks for sharing this heart touching prayer.....

  • @kishunpradhan6279
    @kishunpradhan6279 4 ปีที่แล้ว +32

    I miss my childhood very much.

  • @sanjitatirkey4216
    @sanjitatirkey4216 ปีที่แล้ว +1

    Satare kete bhal thila se dina i relley miss you all teacher's and all friend's and my school 😭😭😭😭😭😭😭😭😭😭😭😭😭😭😭😭😭😭

  • @nityanandabehera2002
    @nityanandabehera2002 ปีที่แล้ว +1

    Jay jagannatha swami nayana patha gami bhaba tume 🙏🙏🙏

  • @nabinkumarbhoi5486
    @nabinkumarbhoi5486 2 ปีที่แล้ว +5

    ବହୁତ ସୁନ୍ଦର ପ୍ରାର୍ଥନା ସଂଗୀତ ସର୍ବଜନାଦୃତ

  • @subhakantapanigrahi158
    @subhakantapanigrahi158 3 ปีที่แล้ว +52

    I love too much my village and friends and always miss my childhood time.

  • @mrakumar6070
    @mrakumar6070 2 ปีที่แล้ว +13

    Our school time prayers 🙏🙏🙏

    • @lokanathkanungo2550
      @lokanathkanungo2550 2 ปีที่แล้ว +2

      Mu bhagabananku prathana karuchhi Mora pila Bela dinaku nei jaantu

  • @subhashreenayak247
    @subhashreenayak247 2 ปีที่แล้ว +2

    Eai prathana sunile bahut anada lage 🙏🙏🙏

  • @harapriyasahoo7793
    @harapriyasahoo7793 23 วันที่ผ่านมา

    ପିଲା ଦିନର ସ୍ମୃତି. ଆଜି ବି ମୁଁ ମୋ ପିଲାଙ୍କ ସାଙ୍ଗରେ ସବୁଦିନ ଗାଉଛି. ଜୟ ଜଗନ୍ନାଥ 🙏🏼🙏🏼

    • @harapriyasahoo7793
      @harapriyasahoo7793 23 วันที่ผ่านมา

      🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼

  • @adityamelodynight0812
    @adityamelodynight0812 5 ปีที่แล้ว +4

    mote sabuthu bhala laguchi odia bhajan kumar bapi ....best bhajan Singer kumar bapi

  • @SUSHILARJUNNDAS
    @SUSHILARJUNNDAS 11 หลายเดือนก่อน +3

    ଓଁ***** ଓମ୍ ନମଃ ଜୟ ଜଗନ୍ନାଥ ନମଃ ନମଃ ନମଃ ନମଃ*****

  • @asishpradhan2229
    @asishpradhan2229 2 ปีที่แล้ว +3

    Jay sri Radhamadhav🙏 Jay jagatpati jagannath swami🙏He karunamaya prabhu samasta jiba jagataku rakhyakara, hey dayamaya hari🙏🙏🙏🌺🌺🌺🌺🙏🙏🙏

  • @basudevswain85
    @basudevswain85 3 ปีที่แล้ว +2

    ଯୋତା ପିନ୍ଧିକରି ପ୍ରାର୍ଥନା କରାଯାଏ ନାହିଁ ।ଏହି ଶିକ୍ଷା ମଧ୍ୟ ପିଲାମାନଙ୍କୁ ଦିଅନ୍ତୁ ।

  • @snigdharanidutta7958
    @snigdharanidutta7958 9 หลายเดือนก่อน +1

    ଏହି ଗୀତ ଶୁଣି ପିଲା ଦିନ କଥା ମନେ ପଡିଗଲା😢🙏

  • @chandanbehera4199
    @chandanbehera4199 5 ปีที่แล้ว +19

    🌹Jay Jagannath🌹🙌

  • @SANTOSHKUMARKARJEE-c3r
    @SANTOSHKUMARKARJEE-c3r 2 หลายเดือนก่อน

    ସୁନ୍ଦର ଅଭିନୟ ତୁମମାନଙ୍କର, ଜଗତର ନାଥ ଜଗନ୍ନାଥ ତମମାନଙ୍କର ଚଲାପଥ ସୁଗମ କରନ୍ତୁ

  • @sibaninayak7039
    @sibaninayak7039 ปีที่แล้ว +1

    Ki sundar bhajana Mana mugdha hei Gala🙏

  • @saibabawxyz6392
    @saibabawxyz6392 5 ปีที่แล้ว +6

    Kete jaldi se Dina chaligala Mora aji b mane paduchi ki sundar thila se Dina gudaka I miss you my all school friend's 🏫

  • @sasmitadash6144
    @sasmitadash6144 4 ปีที่แล้ว +5

    Wow.. Thanks kebethu a song mu khojuchi pagala vali paunathilu

    • @rameshchandrasahoo2332
      @rameshchandrasahoo2332 หลายเดือนก่อน

      ଖୁବ ସୁନ୍ଦର ଅନୁଭୂତି ପୂର୍ଣ୍ଣ ଗାୟନ ଶୈଳୀ ଓ ଅଭିନୟ। ଶୁଣି ପିଲାଦିନର ସ୍କୁଲକୁ ଏହା ମନେ ପକାଉଛି। ଧନ୍ୟବାଦ ଭାଇ।

  • @biswajitsahoo3233
    @biswajitsahoo3233 3 ปีที่แล้ว +6

    ସ୍କୁଲ ର ସ୍ମୃତି ସବୁ ମନେ ପଡିଗଲା❤️❤️❤️

  • @SUSHILARJUNNDAS
    @SUSHILARJUNNDAS 11 หลายเดือนก่อน +5

    ଓଁ*****ଓମ୍ ନମଃ ଯୟ ମା ସରସ୍ୱୋତୀ ମା ନମଃ ନମଃ ନମଃ ନମଃ*****ଓଁ

  • @nareshsinha1245
    @nareshsinha1245 2 ปีที่แล้ว +8

    जब में यह गाना सुनता हु तो मुझे मेरे नाना नानी के गांव की याद आती है !!!!odisha i miss thats day 😍
    Love🎵 from cg ❤️

  • @behera_babu_3200
    @behera_babu_3200 4 ปีที่แล้ว +15

    Most important lyf my School Lyf❤️
    I love you Guruji nd Guruma🙏

  • @publicwishpostes2346
    @publicwishpostes2346 4 ปีที่แล้ว +15

    I miss this song in my life very much🥺🥺😭💔😭🥺🥺😔🥺

  • @GunanidhiRana-sh2pb
    @GunanidhiRana-sh2pb ปีที่แล้ว +1

    Shri Hari Shri Hari Shri Hari 🌹🌹🙏🙏🙏

  • @manojkumarekrambhakt7086
    @manojkumarekrambhakt7086 3 ปีที่แล้ว +6

    Realy missing it 😭😭😭😭😭😭 and this timeeee😭😭😭😭😭😭

    • @surykantsahu4637
      @surykantsahu4637 3 ปีที่แล้ว +1

      Uahghhzzhliaushhsjhz💕👄💖💝💜💝💛💙💖💞💞💜💝💖

    • @sukhramgouda1532
      @sukhramgouda1532 3 ปีที่แล้ว

      Yes😭😭😭😭😭😭😭😭😭😭

  • @tkstourandtravel
    @tkstourandtravel 3 ปีที่แล้ว +51

    My grandfather used to sing this song and when I played this song with this amazing video he was very happy 😊😊😊
    Thank you so much 💖💖💖

  • @Cool_ritesh
    @Cool_ritesh 2 ปีที่แล้ว +6

    ମଜା ଲାଗିଲା 😌😌😌 ବହୁତ ଭଲ ହୋଇଛି 😌❤🔥

  • @deepaksilu9940
    @deepaksilu9940 5 วันที่ผ่านมา

    କେତେ ସୁନ୍ଦର ଥିଲା ସେ ପିଲାଦିନ 🙏😢

  • @sidhantadas9615
    @sidhantadas9615 4 หลายเดือนก่อน

    ସତରେ ସେ ଦିନ ବହୁତ ଭଲ ଥିଲା 😢😢ଅଜି ଏଇ ଗୀତ ଶୁଣିକି ବହୁତ ମାନେ ପଡିଲା ସେ ପିଲା ବେଳ କଥା 😊

  • @keshabchandramallick3828
    @keshabchandramallick3828 2 ปีที่แล้ว +4

    ମୋର ପିଲାଦିନର favorite ପ୍ରାର୍ଥନା ।🙏🙏🙏🙏🙏

  • @indranisahuindranisahu8447
    @indranisahuindranisahu8447 3 ปีที่แล้ว +15

    Miss you my school life miss u all of my schhol frnds ahi prear sunile mate kandi ba ku lage 😭😭😭

  • @kumartukun7904
    @kumartukun7904 5 ปีที่แล้ว +48

    Best prayer in the world ..... Miss my childhood....

  • @DasarathiMajhi-q2p
    @DasarathiMajhi-q2p 5 หลายเดือนก่อน +1

    ବହୁତ ସୁନ୍ଦର, ଜୟ ଜଗନ୍ନାଥ

  • @ashokkumarmaharana6348
    @ashokkumarmaharana6348 3 หลายเดือนก่อน

    ପ୍ରଣାମ କବି ରାମକୃଷ୍ଣ ନନ୍ଦ।ଏଇ ପ୍ରାର୍ଥନା ଆପଣଙ୍କୁ ଅମର କରି ରଖିବ।ସମସ୍ତ ଓଡ଼ିଆଙ୍କ ପ୍ରାଣକୁ ଆପଣ ଛୁଇଁ ପାରିଛନ୍ତି।ମୋତେ ଏଇ ପ୍ରାର୍ଥନା ବାରମ୍ବାର ଶୁଣିବାକୁ ଇଚ୍ଛା ହୁଏ।

  • @ashishbudekcreation3597
    @ashishbudekcreation3597 2 ปีที่แล้ว +5

    ମୋର ପିଲା ଦିନର ସମୟ ପୁଣି ଥରେ ଫେରି ଆସିଲା ଭଳି ଲାଗୁଛି ଏହି ପ୍ରାର୍ଥନା ଶୁଣିବା ପରେ☺️🙏

  • @dheeranjanmohanty989
    @dheeranjanmohanty989 3 ปีที่แล้ว +9

    I have never had any problems with out your song ❤️❤️❤️🎶🎶🎶😇😇😇🙂🦄❤️❤️❤️❤️❤️🗻

    • @soudaminidas6530
      @soudaminidas6530 2 ปีที่แล้ว

      I like this prayer from my heart

    • @satyabanpradhan1129
      @satyabanpradhan1129 2 ปีที่แล้ว

      @@soudaminidas6530 Ahi prathana sunile Mora piladina katha manepade

  • @Ntg_Yash
    @Ntg_Yash 3 ปีที่แล้ว +17

    It's outstanding 🙏😊

  • @nitumajhi4381
    @nitumajhi4381 ปีที่แล้ว +1

    🙏🏻🙏🏻🙏🏻🙏🏻🙏🏻🇮🇳🇮🇳🇮🇳😌😌😌😭😭😭😭 Miss you

  • @arunkumarmohanty6392
    @arunkumarmohanty6392 ปีที่แล้ว +1

    ଏ ଗୀତ ଶୁଣିଲେ ମୋର ପିଲାଦିନର ସ୍କୁଲ କଥା ମାନେପଡିଯାଉଛି

  • @sujatamaharana3126
    @sujatamaharana3126 3 ปีที่แล้ว +9

    Kichi loka kipari ye song ku dislike karuchanti...God srmananku khyma karidiantu

  • @apluseelectrician9219
    @apluseelectrician9219 2 ปีที่แล้ว +5

    I hope is the best song of world ❤️

  • @IMPORTANTEDUCATIONALTOPICS
    @IMPORTANTEDUCATIONALTOPICS 4 หลายเดือนก่อน

    ହେ ପ୍ରଭୁ ଆଉ ଥରେ ମୋ ପିଲା ଦିନ ଫେରେଇ ଦିଅ ମନ ବୁଝୁନି କି ମୁଁ ଆଜି କାହିଁ ଏତେ ବଡ଼ ହେଇଗଲି ।ଆଉ ଚାହିଁଲେ ବି ଏ ଭଜନ ଗାଇ ପାରୁନି😢😢😢😢

  • @shibaniganda8295
    @shibaniganda8295 3 ปีที่แล้ว +2

    A prathana simile mo manaki bahut santi lage