ମୋହନ ସରକାରଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡରେ ପ୍ରଶାସନ... ସରିଲା ମାପଚୁପ ଏବେ ମାଟିରେ ମିଶିବ ସ୍ୱାଦ ହୋଟେଲ !
ฝัง
- เผยแพร่เมื่อ 8 ก.ค. 2024
- Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #Kendrapada #SwadHotel #CMMohanMajhi #Odisha
ମୋର ଘର ନାହିଁ ସବୁ ଆଡେ ଦୌଡ଼ି ଦୌଡ଼ି ଥକି ଗଲିଣି ହେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭୂମି ହିନ ମାନଙ୍କୁ ଖଣ୍ଡେ ଜାଗା ମିଳୁ 🙏🙏🙏🙏🙏
Jaga nuha tamaku flat miliba 😂
Jaga dabara thile se anya ra ghara kain bhanganta
Keve debe nhi mu ra suicide b kari debi kahili nhi
ଶାସ୍ତ୍ର କହିଛି ଅନ୍ୟାୟ ଧନ ବଢ଼େ ବହୁତ ଗଲାବେଳେ ଯାଏ ମୂଳ ସହିତ. ବାସ୍ତବରେ ଯେତିକି ଆବଶ୍ୟକ ତା ଠାରୁ ଅଧିକ ଲୋଭ ବିପଦ ଓ ସମ୍ମାନ ହାନୀର କାରଣ.
ଜଲଦି ବୋଲଡ଼ୁଜର ଲଗେଇ ଭାଙ୍ଗିଦିଅ ଧନ୍ୟବାଦ ମୋହନ ସାର
👍👍👍👍
2029 ରେ ବିଜେପି ହାରିବା ନିଶ୍ଚିତ
Good job mohan sir
❤@@dibyaranjanbehera7927
ବହୁ ସୁନ୍ଦର ଜେଡେ ଜଲଦି ମାଟିରେ ମିଷିବା ଦରକାର ଜୟ ଓଡିଶା
Jay bjp
ଏ ବାଳ କାମ ଛାଡ଼, ସରକାର ଜମି ସରକାର ହୋଟେଲ ନେଇଯାଉ.
ଓଡିଆ ଙ୍କୁ ନଧରି ଅଣ ଓଡିଆ ଙ୍କୁ ଧର ପ୍ରଥମେ
Seta ja gujrat re kahibu😂
"ଯେଉଁ ବ୍ୟକ୍ତି ମିଡିଆ କୁ ଆଗୁଁଠି ଦେଖାଇ ଭୟ ସୃଷ୍ଟି କରିଛି -ପ୍ରସାଶନ କୁ ବେଖାତିର -ତା ଆଖି ବନ୍ଦ କରିଦିଆଯାଉ।
ବେକାରୀ ,ଦାଦନ ଶ୍ରମିକ ମାନଙ୍କ କଥା ଟିକିଏ ଚିନ୍ତା କର ହେ ବିଜେପି ମୋହନ ସରକାର
Alu chasha kara
JEMITI NAVEEN KARUTHILAA.
ମୋହନ ସରକାର ଙ୍କର ଜୟ ହଉ 🙏🙏🙏 କିନ୍ତୁ ଏହି ନିୟମ ଗ୍ରାମାଞ୍ଚଳରେ ବି ଲାଗୁହେଉ
Right
Thanku
Mohan kie?😂
Right
ଗ୍ରାମାଞ୍ଚଳ ରେ କଣ ତୋ ବୋପା ସମ୍ପତି କି ଜବର ଦଖଲ କରିଛନ୍ତି କି
ପଟିଆ ରେ ଟିକେ ଚଢ଼ାଉ ହଉ 👍👍👍
ମୋହନ ମାଝୀ ସରକାର ରେ ଅନେକ ମନ୍ତ୍ରୀ ଜମି ମାଫିଆ ଅଛନ୍ତି।
Tu tanka name kahilu proof saha? Na emiti what's app gyana peluchu ethi
ଅତି ବଢିଆ ହେଲା ,ଆମ ଆଡେ ବି ସେମିତି ବହୁଳ ଗୁଡେ ଅଛନ୍ତି ।(ଆଠଗଡ)
ଓଡିଶା ସରକାର ଙ୍କ ବହୁତ ଭଲ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର ଏମିତି ହଟାଇ ବା ସରକାର ଆଇନ ର ଓଡିଶା ସାରା ସବୁ ଜିଲ୍ଲାପାଳ ଓ ତହସିଲଦାର ସରକାରୀ ଆଇନ ର ସରକାରୀ ଜମି କୁ ହଟାଇ ବା କାମ ତୁରନ୍ତ କଲେ ଭଲ ହେବ କାହାଠୁ ଲାଞ୍ଚ ଖାଇ ସରକାର ଜମି କୁ ନ ହଟେଇ ଲେ ସରକାର ଚାକିରୀ ରୁ ବହିଷ୍କାର କରିବେ ଓଡିଶା ସରକାର l ସରକାର ଙ୍କ ଜମି ଖାଲି ପଡିଥିଲା ସରକାର ଙ୍କ ଜମି ସରକାର ନେବା ଠିକ ଆଇନ ତିଆରି କରିଛନ୍ତି ବିଜେପି ସରକାର ଙ୍କ ଅଶେଷ ଅଶେଷ ଧନ୍ୟବାଦ 👍🌹
ଯଦି ସମସ୍ତଙ୍କ ପାଇଁ ଏକ ନିୟମ ଲାଗୁ ହେବ, ତା ହେଲେ ଭଲ ହୁଅନ୍ତା
ହଁ ଭଲ ହୁଅନ୍ତା ଯଦି ସରକାର law ଆଣନ୍ତେ ଯାହାର ପଞ୍ଚାଗୁଣ୍ଠ ରୁ ଅଧିକ ଜମି ଥିବ ତାକୁ ଗରିବ ବା ଭୂମିହୀନ ଲୋକଙ୍କୁ ବାଣ୍ଟି ଦିଆଯିବ
ସମସ୍ତେ ଭାସ୍କର news ଦେଖୁଛନ୍ତି ଆଉ ଗାଳି ବି ଦେଇଛନ୍ତି 😅🙄😀😁😁
ବଢିଆ ହୋଇଛି ଆହୁରି ହେବା ଦରକାର ଆଗକୁ କରିବା ପାଇଁ ଚାହୁଁ ଓଡିଶା ବାସୀ ।
ବହୁତ ସୁନ୍ଦର ପଦକ୍ଷେପ
ଯେଉଁ ବ୍ୟକ୍ତି video ବନ୍ଧ କରିବା ପାଇଁ ଦାଦାଗିରି ଦେଖାଉଛି ତାକୁ ପ୍ରଥମେ arrest କରା ଯାଉ। ଓଡ଼ିଶା ର extortion au ଦାଦାଗିରି ବଢ଼ିଗୋଲାନି।
❤ଜୟ ଜଗନ୍ନାଥ ଜୟ ❤
ଓଡ଼ିଶା ରେ ଥିବା 25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ଗୁଣ୍ଡା ମାଫିଆ ମଲେ
ମୁଖ୍ୟମନ୍ତ୍ରୀ କୁ ଧନ୍ୟବାଦ ଠିକ୍ ପଦକ୍ଷେପ ନିଆଯାଇଛି ଏକଦମ୍ ଠିକ୍ ଭାବରେ ତଦନ୍ତ ହେବା ଦରକାର
ସବୁ ଭାଙ୍ଗି ଦିଆଯାଉ... ଏଇ ତ ଆରମ୍ଭ 👍👍
ଆର ଥରକୁ ବିଜେପି ହରିବ
Very good decision 👍
ଅତି ସୁନ୍ଦର ପଦକ୍ଷେପ ଆମ ନୂଆ ମୁଖ୍ୟମନ୍ତ୍ରୀ ଙ୍କର 🙏
ଧିରେ ଧିରେ ହେବ ଭାଇ ମାନେ ମୋହନ ଭାଇ ସବୁ କରିବେ ଟିକେ ଧୈର୍ଯ୍ୟ ଧର ସିଏ ସଂକଳ୍ପ ନେଇଚନ୍ତି ରାମରାଜ୍ୟ କରିବେ ଦରକାର ପଡ଼ିଲେ ମୁଲେଇ କି ମାରିବେ ଜୟ ହୋ ଭାରତ ମାତା
Perfect decision by new chief MINISTER.
Thankscmsirodisha
Odisha ra Manyabara Mukhyamantri Mohan majhi Jindabad Jindabad
Mohan sir apananku many many thanks
Yek Nayak Odisha Nayak Mohan majhi Jindabad Jindabad . Good very good action
Buldozer ବାବା ଦରକାର୍
All encroachments should be evicted, both rural and urban. But no one should be targeted.
ଏମିତିକଲେ ମୋହନ ମାଝି କୁ ଲୋକମାନେ ପାଞ୍ଚବର୍ଷ ଭିତରେ ଲୋକମାନେ ମରଡକରିଦେଵେ ମୁ ଗ୍ୟାରେଟେ ଦେଉଛି
ଚୋର Bjd ନେତା ଙ୍କ ହୋଟେଲ କିଏ କଣ କରିବ
Nischaya naxalre misibe tapare maribe
ତୁ ମାରି ଦବୁ କି....😂
CM Mohan Majhi tumo bando kadidebe re......
Tu. Maghea. Badhachua. Sabu. Janichu. Tata. Agha. arrest. Kariba. Darkar.
Sabu ଆଡେ କରାଯାଉ ଯେତେ କୁଆଡେ ସରକାରୀ ଜାଗା ଅଛି
ବହୁତ୍ ଭଲ କାମ ଗାଁ ରୁ ସହର ଯାଏ ଚାଲୁ ସମସ୍ତ
Mohan sarkar jay.jay odisha
Wecome🎉🎉🎉
ତ ଘର କଥା ଭିଡିଓ ଚାଲିବା ରେ ଗାଣ୍ଡି ଫାଟୁଚି😂
Wel done admin of honourable CM. Keep it up
ଭୂମି ହୀନଙ୍କୁ ଆଗେ ଦିଅ l ତା ପରେ......... Bldzr.
ସହର ଠାରୁ ଉଛେଦ ଆରମ୍ଭ କରାଯାଉ
Why govt officials fears from video shooting..?
ହଁ!ହେଲେ ତୁମ ସରକାର କେବେ ଭୂମି ହିନଙ୍କୁ କେବେ ଜମି ଦେବେ?
ଭାସ୍କର ର ତଥ୍ୟ ସର୍ବଦା ଭୁଲୁ।
ସ୍ଵାଦ ହୋଟେଲ ର ଘର ସରକାର ର ଜାଗାରେ ନାହିଁ।
କଣ ଭାସିଆ ଭାଙ୍ଗିବ ।
Mohan Sarakar Dhanyavad🙏🙏🙏
Very nice and My Dr Mohan Sir
Wah wah wah beautiful nispati,mohan sarakar jindabad
Thanku Mohan sarkar
Disorder of National Highway at BBSR, Discipline in Rathyatra, Health Department activities, Ahar Kendra etc are more important activities. Please see and take quick action.
Good work
ବଡ଼ ବଡିଆଙ୍କ ପାଇଁ କିଳା କିନ୍ତୁ ଗରିବ ଲୋକଙ୍କ ପାଇଁ 😢😢😢😢😢
Ghar vangidele koti koti tanka nasta heba. Tenu income ra sansta sethare kholajau.jenuthite ki sadharanaloka upakruta hebe.
Bhubaneswar ର KISS UNIVERSITY , ଯଦି ଜଙ୍ଗଲ ଜମିରେ ତିଆରି ହୋଇଥିବ , ସେଇଟା ବି ଭାଙ୍ଗି ଦିଆ ଯାଉ ᱾ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଦରକାର ᱾
Very gd
A kebal vanga sarkar a kichhi sundar karibaku asini kebal bika , vanga kariba
Jabardast excellent
Jayjaganatha cm sar
Right sir 🙏
Go ahead we are with you
Jay ho mohanji
Thanks sir
Very good sir madi chala❤
Very good works sir
Good Decision ❤
ବହୁତ ସୁନ୍ଦର ମୋହନ ସାର
Right decision sir
Sabu panchyata b jancha heu sabu block b heu . Sabu sarpancha ku jancha karajaau.. Kie kete kama karichhanti sabura hisaba diantu..
Good job thanks to new CM
Action ମୋଡ଼ ମୋହନ ସରକାର, କାହିଁ ରାଜ୍ୟପାଳ ପୁଅ ଉପେର action nahi
Thanks 🙏🙏🙏👍. Sir
ଯିଏ ଓଡିଶାରୁ ସହ ସହ କୋଟି ହଜାର ହଜାର କୋଟି ଟଙ୍କା ନେଇ ଚଳୁ କରିଦେଇଛନ୍ତି ତାଙ୍କୁ ଧରିଲ
ଦେଖିବା ତମ କାଢ଼ କେତେ
ସେମାନଙ୍କୁ ଧରିବାପାଇଁ ତମ ଔକାତ ନାହିଁ କିଏ ଗରିବ ଲୋକ କୋଉଠି ହୋଟେଲ ଟେ କରିଛି କି କିଏ କୋଉଠି ଘରଟେ କରିଛି ସେମାନଙ୍କ ଉପରେ ଦାଉ ସାଧୁଚ
ଗରିବ ମାଇକିନିଆ ସମସ୍ତଙ୍କ ଶାଳୀ
Maa Bhagabati o jagarnnth nkara jami jenumane jabardakhalare achhanty turanta bahara karajau
Right, but take the building in Govt care. Use it as Govt Properly. Public will benefited. Govt will get the revenue.
ଏଇତ ଆରମ୍ଭ ମାତ୍ର ଦେଖା ଯାଉ ଆଳି ବ୍ଲକ୍ ପତ୍ରପୁର ପଞ୍ଚାୟତରେ କେବେ ହବ ଆମ ଗାଁ ରେ ଜବର୍ ଦଖଲ ଉଛେଦ କେବେ ହବ ନାଁ କିଛି ବଢ ବିଙି ଆଉ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଫାଇଲ୍ ତଳେ ରହି ଜିବ
ଜୟ ଜୟ ଶ୍ରୀ ଜଗନ୍ନାଥ 🙏👍
Good job mohan ji ❤❤
Very good discussion
BHARAT MATAKI JAY
Sir ମୁଁ ବି ଜଣେ ଭୂମି ହିନ ଲକ sir ଆପଣ ଯଦି ଚାଂହିବେ ମୁଁ ଆପଣ ଙ୍କ ଦ୍ଵାରା ଜାଗା ଟିକେ ପାଇ ଥାନ୍ତି,,, ମୋ ଘର rasagabindapur ବ୍ଲକ,,
If everything is legal then why video will close
ଭଲ ହେବ
Thank you mohan sarkar
ସବୁ ମାଫିଆ ଙ୍କୁ ସାବଡ଼ କରାଯିବା ଉଚିତ୍ ।
ଓଡିଶା ର ସାଧାରଣ ଲୋକ ମାନେ ଯେମିତି ବହୁ ମତ ଭୋଟ ଦେଇ ଜିତେଇ ଛନ୍ତି କଣ ଏଇ କାମ କରିବାକୁ
ସେ ଫାଲତୁ କାମ ବନ୍ଦ କର
ଲୋକ ମାନେ କେମିତି ସୁଖ ଶାନ୍ତି ରେ ରହିବେ ଆଉ ଭଲ ରୋଜଗାର ପାଇପାରିବେ
ସେ ବ୍ୟବସ୍ତା କର ନହେଲେ ଉତ୍ତର ପ୍ରଦେଶ ସ୍ଥିତି ହେବା ପାଇଁ ସମୟ ଲାଗିବନି
ବିଜେପି କଣ ଖାଲି ବୁଲଡଜର ନୀତି ଆପଣେଇବା ଶିଖିଛି
Ahuri khola tada kaly sabu dhara padiba
Ok good job
Video jadi close kariba pai kahuchanti tame Video upload karila kn pai 😅
So nice
ଆମର ଏଠି ତ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ଦିଆଯାଉଛି ତାହା ପୁଣି 10 ଏକର 15 ଏକର ଏହିପରି ଭାବରେ।
କଟକ ଭୁବନେଶ୍ୱର ରେ କେବେ ଜବର ଦଖଲ ଉଛେଦ ହବ
Good decision by our respected CM
Bahut badhia kama
ଜୟ ଜଗନ୍ନାଥ ଜୟ 25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ଚିଟ୍ ଫଣ୍ଡ ଠକେଇ ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା 25 ବର୍ଷ ହେଲା ଆଭ ଓଡ଼ିଶା କୁ ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ ଲାଞ୍ଚ ପିସ୍ କାରବାର ଦୃନିତି ରେ ଲୁଟୁଛନ୍ତି ଓଡ଼ିଶା ଵାଶି ଙ୍କୁ 25 ବର୍ଷ ହଲା ସଵୁ ଖେତ୍ରରେ
ସରକାର ସଵୁ ଅସୁର ଖଣି ଖାଦାନ ଲୁଟେ ରାଙ୍କ ଉପରେ ବୁଲ ଡୁଜର ଚଡିବ 25 ବର୍ଷ ହେଲା ଆମ ଓଡ଼ିଶା କୁ ଓଡ଼ିଶା ଵାଶି ଙ୍କ ଗାଣ୍ଡି ମାରିଛନ୍ତି
Right
👍👍
Ek no
ଆପଣ ଠିକ କହିଛନ୍ତି ଓଡ଼ିଶାରେ ପ୍ରାୟ ସବୁ ଗ୍ରାମ ରେ କିଛି କିଛି ଲୋକ ସେମାନଙ୍କର ବାପା ବାପା ଜେଜେ ବାପା ଅମଳ ରୁ ସରକାରୀ ଜମିରେ ଘର ଓ ଓ ଚାଷ କାମ କରି ରହିଆସୁଛନ୍ତି କାରଣ ଦୀର୍ଗ ହେବ ବାପା ଜେଜେ ବାପା ମାନେ ସଚ୍ଚତନ ଓ ପଢି ପଢି ଲେଖ୍ ଜାଣି ନଥିଲେ ତାମାନେ ସେ ଜାଗା ସରକାର ଛଡାଇ।।।।।।।।।।।।।।।।।।।।।।।।।. ଯଦି ନିଅନ୍ତି ତେବେ ଓଡିଶା ରେ ବିଜେପି ସରକାର ତାର ପରି ଣାମ ଭୋଗିବ ସମସ୍ତ ଆଦିବାସୀ, ହରିଜନ, କୃଷକ, ତ ମାନେ ମୋହନ ଚୌକି ମୋହକୁ ଓଲଟାଇ ଦେବେ । ଯଦି ଉଛେଦ କରୁଛନ୍ତି ବଡ ବଡ ସହର ରେ ଯୋଉମାନେ ସମ୍ଭ୍ରା ନ୍ତ ଶ୍ରେଣୀର ଲୋକ ଜାଗା ଅକ୍ତିଆର କରିଛନ୍ତି କ ଜାଗା ରୁ ଉଛେଦ କର
ପାଟଣାଗଡ଼ ରାସ୍ତା କେବେ ପ୍ରଶସ୍ତ ହେବେ କହିବେ କି?
ଆମ ଓଡ଼ିଶା ମୋହନ ଓଡ଼ିଶା ଜେ ବିଜେପି❤
#KanakNews reporter dhamak deuchi 😄😄😄
Love you mohan sir