ไม่สามารถเล่นวิดีโอนี้
ขออภัยในความไม่สะดวก
BJP leader, Odisha Governor's son accused of assaulting Raj Bhavan employee.CM Majhi in the backfoot
ฝัง
- เผยแพร่เมื่อ 12 ก.ค. 2024
- BJP leader, Odisha Governor's son accused of assaulting Raj Bhavan employee.CM Majhi in the backfoot.
#satyapatha
#odishapolitics #satyaprakashnayak #bjpodisha #bjd #breakingnews
#rajbhavan #raghubardas #odishapolice #governorofodisha #mohanmajhi
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha.com/
TH-cam: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive
ସତ୍ୟ ବାବୁ, ମୁଁ ବୁଝିପାରୁନି, ମହାମହିମ ରାଷ୍ଟ୍ରପତି ରହୂଥିବା ରାଜ୍ୟପାଳ ଭବନରେ , ରାଜ୍ୟପାଳଙ୍କ ପୁଅ ଓ ତାଙ୍କ ସାଙ୍ଗ ମାନେ ବି ରହିପାରିବେ? ରାଷ୍ଟ୍ରପତି ଙ୍କ ସୁରକ୍ଷା ଆଇନ ଭିତରେ ଏଇଟା ଆଇନ ସମ୍ମତ କି
ଆଉ ଓଡ଼ିଆ ଅଫିସର ଙ୍କୁ ପିଟି ପାରିବେ
Nirlajanka pari rahibe ?
ଏବେ BJP ର ଓଡ଼ିଆ ଅସ୍ମିତା ଗଲା କୁଆଡେ? ମୁହଁ ରେ ତାଲା ପଡ଼ିଗଲା କି?
ଏ ବିଷୟରେ BJD ବିପକ୍ଷରେ ବିଷୋଦ୍ଗାର ପାଈଁ ଠିକା ନେଇଥିବା argus TV ଟିକେ ମନ୍ତବ୍ୟ ଦେଉ.
ଚମଚାଗିରି କରିବା କାମ 😂😂😂
ରାଜ୍ୟପାଳଙ୍କ ପୁଅ କୁ ତୁରନ୍ତ ଗିରଫ କେଇବା ଉଚିତ.
Yes,right
ସେଇ Argus ଟା ଗଲା କୁଆଡେ
ARGus chanal paka Magha
Se mg kaha ପାଦ chatu thiba
Se babbi na nua ghara kauthi khojibaku jaichi kusuma Katha sarila pare😂😂😂
ମୋହନ ସରକାର ନିଜର ଇଜ୍ଜତ ରଖ ଦୋଷୀକୁ ଦଣ୍ଡ ଦିଅନ୍ତୁ ପୋଲିସକୁ ଅଡର ଦିଅନ୍ତୁ
Remote Control sie
agyan gan** re sete jor nhi
Jumla sarkar
Dehli ru Modinka order asileto ! Kahinki na Raghubar Das Modinko HMV 😂😂😂
@@nuelbaa8392 HMV Means ???
ଓଡିଆ ଅସ୍ମିତା ରକ୍ଷାର ପ୍ରଥମ ଅବଦାନ
Bjp ro pelo asmita
Rajyapal Naitikata drusti ru Estapha deba Uchit .
@@narendrahembram4495❤qqqqqa!!5
Governor's meaning separate. tanka pua kan au kala j ete Natak. Semane Kate ade kan 2 karanti kichhi hueni. Raja pua mantri senapati Ghara jaha b kale chaliba. hele ethi sethi tike kale b chhada paibuni. why ijjat ki sambal
Governor ର ପୁଅ ଘୁଷୁରି ପେଟରୁ ଜନ୍ମ ହୋଇଛି
ତାମାଆକୁ ରଘୁବରଦାସ ଗାଣ୍ଡିମାରିକି ଜନ୍ମ ହେଇନି କୁକୁରଗାଣ୍ଡିମାରିକି ଜନ୍ମକରିଛି,
@@prafullanayak9729ଓହୋ
Right 👍
ନିଜକୁ ହିନ୍ଦୁ ଧର୍ମର ପୁଜାରୀ କହି ସବୁବେଳେ ହିଂସା ଭିଆଉଛି ଏ BJP ସରକାର ।
Ek dum right 👍
@@premanandasuna7436 bhai sarkar kisikavi ho uska pitaji governor he o khud governer nhi he
@usek 11:58 12:00 12:02 r-co4fl7xl4o kkara fight
ଲଙ୍ଗଳା କରି ପିଟି ବା ଦରକାର ପୁଅ କୁ ଏଇଟା କଣ ଓଡ଼ିଆ ଅସ୍ମିତା ଅର୍ଗସ ଆଉ ଓଟିଭି କୋଉଠି ଗଲେ ସେ ଦୁର୍ଗlଶିଷ କୋଉଠି ଗଲା ଦେଖି ବା ତୁମେ କେତେ ବଡ଼ ସାମ୍ବାଦିକ.. ଏବେ ଚୋର ମୁହାଁ କୋଉଠି ଗଲା
Se sala modi Banda chata Abe chup
A sola mane marigale
Kia 🤙🙂
ଠିକ୍
Not only Durgasis, senior journalists like Nabin Das, Bipin Das, Rajaram Sathpathy are silent. These journalists are agents of BJP.
ବିଜେପି ସରକାର ରେ ବିରଳ ଘଟଣା ଘଟୁଛି
ଅସ୍ମିତା ଦେଖାଉଚି ବିଜେପି ଵାଲା
Pelo asmita
Ashmita ku ସସ୍ମିତା ସହିତ ବାହାଘର କର
ବିଜେପି ଦଳର ଅଲଜ୍ୟ ଭାଷଣ, ଅସ୍ମିତା। ମୁଖ୍ୟମନ୍ତ୍ରୀ ଙ୍କର କୌଣସି ଓଜନ ନାହିଁ।
କ୍ରିମିନାଲ କେଶ କାହିଁକି ନ ହେବ ?
ଓଡ଼ିଶା ସଚିବାଳୟ କର୍ମଚାରୀ ସଂଘ କରୁଛି କ'ଣ ?
Soichanti Paisa nai mada piechanti
କେବେ ଉଠିବେ...
ଶଳା ଅର୍ଗସ ନିୟୁଜ କୁଆଡେ ଗଲା ଶଳାକୁ ଦେଖନ୍ତି ଯଦି ବେକ ମୋଡ଼ି ଦିଅନ୍ତି
ଅର୍ଗସ, ଓଟିଭି, କନକ ଓଡ଼ିଶା ରିପୋର୍ଟର, ନିୟୁଜ ଚାନେଲ, ସବୁ ମରିଗଲେଣି ନା କଣ ???
Semane ebe ratha bhandar re ratna sabura hisab karuchanti@@jyotsnaranipanda2613
Bro Khali arjos nunhe otv kanak news sabu gote bepari
Argus is against Odia asmita - boycott that channel. It is a branch of BJP IT cell.
Argus channel has no option to comment. People are abusing them it seems. We all should get together to safeguard Odia pride. Thsi argus was having hours of Odia Asmita discussion. Now keeping quite.
ସତ୍ୟବାବୁ ! ସତ୍ୟକୁ ସାମନାକୁ ଆଣିବାରେ ଆପଣନ୍କ ଉଦ୍ୟମ ପ୍ରସଂଶନୀୟ । କିନ୍ତୁ ବିଜୁ ଜନତାଦଳ ସରକାରନ୍କୁ ସମାଲୋଚନା ଭଳି ଏଥିରେ ଆପଣନ୍କ ଶବ୍ଦ ସେତେ ଶାଣିତ ନୁହେଁ। ରାଜ୍ୟପାଳନ୍କର କିଛି ଭୁମିକା ନାହିଁ ବୋଲି କହି ଆପଣ ଘଟଣାର ଗୁରୁତ୍ୱ ଲାଘବ କରିଛନ୍ତି। ଘଟଣା ପଦାକୁ ଆସିବା ସହିତ ସରକାରନ୍କର ନ୍ୟାୟପରାୟଣତାର ମଧ୍ୟ ପର୍ଦ୍ଦାଫାଶ ହୋଇଛି।
ଏ ଶଳା ବିଜେପି ସରକାର ନିଜେ ଇସ୍ତପା ଦେବା ଦରକାର ବେହିଆ ସରକାର
ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାର କୁହଳିଆ ପାଖରୁ ଠିକ୍ ଉତ୍ତର ପାଇବେ,
ଯାହା ଜଣା ପଡ଼ୁଛି,BJP ଏକ ବର୍ଷ ବି ଶାସନ ଚଳାଇ ପାରିବ ନାହିଁ, ଏମାନେ ତ BJD ଠାରୁ ବଳିଗଲେ ଏକ ମାସ ଭିତରେ
ଆଉ ଓଡ଼ିଶାରେ law & Order nahi
ଅଣ ଓଡ଼ିଆଙ୍କଠୁ ମାଡ଼ ଖାଇବା ଏକ ସୁନ୍ଦର ଓଡିଆ ଅଶ୍ମିତାର ଉଦାହରଣ । ଲଜ୍ଜ୍ୟା ଲଜ୍ଜ୍ୟା । ଛି ଛି । ଧନ୍ୟରେ ଓଡ଼ିଆ ଅସ୍ମିତା ।
ଏଥିରୁ ଜଣା ପଡୁଚି ଗଣତନ୍ତ୍ର ରେ ବଡ଼ଲୋକଙ୍କୁ ଉତ୍ତର ନାହଁ ସ୍ୱର୍ଗ କୁ ନିଶୁଣି ନାହିଁ
କଥାରେ ଅଛି
ବଡ଼ଲୋକ ପାଦେ କଣ୍ଟା ଫୁଟିଗଲେ, ସଭିଏଁ ପୁଛନ୍ତି ବ୍ୟଥା
ଗରିବ ପାହାଡ଼ୁ ଗଡ଼ିପଡି ଲେ ବି
କେହି ନକହନ୍ତି କଥା..
ତାମିଲିଆନ ମାରିଲେ,ଏବେ ଝାଡଖଣ୍ଡ ଠାରୁ
ମାଡ ଖାଇଲ, ଓଡିଆ ମାନେ inefficient
Tamilian ta ja hau educated thila ebe uneducated loka hata ru mada khaila educated loka
Aire magiha, bjp ra dosha bjd mundare kanhiki chadhauchu.
ଏଇଟା ଆମର ଓଡ଼ିଆ ଅସ୍ମିତା ର langla ଦୃଶ୍ୟ, ଅତ୍ୟନ୍ତ ଲାଜ୍ଜା ଜନ କ ଘଟଣା
ଉଚିତ୍ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଆବଶ୍ୟକ .
ବବି ଦାସଙ୍କ ଘରେ ପଶି video କରିବାକୁ ଚ଼େଷ୍ଟା କରିଥିବା ସାମ୍ବାଦିକ ମାନେ ଟିକେ ରାଜଭବନ ଯାଇ ଖବର ନେଉ ନାହିଁନ୍ତି
Correct
ତୁମେ ଭାଇ ଭଲ କହୁଚ ମୋଟା ଅଙ୍କ ଟଙ୍କା ମିଳିବ ସେ ଯିବ
କଥାଟା ଚାପିଦେବନା
Wow!
Sambadik Mane chora.maa gihe
#ଓଡ଼ିଆ ଅସ୍ମିତା ଆଜି କାନ୍ଦୁଚି...
ଯଦି ଏ କଥା ସତ..... ତେବେ ତା ପୁଅକୁ ସମ୍ଭିଧାନ ଅନୁସାରେ ଦଣ୍ଡ ଦିଆ ଯାଉ
Rip argus tv, Otv, odisha repoter😢😢😢😡😡😡😡
Right
ଓଡିଆ ର ସମ୍ମାନ ରକ୍ଷା କରିବା ବର୍ତମାନ ସରକାର ଙ୍କ ଦାୟିତ୍ୱ.
ଓଡ଼ିଆ ଅସ୍ମିତା ର ଏକ ଅଂଶ
ମାସେ ଭିତରେ ସରକାର ବଦନାମ
ଏ ବିଜେବିର ସରକାର ଶୀଘ୍ର ଭାଙ୍ଗିବ, ପୁଣି ନବୀନ ବାବୁ ଆସନ୍ତୁ, ନହେଲେ ଓଡ଼ିଶାର ସର୍ବନାଶ ନିଶ୍ଚୟ
BJP do dinki mehman
ଏହା ଗଣତନ୍ତ୍ର ସକାଶେ ବିପଦ
ଶଳାକୁ ନିର୍ଘାତ ମାଡ଼ ସହିତ ଗିରଫ କାରା ଯାଉ , ହଇରେ ରଘୁବର ପୁଅ ଏତେ ବିଶୃଖଳ
ପୁତ୍ର ମୋହ ଛାଡ଼ ଆଇନ ଆଗରେ ଆମେ ସମସ୍ତେ ସମାନ । ଦୋଷୀକୁ କ୍ଷମା କଲେ ବହୁତ ମୂଲ୍ୟ ଦେବାକୁ ପଡ଼ିବା । ତୁରନ୍ତ ଗିରଫ ପାଇଁ ଆଦେଶ, ଇଜ୍ଜତ ବଞ୍ଚିଯିବ |
ଆରେ ଭାଇ ଯେଉଁ ସରକାରଙ୍କ ଅମଳରେ କୃଷି ମନ୍ତ୍ରୀଙ୍କ ପୁଅ କୃଷକଙ୍କ ଉପରେ ଗାଡି ଚଳାଇବାର ନଜିର ଅଛି ତାଙ୍କ ଠାରୁ କଣ ଅଧିକ ଆଶା କରିବା।
ସେଇଟା ତ criminal ଭଳିଆ ଦେଖାଯାଉଛି.. ରଘୁବର ତ ଭାରି କାମିକା ଦେଖାଉଥିଲା... 🙄🤔
Param mag...a sabu tara family 😊
Jharkhandia Bihari mane baharuku bhala boli dekhei huanti.
ମୋର ନ୍ୟାୟ ବ୍ୟବସ୍ଥା ଉପରେ ପୁରା ବିଶ୍ଵାସ ଅଛି କିଛି କରିବେନି ରାଜ୍ୟପାଳଙ୍କ ପୁଅକୁ।ଆଇନ କେବଳ ଗରିବ,ମଧ୍ୟବିତ୍ତ, ଖଟିଖିଆଙ୍କ ପାଇଁ ।
ଅପାରଗତା ଲୋକେ ସିଟ୍ ଛାଡିଲା ପରେ ପାରଙ୍ଗମ ଲୋକେ କ୍ଷମତାର ଉପଭୋଗ କରୁଛନ୍ତି। ଏଇଟା ହିଁ ପରିବର୍ତ୍ତନ।
ଶୀଘ୍ର ତାକୁ ଗିରଫ କର ନ ହେଲେ ମରିବ
ନବୀନ ବାବୁ କୁଆଡେ ଗଲେ ? ସତ୍ୟ ବାବୁ ଦୟାକରି ଏହି ପୀଡ଼ିତ ଦମ୍ପତି କୁ ଆମେ ସବୁ ଓଡିଆ ଭାଇ ଭଉଣୀ ଠିଆ ହେବା ଦରକାର। ଆପଣ ଦୟ କରି ତାଙ୍କ ଘର କୁ ଯାଆନ୍ତୁ। ଆମକୁ ସଠିକ୍ ଖବର ପହନଚନ୍ତୁ
ସବୁ ଓଡ଼ିଆ ଏମିତି ମାଡ ଖାଇବେ ,,
ଆଇନ୍ ସମସ୍ତଙ୍କ ପାଇଁ କେବେ ବି ସମସ୍ତଙ୍କ ପାଇଁ ସମାନ ନ ଥିଲା କି ଆଜି ବି ନାହିଁ । ଏହା କେବଳ କଥାରେ କୁହାଯାଏ ଓ ଲେଖାଯାଏ ।
ଆରେ ଇଏ କଣ ଆମ ଓଡ଼ିଆ ଅସ୍ମିତା😢
ସରକାର ଙ୍କ ଆଭିମୁଖ୍ୟ କଣ ରହୁଛି ସେଇଟା ଦେଖିବା ବାକି ରହିଲା
ଓଡ଼ିଆ ଅସ୍ମିତା ହେଲା ଏଠି ଝାଡ଼ଖଣ୍ଡ ଲୋକ ଆଉ ବିହାରୀ ଲୋକ ଓଡ଼ିଆ ଲୋକଙ୍କୁ ପିଟିବେ ଧନ୍ୟ ଅନ୍ଧଭକ୍ତ କୁଆଡେ ଗଲରେ comments କର ରେ ତମ ଚଡି ଖୋଲିବୁ ଆମେ।
Right
ଦୋଷୀ ଦଣ୍ଡ ପାଇବା ଉଚିତ୍ । ଏବଂ ଏହା ଶୀଘ୍ର ହେବା ଉଚିତ୍। ।
ଆମ ଅସ୍ମିତା ହେଲା ଝାଡଖଣ୍ଡି ଠାରୁ ମାଡ଼ ଖାଇବା
ସତ୍ୟ ଭାଈ,ସୁନ୍ଦର ଭାବରେ ଓଡ଼ିଶାର ଅସ୍ମିତା ର ଦ୍ୱାହିଦେଇ ଆସିଥିବା ସରକାର ଝାଡ଼ଖଣ୍ଡ ଙ୍କ ଗୁଣ୍ଡାଙ୍କର ଶିକାର ହେଲା ପରେ ମଧ୍ୟ ଦଳପ୍ରେମରେ ଗୋଲାମୀ ନ ଛାଡିପାର ଉପସ୍ଥାପନ ସୁନ୍ଦର ହେଇଛି।
ବଡ ଲୋକ ବଡ ଗୁମର କଥା,
କଣ ଗୁମର?
Argus kuade gala
Mgh argus
ମରିଗଲେ ପରା ହଗୁରି ନିଉସ
Bjp ବହୁତ ଶୀଘ୍ର କିଛି କର ଉଚ୍ଚିତ ଜବାବ ଦିଅ.. ନହେଲ.... 😴😴😴😴.....
Satya babu emiti sabu bele satya ra muha khulantu bhagan apana nka sahita aau ama Samasta nka pain achhanti thank s to you
It is shame to Government.
ଘୋର ଲଜ୍ଜାଜନକ ଘଟଣା...
For free and fair justice,let ASO association should go to supreme court for exemplary action against the accused.
ପୋଲିସ୍ କୁ ଆକ୍ଷେପ କରିବା ପୂର୍ବ ରୁ ପୋଲିସ ର ସ୍ଵତନ୍ତ୍ର ପାଇହା ଗଠନ କର। ତାପରେ ପୋଲିସ୍ ଠିକ୍ କଲା ନା ଭୁଲ୍ କଲା କହିବେ!!!କ'ଣ ସାହାସ ଅଛି ସ୍ଵତନ୍ତ୍ର ପୋଲିସ୍ କରିବା ପାଇଁ????
Law is only for poors not for rich and politicians
Argus TV , BJP ଚୋର, କୁକୁର ସଲେ ଇଟା କାହିଁ ସୁନବେ, ଗୁହ ଖାଉଛନ୍ ଇସଲେ।
OTV ku bhuligala
Nirbhaya Argus OTv gala kuade ????
ବହୁତ ସୁନ୍ଦର ଉପସ୍ଥାପନା
ଏ ଘଟଣା ବି.ଜେ.ଡି ଦଳର ସମସ୍ତ ପ୍ରକାର କୁକର୍ମ କୁ ବଳି ଗଲା ଏ ପ୍ରକାର ଅକ୍ଷମଣୀୟ ଅପରାଧ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ.......
BJP paying for GOV help before /during election
Majhi sir kn karibe Delhi ru kichi message asu padhiki kahibe
ସବୁ ଚୁଲି ମୁହଁ ପଶ୍ଚିମ ରେ
It is just an example of misuse of power by kids and relatives of high dignitaries and officials
By BJP
Not only bjp, but by most of the political leadres and Officers
Can the ASO sustain his stand ?
State Secretariate Association should react. ଆରେ ଭାଇ ପେନ ଏବେ ଛାଡ ନା ଖାଲି ଚୁପ ହେଇକି ରହିବା ତମ କାମ ସାଧାରଣ ଲୋକ ଙ୍କ ଉପରେ ତମ ଜୋର
Criminal ଟା କି ରଘୁ ପୁଅ ଟା ।
ମୋର କେତେ ଟା ପ୍ରଶ୍ନ ର ଉତ୍ତର ଦେବେ କି?
୧. ପୁରୀ ରାଜଭବନ ଭିତରକୁ ରାଜ୍ୟପାଳ ଙ୍କ ଅନୁପସ୍ଥିତି ରେ ତାଙ୍କ ପୁଅ ଏବଂ ପୁଅ ର ସାଙ୍ଗ ମାନଙ୍କୁ କାହିଁକି ଏବଂ କୋଉ ନିୟମ ଅନୁସାରେ ଭିତରକୁ ଅନୁମତି ଦିଆଗଲା?
୨. ସିଏ ପିଲା ଆଉ ତା ସାଙ୍ଗ ମାନେ ସେଠି ମଦ ପିଉଥିଲେ, ସେ କଥା ତା ବାପା ଜାଣିଥିଲେ କି? ଯଦି ଜାଣିଥିଲେ ତାହେଲେ ପୁରୀ ରଥ ଯାତ୍ରାର ସମୟ କଣ ମଦ ପିଇ କି ଆରାମ କରିବାର ସମୟ?
୩. ସେ ଟୋକା ସାଙ୍ଗରେ ଯୋଉ ସାଙ୍ଗ ମାନେ ଥିଲେ ଆଉ ତାର ବାପା ର ଯୋଉ body guard ଦୁଇଟା ଥିଲେ, ତାଙ୍କ ନାଁ ଗୁଡା କାହିଁକି ଏପର୍ଯ୍ୟନ୍ତ ଗଣ ମାଧ୍ୟମ କୁ ଆସୁନି? ଗଣମାଧ୍ୟମ ସେ ବାବଦରେ ଚୁପ୍ କାହିଁକି?
୪. ଅପଯ୍ୟନ୍ତ ପୋଲିସ FIR ଯଦି ଗ୍ରହଣ କରିଛି, ତା ହେଲେ କିଛି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାହିଁକି ହେଇନି? କଣ ବାପା ରାଜ୍ୟପାଳ ବୋଲି, ତାଙ୍କ ପୁଅ ବି legal immunity ପାଇବ?
୫. ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କ ର ସାହସ ନାହିଁ, ନିଜ ଇଚ୍ଛା ରେ କିଛି କାର୍ଯ୍ୟ ପନ୍ଥା ଗ୍ରହଣ କରିବାକୁ? ନା, ସିଏ ଖାଲି ହାତବାରିଶି ହେଇକି ବସିଛନ୍ତି?
୬. ଅଭିଯୁକ୍ତ ଗୁଡ଼ାଙ୍କୁ ଦେଶ ଛାଡିକି ଚାଲି ଯିବା ପାଇଁ ସମୟ ଏବଂ ସୁଯୋଗ ଦେବା ପାଇଁ ଏତେ ଡେରି କରାଯାଉଛି କି?
୭. ଓଡ଼ିଶା ର ସବୁ ମୁଖ୍ୟ ଗଣମାଧ୍ୟମ ଏବେ ସବୁ ସ୍ଥାଣୁ ଆଉ ମୁକ କାହିଁକି ପାଲଟି ଯାଇଛନ୍ତି? କଣ ସରକାର ଠାରୁ ଦରମା ମିଳୁଛି, ନା ବିଜ୍ଞାପନ ଆଉ ମିଳିବନି ବୋଲି ଡର?
Change the governor
ଧନ୍ୟବାଦ ସତ୍ଯ ବାବୁ ସମାଜରେ ଆପଣଙ୍କ ଭଳିଆ ସାମୂଦିକ ଦରକାର।
ଉଚିତ ନ ଥିଲା 😡
This is very ashamed.
Bulu Bhai very nice and excellent argument for impartial justice you are real son of Bhagirathi sir,my teacher near North hostel you are my classmate at BDK College.
Defence person mane pratibaad kariba katha....😢😢
Bjp Bala ku keta Bharasha Kari mu gota pila 170 khanda vote deichi bjp ku auu second pain Nota vote debi pacha auu chora dala bjp ku keba vote debini,bahara loka Ashi ama Odia loka ku Mari ki jiba bjp cm chupu rahiba dhiki ama voter ku
May be by 2124AD, India may accept Police reformation given in an important decision of honourable Supreme Court of India.
Odishare remote sarkar
Thanks for making this video
Mainstream media is sleeping in this issue
Governor should be resign.....
Good analysis
Amazing analysis 🎉🎉🎉
Satya sir ,great analysis 👍👍
Good content
Once again it is proved that LAW IS NOT SAME FOR ALL.
U r right
Good sir 🎉🎉🎉❤
Right katha sir
ନିୟମ ସମସ୍ତଙ୍କ ପାଇଁ ସମାନ, ରାଜା, ପ୍ରଜା, ସମସ୍ତେ ନିୟମ ରେ ବନ୍ଧା.
ଦୋଷୀ ଯିଏ ହୋଇପାରେ ସେ ରାଜାଙ୍କ ପୁଅ ଯଦି ଦୋଷୀସାବ୍ୟସ୍ତ. ହୁଅନ୍ତି ଦଣ୍ଡିତ ହେବାକଥା, ପ୍ରଭୁ ଜଗନ୍ନାଥ ଏହାପୂର୍ବରୁ ଯେଉଁ ସରକାର ଥିଲେ ତାଙ୍କର ପତନ କରାଇଲେ, ତେଣୁ ଏବେ ମଧ୍ୟ ସେଇଆ ହିଁ ହେବ ବୋଲି ଆଶାକରା ଯିବ. 🙏
Sir we like you because you speak the truth,
Absolutely riight
Quick Action Darkar
Very Very Shame full incident. It should not be. Government should be take action against culprits.
Shame on OTV , Kanak TV , Kalinga TV and even NandiGhosh ....shame
It is the duty of Governor to pass order to arrest his son and enquire the matter.
MOHONA Kono koruchhi ...
ହାଣ୍ଡିଆ ପିଇ ସୋଇଛନ୍ତି
Tamilian & now Jharkhandi
ନିଜ ପୁତ୍ରକୁ ସମାଳି ପାରୁ ନାହିଁ ରାଜ୍ୟ ପାଳ କଲେ କ'ଣ ପାଇଁ
Third grade rajyapal😢😢😢
Thank you Sir for your continued news in such truthful manner.I support your valued important news