ଓଡ଼ିଶାରେ ଜ୍ୟୋର୍ତିଲିଙ୍ଗ ନ ରହିବାର କାରଣ? Jyotirlinga | Lingaraja Temple | ShreeMandira | Jay Jagannath

แชร์
ฝัง
  • เผยแพร่เมื่อ 30 ก.ย. 2024
  • #Jyotirlinga #LingarajaTemple #ShreeMandira #JayJagannath
    Please Like, Share & Subscribe to "Spiritual Knowledge Odia" Channel🙏🙏🙏
    ✽ ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ Like ଓ Share କରିବା ସହ ଆମ Channel 'Spiritual Knowledge Odia'କୁ Subscribe କରନ୍ତୁ ।
    / spiritualknowledgeodia
    ©Spiritual Knowledge Odia
    WARNING
    This content is Copyright to Spiritual Knowledge Odia. Any unauthorized re-upload is
    strictly prohibited. Legal action will be taken against those who violate the copyright!!!
    Somnath in Saurashtra and Sri Mallikarjuna in Srisailam
    Mahakala (Mahakaleshwara) in Ujjain, Omkareshwara in (Khandwa)
    Baidyanath in Chitha Bhumi and Bhimashankara in Dakinya
    Ramesham (Rameshwara) in Sethubandh,(Nagesham)
    Nageshwar Jyotirling Dwarka or Naganath in Daruka-Vana
    Vishwesham (Vishweshwara) in Varanasi
    Tryambakam (Trayambakeshwara) at bank of the river Gautami (Godavari)
    Kedar (Kedarnath) in the Himalayas
    Ghushmesh in Shivalay , (Grishneshwar / Ghushmeshwar)
    सौराष्ट्रे सोमनाथं च श्रीशैले मल्लिकार्जुनम्।
    उज्जयिन्यां महाकालमोङ्कारममलेश्वरम्॥
    परलयां वैद्यनाथम् चिताभूमो च डाकिन्यां भीमशङ्करम्।
    सेतुबन्धे तु रामेशं नागेशं दारुकावने॥
    वाराणस्यां तु विश्वेशं त्र्यम्बकं गौतमीतटे।
    हिमालये तु केदारं घुश्मेशं च शिवालये॥
    Dr. Sarat Mohanty
    Shree Lingaraj
    Lingaraj Temple
    Om Namah Shivay
    Lord Lingaraj and Goddess Parvati
    Lord lingaraj
    #Lingaraj
    #Temple
    #Bhubaneswar
    #LingarajTemple
    #LingarajMahaprabhu
    #harharmahadev
    #ହର_ହର_ମହାଦେବ
    #OmmNamahShivaya
    #Sivalinga
    #MahaShivaratri
    #Sawan2023
    #Shiv
    #Mahadev
    #Baba
    #Temple
    #Jyotirlinga
    #Darshan
    #blessings
    #HarHarMahadev
    #Mahadev
    #हर_हर_महादेव
    #Mahadev
    #Sawansomvar
    #mahadev
    #SpiritualKnowledgeOdia
    #Shreemandira
    #LordJagannatha
    #ShreeMandira
    #JagannathTemple
    #LordJagannath
    #Puri
    #Jagannathdham
    #Odisha
    #LordJagannathPuri
    #Jagannathmandir
    #Jayjagannath
    #Puri
    #Odisha
    #OdiaCulture
    #JaiJagannatha
    #OdishaParba
    #shreemandira
    #JayJagannath
    #SinghaDwara
    #SpiritualKnowledgeOdia
    #SriJagannathTemple
    #JayJagannath
    #SrimandirPuri
    #LordJagannath
    #ShriJagannatha
    #Puri
    #Odisha
    #Religious
    #Religion
    #Odiaculture
    #JagannathTemple
    #Mahaprabhu
    #jaijagannath
    #jayjagannath
    #spiritual
    #Adhyatmikagyan
    #LordJagannath
    #Somnath
    #Mallikarjuna
    #Srisailam
    #Mahakala
    #Mahakaleshwara
    #Ujjain
    #Omkareshwara
    #Baidyanath
    #Bhimashankara
    #Ramesham
    #Rameshwara
    #Nagesham
    #Nageshwar
    #Jyotirling
    #Dwarka
    #Naganath
    #Vishwesham
    #Vishweshwara
    #Varanasi
    #Tryambakam
    #Trayambakeshwara
    #Kedar
    #Kedarnath
    #Himalayas
    #Ghushmesh
    #Shivalay
    #Grishneshwar
    #Ghushmeshwar
    #Dr.SaratChandraMohanty
    #SaratMohanty
    #SaratChandraMohanty
    #OdiaTH-camr
    #Vlog

ความคิดเห็น • 389

  • @dr.pradeeptarai3422
    @dr.pradeeptarai3422 ปีที่แล้ว +6

    ମୂଳ କଥା କୁ ଛାଡି ଏଣୁ ତେଣୁ ଗପନି। ଲିଙ୍ଗରାଜ ମହାପ୍ରଭୁ ତ୍ରିଭୁବନେଶ୍ବର ସବୁ ଲିଙ୍ଗ ଙ୍କ ର ପିତା ବ୍ରହ୍ମ ଲିଙ୍ଗ। ଏହାଙ୍କ ଠାରୁ ଦ୍ବାଦଶ ଲିଙ୍ଗ ସୃଷ୍ଟି। ଇତିହାସ କୁ ବିକୃତ କରିସବୁଥିରେ କାହିଁକି ମୁଣ୍ଡ ଖରାପ କରୁଛନ୍ତି।।ପାଠ ପଢ।ଅଳପ ବିଦ୍ୟା ଭୟଙ୍କରୀ।

    • @lingarajmahaprabhu5132
      @lingarajmahaprabhu5132 ปีที่แล้ว

      Hmm exactly 💯 bhai lingaraj nku Jani nahanti khali sasta katha kahuchanti bramha Linga mane aje janatu tapare bhasana maribe

  • @sidd5547
    @sidd5547 ปีที่แล้ว +34

    ଆମ ଲିଙ୍ଗରାଜ ଆମ ପ୍ରିୟ ଠାକୁର ଓ ଭାରି ଦୟାଳୁ

  • @surajkumardas2607
    @surajkumardas2607 3 หลายเดือนก่อน +14

    ଶିବ ପୁରାଣ ରେ ବର୍ଣ୍ଣନା ଅଛି ଜଗନ୍ନାଥ ଶିବ ଉପାସନା କରି ସୁଦର୍ଶନ ଚକ୍ର ଓ ମାତା ଲକ୍ଷ୍ମୀ ଙ୍କୁ ପତ୍ନୀ ରୂପେ ପ୍ରାପ୍ତ କରିଥିଲେ

    • @Abhishekpatra27
      @Abhishekpatra27 2 หลายเดือนก่อน +4

      Kouthi lekha achhi tk khibe page ta😂

  • @aahandas8486
    @aahandas8486 ปีที่แล้ว +31

    ହରି ହର ଙ୍କ ଶ୍ରୀ ଚରଣ ରେ ସତ ସତ ନମନ 🙏🙏 ମହାପ୍ରଭୁ ଲିଙ୍ଗରାଜ ଓ ମହାପ୍ରଭୁ ଜଗନ୍ନାଥ ସଦା କୃପା କରିଥାନ୍ତୁ 🥹

  • @kaluraula9519
    @kaluraula9519 ปีที่แล้ว +23

    ଯଦି ଇତିହାସ ଜାଣିନାହାନ୍ତି କଣ ପାଇଁ ଞାନ ଦେଉଛନ୍ତି ଜଗନ୍ନାଥ ମନ୍ଦିର ପୂର୍ବରୁ ମହାଦେବଙ୍କ ଲିଂଗରାଜ ମନ୍ଦିର ଥିଲା ଏ ମାନେ କେବଳ ମିଛ ହିଁ କହୁଛନ୍ତି କଣ ପାଇଁ ହର ହର ମହାଦେବ ମହାପ୍ରଭୁ

    • @ommbaliyarsingh
      @ommbaliyarsingh ปีที่แล้ว +1

      ଯଦି ଏମାନେ ମିଛ କହୁଛନ୍ତି ତାହାହେଲେ ଉତ୍କଳ ସର୍ବ ପୁରାତନ ଇତିହାସ ମାଦଳା ପାଞ୍ଜି ଯାଈ ପଢନ୍ତୁ ଜାଣିପାରିବେ।

    • @sudhasmitadas3776
      @sudhasmitadas3776 ปีที่แล้ว +1

      ହଁ ଭାଇ ଏଟା ଗାଲୁଆ ପଣ୍ଡା ଟା ଶଳା କିଛି ନ ଜାଣି ଆମ କୁ ଜ୍ଞାନ ଦେଉଛି

    • @sudhasmitadas3776
      @sudhasmitadas3776 ปีที่แล้ว +1

      ​@@ommbaliyarsinghଭାଇ ଆମ ମହାଦେବ ଙ୍କ ଲିଙ୍ଗରାଜ ମହାପ୍ରଭୁ ଙ୍କ ମନ୍ଦିର ର ଇତିହାସ ଅଲଗା ଅଛି ଯାଇଁକି ସର୍ଚ୍ଚ କରି ଦିଅ

    • @NamohNarayanaHari
      @NamohNarayanaHari 5 หลายเดือนก่อน

      ​@@sudhasmitadas3776lingaraaj temple - 1000AD
      Puri Srimandir ( reconstructed ) -- 949 to 959 AD

    • @agriculturenaturevillager7531
      @agriculturenaturevillager7531 2 หลายเดือนก่อน

      Are Bhai puri mandira reconstructed

  • @Sikhya555
    @Sikhya555 2 หลายเดือนก่อน +2

    Comment section re kichhi ଲୋକ
    ହର ଏବଂ ହରି ମଧ୍ୟ ରେ ପ୍ରଭେଦ କରୁଛନ୍ତି କିଏ ବଡ ନିଜ ନିଜ ଚିନ୍ତାଧାରା ବ୍ୟକ୍ତ କରୁଛନ୍ତି
    ମୁଁ ଅଧମ ଏତକ ଜାଣିଛି ଯେ , ଯିଏ ହର ସେଇ ହରି ( ଏକ ବ୍ରହ୍ମ )......jay Hari Shankar ❤

  • @dinabandhupadhi9079
    @dinabandhupadhi9079 ปีที่แล้ว +15

    ତ୍ରିଭୁବନେଶ୍ବର ନାମରେ ନାମକରଣ ହୋଇଥିଲେ ପରବର୍ତ୍ତୀ ସମୟରେ ଭୁବନେଶ୍ଵର ନାମରେ ପରିବର୍ତ୍ତନ ଜୟ ପ୍ରଭୋ ତ୍ରିଭୁବନେଶ୍ବର 🙏🏻🙏🏻🙏🏻🙏🏻🙏🏻🚩🚩🚩

  • @Lipkumar123
    @Lipkumar123 ปีที่แล้ว +21

    ଜୟ ଶ୍ରୀ ମହାପ୍ରଭୁ ହରିହରଙ୍କର ଜୟ🙏🙏🙏 ାା ଓମ୍ ନମଃ ଭଗବତେ ବାସୁଦେବାୟ🙏🙏🙏 ାା ଓମ୍ ନମଃ ଶିବାୟ🙏🙏🙏ାା

  • @sriyanshupadhi6627
    @sriyanshupadhi6627 ปีที่แล้ว +79

    ସବୁ ଠାକୁର ସମାନ, ଶିବ ଓ ବିଷ୍ଣୁ ସମାନ ଅଟନ୍ତି 🔱🙏🏻🔱

    • @ajitpani1
      @ajitpani1 ปีที่แล้ว +2

      100%

    • @hinduhunawaamnahi.8928
      @hinduhunawaamnahi.8928 ปีที่แล้ว

      Ekla Eswar krushna, aara sabu bhrutya. 🙏🙏🚩🚩🚩

    • @sidd5547
      @sidd5547 ปีที่แล้ว +1

      ସବୁ ଠାକୁର ଯଦି ସମାନ, ତାହେଲେ ଜଣଂକ ନାଁ ଶିବ ହେଲେ ଆଉ ଜଣେ ବିଷ୍ଣୁ କାହିଁକି?

    • @krishnabalram2837
      @krishnabalram2837 ปีที่แล้ว +3

      Right Hari Hara bhedi Naraka gami

    • @sidd5547
      @sidd5547 ปีที่แล้ว

      @@krishnabalram2837 କେହି ଭେଦ କରୁନାହାନ୍ତି କିନ୍ତୁ ତାହେଲେ ଦୁଇ ଅଲଗା ଦେବତା, ତାଙ୍କ ପୂଜା ଅଲଗା, ଫୁଲ ଅଲଗା, ଋପ ଅଲଗା... ଏପରି କାହିଁକି?? ସଂଶୟ ଦୂର କରନ୍ତୁ 🙏

  • @heenanaik9862
    @heenanaik9862 ปีที่แล้ว +10

    Odisha re prati 3 km re 2 ta Shiv Mandir average achhi. Maharastra re locality re Shiv temple miliba kashta , khali Ganesh au Shani temple, semiti West Bengal re khali Kali temple . Odisha only state Shiv temple apanku easily milijiba, whether old or new. Varnashi as a city we can find no. of Shiv temple, bcz it is Shiva 's Nagri. There was time in Bhubaneswar 1 crore Shiv Ling used to happen, It is 2nd Kashi. AUM NAMAH SHIVAY. 🕉️🙏🙏🙏🔱

    • @NamohNarayanaHari
      @NamohNarayanaHari 5 หลายเดือนก่อน

      Prathame odisha , banga dui pradesha re sampurna shaakta parampara prachalita thila , jaha aaji bi achhi , odisha ra prati grama re aapan nku gotie grama devati milijibe . Keshari vansha samayare jajati keshari bbsr re 10,000 shiva mandira sthapana karithile pare tanka putra nkara kichhi santana santati na hebaru raaja guru nka paramarsha krame sie 10000000 shiva linga bivinna rushi muni nka dwara bibhinna gramare sthapana karithile , ehi pari bhabare odisha re shaiba parampara ra vikasha ghatithila jaaha ki 15th century re chaitanya o panchasakha nkara goudiya vaishnav parampara ra brudhhi phala re kami gala .

    • @sriyanshupadhi6627
      @sriyanshupadhi6627 3 หลายเดือนก่อน

      India ra 88% loka siva bhakta. Hara hara mahadev ❤

  • @ashutoshsatapathy7524
    @ashutoshsatapathy7524 ปีที่แล้ว +7

    Bhul sabu bhul . କିଛି ନ ଜାଣି ମନଇଚ୍ଛା ମନ ଗଢା କାହାଣୀ କାହିକି bhandeibaku ଚେଷ୍ଟା କରନ୍ତୁ ନାହିଁ। ମିଥ୍ୟା ପ୍ରଚାର । ପୁରାଣ ଆଦି ପଢ଼ିକି ଉତ୍ତର ଦିଅନ୍ତୁ ମନ ଇଚ୍ଛା ନୁହେଁ।

  • @routking8192
    @routking8192 3 หลายเดือนก่อน +1

    ମନରେ ଯୋଦି ଭତି ନାହିଁ କୋଟିଏ ଟଙ୍କା ଖର୍ଚ୍ଚ କରିକି ହୋମଜଜ୍ଞ କରିକି କିଛି ଲାଭ ନାହିଁ ଯିଏ ବିଷ୍ଣୁ ସିଏ ହ୍ନି ଶଙ୍କର ଜଗନାଥ କୁଁ ଦର୍ଶନ କରି ଆମେ ଶିବ କ୍ନୁ ଦର୍ଶନ କରିପାରିବା ମନର ଭକ୍ତି ଆବଶ୍ୟକ

  • @surajkumardas2607
    @surajkumardas2607 3 หลายเดือนก่อน +4

    ଶିବ ପୁରାଣ ରେ ବର୍ଣ୍ଣନା ଅଛି ଯେତେବେଳେ କେଦାରନାଥ ରେ ମହାଦେବ ଙ୍କୁ ଦର୍ଶନ କରିବାକୁ ନାରାୟଣ(ଜଗନ୍ନାଥ) ଯାଇଥିଲେ ସେତେବେଳେ ସେଠାରୁ ତାଙ୍କ ଆସିବାକୁ ମନ ହେଲାନାହିଁ ଯାହା ପରେ ମହାଦେବ ତାଙ୍କୁ ଉତ୍ତରାଖଣ୍ଡ ରେ ଅଲକନନ୍ଦା ନନ୍ଦୀ କୂଳରେ ବଦ୍ରିନାଥ ରୁ ବିରାଜମାନ କରିବାକୁ କହିଲେ

    • @Abhishekpatra27
      @Abhishekpatra27 2 หลายเดือนก่อน +1

      Small coreection.. Jagannatha bishnu nuhnty... Jagannath is greater than vishnu

    • @AbhiKumar-do3rr
      @AbhiKumar-do3rr 2 หลายเดือนก่อน

      Narayana jae thile na ki Jagannatha.

  • @arabindamohanty6691
    @arabindamohanty6691 ปีที่แล้ว +50

    କୋଉଠି ପ୍ରମାଣ ଅଛି ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାପାଇଁ ଆସିଥିଲେ???? ନିଳାଦ୍ରି ମହୋଦୟରେ ଇନ୍ଦ୍ରଦ୍ୟୁମ୍ନ ରାଜା ଲିଙ୍ଗରାଜଙ୍କୁ ପ୍ରଥମେ ଦର୍ଶନ କରିବାର ପ୍ରମାଣ ଅଛି

    • @manasranjit3121
      @manasranjit3121 ปีที่แล้ว +4

      ଠିକ୍ କହିଚ ଭାଇ

    • @surajkumardas2607
      @surajkumardas2607 ปีที่แล้ว +5

      ଠିକ୍ କହିଛ ଭାଇ ଏ ପଣ୍ଡା ଶଳା ଭୁଲ୍ କହୁଛି

    • @blackiller_Jaguar
      @blackiller_Jaguar 8 หลายเดือนก่อน +1

      ​@@manasranjit3121 other parts are distroyed not today found..

    • @sriyanshupadhi6627
      @sriyanshupadhi6627 8 หลายเดือนก่อน +4

      Right srusti arambha re siva srusti sesa re bi shiva. Har Har Mahadev 🚩

    • @blackiller_Jaguar
      @blackiller_Jaguar 8 หลายเดือนก่อน +3

      @@sriyanshupadhi6627 Lingaraj himself Brahma linga.12 lingas are his manifestation.
      Sri Sadashiva bhubaneswara 🔱 is origin of all shiva tatwa and paramatma himself just like jagannath.

  • @srimantmishra2985
    @srimantmishra2985 ปีที่แล้ว +4

    ମୋର ଗୋଟେ ପ୍ରଶ୍ନ। ଆମେ ଓଡ଼ିଆ ମାନେ ଅଧିକ ମାଂସହାର କାହିଁକି କରିଥାଉ। ମୁଁ ଦେଖିଛି ଏପରିକି ବ୍ରାହ୍ମଣ ମାନେ ମଧ୍ୟ ମାଂସ ସେବନ ବେଶୀ କରିଥାନ୍ତି। ଯଦି ଆମେ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଆଦି ର ଲୋକଙ୍କୁ ଦେଖିବା ସେମାନେ ନବରାତ୍ରି, ଶ୍ରାବଣ ମାସ ରେ ଆମିଷ ଛାଡ଼ିଥାନ୍ତି ଏବଂ ବ୍ରାହ୍ମଣ ମାନେ ଶାକାହାରୀ ଅଟନ୍ତି କିନ୍ତୁ ଓଡ଼ିଆ ସମାଜ ରେ ଏହାର ବ୍ୟତିକ୍ରମ କାହିଁକି?

    • @pdlite4101
      @pdlite4101 ปีที่แล้ว +1

      ଏ ସବୁ ପରିବର୍ତ୍ତିତ ଉଗ୍ର ଆଧୁନିକତାର ପ୍ରଭାବ। ଓଡ଼ିଶାରେ ବି ଆଗ ମାଂସାହାରୀ ସଂଖ୍ୟା ଅଳ୍ପ ଥିଲା କିନ୍ତୁ, ସମୟ କ୍ରମେ ବ୍ୟାପକ ହୋଇଛି

    • @Inner.divinity
      @Inner.divinity ปีที่แล้ว +1

      ଏହାର କାରଣ ହଉଚି ଓଡିଶା ରେ ତନ୍ତ୍ର ଓ ଶାକ୍ତ ମାର୍ଗ ର ଅଧିକ ପ୍ରଭାବ ରହିଆସିଛି |

    • @NamohNarayanaHari
      @NamohNarayanaHari 5 หลายเดือนก่อน

      @@pdlite4101 bhul

    • @NamohNarayanaHari
      @NamohNarayanaHari 5 หลายเดือนก่อน

      @@pdlite4101 sampurna bhul

    • @NamohNarayanaHari
      @NamohNarayanaHari 5 หลายเดือนก่อน +1

      Odisha kebe niramishashi rajya hin na thila . Bcs 1st Odisha is a coastal state , 2nd - Odisha re kahin keun aadima kaalaru shaakta parampara prachalita thila , jaha ebe madhya achhi . Enu shaakahara kebe odisha ra mukhya khadya hin nathila , btw aapna bhulijauchhanti k odisha re madhya kartika maasa saara amisha khaanti naahi , ebam aama ra navarati pratha hin nuhe , ama durga puja re maa nku madhyan bali bhoga arpana karajae.

  • @manojsahoo6413
    @manojsahoo6413 ปีที่แล้ว +19

    ଦେବ ଦେବ ମହାଦେବ ଙ୍କ ଆରାଧ୍ୟ ଭଗବାନ୍ ନାରାୟଣ ଆଉ ନାରାୟଣ ଙ୍କ ଆରାଧ୍ୟ ଭଗବାନ୍ ଶିବ ଶଙ୍କର ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଶିବାୟ 🙏🌺🙏

  • @motivationkasamandar3815
    @motivationkasamandar3815 ปีที่แล้ว +2

    ପ୍ରଶ୍ନ ଉଠେଇଲେ କଣ , ଉତ୍ତର ଦେଲେ କଣ!!😂

  • @birendrakarna3597
    @birendrakarna3597 ปีที่แล้ว +2

    ଓଡ଼ିଶାର ଗୁଣୁପୁର ପାଖରେ ଭୀମପୁରରେ ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ ଅଛନ୍ତି | ମତ୍ସ୍ୟ ପୁରାଣରେ ଲେଖାଅଛି ଡାକିନୀ କ୍ଷେତ୍ରରେ ମହେନ୍ଦ୍ରତନୟା ନଦୀ କୂଳରେ ପ୍ରଭୁ ଚାରିକୋଣିଆ ଯୋନିରେ ବିରାଜିତ , ତାଙ୍କର ଲିଙ୍ଗରେ ଏକ ଉପବିତ ଚି଼ହ୍ନ ଅଛି | ଇତିହାସକାରମାନଙ୍କ ଅନୁସାରେ ଗୁଣୁପୁର ଅଞ୍ଚଳ ଡାକିନୀ କ୍ଷେତ୍ର ଅଟେ |

  • @lingarajmahaprabhu5132
    @lingarajmahaprabhu5132 ปีที่แล้ว +4

    ଜୟ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜୟ
    ଦୟାକରି କହିପାରିବେ କି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ପୂର୍ବ ରୁ କିପରି ଜଗନ୍ନାଥ ମହାପ୍ରଭୁ ଉତ୍କଳ ରେ ପୂଜା ପାଉଛନ୍ତି।। କିଛି ସେମିତି ବିଷୟ ବର୍ଣ୍ଣନା ଅଛି କି ଯଦି ଅଛି ତାହେଲେ ଦିଅନ୍ତୁ ଅଯଥା ତଥ୍ୟ ଦିଅନ୍ତୁ ନାହିଁ

    • @anilkumarbhanja9918
      @anilkumarbhanja9918 ปีที่แล้ว +1

      Absolutely right
      Good question

    • @lingarajmahaprabhu5132
      @lingarajmahaprabhu5132 ปีที่แล้ว

      @@anilkumarbhanja9918 jahanku Prabhu nka bisayare Jana nahi tanku jai pacharile aia hi se utara debe

  • @saumyaranjanmishra7734
    @saumyaranjanmishra7734 ปีที่แล้ว +5

    Jagannath nka agaru odisha re Lingaraja nka upasana heuthila, jebe indradyumna asithile, lingaraja nku prathame darshana karithile. Somavanshi raja jajatikesari lingaraj madira karithile. Ta pare ganga vansi raja jagannath mandira karithile

    • @saumyaranjanmishra7734
      @saumyaranjanmishra7734 ปีที่แล้ว +2

      Bhaina lingarajanka bisayare tike homework kari asantu. Byatha pralapa karantuni, sabu bele apana mane shivanku Jagannathnka agare nichha dekhauchhanti, tike shiva tatwa padhantu.

    • @sriyanshupadhi6627
      @sriyanshupadhi6627 ปีที่แล้ว +1

      ହର ହର ମହାଦେବ. ଜୟ ଜଗନ୍ନାଥ. 🕉

    • @sriyanshupadhi6627
      @sriyanshupadhi6627 ปีที่แล้ว +2

      Right👍

    • @NamohNarayanaHari
      @NamohNarayanaHari 5 หลายเดือนก่อน

      @@saumyaranjanmishra7734 hele mandira ta indradyumna tiari karithile

  • @surajkumardas2607
    @surajkumardas2607 ปีที่แล้ว +8

    ଭଗବାନ ଶିବ ଆଉ ବିଷ୍ଣୁ ଦୁଇ ଜଣ ସମାନ ଅଲଗା ଅଲଗା ନୁହଁନ୍ତି ଖାଲି ଅନ୍ତର ଏତିକି ଯେ ଆମ ଭଗବାନ ଶିବ ବିଷ୍ଣୁ ଙ୍କ ଠାରୁ ଟିକେ ଅଧିକ ଶକ୍ତିଶାଳୀ ସେଇଥିପାଇଁ ତାଙ୍କୁ ଦେବ ଦେବ ମହାଦେବ କୁହାଯାଏ ହର ହର ମହାଦେବ ❣️🔱❣️ ଜୟ ଶିବ ❣️ ଶକ୍ତି ❣️🔱

    • @NamohNarayanaHari
      @NamohNarayanaHari 5 หลายเดือนก่อน +4

      ଏପଟେ ସମାନ କହୁଛନ୍ତି , ପୁଣି ସେପଟେ ମହାଦେବଙ୍କୁ ଟିକେ ଅଧିକ ଶକ୍ତିଶାଳୀ ବି କହୁଛନ୍ତି । ହାସ୍ୟାସ୍ପଦ । ପ୍ରକୃତ ରେ ଆପଣଙ୍କର ଏଦି ଜ୍ଞାନକୁ ଶ୍ରୀଆଦିଗୁରୁ ଶଙ୍କରାଚାର୍ଯ୍ୟ କେଉଁ କାଳରୁ ମୂର୍ଖତା ବୋଲି କହିଛନ୍ତି ।😂

    • @blackiller_Jaguar
      @blackiller_Jaguar 5 หลายเดือนก่อน +1

      ​@@NamohNarayanaHarii think he is comedy man.😮🥺

    • @i_love_mahadev143
      @i_love_mahadev143 5 หลายเดือนก่อน

      I salute your knowledge (Hari-Har bhedi)

    • @mohapatrapravakar890
      @mohapatrapravakar890 3 หลายเดือนก่อน

      Bhagvan Shiv and bishnu both are son of Brahma ,then both God work are different so

    • @sriyanshupadhi6627
      @sriyanshupadhi6627 3 หลายเดือนก่อน +1

      ପୁରୀ ପଣ୍ଡା ସବୁ ଗର୍ବି ଆଉ ଅହଙ୍କାରୀ 😢

  • @pupubbharat2843
    @pupubbharat2843 ปีที่แล้ว +2

    @spiritualknowledgeodia lingaraj nka bisaya re Jani suni emti karucha chii sala

  • @lingarajmahaprabhu5132
    @lingarajmahaprabhu5132 ปีที่แล้ว +8

    @spiritual knowledge odia ଦୟାକରି ଏ ମହାଶୟ ଙ୍କୁ ପଚାରନ୍ତୁ କି ସେ ଯଦି କିଛି ଜାଣିନାହାନ୍ତି ତାହେଲେ ଅଯଥା କଥା କହୁଛନ୍ତି କାହିଁକି ଆଗ ମହାପ୍ରଭୁ ଲିଙ୍ଗରାଜ ଙ୍କ ବିଷୟ ରେ ଜାଣନ୍ତୁ ତାପରେ କହିବେ ହେଲା

    • @anilkumarbhanja9918
      @anilkumarbhanja9918 ปีที่แล้ว +2

      Bhai ei mananku Jana thile sina kahibe??yankara gotie nature mahaprabhu nka sevayat boli jagannath mahaprabhu niu priority dei baki samastanku tale rakhibe

    • @sriyanshupadhi6627
      @sriyanshupadhi6627 3 หลายเดือนก่อน +2

      ଏତେ ନୀଚ ଏମାନେ କୀ ଏମାନେ ପଞ୍ଚୁ ପାଣ୍ଡବ ଙ୍କୁ ବି ଶିବ କରିଦେଲେ 😂. ଆଉ ସେମାନେ କୁଆଡେ ଜଗନ୍ନାଥ ମନ୍ଦିର ଜଗୁଛନ୍ତି 😂. ନୂଆ ମହାଭାରତ by ପୁରୀ ପଣ୍ଡା.

    • @sriyanshupadhi6627
      @sriyanshupadhi6627 3 หลายเดือนก่อน +2

      ଜଗନ୍ନାଥ ବି ଭାଗବାନ ଆଉ ଶିବବି କିନ୍ତୁ ଏମାନଙ୍କ ଭେଦ ଭାବ ପାଇଁ ଜଗନ୍ନାଥ ସଂସ୍କୃତି ଓଡିଶା ବାହାରକୁ ଯାଉନି କିନ୍ତୁ ଆଜି ଭାରତରେ ଶିବଙ୍କୁ ପ୍ରାୟ 88% ଲୋକ ନିଜର ଇଷ୍ଟ ଭାବେ ଗ୍ରହଣ କରୁଛନ୍ତି.

    • @AbhiKumar-do3rr
      @AbhiKumar-do3rr 2 หลายเดือนก่อน

      ​​@@sriyanshupadhi6627 Jedi kichi janina jaeki Skanda Purana ra tike padha. Panchu Pandav pachare namaita kara jae thila. 5 Mahadev nka stapan kemiti hae thils tike jaeki Purushottama Kshetra Mahatmya re dekha

    • @AbhiKumar-do3rr
      @AbhiKumar-do3rr 2 หลายเดือนก่อน

      ​@@sriyanshupadhi6627Tame nije bhedha karucha jedi emane bhedha kari thante Gupta Gundicha huantani. Emane bhedha karu thile Mahaprabhu nku bhairava kuha jantani.

  • @satyanarayanmohanty6109
    @satyanarayanmohanty6109 ปีที่แล้ว +8

    Om Hari Hara nkhara Sree Charan Tale Satakoti Pranam Mahaprabhu 🙏🙏🙏🙏🙏❤️❤️❤️❤️❤️🙏🙏

  • @rajkishorlingrajtemple2538
    @rajkishorlingrajtemple2538 ปีที่แล้ว +2

    ଆପଣ ଶ୍ରୀ ଜଗନ୍ନାଥ ସିରିଏଲ ଦେଖି ଥିବେ ଯେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ଏକାମ୍ର କ୍ଷେତ୍ର ଦିଆଯାଉଥିଲେ ବାଟରେ ଲିଙ୍ଗରାଜ ମନ୍ଦିର ଦେଖି ଥିଲେ ଲିଙ୍ଗରାଜ ମନ୍ଦିର ରେ ରାଜା ଅଧିଆ ପଡିଲେ ତା ପରେ ତାଙ୍କୁ ଶ୍ରୀ କ୍ଷେତ୍ର ନିର୍ମାଣ କରିବାକୁ ବା ଜଗନ୍ନାଥ ମନ୍ଦିର ନିର୍ମାଣ କରିବାକୁ ପ୍ରଭୁ ଅନୁମତି ଦେଲେ...

  • @surajkumardas2607
    @surajkumardas2607 3 หลายเดือนก่อน +15

    ଜଗନ୍ନାଥ ମହାଦେବ ଙ୍କ ସବୁଠାରୁ ବଡ଼ ଭକ୍ତ ଓ ମହାଦେବ ବିଷ୍ଣୁ (ଜଗନ୍ନାଥ) ଙ୍କ ଭକ୍ତ ଭଗଵାନ ବିଷ୍ଣୁ କହିଛନ୍ତି ହରିହର ଭେଦି ନର୍କଗାମୀ
    ହରି ଓ ହର ଦୁଇଟି ଶରୀର ଗୋଟିଏ ଆତ୍ମା ଓଁ ନମଃ ଶିବାୟ ❣️🔱

    • @purusottambiswal7120
      @purusottambiswal7120 2 หลายเดือนก่อน

      ତୁମେ kichi ଜାଣି ନ ସେଥି ପାଇଁ ମୁର୍ଖ ଆଜି ପର୍ଯ୍ୟନ୍ତ

    • @purusottambiswal7120
      @purusottambiswal7120 2 หลายเดือนก่อน

      ଗୀତା ନେ଼ଇ ଶପଥ କରୁଛ ନା ଶିବ ପୁରାଣ ନେଇ ଶପଥ ପାଠ କରୁଛ କୋର୍ଟ ରେ

    • @purusottambiswal7120
      @purusottambiswal7120 2 หลายเดือนก่อน

      କେତେ ପୁରାଣ ଅଛି ଜାଣିଛୁ ନା ଖାଲି 🍗 leg pic's ଖାଇ bhasan ମାରୁଚ

  • @rajkishorlingrajtemple2538
    @rajkishorlingrajtemple2538 ปีที่แล้ว +6

    ପ୍ରଥମେ କିଶୋରୀ ବଂଶ
    ତାପରେ
    ସୋମ ବଂଶ

  • @narayandalai9799
    @narayandalai9799 ปีที่แล้ว +10

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻

    • @sriyanshupadhi6627
      @sriyanshupadhi6627 3 หลายเดือนก่อน

      ହରି ହର ଭେଦି ନର୍କ ଗାମୀ

  • @basanttarai2942
    @basanttarai2942 ปีที่แล้ว +1

    କାରଣ ତ କହିଲେ ନାହିଁ। କାହିଁକି ଲିଙ୍ଗରାଜ ମନ୍ଦିର କୁ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ରେ ସ୍ଥାନ ଦିଆ ଗଲା ନାହିଁ

    • @ashutoshsatapathy7524
      @ashutoshsatapathy7524 ปีที่แล้ว

      Ye agyan ବ୍ରହ୍ମ ଲିଙ୍ଗ ସବୁ ଜ୍ୟୋତିର୍ଲିଙ୍ଗ ଆଙ୍କର ଅଂଶ ମାତ୍ର . Tribhubaneswara ନାମ ରେ ସଦାଶିବ biraj man karichanti adya kala ru. Ye murkha agyan lingarajanka bisayare kichi ଜାଣିନାହାନ୍ତି mana iccha jaha ପାରୁଛନ୍ତି କହୁଛନ୍ତି

  • @sudhasmitadas3776
    @sudhasmitadas3776 ปีที่แล้ว +6

    PROUD TO BE A DIE HARD DEVOTEE OF THE SUPREME GREAT LORD SHIVA 🔱❣️🔱 HAR HAR MAHADEV 🔱❣️ JAI MAA ADISHAKTI MAA PARVATI ❣️🔱❣️🔱

  • @sudhasmitadas3776
    @sudhasmitadas3776 ปีที่แล้ว +15

    ଦେବାଧିଦେବ ମହାଦେବ ଙ୍କ ଠୁ ବଡ଼ ବୈଷ୍ଣବ କେହି ନାହାନ୍ତି କି ନାରାୟଣ ଙ୍କ ଠୁ ବଡ଼ ଶୈବ କେହି ନାହାନ୍ତି "ହରିହର ଭେଦି ନାର୍କାଗାମି" HAR HAR MAHADEV 🔱❣️ JAI MAA ADISHAKTI MAA PARVATI ❣️🔱

  • @DebadattaMishra8
    @DebadattaMishra8 ปีที่แล้ว +2

    ଜ୍ୟୋତିର୍ଲିଙ୍ଗ ନ ରହିବା ର କାରଣ ଟା ତ ସାର୍ କହିଲେନି।ଖାଲି ଇତିହାସ ଗାଇ ଗଲେ।

  • @rajkishorlingrajtemple2538
    @rajkishorlingrajtemple2538 ปีที่แล้ว +2

    ଆଉ ଆପଣ ବି ଦେଖି ଥିବେ ଶ୍ରୀ ଜଗନ୍ନାଥ ସିରିଏଲ ଯୋଉଥିରେ କି ରାଜା ଇନ୍ଦ୍ରଦ୍ୟୁମ୍ନ ସ୍ୱପ୍ନ ଦେଶ ପାଇ ଯେତେବେଳେ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରିବାକୁ ଗଲେ ସେତେବେଳେ ଲିଙ୍ଗରାଜ ମନ୍ଦିର ବାଟଦେଇ ଗଲା ବେଳେ ତାଙ୍କୁ ଘଣ୍ଟା କାହାଳୀ ସୁବି ଥିଲା ରାଜା ଇନ୍ଦ୍ରଦ୍ୟୁମ୍ନ ଲିଙ୍ଗରାଜ ଙ୍କ ପାଖରେ ଅଧିଆ ପଡିଲା ପରେ ତାଙ୍କୁ ଅନୁମତି ମିଳିଥିଲା ଜଗନ୍ନାଥ ମନ୍ଦିର ନିର୍ମାଣ କରିବାକୁ......

    • @tofanpradhan871
      @tofanpradhan871 ปีที่แล้ว

      ପ୍ରଥମେ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଛି ପରେ ଲିଙ୍ଗରାଜ ମନ୍ଦିର

    • @awarenessgaming4478
      @awarenessgaming4478 10 หลายเดือนก่อน

      ​@@tofanpradhan871aga lingaraj

    • @lingarajmahaprabhu5132
      @lingarajmahaprabhu5132 หลายเดือนก่อน

      ​@@tofanpradhan871😂itihasa padhina bodhe jaa a padha

    • @kartikpradhan1100
      @kartikpradhan1100 หลายเดือนก่อน

      ତା ମୁଣ୍ଡ ମାଡ଼ ହେଇଯାଇଛି ଭାଇ 😂​@@lingarajmahaprabhu5132

  • @roshansamantara6175
    @roshansamantara6175 2 หลายเดือนก่อน +1

    Skanda Purana re lekha jaichi je mahaprabhu lingaraj hele adya biaraja mana Satya juga ta thakura au apana jou kahile ki lingaraj mahaprabhu Jagannath nku darshan Kariba panie Kasi chadiki asithile au ekamra khetra re rahijaithile aeita bhul katha first katha hela ki tretaya juga re Prabhu shree Rama Chandra jetebele rabana ku marithibe tanku barmha hatya papa lagithiba boli sie Bharat Barsha madhya re thiba sabu kichi jatha 4 dhama , 5 titha ,12 jyotri linga , au 9 koti linga nka darshan karithibe hele tanku mukti milinathiba rameswaram pakhere jetebele Prabhu shree ramachandra bibasa heiki basithibe seithi tanku akash bani heithiba ki udra desha ra ekamra khetra re puja pauthiba thakura tribhubaneswar jaha nku koti lingeswar au sabu linga nka Raja lingaraj kuha Jaye tanku darshan Kariba matre hi bramha hatya ru mukti paibe au Prabhu ramachandra ekamra khetra ra sima re thiba gote pokhari pakhare asi rahithile au chaitrya masa sukla pakhya astami tihi re mahaprabhu lingaraj nku Ashoka phula re puja Karithibe ehi katha re mahaprabhu lingaraj khusi hei ratha re basi Prabhu shree ramachandra nku darshan dabaku jaithibe au darshan dei tanku bramha hatya parika maha papa ru mukti karithibe sethipanie shree ramachandra nka bachana anusare lingaraj sabu dhama , tirtha , au linga mana nka upare Raja boli Jana jaanty aei katha skanda Purana re bi lekha heichi ki mahaprabhu lingaraj hele adya birajamana Satya juga ra thakura

  • @saraswotdwibedi1277
    @saraswotdwibedi1277 ปีที่แล้ว +2

    Prathame Lingaraja mahapravunkar mandir nirmit hoithila ,aapan tikiye itihash padhantu janiparibe .

  • @narayandalai9799
    @narayandalai9799 ปีที่แล้ว +2

    ଜୟ 🚩🌴ଶ୍ରୀ 🌿🚩ଜଗନ୍ନାଥ 🚩
    ଜୟ 🚩🌴ଶ୍ରୀ 🌿🚩ବଳଭଦ୍ର 🚩
    ଜୟ 🌿🚩ମାଁ 🌿🚩ସୁଭଦ୍ରା 🚩
    ଜୟ🌿🚩 ଶ୍ରୀ🌿🚩 ହନୁମାନ 🚩🌿
    ଜୟ 🌿🚩ଶ୍ରୀ 🚩🌿ପତିତପାବନ 🌿🚩ବାନା 🌿🚩🙏🙏🙏

    • @sriyanshupadhi6627
      @sriyanshupadhi6627 3 หลายเดือนก่อน

      ହରି ହର ଭେଦି ନର୍କ ଗାମୀ. ଏ ଚୋର ପଣ୍ଡା ମାନେ ସବୁବେଳେ ଭାଗବାନ ଶିବଙ୍କୁ ଛୋଟ ଦେଖନ୍ତି. ଏ ଜାଣିବା ଦର୍କାର କି ହରି ହର ସମାନ.

  • @rajkishorlingrajtemple2538
    @rajkishorlingrajtemple2538 ปีที่แล้ว +2

    ଲିଙ୍ଗରାଜ ମନ୍ଦିର 6 senchuri AD ରେ ନିର୍ମାଣ କରା ଗଲା 11 senchuri AD ରେ ସମାପ୍ତ ହୋଇ ଥିଲା ଏହି ମନ୍ଦିର କେଶରୀ ବଂଶର ରାଜା ନିର୍ମାଣ କରି ଥିଲେ .......ଯାହା କି ଜଗନ୍ନାଥ ମନ୍ଦିର 12 senchuri AD ରେ ନିର୍ମାଣ କରାଗଲା 14 senchuri AD ରେ ସମାପ୍ତ ହୋଇ ଥିଲା ତାକୁ ସୋମ ବଂଶ ରାଜା କରି ଥିଲେ

    • @parthasarathimohapatra1431
      @parthasarathimohapatra1431 ปีที่แล้ว

      Bhaina emane khali jagganaths nku janati....Tanka mata re jagganatha sabu kicjhi mahaprabhu lingaraja nku kie pacharr....
      Hele satya ku kete din lucheibe
      Mahaprabhu lingaraja hi adya🙏🏻♥️

    • @NamohNarayanaHari
      @NamohNarayanaHari 5 หลายเดือนก่อน

      @@parthasarathimohapatra1431 aagyan kuhantu ta Jagannatha kie ?

  • @bdas5226
    @bdas5226 ปีที่แล้ว +2

    Prashna ku uttar mela khauni. Tuchha tautori maruchha.

  • @swayamprakashpattanaik1549
    @swayamprakashpattanaik1549 ปีที่แล้ว +16

    ଧନ୍ୟ ହେଲି ଶୁଣି କି।
    ହର ହର ମହାଦେବ।
    ଜୟ ଜଗନ୍ନାଥ।

  • @SIBA9778
    @SIBA9778 ปีที่แล้ว +4

    Mana gadha kahani pari laguchi agyan🙏

  • @kirtiranjanparida3211
    @kirtiranjanparida3211 8 หลายเดือนก่อน

    ଏମିତି କୁହନ୍ତୁନି ପ୍ରଭୁ ଜଗନ୍ନାଥ ଓଡିଶା pain ଯେମିତି ପ୍ରଭୁ ଲିଙ୍ଗରାଜ b semiti ଦୁଇଜଣ ସମାନ ମହାପ୍ରଭୁ ଯେତିକି ଆବଶ୍ୟକ ଲିଙ୍ଗରାଜ b ସେତିକି ଆବଶ୍ୟକ

  • @srikantarath7637
    @srikantarath7637 ปีที่แล้ว +1

    Please don't spread lies. Lingaraj temple is older than Jagannath temple. Your story is fake. Remember God is one. Only truth will keep one in right path

  • @roshansamantara6175
    @roshansamantara6175 2 หลายเดือนก่อน +1

    Au lingaraj mahaprabhu hele Sara biswa ra bramhanda ra sarba prathama swayambhu linga au mahaprabhu lingaraj nka ansa ru hi bharata Barsha madhya re 12 ti jyotri linga au 9 koti linga biraj mana heichanty . Namah ekamra dhipati jay mahaprabhu lingaraj ki jay

  • @pappugaranayak8424
    @pappugaranayak8424 2 หลายเดือนก่อน

    ବୋଧ ହୁଏ ଓଡ଼ିଶା ବିଷୟ ରେ ପୁରଣତତ୍ୱବିତ୍ ମାନେ ଜାଣି ନ ଥିଲେ , ତା ଛଡା ଯୋଉଠି ଭଗବାନ ବିଷ୍ଣୁ ନିଜେ ରହିଲେ ସେଇଠି ଅନ୍ୟ ଦେବଦେବୀ ଛୋଟ ପଡ଼ି ଯାଆନ୍ତି । ସେଇଥି ପାଇଁ ବୋଧ ହୁଏ ଜ୍ୟୋତିର୍ଲିଙ୍ଗ ନାହାନ୍ତି

  • @romanreigns8583
    @romanreigns8583 ปีที่แล้ว +1

    Prakrutare bhagaban ku kebe janichh ki dekhichh ki tuma bapa dekhichhi sabu bekar katha

  • @roshansamantara6175
    @roshansamantara6175 2 หลายเดือนก่อน +1

    Sethipanie Jagannath mahaprabhu au lingaraj mahaprabhu nka madhya re kebe hele bi Tulana Kariba thik nuhe kahiki na lingaraj mahaprabhu hele mahaprabhu Jagannath nka bada bhai ❤️ jay lingaraj mahaprabhu jay Jagannath mahaprabhu 🙏

  • @kalicharanbehera1399
    @kalicharanbehera1399 2 หลายเดือนก่อน

    ଭୁଲ୍ କହିଲେ ଶିବ ପୁରାଣ ରେ ଅଲଗା ଲେଖା ହେଇଚି। ଆଉ ଇନ୍ଦ୍ରଦ୍ୟୁମ୍ନ ଙ୍କୁ ସୋପ୍ନ କେବେ ହେଲା କୁହ ବାଙ୍କୀ ରେ ଆସି ଲାଗିଲା ସେଥିରୁ ମହାପ୍ରଭୁ ହେଲେ। ତା ଆଗରୁ ଲିଙ୍ଗରାଜ ଥିବାର ପ୍ରମାଣ ଅଛି

  • @prabhuprasadmishraproductd9948
    @prabhuprasadmishraproductd9948 2 หลายเดือนก่อน

    କାହିଁ ଯାତ୍ରା କରୁଛ ହାଁ ମୁଖ୍ୟ କାରଣ ଟି ତ କହିଲନି କି କଣ ପାଇଁ ଜ୍ୟୋତିର୍ଲିଙ୍ଗ ସ୍ଥାନ ନାହିଁ ବୋଲି

  • @LipanKumar-w6d
    @LipanKumar-w6d ปีที่แล้ว +6

    Shiv and vishnu is two faces of one person, while vishnu is the front side face of that person, shiva is the backside face of that person.

  • @romanreigns8583
    @romanreigns8583 ปีที่แล้ว +1

    Tume ta sabu janichh murti puja kariki tumar au kichhi kam dham nahi badhue

  • @santoshkumarmohapatra78
    @santoshkumarmohapatra78 ปีที่แล้ว

    ଜ୍ୟୋତିର୍ଲିଙ୍ଗ କଣ ତୁମେ ସରକାରୀ ରେସନ କାର୍ଡ ଯେ ସମସ୍ତଙ୍କୁ କୋଟା ଦିଆଯିବ ? ନଦୀ ନାଁରେ ଓଡିଶାର କେଉଁ ନଇ ଅଛି ? ଏଭଳି ଗପ ନ କହି ଅନ୍ୟ ଧନ୍ଦା ଦେଖୀଲେ ଭଲ ହୁଅନ୍ତା

  • @bhagirathijena3366
    @bhagirathijena3366 ปีที่แล้ว

    ଆମେ ଜାଣୁ, ଭଗବାନ ଶ୍ରୀ ରାମେଶ୍ୱର ଙ୍କର ପ୍ରତିଷ୍ଠା ସ୍ୱୟଂ ଭଗବାନ ଶ୍ରୀରାମ ଚନ୍ଦ୍ର ଙ୍କ ଦ୍ୱାରା ହୋଇଥିଲେ ବୋଲି ଆଦ୍ୟ ଗ୍ରନ୍ଥ ରାମାୟଣରେ ଉଲ୍ଲେଖ ଅଛି ତେବେ ସେ ଜ୍ୟୋତିର୍ଲିଙ୍ଗରେ ଗଣିତ ହେବାର ତତ୍ତ୍ୱ କଣ ??

  • @narayandalai9799
    @narayandalai9799 ปีที่แล้ว +2

    Jay🚩🌴 shree 🚩🌴Ram 🚩🌴
    Jay 🚩🌴sita🚩🌴 maa 🌴🚩
    Jay 🚩🌴shree 🚩🌴Laxmana Lal🌴🚩
    Jay 🚩🌴shree🌴🚩 Bharat🌴🚩 Lal
    Jay 🚩🌴shree🌴🚩 satru 🌴🚩 Ghana🚩🌴 Lal
    Jay 🚩🚩shree🌴🚩 hanuman 🌴🚩🙏🙏🙏

  • @pareshkumarbehera1483
    @pareshkumarbehera1483 ปีที่แล้ว +5

    ଜୟ ଶ୍ରୀଜଗନ୍ନାଥ*(ନମଃ ଶିବାୟ*).

    • @sriyanshupadhi6627
      @sriyanshupadhi6627 3 หลายเดือนก่อน

      ଜଗନ୍ନାଥ = ଶିବ

  • @utkalakalinga1270
    @utkalakalinga1270 ปีที่แล้ว +1

    There is no ଲିଙ୍ଗ inside the temple, what happened?

    • @karanjena1766
      @karanjena1766 2 หลายเดือนก่อน

      BUDHIST TEMPLE BRO EURASIAN SCRIPT 😂😂

  • @akashsahoovlogs2385
    @akashsahoovlogs2385 ปีที่แล้ว +5

    Om namah shivaya 🔱📿🕉️🙏

  • @satyabratadash1586
    @satyabratadash1586 ปีที่แล้ว +6

    Har Har Mahadev 💐🙏💐

  • @pradipkumardasdas7184
    @pradipkumardasdas7184 ปีที่แล้ว +4

    Jay shree Jagannath 🙏
    Jay shree Lingaraj 🙏

  • @magsirasahu2050
    @magsirasahu2050 ปีที่แล้ว +4

    🕉️ Om namah shivaya har har Mahadev 🙏🏻🔱🛕🚩🔔📿🪔🌿🪷🪷🪷

  • @srirambandhusabarkrishna3062
    @srirambandhusabarkrishna3062 ปีที่แล้ว +3

    Har Har Mahadev Shambhu Shankar Ji Love you Guru Dev 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @TheUnknown79
    @TheUnknown79 ปีที่แล้ว +1

    Kahin gale Prabhu aama Murali phunka Mahaprabhu kick khia Kanchan ranka

  • @sasadharamishra5139
    @sasadharamishra5139 ปีที่แล้ว +1

    ଶିବ ଆଗେ ବିଷ୍ଣୁ ମନ୍ଦିର ପଛେ

  • @harekrushnapanda2864
    @harekrushnapanda2864 ปีที่แล้ว

    ଆପଣ ପାଠ କରୁଥିବା ଶ୍ଳୋକରେ କେବଳ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସମ୍ପର୍କରେ କୁହାଯାଇଛି l ଅନ୍ୟ କେଉଁଠାରେ ଜ୍ୟୋତିର୍ଲିଙ୍ଗ ନାହିଁ କୁହାଯାଇନାହିଁ l ଓଡ଼ିଶାରେ ମଧ୍ୟ ମନୁଷ୍ୟ ଦ୍ୱାରା ସ୍ଥାପିତ ହୋଇ ନଥିବା ଶିବଲିଙ୍ଗ କେତେକ ଶିବାଳୟରେ ଅଛନ୍ତି l

  • @skrushnareddy6796
    @skrushnareddy6796 ปีที่แล้ว +1

    🕉️🕉️🕉️🕉️🕉️🕉️🕉️ଓମ୍ ନମଃ ଲିଙ୍ଗରାଜ ୟ ନମଃ 🌼🌼🌼🪔🪔🪔🪔🪔🪔🕉️🕉️🕉️🕉️🕉️

  • @debashisguru8101
    @debashisguru8101 ปีที่แล้ว +2

    Om Namaha Sibaya 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @abhiramnath6387
    @abhiramnath6387 ปีที่แล้ว +2

    Tretaya juga re bhagwan rama chandra linga raja mandir asithile ...

  • @gayatrimahapatra8776
    @gayatrimahapatra8776 ปีที่แล้ว +4

    Sabu sei Mahapravu nka Leela 🙏🙏🙏🚩

  • @balaramrout42
    @balaramrout42 2 หลายเดือนก่อน

    66 ମିଟର ପୁରୀ ଜଗନ୍ନାଥ ମନ୍ଦିର

  • @gunasagarmeher404
    @gunasagarmeher404 ปีที่แล้ว +1

    Jaygannath adi purus o baki tankara rupa ek dipak ru aneak dip jemiti jemiti Ame jalau prathama Adi dipa jemiti ki semiti rahe jagannath mahaprabhu hauchanti adi dipak se purna brahma sabu avtar tankari tharu asichanti puni tankari thare lina hei jibe jagannath sayam avtari kehi na thiba agaru prathame se adi purusa jagannath thile pare baki rupa tankari tharu brahma sankar durga sabu prakat hoi chanti bhagaban jagannath jagatara natha malik

  • @sourabhmishra1855
    @sourabhmishra1855 ปีที่แล้ว +3

    ଶମ୍ଭୁ 🙏

  • @pritishilu4004
    @pritishilu4004 ปีที่แล้ว +1

    51 ଶକ୍ତିପୀଠ ଭିତରେ ଓଡିଶା ର କେଉଁ ମନ୍ଦିର ଅଛି ନା ନାହିଁ ? ଏ ବିଷୟରେ ଗୋଟେ ଭିଡିଓ କରନ୍ତୁ 🙏

  • @nirbhikranjansahoo1404
    @nirbhikranjansahoo1404 ปีที่แล้ว +1

    Jay Jagannath ❤️ Jay chakra raj Sudarshan ❤️ Jay balabhadra ❤️ Jay Maa subhadra ❤️ Jay Maa Laxmi ❤️

  • @nirbhikranjansahoo1404
    @nirbhikranjansahoo1404 ปีที่แล้ว +1

    Jay Jagannath ❤️ Jay chakra raj Sudarshan ❤️ Jay balabhadra ❤️ Jay Maa subhadra ❤️ Jay Maa Laxmi ❤️ 😊

  • @santanumahapatra5138
    @santanumahapatra5138 2 หลายเดือนก่อน

    He prabhu Linga Raja Mo paribaraku ghanta ghdeirakhitha 🙏🙏 jai Baba lingaraj 🙏🙏

  • @greenarrow7699
    @greenarrow7699 ปีที่แล้ว +1

    Ama Ra ba Linga Raaj.

  • @ajraj2727
    @ajraj2727 2 หลายเดือนก่อน

    Prathame sathhik bhabe gyana grahana kara . Ramayan padha rama siva nku puja karuthile . Mahabharat padha sri krishna siva nku puja karuthile parshuram siva nku puja karuthile . Narayana nije siva nku puja karuthile . Abnag jadi ame veda ku consider kariba ta prathame kebala pasupati(siva) au surjya deva nka puja achi.Tama mana nka bhali useless murkha mana nka pai dharam re bohut bhranti srusti heichi.

  • @nirmaldas579
    @nirmaldas579 2 หลายเดือนก่อน

    Mahasaya Jyoti. Linga adisankar pratistha karithile odisare kahinki kaleni utara spastha karantu

  • @Subhamsamal4517
    @Subhamsamal4517 ปีที่แล้ว

    Jagannatha mandira 60 mtrs ?? Haire madurchod tu ki bala gabesaka kire ? Jagannatha mandira 66mtrs o lingaraj mandira 55 mtrs .. hele lingaraje bahu purba ru achnti kintu sete bele jagannatha nka ede bhabya mandira hei nathae

  • @ChinmayaPadhi-y3w
    @ChinmayaPadhi-y3w ปีที่แล้ว

    Wrong information.... Lingaraj temple built in 1000 AD and Jagannath temple built in 1161 AD. So first Lingaraj temple then Jagannath temple. Always Mahadev first then other Gods because he is Devon ke Dev Mahadev

  • @Choco._.Kat272
    @Choco._.Kat272 3 หลายเดือนก่อน

    Odisha re Bhimasankar Jyotirlinga Achanti

  • @kartikpradhan1100
    @kartikpradhan1100 หลายเดือนก่อน

    ବାୟା ଲୋକ ଟା ର ପାଗଳ କଥା

  • @sriyanshupadhi6627
    @sriyanshupadhi6627 ปีที่แล้ว +2

    11th century me lord Linga raj Temple bani thi and uska bad 12th century me Jagannath temple bana tha.

    • @suchismitabisoi885
      @suchismitabisoi885 ปีที่แล้ว

      Jagannath dham raja indradunma time se tha but 22th century mein uska renovation kita gyatha

    • @lingarajmahaprabhu5132
      @lingarajmahaprabhu5132 ปีที่แล้ว +1

      ​@@suchismitabisoi885lingaraj mandira tiari purbaru bi lingaraj ekamra bana re Puja pauthile ok

    • @lingarajmahaprabhu5132
      @lingarajmahaprabhu5132 ปีที่แล้ว +1

      Yes

    • @sriyanshupadhi6627
      @sriyanshupadhi6627 8 หลายเดือนก่อน

      Right​@@lingarajmahaprabhu5132

  • @Aslialisha
    @Aslialisha ปีที่แล้ว +5

    Ame Jagannath dharabahik dekhi jaha janichu Lord Lingraj temple is old . A keshari bansa rajuti samaya 're hoithila. Tenu apan kahiki Lingaraj mahaprabha nku upare tipani deuchhanti. Jay Lingara Jay Jagannath .

    • @lingarajmahaprabhu5132
      @lingarajmahaprabhu5132 ปีที่แล้ว +1

      Yes jaganath nka purba ru shree lingaraj utkala re Puja pauchanti

    • @hinduhunawaamnahi.8928
      @hinduhunawaamnahi.8928 ปีที่แล้ว +1

      ​@@lingarajmahaprabhu5132are bhai, jebe indradumna raja brahma nkun darshan karibaku jai thike, se pherila belaku kete kalpa bitijai thila. Tike nija itihas ku padha. Jay Jagannath.

    • @anilkumarbhanja9918
      @anilkumarbhanja9918 ปีที่แล้ว +1

      Itihasa chhada praman kahuchi kali juga re jagannath Mandir kintu lingaraj satya juga ru achhanti skanda Purana padha

    • @lingarajmahaprabhu5132
      @lingarajmahaprabhu5132 ปีที่แล้ว

      @@hinduhunawaamnahi.8928 😂😂aga jai ki Niladri mohadaya pustaka kini taku padha tapare janiba khali uda katha kahile kan haba 😂aga nije itihasa Jana baa tapare kahiba sethire barnita ki indradumna maharaj jetabela ekamra khetra bata dai jauthile sesamayare kahali au ghanta abaj suni atakijai adhia padile au lingaraj mahaprabhu nka thu adesa pai jaganath mandira tiari kale ok aga nije padha lekha haichi ki nai au aithu pramana ki shree lingaraj mahaprabhu nka mahaniyatta ok au jadi doubt achi shree jaganath serial madhya dakhi diantu ok ehi story achi ki nahi

    • @lingarajmahaprabhu5132
      @lingarajmahaprabhu5132 ปีที่แล้ว

      @@anilkumarbhanja9918 Hmm exactly 💯

  • @kumarbunumahapatra9547
    @kumarbunumahapatra9547 2 หลายเดือนก่อน

    Bhai tike bhala se sabu bahi padha aau tike dekha Lingaraj mandira Odisha ra sarba puratana kirti lingaraja nije nija bhitare gote bada rahasya abong Lingaraj mahaprabhu nkara nijara gote swatantra bisaya achhi tike madala panji Madhya deka michha sata kahile kichhu labha nahi😊

  • @ratnakarrout5572
    @ratnakarrout5572 ปีที่แล้ว +3

    OM Namoshibay OM SHANTI OM SHANTI OM SHANTI OM SHANTI

  • @lalitmohanpradhan3427
    @lalitmohanpradhan3427 ปีที่แล้ว

    Linga raja nka uparu abarana hatai dauna . khali suna hin suna heijiva .Faltu kathua , 😂😂😂😂😂

  • @suvendubarik7772
    @suvendubarik7772 หลายเดือนก่อน

    ନନା ଜୟ ଜଗନ୍ନାଥ

  • @lordlingaraj5273
    @lordlingaraj5273 2 หลายเดือนก่อน

    Dayakari bhushpandita mane harihara nka bhitare parthkya karani nahele pare sabu nama naba

  • @keshabpati6127
    @keshabpati6127 ปีที่แล้ว

    Michha galua katha kahi lokanku vandauchha. History padha. Puri mandir 72 meeter

  • @GirishPujapanda-eq7mk
    @GirishPujapanda-eq7mk ปีที่แล้ว +1

    Lingaraj Jagannath nku darsan kari baku asinathhele apana kapila sanhita and Jagannath Temple gezzate padhantu.

  • @susantabehera5763
    @susantabehera5763 ปีที่แล้ว +1

    ଓଁ ନମଃ ଶିବାୟ ଜୟ ଜଗନ୍ନାଥ

  • @user-ql1zq6td7w
    @user-ql1zq6td7w 2 หลายเดือนก่อน

    Odisaare koradhaa dhisti re rahiachhi purnliga jahaaku soyama baanaasura pujaakaruthile sekhetrara naama kesaba kshetra thaaku ra heuchhanti baabaa chandiharadeba

  • @jyotiranjan5538
    @jyotiranjan5538 13 วันที่ผ่านมา

    Prabhu Siva Shankar nka Aradhya hele sri Hari aou sri Hari nka aradhya hele siva Shankar So Hari hara bina a sansar chaleni

  • @Dakshayini-f4p
    @Dakshayini-f4p 2 หลายเดือนก่อน

    Ama odisha kintu bahut bada shakti upasana ra kendra. Dhanya mu ei utkala maa ra santana.🙏🏻🌺

  • @ratankumarmahapatra7086
    @ratankumarmahapatra7086 ปีที่แล้ว +1

    ହରିବୋଲ 🙏🚩

  • @satyaranjannandi6812
    @satyaranjannandi6812 ปีที่แล้ว +2

    Om namah shivay 🙏🏻🚩🙏🏻

  • @ugrasanapadhi-ch8bt
    @ugrasanapadhi-ch8bt 3 หลายเดือนก่อน

    Odisa madirara hard offic athara ligaraja jagannath

  • @amulyamartha5459
    @amulyamartha5459 ปีที่แล้ว +1

    Reason ta kahileni ta?

  • @pramodsahu9090
    @pramodsahu9090 ปีที่แล้ว +2

    Jai shree Jagnnath 🙏🙏🙏

  • @karanjena1766
    @karanjena1766 2 หลายเดือนก่อน

    Namo budhay budha hi satya eurasian script au chalibani besi din 😂😂😂