ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଆଖି ଛଳ ଛଳ ହେଇ ଆସିଲା. ଜୟ ପ୍ରଭୁ ଜଗନ୍ନାଥ ଆପଣ ଙ୍କ ଲୀଳା ବିଚିତ୍ର ପ୍ରଭୁ 🙏🙏🙏 ଯାହା ଗାଇଦେ ଇ ଯାଇଛନ୍ତି. ବାଣୀକଣ୍ଠ ଶ୍ରୀ ନିମାଇଁ ହରିଚନ୍ଦନ ତାହା ଅମୁଲ୍ୟ 🙏🙏🙏
ଜୟ ଜଗନ୍ନାଥ ସ୍ବାମୀ🙏
ତୁମର ଅମର ଆତ୍ମାକୁ ମୋର କୋଟି କୋଟି ଜୁହାର 🙏🌹🌹
#ନୀଳ_ସିନ୍ଧୁ_ତୀରେ_ନୀଳ_ଅଚଳ ......🌹 ନୀଳ ସିନ୍ଧୁ ତୀରେ ନୀଳ ଅଚଳ ନୀଳ ବନରାଜି ଘେରା ଦେଉଳ। ନୀଳ ଚକ୍ରେ ରଙ୍ଗ ନେତ ଚଞ୍ଚଳ ନୀଳ ନଭ ତଟେ ଘନ ଅତଳ ହେ ! ନୀଳ ମେଘମାଳ ଆଡେ ହେ ! ନୀଳ ମେଘମାଳ ଆଡେଅନିଳ ଲହରୀ ଧଳା ବକମାଳା ଧାଡି ଧରି ଅବା ଉଡେ ହେ ! ପତିତ ପାବନ ବାନା ଉଡାଇ ପତିତ ଜନେ ଦେଉଛ ବୁଡାଇ। ପତି ଜଗତର କର ବଡାଈ ପାପୀ ମୁଁ କି ଯାଏ ଆଖି ଏଡାଇ ହେ ! ଥୟ ନ କଲ କାହାକୁ ହେ ! ଥୟ ନ କଲ କାହାକୁ !ଥାଇ ପ୍ରଭୁପଣ ହୋଇଲେ କୃପଣ ନିନ୍ଦିବେ ଚଉ ବାହାକୁ ହେ ! ନିନ୍ଦିବେ ଚଉ ବାହାକୁ ! ଚଉବର୍ଗ ଦିଆ ଚକନୟନ ଚଣ୍ତାଳ ବ୍ରାହ୍ମଣ ତୋରେ ସମାନ ଚଉଦ ଭୁବନେ କେ ସାମରଥା ଚଉରାଶି ନର୍କ ନିବାର ବ୍ଯଥା ହେ ! ଚରାଚର ଚିନ୍ତାମଣି ହେ ! ଚରାଚର ଚିନ୍ତାମଣି ! ଚରଣ ସେବକ କିଣା ଦାସ ତୋର ନିରାଶ ନକର ଜାଣି ହେ ! ନିରାଶ ନକର ଜାଣି ହେ!
thanks
ଓଡ଼ିଶାର ବିଶିଷ୍ଟ ଗୀତିକାର ନିମାଇଁ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଅନେକ ଲୋକପ୍ରିୟ ଗୀତ ଜରିଆରେ ଓଡ଼ିଆ ସଙ୍ଗୀତ ଜଗତରେ ସେ ଛାଡ଼ି ଯାଇଥିବା ଛାପ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ. Jay Jagannath 🙏 🕉️ OMM SHANTI
nimain mohanty.......nunha...tanka nama..Nimain charan harichandan....athagada rajanka sangitagyan thile. Se sambhranta rajabansi thile.
ବାଣୀକଣ୍ଠ ଙ୍କ କଣ୍ଠରେ 'ଅନାଇ ନାହିଁ ନାଗର ମଣି କି ମୁଁ ଢାଳେ ' .. କବିସୂର୍ଯ୍ୟ ବଳଦେବ ରଥ... ଦୟାକରି କରି ସଂଗ୍ରହ କରି uplaod କରନ୍ତୁ...ଅଶେଷ ଧନ୍ୟବାଦ.. 🙏🏻
ଆକାଶବାଣୀ କଟକ, ସଂଗ୍ରହାଳୟ ରୁ।
Jay Jagarnath ❤❤❤❤❤🎉🎉 Jay Nimai ❤❤❤❤❤🎉🎉
Jay Jay Shree Jagannath Mahaprabhu 🙏
My most favourite singer.of all time
ଅଦ୍ଭୁତ
ଜଗନ୍ନାଥ ଭଜନ
Excellent lyrics emoition and music composed🌹🙏🌹🙏🌹🙏🌹🙏🌹🌹🌹🙏🌹🙏🌹🙏🌹🙏🌹🌹🌹
Jai jagannath 🙏
Jy Jaganatha swami Nayan patha gami vav tume 🙏🙏🙏🙏
ଜୟ ଜଗନ୍ନାଥ 🙏
Jay jagannath jay banikantha
Jay Jagannath🙏🙏🙏
Jay jagranath
Jay Jagannath
Excellent lyrics, emotion and music composed
Good song
❤
🙏🙏
❤❤❤❤
🙏
🙏 🙏 🙏 🙏 🙏
👍👍👍👍👍22222
Jay Jagannath 🙏🙏
ଜୟ ଜଗନ୍ନାଥ।
ଆଖି ଛଳ ଛଳ ହେଇ ଆସିଲା. ଜୟ ପ୍ରଭୁ ଜଗନ୍ନାଥ ଆପଣ ଙ୍କ ଲୀଳା ବିଚିତ୍ର ପ୍ରଭୁ 🙏🙏🙏 ଯାହା ଗାଇଦେ ଇ ଯାଇଛନ୍ତି. ବାଣୀକଣ୍ଠ ଶ୍ରୀ ନିମାଇଁ ହରିଚନ୍ଦନ ତାହା ଅମୁଲ୍ୟ 🙏🙏🙏
ଜୟ ଜଗନ୍ନାଥ ସ୍ବାମୀ🙏
ତୁମର ଅମର ଆତ୍ମାକୁ ମୋର କୋଟି କୋଟି ଜୁହାର 🙏🌹🌹
#ନୀଳ_ସିନ୍ଧୁ_ତୀରେ_ନୀଳ_ଅଚଳ ......🌹
ନୀଳ ସିନ୍ଧୁ ତୀରେ ନୀଳ ଅଚଳ
ନୀଳ ବନରାଜି ଘେରା ଦେଉଳ।
ନୀଳ ଚକ୍ରେ ରଙ୍ଗ ନେତ ଚଞ୍ଚଳ
ନୀଳ ନଭ ତଟେ ଘନ ଅତଳ ହେ !
ନୀଳ ମେଘମାଳ ଆଡେ ହେ ! ନୀଳ ମେଘମାଳ ଆଡେ
ଅନିଳ ଲହରୀ ଧଳା ବକମାଳା ଧାଡି ଧରି ଅବା ଉଡେ ହେ !
ପତିତ ପାବନ ବାନା ଉଡାଇ
ପତିତ ଜନେ ଦେଉଛ ବୁଡାଇ।
ପତି ଜଗତର କର ବଡାଈ
ପାପୀ ମୁଁ କି ଯାଏ ଆଖି ଏଡାଇ ହେ !
ଥୟ ନ କଲ କାହାକୁ ହେ ! ଥୟ ନ କଲ କାହାକୁ !
ଥାଇ ପ୍ରଭୁପଣ ହୋଇଲେ କୃପଣ ନିନ୍ଦିବେ ଚଉ ବାହାକୁ ହେ !
ନିନ୍ଦିବେ ଚଉ ବାହାକୁ !
ଚଉବର୍ଗ ଦିଆ ଚକନୟନ
ଚଣ୍ତାଳ ବ୍ରାହ୍ମଣ ତୋରେ ସମାନ
ଚଉଦ ଭୁବନେ କେ ସାମରଥା
ଚଉରାଶି ନର୍କ ନିବାର ବ୍ଯଥା ହେ !
ଚରାଚର ଚିନ୍ତାମଣି ହେ ! ଚରାଚର ଚିନ୍ତାମଣି !
ଚରଣ ସେବକ କିଣା ଦାସ ତୋର
ନିରାଶ ନକର ଜାଣି ହେ ! ନିରାଶ ନକର ଜାଣି ହେ!
thanks
ଓଡ଼ିଶାର ବିଶିଷ୍ଟ ଗୀତିକାର ନିମାଇଁ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଅନେକ ଲୋକପ୍ରିୟ ଗୀତ ଜରିଆରେ ଓଡ଼ିଆ ସଙ୍ଗୀତ ଜଗତରେ ସେ ଛାଡ଼ି ଯାଇଥିବା ଛାପ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ. Jay Jagannath 🙏 🕉️ OMM SHANTI
nimain mohanty.......nunha...tanka nama..Nimain charan harichandan....athagada rajanka sangitagyan thile. Se sambhranta rajabansi thile.
ବାଣୀକଣ୍ଠ ଙ୍କ କଣ୍ଠରେ 'ଅନାଇ ନାହିଁ ନାଗର ମଣି କି ମୁଁ ଢାଳେ ' .. କବିସୂର୍ଯ୍ୟ ବଳଦେବ ରଥ... ଦୟାକରି କରି ସଂଗ୍ରହ କରି uplaod କରନ୍ତୁ...
ଅଶେଷ ଧନ୍ୟବାଦ.. 🙏🏻