Oja sila bhoja gaja. Odia kabita. Kabi Jadumani mahapatra. କବି ଯଦୁମଣିଙ୍କ ଜଣାଣ,ଦେଲ ଯାହା ନେଲ ତାହା।

แชร์
ฝัง
  • เผยแพร่เมื่อ 11 ต.ค. 2024
  • ଉତ୍କଳ ଘଣ୍ଟ କବି ଯଦୁମଣି ମହାପାତ୍ରଙ୍କ ସ୍ବରଚିତ ଏକ କବିତା ଯାହା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଉପରେ ଆଧାରିତ। ଆମେ କେବେ ଶୁଣିନଥିଲେ। ଆସନ୍ତୁ ଶୁଣିବା ସେ କବିତା ଓ ଜଣାଣ ସାହିତ୍ୟ ସାଧକ ତଥା ପ୍ରାଧ୍ୟାପକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ମୁଖରୁ।
    ଦର୍ଶକବନ୍ଧୁ, ଯଦି ଆମର ଏହି ଛୋଟ ପ୍ରୟାସଟି ଆପଣଙ୍କର ହୃଦୟର ଗଭିରତ୍ତମ ସ୍ଥାନକୁ ସ୍ପର୍ଶ କରିପାରିଛି ତାହାଲେ ଆପଣ ଆମର ଏହି ଭିଡିଓ ଟି କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ମତାମତ ବାକ୍ସରେ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ।ଆଉ ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
    ||ଧନ୍ୟବାଦ||
    ••••••••••••••••••••••••••••••••••••••••••••••••••••••••••••••••••••••••••••••••••••••
    ନିର୍ଦ୍ଦେଶନା- ଆଫ଼ତାବ୍ ହୋସେନ
    ଉପସ୍ଥାପନା- ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର
    କ୍ୟାମେରା- ରୋହନ ମହାପାତ୍ର
    ଏଡିଟିଙ୍ଗ- ରୋହନ ମହାପାତ୍ର
    ସହଯୋଗ- ଵୀର କଳିଙ୍ଗ ଟିମ୍ ର ସମସ୍ତ ସଦସ୍ୟ......
    ଆମକୁ ଯୋଗାଯୋଗ କରନ୍ତୁ- ୮୯୮୪୦୧୨୬୦୮
    ଆମ ଓ୍ବେବସାଇଟ: virkalinga.in/
    ଆମେ ଟେଲିଗ୍ରାମରେ ମଧ୍ୟ ଉପଲବ୍ଧ ଅଛୁ- t.me/Vir_Kaling 👈 କ୍ଲିକ୍ କରନ୍ତୁ।
    ଆମକୁ ଇନଷ୍ଟାଗ୍ରାମ ରେ ଫଲୋ କରି,ଆମ ସହ ସିଧାସଳଖ କଥାବାର୍ତ୍ତା ହୁଅନ୍ତୁ- ... 👈 କ୍ଲିକ୍ କରନ୍ତୁ।
    ଆମ ଫେସବୁକ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡିହୋଇ ରୁହନ୍ତୁ- / virkalinga 👈 କ୍ଲିକ୍ କରନ୍ତୁ।
    ଆମେ ଟୁଇଟରରେ ମଧ୍ୟ ଉପଲବ୍ଧ ଅଛୁ, ଆପଣ ଆମକୁ ଟୁଇଟରରେ ଫଲୋ କରି ଆମ ସହ ଯୋଗାଯୋଗରେ ରହିପାରିବେ- Ka... 👈 କ୍ଲିକ୍ କରନ୍ତୁ।
    ଆମକୁ ମେଲ୍ କରନ୍ତୁ- virkalinga@gmail.com
    ଓଡିଶାର ଐତିହ୍ୟ, ପରମ୍ପରା, ଇତିହାସ, ସଂସ୍କୃତି,ଲୋକକଳା ଏବଂ ଲୋକନୃତ୍ୟ ବିଷୟରେ ଜାଣିବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଓ ଆମ ସହ ଯୋଡିହୋଇ ରୁହନ୍ତୁ।
    ସୌଜନ୍ୟ- ବୀର କଳିଙ୍ଗ
    ••••••••••••••••••••••••••••••••••••••••••••••••••••••••••••••••••••••••••
    #Odia_kabita #Oja_sila_bhoja_gaja #ଓଜ_ଶୀଳ_ଭୋଜ_ଗଜ
    #Utkalghanta #Jadumanimahapatra #jadumani_mahapatra #jadumani #rahasya #jadumani_rahasya #ଯଦୁମଣି_ମହାପାତ୍ର #ଯଦୁମଣି_ରହସ୍ୟ #ଭଞ୍ଜ #କବି_ସମ୍ରାଟ #kabi_jadumani_ka_kabita #ଉପେନ୍ଦ୍ର_ଭଞ୍ଜ#kabi_samrat_upandra_bhanja#jayjagannath #puri #jagannath#virkalinga #odisha
    #odia #srikhetra #konark#temple #god #bestpicture #religious#odissidance, #performance, #dance, #culture, #odissi, #oldestdance#bhubaneswar#bbsr || #chilika#chilika_hrada #winter_season #kalijai #kalijai_tample#holi #dolaparba #dolapurnima #jagannath #dolabedi #dolajata #srimandira #rathyatra #puri #ହୋଲି #ଦୋଳପୂର୍ଣ୍ଣିମା #ଶ୍ରୀମନ୍ଦିର #ଦୋଳଯାତ #ଦୋଳବେଦୀ #ଦୋଳଗୋବିନ୍ଦ #ପୁରୀ#ଫଗୁଦଶମୀ #phagudasami#jayjagannath #puri #jagannath#virkalinga #odisha
    #odia #srikhetra #konark#temple #god #bestpicture #religious#odissidance, #performance, #dance, #culture, #odissi, #oldestdance#bhubaneswar#bbsr
    #village, #bhuban#largestvillage#villagers #odissidance, #performance, #dance, #culture, #odissi, #oldestdance#bhubaneswar#bbsr#Ranabhuin #Ranapur #Vir_kalinga #Nayagrth #ରଣଭୂଇଁ #ରଣପୁର #ଵୀର_କଳିଙ୍ଗ #maninageswari #maninaga #asura_kumari #ନୟାଗଡ଼ #ମଣିନାଗେଶ୍ବରୀ #ମା_ମଣିନାଗ #ଅସୁର_କୁମାରୀ

ความคิดเห็น • 143

  • @bismitasahoo8806
    @bismitasahoo8806 4 ปีที่แล้ว +18

    ଯଦୁମଣି ସାହିତ୍ୟକୁ ବଞ୍ଚେଇ ରଖିବାର ପ୍ରୟାସ ସ୍ୱାଗତଯୋଗ୍ୟ। ଗୀତଟି ଖୁବ୍ ଭଲ ଲାଗିଲା।

    • @VirKalinga
      @VirKalinga  4 ปีที่แล้ว +2

      ଧନ୍ୟବାଦ ଆପଣଙ୍କ ବହୁ ମୂଲ୍ୟ ମତାମତ ପାଇଁ।

  • @dynamo2299
    @dynamo2299 4 ปีที่แล้ว +11

    ଖୁବ୍ ସୁନ୍ଦର। ଆଗକୁ ଯଦୁମଣି ଙ୍କ ଅନ୍ୟାନ୍ୟ ଜଗନ୍ନାଥ ଜଣାଣ ଶୁଣାଇବା ପାଇଁ ଅନୁରୋଧ।
    ଜୟ ଶ୍ରୀ ଜଗନ୍ନାଥ 🙏

    • @VirKalinga
      @VirKalinga  4 ปีที่แล้ว +1

      ନିଶ୍ଚୟ କରିବୁ,
      ଧନ୍ୟବାଦ। ଜୟ ଜଗନ୍ନାଥ ମହାପ୍ରଭୁ 🙏

  • @arobindamohanty6886
    @arobindamohanty6886 4 ปีที่แล้ว +6

    ଅନ୍ତରର ଜଣାଣ ଇଏ। ସେ କଳାକର କୁ ନିଶ୍ଚୟ ବାଧିଥିବ। ବହୁତ ସୁନ୍ଦର ଉପସ୍ଥାପନା। ଏହି ଜଣାଣ ଶୁଣି ଦେହରେ ଶିହରଣ ଖେଳିଗଲା।। ଜୟ ମହାପ୍ରଭୁ।।

    • @VirKalinga
      @VirKalinga  4 ปีที่แล้ว +1

      ଜୟ ଜଗନ୍ନାଥ ମହାପ୍ରଭୁ।

  • @shaktiprasadpradhan941
    @shaktiprasadpradhan941 3 ปีที่แล้ว +8

    ମଙ୍ଗଳମୟ ମହାବାହୁ
    ଚରଣେ ଶରଣ ତୁମ୍ଭର 🙏🙏🙏🙏
    ଖୁବ୍ ସୁନ୍ଦର ଭଜନ, ଖୁବ୍ ସୁନ୍ଦର କଣ୍ଠ ସ୍ୱର
    ଜୟ ଜଗନ୍ନାଥ

    • @VirKalinga
      @VirKalinga  3 ปีที่แล้ว +2

      ଧନ୍ୟବାଦ

    • @biprapriya
      @biprapriya ปีที่แล้ว +1

      ପ୍ରଭୁ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ।

  • @tukunaful
    @tukunaful 4 ปีที่แล้ว +3

    ଜଣାଣ ମାଧ୍ୟମରେ କବିଙ୍କର ଅନ୍ତରଙ୍ଗ ଦୁଃଖ ଓ ବେଦନା ଏବଂ ପ୍ରଭୁଙ୍କ ପାଇଁ ତାଙ୍କର ଭଲପାଇବା ସ୍ପଷ୍ଟ ରୂପେ ପ୍ରକାଶିତ ହେଇଚି ।ସୁନ୍ଦର ଉପସ୍ଥାପନା ସାର୍ ।

    • @VirKalinga
      @VirKalinga  4 ปีที่แล้ว +1

      ଧନ୍ୟବାଦ ଆଜ୍ଞା।

  • @purnachandramishra6189
    @purnachandramishra6189 หลายเดือนก่อน +1

    ସାର୍ ଙ୍କୁ ମୁଁ କେବଳ ଜଣେ ବିଦଗ୍ଧ ସାହିତ୍ୟ ରସିକ ବୋଲି ଜାଣିଥିଲି। ଏବେ ତାଙ୍କର ସୁନ୍ଦର ସଙ୍ଗୀତ ସାଧନାରେ ପାରଦର୍ଶିତାକୁ ଅନୁଭବ କଲି। ଧନ୍ୟବାଦ ସାର୍! ଈଶ୍ୱର ଆପଣଙ୍କୁ ଦୀର୍ଘାୟୁ କରିଥାଆନ୍ତୁ।

  • @aftabhossen6586
    @aftabhossen6586 4 ปีที่แล้ว +8

    ନବ ଦୁର୍ବାଦଳ ଶ୍ୟାମଳ କୃପାରୁ
    ମୋ ନାମ ଉତ୍କଳଘଣ୍ଟ ଯେ...।।

    • @VirKalinga
      @VirKalinga  4 ปีที่แล้ว +3

      ଜୟ ଜଗନ୍ନାଥ ମହାପ୍ରଭୁ।

    • @jayakrushnachoudhury1624
      @jayakrushnachoudhury1624 4 ปีที่แล้ว +3

      ହୋସେନ ଭାଇ ଓଡିଆ ଭାଷାର ଏହି ଜୟଯାତ୍ରା ଚାଲିଥାଉ

  • @bnirupama-592
    @bnirupama-592 4 ปีที่แล้ว +10

    ମର୍ମସ୍ପର୍ଶୀ ରଚନା ଏବଂ ଗାୟନ ।ଏହି ସଙ୍ଗୀତ ପ୍ରସ୍ତୁତ କାର୍ଯରେ ସହଯୋଗ କରିଥିବା ସମସ୍ତ କର୍ମକର୍ତ୍ତାଙ୍କୁ ମୋର ଧନ୍ୟବାଦ ।

    • @VirKalinga
      @VirKalinga  4 ปีที่แล้ว +1

      ଆପଣଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ।

    • @DinabandhuRout-k8z
      @DinabandhuRout-k8z ปีที่แล้ว

      ..nn8🎉gb and bb 😊uh9pĺp0😊y

  • @satyanarayanrath8364
    @satyanarayanrath8364 4 ปีที่แล้ว +3

    Bahut dina ru prayash chalichi ama kala sanskriti ku suraxya deba lagi!!
    Aei prayash re samaste saha joga karibaku anurodh!!

  • @anitanaik2986
    @anitanaik2986 6 หลายเดือนก่อน

    Bahut bholo sir 🙏🙏🙏

  • @basantakumarswain3111
    @basantakumarswain3111 3 ปีที่แล้ว +6

    Excellent performance. BKS.

  • @adityakumarnaik3800
    @adityakumarnaik3800 4 ปีที่แล้ว +7

    ସୁନ୍ଦର ପରିବେଷଣ । ଧନ୍ୟବାଦ ଆପଣଙ୍କୁ ଧନ୍ୟବାଦ ବୀର କଳିଙ୍ଗ ଟିମ ଙ୍କୁ ।

    • @VirKalinga
      @VirKalinga  4 ปีที่แล้ว +1

      ଧନ୍ୟବାଦ ଆପଣଙ୍କ ବହୁ ମୂଲ୍ୟ ମତାମତ ପାଇଁ, ଏମିତି ଵୀର କଳିଙ୍ଗ କୁ ଭଲପାଇବା ଦେଉଥାନ୍ତୁ ଓ ଆମକୁ ଉତ୍ସାହିତ କରୁଥାନ୍ତୁ।

  • @mrutyunjayasahoo5865
    @mrutyunjayasahoo5865 3 ปีที่แล้ว +2

    Pranam Gurudeva,. Hrudayaspasi Geeta Sir
    👌👌🙏🙏

  • @anusahu5442
    @anusahu5442 3 หลายเดือนก่อน

    Waah khub sundar
    Apana Harmonium bajai paranti ....its amazing sir
    Apana all rounder sir
    God bless you and your family .🙏🙏🙏🙏🙏💞💞💞💞👌

  • @rakeshswain7345
    @rakeshswain7345 4 ปีที่แล้ว +7

    The man who can make jadumani's songs,character,his stories,wisdom,cleverness fascinating is none other than this learned teacher.i have been curious to hear from you lately.thanks a lot for that.

    • @VirKalinga
      @VirKalinga  4 ปีที่แล้ว +2

      Thank you very much.

  • @saumyaranjanpaikaray8001
    @saumyaranjanpaikaray8001 4 ปีที่แล้ว +4

    ଅତି ସୁନ୍ଦର ପ୍ରୟାସ କରିଛନ୍ତି ଆମ୍ଭ ନୟାଗଡ଼ ର ଗର୍ବ

    • @VirKalinga
      @VirKalinga  4 ปีที่แล้ว +1

      ଧନ୍ୟବାଦ ଆଜ୍ଞା।

  • @HHBeheraHari
    @HHBeheraHari 2 ปีที่แล้ว +1

    Jay jaganath swamy

  • @ganeshpanigrahi5258
    @ganeshpanigrahi5258 3 ปีที่แล้ว +4

    'God bless you' forever more executive to appropriate line as per devloped sir ...

  • @doctor831
    @doctor831 3 ปีที่แล้ว +6

    Excellent

    • @VirKalinga
      @VirKalinga  3 ปีที่แล้ว +1

      ଧନ୍ୟବାଦ

  • @kcbkahna4129
    @kcbkahna4129 4 ปีที่แล้ว +5

    Keep it up rohan god bless you

  • @gadadhararath5145
    @gadadhararath5145 3 หลายเดือนก่อน

    Uchhkotir song Sundar upasthapana.

  • @hotwebseries2885
    @hotwebseries2885 4 ปีที่แล้ว +3

    Jay vir kalinga

    • @VirKalinga
      @VirKalinga  4 ปีที่แล้ว +1

      ଜୟ ଜଗନ୍ନାଥ, ଜୟ କଳିଙ୍ଗ।

  • @Neetug2
    @Neetug2 4 ปีที่แล้ว +5

    Well done. Carry on....... 😇😇😇😇😊😊😊😊☺☺☺☺

  • @dillipsrichandan4185
    @dillipsrichandan4185 4 ปีที่แล้ว +4

    Salute

    • @VirKalinga
      @VirKalinga  4 ปีที่แล้ว +1

      ଧନ୍ୟବାଦ।

  • @jaysanatan6012
    @jaysanatan6012 2 ปีที่แล้ว +2

    Sir 🙏🙏 ବହୁତ ଭଲ ଲାଗିଲା

  • @sudhaashutoshmishra8605
    @sudhaashutoshmishra8605 4 ปีที่แล้ว +6

    Beautiful....enriching

  • @parikhitamohapatra8714
    @parikhitamohapatra8714 หลายเดือนก่อน

    ଯଦୁମଣି ସାହିତ୍ୟ ସାଧନା ରେ ବ୍ରତୀ ହୋଇଥିବାରୁ ଅଶେଷ ଧନ୍ୟବାଦ ସହ ନମସ୍କାର 🙏🙏

  • @jayakrushnachoudhury1624
    @jayakrushnachoudhury1624 4 ปีที่แล้ว +3

    ଏହାର ଅର୍ଥାନ୍ତର କଲେ ସୁନ୍ଦର ହୁଅନ୍ତା ।

    • @VirKalinga
      @VirKalinga  4 ปีที่แล้ว +1

      ଏହାର ଅର୍ଥ କରିବୁ, ତାହା ଆଉ ଏକ ସ୍ବତନ୍ତ୍ର ଭିଡିଓ ରେ ହେବ। ଧନ୍ୟବାଦ, ଆପଣ ଙ୍କ ବହୁ ମୂଲ୍ୟ ମତାମତ ପାଇଁ।

  • @sarojkumarmaharananiceagai7929
    @sarojkumarmaharananiceagai7929 หลายเดือนก่อน

    Jadukabi is pride of odisha.

  • @ABCREATION_Mr_AB
    @ABCREATION_Mr_AB 4 ปีที่แล้ว +6

    Supper

  • @deepensoul_133
    @deepensoul_133 4 ปีที่แล้ว +6

    Nice

  • @ganeshlenka1421
    @ganeshlenka1421 4 ปีที่แล้ว +2

    Dhanyabad vir kalinga team

    • @VirKalinga
      @VirKalinga  4 ปีที่แล้ว +1

      ଧନ୍ୟବାଦ

  • @damodartripathy8027
    @damodartripathy8027 ปีที่แล้ว +1

    Wah I delighted for the concept.

  • @GANESHCHANDRASINGH
    @GANESHCHANDRASINGH 4 ปีที่แล้ว +4

    ଅତି ସୁନ୍ଦର

    • @VirKalinga
      @VirKalinga  4 ปีที่แล้ว +1

      ଧନ୍ୟବାଦ ଆଜ୍ଞା।

  • @amitabhamisra1133
    @amitabhamisra1133 3 ปีที่แล้ว +1

    ସାର୍, ନମସ୍କାର।
    ଆପଣଙ୍କ ସମସ୍ତ post ଗୁଡିକ ଅନନ୍ୟ। ବିଶେଷ କରି ଚମ୍ପୂ ଗୁଡିକର ବ୍ୟାଖ୍ୟା ଅତୀବ ସୁନ୍ଦର ହୋଇଛି। ଏହି ଭଜନଟି ମଧ୍ୟ ସୁନ୍ଦର ଲାଗିଲା।
    ଦୟାକରି ଭଜନଟିକୁ ଲେଖି post କଲେ ଭଲ ହେବ।

    • @VirKalinga
      @VirKalinga  3 ปีที่แล้ว +1

      ଧନ୍ୟବାଦ

  • @santanubisoi7084
    @santanubisoi7084 4 ปีที่แล้ว +4

    ଖୁଵ ସୁନ୍ଦର।

    • @VirKalinga
      @VirKalinga  4 ปีที่แล้ว +2

      ଧନ୍ୟବାଦ।

  • @sagarkumarbehera3763
    @sagarkumarbehera3763 4 ปีที่แล้ว +3

    Jay Jagannntha

    • @VirKalinga
      @VirKalinga  4 ปีที่แล้ว +1

      ଜୟ ଜଗନ୍ନାଥ ମହାପ୍ରଭୁ

  • @SalilMohapatra
    @SalilMohapatra 7 หลายเดือนก่อน

    Bahuta.bhalagita🌹🌹💯

  • @sarojsatapathy2589
    @sarojsatapathy2589 2 ปีที่แล้ว +3

    ama kala o sanskruti banchai rakhiba pain ea eaka mahan pray ash welllll don🙏🙏🙏🙏🙏☺☺☺😊😊😊😊😊

  • @prasantaku.tripathy665
    @prasantaku.tripathy665 2 ปีที่แล้ว +1

    ଆପଣଙ୍କର ଏ ରୀତି ସାହିତ୍ୟକୁ ଲୋକାଭୀମୁଖୀ କରିବାର ଅଭିନଵ ପ୍ରୟାସ ବେଶ ପ୍ରଶଂସନୀୟ l ପ୍ରଣାମ 🙏🙏

    • @VirKalinga
      @VirKalinga  2 ปีที่แล้ว +1

      ଧନ୍ୟବାଦ

  • @soubhagyaranjannayak2280
    @soubhagyaranjannayak2280 4 ปีที่แล้ว +3

    Jay Jagannath

    • @VirKalinga
      @VirKalinga  4 ปีที่แล้ว +1

      ଜୟ ଜଗନ୍ନାଥ ମହାପ୍ରଭୁ

  • @ramakrishnamahapatra955
    @ramakrishnamahapatra955 2 ปีที่แล้ว +1

    Very educative and enjoyable .

  • @godabarimangaraj5027
    @godabarimangaraj5027 3 ปีที่แล้ว +3

    Jay Jagannath 🙏🙏🙏🙏

    • @VirKalinga
      @VirKalinga  3 ปีที่แล้ว +1

      ଜୟ ଜଗନ୍ନାଥ ମହାପ୍ରଭୁ 🙏

  • @chhabindramansingh73
    @chhabindramansingh73 27 วันที่ผ่านมา

    ବହୁତ ସୁନ୍ଦର ପ୍ରୟାସ ଜାରିରହୁ 🙏🌹🙏♥️

  • @murariprasad2896
    @murariprasad2896 3 ปีที่แล้ว +1

    Jay kaliga

  • @surarout4
    @surarout4 2 หลายเดือนก่อน

    🎉ଖୁବ ସୁନ୍ଦର ଉପସ୍ଥାପନା ପାଇଁ ଆନ୍ତରିକ ଧନ୍ୟବାଦ

  • @ptniranjanmishraprabachaka4188
    @ptniranjanmishraprabachaka4188 2 ปีที่แล้ว +1

    ଅତି ସୁନ୍ଦର 👏ଜଣାଉଛି

    • @VirKalinga
      @VirKalinga  2 ปีที่แล้ว

      ଧନ୍ୟବାଦ

  • @chittaranjanmishra5570
    @chittaranjanmishra5570 25 วันที่ผ่านมา

    ବହୁତ ସୁନ୍ଦର ଓ ଭାବପୂର୍ଣ୍ଣ l🙏🙏

  • @radhasyampradhan5781
    @radhasyampradhan5781 2 ปีที่แล้ว +1

    ଅତି ସୁନ୍ଦର ଉପସ୍ଥାପନ

  • @ratankumarmahapatra7086
    @ratankumarmahapatra7086 2 ปีที่แล้ว +2

    ଜୟ ଜଗନ୍ନାଥ

  • @UpendraBehera-o1z
    @UpendraBehera-o1z 2 หลายเดือนก่อน

    ସାଧୁବାଦ ଆପଣଙ୍କ ପ୍ରଚେଷ୍ଟାକୁ।

  • @santoshsenapati3579
    @santoshsenapati3579 ปีที่แล้ว +1

    🙏🙏🙏

  • @sribatshapradhan3000
    @sribatshapradhan3000 2 หลายเดือนก่อน

    ଭୂୟସୀ ସାଧୁବାଦ

  • @sabitamishra3678
    @sabitamishra3678 3 ปีที่แล้ว +2

    Nice sir

  • @manojmansingh8572
    @manojmansingh8572 2 หลายเดือนก่อน

    ଖୁବ୍ ଭଲ ଲାଗିଲା

  • @manamohanmishra7519
    @manamohanmishra7519 10 วันที่ผ่านมา

    🌹🙏🙏🌹

  • @kamalnayak706
    @kamalnayak706 9 หลายเดือนก่อน +1

    କେତେ ବଳିଷ୍ଠ ଆମ ଓଡ଼ିଆ ସାହିତ୍ୟ, ଭାଷା ଆଉ ସଂସ୍କୃତି ।

  • @narasinghbehera4352
    @narasinghbehera4352 2 ปีที่แล้ว +1

    Very interesting

  • @guruprasadpattnaik4538
    @guruprasadpattnaik4538 หลายเดือนก่อน

    ବହୁତ୍ ସୁନ୍ଦର୍

  • @dharanidharpanda8297
    @dharanidharpanda8297 26 วันที่ผ่านมา

    ଧନ୍ୟବାଦ

  • @Govinda986
    @Govinda986 3 หลายเดือนก่อน

    Good song

  • @kanheisahu2925
    @kanheisahu2925 2 หลายเดือนก่อน

    🎉

  • @TheProtectorRaja
    @TheProtectorRaja 4 ปีที่แล้ว +3

    ସବୁ video ରେ ଚମ୍ପୁ,ଗୀତ ସବୁର lirics ଦିଅନ୍ତେ ,ଭଲ ହୁଅନ୍ତା

    • @VirKalinga
      @VirKalinga  4 ปีที่แล้ว +1

      ନିଶ୍ଚିତ।

  • @RamakantaPanda-r9u
    @RamakantaPanda-r9u 2 หลายเดือนก่อน

    ଭଲ

  • @mrutyunjayasahoo5865
    @mrutyunjayasahoo5865 2 ปีที่แล้ว +1

    🌹🌹👌👌😂😂😂😂🙏🙏

  • @naraharimeher923
    @naraharimeher923 2 ปีที่แล้ว +1

    APPROPRIATE, APPRECIATED

  • @surendranathpanda3847
    @surendranathpanda3847 3 ปีที่แล้ว +1

    kal jaye kabi namaskar

    • @VirKalinga
      @VirKalinga  3 ปีที่แล้ว +1

      ନମସ୍କାର 🙏

  • @babychandsethi782
    @babychandsethi782 ปีที่แล้ว +1

    Sir 🙏 apanaku harmonium bi bajaiba asuchi. Dhanyabad.amitisunau thantu.vagaban swasthyabn rakhantu

  • @sumansahoo4918
    @sumansahoo4918 2 ปีที่แล้ว +1

    ସାଧୁବାଦ ଆପଣକୁ ଏବଂ ଆପଣଙ୍କ ପ୍ରୟାସକୁ। ବଜାୟ ରଖନ୍ତୁ-ନମସ୍କାର ।

    • @VirKalinga
      @VirKalinga  2 ปีที่แล้ว +1

      ଧନ୍ୟବାଦ

  • @jagannathpalata1563
    @jagannathpalata1563 2 ปีที่แล้ว +1

    Hauni Uncle 🙏
    Bhaba asuni 🤣

  • @iitphd
    @iitphd 2 ปีที่แล้ว +1

    sir nkara harminium saili bi prasansaniya, bahut kam loka e sahitya re prabina.

  • @jayakrishnabarik4474
    @jayakrishnabarik4474 3 ปีที่แล้ว +1

    Namaskar

    • @VirKalinga
      @VirKalinga  3 ปีที่แล้ว +1

      ନମସ୍କାର

  • @akshyakumarmallik6871
    @akshyakumarmallik6871 14 วันที่ผ่านมา

    ଯଦୁମଣିଙ୍କ ଏ ଜଣାଣ ଆଜି ପର୍ଯ୍ୟନ୍ତ କେହି ଗାଇଥିବା ଶୁଣିନଥିଲି , କିନ୍ତୁ ଆଜ୍ଞା ପଦ ଗୁଡିକର ପୂର୍ଣ୍ଣ ବ୍ୟାଖ୍ୟା କରିବାକୁ ଅନୁରୋଧ।

  • @dr.parthasarathikhuntia9939
    @dr.parthasarathikhuntia9939 2 ปีที่แล้ว +1

    Plz Upload the pdf of this song.

  • @NaliniPrabhaMaharana
    @NaliniPrabhaMaharana หลายเดือนก่อน

    Namaskar sir.

  • @niranjanmishra7334
    @niranjanmishra7334 2 หลายเดือนก่อน

    Sir namaste 🙏

  • @BJenaEducationalchannell
    @BJenaEducationalchannell ปีที่แล้ว +1

    Sir ପ୍ରଣାମ

    • @VirKalinga
      @VirKalinga  ปีที่แล้ว +1

      ପ୍ରଣାମ

  • @bijaykumarpaikaray7004
    @bijaykumarpaikaray7004 4 ปีที่แล้ว +2

    Pl,jadumani sahitya alochana karate .bahuta srota sunibe.

    • @VirKalinga
      @VirKalinga  4 ปีที่แล้ว +1

      ଧନ୍ୟବାଦ, ନିଶ୍ଚୟ କରିବୁ।

  • @choudhurishamal503
    @choudhurishamal503 2 ปีที่แล้ว +1

    Sir ଆପଣଙ୍କର ପ୍ରତେକ ଗୀତ ମର୍ମସ୍ପର୍ଶୀ କିଶୋର୍ ଚନ୍ଦ୍ରନାନ ଚମ୍ପୁ ପରି ବୈଦେହୀଶ ବିଳାସ ଆଲୋଚନା ପାଇଁ ବିଶେଷ ଅନୁରୋଧ।

    • @VirKalinga
      @VirKalinga  2 ปีที่แล้ว +1

      ଧନ୍ୟବାଦ

  • @subashsatapathy9263
    @subashsatapathy9263 2 ปีที่แล้ว +1

    Nam. Sir

  • @lokanathsahu6560
    @lokanathsahu6560 3 ปีที่แล้ว +2

    ଆମେ ଗୀତା।ଶୁଣିବୁ ବ୍ୟାକ୍ଷ ନୁହେଁ

    • @VirKalinga
      @VirKalinga  3 ปีที่แล้ว +1

      ଧନ୍ୟବାଦ।

  • @shortstube4love
    @shortstube4love ปีที่แล้ว +1

    Dela jaha nela taha jaha snataka re odia book re thila taha kia dei paribe ki

  • @panditashutoshnayak1917
    @panditashutoshnayak1917 ปีที่แล้ว

    ଆଭାର. ଆହୁରି ଭିଡିଓ ଜାରି ରହୁ.

  • @funnyhub707
    @funnyhub707 4 ปีที่แล้ว +2

    Supper

  • @dr.parthasarathikhuntia9939
    @dr.parthasarathikhuntia9939 2 ปีที่แล้ว +1

    Plz Upload the pdf of this song.

    • @VirKalinga
      @VirKalinga  2 ปีที่แล้ว +1

      ଆମ WhatsApp number 89840 12608 ରେ ମେସେଜ କରନ୍ତୁ।