କର୍ମୀ କହିଲେ କେବେ ଯାଇନୁ ବବିଙ୍କ ସରକାରୀ ବାସଭବନ । || Pranab Prakash Das || Government Quarter
ฝัง
- เผยแพร่เมื่อ 25 มิ.ย. 2024
- କର୍ମୀ କହିଲେ କେବେ ଯାଇନୁ ବବିଙ୍କ ସରକାରୀ ବାସଭବନ । ସରକାରୀ ବାସଭବନରେ ଚାଲିଥିଲା ଖଟିଆ ସେବା । କାହା ବ୍ୟବହାରରେ ଆସୁଥିଲା ଏହି ବିଳାସପୂର୍ଣ୍ଣ ବଙ୍ଗଳା ?
#ArgusNews #Bhubaneswar #undergroundhouse #PranabPrakashDas #Alisanresidence #BobbyDas #exclusive #Odisha #argusexclusive #govtquarter
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
କର୍ମୀ କହିଲେ କେବେ ଯାଇନୁ ବବିଙ୍କ ସରକାରୀ ବାସଭବନ । || Pranab Prakash Das || Government Quarter
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
TH-cam : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
କେବଳ ମହିଳା କର୍ମୀ ମାନେ ଯାଉ ଥିବେ ।
😅😅😅😅😅
ସମସ୍ତେ ଯାଉଥିଲେ.
Tuma ra koi mahila jaithila
@@pradiptakumarmahakhuda2377tome bi thila
@@janmejayaparidaଶଳା ଠିକ୍ରେ ଲେଖି ପାରୁନୁ 😂😂😂😂😂
ଅର୍ଗୁସ ମେଡ଼ିଆ ଧନ୍ୟବାଦ
ମୁହଁରୁ ଦେଖିଲେ ଜଣା ପଡେ ଲୋକ କେଡେ ହରାମି
ଭାଈ 100 % true
ସୁର ବାବା ସାରଥୀଙ୍କ ପରି ସେବା ଗୋଟେ ❤❤❤❤bjd ନେତା
ନବୀନ ବାବୁ ଆଉ ପାଣ୍ଡୁଙ୍କର ଏମିତି କିଛି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁତ ? ତଦନ୍ତ କରାଯାଉ ।
ନବୀନ ବାବୁ ଏ ବାବଦରେ କିଛି କୁହନ୍ତୁ ।
Tu Kia ki
Se sina bhujhi parile haba odia
Bjp news ଯାହାକହିଲେ ତାକୁ ନବୀନ ଶୁଣତି ନାହିଁ...
Naveen Babu muko hoaichi
@@suryakantamahalik3462Naveen kala hoichi🐚🦮🤪
ଏ ଶଳା ପୁରା ହାରାମି, ଏଟାକୁ ପୋଲିସ ଗିରଫ କରିବା ଉଚିତ୍।
ଆଗ ପଣ୍ଡିଆନ କୁ ଧର।
Yes Bobby Bhai is Right but pandian is editor
ବବି ଦାସ କୁ ଶୀଘ୍ର ଗିରଫ କର ମୋହନ ସରକାର
ଶ୍ରଦ୍ଧା ଙ୍କୁ ନେଇ ଖୁସି ମନାଉଥିଲେ ବିଜେଡି ଵାଲା କହୁଥିଲେ ଆମେ ଉଡି ଉଡି ଆସିବୁ ଯଦି ନୂଆ ସରକାର ଏମାନଂକୁ ଜେଲ ନପଠାଇବେ ତେବେ ଭଗବାନ ଏମାନଂକୁ ଦଣ୍ଡିତ କରିବେ
👍🏻
Main chura np, pandu
Argus network is great.
ସରକାରଙ୍କୁ ଆମେ ଅନୁରୋଧ କରୁଛୁ ଯେ ଏହାର ତଦନ୍ତ କରାଯାଉ ତଥା ସରକାରି ତହବିଲ ରୁ ଖର୍ଚ ହୋଇଥିବା ସମସ୍ତ ଅର୍ଥ କୁ ତାଂକ ଠାରୁ ଆଦାୟ କରାଯାଉ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କୁ ଏ ବିଷୟରେ ଅବଗତ କରାଯାଉ
ସେ UNDER GROUND ରେ ରାସଲୀଳା ଚାଲୁଥିଲା😂😂😂 ଏ ଶଳାଟା ସାରଥୀ ବାବା ଠାରୁ ଭୟଙ୍କର ଥିଲା 😂😂😂
ମାଗିହା ସେଇଥି ପାଇଁ ବାହାହେଲା ନାଇଁ ସଳା ମାଗିହା ଗୋଟେ ବୋଦା ତାକୁ ମାଇ ଛେଳି ଦରକାର
@@user-wm8cg7op4b 😄😄😄😀😀🤩
ଅର୍ଗସକୁ ଶତ ଶତ ନମନ।ଓଡିଶାର ବିଭିନ୍ନ ଦୁର୍ନୀତିର ସିବିଆଇ, ଇଡି ତଦନ୍ତ କେବେ?
Right 👍
ସେଇଟା ବାସଭବନ ନୁହେଁ , ରାଶଭବନ ଥିଲା ।ସମସ୍ତେ ଦୁର୍ନୀତି ରେ ଲିପ୍ତ, କେବେ କାର୍ଯ୍ୟନୁଷ୍ଠାନ ହେବ ? ସବୁ ପ୍ରମାଣ ନଷ୍ଟ ହେବା ପରେ କଣ କାର୍ଯ୍ୟାନୁଷ୍ଠାନ ହେବ ?
Many many thanks to ARGUS media. ❤❤❤❤❤❤
Argus network..great
Aurgus news
All odisha people's feelings very proud for you
Very good Argus News
ବବି ଦାସକୁ ପୁରୁଷ ବେଶ୍ୟା କହିଲେ ଅତ୍ୟୁକ୍ତି ହେବ ନାହିଁ କାରଣ ଏଭଳି ନେତା ମାନେ ନିଜର ସଉକ ପୁରା କରିବା ପାଇଁ ନେତା ମନ୍ତ୍ରୀଙ୍କ ଭୋକ ମେଣ୍ଟେଉଛନ୍ତି ଆଉ ସେଇଥିପାଇଁ ୟାକୁ ଏତେବଡ ବିଳାସପୂର୍ଣ୍ଣ ବଙ୍ଗଳା ବନେବାର ସୁଯୋଗ ମିଳିଥିଲା ବର୍ତ୍ତମାନର ସରକାରଙ୍କୁ ଅନୁରୋଧ ଇଏ କ୍ଷମତାର ଅପବ୍ୟବହାର କରିଛନ୍ତି ଏବଂ ରାଜ୍ୟର ରାଜସ୍ୱକୁ ହଡ଼ପ କରି ନିଜର ସାମ୍ରାଜ୍ୟ ବିସ୍ତାର କରିଛନ୍ତି ତେଣୁ ୟାଙ୍କ ନାମରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଆମର ଦାବି
Argus News sallam
Please arrest Babi Das & Mr. Pandian
Jay Argus TV
ମିଡ଼ିଆ ଆଗରୁ କୋଉଠି ଥିଲା, ସରକାରୀ ପଇସା କୁ ଠିକ୍ ଉପଯୋଗ କରିଥିଲେ babbi sir
Jaya Argus news....
ଵିଜେଡିଦଳ ଭାଵିଥିଲା ଆମ ସରକାର ନବୀନ ଓଡିଶା କରି ସବୁଦିନ ପାଇଁ ଓଡିଶାଵାସୀ ଙ୍କର ମୁଣ୍ଡ କିଣିନେଇଛୁ, ଆମେ ଯେମିତି ଶାସନ କରିଵୁ ସେମିତି ଚାଲିଵ, ଓଡିଶାର ସମ୍ପତି ଆମର ହେଲେ ମହାପ୍ରଭୁ ଦୁର୍ନୀତି, ଗର୍ବ, ଅହଙ୍କାର, ସହିପାରଲେ ନାହିଁ, ତେଣୁ ଵିଦାକରିଦେଲେ, ଜୟ ଜଗନ୍ନାଥ,
Love you odisha vashi. Jai jagannath
Argus News is great 👍, Salam karuchi emiti durniti ku ahuri roku agaku
Argus News Jindabad
Very Good job
Jay argus
ଅର୍ଗସ୍ ଇସ୍ best' Chanel
Thanx Argus is the best and strong Chanel
Taku Jail ku pathajau se babi na chora ta❤
Thank you Argus news
ନେ ପୁଅ ବବି ନାମ ନେ, ଆଉ ଯଦି ଦରକାର ରଘୁନନ୍ଦନ କୁ ନେଇ ଯା 😮 ତୋତେ ପଶୁ ଦ୍ୱାରା ସାହାଯ୍ୟ କରିବ ।
Very good argos news
Very good argus news
Jay jagannath 🙏🙏
Thanks argus
Pandu o Bobby nku arrest karajau
Superbjp
5T ଶାସନ ଥିଲା....
Sir.dhanyha.badha
Pandian sandhan deichhi Orgus TV ku. Babi Das ku politics ru out karibapain.
Yes absolutely right 👍,Mr. Padian sold the BJD party to Mr.Amit Shah,
Also investigate the Pandian's Government allotted quarter,There must be built illegal construction 🏗️.
Jajpur people should think about Bobby das, because who made Jajpur a speedy growing city by so many projects, which is under construction.
Argus is a genius news
Jay Jagannath varasa
Namaskar Jay Jagannath Tapan Kumar Sanu aur Ghosh news ko Hardik Abhinandan August news
Dhara dhara Jay Argus
Really I appreciate Argus
Good niews
ଲୋକ ପ୍ରତିନିଧି ସରକାରୀ ଘରେ ଏତେ ,...
ନିଜ ଘରେ କେତେ ଥିବ ? ରାଜନୀତି କୁ ଆସିବା ପୂର୍ବରୁ କେତେ ଥିଲା , ଏବେ କେତେ, ସବୁ ବାହାର କରାଯାଉ
ଗର୍ବ ଅହଙ୍କାରର ପରିଣତି ଭୋଗିବାକୁ ତ ପଡିବ l କର୍ମୀଙ୍କୁ ନେଇ କେତେବେଳେ କେତେଥର ବୈଠକ କରୁଥିଲେ ଯାହା ସମ୍ପୂର୍ଣ୍ଣ ମିଥ୍ୟା l ସେଠି ଘର ବନେଇବା ଓ ଭାଙ୍ଗିବା ପୁରା ଆଇନ ସଙ୍ଗତ ନୁହେଁ l ଜଲଦି ଗିରଫ କରି ଜେଲ ପଠାଯାଉ l
Right katha
Argus i love you
Legal action against Bobby Das is a must.
VRgus 🎉
Salaku jail ku pathajau
Public ମାଡ଼ ଦରକାର
ଏହି କେଳାଙ୍କାରୀ ର ଗୋଟିଏ ସମାଧାନ bjd ନେତାଙ୍କୁ ବିଚ ବଜାରରେ
ମୋତେ ଲାଗୁଛି jou mane କହୁଛନ୍ତି ଖଟିଆ ସେବା ହେଉଥିଲା ବୋଧେ ସେମାନେ ଲୁଚି ଲୁଚି ଦେଖୁ ଥିଲେ ଆଉ ମଜା ନେଉଥିଲେ
Total bhubaneswar soi padila pare BJD neta mane bahut kelenkari au dirty kama karuthile. Whole night kehi dekhibar nahin, jaha karuchha Kara. 25 years enough for curroption.
5T ଖଟିଆ ଶାଳ ବବି ଦାସ ର ଘର
Good news argus
Pandian kuade gale tike kuha
Sahithi pain pandian lookuchhi
ଶଳା କୁ ଇନ କାଉଣ୍ଟର କରି ଦିଅ. ଏସବୁ କେଶ ରେ ଅରୁଣ ଗୋଥ୍ରା ଦାଈ
ବବି କୁ bjd ରୁ ବହିସ୍କାର କରାଯାଉ ନବୀନ ବାବୁ
ଆରେ ଏ କିଏ ଭାଇ ଜାଣିଛ ଵିରିଆନି ହୋଟେଲ ମାଲିକାଣୀ ସରକାର ଜୋଉ ହୋଟେଲ କୁ ଭାଂଗି ଦେଇ ଥୀଲେ
ସ୍ୱଚ୍ଛ ନବୀନ ବାବୁ କାହିଁକି କିଛି କହୁ ନାହାନ୍ତି,?
କେବଳ ଧଳା ପୋଷାକ ଦେଖାଇ ଓଡ଼ିଶା କୁ ଲୁଟ କରିଛନ୍ତି।
ଏ ହେଉଚି ପରମ ମାଗିହି ତା ମାକୁବି ଛାଡିବନି
Yes
ଖଣି ଲୁଟ ଖାସ କରି ଧର୍ମଶାଳା ରେ ବହୁତ୍ ହୋଇଥିଲା
Salute to aurgus chanel. No1 CM kichhi kahibeki ?.
Kia kia jhia mane Aasithile scan karajau really good share argus news no1 Gariba lok pain save karibaru dil❤❤❤❤se
ଆରେ ଭାଇ ଅର୍ଚନା ନାଗ କଥା ଭୁଲିଗଲ କି?? ଟିକେ ମନେ ପକାଅ ଜାଣିପାରିବ l ତାହେଲେ ସମସ୍ତେ ଉତ୍ତର ପାଇଯିବ କାହିଁକି ଏତେ ଟଙ୍କା ର ଘର ହେଇଥିଲା
There are many attributes of a good leader 1. Character ( one women/ man in life is the key secret of successful leader)
Character is the main personality of leader.
2. Kindness
3. Love for motherland
4. Devotion
5. Hard working
Etc etc
Request to all BJP leaders to have a look on my comments.
It will add charm to their leadership.
ମୁଁ ନିଜ ଆଖିରେ ଦେଖିଛି ଭାଇ ସେଠି ଦେହ ବ୍ୟବସାୟ ଚାଲିଥିଲା (from ଯାଜପୁରିଆ)
Bobby Das welcome
ସୁର ବାବା ସାରଥୀଙ୍କୁ ପରି ବବି ମରିବ
Plz enquire this matter.
ଅର୍ଚ୍ଚନା ଯାଉଥିବ
ଅ ରଚନା ନାଗେ ଜାଉଥୀଲା
The media should be very strong on the arrogance of this leader...
Mohan sarakar. ED purantu.. CBI. Lagajau.. INCOME TAX. laga jau.
ଜନ ଶୁଣାଣି ନୁହେଁ ବବିର ଯୌନ ଶୁଣାଣି ହେଉଥିଲା ।
Supported media
Argus news odisara no1chanel durgasis vai odisara no1 hero
Thanks argus for disclosing such illegal action of bustard boby das
Boby Das govt quarter ku bopa sampati boli vabuthila.Taku arrest karajau
ପ୍ରକୃତରେ ତାଙ୍କ ନିଜ ଘର ର ସ୍ଥିତି କଣ ସେ ଜାଣିଛନ୍ତି ନା ନାହିଁ ଟିକେ ବୁଝ
Orgus news selut
Only it was for the 5 T. 😅
ଅରଗସ୍ ପୁରା ମିଛ କୋଉଛି
ଅତ ଗର୍ବେ ହତ ଲଙ୍କା ବାଣ୍ଡ ଚୁହିଲା ମାଗିହା
25years ra eta kamal
ଅର୍ଚ୍ଚନା ନାଗ ଫାଇନାଲ ଯାଇଥିବ
Janasadharana thik kahuchhanti, 👍
Why not arrest till today to Boby Das?
ଭଙ୍ଗା ହେଲା କିନ୍ତୁ ,ସରକାରୀ ଅର୍ଥ ଖର୍ଚ୍ଚ କରିବା କୁ ଆଦେଶ ଦେଲା କିଏ
ଆକ୍ସନ କଣ ନିଆ ଗଲା ଖାଲି news ରେ ଦେଖେଇଲେ କଣ ହବ