ବିଜେଡି ନେତା ରଘୁନନ୍ଦନଙ୍କ ଘରେ ପୋଲିସ || Raghunandan Das, Former BJD MLA
ฝัง
- เผยแพร่เมื่อ 25 มิ.ย. 2024
- ରଘୁନନ୍ଦନଙ୍କ ଘରେ ପୋଲିସ । ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ଓ ଆକ୍ରମଣ ପଡ଼ିଲା ମହଙ୍ଗା । ତଦନ୍ତ ପାଇଁ ବିଜେଡିର ପୂର୍ବତନ ବିଧାୟକ ରଘୁନନ୍ଦନ ଦାସଙ୍କ ଘରେ ପୋଲିସ। ସାରା ରାଜ୍ୟରେ ପୂର୍ବତନ ବିଧାୟକଙ୍କୁ ଗିରଫ ଦାବି ।
#ArgusNews #RaghunandanDas #FormerBJDMLA #PoliceInvestigation #Demand #LadyJournalists #Dogattacked #Bhubaneswar #OdishaNews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
ବିଜେଡି ନେତା ରଘୁନନ୍ଦନଙ୍କ ଘରେ ପୋଲିସ || Raghunandan Das, Former BJD MLA
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
TH-cam : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
ରଘୁନନ୍ଦନ କୁ ଅତି ଶ୍ରୀଘ୍ର ଗିରଫ କରାଯାଉ, ନଚେତ ଜନସାଧାରଣ ରାଜ ରାସ୍ତା କୁ ଓଲ୍ହାଇବେ
Argus news bala ra sabu bhul ...mana ichha kaha ghra ku kana pain pasila argus news
Tu aga govt job katha kahabe , baje katha band kar
@@manojjena7608Thik katha kahichanti Bhai
Maghia raghuaku again bandha
Tu asi age bas
ସିଧା ଧରି ଗୁଳି ମାରିଦିଅ ନ୍ତୁ
ମନ୍ତ୍ରୀ ମହୋଦୟଙ୍କୁ ବାଘ ମୁହଁରେ ଛଡାଯାଉ ।
ବିଜେଡି ପୋଲିସ ଯାଇଛନ୍ତି.
100%right 👍 😅
FIR ତ ଦେଲେ but arrest କେତେବେଳେ ହେବ ସେ କଥା କୁହନ୍ତୁ
@@AnekSikhya thik katha
ସେ ଶଳାକୁ ଶୀଘ୍ର ଆରେଷ୍ଟ କର
ତାକୁ ଗିରଫ କରି ବିଚ ରାସ୍ତାରେ ଚଲାଇ ଚଲାଇ ନିଆଯାଉ l
ଏଭଳିଆ ଅମାନବୀୟ କାମ କରିଥିବା ରଘୁନନ୍ଦନ ଙ୍କୁ ତୁରନ୍ତ ଗିରଫ କରା ଯାଉ
ସବୁ ଥିଲେ ଆଉ ସେ ଏବେ ମଣିଷ ହେଇକି ନାହାନ୍ତି।
ତେଣୁ କାର୍ଯ୍ୟାନୁଷ୍ଠାନ ଦାବି ନିଶ୍ଚୟ 🙏🏻😢
ସେ କୁକୁର କୁ ଗିରଫ କରି ରାସ୍ତାରେ କୁକୁର ପରି ଘୋଷାରି ଘୋଷାରି ନିଆଯାଉ.
ଯେଉଁଠିି ସରକାର ଦ୍ଵନ୍ଦ ରେ ଅଛନ୍ତି ସେଇଠି ନ୍ୟାୟ କଣ ହେବ? ତୁରନ୍ତ କିଛି କଲା ଭଳି ଏ ସରକାର ଲାଗୁ ନାହିଁ। ଦୃଢ଼ତା ର ଅଭାବ ଅଛି। ଏ ସବୁ ଘଟଣା ରେ ଡେରି ହିଁ ଦୁର୍ବଳ ସରକାର ର ପରିଚୟ।
Emiti sudden kichhi step nei hueni time lagiba tk Bhai mane
@@user-go9hq3jv2k କାହିଁକି ନେଇ ହେବ ନାହିଁ? Mla, ମନ୍ତ୍ରୀ ଆଗରୁ ଥିଲେ ବୋଲି ତ? ଏହା ତ vip culture। ଏହା ହିଁ ତ ଚାଲି ଥିଲା। ଯେମିତି ଚାନ୍ଦବାଲି ରେ ଗରିବ ମା ଟିର ବିବସନା ପୋଲିସ କରିଛି।ବର୍ବର୍ ଆକ୍ରମଣ କରିଛି କଣ ଦଣ୍ଡ ହୋଇଛି? କେବଳ ବଦଳି ? ଏହା ହିଁ ହୁଏ। ଗୋଟେ ପ୍ରଚଳିତ ପ୍ରଥା ଅନୁସାରେ ସବୁ ଚାଲିଛି। ପ୍ରମାଣ ଥିବା ପରେ ବି ଡେରି ର ଅର୍ଥ ବି ଅନ୍ୟାୟ କୁ ସହଯୋଗ କରିବା।
ସଳାଟାକୁ ଶିଘ୍ର ଗିରଫ କର ଏକଦମ୍ ବଦମାସ
କେବେ ଜିବ ଜେଲେ❤
ରଘୁନନ୍ଦନ୍ ଦାସ୍ ଜଣେ ଅତି ଅଭଦ୍ର ବ୍ୟକ୍ତି।
ରଘୁ ନନ୍ଦନଙ୍କୁ ପ୍ରଥମେ ଆରେଷ୍ଟ କରାଯାଉ ଚୋରର ମୁହଁ ଟାଣ
ସେ ଶଳାକୁ ବିଛୁଆତି ଗୁଳା ଲେଗେଇ ଦବା କଥା
BJP BJD କୁ ସପୋର୍ଟ କରୁଛି କି କଣ ମୁଁ ବୁଝି ପାରୁନି ବବି ଦାସ କଣ ପାଇଁ ସରକାରୀ ଘର ଭାଙ୍ଗିବ
BJP ସରକାର ପାୱାର ଥାଇ ମଧ୍ୟ ଆକ୍ସନ ନେଇ ପାରୁ ନାହାଁନ୍ତି
@@HaraprasadRana-fm1uu ହଁ ପରା
ଗର୍ବି ଓ ଅହଂକାରି ରଘୁ କୁ ତୁରନ୍ତ ଗିରଫ କରାଯାଉ
ଏଟାକୁ ମନ୍ତ୍ରୀ କିଏ କରିଥିଲା
ଏଭଳି ଲୋକ ଙ୍କୁ minister କିଏ କରିଥିଲା. Immediatly arrest karajau
Pagal nabina karithila raghunandan ku mantri😂😂😂😂
ଏହା ଦେଖି ମୋର ସାମ୍ବାଦିକାଙ୍କ ପ୍ରତି ପ୍ରଚୁର ସମ୍ମାନ ଆଉ ନେତାଙ୍କ ପ୍ରତି ଘୋର ଅସମ୍ମାନ ଏକସଙ୍ଗେ ବଢ଼ିଗଲା । ଜୟ ଜଗନ୍ନାଥ 🙏
କପଡା ଉତାରି ବିଛୁଆତି ଲଗାଇ ଦିଅ
ରଘୁନନ୍ଦନ ଦାସ ର ବିଧାୟକ, ମନ୍ତ୍ରୀ ହେବାର ଯୋଗ୍ୟତା ନାହିଁ।
ଖୁବ୍ ଶୀଘ୍ର ଗିରବ କରା ଯାଉ
ପୋଲିସ ର ବିଜେଡ଼ି ପ୍ରେମ କମିନି ଏଯାଏଁ
ଆରେଷ୍ଟ୍ କରା ଯାଉ,ଏଇ ଛୋଡ଼ି ଲୋକଙ୍କୁ ।
ଅର୍ଗୁସ v/s ନନ୍ଦିଘଷ ଲଢେଇ ହେଲେ କେମିତି ହୁଅନ୍ତା ଆମେ ଓଡ଼ିଶାବାସୀ ଖୁସି ହୁଅନ୍ତୁ।କିଛି କୁକ IPL ଭାବି ବାଜି ଲାଗନ୍ତେ
ଘୋଡ଼ା ମୁହାଁ କୁ ଉତ୍ତମ ମାଧ୍ୟମ ଦିଆଯାଉ
Odisha police ra aau kan praman darkar sir
ତାକୁ ଶିଘ୍ର ଆରେଷ୍ଟ କରାଯାଉ ।। ଜୟ ଜଗନ୍ନାଥ ।।
Immediate action by low.
ଲାଷ୍ଟ ରେ। ଭଲ ଲାଗିଲା। ବେଧୋ news। ସେ ଝିଅଟା। ଆଉ କା ଘରେ ପଶି ଯାଉଚି। ଆଉହୁରି। ଭଲ ଲାଗିଲା,,
Arrest & give him maximum punishment
Immediately action Niajao
ଗିରଫ କରାଯାଉ ।
ବିଜେଡି ରେ ନେତା ବାଆଁ ବାହେଗଲେ😢😢😢😢😢😢
ଶଳାକୁ ✋️✋️✋️
Raghunandan ku turant arrest karo
Bhala heichhi
Jay aragas
Right sir
ସଳା ରଘୁଆ ଗିରଫ ହେଉ
👍👍👍
ଶଳା ଅର୍ଗସ ଏବେ ପୁରା ଚମଚା ଗିରି ରେ ମାହିର ଏମାନେ ଆଉ କିଛି ମାନୁନାହାନ୍ତି ଆଙ୍କୁ ଗୋଟେ ମାଡ଼ ଜମେଇକି ଦରକାର ଆଉ ଖାଇବେ ବି ବହୁତ ଜଲଦି ଏମାନେ ତ ଜଣ ଙ୍କ ଘରେ ପଶିଯାଉଛନ୍ତି ଏ କି ସାହସ କୋଉଠୁ ପାଇଲେ ଏମାନେ ତ ଅର୍ଗସ ଘରେ ପଶି ମା ଭଉଣୀ ଙ୍କୁ ବି ଛାଡ଼ିବେନି ପ୍ରକୁତ ରେ ଓଡ଼ିଆ ଲୋକ ଚିନ୍ତା କରନ୍ତୁ ଏ ଅର୍ଘସ ଚାନେଲ ଭରସା ରେ କଣ ବିଜେଡି ର ମା ଭଉଣୀ
ନିୟୁଜ ଚାନେଲ ସମସ୍ତଙ୍କର ମାଡ ଦେବା ମହଙ୍ଗା ପଡିବ
Please arrest Raghunandana 🙏
Orginal video post kara
ରଘୁନନ୍ଦନ ଦାଶ ଠାରୁ ଆରମ୍ଭ କରି ଗୋଟାଏ ପରେ ଗୋଟାଏ ବିଜେଡି ଦଳ ନେତା ମନ୍ତ୍ରୀ ତଥା ସାଂସଦ କର୍ମୀ ମାନଙ୍କ ପକ୍ଷ ଛେଦନ ହୋଇ ପରିଶେଷରେ ନବୀନ ପଟ୍ଟନାୟକ ବିଜେଡି ଦଳ ଥୁଣ୍ଟା ଗଛଟିଏ ପରି ବିଜେଡି ରହିବ
Take action
Arrest Immediately
Arrest the person immediately. It is our demand.
Right
He has beast tendency
ତରନ୍ତ ଆରେଷ୍ଟ କରାଜାଉ
ଶଳାକୁ ଆଗେ ଜେଲ ରେ ପୁରାନ୍ତୁ
Arrest nakari govt Kan karuchi
ଦଳ ହାରିଲା ପରେ ଶଳା ଆହୁରି ମୁହଁ ।
What Argues reports all correct lt is always after corruption of Only BJD not others
Sarkar kahaku daruchhanti?
ରଘୁବାବୁ ବବି ଭଲି ବାହାରିବା ଭଲ ହବ ହୋ ହାଲ୍ଲା କମିଲେ ଆସିବ
ସେ ଶଳାକୁ ଆରେଷ୍ଟ କରା ଯାଉ
पदमपुर और संबलपुर लोक ये नेता को दरकार,
ରହିଯା ରଘୁଆ ଖାଇକି ଯିବୁ 😂
Sighra. Arrest. Karantu
Without permission re Kan pain ta quarter bhitaraku jauthila. Tamaku seya darkar
BJD ନେତା ସବୁ ଆରେଷ୍ଟ ହେବେ।
କରିବ ପୋଲିସ୍
Jay shree Ram ❤❤❤❤
Arrest kn pain karuna
ରଘୁନନ୍ଦନ ପେଳକୁ କୁକୁରକୁ ଦିଆଯାଉ
Argues sir thik kahichan ,kintu Truna mula staraku asi apana janasadharana kar abhijoga sunantu
Arrest Kari bhitare puraa
Pasu manankara bibek auchhi.kintu Manisara bibek kuade gala.
Ghara bhitare tanka basta thiba, janch heba darkar
Arrest immediately
ଠିକ ପୁରା ଠିକ
Raghu ମାଗିହା ku ଖସୁ କରାଯାଉ
ବୁଡ଼ା ବୁଡ଼ା ବୁଡ଼ା ଶୁଣ ଖେଳ କାତମ
ଶୀଘ୍ର ବାନ୍ଧି ଜେଲ୍ ରେ ପୁରା ଅ।
News Bala Khali kana kana
ତୁରନ୍ତ ଗିରଫ କରାଜାଉ
Baandhiki Jail re Purao
Apraadhi ku arest korajau
Nabin babu bhal neta ni deyi
Bina permission re ka gharku jiba Katha ki
Polisi etebelajae utheineini kanhiki
Raghunanda Das BJP re join karibe asanta kali.
Kana argus news e bhali khabar paribesan kariba😂😂 tanka against re BJP re join kala pare
Bando na
Yemankar sampati janch kara,ye kete barsa MLA thila tara salary kete thila,aau yebe kete tanka ra malik,janch kara
Otv argues media bjp channel kehi dekhni
ଏ ମାଗିହା କୁ ମାଡ ଦରକାର।
ୟେ ନେତା ନୁହେଁ ୟେ ପ୍ରେତ ଆତ୍ମା ମନ୍ତ୍ରୀ
Kathor sasti darakar,se odishara Raja nuhanti kebala Nirbachita Jana pratinidhi
Raghunandan ku hatakadhi pakei rastare ghasadi ki nia
Se salaku ragunandan ku sigra aretra karantu + bjd neta ku sigra giraf Kara Jay hind
नेता नही ये नेता लुंथन लोक,
ଏ ଗୁଡାକଙ୍କୁ ନିଉଜ କଣ କରୁଛ ଲୁଙ୍ଗି ଟେକି ଗୋଲି ବିଛୁଆତି ଲଗା
Jate dafa lagaile jadi giraf na karagala tebe kichhi labha nahin
Argus tame kou nirapekhya jee. Jetedin emiti ekapakhia news dekheiba semiti mada khaiba.
Gragunadhan Das aretkarajau
Giraf karajau
Amiti lokaku phashidia