କହି ଦିଅରେ ଗ୍ରାମ ନଗରେ || KAHI DIARE GRAMA NAGARE (KIRTAN) WITH LYRICS || Sameer Pradhan

แชร์
ฝัง
  • เผยแพร่เมื่อ 12 พ.ย. 2024

ความคิดเห็น • 10

  • @AmarendraPanda
    @AmarendraPanda  11 หลายเดือนก่อน +7

    କହି ଦିଅରେ ଗ୍ରାମ ନଗରେ ବିଶ୍ୱ ଚରାଚରେ
    ନାଚରେ ଗାଅରେ ଆନନ୍ଦ କରରେ
    ପ୍ରଭୁ ଆସିଛନ୍ତି ଘରେ.....(0)
    ସୁଧାର ସାଗର ବହି ଯାଉଛିରେ
    କରୁଣା ଭଣ୍ଡାର ଖୋଲି ଯାଇଛିରେ
    ଆର୍ତ୍ତ ତୃଷାର୍ତ୍ତ ଭରି ପ୍ରାଣ ପାତ୍ର
    ପାନ କର ଅମୃତରେ.....(1)
    ମୃତ୍ୟୁ ଅବଲୁପ୍ତ ଅମର ଜୀବନ
    ଧନ୍ୟ ତ୍ରିଭୁବନ ନାମର ପ୍ଲାବନ
    ବିଶ୍ୱପିତାଙ୍କ ଦିବ୍ୟ ଆବିର୍ଭାବ
    ନାହିଁ ନାହିଁ ଭୟ ନାହିଁରେ.....(2)
    ଉଠରେ ଜାଗରେ ଇଷ୍ଟାନୁରାଗରେ
    କୃଷ୍ଟି ପ୍ରହରୀ ପ୍ରେଷ୍ଠ ପୂଜାରେ
    ଭାଙ୍ଗରେ ବନ୍ଧନ ବାଧା କର ଶୂନ୍ୟ
    ଜୟଗୁରୁ ଜୟ ନାଦରେ.....(3)

  • @BimalBimal-c1b
    @BimalBimal-c1b 10 หลายเดือนก่อน +1

    Joy guru ❤

  • @geetanjalipradhan4744
    @geetanjalipradhan4744 8 หลายเดือนก่อน +1

    Excellent kirttan performance 👌👌👌👌👌👌🎉🎉🎉🎉🎉🎉 Jay Guru 💐🙏💐 Bhai

  • @PradeeptaProduction
    @PradeeptaProduction 11 หลายเดือนก่อน +2

    Jayguru 🙏 ଖୁବ୍ ସୁନ୍ଦର କୀର୍ତ୍ତନ

  • @sameerpradhan2884
    @sameerpradhan2884 11 หลายเดือนก่อน +2

    jayguru bhai 🙏🙏

  • @gyanaranjanojha919
    @gyanaranjanojha919 9 หลายเดือนก่อน +2

    joy guru

  • @abhimanyutarai3281
    @abhimanyutarai3281 3 หลายเดือนก่อน +1

    Jayguru vai n maa pls add mother's voice